Utha Utha Baidhara ll ଉଠ ଉଠ ବାଇଧର ll Karunakar ll Srikant Gautam ll Bhakti Upasana
Ойын-сауық
Bhakti Upasana ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ଭଜନ "ଉଠ ଉଠ ବାଇଧର" । ଏହି ଭଜନଟିକୁ ଗାଇଛନ୍ତି ସୁପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ କରୁଣାକର , ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ଶ୍ରୀକାନ୍ତ ଗୌତମ , ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Bhakti Upasana.
► Video Credits
♫ Song Name: Utha Utha Baidhara (ଉଠ ଉଠ ବାଇଧର)
♫ Singer: Karunakar
♫ Lyrics: Srikant Gautam
♫ Music Director: Srikant Gautam
♫ Production House: Bhakti Upasana
♫ Produced By: Srikant Gautam
#Baidhar #Karunakar #SrikantGautam #BhaktiUpasana #SunHits #SunMusicHits
► Copyright Disclaimer
Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.
Пікірлер: 359
ଜୟ ଜଗନ୍ନାଥ ବହୁତ୍ ଭଲ ହେଇଛି ,,ଏହି ଭଜନ ଶୁଣି ଆତ୍ମା କୁ ଶାନ୍ତି ମିଳୁଛି ,ଆଉ ବହୁତ୍ କିଛି ଶିଖିବାକୁ ବି ମିଳୁଛି ,,,, ପ୍ରସ୍ତୁତ ଲିଖିକ ଓ କଣ୍ଠ ଶିଳ୍ପୀ ଆପଣ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏🙏😭 ସୁଣିକି କାନ୍ଧ ଲାଗିଲା😂😂😂😂
ମଣିଷ ଜୀବନର ସମ୍ପୂର୍ଣ୍ଣ ଅର୍ଥ ଏଇ ଭଜନରେ ଅଛି। ଆଖିରୁ ଲୁହ ବୋହି ଯାଉଚି ଶୁଣିଲେ । ସତରେ ବହୁତ୍ ସୁନ୍ଦର ଭଜନ । ଜୟ ଜଗନ୍ନାଥ 🙏
ଗୀତଟି ଶୁଣିଲେ ଜୀବନକୁ ଅତି ନିକଟରୁ ଦେଖି ହେଉଛି ... ବାସ ହୃଦୟ ସ୍ପନ୍ଦନ ଥମି ଥମି ଯାଉଛି 🙏 ଶବ୍ଦ ହିଁ ନାହିଁ କିଛି କହିବାକୁ😢 ଜୟ ଜଗନ୍ନାଥ ❤
ଜିଏ ଭଜନ ଲେଖିଛି ତାହାକୁ କୋଟୀ କୋଟି ନମସ୍କାର
ସାର୍ ଏତେ ଲେଖକ ଅଛନ୍ତି ଏତେ କିଛି ଲେଖୁଛନ୍ତି କିନ୍ତୁ ଆପଣଙ୍କ ପରି ନିରାଟ ସତ୍ୟ କେହି ଲେଖି ନାହାନ୍ତି ସାର୍
କଳିଯୁଗ ପାଇଁ ପାଇଁ ସୁନ୍ଦର ଭଜନ , ଶୁଣିଲେ ଖୁସିଲାଗିବ 🙏 ମିଛ ମାୟା ସଂସାର କେହି ନୁହେଁ କାହାର ,,,, ଭଗବାନ ଏକା ନିଜର 🙏
@narayandalai9799
11 ай бұрын
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴
ଏହି ଗୀତ ଟି ଜୀବନ ର ମୂଲ୍ୟ ବୁଝାଉଛି ଆମେ ଆମ ଅସଲି ଜୀବନ ର ଆର୍ଥ ଜାଣିବା ଆବଶ୍ୟକ
@jhanshibehera
5 ай бұрын
🙏🙏🙏
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩
@BikashDas-zp5lr
2 ай бұрын
Seem to you Bhai 💔😔🥺🛕🚩🙏
@narayandalai9799
2 ай бұрын
@@BikashDas-zp5lr ଜୟ 🌴🚩ମାତାଜୀ 🌴🚩🚩🚩🙏🙏🙏
Jay Jagannath Swami Narayan patha gami bhaba tume 🥺😔😭💔
ସରିମାର୍ଥକ ଭଜନଟି ବହୁତ ସୁନ୍ଦର ହେଇଛି ସକାଳୁ ସକାଳୁ ମନକୁ ପରିବର୍ତ୍ତନ କରିଦେଲା ଲେଖକ ଏବଂ ଗାୟକ ମହାଶୟଙ୍କୁ ମୁଁ ପ୍ରଣାମ କୁରୁଛି 🙏🙏 ସୁ ପ୍ରଭାତ ଜୟ ଜଗନ୍ନାଥ🙏
ଯିଏ ଏ ଭଜନ ଲେଖିଛି ତାକୁ କୋଟି କୋଟି ନମନ 🙏🙏 ଅତି ସୁନ୍ଦର ଭାବରେ ସବୁ କିଛି ବୁଝେଇ ଦେଇଛି ଏ ଭଜନ ରେ 🙏 ଜୟ ଜଗନ୍ନାଥ
@akshaypradhan40
Жыл бұрын
srikant nana lekhichanti
@lolodiabishal7630
Жыл бұрын
😢
@amitkumargouda3163
Жыл бұрын
Jay Jagannath
@narayandalai9799
11 ай бұрын
jay🚩☘️ shree🌴🚩 guru☘️🚩 dev🚩☘️ jay ☘️🚩shree ☘️🚩panchasakha☘️🚩 jay 🚩☘️shree☘️🚩 hanuman☘️🚩 jay 🚩☘️shree☘️🚩 jagannath☘️🚩
@narayandalai9799
11 ай бұрын
@@akshaypradhan40ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
Kie mayurbhanj ru dekhuchho like koro
ଅତି ସୁନ୍ଦର ସଙ୍ଗୀତ ଟି ମନକୁ ଛୁଇଁ ଯାଇଥିଲା ଏହି ସଙ୍ଗୀତ ଟି
Amiti samstank jiban santire kati jau he prabhu ❤❤jay jagnnath🙏🙏🙏✍️🙏✍️
ବହୁତ୍ ସୁନ୍ଦର ଗାହାଣୀ ❤
ଆଖି ବନ୍ଦ,କାନ ରେ ear Fun ବାସ ଆଖି ଆପେ ଆପେ ଲୁହ ଆସିଯିବ 😭😭
@amitkumargouda3163
Жыл бұрын
Hna sem 😭😭🙏🙏
@AratiDas-ni2tk
3 ай бұрын
😢😢😢😢😢😢😢😢😢😢😢😢
@BikashDas-zp5lr
2 ай бұрын
😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
ବହୁତ ପ୍ରଶଂସନୀୟ ଧନ୍ୟବାଦ୍ ଗୁରୁଜୀ ପ୍ରଣାମ ଆଗକୁ ଆଉ ଏମିତି ଭିଡିଓ ଛାଡ଼ନ୍ତୁ ଆମେ ନିଶ୍ଚିତ କମେଡ କରିଵୁ
ଶ୍ରୀକାନ୍ତ ସାର୍ ଭଜନ ଗୀତ କିଏ କେତେ ଲେଖିଛନ୍ତି କିନ୍ତୁ ଆପଣଙ୍କ ଭଳି ନା କିଏ ଲେଖିଛି ନା ପାରିବ ଜୀବନର ନିରାଟ ସତ୍ୟ
ହୃଦୟ କୁ ଛୁଇଁଲା ଭଳି ଭଜନ ଟି ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭୋବ ତୁମେ 🙏🙏🙏🙏🙏🙏
Sata katha sansara boli kichi nahi kehi kahara nuhe. 🙏🙏
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
ଗୀତ ର ସାର ବୁଝିବାକୁ ହେଲେ ଅତି କମରେ ଦୁଇଥର ମନ ଦେଇ ଆମେ ଶୁଣିବା ।। ବହୁତ୍ ବହୁତ୍ ଜ୍ଞାନ ଭରି ହୋଇ ରହିଛି।।ଜୟ ଜଗନ୍ନାଥ 🙏🙏🙏
@binodinimohapatra4467
Жыл бұрын
Thik kahichhanti
@prakashbhoi8531
Жыл бұрын
@ChinmayeeRout-tz4jc
10 ай бұрын
ଭଲ କଥା ଆପଣ କହିଛନ୍ତି ଆପଣ ଙ୍କ ନାମ କ,ଣ
@bishnupriyapradhan9100
9 ай бұрын
@@binodinimohapatra4467😊
ଜୟ ଜଗନ୍ନାଥ
ଅତି ସୁନ୍ଦର ସାର୍
Super
ଶ୍ରୀ କାନ୍ତ ଗୌତମ sir you are great 🙏
Jay Jagannath
ଯେବେ ବି ଜୀବନ ରେ କିଛି ବି କାରଣ ରୁ ଲୋଭୋ ରାଗ ଭାବନା ଆସେ ୟେ ଗୋଟେ ଗୀତ ସବୁ ଦୂର କରିଦିଏ 😢
ଅତି ସୁନ୍ଦର ହୃଦୟ ଛୁଆଁ ଗୀତ
V.V nice song you have song
Nice song
🗼🗼🗼🗼🗼🪔🛞🪔🛞🪔🛞🪔🛞🪔🛞🏹🏹🏹🏹🏹🚩🛕🚩🛕🚩🛕🚩🛕🚩🛕 🐂🐂🐂🐂🐂🦚🦚🦚🦚🦚ଓଁ*****ଓମ୍ ନମଃ ଜୟ ଶ୍ରୀ ରାମ ଲକ୍ଷ୍ମଣ ସୀତା ନମଃ ନମଃ ନମଃ ନମଃ ନମଃ*****ଓଁ 🦚🦚🦚🦚🦚🐂🐂🐂🐂🐂🚩🛕🚩🛕🚩🛕🚩🛕🚩🛕🏹🏹🏹🏹🏹🪔🛞🪔🛞🪔🛞🪔🛞🪔🛞🗼🗼🗼🗼🗼
Hare 🚩🌴Krishna🌴🚩 Hare 🚩🌴Krishna🌴🚩 Krishna 🌴🚩Krishna 🌴🚩Hare 🌴🚩Hara 🌴🚩Hare 🚩🌱Ram 🌱🚩Hare 🌿🚩Ram 🚩☘️Ram☘️🚩 Ram🚩🍀 Hare 🚩🌺Hare🌺🚩 Radhe🌿🚩 Radhe🌿🚩🙏🙏🙏
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
E gita sunila pare laguchi dunia saha amara kichi samparka hin nahin😟
@akshaypradhan40
Жыл бұрын
Semti bhai 😭😭😭
@BikashDas-zp5lr
2 ай бұрын
Yes bro 🚩🥺😔🛕🙏😭💔🥀😥😢😩😫
Jayjagannth
ବହୁତ ସୁନ୍ଦର ଗୀତ ରଚନା କରିଛନ୍ତି ❤❤❤❤❤❤❤❤❤❤😊😊😊😊😊😊😊😊😊😊😊😊😊😊😊😊😊😊😊😊❤❤❤❤❤❤❤❤❤❤
ଏଇ ହିଁ ତ ଆମ ଅସଲି ଜୀବନ 🥺
ବହୁତ ସୁନ୍ଦର ଭଜନ
@GhanaSyam-xy7lr
Ай бұрын
ଜୟ ଜଗନ୍ନାଥ 🙏🙏😢😢😂😂❤❤🎉🎉
This song is realty of the life😢
Jete like kalebi kam padiba jay Jagannath 🙏🏻😭😭😭😭
Satara a song sunila bahut badhiya sikhya Mila
Nice bahi
Jay jagannth
ସାର୍ ବହୁତ ଭଲ ବହୁତ ଭଲରେ ବୁଝେଇଛନ୍ତ ମୋର ଆପଣଙ୍କୁ କୋଟି ପ୍ରଣାମ କରୁଛି
ବହୁତ ଭଲ ଭଜନ 🙏
ଏହି ଭଜନ ବହୁତ ହ୍ଋଦୟ ସ୍ପର୍ଶୀ ଜୟ ଜଗନ୍ନାଥ🙏🙏🙏🙏
@kamalamansingh4663
Жыл бұрын
All
Chamtkar song sir
Jay jagannath
E song ta jete sunile b mana bhanguni suniki mana khusi hoijauchi au mana re garba, ahmakar,lova aseni
ସବୁ ସେଇ ଚକାଆଖିର ଖେଳ କି ନୀଳା ତାର ନା କିଏ ବୁଝଛି ନା ବୁଝିବ ଜୟ ଜଗନ୍ନାଥ.... 🙏❤️❤️❤️
❤ so beautiful
The legendary lyricist. One and only in odia. It's very much better from sabu Maya re baya. Namaste sir...
@rameshtarai3903
Жыл бұрын
P
@dharanidharpadhan2361
Жыл бұрын
@@rameshtarai3903 l
@Harekrishna....947
Жыл бұрын
Good
🙏🙏🙏🙏🙏🙏🙏🙏
Jay🚩🌴 shree 🚩🌴Ram 🚩🌴 Jay 🚩🌴sita🚩🌴 maa 🌴🚩 Jay 🚩🌴shree 🚩🌴Laxmana Lal🌴🚩 Jay 🚩🌴shree🌴🚩 Bharat🌴🚩 Lal Jay 🚩🌴shree🌴🚩 satru 🌴🚩 Ghana🚩🌴 Lal Jay 🚩🚩shree🌴🚩 hanuman 🌴🚩🙏🙏🙏
🎉joyguru ❤everybody 😮
😢😢😢 bahut sunder song au jibanare kichi nahi khali maya moho
Bahut Sundar ❤❤❤
10000%right
ମଣିଷ ସବୁ ଯାଣି ମଧ୍ଯ ଏପରି କୁକର୍ମ କଣ ପାଇଁ କରୁଛନ୍ତି 🥺🥺🥺🥺🥺🥺😭😭😭😭😭😭😭
ଏଇ ଗୀତ ଶୁଣି ମୋ ଲୋମ ଟଙ୍କୁରି ଉଠେ 🥺
ଭାରି ସୁନ୍ଦର ଭାବରେ ଗାଇଛନ୍ତି 🙏🙏👍👍🎼🎉
@maheshrajahansa9397
10 ай бұрын
Ppppppp❤❤❤❤o❤❤❤❤ love ❤❤❤❤❤ AND AND ❤❤ AND MISS YOU TOO LOVE YOU GUYS TOO TOO SORRY SORRY TO BOTHER YOU BUT I LOVE YOU YOU X
@simapradhan8922
5 ай бұрын
ಡಬಬ್ರಭ😊😊😊😊😊😊😊😊
Super song
ଜୟ ଜଗନ୍ନାଥ 🙏❤️🙏
Jou manannka mana bhitare garba,jati, dharma,barna ghruna achhi thare e song suni nia janijiba dunia mane kn😭😭😭😭😭..... Jetiki dina banchicha anya ku khusi dia au anya khusi re khusi hua darakar thu adhika lobha karani... Jay jagannath 🙏🙏🙏
I am assamese.i dont know odiya language but I love this song and ....really
🙏🙏🙏🙏🙏
jibana ra aha eka prakruta satya katha tiaa aji jadi na bujhibu tahle bujhibaku auu samaya nathiba sethipai aahi gahani madhyama re sachetana heijiba darkar, jai jagannath swamy🕉🙏satya hi sanatan
Practical life experience related song ... So useful for all .. thanks for made this type of song
ରାଧେ ରଧେ
ଜୀବ ଯିବ ମାଟିରେ ମିଶିବ
Hart touching gita🙏🙏🙏
ସୁନ୍ଦର ଭଜନ ହୃଦୟ କୁ ଛୁଇଁ ଗଲା ଜୟ ଶ୍ରୀରାମ 🙏
@narayandalai9799
11 ай бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Aapananku koti koti namaskar ❤❤❤❤❤
Heart touching
Satare e jibanara nirata Satya
Har har Mahadev ❤❤❤❤
Prakrutare bhagwannka adesha hebaru srikant sirnku emiti adhyatmik gita lekhibakudeichanti and karunakar sirnku gaibaku bhagwan pathechhanti.and lokamamananku cheteidabapain
Beautiful presented very very nice best voice best lyrics best music thanks from Rukmini production jai jagannath jai
Sweet song
best odia song on non-duality
Bhalaheechi gitasunile jibanarasata aakhire aasichauchi
I❤ you sir
Jay jagannath ❤ Gita
ଜୟ ଜଗନ୍ନାଥ 🙏❤️🙏❤️🥀❤️🙏❤️🥀🙏
ଏଇ ଗୀତ ବହୁତ ସୁଂଦର ଲାଗେ
@bikramsamal2727
11 ай бұрын
Jana sachena thank you
Jay Jagannath 🙏🙏🙏🙏💐
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଏଈ ଭଜନ 🙏🙏🙏
The orator is excellent.
❤ so beautiful😢
Jay jagannath 🙏🙏🙏🙏🙏🙏
Srikanta sir nku ases ases dhanyabad
Luha ku roki paruni 😭😭🙏🙏
ଗୁରୁ ମହିମା ଅଲେଖ ଅତି ସୁନ୍ଦର ,ବହୁତ ଗୋଡ଼ିଏ ଜିନିଷ ଅଛି
❤❤❤❤❤❤❤❤❤❤❤❤❤❤❤❤❤❤❤❤
Hare Krishna 🙏🙏🙏
ଜୟ ଜଗନ୍ନାଥ 🙏🙏🙏
ଏ ଗୀତ ଯିଏ ଲେଖିଛି ମୁଁ ତାକୁ କୋଟି କୋଟି ନମସ୍କାର କରିବି ଅତି ସୁନ୍ଦର ରେ ବୁଝେଇ ଦେଇଛି ଏ ଗୀତ ମୋର ଅତି ପ୍ରିୟ thanks 🙏 sar ସାର୍ ନାହିଁ ମୋ ଗୁରୁଜୀ
Jai jagannath ❤
Very nice