Visuals Of Tear In The Eyes Of Lord Jagannath During Pahandi Jatra In Puri |

Visuals Of Tear In The Eyes Of Lord Jagannath During Pahandi Jatra In Puri |
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- kanaknewsof...
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
#KanakNews #LordJagannath #Puri

Пікірлер: 2 900

  • @__ayushman__
    @__ayushman__2 жыл бұрын

    ସେ ଚକ ଆଖି ସେ ସବୁ ଦେଖୁଛି। ଜଗା କୁ ଦେଖି ଭକ୍ତ ଙ୍କ ଯୋଉ ଉଲ୍ହାସ, ତାକୁ ଦେଖି ଆମ ଜଗା ଖୁସି ରେ କାନ୍ଦି ପକାଇଲା 🥺 *JAY JAGANNATH* 🙏🏻

  • @garjanmeher2640

    @garjanmeher2640

    2 жыл бұрын

    Jay jagannath bhai 😂 😂 ଚକା ଆଖି ସବୁ ଦେଖୁଛି

  • @manaskhosla7008

    @manaskhosla7008

    2 жыл бұрын

    Ki andha Biswas colour ta chadi jaichi

  • @Singer_by_own

    @Singer_by_own

    2 жыл бұрын

    @I AM HINDU 🕉️(sanatan)🙏 thik kahichhanti apana ,aaga ru bhagvan nka aakhi ru colour chhadu na thila ebe kn colour chhadi gala Mana re jaha bhagvan nka prati biswas bhala paiba thiba se hin bujhi pariba ta bhagvan nka mana ,emiti colour katha nuha

  • @user-dw4yk8ux2i

    @user-dw4yk8ux2i

    2 жыл бұрын

    @I AM HINDU 🕉️(sanatan)🙏 ଏଇଟା ପ୍ରକତରେ ବ୍ରାହ୍ମଣ ମାନଂକ ହାତରେ ସେମାନେ ଯେମିତି କରିବେ ଲୋକମାନେ ସେମିତି ବିଶ୍ବାସ କରିବେ,,,,,,,, ଗୋଟିଏ କାଠରୁ ନିର୍ମିତ ବସ୍ତୁକୁ କେମିତି କାନ୍ଦି ପାରିବ,,,,,,,, ଏଇଟା ଗୋଟିଏ ଅନ୍ଧବିଶ୍ୱାସ,,,,,,, ଭଗବାନ କେବେ କାନ୍ଦିବେନି କାହିଁକି ନା ସେ ଜଣେ ସ୍ରୁଷ୍ଟିକର୍ତା,,,,,,,,,

  • @garjanmeher2640

    @garjanmeher2640

    2 жыл бұрын

    @I AM HINDU 🕉️(sanatan)🙏 right

  • @ajitkumarpalai6881
    @ajitkumarpalai68812 жыл бұрын

    ଭକ୍ତ ଭଗବାନଙ୍କ ପାଇଁ ବ୍ୟାକୁଳ ଆଉ ଭଗବାନ ଭକ୍ତଙ୍କ ପାଇଁ ବ୍ୟାକୁଳ । ଦୀର୍ଘ ୨ବର୍ଷ ପରେ ଭକ୍ତ ଏବଂ ଭଗବାନଙ୍କ ମିଳନ ।🙏🏻🥺 ଜୟ ଜଗନ୍ନାଥ।

  • @ritikeshghosh964

    @ritikeshghosh964

    2 жыл бұрын

    ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ🙏🙏🙏

  • @43-satyajitparida29

    @43-satyajitparida29

    2 жыл бұрын

    Right ubhaye ubhayanka paen pagala

  • @igouttampatro6300

    @igouttampatro6300

    2 жыл бұрын

    ମୋ ପ୍ରଭୁ ସବୁ ଦେଖୁ ଛନ୍ତି ଓଡିଶା ରେ ଯାହା ଅନ୍ୟାୟ ହେଉଛି ସବୁ ଦେଖୁ ଛନ୍ତି. କିନ୍ତୁ କହୁ ଛନ୍ତି ସମୟ ଆଗରେ ମୁଁ ହାର ମାନୁଛି. କଣ କରିବି ଵିଧି ର ବିଧାନ

  • @bakwasbhai5338

    @bakwasbhai5338

    2 жыл бұрын

    Jou papa bhara badhi chalichi

  • @sorry162

    @sorry162

    2 жыл бұрын

    Ahha chaka akhi kede sundar mana anada maya heijauchi jay jagranath

  • @krsnas9049
    @krsnas90492 жыл бұрын

    Our Supreme Lord is crying because: 1) He saw the pure love of his devotees he can't control his tears seeing much devotees dancing in ecstasy for him even in rain. 2) Most special! He is going to meet His soul "Shrimati Radharani". Who resides in his heart in the form of MAHALAKSHMI. 3) He is going to meet his Mausi (aunt) Gundicha maa. And seeing millions of devotees after 2 years (bcz of Covid darshan was prohibited). Jai jagannath Swami Jay Jagannath ✨🙏

  • @omkar4194

    @omkar4194

    2 жыл бұрын

    it was due to corruption during nabakalebara . poor quality colors are used

  • @madhusmitamuduli3751

    @madhusmitamuduli3751

    2 жыл бұрын

    @@omkar4194 right

  • @kaushalkulkarni3720

    @kaushalkulkarni3720

    2 жыл бұрын

    Colour nikal hai bas. Aur kuch nahi

  • @prism7990

    @prism7990

    2 жыл бұрын

    @@omkar4194 exactly. It's so sad.

  • @aparnar6081

    @aparnar6081

    2 жыл бұрын

    Absolutely right ..his eyes is filled with emotions looking his devotees after 2 long years as he was travelling alone these 2 years 🙏 ..just got lucky enough to get darshan of lord Jagannath today 🙏

  • @subhammishra7126
    @subhammishra71262 жыл бұрын

    ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଭକ୍ତଗଣ ମେଳରେ ଖୁସି ରେ ଅଶ୍ରୁ ନିର୍ଗମ କରୁଛନ୍ତି।ସେ ମଧ୍ୟ ଭକ୍ତ ଭାବଗ୍ରାହୀ କାଳିଆ ସୁନା କଳା ସାଆନ୍ତ 😍

  • @pareshkumarbehera1483
    @pareshkumarbehera14832 жыл бұрын

    ଏ ଦୃଶ୍ୟ ଦେଖିଲା ବେଳ କୁ କୃଷ୍ଣ ଓ ସୂଦାମା ମିଳନ କଥା ମନେ ପଡି ଯାଉଛି.ଭାବର ଠାକୁର ସିଏ,ବହୁତ ଦରଦୀ,ମୋ ଜଗନ୍ନାଥ* ମହାନ.

  • @sonujmaharana2330

    @sonujmaharana2330

    2 жыл бұрын

    Jai Jagannath 🙏🙏🙏🙏🙏

  • @manojmahanty2490

    @manojmahanty2490

    2 жыл бұрын

    Jay Jagannath

  • @giridharipurahit1111

    @giridharipurahit1111

    2 жыл бұрын

    Thik kahila bhai

  • @anangaudayapanda

    @anangaudayapanda

    2 жыл бұрын

    Oo bhai... tame kan "Kansha" thila se time re?? na "GOPI" thila

  • @pareshkumarbehera1483

    @pareshkumarbehera1483

    2 жыл бұрын

    @@anangaudayapanda National TV re dekhina ki bhai.Aau ta ha hele.BHAGABAANnka video re emiti replay deba tama nikatare sobhania nuhe.Jaldi jai tama thakura ghare MAHAPRABHUnku khyma maaga.

  • @truptirekhapanigrahi8283
    @truptirekhapanigrahi82832 жыл бұрын

    କାଳିଆ ଧନ ରେ କାଳିଆ ଧନ ଲୁହ ରେ ଭିଜୁଚି ଚକା ନୟନ ଭକତଙ୍କ ଦୁଖ ଶୁଣି ବୁ ବୋଲି ଵଡଦାଣ୍ଡେ ତୁହି ଆସିଲୁ ଚାଲି ଭକତଙ୍କ ପ୍ରେମେ ଭାବୁକ ହୋଇ ଆଖି ରୁ ତୋ ଲୁହ ଯାଉଛି ବୋହି ମନ ର କୋହ କୁ ମନରେ ରଖି ସଭିଙ୍କୁ ଦେଖି ଲୁ ଭିଜେଇ ଆଖି ତୋ ଆଖି ରେ ଆଖି ଯାଉଛି ଲାଖି ଯୁଗ ଯୁଗ ପାଇଁ ରହିଚୁ ସାଖି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭

  • @chocolateboy7712

    @chocolateboy7712

    2 жыл бұрын

    Jay Jagannath 🙏🙏🙏🙏

  • @truptirekhapanigrahi8283

    @truptirekhapanigrahi8283

    2 жыл бұрын

    @@chocolateboy7712 ଜୟ ଜଗନ୍ନାଥ🙏🙏🙏🙏

  • @khusichattips3443
    @khusichattips34432 жыл бұрын

    ଜୟ ଜଗନ୍ନାଥ 🥺❤🙏 ଆପଣଙ୍କ ପାଖକୁବହୁତ ମନ ହେଉଛି ଯିବା ପାଇଁ... ✨️ପ୍ରଭୁ କେବେ ତୁମ ଡୋରି ଲଗେଇ ଦିଅ ❤🥺🙏

  • @rajibnandi437

    @rajibnandi437

    2 жыл бұрын

    Sure jay jaganath

  • @sadboyjagan143
    @sadboyjagan1432 жыл бұрын

    ମଣିଷ ମାନଙ୍କ ପାପ ବଢ଼ିଗଲାଣି ଆଉ କେତେ ଦିନ ପରେ ଆମକୁ ଦେଖିପାରେବେନି ସେ କଷ୍ଟ ରେ କାନ୍ଦୁଛନ୍ତି 🙏🙏ମୋ ପ୍ରଭୁ ❤

  • @samird_3452

    @samird_3452

    2 жыл бұрын

    Beautiful line 😍

  • @rdgaming1349

    @rdgaming1349

    2 жыл бұрын

    😢😢

  • @Shortsvideo.3875

    @Shortsvideo.3875

    2 жыл бұрын

    👍👍👍😭😭😭 ସତ କହିଲ ଭାଇ ଦିନକୁ ଦିନ ମଣିଷ ଙ୍କ ପାପ ବଢ଼ିବାରେ ଲାଗିଛି ସେଇଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଖିରୁ ଲୁହ ଝରୁଛି 😭 ହେ ଜଗତର ନାଥ ଜଗନ୍ନାଥ ସାରା ପୃଥିବୀ ବାସି ଙ୍କୁ ସାହା ହୁଅ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏

  • @sahuofficial8911
    @sahuofficial89112 жыл бұрын

    ହେ ପ୍ରଭୁ ଜଗନ୍ନାଥ ଆମ ଓଡ଼ିଶା ଏବଂ ଆମ ଦେଶ ରେ କୌଣସି ବିପଦ ନ ଆସୁ 🙏🙏🙏 ଆମେ ସବୁ ତୁମରି ଆଶ୍ରା ରେ ପ୍ରଭୁ

  • @suchismitasahu7807
    @suchismitasahu78072 жыл бұрын

    ଭକ୍ତ ର ପ୍ରେମରେ ବନ୍ଧା ତୁମେ ପ୍ରୂଭୁ ଝରାଅ ଆଖିରୁ ଆନନ୍ଦ ର ଅଶ୍ରୁ 🙏 ଜୟ ଜଗନ୍ନାଥ 🙏🌹🌹🌹🌹

  • @explorewithlife
    @explorewithlife2 жыл бұрын

    ଭକ୍ତ ମାନଙ୍କ ଉଲାସ ଦେଖି ଜଗାର ଆଖିରେ ଖୁସିରେ ଲୁହ ଝରିଗଲା ,ଜୟ ଜଗନ୍ନାଥଙ୍କର ଜୟ ହେଉ🙏🏼🙏🏼🙏🏼🙏🏼

  • @bijaykumardas3013
    @bijaykumardas30132 жыл бұрын

    Jaga ta ଆଖିରେ ଲୁହ ଦେଖିଲେ, ମୋ ଆଖିରେ ଲୁହ ଆସୁଚି, ତୁ ଖୁସିରେ ହସୁଚୁ କି ଦୁଃଖରେ ହସୂଚୁ ତତେ ହିଁ ଜଣା । ବାସ୍ ତୁ ସବୁ ବେଳେ ଖୁସିରେ ରହ ।🙏 🙏🙏 Jay Prabhu Sri Jagannath 🙏🙏🙏

  • @bubusrikant4762
    @bubusrikant47622 жыл бұрын

    🙏🏻 ଭକ୍ତ ପ୍ରେମରେ ବନ୍ଧା ମୋ କାଳିଆ ଠାକୁର 🙏🏻 ଭକ୍ତଙ୍କୁ ପାଖରେ ଦେଖି ଆନନ୍ଦର ଅଶ୍ରୁ ଝରି ପଡୁଛି କାଳିଆ ସୁନାର। ଧନ୍ୟ ତୁମ ଲୀଳା ପ୍ରଭୁ। ଜୟ ଜଗନ୍ନାଥ 🙏🏻 ଭକ୍ତ ପାଇଁ ଆଜି ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛ ତୁମେ🙏🏻🙏🏻🙏🏻

  • @mantusahu8079

    @mantusahu8079

    2 жыл бұрын

    Jay jagannath 👏🙏🏾👏🙏🏾🙏🏾🙏🏾

  • @CrazzzyContents
    @CrazzzyContents2 жыл бұрын

    ପ୍ରଭୁ ମଧ୍ଯ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଆସିଥିବାରୁ ଆନନ୍ଦରେ ଅଶ୍ରୁ ଝରାଉଛନ୍ତି ସେ ତ ଭକତ ଭାବରେ ବନ୍ଧା ସେ ଭକତ ଜୀବନ ଧନ ଜୟ ଜଗନ୍ନାଥ 🙏

  • @theaddictive7655

    @theaddictive7655

    2 жыл бұрын

    Kn kahila ma akhiru luha asigala 🥺

  • @ananyaentertainment6662

    @ananyaentertainment6662

    2 жыл бұрын

    Jai Jagannath

  • @dhrutikrushnapala2456

    @dhrutikrushnapala2456

    2 жыл бұрын

    Right

  • @ganesh4083

    @ganesh4083

    2 жыл бұрын

    ସବୁ ଭକୁଆ ଟା କି

  • @abinashmohanty7822

    @abinashmohanty7822

    2 жыл бұрын

    Se chaheenthile toh 2 barsha corona nathanta..

  • @_lens_up_78
    @_lens_up_782 жыл бұрын

    JAY JAGANNATH SWAMI 🥰🥰💕💕😍🕉️🕉️🙏🏻❤️😘😭😭😘❤️🙏🏻😍🥰💖💖💖💖🥰😍😍🕉️🕉️💗💎💎🥺🎉😚🥺🥺🥺🥺🥺🥺🥺🥺🥺😭😭😭😭😭😭

  • @jagannathelectronic5713
    @jagannathelectronic57132 жыл бұрын

    ପ୍ରଭୁ ଏତେ ଭକ୍ତ କୁ ଦେଖି ଚକା ଆଖିରେ ଲୁହ ପ୍ରଭୁ ପ୍ରଭୁ ଭକ୍ତ ପ୍ରେମରେ ବନ୍ଧା ସତରେ ମୋ କାଲିଆ କୋଟିଏ ରେ ଗୋଟିଏ ଭକ୍ତ ପାଇଁ ଆପଣ ଆମ ପାଇଁ ମୋ କାଲିଆ ସାଆନ୍ତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @mr.bhabani05
    @mr.bhabani052 жыл бұрын

    ମୋ ଜଗା ଆଖିରୁ ଲୁହ ଦେଖି ବହୁତ କଷ୍ଟ ହେଉଛି 😩 ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @kabibhoi8390

    @kabibhoi8390

    2 жыл бұрын

    😢😢😢💙🙏🏻

  • @hmtmdg750

    @hmtmdg750

    2 жыл бұрын

    Jai jagannatha

  • @swikruti_mishra
    @swikruti_mishra2 жыл бұрын

    ଜଗା ପରା ତାର ଭକ୍ତ ଙ୍କୁ ଦୁଇ ବର୍ଷ ପରେ ଦେଖୁଛି ଏବଂ ଭେଟୁଚି, ଆଖିରୁ ଲୁହ ଝରିବନି କେମିତି? ସେ କଣ ଆମଠୁ ଅଲଗା କି! 💕 ମୋ ଜଗା ଆମ ଜଗା ❣️

  • @ratankumarmahapatra7086
    @ratankumarmahapatra70862 жыл бұрын

    ଭାବର ଠାକୁର ସେ ସବୁ ତାଙ୍କରି ଲୀଳା ଦୁଇ ବରଷ ହେଲା ଭକ୍ତ ମାନଙ୍କୁ ନ ଦେଖି ନ ମିଶି ମହାପ୍ରଭୁ କେମିତି ଯେ ଭୁଲିବେ। ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩🚩

  • @karismarout4010
    @karismarout40102 жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।।।।।🙏🙏🙏

  • @durgaprasadpattanaik9788
    @durgaprasadpattanaik97882 жыл бұрын

    ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନ ଙ୍କ ର ମିଳନ । କାଳିଆଠାକୁର ନିଜ ପରିବାର ର ସମସ୍ତ ସଦସ୍ୟ/ସଦସ୍ଯା ମାନଙ୍କୁ ପୁନର୍ବାର ତାଙ୍କ ପାଖରେ ଏକକାର ହେବାର ଦେଖି ଆନନ୍ଦ ରେ ଉଲ୍ଲସିତ । ଏହା ଆନନ୍ଦ ଓ ଆଶୀର୍ବାଦ ର ଅଶ୍ରୁ । ଜୟ ଜଗନ୍ନାଥ 🙏

  • @shellypattanaik2616
    @shellypattanaik26162 жыл бұрын

    ଜୟ ଜଗନ୍ନାଥ 🙏 ଭକ୍ତ ମନର ଆନନ୍ଦରେ ବିଭୋର ପ୍ରଭୁ ଜଗନ୍ନାଥ ଝରି ଆସୁଛି ଆନନ୍ଦ ଅଶ୍ରୁ 😭🙏

  • @blackiandkaluff7546
    @blackiandkaluff75462 жыл бұрын

    He prabhu mu puri jaiparilini mate kshyma karideba Jay Jagannath 🚩🚩🚩🚩🚩🚩🚩💕💕💕😭😭😭😭

  • @sangramdey5894
    @sangramdey58942 жыл бұрын

    Jay Jagannath Swami Ki Jay 🥰🥰🥰😊😊😊🙏🙏🙏😘😘😘❤️❤️❤️

  • @sairam57544
    @sairam575442 жыл бұрын

    Even the almighty Jay Jagannath can't hide his emotions for his loved ones🙏🙏🙏🙏🙏🙏🙏

  • @abhisekbehera2114

    @abhisekbehera2114

    2 жыл бұрын

    Yes bro 😭😭

  • @sanjeebpradhan78

    @sanjeebpradhan78

    2 жыл бұрын

    right broo

  • @rashmitabhoi2314

    @rashmitabhoi2314

    2 жыл бұрын

    Exactly..jai jagannath 🙏🙏

  • @sudamnaik5078

    @sudamnaik5078

    2 жыл бұрын

    Bro ye barish ki pani wajah se hai

  • @chayan8238

    @chayan8238

    2 жыл бұрын

    @@sudamnaik5078 irony samjho ji jagannath ji rath se nikle tabhi baarish hua

  • @jscreation3485
    @jscreation34852 жыл бұрын

    ହେ ପ୍ରଭୁ ଏ କି ଦୃଶ୍ୟ ଦେଖୁଛି ଆପଣ ଙ୍କ ଆଖିରେ ଲୁହ 😭😭😭😭ମୋ ଆଖିର ଲୁହକୁ ସମ୍ଭାଳି ପାରୁନି 😭😭😭😭ହେ ମୋର ପ୍ରାଣ ପ୍ରିୟର ଠାକୁର ଆପଣ କାନ୍ଦନ୍ତୁ ନାହିଁ 🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏

  • @rcookingchannel2329

    @rcookingchannel2329

    2 жыл бұрын

    Se ei papi manaku dekhiki kanduchanti je bhakta kahanti sabu ethi papi mane achhanti

  • @user-dw4yk8ux2i

    @user-dw4yk8ux2i

    2 жыл бұрын

    ସତ ଲୁହ ନା,,,,,,,ତାର ଆଖିର କଳା ଝରି ଯାଇଛି। ଏଇଟା କେବେ ସତ ଲୁହ ହୋଇନଥିବ। ଏଇଟା ବ୍ରାହ୍ମଣ ମାନେ ଲୋକମାନଙ୍କୁ ଆଶ୍ଚର୍ୟ୍ଯ କରିବା ପାଇଁ ତା ଆଖିର କଳାକୁ ଜାଣିଶୁଣି ହାତରେ ତଳକୁ ଟାଣିଲେ,,,,,,, ଯାହା ଫଳରେ ଆଜି ସମଗ୍ର ପ୍ରୁଥିବୀବାସି ଛାନିଆ।

  • @abhisheksahoo5343

    @abhisheksahoo5343

    2 жыл бұрын

    @@user-dw4yk8ux2i are barsa pani padiki heichi amiti

  • @jitendrabehera2503

    @jitendrabehera2503

    2 жыл бұрын

    @@user-dw4yk8ux2i bhai thik katha kahicha mu b Abe jaithili Puri ete thoko guda ache ponda guda chi

  • @rimisingh4906
    @rimisingh49062 жыл бұрын

    Jai jagannath 😭😭😭😭😭😭😭😭😭😭😭😭♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙏🙏🙏🙏🙏🙏🙏🙏🙏🙇

  • @dipalisahoo8770
    @dipalisahoo87702 жыл бұрын

    Mo dhana mo kalia😭ete Barsha pare taa bhakta nku se dekhi parila boli khusi re akhiru luha jharei dela😭😭😭🙏💕

  • @Digital20_
    @Digital20_2 жыл бұрын

    ମୋ ଜଗା ମୋ ପାଇଁ ସବୁକିଛି, ମୋ ଜଗା ଭକ୍ତ ମାନଙ୍କ ଆବେଗ କୁ ବୁଝିପରିଛି ❤ "କୋଠ ଭୋଗ ଖିଆ" "ମୋ ଚକା ଆଖିଆ" "ଉଠ ହେ" "ପହଡ଼ ଭାଙ୍ଗି" "ଉଠ ହେ ପହଡ ଭାଙ୍ଗି "🙏

  • @divyajyotigadanayak7950
    @divyajyotigadanayak79502 жыл бұрын

    ଆନନ୍ଦ ରେ ଭଗବାନ ନିଜ ଚକ୍ଷୁ ରୁ ଅଶ୍ରୁ ଝରାଇ ଦେଉଛନ୍ତି। ଜୟ ଜଗନ୍ନାଥ ❤️

  • @nursinghome1819
    @nursinghome18192 жыл бұрын

    Jai Jagannath Jai Shri Ram Jai Shri Krishna

  • @gajindramajhi6348
    @gajindramajhi63482 жыл бұрын

    जय श्री राम हरे कृष्ण हरे राम जय श्री जगन्नाथ सुभद्रा भलबद्र 🕉🚩🌼🌺🌺🙏🏼🙏🏼🌷🌷✊✊✊✊

  • @satyajit8056
    @satyajit80562 жыл бұрын

    He prabhu .....odisha is so blessed to find such a god placed at puri ....Jay Jagannath

  • @bhagabandora5303

    @bhagabandora5303

    2 жыл бұрын

    He Prabhu........

  • @publicdomain7342

    @publicdomain7342

    2 жыл бұрын

    Not such a lord He is the god

  • @ajitpani1

    @ajitpani1

    2 жыл бұрын

    @@publicdomain7342 100% agreed

  • @mamalidalai2280

    @mamalidalai2280

    2 жыл бұрын

    Jay jagannath🙏🙏

  • @wantedbhai1545

    @wantedbhai1545

    2 жыл бұрын

    Han jagannath padhu chhanti ae comment ta

  • @prabasinipanda6182
    @prabasinipanda61822 жыл бұрын

    ଭଗବାନ୍ ଭକ୍ତ କିପରି ଏକତ୍ର ହେବେ ସେହିଦିନ କୁ ଅପେକ୍ଷା କରିଥିଲେ ।ଭକ୍ତ ଖୁସି ଏବଂ ଭଗବାନ ମଧ୍ଯ ଅତ୍ଯଧିକ ଖୁସି। ଜୟ ଜଗନ୍ନାଥ ସ୍ବାମୀ 🙏🏼🌼🌺🌼🙏🏼

  • @ushamanjaridash5749

    @ushamanjaridash5749

    2 жыл бұрын

    Dui barsa hela prabhu bhakta manku dekhi nathile. Anadare bhagabananlkar aakhi ru asru jharuchhi.

  • @Smeekbro
    @Smeekbro2 жыл бұрын

    Jay Jagannath 🙏🙏 Swami Nayana patha Dhami

  • @jagadishmohanty2009
    @jagadishmohanty20092 жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @pankajparida8133
    @pankajparida81332 жыл бұрын

    ଜୟ ଜଗନ୍ନାଥ, ପ୍ରଭୁ କାଇଁ କାନ୍ଦୁଛନ୍ତି, 2ବର୍ଷ ପରେ ଭକ୍ତ ଙ୍କୁ ଦେଖିକି କାନ୍ଦୁଛନ୍ତି କି !!! ଜୟ ଜଗନ୍ନାଥ ପ୍ରଭୁ

  • @dpdhal5362
    @dpdhal53622 жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ 🙏♥️💯

  • @janmejayadas9044
    @janmejayadas90442 жыл бұрын

    ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ବଡ ଦାଣ୍ଡରେ ମହାପ୍ରଭୁଙ୍କ କି ଆନନ୍ଦ ରୂପକ ଅଶ୍ରୁ ସାରା ବିଶ୍ବକୁ ବାର୍ତ୍ତା ଦେଲା ହେ ଭକତେ ତୁମେ ମୋ ସହିତ ମିଶି ଯାଅ। ଜୟ ଜଗନ୍ନାଥ 🙏🙏🙏

  • @pradeepmohanty2670
    @pradeepmohanty26702 жыл бұрын

    ହରି ବୋଲୋ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ । ଜୟ ଜଗନ୍ନାଥ ।

  • @srikantadeepak9698
    @srikantadeepak96982 жыл бұрын

    ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ ....... ଜୟ ଜଗନ୍ନାଥ ମଣିମା 🙏🙏🙏

  • @jayantibehera4073
    @jayantibehera40732 жыл бұрын

    ହେ ପ୍ରଭୁ ଜଗନ୍ନାଥ ତମ ଆଖିରେ ଆଜି ଲୁହ କଣ ପାଇଁ ତମେ ଯେମିତି ସବୁ ବେଳେ ତମ ଭକ୍ତ ଙ୍କ ଡାକ ଶୁଣିଛ ଏବଂ ଆମ ଭାରତ କୁ ଘଣ୍ଟ ଘୁଡ଼େଇ ରଖିଛ ପ୍ରଭୁ ଆଜି ତମ ର ପର୍ବ ତମେ ତମ ଭକ୍ତ ମାନଙ୍କୁ ଆଶ୍ରିବାଦ ଦିଅ 🙏🙏🙏🙏🙏🙏jay jaganatha 🙏🙏🙏

  • @shreetamsahu5405
    @shreetamsahu54052 жыл бұрын

    Jay Jagganath Swami Nayanapathagami Bhaba Tume 🙏🙏🙏🙏🙏🙏

  • @muchiramhembram6268
    @muchiramhembram62682 жыл бұрын

    ଜୟ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ର ରଥଯାତ୍ରା ଜୟ ହେଉ। ପ୍ରଭୁଙ୍କ ଦୟା ଆଉ ଆଶିର୍ବାଦରେ ସମସ୍ତ ଭକ୍ତ ଗଣ ଆନନ୍ଦରେ ରୁହନ୍ତୁ।

  • @RR-wp8jt
    @RR-wp8jt2 жыл бұрын

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ।🙏🙏🙏🙏

  • @jayshrijagannath1627
    @jayshrijagannath16272 жыл бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ❤️ 🌼🙏🌼❤️

  • @debasmitajena6866
    @debasmitajena68662 жыл бұрын

    Jay jagannath❤❤🙏

  • @dipalibehera7337
    @dipalibehera73372 жыл бұрын

    ଯେମିତି ଭକ୍ତ କାଳିଆ ସାଆନ୍ତ ପାଇଁ ପାଗଳ ସେମିତି କାଳିଆ ବି ତା ଭକ୍ତ ପାଇଁ । ଦୁଇ ବର୍ଷ ପରେ କାଳିଆ ତା ସବୁ ଛୁଆ ମାନଙ୍କୁ ଦେଖି ଖୁସି ରେ କାନ୍ଦୁଛି 🥺🥺🙏🙏❤️❤️ ଏମିତି ସମସ୍ତଙ୍କୁ ଭାବ ରେ ଭକ୍ତି ରେ ବାନ୍ଧି ରଖିଛି ମୋ କାଳିଆ ସୁନା 🥺🙏 ମହାବାହୁ 🙏 ସମସ୍ତଙ୍କୁ ଚାହିଁ ଥିବୁ 🙏🙏

  • @lilupatro7092
    @lilupatro70922 жыл бұрын

    🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ 🙏

  • @asitraul4763
    @asitraul47632 жыл бұрын

    Jai Shree Jagannath 🕉️🇮🇳 Jai Odisha 🕉️🇮🇳 Jai Hind 🕉️🇮🇳 Lord Jagannath ji please help all Sanatani Hindus and Hindustan from islamic Muslims, china and anti-hindu gadars and -ve peoples.

  • @extremeplanner9526

    @extremeplanner9526

    2 жыл бұрын

    Don't worry freind,hindu sanaatan religion is a super power religion in the world.India ke asli maalik super power mega star⭐⭐⭐ Prime Minister Modi ji India ki security ke liye hamesha kaam karte aaye hai.Super power NSA Mr.Ajit Doval sir bhi India ke dushman ko sabak sikha chuke hai..... 👍👍👍👍👍🤝🤝🤝🤝🤝🤝🤝🤝✍🏻✍🏻✍🏻✍🏻✍🏻✍🏻✍🏻✍🏻✍🏻✍🏻🥽🥽🥽🥽🥽🥽🥽😎😎😎😎😎😎😎😎👨‍💻👨‍💻👨‍💻👨‍💻

  • @Tatwa_Shyam
    @Tatwa_Shyam2 жыл бұрын

    Atii na ..Gote jetebele asiba kandeiki jiba😑🥺❤️❤️ Jagannath swami Nayana patha gami bhava tume🌚❣️

  • @reetanjalisamal879
    @reetanjalisamal8792 жыл бұрын

    Tumara Leela tumaku Jana, kintu tuma luha re ei dunia na bhasijau hai Jagannath. Tumara blessings samastanka upare rahu.🙏🙏🙏🙏

  • @biswajitnayak3099
    @biswajitnayak30992 жыл бұрын

    କୋଟି ଓଡିଆଙ୍କ ମଉଡ ମଣୀ🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏

  • @hariharmohanty8551
    @hariharmohanty85512 жыл бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ ଭାବର ଠାକୁର ମୋ କାଳିଆ ସାଆନ୍ତ ଭକ୍ତ ର ଭଗବାନ ଜୟ ଜଗନ୍ନାଥ

  • @jhunukandagari8854
    @jhunukandagari88542 жыл бұрын

    Jay Jagannath Swami Nayanapatha gami

  • @ashiskumar1021
    @ashiskumar10212 жыл бұрын

    Dhanya mahaprabhu Tuma Nila Jay Jagannath swami

  • @extremeplanner9526
    @extremeplanner95262 жыл бұрын

    Jay Jagannath(Lord of the universe means real owner of entire universe).Shubhadra mata ki jay ho.Balbhadra dev ji ki jay ho.Iskon spiritual group ne bhi entire world mein Rath Yatra ko spread kiye hai. 🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🙏🙏🙏🙏🙏🙏🙏🙏🙏🙏🙏🥽🥽🥽🥽🥽🥽🥽🥽

  • @malayaranjanbehera9044
    @malayaranjanbehera90442 жыл бұрын

    ଭକ୍ତ ଯେମିତି ପ୍ରଭୁଙ୍କୁ ଦେଖିବାକୁ ବ୍ୟାକୁଳ ମହା ପ୍ରଭୁ ଜଗନ୍ନାଥ ସେମିତି ଧର୍ଯ୍ୟ ହରା ହେଇ ଯାଇଛନ୍ତି... ଜୟ ପ୍ରଭୁ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ.

  • @ritikgovindrao9863
    @ritikgovindrao98632 жыл бұрын

    Jai prabhu jagannath swami🙏🙏🙏

  • @BiswajitDas-kw1zt
    @BiswajitDas-kw1zt2 жыл бұрын

    Jayjagnnath❤️🙏

  • @prustysaurabh
    @prustysaurabh2 жыл бұрын

    The entire concept of Jaganath sanskruti is marvelous...the messaging is just great and like acts are like every human being....

  • @sujitcreation816

    @sujitcreation816

    2 жыл бұрын

    Hee prabhu tuma krupa sabubele ama uparee rahu

  • @rakeshsethy2714
    @rakeshsethy27142 жыл бұрын

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତୁମ ଚରଣରେ କୋଟି କୋଟି ପ୍ରଣାମ 🙏🏻🙏🏻

  • @nilimamallick7034
    @nilimamallick70342 жыл бұрын

    Jay Jagannath mahapravu ji🙏🙏🙏🙏🙏🙏🙏💐💐💐💐💐💐💐

  • @godomm647
    @godomm6472 жыл бұрын

    ଜୟ ଜଗନ୍ନାଥ ହରିବୋଲ ଧନ୍ୟ ତୁମ ଲୀଳା ପ୍ରଭୁ ଶ୍ରୀ ଜନ୍ନାଥଙ୍କ ଜୟ

  • @kabitasahoo8385
    @kabitasahoo83852 жыл бұрын

    🙏👍❤️ what humans have made out of this beautiful world. Jaga is seeing everything and in pain. Hope humankind understands this sanket. 🙏

  • @suhanikoul
    @suhanikoul2 жыл бұрын

    Jayyy jagannath 😭❣️😍 ......... These people are so blessed 🙏❣️

  • @bhagyashreemajhi9441

    @bhagyashreemajhi9441

    2 жыл бұрын

    Jay Jagannath....🙏❤️

  • @sanestaindhal8101
    @sanestaindhal81012 жыл бұрын

    Jay Jagannatha swami Nayana patha gami baba tume.... bhaba tume.... Bhaba tume.... 🥲🙏🙏🙏🙏🙏

  • @sidharthmohapatra5110
    @sidharthmohapatra51102 жыл бұрын

    JAI JAGANNATH JAI SHREE RAM JAI HANUMAN JAI MEHENDIPUR BALAJI MAHARAJ KI JAI 🙏❤️🙏

  • @nirmalbehera6177
    @nirmalbehera61772 жыл бұрын

    God is really great. 😭❤️ Jay Jagannath 🙏🏽

  • @nimaidas6983
    @nimaidas69832 жыл бұрын

    after two years gap ...Mahaprabhu seeing us became emotional...& giving message " How are u all ??

  • @anilkusahoo33539
    @anilkusahoo335392 жыл бұрын

    Jay jagannath swami 🙏🙏🙏🙏🙏🙏🙏

  • @santoshraula2929
    @santoshraula29292 жыл бұрын

    🕉ଜୟ ଜଗନ୍ନାଥ ସାମୀୟନପଥଗାମି❤🌹🚩🚩🚩🚩🚩🙏🙏🙏🙏🙏🙏🙏

  • @dillipkumarbhukta381
    @dillipkumarbhukta3812 жыл бұрын

    ଜଗନ୍ନାଥଙ୍କ ଆଖିରେ ଲୁହ ଆସିବା କାରଣ ହେଲା ଦୀର୍ଘ ଦୁଇ ବର୍ଷକାଳ କୋରାନା ମହାମାରିରୁ ଭକ୍ତ ଆଉ ଭଗବାନଙ୍କ ମିଳନ ହୋଇନଥିଲା ସେଥିପାଇଁ ଭଗବାନଙ୍କ ଆଖିରେ ଆନନ୍ଦର ଲୁହ l ଭକ୍ତର ଭଗବାନ ( ଭାବର ଠାକୁର ) ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

  • @raghabendrasahu7638
    @raghabendrasahu76382 жыл бұрын

    Even lord is crying watching the destroy of his temple surrounding by odisha government 🥺

  • @prajnaparimitabehera8437
    @prajnaparimitabehera84372 жыл бұрын

    He prabhu darshan dia.jay Jagannath swami nayana patha gami bhaba tume 🙏🙏🙏🙏🙏♥️🙏♥️♥️♥️♥️♥️♥️♥️

  • @mrsarojentertainment
    @mrsarojentertainment2 жыл бұрын

    ଜୟ ଜଗନ୍ନାଥ 🙏🙏🙏 ପ୍ରଭୁ ହେ ଦୟାକର 🙏

  • @laxmipriyapothal7918
    @laxmipriyapothal79182 жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤️🙏🏻

  • @pradeepkumardas2758
    @pradeepkumardas27582 жыл бұрын

    Jay shree Krishna Jai jagannath

  • @rishi6715
    @rishi67152 жыл бұрын

    Jay Jagannath ♥️🥺🥺

  • @PuspanjaliMallick-bq8gi
    @PuspanjaliMallick-bq8gi2 жыл бұрын

    Jay Jagannath...🙏🙏🙏...keep safe all kind of living beings....😍...

  • @jnanaranjanbarik5178
    @jnanaranjanbarik51782 жыл бұрын

    ଜୟ ମହାବାହୁ ଜଗତର ନାଥ ଶ୍ରୀଜଗନ୍ନାଥ ମଣିମା🙏❤🙌

  • @rdxkanha5330
    @rdxkanha53302 жыл бұрын

    Jay Jagnath🙏❣️🙏🥺❣️

  • @ambikanandanmattam8343
    @ambikanandanmattam83432 жыл бұрын

    ଭକତର ଭଗବାନ, ହେ ଚକାନୟନ। 🙏🙏🙏🙏🙏

  • @Gudu3339
    @Gudu33392 жыл бұрын

    Jay Jagannath ❤️

  • @manjulapatro2183
    @manjulapatro21832 жыл бұрын

    Jay jagannath maha prabhu 🙏🙏📿🤲👣👣👣💫🙇‍♂💕💕💕💕☺

  • @Mama..11
    @Mama..112 жыл бұрын

    Best friend of every odias🖤✨

  • @badaldas8650
    @badaldas86502 жыл бұрын

    Jay Jagannath......my father🙏🙏🙏😢

  • @uniquedev5266
    @uniquedev52662 жыл бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💞🙏🏻💞🙏🏻💞🙏🏻

  • @satyas_status327
    @satyas_status3272 жыл бұрын

    Jay Jagannath 🌸

  • @munu4102
    @munu41022 жыл бұрын

    Jay Jagannath Swami 🙏🥰

  • @iamprasanta5735
    @iamprasanta57352 жыл бұрын

    ମୋ କାଳିଆ ଆଖିରୁ ଲୁହ ଦେଖି । ମୋ ଆଖିରୁ ଲୁହ ଆସିଗଲା।🥺 ଜୟ ଜଗନ୍ନାଥ 🪔

  • @madhusudanmitra9237

    @madhusudanmitra9237

    11 ай бұрын

    Kemiti kahibi bhai video dekhi mo akhiru luha band hauni 😭😭 mo kalia kanduchi 😭😭😭

  • @Rashmita456
    @Rashmita4562 жыл бұрын

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Chapter001
    @Chapter0012 жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତମେ 🙏🙏🙏❤

  • @RajaramNayak
    @RajaramNayak2 жыл бұрын

    Jay Jagannath 🙏♥️

  • @sikukumar2249
    @sikukumar22492 жыл бұрын

    Jay Jagannatha 🙏🙏💗🥰

  • @gitaranisahoo416
    @gitaranisahoo4162 жыл бұрын

    Mu mo nijaku proud feel karu6i ki mu odisha re janma nei6iii ... He prabhu jagarnath 🙏 pls blsd us ...

  • @sanjuktamohanty3732
    @sanjuktamohanty37322 жыл бұрын

    ଖୁସି ର ଅଶ୍ରୁ 🙏

  • @supriti_04
    @supriti_042 жыл бұрын

    Jay shree Jagannath 🙏❤️🥺🥺

  • @pradeep60687
    @pradeep606872 жыл бұрын

    Jay jagannath Swami 🙏🙏🙏🙏🙏🙏🙏

  • @kapilendrabehera1234
    @kapilendrabehera12342 жыл бұрын

    🙏Jay Jagannath swami 🙏Nayan patha gami bhaba tume bhaba tume🙏🌹🌺🌹🌺🙏

Келесі