Tulasi gananatya love song//saruni gapa ki saruni papa

Музыка

#dayanidhinahak
#tulasigananatya

Пікірлер: 2 000

  • @prakashchampia330
    @prakashchampia3302 ай бұрын

    2024ରେ କିଏ ଏ ଗୀତ କୁ ଶୁନୁ ଛ like ❤❤❤❤❤❤

  • @ashishkumardas4460
    @ashishkumardas44603 ай бұрын

    ମୁଁ କେବେ ଯାତ୍ରା ଦେଖେନି କି ଯାତ୍ରା ଗୀତ ଶୁଣେନି ହେଲେ ପ୍ରଥମ ଥର ଏହି ଯାତ୍ରା ଗୀତ ଶୁଣିଲା ପରେ କାହିଁକି କେଜାଣି ଦେହରେ ଗୋଟେ ସିଂହରଣ ଖେଳି ଯାଉଛି,ଏ ଗୀତ ଏତେ ସୁନ୍ଦର ହେଇଛି ପୁରା ହୃଦୟ କୁ ଛୁଇଁ ଯାଉଛି ଏ ଗୀତ ପ୍ରମାଣ କରି ଦେଖେଇ ଦେଲା ଯେ ଯାତ୍ରା ଗୀତ ରେ ବି ସେତିକି ଦମ ଅଛି ଯିଏ ଯାତ୍ରା କୁ ପସନ୍ଦ ନ କରୁଥିବା ଲୋକ ପସନ୍ଦ କରିବାକୁ ଲାଗିବ 😊 ମୋତେ ବିଶ୍ୱାସ ହେଉନି କି ଏ ଯାତ୍ରା ଗୀତ ବୋଲି, ସତରେ କଣ ଯାତ୍ରା ଗୀତ ଏତେ ସୁନ୍ଦର ହେଇପାରେ❤ ଏ ଗୀତ ସହ ଯିଏ ବି ଜଡିତ ଅଛନ୍ତି ସମସ୍ତଙ୍କୁ ମୋର ହୃଦୟ ରୁ ଧନ୍ୟବାଦ specially singer ନନ୍ଦିନୀ ଦିଦି ଆଉ ସେ ଭାଇ ଙ୍କୁ🙏❤ Love from ଚାନ୍ଦବାଲି 😊😊

  • @gouranganaik6378
    @gouranganaik63783 ай бұрын

    ଏ ଗୀତ କିଏ ଆଜିବି ଶୁଣୁଚ like କର ❤❤❤

  • @AbdurRezzak-sm4mb

    @AbdurRezzak-sm4mb

    Ай бұрын

    ❤❤❤❤❤

  • @AbdurRezzak-sm4mb

    @AbdurRezzak-sm4mb

    Ай бұрын

    G%❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @AbdurRezzak-sm4mb

    @AbdurRezzak-sm4mb

    Ай бұрын

    Ff

  • @SwarupBarik-fv9zs
    @SwarupBarik-fv9zs3 ай бұрын

    ଦୁଇ ଜଣ କଣ୍ଠଶିଳ୍ପୀ ପୁରା ହୃଦୟରୁ ଗୀତଟି ଗାଇଛନ୍ତି ଯାହାକି ହୃଦୟକୁ ଛୁଇଁ ଯାଉଛି .. ଅତି ସୁନ୍ଦର ଲେଖା ଓ ଗୀତ ନାଟକ ବି .. ଧନ୍ୟବାଦ ତୁଳସୀ ଗଣନାଟ୍ୟ ର ସମସ୍ତ କଳାକାର ମାନଙ୍କୁ 😍 ଜୟ ଜଗନ୍ନାଥ 🙏🙏

  • @namitaswain8628

    @namitaswain8628

    2 ай бұрын

    Super hits songs

  • @binodbag8798

    @binodbag8798

    19 сағат бұрын

    This Song is Written By Engineer/Director Mr Asutosh Mohapatra.

  • @basantabehera5201
    @basantabehera5201 Жыл бұрын

    ଯତେ ଶୁଣିଲେ ବି ଆହୁରି ଥରେ ଶୁଣିବାପାଇଁ ଇଚ୍ଛା ହଉଛି କଣ ଗାଉଛନ୍ତି ଅତିସୁନ୍ଦର 👌👌👌💕👌👌👌

  • @jinankumarnaik6493

    @jinankumarnaik6493

    Жыл бұрын

    Really beautiful song

  • @nursinghsahoo8150
    @nursinghsahoo8150 Жыл бұрын

    ଏ ପର୍ଯ୍ୟନ୍ତ ଯାତ୍ରାଜଗତର ସବୁଠାରୁ ସୁପେରହିଟ ରୋମାଣ୍ଟିକ ଗୀତ,, ସବୁଦୃଷ୍ଟି କୋଣରୁ 👌👌👌👌 ଧନ୍ୟବାଦ,, ଉଭୟ ପରଦା ଉପରେ ଓ ପଛରେ ଥିବା କଳାକାରଙ୍କୁ 💞💐🙏

  • @user-yl7ws8qe1k

    @user-yl7ws8qe1k

    Жыл бұрын

    Music bhai ❤❤❤❤❤❤❤❤❤❤❤❤❤❤❤❤❤❤❤

  • @kartikpradhan6208
    @kartikpradhan62086 ай бұрын

    ମୋତେ ଏଇ ଗୀତଟି ବହୁତ ଭଲ ଲାଗେ ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଏଇଚ୍ଚା ହୁଏ ମୁଁ ଏଇ ଗୀତ କୁ 100 ଥର ରୁ ଉଦ୍ଧିକୋ ଶୁଣି ଛି ନନ୍ଦିନୀ ମମ୍ ଆବଂ ତାଙ୍କ ସହିତ ପ୍ରମୋଦ ଭାଇ ବହୁତ ଭଲ ସିଙ୍ଗର ❤❤❤

  • @subash_1990
    @subash_199011 ай бұрын

    ନନ୍ଦିନୀ ଙ୍କ ଏଇ ଗୀତ ଯେତେ ଶୁଣିଲେ ବି ଇଚ୍ଛା ହଉଛି ବାର ବାର ଶୁଣିବା ପାଇଁ.ଯେତେ ଶୁଣିଲେ ବି କମ୍ ଲାଗୁଛି. ନନ୍ଦିନୀ ହଉଛନ୍ତି ଓଡ଼ିଶା ର ଗୋଟେ ବେଷ୍ଟ ସିଙ୍ଗର ସବୁଠୁ ବଡ କଥା ମୋ ଦିଦିଙ୍କ ନାମ ବି ନନ୍ଦିନୀ.

  • @KBehera-BSc-MBA-LLB
    @KBehera-BSc-MBA-LLB2 жыл бұрын

    ହେ ମହାନ୍ ତମ ନାରୀ, ନନ୍ଦିନୀ ମ୍ୟାଡମ୍....କାହିଁକି ate sacrifise... ସୁନ୍ଦର କଣ୍ଠରେ ..ସରସ୍ଵତୀ ଅଛନ୍ତି.

  • @arjunsbarik2795

    @arjunsbarik2795

    Жыл бұрын

  • @sanjibmajhiyadav9746
    @sanjibmajhiyadav97464 ай бұрын

    2024 କିଏ କିଏ ଶୁଣୁଛ 👍 କର

  • @user-zs4hz3sn4h

    @user-zs4hz3sn4h

    3 ай бұрын

    Mu 😮🎉😢🎉😂😂

  • @shibacharanmahalik8255

    @shibacharanmahalik8255

    2 ай бұрын

    Mu❤

  • @dambaruchhatria-xr5lk
    @dambaruchhatria-xr5lk3 ай бұрын

    ଯେତେ ଶୁଣିଲେ ବି ଗୀତ ଆଉ ଶୁଣିବାକୁ ଭଲ ଲାଗୁଚି ❤❤❤❤❤

  • @BhaktiBhaba1
    @BhaktiBhaba1 Жыл бұрын

    ଅତି ସୁନ୍ଦର୍ କଣ୍ଠ ଦୁଇଜଣଙ୍କର ।। ଜୟ ଜଗନ୍ନାଥ।। ଭକ୍ତି ଦିବାକର ଓଡ଼ିଆ ଆଧ୍ୟାତ୍ମିକ ଚ୍ୟାନେଲ ତତଫରୁ ଅଶେଷ ଅଶେଷ ଧନ୍ୟବାଦ୍

  • @patelbhai7375
    @patelbhai7375 Жыл бұрын

    Mind blowing❤️ ଯେତେ ବେଳେ ମୁ romantic ମୁଡ଼ ରେ ଥାଏ ଏହି ଗିତ ଶୁଣେ😎

  • @skasituddin977
    @skasituddin977 Жыл бұрын

    ଏଇ ଗୀତକୁ ମୁଁ ଶୁଣିଲେ ମୋ ମନ ଖୁସି ହେଇ ଯାଏ 👍👍

  • @user-cy7dd7sb5o
    @user-cy7dd7sb5o11 ай бұрын

    ବହୁତ୍ ବଢିଆ ଲାଗିଗୁ ଛି ଗୀତ ଦିଲ୍ କିଣି ନେଉଛି

  • @sarojrana6359
    @sarojrana6359 Жыл бұрын

    ଗୀତ ବହୁତ ସୁନ୍ଦର ଲାଗୁଛି l ନନ୍ଦିନୀ ଦିଦି ଙ୍କ କଣ୍ଠ ସ୍ୱର ହୃଦୟ କୁ ଛୁଇଁ ଯାଉଛି ❤️❤️❤️❤️

  • @rajendrakumarnayak5023
    @rajendrakumarnayak50232 жыл бұрын

    ତୁଳସୀ ଗଣନାଟ୍ୟ no1 ଓଡ଼ିଶାର ରେ

  • @yogeshsahu2928
    @yogeshsahu2928 Жыл бұрын

    ନନ୍ଦିନୀ ଭଉଣୀ ସତ ରେ ଭଗବାନ ଙ୍କ ର ତମେ ବରଦାନ ସଦୃଶ।

  • @Jagat_Sahoo1
    @Jagat_Sahoo13 ай бұрын

    ଆଜି କା ସମୟ ରେ ollywood ଠାରୁ jollywood ବହୁତ୍ ଭଲ ❤❤

  • @ranjitmarei44
    @ranjitmarei4410 ай бұрын

    ଯେତେ ଥର ଶୁଣିଲେ ପୁଣି ନୂଆ ନୂଆ ଲାଗୁଛି

  • @deepakmajhi483
    @deepakmajhi4832 жыл бұрын

    Sweet voice..nandeeni ....I love tulasi gananatya..

  • @manasnaik3971
    @manasnaik3971 Жыл бұрын

    ଯେତେ ଶୁଣିଲେ ବି ଆହୁରି ଶୁଣିବା କୁ ଇଚ୍ଛା ହେଉଛି ମୁଁ 100 ଥର ରୁ ଅଧିକ ଶୁଣିଲି Nice voice ଭଉଣୀ Jay jaganath 🙏🙏🙏

  • @manasthapa4784

    @manasthapa4784

    Жыл бұрын

    Thik kahichha bhai mi bi 500 thara helani e Gita ku sunuchhi

  • @tanmayjena3860

    @tanmayjena3860

    Жыл бұрын

    Mu bhai 100 thar

  • @jatin_creation_.143

    @jatin_creation_.143

    Жыл бұрын

    Yes bro 😊

  • @samalmahar601

    @samalmahar601

    Жыл бұрын

    ​@@manasthapa4784

  • @mrshyam5010

    @mrshyam5010

    Жыл бұрын

    ❤️❤️❤️❤️

  • @muziclover576
    @muziclover576 Жыл бұрын

    ଏମିତି ଗୀତ ମୁ କେବେ ଶୁଣି ନଥିଲି ବହୁତ ଭଲ ଲାଗୁଛି ଆଉ ମୁଁ ସବୁଦିନେ ଶୋଇଲା ବେଳେ ଶୁଣିକି ସୋଇପଡ଼େ ❤❤❤❤❤

  • @fantasynonstopprediction2316

    @fantasynonstopprediction2316

    6 ай бұрын

    Handel mari ethra soiba

  • @LIPUNSODIA

    @LIPUNSODIA

    3 ай бұрын

    ଏହି ହେଉଛି କଳା ପ୍ରତି ଭଲ ପାଇବା ❤

  • @user-zk3ge1ty9b

    @user-zk3ge1ty9b

    3 ай бұрын

    Dhanyawad ❤❤❤

  • @jagannathpatra8585
    @jagannathpatra8585 Жыл бұрын

    very nice love song ଜୟ ମା ମଙ୍ଗଳା ଜୟ ମା ମନସା ଜୟ ମା ତାରିଣୀ

  • @lalitbhoi5122
    @lalitbhoi51222 жыл бұрын

    ଯେତେ ଥର ଶୁଣିଲେ ପୁଣି ନୂଆ ନୂଆ ଲାଗୁଛି 👌👌👌👌👌👌👌👌👌👌👌

  • @gurupadasethi8575

    @gurupadasethi8575

    Жыл бұрын

    Pppplpll

  • @ankitkumarnaik5624

    @ankitkumarnaik5624

    Жыл бұрын

    Yes 🥰

  • @tunajena3686

    @tunajena3686

    Жыл бұрын

    Hnn

  • @s.t.official3790

    @s.t.official3790

    Жыл бұрын

    ସତ୍ କଥା 👍👍

  • @abinashhota1993

    @abinashhota1993

    Жыл бұрын

    Right

  • @Sb_jmp_creation
    @Sb_jmp_creation2 жыл бұрын

    ଭଲ ଗାଉଛ ତୁମେ ଜୀବନରେ ବହୁତ୍ ଆଗକୁ ଯିବ 🎉🎉🎉🎉

  • @BIKASH_SAD_STATUS

    @BIKASH_SAD_STATUS

    Жыл бұрын

    Yessir

  • @rajatjena2096

    @rajatjena2096

    Жыл бұрын

    Nice song one my favourite jatra song

  • @rabindrakumarbiswal4452
    @rabindrakumarbiswal4452Ай бұрын

    ଉଭୟ ଗାୟକ ଗାୟିକା ସ୍ୱର୍ଗୀୟ ସ୍ୱର ଧାରି ଅଟନ୍ତି A GRAND SALUTE

  • @sarojkumarbehera1761
    @sarojkumarbehera17614 ай бұрын

    ATI Sundar Kantha 2janankara heichhi Very nice song Bar bar acha hauchhi suniba pain

  • @hrudaranjannayak6203
    @hrudaranjannayak62032 жыл бұрын

    ବହୁତ ସୁନ୍ଦର ଲାଗିଲା ଗୀତଟି। ଧନ୍ୟବାଦ। ଆଗକୁ ଆହୁରି ମାଡି ଚାଲ।

  • @ugond484
    @ugond484 Жыл бұрын

    ଧନ୍ୟବାଦ୍ ଜଣାଉଛି ଆମ ଓଡ଼ିଶାର କଳାକାର ମାନଙ୍କୁ . ସତରେ ହୃଦୟ କୁ ଛୁଇଁଲା । 👉❤🙏🙏🙏 ଜୟ ଜଗନ୍ନାଥ ତୁମେ ହିଁ ଏକ ସାହା ଭରସା ।

  • @kshetrapatra4069

    @kshetrapatra4069

    Жыл бұрын

    All staff God bless you And your party🎈🎈🎈🎈🎈🎈🎈🎉🎉🎉🎉🎉

  • @a.difficultresearch..boy.7729
    @a.difficultresearch..boy.7729 Жыл бұрын

    ଏଗୀତର କି ଯାଦୁ ଅଛି କେ ଜାଣି ,ମନ ମୋହି ନେଉଛି ,,ଯେତେ ଶୁଣିଲେ ବି କମ୍ ଲାଗୁଛି। ସବୁବେଳେ ଶୁଣିବାକୁ ଇଛା ହେଉଛି

  • @bikrampradhan8161

    @bikrampradhan8161

    Жыл бұрын

    Ta suna sabu dine kiye Mana karuchi ki tamaku

  • @padmanabhneti8819

    @padmanabhneti8819

    Жыл бұрын

    Bht bhl lage

  • @rakeshnayak6411

    @rakeshnayak6411

    Жыл бұрын

    Suni chale genda khia

  • @dscreation99

    @dscreation99

    Жыл бұрын

    ଭାଇ ସତ କହି ଲ

  • @liteshkumar2496

    @liteshkumar2496

    Жыл бұрын

    Ei gitara lyrics and feeling 👌

  • @rdpreschool
    @rdpreschool Жыл бұрын

    ଅତି ସୁନ୍ଦର ଗାଉଛନ୍ତି ଭାଇ ଆଉ ଦିଦି 🙏

  • @hareshkumarpatel4586
    @hareshkumarpatel45862 жыл бұрын

    ଅପେରା କଳା ଟି ଓଡ଼ିଶା ରେ ଏମିତି ବଞି ରହିଥାଉ। ଜୟ ଜଗନ୍ନାଥ

  • @bapinapradhan3505

    @bapinapradhan3505

    Жыл бұрын

    Nandini.didi.nicesong

  • @bhabanimohanty5716
    @bhabanimohanty57162 жыл бұрын

    ଗୋଟିଏ ଗୋଟିଏ ସୁନ୍ଦର କଳାକାର ଏଇ ଦୁଇ ଜଣ,

  • @barsaranidas3870
    @barsaranidas3870 Жыл бұрын

    ସତରେ ଏ ଗୀତରେ କି ଯାଦୁ ଅଛି କେଜାଣି ଯେତେ ଶୁଣିଲେ ମନ ଭରୁନି, ମୁଁ ତ ପ୍ରାୟ ସବୁବେଳେ ଶୁଣୁଚି ଯେତେ ଶୁଣିଲେ ବି କମ୍ ଲାଗୁଚି,,Nyc voice & Nyc song God bless u both singer

  • @chandankhatua6224
    @chandankhatua62247 ай бұрын

    খুব ভালো।।wonderful

  • @sripaddalai8592
    @sripaddalai85922 жыл бұрын

    ଅତି ସୁନ୍ଦର 👍👏👌

  • @ranjanmohanty9840
    @ranjanmohanty98402 жыл бұрын

    Jatra dunia re aji jae a gitati no 1 dhanyavad all kalakar 👍🙏❤️

  • @pawankumar-cz1yd
    @pawankumar-cz1yd2 ай бұрын

    Ati Sundar lekha music 🎵🎵 God bless you

  • @samratashok4812
    @samratashok48122 ай бұрын

    ହୃଦୟ ରେ ଲାଗୁଥିବା ସଂଗୀତ ❤

  • @lizabisoyi5608
    @lizabisoyi56082 жыл бұрын

    Waw...Pura . Heart touching song & Romantic song 👌👌👌👌👌👌 aji ki 30+ song ta suni thibi

  • @santoshkumarmohanty4191

    @santoshkumarmohanty4191

    2 жыл бұрын

    Mo sanga din ku 30+ sunuchhi

  • @narayanojha5934
    @narayanojha59342 жыл бұрын

    Dayanidhi sir is great.eimiti sabu bhala bhala post karithibaru.i love tulasi gananatya.love u all team.

  • @firojpradhan588
    @firojpradhan5883 ай бұрын

    Wooo bahut bhadia song nida naa asile ye song suniki soijaye

  • @gaganbiharipatra4007
    @gaganbiharipatra40073 ай бұрын

    Bahut vala heichhi Gita...barambar sunibaku ichha hauchhi

  • @Travelkrisna5474
    @Travelkrisna54742 жыл бұрын

    Most favourite song of the party of ତୁଳସୀ ଗଣନାଟ୍ୟ.....❤️❤️❤️❤️

  • @jatraloversibun
    @jatraloversibun2 жыл бұрын

    Jatra tulasi gananatya no 1 love song 👌👌👌👌

  • @jatraloversibun

    @jatraloversibun

    2 жыл бұрын

    Pramad bhai so beautiful jodi👌👌👌👌👌

  • @laxmitelecom78
    @laxmitelecom78 Жыл бұрын

    jatra jagatare hrudaya ku chuila vali gitatiye,music nd song 💕💕💕💕💕💕

  • @badhahansdah2822
    @badhahansdah2822 Жыл бұрын

    ସତରେ ଯେତେ ଶୁଣିଲେ ବି ମନ ମାନୁନି ବାରମ୍ବାର ଶୁଣି ବାକୁ ଇଛା ହେଉଛି ❤️❤️❤️❤️❤️❤️😘😘😘😘😘 I love song .

  • @satrughanbehera4410
    @satrughanbehera44102 жыл бұрын

    Both are finest singer than human sagar and tappu mishra love from my buttom heart towards Nandini 😍😍

  • @kabirajbehera795
    @kabirajbehera7952 жыл бұрын

    ତମର ବହୁତ ଭଲ voice ଅଛି ଦିଦି, ତମେ ଆହୁରି ଆଗକୁ ଭଲ ଭଲ ଗିତ ଗାଇ ପାରିବ 👌👌👌

  • @sahilsollywood6719
    @sahilsollywood6719 Жыл бұрын

    Vaujo pain song ta super hit hela......... thank you vaujo

  • @chandan_02allvlog63
    @chandan_02allvlog63 Жыл бұрын

    Sabu Gita emithi hechi jete suni laku ahuri echa hauchi sunibaku ooo so swety voice

  • @chandantarai2306
    @chandantarai2306 Жыл бұрын

    Mana khusi Kariba Vali Geeta, really very nice song and sweet voice and music are very nice, heart ku nischita touch Kala Valia song 🙏🙏🙏🙏

  • @143Bikram
    @143Bikram2 жыл бұрын

    ପ୍ରମୋଦ ଭଲ ଗାଉଛି, ହ୍ୟୁମାନ ସାଗର ଠାରୁ.... ଭଲ କଣ୍ଠ

  • @bhaagyakumar_8188

    @bhaagyakumar_8188

    2 жыл бұрын

    Human Sagara Kan ki

  • @julupradhan5199

    @julupradhan5199

    2 жыл бұрын

    ହ୍ୟୁମାନ ସାଗର କିଏ ? ସବୁ ଗୀତ copy ସେ studio ରେ Auto-Tune ସାହାରାରେ ଗାଉ ଛନ୍ତି ହେଲେ ଏ ମାନେ live stage

  • @Budheswarbinatapattayat

    @Budheswarbinatapattayat

    2 жыл бұрын

    Right bro

  • @Budheswarbinatapattayat

    @Budheswarbinatapattayat

    2 жыл бұрын

    @@julupradhan5199 Right

  • @Budheswarbinatapattayat

    @Budheswarbinatapattayat

    2 жыл бұрын

    @@bhaagyakumar_8188 Se gote Bala

  • @mithunjena3320
    @mithunjena3320 Жыл бұрын

    ଦୁଇ ଜଣ ବହୁତ ଭଲ singer ❤. You are the best

  • @hostgamerz2480
    @hostgamerz2480 Жыл бұрын

    Bhai mane Gita sunila pare kete vala lagila super brooo

  • @abinashmishra8574
    @abinashmishra8574 Жыл бұрын

    These voice are litarlly showing the talent of the singer...surely these two are miles way ahade

  • @maheshbabuvlogs952

    @maheshbabuvlogs952

    Жыл бұрын

    sehi pua jie gita gauchi se hauchi MO Bhai...

  • @sunandasahoo8809
    @sunandasahoo88092 жыл бұрын

    I have listen 15times bcz it's voice and music really good

  • @pabitrakumarpatra9062
    @pabitrakumarpatra9062 Жыл бұрын

    Nandini voice really good 😊

  • @biswajitmahanta322
    @biswajitmahanta3227 ай бұрын

    ବହୁତ ସୁନ୍ଦର 👌🏿👌🏿👌🏿👌🏿👌🏿👌🏿👍🏼

  • @sribant7489
    @sribant74892 жыл бұрын

    So beautiful voice. ..Nandini sister. ..❣️

  • @sanjibmajhiyadav9746
    @sanjibmajhiyadav9746 Жыл бұрын

    ଓଡ଼ିଶା ଯାତ୍ରା ଜଗତର ସୁପର ହିଟ୍ ଲଭ ଗୀତ ❤️❤️

  • @HariKrishna-gt9jp
    @HariKrishna-gt9jp5 ай бұрын

    କଣ୍ଠରେ ନମିତା ଅଗ୍ରୱାଲ ସୁର ତାଳ ରହୁଛି....ଜୟ ଜଗନ୍ନାଥ

  • @debasish3211

    @debasish3211

    4 ай бұрын

    ନମିତା ଅଗ୍ରୱାଲ ଠାରୁ ବେଶୀ ଭଲ voice

  • @happycreations6599
    @happycreations6599 Жыл бұрын

    I already more than 600Times watch this song

  • @dinabandhunaik5499
    @dinabandhunaik54992 жыл бұрын

    I have listen more than 50 times this song already Nandini mam you r super

  • @alokchandrabarik2878
    @alokchandrabarik2878 Жыл бұрын

    Tone and timber are excellent and superb, lots of love ❤

  • @dambaruchhatria-xr5lk
    @dambaruchhatria-xr5lk Жыл бұрын

    Very nice song Jay jagannath Jay jagannath om santi

  • @Gunanidhilife
    @Gunanidhilife2 ай бұрын

    Mind blowing song Mind blowing voice Mind blowing music Exlent exlent very very Exlent ❤❤❤ love you Tulsi gannatya

  • @bishnupriyadash2437
    @bishnupriyadash24372 жыл бұрын

    Nandini very nice singer🎤 nandini ama berhampur jhia

  • @kailashchandrapadhiary5512
    @kailashchandrapadhiary55122 жыл бұрын

    Very nice song by the singers with excellent music !

  • @pramodputel9712

    @pramodputel9712

    7 ай бұрын

    0:37

  • @user-jy2jg8zv2i
    @user-jy2jg8zv2i9 ай бұрын

    ବହୁତ ସୁନ୍ଦର ଗୀତ

  • @amulyakumarmallick5463
    @amulyakumarmallick54632 жыл бұрын

    I salute you all staff, mind blowing performance. Music voice is amazing

  • @YuvaKshtriyaPaikAkhada
    @YuvaKshtriyaPaikAkhada2 жыл бұрын

    Outstanding voice..... Jabardast

  • @gautamjena9428
    @gautamjena9428 Жыл бұрын

    Salute to the music director and composer

  • @jyotiranjanbhoi2655
    @jyotiranjanbhoi26555 ай бұрын

    ସତରେ କି ସୁନ୍ଦର କଣ୍ଠ👌👌👌 ଏହା ହେଉଛି ଭଗବାନଙ୍କ ବରଦାନ🙏🙏

  • @abinashsethi6730
    @abinashsethi6730 Жыл бұрын

    All members are excellent Singer , musicians

  • @Travelkrisna5474
    @Travelkrisna5474 Жыл бұрын

    Superhit song in all jollywood industry...

  • @sagarmeher2337

    @sagarmeher2337

    Жыл бұрын

    Sweet voice sis

  • @paramanandanaik-xm8cc
    @paramanandanaik-xm8cc9 ай бұрын

    ଯେତେ ଶୁଣିଲେବି ମନ ଭରୁନି i love this song

  • @user-us9ug2dw2k
    @user-us9ug2dw2k5 ай бұрын

    Mu sabubele sune mora maindi frece hoi ja a danyabad tuma ku

  • @pranayasamantaray
    @pranayasamantaray2 жыл бұрын

    Salute to the music team. Excellent job done by each members.

  • @lelinhedenja9119
    @lelinhedenja91192 жыл бұрын

    ଜୟ କଳା, ଜୟ କଳାକାର 🙏🙏🙏🙏

  • @ManasranjanSwain-yk6il
    @ManasranjanSwain-yk6il Жыл бұрын

    ଗୀତର କିଛି ଜାଣିବା ଦରକାର. ତାହାର. ମହାତ. କଣ କିନ୍ତୁ ଗୀତଠୁ ଅତି ସୁନ୍ଦର. ଶବ୍ଦ କାରଣ ଭାଷଟା ବହୁତୁ ମଧୁର କିନ୍ତୁ ଗାଇବାର ବି କିଛି ସାୟାଳୀ ଥାଏ? କାରଣ. ନେଇ ଆଣି ଥୋଇବା. ଦରକାରେ./ଧନ୍ୟବାଦ ଗୀତ ଲେଖକୁ?🙏🙏🙏🙏🙏

  • @prasantnayak8012
    @prasantnayak80123 ай бұрын

    Love from odisha Bhadrak 🙏🇮🇳🙏

  • @ashrurekhamallick1413
    @ashrurekhamallick1413 Жыл бұрын

    Both ve a beautiful voice ,god bless u

  • @ratikantamohanta3598
    @ratikantamohanta35982 жыл бұрын

    One of my best song. mind-blowing voice. lyrics is outstanding 👏 👌

  • @priyamajhi9096
    @priyamajhi90964 ай бұрын

    Super fantastic song God blesses

  • @prashantnaik89
    @prashantnaik89 Жыл бұрын

    Many many thanks 💖 Nandini for your lovely voice

  • @Gunusunu_Official
    @Gunusunu_Official2 жыл бұрын

    Thanks for singing this song. I have also listening this song more than 100 times. Heart touching song. Salute for musician. Lyrics. Singers🎤 Jollywood jindabaad

  • @lovelycreation8796
    @lovelycreation8796 Жыл бұрын

    Nice Song 🥰🥰🥰 . Love From Kendujhar, Odisha 🥰🥰🥰

  • @harshitnayak6880

    @harshitnayak6880

    Жыл бұрын

    😮

  • @ralupradhan9511
    @ralupradhan9511 Жыл бұрын

    ଏ ଗୀତରେ ମନେ ପଡୁଯାଉଛି ପ୍ରଥମ ପ୍ରେମର ଅନୁଭୂତି thank you🙏

  • @heartlessboymj7568
    @heartlessboymj7568 Жыл бұрын

    I am from West Bengal ... I like Odisha music very much

  • @ajitkumarsethi1419
    @ajitkumarsethi14192 жыл бұрын

    I have listened it more than 500times

  • @tophanbehera8045
    @tophanbehera80452 жыл бұрын

    Outstanding Voice..... Nandini ma'am...👌👌❤️❤️❤️

  • @kumarajayofficial
    @kumarajayofficial Жыл бұрын

    Nice tulasi gananatya and Sound, audio operator nice ❤️❤️❤️ satisfied

  • @mrkanha619
    @mrkanha619 Жыл бұрын

    Outstanding performance by Nandini didi 🙏👍👍

  • @jeetbabu41
    @jeetbabu41 Жыл бұрын

    Both very very talented singer...

  • @itssangramvlogs952
    @itssangramvlogs9522 жыл бұрын

    Heart touching song 😍🙈♥️🥰

  • @SAGAR_VLOGS7856
    @SAGAR_VLOGS7856 Жыл бұрын

    Actually saruni gapa ki saruni papa ra jete bhi song achi mind fresh song mana kasta re thile bhi ai song sunile mind cool hei jauchi

  • @abhimanyusing6274
    @abhimanyusing62743 ай бұрын

    ବହୁତ ସୁନ୍ଦର ଗୀତ ❤❤❤❤

  • @maapadmasiniproduction7074
    @maapadmasiniproduction7074 Жыл бұрын

    Beautiful song with beautiful singer ❤ i love this song 🎵 👌👌👌

Келесі