Utkala Matira Mu Ate Santana | Utkal Divas Special Song | Swayam | Amrita | Abhijit Majumdar | TM
Музыка
#UtkalaMatiraMuAteSantana #UtkalDivasSpecialSong
Singer: Abhijit Majumdar, Sarat Nayak, Antara Chakrabarty , Bishnu Mohan Kabi , Sanju Mohanty , Tarique Aziz , Neha Niharika, Smrutimayee Mohapatra, Lipsa Mahapatra, Satyajeet Pradhan, Lopamudra Dash, T. Souri, Papu Pom Pom, S. Jitu, Swayam Padhi, Sohini Mishra, Amrita Nayak, Sagarika Mishra, Manas Preetam
Music : Abhijit Majumdar
Concept & Lyrics : Dr. Manas K. Dalai
Creative Head : Santanu Kumar Sia
Special Thanks: Mrs. Manasmita Bhanja, Dr. Prakash Chandra Dalai
Keyboard Programming: Nari
Rythm : Babu Da
Acoustic Percusssion : Tula
Flute : Rudra
Recordist : Pradeep
Mix/Master : Sundar ( Prativa Studio )
DOP : Prasant Behera
Edit/VFX: Birendra Kumar Mohanty, Biswaroop Moharana
Produced by : Tarang Music
#swayampadhi #amritanayak #antarachakrabarty #satyajeetpradhan #sohinimishra #abhijitmajumdar #papupompom #Sjitu #lopamudradash #TSouri #ManasPreetam #LipsaMahapatra #SanjuMohanty #BishnuMohanKabi #SagarikaMishra #nehaniharika #tariqueaziz #SmrutimayeeMohapatra #SaratNayak
_
#TarangMusic is the no. 1 music channel in Odisha.
SUBSCRIBE to Tarang Music channel:
bit.ly/TarangMusicKZread
Like us on Facebook
/ tarangmusic
Circle on G+
plus.google.com/u/6/+TarangMusic
Follow us on Twitter
/ tarangmusic
Follow us on Instagram
/ tarangmusicodisha
Visit our website for further details: tarangplus.in/
Пікірлер: 113
ମୁଁ ଗର୍ବିତ ଯେ ମୋର ଜନ୍ମ ଏଇ ଜଗନ୍ନାଥ ଙ୍କ ମାଟିରେ ❤️ମୁଁ ଗର୍ବିତ ଯେ ମୋର ଜନ୍ମ ଏଇ ଉତ୍କଳ ମାଟିରେ ❤️🙏
Bahut badhia mana chuan atti sundar geeta sangeeta. 😍🥰🙌👏🙏🤝👍👌👌👌👋✍️🫀🫁🧠
Wow ❤️😊 ଜୟ ଉତ୍କଳ ଜୟ ଓଡ଼ିଶା ଜୟ ଜଗନ୍ନାଥ 🙏🏻
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤I love odis
Waahhh. What a song . This is gonna be the best patriotic song of the season
ଜୟ ଓଡିଶା ଜୟ ଜଗନ୍ନାଥ 🙏🏻
Beautiful song
ଅତି ସୁନ୍ଦର ଲେଖା ଅତି ସୁନ୍ଦର ଗୀତ ହୋଇ ଅଛି ଏଇ ଗୀତ ଆଉ ମୁଁ ସବୁ କଳାକାରଙ୍କୁ ଧନ୍ୟବାଦ ହୋଇ କହୁଛି ଆମେ ଓଡ଼ିଆ ଭାରି ବଢିଆ ବନ୍ଦେ ଉତ୍କଳ ଜନନୀ ❤❤🌹❤❤❤💖💖🌹🌹🙏🙏
ଅତ୍ୟନ୍ତ ଶୃତି ମଧୁର ହୋଇଛି ସମସ୍ତ କଳାକାର ଙ୍କୁ ଅନେକ ଅନେକ ଧନ୍ୟବାଦ ।ଧନ୍ୟବାଦ ସମ୍ପାଦକ ମହାଶୟ। ମୁଁ ଓଡ଼ିଆ ଭାରି ବଢ଼ିଆ ଜୟ ଜଗନ୍ନାଥ 🙏 🙏 ସମସ୍ତ ଙ୍କୁ ମାଡିଚାଲ ......
Bahut sundara ❤️ mora mati odisha mora jati odia ❤️❤️❤️❤️❤️
ବନ୍ଦେ ଉତ୍କଳ ଜନନୀ ❤️
ମୁଁ ଓଡ଼ିଶା ମାଟିରେ ଜନ୍ମ ଗ୍ରହଣ କରିଛି ମୁଁ ଧନ୍ୟ ମହାପ୍ରଭୁକୁ ମୁଁ ଓଡ଼ିଶାରେ ଜନ୍ମ ହେଇଛି. ବନ୍ଦେ ଉତ୍କଳ ଜନନୀ 🇮🇳🇮🇳🇮🇳
Sanju Mohanty is grt and fav always... Best Singer From western Odisa..❤❤❤❤
ମୁଁ ଗର୍ବିତ ଯେ ମୋର ଜନ୍ମ ଏଇ ଉତ୍କଳ ମାଟି ରେ ।।। ଜୟ ଶ୍ରୀରାମ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଏହିଭଳି ସୁନ୍ଦର ଗୀତ ଆଉକିଛି ହେଉ ମୋ ଓଡିଶା ଆଗକୁ ଯାଉ ଚକାଆଖି ହସୁଥାଉ ।ମୁଁ ଓଡିଆ ଭାରି ବଢିଆ । ଜୟ ଜଗନ୍ନାଥ 🙏🙏🙏🙏🙏🙏......
Nice❤❤❤❤❤❤
I'm proud of Odia , Happy Utkal ...... Vande Utkal janani
ବନ୍ଦେ ଉତ୍କଳଜନନୀ ❤
Iconic song for Odisha, as a Lyricist you are superb 👌👌 Nicely presented, proud to be an Odia ❤️
ମୁଁ ଓଡ଼ିଆ.... ଆମେ ସବୁଠୁ ବଢିଆ... ଆମେ ଗର୍ବିତ ଯେ ଆମେ ଏ ଉତ୍କଳ ମାଟିର ସନ୍ତାନ
Bande utkala Janani
ଖୁବ୍ ଭଲ ଅଛି ବହୁତ ବହୁତ ଧନ୍ୟବାଦ ଏବଂ ଆପଣଙ୍କୁ ଏହି ଭଳି ଅନେକ ଗୀତ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ ରେ କାମ କରନ୍ତୁ।
🙏🙏ଧନ୍ୟ ଓଡିଶା ଧାମ୍ 🙏🙏 🙏🙏କଳାକାର କୀ ଜୟ 🙏🙏
😘😘❤️❤️💐
ବନ୍ଦେ ଉତ୍କଳ ଜନନୀ
🇮🇳🙏
#SanjuMohanty mam❤❤
❤❤vande utkal janani
ମୋ ଓଡିଶା ❤️
ବହୁତ ବଢିଆ ମନଛୁଆଁ ଗୀତ ଯାହାକି ସମସ୍ତ ଓଡ଼ିଆ ମାନଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଯିବ ବୋଲି ଆଶା କରୁଛି l ସମସ୍ତ ଗାୟକ ଓ ଗାୟିକା ମାନଙ୍କୁ ପ୍ରଭୁ ଜଗତରନାଥ ଜଗନ୍ନାଥ ଘଣ୍ଟ ଘୋଡ଼େଇକି ରଖନ୍ତୁ ଯାହାକି ଓଡି଼ଶା ର ମହତ୍ତ୍ୱ ଗାଥା କୁ ସଙ୍ଗୀତ ମାଧ୍ୟମରେ ସମସ୍ତ ବିଶ୍ୱ ବାସୀଙ୍କୁ ଶୁଣେଇବେ l.. 🙏🙏🙏🙏
❤❤❤❤❤❤😊
💪🇮🇳Bande Utkal Janani 🫡🚩🙏
Very nice ❤❤
@manaskumardalai2341
Жыл бұрын
Thanks Dear… ❤️❤️
I am proud to be an odia , bande utkala janani🙏🙏
Mana chhuin gala❤❤❤❤
Beautiful song ❤️
Vande Utkala Janani❤️🙏🙏🙏
I Am So Proud To Be A Odia...Bande Utkal Janani
My favourite song 👌👌💞
👌👌👌
Jay jagannath
ବନ୍ଦେ ଉତ୍କଳ ଜନନୀ 🌺
ଗୀତ ଶେଷ ଯାଏ କିଏ କିଏ feel କରିଛ ?
Jay shree Jagannath 🙏🙏🙏🙏🙏
Ilo you Utkal love you odisha
Bande utkal janani 🇮🇳🇮🇳 bande mataram 🇮🇳🇮🇳 very nice 💯💥💥💥
ବନ୍ଦେ ଉତ୍କଳ ଜନନୀ ❤
Thank you ❤❤❤
Jay Jagannath 🙏🙏
Beautiful song I am proud of me❤❤❤❤
Laxman Nayak missing 😭😭❤️❤️
@satyajitpradhan super...
Bande Utkal janani
🙏🙏🙏🙏
Best song
Odisha 🚩🚩🚩
♥️♥️♥️♥️♥️
Humane sagar kuade gole Se nihati rahiba darkaar
ଓଡ଼ିଶାର ଇତହାସ କଣ ଖାଲି ପୂର୍ବ ଭାଗର, ଦକ୍ଷିଣ, ପଶ୍ଚିମ ଓ ଉତ୍ତରାଞ୍ଚଳ ର ବହୁତ୍ ରାଜା ,ମହାରାଜା ମାନେ ଓଡ଼ିଶା ପାଇଁ ବହୁତ୍ କରିଛନ୍ତି ସେଠିକାର କଳା ଓ ସଂସ୍କୃତି ମଧ୍ୟ ଅନନ୍ୟ ସେଗୁଡିକ ମଧ୍ୟ ସ୍ଥାନଦିଯିବା କଥା କିନ୍ତୁ କାହିଁ ଏକପାଖିଆ ହେଇକି ସବୁ ପ୍ରଦର୍ଶନ ଚାଲିଛି
@binayak6635
Жыл бұрын
Bhai semiti kahiki bhabucha Ethi ta kau particular jagara kichi nahi
@sandeepkumarnanda
Жыл бұрын
ଭାଇ ତୁମେ ସେମିତି କାଇଁ ଭାବୁଛ, ଓଡ଼ିଶା କହିଲେ ସଂପୂର୍ଣ୍ଣ ୩୦ ଜିଲ୍ଲା କୁ ନେଇ ଆମେ। ଏଇଠି ପୂର୍ବ ପଶ୍ଚିମ କଥା କୋଉଠୁ ଆସୁଛି, ଆମେ ସମସ୍ତେ ଉତ୍କଳ ମା ର ସନ୍ତାନ।
@AllhaSuarwala
Жыл бұрын
@@sandeepkumarnanda ଭାବିବାକୁ ପଡ଼େ, ସେଭଳି ଭାବନା ସ୍ବତଃ ଭାବେ ଆସେ ଯଦି ଉଚ଼ିତ ସ୍ଥାନ ଦିଆ ନ ଯାଏ, ତେଣୁ ସର୍ତକ ... ନ ହେଲେ ଓଡ଼ିଆ ବିରୋଧି କୋଶଲୀ ମାନେ ଏହାର ସୁଯୋଗ ନେବେ..
@binapanimusicworld300
Жыл бұрын
ତୁମ ମନରେ ସେମିତି ଭାବନା ଆସିବା ନ ଦରକାର। କାରଣ ଗୀତ ନା ହଉଛି ଉତ୍କଳ ମାଟିର ସନ୍ତାନ। ସମସ୍ତେ ତାଙ୍କ ସନ୍ତାନ। Be positive and enjoy the song
@AllhaSuarwala
Жыл бұрын
@@binapanimusicworld300 ହଁ ସେଇଥିପାଇଁ ଓଡ଼ିଶାର ସମସ୍ତ ଭାଗର ଭୂମିକା ରହିବା ଉଚ଼ିତ୍ , ଅବହେଳା କରିବା କଥା ନୁହେଁ। ଏମାନେ ବି ଉତ୍କଳର ଅଂଶ... ଆମେ ବି ଓଡ଼ିଆ ଭାଷା ଆନ୍ଦୋଳନରେ ସାମିଲ ହେଇଥିଲୁ..
Jay.... Bharat.. Mata... Jay ❤❤❤❤
Mu 🌍🌍🌹🌴🌍🌹😀 garbhita you 😮je mo janma mati. 😮🎉😂❤❤😮😅😅😅
Ok song
Lyrics is mind blowing 🙏
Miss you so much Humane sir in this song....
@SantoshDas-rj3gx
4 ай бұрын
Right
Jay Jagannath 🙏🙏🙏 If there is Lipsa in this ,R S Kumar , Lalit & Bikas Das must be placed.. After all Very nice
Awesome
Iam proud of me❤️
Heart touching patriotic song ❤️❤️❤️
Such a beautiful song
❤❤❤
It's really good but can't compare to Bikas Das bande utkal janani❤❤❤Both are fantabulous
A nice video 🎉🎉😮
Mu odia
I❤odisha
North south east or west are the division of politicians at all India level. Lets not follow them. I have worked in a lmost all parts of Odisha. I have never felt that common man has such feelings. Also its my responsible to take all sections with me to keep ourselves one.
Odisha ra ame utkal nuhe Odisha 3 ta tu gathita Kalinga kosha au utkala Kahi Anya ra Guna gaiba nija maa mati ku bhuli
@pandababu4224
7 ай бұрын
Gandi mara maghya putel gihatel
❤
ଓହଃ ବିଜୁ ପଟ୍ଟନାୟକ ତାହେଲେ ପ୍ରଥମ ସନ୍ତାନ 😂😂, BJD funding????
(1)Western odisha ra Kahaku b add karini (2)Kebe b view jibani (3)India re Sambalpuri song top 10 re aase aau odisha re b top position re achhi dhanyabad 🙏🏻
@daviddeep4
Жыл бұрын
Nice comment bhai 👍 😄
@dhirenlipunofficial7009
Жыл бұрын
@@daviddeep4 western odisha ra jie b dekhile 💔heijiba bhaiii ☹️Jay koshal 💪
@daviddeep4
Жыл бұрын
Hmm bhai
@7Nation.
Жыл бұрын
Western Odisha ରାଜନୀତି କରିବା ପାଈଁ ନୂଆଁ ନୂଆଁ concept ସବୁ ପ୍ରହସନ । Western Odisha music ରେ କେତୁଟା ଓଡିଆ singer ଅଛନ୍ତି ? ତମେ କଲେ ଲୀଳା ଆମେ କଲେ କିଳା , ମନ୍ଦ ବୁଦ୍ଧିଆ ।
@kprasaddas5596
Жыл бұрын
ଆବେ ଶଳେ ଦେଶରେ ଝଗଡାର ଅଭାବ ଅଛି କି ତମେ ପୁଣି ନୀଜ ଭିତରେ ଲଢେଇ କରୁଛ?🤬
Amr paschim Odisha ke kaye j andekha kara jau6 ❓❓❓ I hate Odisha #BLACK_DAY JAY KOSHAL ✊🏻🚩
@7Nation.
Жыл бұрын
ତମର ଜନେ singer ପା ଗୀତ ଗାଉଛନ୍ତି , ଅଣଦେଖା କେମିତି ହେଲା ।
@cocwithankit2404
Жыл бұрын
@@7Nation. haan paa besi haauchanti gute e koshal wala 🤡🤡🤡
Flop
Bande utkala Janani
Beautiful song
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
Beautiful song