Who is this another Karthik Pandian? | No Comments | Nirbhay Gumara Katha

Who is this another Karthik Pandian? | No Comments | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 176

  • @BishnucharanRay-xy5ox
    @BishnucharanRay-xy5ox4 күн бұрын

    ନବୀନ ନିବାସ ପାଣ୍ଡିଆନ ନ ଛା ଡିବା କରାଣ ଭୟରେ ଛାଡ଼ିନାହାନ୍ତି ପାଣ୍ଡିଆନ. ଭାବୁଛନ୍ତି କାଳେ ବାହାରେ ରହିଲେ ଆକ୍ରମଣ କରିପାରନ୍ତି.

  • @brajakishorepadhi4022
    @brajakishorepadhi40224 күн бұрын

    କାତ୍ତିକ କିଏ ସେ ଓଡିଶା ର। ସଳା ପଠାଣ। ଜଗନ୍ନାଥ ବୋଲି ଯେତେବେଳେ ମୁର୍ଦାର ନବୀନ କୁ ନିଜ ଦଳ ର ନେତା ମାନେ କହୁଥିଲେ ।

  • @ramakantmahanta6994
    @ramakantmahanta69944 күн бұрын

    ଏ ମୁର୍ଖ କାହୁଂ ଜାଣିବ ଓଡିଶାଅର୍ ସଂସ୍କୃତି ଓ ପରମ୍ପରା

  • @binayakumarsethi6114
    @binayakumarsethi61144 күн бұрын

    ଜୟ ଜଗନ୍ନାଥ, ଆଜ୍ଞା ୟେ ହେଉଛନ୍ତି ସେଇ କ୍ରୀତଦାସ ମାନଙ୍କର ପ୍ରଭୁ କାର୍ତ୍ତିକ ପଣ୍ଡା

  • @sujatapatnaik5421
    @sujatapatnaik54213 күн бұрын

    Brilliant! Relentless!🙏

  • @bishnucharnrana3282
    @bishnucharnrana32824 күн бұрын

    ସତ କେବେ ଲୁଚି ରହେନା ,କେତେଦିନ ଛଦ୍ମ ନାମରେ ରହିବେ କାର୍ତ୍ତିକ ପାଣ୍ଡିଆନ୍,ବଳେ ସାମନାକୁ ଆସିଯିବ ସତ !!

  • @netajidash9367

    @netajidash9367

    4 күн бұрын

    ଭଦ୍ର ଭାଷା ତା ପ୍ରତି ପ୍ରଯୁଜ୍ୟ ନୁହେଁ। "ର‌ହିବେ" ନୁହେଁ "ରହିବ" ଶବ୍ଦ ଠିକ୍।

  • @kajalbrahma3822
    @kajalbrahma38224 күн бұрын

    Sir ନମସ୍କାର. Really ur great

  • @PrakashJena-Od
    @PrakashJena-Od4 күн бұрын

    କାର୍ତ୍ତିକ Pandian ନାମରେ account ଟିକୁ ବିଜେଡ଼ି ନେତା , ପାଣ୍ଡୁ ଙ୍କ ବଡ଼ ଭକ୍ତ ତଥା ସାମ୍ବାଦିକ ସତ୍ୟଜିତ ବିମଳ ମିଶ୍ର operate କରୁଛନ୍ତି ବୋଲି ଚର୍ଚ୍ଚା ଯିଏ କି ପୂର୍ବରୁ ଦିଲ୍ ସେ ନବିନ ନାମରେ ପ୍ରହସନ ଚଲେଇ ଥିଲେ 😅 ଆଇଟି ଯାଞ୍ଚ କରାଯାଉ ଧରା ପଡ଼ିଯିବ

  • @rajanikantapattanayak9702
    @rajanikantapattanayak97024 күн бұрын

    ଏ ମହାଶୟ ହେଉଛନ୍ତି ସବଜାନତା ସୁର ।

  • @laxmidharapanda6086
    @laxmidharapanda60864 күн бұрын

    ଓହୋଃ ଚାପୁଡ଼ା ମାରିଲା ଭଳିଆ ଜବାବ ଦେଇଦେଲେ ଲୁଙ୍ଗିପିନ୍ଧା ଛଦ୍ମ ଓଡ଼ିଆକୁ !

  • @durgaprasadsamantaray7084
    @durgaprasadsamantaray70844 күн бұрын

    ଏହା ଏକ ନବୀନ ସଂସ୍କରଣ ର ଅବତରଣ

  • @user-ks4dd9bk4t
    @user-ks4dd9bk4t3 күн бұрын

    ସାର୍ ଜନ୍ମ ଦିନର ଅନେକ ଶୁଭେଚ୍ଛା,ଜଗନ୍ନାଥ ଆପଣଙ୍କୁ ଆହୁରି ସାହସ ଓ ଧର୍ଯ୍ୟ ଦିଅନ୍ତୁ ଏପରି ନିର୍ଭିକ ଭାବରେ ବିଭିନ୍ନ ବିଷୟରେ ଆମ ମାନଙ୍କୁ ସୂଚନା ଦେବାକୁ

  • @chitraguptadas2921
    @chitraguptadas29214 күн бұрын

    ଭି.କାର୍ଥିକେୟନ ପାଣ୍ଡିଆନଙ୍କ ପେନସନ ବାବଦ ଟଙ୍କା କାର୍ତ୍ତିକ ପାଣ୍ଡିଆନ ନେଇଯାଉନାହିଁତ?

  • @kailashchandradas8992
    @kailashchandradas89924 күн бұрын

    ଧନ୍ୟବାଦ

  • @padmanavabehera626
    @padmanavabehera6264 күн бұрын

    ଶଙ୍କର ମାଡ଼

  • @bijaymahanta802
    @bijaymahanta8024 күн бұрын

    Sir your analysis is fantastic.

  • @sipunpradhan4007
    @sipunpradhan40074 күн бұрын

    Jay jagannath sir

  • @soumyajitpradhan8042
    @soumyajitpradhan80424 күн бұрын

    ଗୋଟିଏ ଲୋକ ଇଏ । ପାଣ୍ଡୁ ଖୁବ୍ ଶୀଘ୍ର ଜେଲ୍ ଯିବ ନବୀନ ନିବାସ ରୁ

  • @ranubiswal6296
    @ranubiswal62963 күн бұрын

    ଆପଣ ଖାଲି ପାଣ୍ଡିଆନ ଅଟକିଯାଇଛନ୍ତି ଆଉକିଛି ଟୋପିକ ନାହିଁ 😂😂😂😂😂

  • @sandhyaranimahanta8018
    @sandhyaranimahanta80184 күн бұрын

    ନବୀନ ଦାସ ବାବୁ ଆମେ ସିନା ଜଗା ବଳିଆ ନାମ ରଖୁ କିନ୍ତୁ ଧର୍ମେନ୍ଦ୍ର ତୁଳନାତ୍ମକ କଥା କହିଛନ୍ତି

  • @janmejayajena3097
    @janmejayajena30973 күн бұрын

    ପୁରା ଓଡ଼ିଶା ର doubt ଏଇଟା । The state wants to know about this kartik pandya

  • @sarojpradhan830
    @sarojpradhan8304 күн бұрын

    ❤❤❤❤❤❤❤❤❤❤❤

  • @sarojpradhan830
    @sarojpradhan8304 күн бұрын

    Jay Sri Rama Jay jay Maa

  • @tnanda1432
    @tnanda14324 күн бұрын

    ଆକାଶ ବାଣୀର ପ୍ରଚାରିତ ଆମରି କଥା ର ବ୍ରଜମୋହନ ମହାନ୍ତିଙ୍କ ଶେଷ ପଂକ୍ତି ଭଳି ଲାଗୁଛି

  • @sanjibakumardash7246
    @sanjibakumardash72464 күн бұрын

    Great

  • @susantasahoo9544
    @susantasahoo95444 күн бұрын

    ଏହାର ସଠିକ୍ ଉତ୍ତର ମାଉନମୁଂହା ନବୀନ ପଟ୍ଟନାୟକ ଦେଇପାରିବେ ।ନିଜେ ଚବିଶି ବର୍ଷ ମୁଖ୍ୟ ମନ୍ତ୍ରୀ ରହିବା ପରେ ଓଡ଼ିଆ କହିପାରିଲେନି ,ସର୍ବସାଧାରଣଙ୍କ ସହିତ ସିଧା ସଳଖ ମିଶିଲେନି ।ତଥାପି ମୋ ଭଳି କିଛି ମୂର୍ଖ ଓଡ଼ିଆ ତାଙ୍କୁ ଶ୍ରେଷ୍ଠ ମୁଖ୍ୟ ମନ୍ତ୍ରୀ ବୋଲି କହୁ ।ଧନ୍ୟରେ ଓଡ଼ିଆ ।

  • @binayamishra3723
    @binayamishra37234 күн бұрын

    Excellent analysis sir 🙏🙏

  • @harishmallck2
    @harishmallck24 күн бұрын

    ଏ ପାଣ୍ଡିଆବ ପ୍ରଜାତି ହେଲେ ବହୁରୂପୀ ! କଥାରେ ଅଛି ବାଂଝ କି ଜାଣିବ ପ୍ରଶବ ଵେଦନା! ରେଣୁ ଏ ପାଣ୍ଡିଆନ ପ୍ରଜାତି ଓଡ଼ିଆ ଆଶ୍ମିତା ଜାଣିବେ କିପରି?

  • @Katak_Dk
    @Katak_Dk4 күн бұрын

    ଠିକ୍ କହିଲେ

  • @krushnakuna1341
    @krushnakuna13414 күн бұрын

    ଗୁମସ୍ତା

  • @BabaJCBBaba-e8w
    @BabaJCBBaba-e8w4 күн бұрын

    ସେଇଟା କାର୍ତ୍ତିକ ପଣ୍ଡା ହେଇଥବ,,,,🤪

  • @Jagannath-oc9ht
    @Jagannath-oc9ht4 күн бұрын

    ଏ, ସେ ସବୁ ଏକ। ସମୟ ଏବଂ କଥା ଭିନ୍ନ ।

  • @debiprasadpanda3490
    @debiprasadpanda34904 күн бұрын

    Nice presentation .

  • @user-ov1bd7zj7f
    @user-ov1bd7zj7f4 күн бұрын

    Same to same

  • @user-qq1nd5oo8e
    @user-qq1nd5oo8e4 күн бұрын

    This time you are perfect.

  • @netajidash9367
    @netajidash93674 күн бұрын

    ଏ ନୁଙ୍ଗି ପିନ୍ଧା ତାମିଲିଆକୁ ଇଚ୍ଛା ହ‌ଉଚି ନୁଙ୍ଗି ଟେକିକି ପଛଟି ନାଆଲ କରିଦବାକୁ। ହେଲେ ଇଚ୍ଛାର ତ ବାଡ଼ ବତା ନାହିଁ ନା। ସେଥିନାଗି ତାକୁ ମୁଁ ପାଣ୍ଡୁ ବୋଲି ସମ୍ବୋଧନ କରେ। ତା କାରନାମା ଦେଖି ଦେଖି ତା ପ୍ରତି ମୋର ଭୀଷଣ ଘୃଣା।

  • @basantapattnaik7812
    @basantapattnaik78124 күн бұрын

    ସାର ପାଣ୍ଡିଆନ ଜଣେ ଭୈରବ କାର୍ତିକେୟନ ପାଣ୍ଡିଆନ ଥିଲେ ବିଜେଡି ଦଳ ନାମ ପରିବର୍ତନ କଲା କାର୍ତିକ ପାଣ୍ଡିଆନ ସେ ଲୋକଟା ଚାହୁଁ ଥିଲା କିନ୍ତୁ ନାମ ଟା ତାର କାର୍ତିକ ପଣ୍ଡା ହେଉ କିନ୍ତୁ ଖେଳ 2024 ରେ ବିଜେଡି ହରିବାରୁ ସେ ସେଇ ପାଣ୍ଡିଆନ ହେଇ ରହିଲା ପଛେ କେଜାଣି ଆଫିଡେବିଟ କରୀ ସେ କହିବ ମୁ କାର୍ତିକ ରାଉତ କିମ୍ବା କାର୍ତିକ ପଣ୍ଡା କିଛିବି ହେଇପାରେ ଦେଖା ଜାଉ ସେଲୋକଟା କେବେ ଝାରପଡା ଜେଲ ଜୀବ

  • @chandipadapanda4707
    @chandipadapanda47074 күн бұрын

    ବହୁରୂପୀ ଏଣ୍ଡୁଅ ।କାର୍ତ୍ତିକ ହେଉଛି କାର୍ତ୍ତିକେୟନ ଙ୍କର ଛଦ୍ମନାମ ।

  • @L.kstatus694
    @L.kstatus6944 күн бұрын

    ଓଡ଼ିଶାର ସଂସ୍କୃତି ବିଷୟରେ pandiyanର କିଛି ଜ୍ଞାନ ନାହିଁ

  • @yudhisthiraswain
    @yudhisthiraswain4 күн бұрын

    Jay shree Ram 🎉🎉🎉

  • @skaifoundation8120
    @skaifoundation81204 күн бұрын

    Prabhunku samaste jananti. Alpa Vidya Bhayankari. 🙏👍❤

  • @dhamirona8662
    @dhamirona86624 күн бұрын

    Wah wah kya analysis hai

  • @geetaranisamal6638
    @geetaranisamal66384 күн бұрын

    Same to same😄

  • @user-oc8fz9wn1r
    @user-oc8fz9wn1r4 күн бұрын

    Pandian is a great thief.

  • @Socialreform2022
    @Socialreform20223 күн бұрын

    ଏଇଟା ପାଗଳ ହୋଇ ଯାଇଛି ଏଇଟା କୁ ବିଜେପି କୁକୁର କମୁଡ଼ିଚି

  • @padmanavabehera626

    @padmanavabehera626

    2 күн бұрын

    @@Socialreform2022 ଓ କଟିଲା

  • @bbiswal9812
    @bbiswal98124 күн бұрын

    ଆମ ସମୟରେ ଗାଁରେ ୨ଟା ପୁଅ ଗୋଟାଏ ଝିଅ ଥିଲେ,କହନ୍ତି ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା, ଏଗୁଡାଙ୍କର ଓଡିଆ ସଂସ୍କୃତି ବିଷୟରେ ଧାରଣା ଅଛି? ନିର୍ଲଜ ଦଳ

  • @ashwinisahu6584
    @ashwinisahu65844 күн бұрын

    AMARA VILLAGE RE DUITI BHAINKA NAMA RAMA ...LAXMANA...

  • @haraprasadpanda3515
    @haraprasadpanda35152 күн бұрын

    Sir tike equal discussion kara

  • @gunanidhinaik3699
    @gunanidhinaik36994 күн бұрын

    ଏହା ନବୀନ ଓଡିଶାର ପ୍ରକଲ୍ପ ହୋଇଥିବ

  • @satishchandrabehera7291
    @satishchandrabehera72914 күн бұрын

    ଆମ ସଂସ୍କୃତିରେ ଅଗ୍ରପୂଜ୍ୟ ' ଗଣେଶ ' ଙ୍କ ଭାଇ ହେଉଛନ୍ତି ' କାର୍ତ୍ତିକ ' । ସିଏ ମୟୂର ପୃଷ୍ଠରେ ବସି ପୃଥିବୀ ପରିକ୍ରମା କରିଥିବାର ପ୍ରବାଦ ରହିଛି। ଆଉ ଇଏ ଯେଉଁ କାର୍ତ୍ତିକ ହେଲିକପ୍ଟରରେ ଉଡ଼ି ଉଡ଼ି ଓଡ଼ିଶା ପରିକ୍ରମଣ କରିବାରେ ଏବଂ ଆମ ରାଜକୋଷରୁ ଅର୍ଥ ଶ୍ରାଦ୍ଧ କରିବାରେ ଭାରି ମାହିର। ଏଥକୁ ବିଚାର ଆପଣଙ୍କର। ଫଳାଫଳ ଆଗକୁ ଦେଖିବାର।। ଜୟ ଜଗନ୍ନାଥ!!!

  • @priyadarsansatpathy910
    @priyadarsansatpathy9104 күн бұрын

    Whether U feel Dharmendra is correct? How can U defend that?

  • @KailashMohanty-nc4hb
    @KailashMohanty-nc4hb4 күн бұрын

    ପାଣ୍ଘିିଆନ୍ ଟାଇଟଲ ବଦଳରେ କାର୍ତ୍ତିକ ପଣ୍ଡା କରିଦେଲେ ଓଡ଼ିଆ ଲୋକ ମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ରହନ୍ତା ନାହିଁ।

  • @97Ibibhuprasad
    @97Ibibhuprasad4 күн бұрын

    Jay Shree Jagannath 🙏🚩 BJP jindabad 🚩🙏💛✨💫

  • @anjananayak3971
    @anjananayak39714 күн бұрын

    Jete nama badalau nilabarna sabu bele srugala hin rahiba

  • @jayantakumarnanda5356
    @jayantakumarnanda53564 күн бұрын

    Your acting /action is fantastic. Even Amitabh Bachchan can't match

  • @abhijitswain8381
    @abhijitswain83813 күн бұрын

    Tame sacha BJP ...LOKA SIR GREAT SIR

  • @India_collaboration_1k
    @India_collaboration_1k4 күн бұрын

    Sir NEET UPARA VIDEO KARANTU PLEASE ❤

  • @sonnikhil4792

    @sonnikhil4792

    4 күн бұрын

    Sir para bjp loka😂

  • @debiprasadmohapatra6972

    @debiprasadmohapatra6972

    2 күн бұрын

    Mausa ta pandian pandian heiki ratire soi paru nahanti. Time milile sina NEET upare video karibe.

  • @ishwarchandra3980
    @ishwarchandra39804 күн бұрын

    ଏମିତି କି ଏ ପାଣ୍ଡିଆନ ନିଜ ଛୁଆ ମାଇକିନା କୁ ବି ଛାଡିଦେଇପାରେ ! ବିଜେଡି କିମ୍ବା ନବୀନ ପାଇଁ ! ନା ଆପଣମାନେ କଣ କହୁଛନ୍ତି ???

  • @santoshpradhan2509
    @santoshpradhan25094 күн бұрын

    ସାର୍ ମୁଁ ଆଗରୁ କମେଣ୍ଟ୍ ରେ ଲେଖିଥିଲି ନବୀନ ପଟ୍ଟନାୟକଙ୍କ ଜେଜେବାପା ଖ୍ରୀଷ୍ଟିଆନ ପରିବାରରେ ବିବାହ କରିଥିବାରୁ ନବୀନ ପଟ୍ଟନାୟକ କିପରି ହିନ୍ଦୁ ହେବେ ? ଆଉ ରହିଲା ପାଣ୍ଡିଆନ ସେ ତାମିଲ କେବେହେଲେ ହିନ୍ଦୁ ହୋଇନଥିବେ ଓଡିଆ ବାସୀଙ୍କୁ ଧୋକାଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ କାମିଆ ଜାନିକୁ ମଧ୍ୟ ମନ୍ଦିରରେ ପ୍ରବେଶ କରାଇଛନ୍ତି , ଏକଥା କଣ ଗଜପତି ମହାରାଜା ତଥା ମନ୍ଦିରର ପଣ୍ଡାମାନେ ଜାଣି ପାରିଲେନାହିଁ କିପରି ? ସେଥିପାଇଁ ସେମାନେ କିପରି ଜାଣିପାରିବେ ଜଗନ୍ନାଥ ସଂସ୍କୃତି ଆଉ ଓଡିଆ ପରମ୍ପରା ସମ୍ପର୍କରେ ।

  • @suvendupattnaik2670
    @suvendupattnaik26704 күн бұрын

    V. Kartikeyan Pandian. After transformation of Odisha this person became Kartik pandian. This is result of transformation.

  • @sarojsahu9275
    @sarojsahu92754 күн бұрын

    Jay Hind Jay shree Ram 🙏🇮🇳🚩

  • @kamalakantapanda8822
    @kamalakantapanda88224 күн бұрын

    ଇଏ ସେଇ ଚୋର ତାମିଲ.

  • @guguldugul7784
    @guguldugul77844 күн бұрын

    Aei sei nirlojo vairab KP

  • @gyanasahu4626
    @gyanasahu46264 күн бұрын

    Sir tike neet bisayare tike pati kholantu

  • @goutamprustyloveatomylearn7503
    @goutamprustyloveatomylearn75033 күн бұрын

    Hai se ta lagani Aau Baki rahila RABANA ra dasa bhogiba pain Jai SRIRAM

  • @ajitkumarpanda6388
    @ajitkumarpanda63884 күн бұрын

    ପ୍ରକୃତ ରେ BJD ର ବୋଲକରା କିଛି ନେତା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି,,,,,,,,,,

  • @debiprasadmohapatra6972
    @debiprasadmohapatra69722 күн бұрын

    Mausa, Dharmendra Pradhan ebe jou majhi babu nku jagannath kahile se bisayare video kebe aasiba.

  • @cute_girl_moni1760
    @cute_girl_moni17603 күн бұрын

    Au kichhi new miluni ki

  • @dillipkumarswain5649
    @dillipkumarswain56494 күн бұрын

    Sir, a heuchhi bahu rupi andua, khyamata chaligalathu pagala hoijaichhi

  • @jitendrakumarswain23
    @jitendrakumarswain232 күн бұрын

    Yankara V kartik pandian bhaya ta jaini thik thik emiti rahiba darkar 😂

  • @akashmalik3840
    @akashmalik38404 күн бұрын

    Apana mananka news katha jedesa jai sekatha khi new

  • @playtube001
    @playtube001Күн бұрын

    ଗୋଦି ମିଡ଼ିଆ ନବୀନ ଦାସ 😂😂😂 ସରକାର ଙ୍କୁ ପ୍ରଶ୍ନ କର ହୋ BJP ର ଦଲାଲ ସାଜିଛ

  • @user-ht7rb9ec6i
    @user-ht7rb9ec6i4 күн бұрын

    Pratap deb kahithile

  • @jayantakumarnanda5356
    @jayantakumarnanda53564 күн бұрын

    He is Kartik Panda alias v Kartikeya Pandian

  • @basantajena5418
    @basantajena54184 күн бұрын

    Sir, I do here by solemnly swear that VK pandian and କାର୍ତିକ ପାଣ୍ଡିଆନ ଓରଫ ପାଣ୍ଡୁ is one and same person.

  • @santilatapanda1386
    @santilatapanda13864 күн бұрын

    Aahuja nka bisaya re tike kuhantu

  • @prafullakumarpradhan8129
    @prafullakumarpradhan81294 күн бұрын

    କାର୍ତ୍ତିକ paand

  • @parameswarapat1508
    @parameswarapat15084 күн бұрын

    Apana janiparunahanti ea heuchhi rupantarikaranara sesha prajyaya

  • @amareshbhoi2747
    @amareshbhoi27474 күн бұрын

    Sir neet scan bisayre vedeo gote banantu ,bjd ta harila seta chadantu ete students ra scan heichi apanka ku dekha jauni sir

  • @user-el3rc6st6g
    @user-el3rc6st6g3 күн бұрын

    Baby pandian ku jail na patheile BJP bi au asiba nahi

  • @khirodhota1440
    @khirodhota14404 күн бұрын

    ଆମର ଟା ବଡ ବେହିଆ ନବୀନ ବଚସ୍କର l

  • @ashwinisahu6584
    @ashwinisahu65844 күн бұрын

    Se. Heuchhi pandu chora

  • @tabagouda
    @tabagouda4 күн бұрын

    ଆ pick up on android

  • @manasdas5715
    @manasdas57154 күн бұрын

    ଫେବିକଲ କା ଜୋଡ ହେ କଭି ତୁଟେଗା ନେହିଁ 😄 ⏳

  • @AshokPanda-qt4qn
    @AshokPanda-qt4qn4 күн бұрын

    Duhi Pandisn Jane byakti.Tankar Au Satsahada kauthu Asiba Odisara Janata nku tankar kala Muhadekhei napain .Se tankar Surakhya pain Chintita Rahibara Swabhabik Ahamora matamata

  • @jagannathmishra5300
    @jagannathmishra53004 күн бұрын

    ପୋହଳା ଏଣ୍ଡୁଅ

  • @user-ib7fb2xc5y
    @user-ib7fb2xc5y2 күн бұрын

    Apanka niti naitikata ta ete , nija pua ku sanskar shikhaibaku bhuligale ke pua madua melare mala . Bhangipadiba katha , sambadikata dekhai biruddhacharana kariba dukha ra bisay . Kanhiki puni papa arjana karuchhanti ? Dinadaridra nka seba karantu , lshwar ashirbad karibe

  • @sthitapragyannanda7486
    @sthitapragyannanda74864 күн бұрын

    😂

  • @dwarikanathmohanty179
    @dwarikanathmohanty1794 күн бұрын

    Pandian is second Indradumna"s disciple. Shameless

  • @anandachandrasahoo7377
    @anandachandrasahoo73774 күн бұрын

    Is he V K Pandian Or K V Pandian

  • @user-ht7rb9ec6i
    @user-ht7rb9ec6i4 күн бұрын

    Sradha katha bujhuchi

  • @umeshnayak9265
    @umeshnayak92653 күн бұрын

    Nirbodha pandu

  • @kajalbrahma3822
    @kajalbrahma38224 күн бұрын

    Sir Kartika panda

  • @umeshnayak9265
    @umeshnayak92653 күн бұрын

    Se salati sei srugala Nila ranga lageichi

  • @ashwinikumarlenka3817
    @ashwinikumarlenka38174 күн бұрын

    Destroyed his ias credibility ..now hiding underground to save face as neta and hiding away fr family also.Ego & greed not allow him to go kapilas.😅

  • @omprakashnayak270
    @omprakashnayak2703 күн бұрын

    BJP ta aasila Ete gara gara kana pai

  • @ranubiswal6296
    @ranubiswal62963 күн бұрын

    ଫାଲତୁ ବକଵାସ

  • @trilochanjena2531
    @trilochanjena25313 күн бұрын

    Hello Tamil Babu..you don't have authority to comment any thing our odia people and CM..

  • @biplabsarangi5681
    @biplabsarangi5681Күн бұрын

    Sambit patta- jagannath narendra modi ra bhakta sekatha kahile - double standard man

  • @mahendrapradhan4945
    @mahendrapradhan49454 күн бұрын

    Aita sameless sei pandu

Келесі