Who are you to say who belongs to which religion and which god to worship? I The Politics Odia
Discover the thought-provoking discussion on who truly has the authority to dictate your religious beliefs and practices in the year 2024. Explore the idea of questioning societal norms and challenging the status quo when it comes to determining one's faith and religious affiliations. Join us as we delve into the concept of individual autonomy in matters of spirituality and the freedom to choose which deity to worship. Watch now to ponder on the significance of personal agency in shaping one's religious identity in a diverse and ever-changing world.
#thepoliticsodia #odisha #bjd #congress #odianews #bjpodisha
religion, belief, spirituality, faith, religious freedom, culture, society, tradition, ethics, philosophy, theology, worship, spirituality, religious beliefs, organized religion, atheism, agnosticism, secularism, religious practices, religious tolerance.
The Politics is Odisha's leading news and current affairs Digital channel. Odisha's No1 media house. Get the latest Political News, Breaking News, Trending politics, Debate, current affairs, entertainment, technology, and health updates from The Politics Odia. News Editor Sunil Jena.
For the latest Odisha News Follow us:
Website:- www.thepolitics.live/
Instagram:- / thepoliticsodia
Facebook:- / thepolitics.live
Twitter :- / thepolitics13
#thepoliticsodia #odisha #odia #debate
Пікірлер: 68
ପ୍ରଥମେ ଆମେ ଭାରତୀୟ ❤🙏🇮🇳❤️🙏ଆମେ ସବୁ ଧର୍ମର ଲୋକ ଏକାଠି ଅଛୁ।ଆଗକୁ ମଧ୍ୟ ରହିବୁ।ବିଜେପି ଆମକୁ ଅଲଗା କରିପାରିବ ନାହିଁ👍👍👍
@Mantubhesra
Ай бұрын
❤❤❤❤
@user-hq2zw2pw4j
Ай бұрын
@@Deva5577-i3c beta ekdom thik kohila
@bibhutijena3383
Ай бұрын
ତାହେଲେ ଇନ୍ଦିରା ସମେତ ନକଲି ଗାନ୍ଧୀ ପରିବାରର କୋୖଣସି ସଦସ୍ୟ କୁ ପୁରୀ ଶ୍ରୀମନ୍ଦିରରେ ପଶିବାକୁ ଦିଆ ଯାଏ ନାହିଁ କାହିଁକି , ଆମେ ସବୁ ଭାରତୀୟ ଏକ ତ ଦେଶ ର ବିଭାଜନ ହେଲା କାହିଁକି ।
@bhaktarampanda304
29 күн бұрын
Achha then why Kashmir pandits killed
@Karan88208
29 күн бұрын
@@bhaktarampanda304that'Times wich government in India just search in Google bro
ସତକୁ ଲୋଚାଇ ମିଥ୍ୟା ର ପ୍ରସାର ପ୍ରଚାର ଆଜି ଭାରତ ର ହିନ୍ଦୁ ଧର୍ମକୁ କୁଠାର ଘାତ୍ କରାଯାଉଛି। ଉଦାହରଣ ପଶ୍ଚିମବଙ୍ଗ ମମତା ବାନାର୍ଜୀ ଙ୍କୁ ନେଇ ପାରନ୍ତି । ଆଜି ହିନ୍ଦୁ ମାନଙ୍କ ଅସ୍ତିତ୍ବ ଦ୍ରୁତ ଗତିରେ ବିନାଶ ହେଉଛି।
God bless you sir
ରାହୁଲ ବହୁତ ସୁନ୍ଦର କଥାବାର୍ତ୍ତା❤❤❤❤🕉🕉🕉🙏🙏🙏🙏🙏🙏🙏🙏🙏🙏
Ok sir thanks for your excellent opinion ❤❤
Bjp ର ମିଥ୍ୟା congress ର ସତ୍ୟତାକୁ କେବେ ମୁକାବିଲା କରି ପାରିବନି!
@bhaktarampanda304
20 күн бұрын
@@felixnayak6317 Achha 70 year re corruption karichhi se upare kaha
Right katha ❤
Very good
100% right କହିଛ ଆଜ୍ଞା ! ଆହୁରି ଅଧିକ ଜବାବ ଦେବା ଦରକାର . 👍🏼👍🏼👍🏼👍🏼👍🏼
ଧର୍ମ କୁ ରାଜନୀତି ସହ ଯୋଡ଼ିବା ଉଚିତ ନୁହେଁ କାରଣ ଧର୍ମ ମାନବକୁ ଈଶ୍ୱର ଙ୍କ ସଙ୍ଗେ ଯୋଡ଼ିଵାର ମାର୍ଗ ଦେଖାଇଥାଏ, ରାଜନୈତିକ ଦଳ ଦେଶର ସୁରକ୍ଷା ଓ ନିଜ ଦେଶର ଲୋକମାନଙ୍କ ର ହିତ ପାଇଁ ଆଇନ ଅନୁସାରେ କାର୍ଯ୍ୟ କରି ସେବା କରି ସୁନାମ ଅର୍ଜନ କରି ଯୁଗ ଯୁଗ ପର୍ଯ୍ୟନ୍ତ ଅମର ହୋଇ ଦେଶବାସୀଙ୍କର ମନରେ ରହିଯାଏ,, ତେଣୁ କରି ଯୁଗ ଅନୁସାରେ ଆସିଥିବା ସମସ୍ତ ଧର୍ମ କୁ ରାଜନୈତିକ ଦଳ ସମ୍ମାନ ଦେବା ଉଚିତ୍
Dhanybada
ଝଗଡା ପାଇଁ ନେତା ବ୍ୟସ୍ତ ଦେଶର ଉନ୍ନତି ଵା ଜନତାର ଉନ୍ନତି ପାଇଁ ଚିନ୍ତା ନାହିଁ
Right sir
Right kotha bhai
Rahul Khan
Bjp ସରକାର ଧର୍ମ କୁ ନେଇ ରାଜନୀତି କରୁଛନ୍ତି । ଆମ ଓଡ଼ିଶା ଲୋକ ଆଗକୁ ହଇରାଣ ହେବାର ସମୟ ଆସୁଚି ।ଗୁଜୁରାଟ ରୁ ପୁରୀ ଏକ୍ସପ୍ରେସ ଚାଲିବ ଆଉ ମୋଦି ଓଡ଼ିଶାରୁ ସିଧା ପୁରୀ ରତ୍ନ ଭଣ୍ଡାର ରୁ ଲୁଟି ନେବେ ।ଆଗକୁ ଦେଖି ଯାଆନ୍ତୁ ।ଯଦି ମିଛ ଭାବୁ ଥାଆନ୍ତି ତ ଏଇ କଥା କୁ ଲେଖି ରଖି ଥାଆନ୍ତୁ ।
ଏବେ ତ ହରିଲ ଆଉକେବେ ଆସିବ ଦେଖିବା।
Super super mohanty sir
Rahul Khan😂😂😂
U r right sir I think Rahul Gandhi ji is 2nd Mahatma Gandhi, with out any fear he is fighting for the people.my humble request to you that always support to Rahul Gandhi.Bz he try to give us a better future.
❤rama❤ jiye jahaku pujapatha karu sethire kichhi kahibar nahi sabu dharmo samano dharmo matrake yek gotiye param puruso vagaban guru deva atanty samastanka payi saman gotiye chintadhara tks lordzrmji
Thik thik thik Katha
Ok
ଶଳା bjp
Congress Jay o
When matter of temple comes into front of eye then andha bhakta what about others ........
Areo
ଆଗ ଆପଣ କିଏ ଆମେ ଜାଣିନୁ
CONGRESS WHICH DHARMA WHY EMERGENCY DONE AT INDIA BY WHOM & WHAT HAPPENS REMEMBER BACK HISTRY
Sir tikakahia cangres jindabada🎉🎉🎉🎉🎉
Jay congress❤
Congress is great bjp Dharma druhi desha druhi lotiba deshaku
Cong zindabad
ମଦିର ଅନ୍ଧ ବକ୍ତ ଗବର ବକ୍ତ ମାନେ କେବେବି ବୁଝିବେ ନାହିଁ କାହିଁକିନା ସେମାନଙ୍କ ମୁଣ୍ଡରେ ମଦିର ଗବର ଅଛି,,!
Bro i like you
Adharmi loka kebe darma kariparantinahi darmaarthha darana kariba bhalagunadaranakariba
Pehala vhul ta rhul bhgan dhari rajati karuchhi rhuljana nahi sankara kia si ba kia
Jay Rahul Gandhi ❤❤
କଂଗ୍ରେସରେ
କଂଗ୍ରେସ ବାବୁ ମାନେ ଧର୍ମ ଛଡା
କଂଗ୍ରେସିଆକେବେସତକହିବେ
Tame Hindu ta hinsaka
Pathan Tharu janama hindu dharma asiba keuthu
କଂଗ୍ରେସ ହିନ୍ଦୁ ବିରୋଧୀ
ତମେ ସବୁ ହିନ୍ଦୁ ଦ୍ରୋହି,,,,,
Rahul thik kahuchati, 👍👍👍🇮🇪💐❤💜💚
କଂଗ୍ରେସ ହିନ୍ଦୁମାନଙ୍କ ପରମ ଶତ୍ରୁ ।
Rahul Gandhi Jindabad
@JayaprakashRout
Ай бұрын
Rahul Khan kuha firoz khan ra nati Rahul Khan
@bibhutijena3383
Ай бұрын
ରାହୁଳ ଗାନ୍ଧି ଗୋଟେ ମ୍ଳେଛ ସେଥିପାଇଁ ହିନ୍ଦୁ ଧର୍ମକୁ ଅପମାନିତ କରୁଛି ।
ଅନ୍ଧ ପାପ୍ପୁ ଭକ୍ତ କେବେ ଚେତିବେ। ଖାନ୍ ବଂଶଧର ଅନ୍ୟାୟୀ ର ଗୁଣ ଗାଉଛ।
@LovelyGramophone-lu9zf
Ай бұрын
ମୋଦିର ଅନ୍ଧ ବକ୍ତ ଗବର ବକ୍ତ ମାନେ କେବେ ବୁଝିବେ ନାହିଁ କାହିଁକିନା ତାଙ୍କ ମୁଣ୍ଡରେ ଗବର ଅଛି,,!
Congress kebe bhi asibani. Manifesto re hindu ku priority dia sebe jitiba. Nahele semti bakchodi kara minority nku support karuthiba party hindustan re jitipariba naiiii.. as per my personal survey
Jay bjp
ତୁମେ ହିଂସୁକ୍ ହିନ୍ଦୁ jay modi