No video

What Did Dr. CBK Mohanty See In Ratna Bhandar? | Was There Snake Inside?

Discover what Dr. CBK Mohanty observed inside the Ratna Bhandar at the Jagannath Temple in Puri. Find out if there were any sightings of a snake or other unusual findings during the inspection. Stay informed with exclusive insights into this significant cultural event.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews

Пікірлер: 237

  • @Sunildas-zm6zh
    @Sunildas-zm6zhАй бұрын

    ମାଲିକ ନଥିବା ବେଳେ ଏମିତିକା ଭୁଲ କାମ କରିବା ଠିକ ହେଲାନି ଜୟ ଜଗନାଥ ଓଡିଶା ବାସି କୁ କ୍ଷ୍ୟମା କରିଦେବ ପ୍ରଭୁଁ 🙏🙏🙏

  • @manoranjan4701

    @manoranjan4701

    Ай бұрын

    Jay Jagannath 🙏

  • @bijayapppradhan4563

    @bijayapppradhan4563

    Ай бұрын

    ଚୋରି କରାଯାଉନଥିଲା।

  • @himansuthakur573

    @himansuthakur573

    Ай бұрын

    Jadi jaganatha mahaprabhu pura odisha basi and puri temple re malika but laxmi maa heuchanti ratna bhandhara malika. Sethire kichhi asu bidha nahi... Maa laxmi achhanti jie gharani.

  • @user-un3wn1cp2b

    @user-un3wn1cp2b

    Ай бұрын

    Tu bjd kukura bodhe 😂 jaha chodi parilani bjd..bjp karidela

  • @BasudevG6

    @BasudevG6

    Ай бұрын

    Ri8​@@himansuthakur573

  • @satyasahu2074
    @satyasahu2074Ай бұрын

    କିଛି ନାହିଁ ଧର୍ମକୁ ଅନ୍ଧବିଶ୍ୱାସ ରେ ପରିଣତ କରୁଛନ୍ତି।କିଛି ନାହିଁ ସବୁ ସାଧାରଣ।କିଛି ଶିକ୍ଷିତ ଲୋକମଧ୍ୟ ମୂର୍ଖଙ୍କ ପରି କଥାବାର୍ତ୍ତା କରୁଛନ୍ତି ତାହା ହିଁ ଆଶ୍ଚର୍ଯ୍ୟ।

  • @user-vu7iy6lt5d
    @user-vu7iy6lt5dАй бұрын

    ମିଡ଼ିଆ ଭାଇ ଓ ଭଉଣୀ ଆପଣ ମନେ କଳିଯୁଗ ଶେଷ କରିବ ଜୟ ଜଗନ୍ନାଥ

  • @nandakishorehembram7467
    @nandakishorehembram7467Ай бұрын

    ଖୋଲା ହେଲା ଠିକ୍ ହେଲାନି କାରଣ ରଥଯାତ୍ରା ଚାଲିଛି । କହିବାକୁ ଗଲେ ମାଲିକ ଘରେ ନାହାନ୍ତି

  • @bikashbehera8385

    @bikashbehera8385

    Ай бұрын

    ମାଲିକ ସିନା ଘରେ ନାହାନ୍ତି ମାଲିକାଣୀ ( ମା ଲକ୍ଷ୍ମୀ ) ତ ଘରେ ଅଛନ୍ତି । ମହାପ୍ରଭୁ ଙ୍କ ଅନେକ ନିତିକାନ୍ତ ଅଛି । ମହାପ୍ରଭୁ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ କଲେ ମହାପ୍ରଭୁ ଙ୍କ ନିତିକାନ୍ତ ରେ ବିଭ୍ରାଟ ହେବ ।

  • @facetoface2156

    @facetoface2156

    Ай бұрын

    Aapananka kahibara mane Jagannath Jane sadharana manisha. Se Puri baharaku jaichhanti tanku kichhi khabar nahi se aasile aama bhali thanare jai FIR karibe.. murkhanka bhalia katha. Sabu tankari nirdesh re heuchhi... Kari karau thae sehi.. Ta binu anya gati nahi...

  • @tusharakantabehera2587

    @tusharakantabehera2587

    Ай бұрын

    ରତ୍ନ ଭଣ୍ଡାରର ମାଲିକ ହେଉଛନ୍ତି ମାଆ ଲକ୍ଷ୍ମୀ ଠାକୁରାଣୀ. ସେ ଉପସ୍ଥିତ ଅଛନ୍ତି.

  • @sandeepdas0000
    @sandeepdas0000Ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤

  • @kumarduada8090
    @kumarduada8090Ай бұрын

    ଜୟ ଜଗନ୍ନାଥ

  • @prasantakumarnayak8541
    @prasantakumarnayak8541Ай бұрын

    ଯଦି ଠାକୁର ଙ୍କ ନୀତିକାନ୍ତୀ ଅଛି ବୋଲି ଏବେ କହୁଛନ୍ତି ଏକଥା କଣ ଜାଣି ନଥିଲେ ତାହାଲେ ଆଜିର ଦିନ କଣ ପାଇଁ ସ୍ଥିରକରାଗଲା

  • @user-un3wn1cp2b

    @user-un3wn1cp2b

    Ай бұрын

    Odia loka Khali comments re gyana daba janichanti Khali jemti gote gote ias officer

  • @tusharakantabehera2587

    @tusharakantabehera2587

    Ай бұрын

    କମେଣ୍ଟ କେବଳ ସଚିବ ମାନେ ଦିଅନ୍ତି, ସଚିବ ଆଜ୍ଞା ଟିକେ କହୁନାହାନ୍ତି.

  • @SURESHKUMAR-qu5gz
    @SURESHKUMAR-qu5gzАй бұрын

    ଘରେ ମାଲିକ ନଥିବା ବେଳେ ତାଙ୍କ ଅଳଙ୍କାର ରେ ଲାଗିବା ଠିକ୍ ନୁହେଁ

  • @B.Durgashaktee

    @B.Durgashaktee

    Ай бұрын

    ମାଲିକାଣୀ ଅଛନ୍ତି ପରା

  • @gitanjalitripathy3784

    @gitanjalitripathy3784

    Ай бұрын

    Tk karichhanti

  • @GamerNayan-cl1tl

    @GamerNayan-cl1tl

    Ай бұрын

    Tu vadua chup raha ..na Hale to ghara khola haba

  • @Mental9-c7n
    @Mental9-c7nАй бұрын

    ମାଲିକ ଘରେ ନଥାଇ ତା ଘରରତାଲା ଭାଙ୍ଗି ଗହଣା ଗାଁଣ୍ଠି ଲୁଟିବା ଯାହା ଆଜି ପ୍ରଭୁ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାରର ଦୃଶ୍ୟ ଏକା ଭଳି ହେଲା କାରଣ ପ୍ରଭୁ ଏବେ ନିଜ ଘରେ ନାହାନ୍ତି... ମାଲିକ ଘରକୁ ଫେରିଲା ପରେ ଯାହା ହୁଏ ପରବର୍ତ୍ତ ଅବସ୍ଥା ଠିକ ସେଇୟାହେବ ଟିକେ ଅପେକ୍ଷା କର ବିଶ୍ୱ ବାସି 🙏🙏🙏ଜୟ ଜଗନ୍ନାଥ🙏🙏🙏

  • @bijayapppradhan4563

    @bijayapppradhan4563

    Ай бұрын

    ମରାମତି କାମ କିପରି କରାଯାଏ ଜଣା ଅଛି ତ।

  • @Mental9-c7n

    @Mental9-c7n

    Ай бұрын

    @@bijayapppradhan4563 bjp party ra bodhe aapana 😂😂😂janapadila

  • @bijayapppradhan4563

    @bijayapppradhan4563

    Ай бұрын

    @@Mental9-c7n ନା ବେ ବିଜେଡ଼ି ରେ ଘୋଡ଼ାଘିହା

  • @Mental9-c7n

    @Mental9-c7n

    Ай бұрын

    @@bijayapppradhan4563 ରେସପେକ୍ଟ ଦେଇ କଥା ଶିଖନ୍ତୁ ରେସପେକ୍ଟ ପାଇବେ ଆଂଜ୍ଞା .. 🙏

  • @SeturaajaMajhi

    @SeturaajaMajhi

    Ай бұрын

    ​@@Mental9-c7n ଆପଣ ବୋଧେ ଗେଣ୍ଡାଦଳର କର୍ମକର୍ତ୍ତା 😂

  • @AseemKumarMohanty-cz6eu
    @AseemKumarMohanty-cz6euАй бұрын

    କାହିଁକି କମିଟି ଓ ଅନ୍ୟ ସଦସ୍ୟମାନେ ଭିତର ରତ୍ନଭଣ୍ଡାର ବିଷୟରେ କିଛି କଥା ଲୁଛୁଛନ୍ତି?

  • @pravakarparida175

    @pravakarparida175

    Ай бұрын

    😂😊kzread.info/dash/bejne/pZiCm9Cefq2vlag.htmlsi=iPk6z__1GJt39MzC

  • @pravakarparida175

    @pravakarparida175

    Ай бұрын

  • @pravakarparida175

    @pravakarparida175

    Ай бұрын

  • @learnwithbini6060

    @learnwithbini6060

    Ай бұрын

    Kie b thik bhabe kahunahanti

  • @SabarBabu-fc4en

    @SabarBabu-fc4en

    Ай бұрын

    Dal mein kuchh kala hai..

  • @Pinku853
    @Pinku853Ай бұрын

    ଆଜ୍ଞା .. ବାହାର ଭିତର ଭଣ୍ଡାର ୨ ଟି ପ୍ରକୋଷ୍ଠ ଖୋଲା ହୁଏ ବେଶ ପାଇଁ , କିନ୍ତୁ ତୃତୀୟ ଏବଂ ଚତୁର୍ଥ ପ୍ରକୋଷ୍ଠ ପର ଠାରୁ ପଛ କୁ ପଛ ଉପର କୁ ଓ ତଳ କୁ ତଳ ଅନେକ ଭଣ୍ଡାର ରହିଛି , ତାହାକୁ ଗୁପ୍ତ ଭଣ୍ଡାର କୁହାଯାଇଥାଏ। କିନ୍ତୁ ସେ ଯାଏଁ ପହଞ୍ଚିବା ମନୁଷ୍ଯ ପକ୍ଷେ ସମ୍ଭବ ହିଁ ନୁହେଁ ନଚେତ୍ ମୃତ୍ୟୁ ନିଶ୍ଚିତ । ଏହା କୌଣସି କାହାଣୀ ନୁହେଁ ଏହା ଧୃବସତ୍ୟ ।

  • @facetoface2156

    @facetoface2156

    Ай бұрын

    Bina chestare asambhaba kahiba thik nuhe... Mrutyu ku jadi bhaya thanta ta manisha kebe chesta hin kari na thanta o Bina chesta ba udyamare duniare ete sabu jinisha aabiskaar ki udbhabana hoi na thanta...

  • @Pinku853

    @Pinku853

    Ай бұрын

    @@facetoface2156 ଶୁଣନ୍ତୁ ବିଜ୍ଞାନ ଆଜି ବହୁତ ଆଗରେ... ବୈଜ୍ଞାନିକ ପଦ୍ଧତିରେ ଅନେକ ଜିନିଷ ଜନ୍ମ ହୋଇପାରୁଛି , କିନ୍ତୁ ମଣିଷ ଏହା ମନେ ରଖିବା ଦରକାର ଯେ , ଇଶ୍ବର ଙ୍କ ଦ୍ଵାରା ମନୁଷ୍ଯ ର ସୃଷ୍ଟି ଓ ବିଲିୟ ....କିଛି ଏମିତି ଜାଗା ଅଛି ଯେଉଁଠାରେ ବିଜ୍ଞାନ ମଧ୍ଯ ହାର ମାନିଛି । ରତ୍ନ ଭଣ୍ଡାର ତାହା ମଧ୍ଯ ରେ ଅନ୍ତର୍ଭୁକ୍ତ, ଯେଉଁ ଯାଏଁ ଆଜି ଟିମ୍ ଯାଇ ଥିଲେ ଆଗରୁ ମଧ୍ଯ ଅନେକ ଥର ସେ ଯାଏଁ ପୂର୍ବ ରୁ ଯାଇସାରିଥାନ୍ତି ମୁଖ୍ଯ ରତ୍ନ ଭଣ୍ଡାର ଅନେକ ଭିତରେ ରହିଛି , ସେଠାରେ ରହିଛି ପରାଲୌକକ ରହସ୍ଯ ଯାହା ମନୁଷ୍ଯକେବେ ମଧ୍ଯ ଜାଣିପାରିବ ନାହିଁ ଆଉ ରହିଲା ମୃତ୍ଯୁ ଭୟ କଥା , ଏହା ତ ସେହି ମହାପ୍ରଭୁ ଲୋକନାଥ ଙ୍କ ଇଛା କାରଣ ଭଣ୍ଡାର ଜଗନ୍ନାଥ ଙ୍କ ହେଲେ ମଧ୍ଯ ପ୍ରଭୁ ଲୋକନାଥ ମାଲିକ .. ତାଙ୍କ ଇଛା ନାହିଁ ମାନେ ସବୁ ମନୁଷ୍ୟକୃତ ଚେଷ୍ଟା ବିଫଳ ହୋଇଛି ଆଗରୁ ଆଗକୁ ମଧ୍ଯ ହେବ।

  • @Pinku853

    @Pinku853

    Ай бұрын

    @@facetoface2156 ଆଜ୍ଞା ଆପଣ ଙ୍କ କଥନ ସତ୍ଯ.. ବିଜ୍ଞାନ ଆଜି ଅଦ୍ଭୁତ ଏବଂ ଚମକ୍ତୃତ ଭାବେ ମନୁଷ୍ଯ ଜୀବନ ପରିଚର୍ଯ୍ୟାର ଅଭିନ୍ନ ଅଙ୍ଗ ହୋଇଛି...କିନ୍ତୁ ଇଶ୍ବର ଙ୍କ ଦ୍ବାରା ମନୁଷ୍ଯ ର ସୃଷ୍ଟି ଓ ବିଲୟ ଓ ମନୁଷ୍ଯ ହିଁ ବିଜ୍ଞାନ ର ଜନକ ସାଜିଛି ,ଯେପରି ସୂର୍ଯ୍ୟ ଚନ୍ଦ୍ର ଜନ୍ମ ମୃତ୍ୟୁ ସତ୍ଯ ସେପରି ମହାପ୍ରଭୁ ଲୋକନାଥ ଓ ଜଗନ୍ନାଥ ଙ୍କ ମହିମା ଓ ଅଲୌକିକତା ଧୃବ ସତ୍ଯ। ବିଜ୍ଞାନ ଯେତେ ଆଗେଇଲେ ମଧ୍ଯ କେବେ ମଧ୍ଯ ସୂର୍ଯ୍ୟ ଚନ୍ଦ୍ର ଙ୍କ ଗତିରୋଧ କରିପାରିବନାହିଁ କିମ୍ବା ଜନ୍ମ ମୃତ୍ୟୁ ପରି ଚିରନ୍ତନ ସତ୍ଯ କୁ ରୋକିପାରିବ ନାହିଁ , ବିଜ୍ଞାନ ଯେତେ ମଧ୍ଯ ଆଧୁନିକ ହୋଇଯାଉ ନା କାହିଁକି ବହୁତ ଯାଗା ରେ ହାର ମାନିଛି । ପୃଥିବୀରେ କିଛି ଏମିତି ସ୍ଥାନ ରହିଛି ଯାହା ଅତ୍ୟନ୍ତ ରହସ୍ୟଜନକ । ତାହା ମଧ୍ଯ ରେ ଶ୍ରୀଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ଅନ୍ତର୍ଭୁକ୍ତ ଅଟେ । ଯାହା ର ଅନେକ ତଥ୍ୟ ରହିଛି ତାହା କେବେ ସାର୍ବଜନୀନ ହେବା ଅନାବଶ୍ଯକ. ଆଜିକା ପାପ ଚକ୍ଷୁ ଥିବା କାମନା ବାସନା, ଲୋଭ ମୋହ ରେ ଗ୍ରସିତ ମନୁଷ୍ଯ ପକ୍ଷେ ଏହି ବିରାଟ ରହସ୍ଯ ଜାଣିବା ଅସମ୍ଭବ । ୯୦ ବର୍ଷ ତଳ ପ୍ରତକ୍ଷ୍ଯଦର୍ଶୀ ଙ୍କ ସେବାୟତ ଙ୍କ ମତ ରେ ଭଣ୍ଡାର ୪ ଭାଗ ରେ ବିଭକ୍ତ ସେଥିମଧ୍ୟ ରୁ ( ବାହାର ଭଣ୍ଡାର) ର ୩ ଟି କକ୍ଷ ଯାଏଁ । ଯେଉଁଠା ପର୍ଯ୍ୟନ୍ତ ପୂର୍ବ ରୁ ମଧ୍ଯ ଲୋକନାଥ ଙ୍କ ଇଛା କ୍ରମେ ଯାଇ ହୋଇପାରିଛି , ଏବେ ମଧ୍ଯ ଟିମ୍ ସେହି ପର୍ଯ୍ୟନ୍ତ ହିଁ ଯାଇଛନ୍ତି। କିନ୍ତୁ ଏହା କୁ ଅତିକ୍ରମ କଲେ [ଅମୁହା ଦେଉଳ] ଠାରୁ [ଅଗ୍ନିଶ୍ଵର ମହାଦେବ] ଙ୍କ ପଛ ପାଖ ଦେଇ ରାସ୍ତା ତଳକୁ ତଳ କେଜାଣି କେତେ ବାଟ ଯାଏଁ ରହିଛି , ଅନେକ ସୁଡ଼ଙ୍ଗ ମଧ୍ଯ ରହିଛି କହିହେବ ନାହିଁ ତା' ପରେ ଆରମ୍ଭ(ଗୁପ୍ତ ଭଣ୍ଡାର) ସେହି ଠାରେ ପ୍ରତକ୍ଷ୍ୟ ରେ ରହିଛନ୍ତି ମହାପ୍ରଭୁ ଲୋକନାଥ, ସେ ଯାଏଁ ଏ ପାପ ଶରୀର ପହଁଚି ପାରିବ ନାହିଁ । ତେଣୁ ରତ୍ନ ଭଣ୍ଡାର କୌଣସି ୫.. ୧୦ ଟି ପ୍ରକୋଷ୍ଠ ବିଷିଷ୍ଟ ନୁହେଁ ଏହା ର ଆଦି ଅନ୍ତ କେଉଁ ଆଡେ ତାହା କେବଳ ମହାପ୍ରଭୁ ଲୋକନାଥ ଓ ଜଗନ୍ନାଥ ଙ୍କୁ ଜଣା ।

  • @a.s.d6643
    @a.s.d6643Ай бұрын

    Amane kn pain pati chup 😢😢karichhanti kejani

  • @ajubhaicreation
    @ajubhaicreationАй бұрын

    କଥା ସ୍ପଷ୍ଟ ରଖୁନାହାନ୍ତି 😂

  • @somanathbehera2260

    @somanathbehera2260

    Ай бұрын

    ହଁ ବା ବୁଢ଼ା କଥା ଲୁଚuଛି

  • @SeturaajaMajhi

    @SeturaajaMajhi

    Ай бұрын

    ​@@somanathbehera2260 କିଛି ତ ଅଲୌକିକ ଘଟିଛି ସେ ଭିତରେ....

  • @bibhutisahu4204
    @bibhutisahu4204Ай бұрын

    ଖୋଲା ହେଲା ଭଲ ହେଲା, ରହସ୍ୟ ଖୋଲିଲା, ହେଲେ ଦୁଃଖର କଥା, କିଛି ଲୋକ ଇଆଡୁ ସିଆଡୁ କହି ଲୋକଙ୍କୁ ଭଡକାଉଛନ୍ତି, ସବୁ ଭଗବାନ ଙ୍କ ଇଛାରେ ହେଉଛି

  • @soumyasibasis3929
    @soumyasibasis3929Ай бұрын

    ତମ ବୋପା ଯିଏ ସିଏ କହିବ ଭଗବାନ ମନ୍ଦିର ରେ ନାହାନ୍ତି ହେଲେ ତମର ଏତେ କାଢ଼ ଯେ ଶ୍ରୀ ମନ୍ଦିର ରେ ପସି ତାଙ୍କ ଅଳଙ୍କାର କୁ ସବୁ ଦେଖିକି ପଳେଇ ଆସିବ, ତମ ମାନଙ୍କୁ ସେଇ ଭଗବାନ ଦେଖେଇ ଦେବ କି ତାର ଅନୁପସ୍ଥିତି ରେ ତା ସହ କଣ ଖେଳ ଖେଳୁଛ ଖାଲି ସମୟ କୁ ଅପେକ୍ଷା କର ନିନ୍ଦା ଲାଗିବା କଥା କି ଏ କି ଭଳିଆ ସରକାର

  • @SeturaajaMajhi

    @SeturaajaMajhi

    Ай бұрын

    😂 ଭଗବାନ ଙ୍କ ଇଚ୍ଛାରେ ତ ଖୋଲାଗଲା। ଆଜ୍ଞାମାଳ ଅଣାଗଲା ତତେ ଜଣା ନାହିଁ କି ରେ.. ମୂର୍ଖ

  • @PintunSahu
    @PintunSahuАй бұрын

    ଚାବି ଭଙ୍ଗା ଗଲା କାହିଁକି. ଚାବି ଗଲା କଉଆଡେ

  • @letscrunch6501

    @letscrunch6501

    Ай бұрын

    Normally gote key after 35,40 years kebe b work karibani ki kholibani apana try kariki dekhiparanti

  • @learnwithbini6060

    @learnwithbini6060

    Ай бұрын

    ​@@letscrunch6501hn sata Katha

  • @sashadharasahoo9804

    @sashadharasahoo9804

    Ай бұрын

    ​@@letscrunch6501 Ratna bhandar ra chabiku tuma kn bhabucha ki se kn normal chabi je kholibani

  • @sonubiku5927
    @sonubiku5927Ай бұрын

    Kichhi aaramva heini, sabu eyewash, jadi sabudinia alankar aaniki rakhahela, vitara vandar khola hoini, tahele kahniki haata maaru thila, galua pari laagu chhanti.

  • @user-rv2lm1rf2x
    @user-rv2lm1rf2xАй бұрын

    Dr. C B K Mohanty is a very good doctor. ଜଗନ୍ନାଥଙ୍କ ଆଶରୀ ର୍ବାଦ ତାଙ୍କ ଉପ ରେ ସବୁବେଳେ ଥାଓ।

  • @Dreamgardener747

    @Dreamgardener747

    Ай бұрын

    Tanka jogu Mun 2nd janma paichi, siye mo bhai ku bhi Thik karichanti..DR. CBK Mohanty ama pain bhagaban 🙏🏻🙏🏻

  • @chulbulirimiworld4496
    @chulbulirimiworld4496Ай бұрын

    ଯଦି ଖୋଲିଲେ ବାହୁଡା଼ ପରେ ଖୋଲିଥାନ୍ତା ଏକାଥରେ ସବୁ କାମ ସରିଥାନ୍ତା କିନ୍ତୁ ଗୋଟେ ଦିନରେ ଖୋଲି ତାକୁ ପୁଣି କିଛି ଦିନ ପରେ ଖୋଲିବା ମାନେ କଣ? ମଝିରେ ଦୂରତା କଣ ପାଇଁ 🙏ଜୟ ଜଗନ୍ନାଥ 🙏

  • @archanamahakud5848
    @archanamahakud5848Ай бұрын

    Eiya Babujanaka Kanduchanti..He understood the situation and not disclosed means keep it secret till the time be silent..but reveal when it permits by Jaga..The Lord of Puri..

  • @SK24NYK
    @SK24NYKАй бұрын

    Amne Bhitara ratna bhandar kichi exploring kari nahanti, katha spata nahi, diplomatic katha sabu micha.

  • @funnytravel1991
    @funnytravel1991Ай бұрын

    ଯଦି ରଥଯାତ୍ରା ସରିନି ଜାଣିଛ ତାହାଲେ କାହିଁକି ରଥଯାତ୍ରା ସରିବା ପଯ୍ୟନ୍ତ ଅପେକ୍ଷା କରିଲନି ନା ମହାପ୍ରଭୁ ଠୁ ଅଧିକ ସରକାର କହିଥିବା ତାରିଖ ନଗଡ଼ୁ କାରଣ ମହାପ୍ରଭୁଠୁ ଅଧିକ ସରକାର କଥା ମୂଲ୍ୟବାନ

  • @SAN-nf5rk
    @SAN-nf5rkАй бұрын

    ତାଲା ଭଙ୍ଗାହେଲା କି ଚାବି ଭଙ୍ଗା ହେଲା ଠିକ୍ ସେ କହିବା ଆସୁନି ସାମ୍ବାଦିକ ହେଇଛି 😮😮😮

  • @sibampattnaik4962

    @sibampattnaik4962

    Ай бұрын

    Godi media 😂😂

  • @swapnacoaching5535

    @swapnacoaching5535

    Ай бұрын

    Chhoto chhoto katha dharile chaliparibeni aapana🙏

  • @SAN-nf5rk

    @SAN-nf5rk

    Ай бұрын

    @@swapnacoaching5535 Sara dunia dekhuchhi kana kahuchha tume Sethi pain vabi chintiki kahiba katha

  • @Saturnring1

    @Saturnring1

    Ай бұрын

    Tu jaunu be reporting karibu ghare basiki comment kriba bahut easy

  • @SAN-nf5rk

    @SAN-nf5rk

    Ай бұрын

    @@Saturnring1 Tu kahibaku kie

  • @krishnaprasadrath
    @krishnaprasadrathАй бұрын

    Bina Malika re gruhaprabesha hau ki gruha ra anusandhan heu kichhi kariba uchit na thila.Sabu sei Paramapita Paramatma nka thiba samay re heba ra thila. Hau jaha tankara ichha taha hin hela !!!! 🙏 Jai Jagannath 🙏 Samastanku bhalare rakhantu he Bhagwan 🙏

  • @ganesh4083

    @ganesh4083

    Ай бұрын

    Wow

  • @manasmantry9610
    @manasmantry9610Ай бұрын

    Jai shree jagannath Swami Nayana Patha gami bhaba tume Jai shree ram ji ki jai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @TheTripathy07
    @TheTripathy07Ай бұрын

    HAR HAR MAHADEV JAY SHREE RAM JAY SHREE KRISHNA JAY SHREE GANESH JAY BAJRANG BALI JAY JAGANNATH JAY MATA DI RADHE RADHE

  • @jyostnathanapati1826
    @jyostnathanapati1826Ай бұрын

    Jadi aaji paain samaya na thila taa hele aaga ru kholileni ...Ratha jatra para dina thu kholileni....bahuda purba dina kholile kanhiki ....bhitara ratna bhandar ra sabu chabi gala kuade ??

  • @MrMrchitta
    @MrMrchittaАй бұрын

    CBK Mohanty kan pain commitee member kara jaichhanti?? Se ta jane Doctor...vala hei thaanta Shankaracharya ku member kari thaante

  • @Sinusahoowd2dm
    @Sinusahoowd2dmАй бұрын

    ବୋଧେ ଜଗନ୍ନାଥ ମହାପ୍ରଭୁ ଚାହୁଁ ଥିଲେ ଖୋଲିବାକୁ ନହେଲେ ସବୁକିଛି ଭଲରେ ଭଲରେ ହେଇନଥନ୍ତା😢 ଜୟ ଜଗନ୍ନାଥ ମହାପ୍ରଭୁ 🚩🙏

  • @user-ug2qq5ug1h
    @user-ug2qq5ug1hАй бұрын

    ବଡ଼ ବିପଦ ସାମ୍ନା କରିବାକୁ ପଡ଼ିବ ଓଡ଼ିଶା ବାସୀଙ୍କୁ

  • @user-nv1kb7tu8e

    @user-nv1kb7tu8e

    Ай бұрын

    Odisha basi samaste kana pain vogibe ...jou hata ganati kete jana e sabu karuchanti sei mane vogiba uchit

  • @bikashbehera8385

    @bikashbehera8385

    Ай бұрын

    Kichi be Heba nie prbhu ka iccha re hela jay Jagannath 🙏

  • @user-kw3dh8ei2n
    @user-kw3dh8ei2nАй бұрын

    ମନ୍ଦିର ରେ ସାପ ରହିଲେ ଭୟରେ ଲୋକ ଯାଆନ୍ତେ ନାହିଁ। ଲୋକଙ୍କୁ ଭୂଆଁ ବୁଲଉଛ।

  • @sunilkumarz95
    @sunilkumarz95Ай бұрын

    Apana mane thik kalani kichi v ghara ra mailka jadi nahati ame chakara hoi ghara ku khol tal kariba thik nuhaa..... 😢 Jay Jagannath ❤

  • @user-kz5pz6rk6i
    @user-kz5pz6rk6iАй бұрын

    Apana mananka kathabarta ru jaha janajauchhi bhitara ratnabhandara sabu surakshit achhi.

  • @Ashishbiswal68
    @Ashishbiswal68Ай бұрын

    2 nd dwara kholile au 3rd 4th number kebe kholebe

  • @himansupatra9717
    @himansupatra9717Ай бұрын

    ନିଉଜ ରିପୋର୍ଟର ମାନେ ସୁପ୍ରିମ୍ କୋର୍ଟ ରେ ପ୍ରାକ୍ଟିସେସ କରନ୍ତୁ. ଭଲ ଓକିଲାତି କରିପାରିବେ

  • @bikrampradhan6315
    @bikrampradhan6315Ай бұрын

    After Ratha yatra you can do this... Why govt. Worry about Ratna bhandar... What is the future plan by PM MODI...😊...

  • @bisudj6732
    @bisudj6732Ай бұрын

    Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉🎉 Jay Hind

  • @rakabhaina689
    @rakabhaina689Ай бұрын

    Bhagawan nkar alankar jemiti kichi epat sepat na hu ye na hele biswabasi bhogibe agaku bipad madi asiba rajya pain biswa pain , jay Jagannath 🙏🏻

  • @ManasDas-rv4mc
    @ManasDas-rv4mcАй бұрын

    Jay shree jagannath 🙏🙏🙏

  • @subashchandrarath8358
    @subashchandrarath8358Ай бұрын

    SNAKE DEKHLE KAIN ? Panch mundia saamp ???

  • @srrout1234
    @srrout1234Ай бұрын

    jagannath prabu 🙏 nathila bele o ratha jatra chalithiba samaya re chora mananka kala kirti

  • @satyajena8496
    @satyajena8496Ай бұрын

    Jay jagannath Swami 🙏🙏

  • @pradeepnayak3392
    @pradeepnayak3392Ай бұрын

    Sampurna tadanta karajau. Kahapakhare original chabi thila, bartaman chabi kahinki nahin. Last time koumane ratna vandar kholithile? Semane ch ani kahaku deithile?

  • @JayantaSandibigraha
    @JayantaSandibigrahaАй бұрын

    ଶ୍ରୀଯୁକ୍ତ ପାଢ଼ୀ ମହୋଦୟ ଜଣେ ଓଡ଼ିଆ , ଜଣେ ହିନ୍ଦୁ ପରିଶେଷରେ ଜଣେ ବ୍ରାହ୍ମଣ ତାଙ୍କୁ ଏହି ଗୁରୁଦାୟିତ୍ଵ ଦେବା ସ୍ୱାଗତଯୋଗ୍ୟ ମହୋଦୟ ଙ୍କୁ ବିନମ୍ର ଅନୁରୋଧ କାଳିଆ ସାଆନ୍ତ ଟଙ୍କ ତୋରାଣି କୋୖଣସି ଉଚ୍ଚ ପଦସ୍ଥ ପ୍ରସାଶନିକ ଅଧିକାରୀ ବନ୍ଦ କରିଛନ୍ତି ଏହାକୁ ପୁଣି ଥରେ ଭକ୍ତଙ୍କ ପାଇଁ ପ୍ରାପ୍ତ କରାଇବାକୁ ପ୍ରାର୍ଥନା

  • @gangadharmishra1403

    @gangadharmishra1403

    Ай бұрын

    Antatah Tanka torani tike maganare sradhalunku pradan Kariba byabastha karajau.

  • @sonubiku5927

    @sonubiku5927

    Ай бұрын

    Brahmana jadi tahele pujakara aau chakiri chhada, sabu jatira lokanku rakha, khali gote jaatira lokanku rakhile dhwansa hebapapi gudaka, khali sei gotae jaatiru sabu rahibe, dharmata kana taankara, aau anya mane kana ghasa katibe, emiti kari dharma nasta kalani.

  • @maheshkumarbag5464
    @maheshkumarbag5464Ай бұрын

    Jay Jagarnath Suwami 🚩🚩🚩🚩🚩❤❤❤❤❤❤❤❤❤❤❤❤❤❤

  • @learnwithbini6060
    @learnwithbini6060Ай бұрын

    Kie jne b kahunahanti clear ktha thik bhabare

  • @prasantkumarsahoo1054
    @prasantkumarsahoo1054Ай бұрын

    Sir kn medicine neiki jaithilaki, sir kn kichi milila na khali shindhuka

  • @Dinosaur222
    @Dinosaur222Ай бұрын

    ବାଳ କିଛି ନାହିଁ ରତ୍ନ ଭଣ୍ଡାରରେ ମିଛ ଟା ରେ ହାୱା ବାଜି କରୁଛନ୍ତି l

  • @umeshdas5476
    @umeshdas5476Ай бұрын

    jay Jagannath Swami

  • @kailashswain4735
    @kailashswain4735Ай бұрын

    Please give clearity...

  • @user-bk9se4fi4x
    @user-bk9se4fi4xАй бұрын

    Jay jaganath 🙏🙏🙏

  • @abhimanyunayak4423
    @abhimanyunayak4423Ай бұрын

    ଏ ସଲା ଗଲାବେଳକୁ ଗଞ୍ଜେଇ ପିଇ କି ଯାଇଥିଲା ଫେରିଲା ବେଳକୁ ନିଶା

  • @user-ol9wn7ww3r
    @user-ol9wn7ww3rАй бұрын

    Ganati kayen kara jiba... Se bisayare b tike kuhantu

  • @newsonlineplus24x7
    @newsonlineplus24x7Ай бұрын

    ଆଖି ଯାହା ଦେଖିଛି ତାହା ଠିକ୍..... ଆଉ ସବୁ ମିଛ

  • @bibhutikandi2570
    @bibhutikandi2570Ай бұрын

    Au ratna vandar kholibani lokanka biswas tutijiba

  • @letscrunch6501
    @letscrunch6501Ай бұрын

    A mane khali prabesh karibaku jaithile

  • @rockeybhai6650
    @rockeybhai6650Ай бұрын

    Chabi khaigala ki tame???? Bhangila kain ki....Thakura saha khelucha... sabu matire misijiba

  • @MilanSahu-y7n
    @MilanSahu-y7nАй бұрын

    best doctor in the world

  • @shivadas5672
    @shivadas5672Ай бұрын

    Jay Jagannath 🙏🙏🙏

  • @bikashbarik5851
    @bikashbarik5851Ай бұрын

    Puni 18 re kholibe puni sedina gurubar wait kara.

  • @sahudebaraj4686
    @sahudebaraj4686Ай бұрын

    ଏ ମାଗିବା କୂ କ'ଣ ପାଇଁ ପଠା ଗଲା ମୁଁ ଜିଣି ପାରୁନି

  • @mamunichhatoi1877
    @mamunichhatoi1877Ай бұрын

    Odisha ku bahut kharap samaya asigala..Malika nahanti tanka ratna bhandar kholiba kn thik...

  • @sipun5
    @sipun5Ай бұрын

    Kichi dahara gapa kahuchanti prabhu na thila bele kan pain khola gala? Prabhu thila bele kholithile loka darsana re asubidha heba , nitikanti thik se hei paribani. Se puni shankarachaarya nku pachari khola jaichi. Kintu kichi achanti mane mane kahibe pura gyani. Gote stree loka ta media ku byte daba ku jai kahila je malika re lekha achi jepari malika rachana kari sie. Jadi ete malika se jane kichi gote thik bhavishya bani karuni khali pabana karuchi kan pain.

  • @IshaChudimahal
    @IshaChudimahalАй бұрын

    Kalijuga. ra. Sesa. Astra. Media. Bala, Amana nka. Hatera. Kalijuga. Sesa haba😅🙏🙏🙏🙏🙏🙏🙏🙏

  • @rasmitaswain3216
    @rasmitaswain3216Ай бұрын

    Jay Jagannath 🙏

  • @ganesh4083
    @ganesh4083Ай бұрын

    ମାଲିକ ନିଜେ ସରକାର, ଯିଏ ବି କହୁଛ ମାଲିକ ବଳି କିଏ ନାହିଁ😢😢, ଠିକ ହେଲା ଯାହା ହେଲା, ଜଗନ୍ନାଥ ରତ୍ନ ଭଣ୍ଡାର ରଖି ଥିଲେ ତ ୱାଉ,କି ବୁଦ୍ଧି ତମର ଛି

  • @lokanathhembram2587
    @lokanathhembram2587Ай бұрын

    Kn darkar thila kholibata 😢

  • @user-rj9iq5vq4k
    @user-rj9iq5vq4kАй бұрын

    Sir nka akhire bhaya achi kichi ta dekhichanti

  • @puspalatasahoo8641
    @puspalatasahoo8641Ай бұрын

    ପ୍ରଭୁ ମନ୍ଦିରରେ ନଥିଲା ବେଳେ ତାଙ୍କ ଘରୁ ଅଳଙ୍କାର ଭାଙ୍ଗିକି ଦେଖିବା ବା ଗଣତି କରିବା ଭଲ ଲାଗୁନି।

  • @jaybajrangwali758
    @jaybajrangwali758Ай бұрын

    Maa ghia pati khani bajuji Banda kahuchu

  • @ramachandra8155

    @ramachandra8155

    Ай бұрын

    Se Odisha ra kete bada doctor jaanichhu ta? Ek no. medicine specialist sie. Gaali douchhu murkha.

  • @birendrabag6775
    @birendrabag6775Ай бұрын

    Live re dekhei ba katha. Sabu odisha basi b kahiba katha

  • @user-hc2sg9ck6w
    @user-hc2sg9ck6wАй бұрын

    Kn pAi malika ta nathila 🗝️🔐 bandidela

  • @subratDas-fx9pl
    @subratDas-fx9plАй бұрын

    Nabeen kholu thileni karana se thile jane sochhot neta modi nka chelaane kholile karana emane odisha ru rqtna bhandar ku lutibe

  • @user-vn3oq1du3t
    @user-vn3oq1du3tАй бұрын

    Jay. Jagarrannath

  • @archanamahakud5848
    @archanamahakud5848Ай бұрын

    Agami Dinare Kichi ta habaku jauchi..Destiny speak out..Ratna Bhandara ra Bhi Niyama achi..7 dina agaru neeti re rahithiba loke Ratna bhandara ku kholithanta.. Jaga aau lakhmi maankara bichara ..siye bujhibe.. K te pacharuchi TRP pain e bhaiti ..Toh pali b padiba.. don't be so hurry..

  • @Praktech7
    @Praktech7Ай бұрын

    A sala sapa nahi michha re kete sebayata asiki kahuthile sapa achi boli😅😂😂

  • @MrGentleman923

    @MrGentleman923

    Ай бұрын

    ସେମାନେ ସର୍ବସାଧାରଣଙ୍କୁ ମୂର୍ଖ କରୁଛନ୍ତି।

  • @BRAJENDRABHATTA-fv5pp
    @BRAJENDRABHATTA-fv5ppАй бұрын

    ଖୋଲା ହେଲାବେଳେ ସେ ଶସ୍ତା କମେଡିଆନ ଟାକୁ ଡାକିବାର ଥିଲା।

  • @abhimanyunayak4423
    @abhimanyunayak4423Ай бұрын

    ଏ ସଲା ଗଲାବେଳକୁ ଗଞ୍ଜେଇ ପିଇକି ଯାଇଥିଲା ଫେରିଲା ବେଳକୁ ନିଶା ଟିକେ ରହିଯାଇଛି ସେଇତି ପାଇଁ ମିଡିଆ ଆଗରେ କହିବାକୁ ଟିକେ ଅଜମ ହେଉନାହିଁ

  • @mamunichhatoi1877
    @mamunichhatoi1877Ай бұрын

    Emanankaraa pravu nka jinisha upare bhari lova...almira ku kholi ganibe..😅😅bahut kharap samaya asigala...

  • @rabinaik9810
    @rabinaik9810Ай бұрын

    Vk pandian para sabu luti neichhi kemiti milije odisha basi tame jaha hauchha jadhi pasteibani pare tahale kahiba

  • @pradeepnayak3392
    @pradeepnayak3392Ай бұрын

    Original chabi kuade gala

  • @pintukhuntiakattarhindurss3697
    @pintukhuntiakattarhindurss3697Ай бұрын

    Kanak news golami kete dina kariba

  • @user-ih1br6qm9s
    @user-ih1br6qm9sАй бұрын

    Jay Jagannath

  • @ashokkumarnayak1648
    @ashokkumarnayak1648Ай бұрын

    Let us not...blind believe

  • @raghunathsahu9432
    @raghunathsahu9432Ай бұрын

    ବାହୁଡା଼ କଥା କହ ନାହିଁ bhai ଜଗନ୍ନାଥ ପ୍ରଭୁ 🙏କୁ time ହେଲା ବୋଲି ଯେନ କୁକୁର e time ରଖିଲେ ତାକୁ ଓଡିଶା ବାଶି ଜବାବ ଦେବେ ସମୟ ବହୁତ ଥିଲା ଅଯଥାରେ time ନ ହେଲା ନ କୁହ bhai ତମର 11ଜଣିଆ community ପ୍ରତି ପରିବାର ମଣିଷ କୁ ଅଭିଶାପ ପଢିବ ଓପ୍ରତିବର୍ଷ ମରିବ ଜଣେ mind it ଜୟ ଜଗନ୍ନାଥ 🙏🙏

  • @PlanATrade
    @PlanATradeАй бұрын

    ଘରର ମୁଖିଆ (ବଳଭଦ୍ର) ଓ ଜଗନ୍ନାଥ, ସୁଭଦ୍ରା ଙ୍କ ଅନୁପସ୍ଥିତି ରେ ମନ୍ଦିର ଭିତରେ ଜବରଦସ୍ତି ପଶି ତାଲା ନ ଖୋଲିବାରୁ କଟର ରେ ତାଲା କାଟି ତାଙ୍କ ରତ୍ନ ଭଣ୍ଡାର ଖୋଲିବା ଏକ ଡକାୟତି ସହିତ ସମାନ। ମଣିଷ ଯେତେବେଳେ ପାୱାର ଓ ଟଙ୍କା ର ବଳ ରେ ଅନ୍ଧ ହେଇ ଯାଏ ତା ପାଇଁ ମହା ବିପତି ମାଡ଼ିଆସେ। ଏ ଡକାୟତି ର ପରିଣାମ ବିଶ୍ବ ପାଇଁ କିଛି ଭଲ ସଂକେତ ନୁହେଁ।

  • @sanjitray99
    @sanjitray99Ай бұрын

    Jaha bhi hoichi bhala hoichi, Prabhu Jaga ra echa re. Ethire Rajaniti purantuni, papa lagiba.Apana mane sudhari jaantu abhi bhi waqt hai.

  • @chinmaypanda4025
    @chinmaypanda4025Ай бұрын

    Jay jagannath swami

  • @SusilaNaik-rv9jq
    @SusilaNaik-rv9jqАй бұрын

    Malic na thiba time re kama Kala bharat hela nahi

  • @Samar-papun
    @Samar-papunАй бұрын

    ତାମିଲ ଚମଚା ମାନଙ୍କୁ ଭାରି କଷ୍ଟ ହୋଉଛି

  • @pradeep9108

    @pradeep9108

    Ай бұрын

    Aau bjp chamcha Mane bhari khusi

  • @user-bu2on1ep5x
    @user-bu2on1ep5xАй бұрын

    Jaha achi aau sabu khola karidia

  • @pritampolei7087
    @pritampolei7087Ай бұрын

    Sabu BJD prayojita drama.nije kholi parileni ta chamcha panda nka madhyamare sapa,bhuta,jie jiba mariba,maha pralaya ki ki drama karuthile taha aji pramanita hela semiti kichhi nahi sethi

  • @dasharathi2271

    @dasharathi2271

    Ай бұрын

    Bjd tote gaandi marila, tora poduchi, aare sala bjd kana kala kire, Tu kete gold deichu kire jagannthaku, chhodipua😅😅😅

  • @mscreation695

    @mscreation695

    Ай бұрын

    Pandiyan Tamil Nadu neijaichhi

  • @dasharathi2271

    @dasharathi2271

    Ай бұрын

    @@mscreation695 banda neichi naa, murkha Andhabhakata

  • @arunnayak3519
    @arunnayak3519Ай бұрын

    Mana ichha caption dele kana TRP badhiba??? Heipare tanka dekha kimba personally kichhi problem achhi.. My personal thinking is not use this type of Caption

  • @manoranjan4701
    @manoranjan4701Ай бұрын

    Chhabi vanga kn pain hela , sarkari dala kahuthile tamilnadu ru anibe chhabi puni vangile kn pain

  • @manojsethy4106
    @manojsethy4106Ай бұрын

    Kn pain khulila bahuda thila

  • @akshayakumarbhol4132
    @akshayakumarbhol4132Ай бұрын

    ତାଲିକା ମୁତାବକ ମେଳକ କରାଯିବ ନା ଗଣତି ପରେ ତାଲିକା ପ୍ରସ୍ତୁତ ହେବ ?

  • @subashnayak4611
    @subashnayak4611Ай бұрын

    Safa..fapa kichi nahi ma...

  • @manoranjan4701
    @manoranjan4701Ай бұрын

    Jmti kahithile sarkar 4 dwara ame kholi delu but bhakta kete asubidha bhiguchhanti se katha sarkar kebe b feel kari nahanti

  • @rasmiranjankuanr1481
    @rasmiranjankuanr1481Ай бұрын

    A mane kebal katha rakhibaku kholichhani ,kichhi katha luchauchhanti samaste.

  • @himansubarik1701
    @himansubarik1701Ай бұрын

    Ghara murabi nahanti valo helani

Келесі