TU MORA NAHELU NAHIN | Odia Romantic Poem Video | Ashiwini | Shraddha | Tapu Nayak | OdiaOne

Музыка

One of the most romantic poem song 'Tu Mora Nahelu Nahin'
Samaresh Routray Presents: Tu Mora Nahelu Nahin
Odisha's First Musical Video By: Rajendra Mohanta & Team
Co Produced By: Idol Odisha & Rajendra Mohanta Films
Narration: Aswini Kumar Tripathy
Poem -Tapu Nayak
Music- Nabs & Saroj
Editor- Manas Kumar Sahoo
Dop- Akshay Kumar Nayak
Associate Director- Debadatta Biswal
Assistant Director- Milan Jaysingh
Associate Cinematographer- Prabira Amant
Assistant Editor- Deba
Colorist- Biswajit Swain
Make-Up- Manas
Production Manager- Uttam Mohanty
Post Production- Studio 360
Story, Screenplay & Director- Rajendra Mohanta
Click to Subscribe - bit.ly/OdiaOne
Music On - Odiaone
Online Partner - www.odiaone.com
Like us on - / odiaoneentertainment
Follow us on - / odiaoneofficial
For more updates on Odia films stay connected with - www.odiaone.com
To see more Odia videos visit - / odiaoneentertainment
To watch videos on daily motion: www.dailymotion.com/odiaoneent...
This is the Copyright content of OdiaOne Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !

Пікірлер: 1 000

  • @sarojkantanayak4041
    @sarojkantanayak40413 жыл бұрын

    ଖୁବ୍ ସରଳ ମନଲୋଭା କବିତା। ପରିବେଷଣର ଢଙ୍ଗରେ ଅତି ଆତ୍ମୀୟତା। ଆତ୍ମାକୁ ସ୍ପର୍ଶ କରିଗଲା। କେମିତି ଗୋଟେ ଭାବପ୍ରବଣ କରିଦେଲା। ସବୁଠାରୁ ସୁନ୍ଦର ଥିଲା ସମ୍ପୂର୍ଣ୍ଣ ଶୁଦ୍ଧ ଓଡ଼ିଆ ଗାଉଁଲି ପରିବେଶ ଓ ତା ସହ ନାୟକ ନାୟିକାଙ୍କ ନିରିହ ପ୍ରାଣର ନିଷ୍କପଟ ଅଭିବ୍ୟକ୍ତି। ଯାହା ତାଙ୍କ ଅଭିନୟରେ ଝଲସି ଉଠିଲା। ଖୁବ୍ ସୁନ୍ଦର। ଏକ ନୂଆ ଚିନ୍ତାଧାରା। ଚମତ୍କାର। ଚମତ୍କାର। ଚମତ୍କାର

  • @asutoshdixit8546

    @asutoshdixit8546

    3 жыл бұрын

    Bhai pura jabardast 👌❤❤👌

  • @jaijabanparija6321

    @jaijabanparija6321

    3 жыл бұрын

    P

  • @sasmitabehera4967

    @sasmitabehera4967

    3 жыл бұрын

    Bahut sundar

  • @sasmitabehera4967

    @sasmitabehera4967

    3 жыл бұрын

    Kete sundar ......ate emotional love jaha ki hrudayare rahigala sundar kabita ti

  • @lokaswain1434

    @lokaswain1434

    3 жыл бұрын

    .

  • @ranjitasahoo2155
    @ranjitasahoo21553 жыл бұрын

    ଭାବପ୍ରବଣତା ସାଥେ ହୃଦୟ କୁ ଛୁଇଁଛି କେମିତି କହିବି ଭାଇ ଅତି ସୁନ୍ଦର ହେଇଛି

  • @bapikumar708
    @bapikumar7083 жыл бұрын

    ଓଡ଼ିଶାରେ କିଛି ନୂଆ ଚେଷ୍ଟା ଅତି ସୁନ୍ଦର ଭିଡ଼ିଓ ଅଶ୍ୱିନୀ ଭାଇଙ୍କର voice ଅତି ସୁନ୍ଦର

  • @bhabanidas_
    @bhabanidas_3 жыл бұрын

    ଭାଇ ପୁରା ବୋବାଲ୍ ହେଇଚି ❤️ ପୁରା ୟୁନିକ୍ ଷ୍ଟାଇଲ ମୋ ମନକୁ ଛୁଇଁ ଗଲା ସେୟାର କରିଦେଲି 🔥🔥

  • @arnendupradhan.6321
    @arnendupradhan.63213 жыл бұрын

    ଆଜିବି ଏ ନିରୀହ ହୃଦୟ ତତେ କେତେ ଯେ ଖୋଜୁଛି.... ତୁ ମୋର ନହେଲୂ ନାହିଁ.... ମୁଁ ତୋର ହେଇଛି... ମୁଁ ତୋର ହେଇଛି... ତୋ ବିନା ଦିନ ମୋର ଯେ କେମିତି କଟୁଛି.... ଆଉ ତତେ ଅପେକ୍ଷା କରିବି... ନାଁ ... ଫେରି ଯିବି ଭାବି ଭାବି ମୁଁ ପ୍ରତିମୁହୂର୍ତ୍ତ ରେ ମରୁଛି .... ତୁ ମୋର ନହେଲୁ ନାହିଁ.... ମୁଁ ତୋର ହେଇଛି..... ମୁଁ ତୋର ହେଇଛି.....

  • @pddjsp
    @pddjsp3 жыл бұрын

    ଓଡିଆ ଇଣ୍ଡଷ୍ଟ୍ରିର ଭବିଷ୍ୟତ ଭଲ ଲୋକଙ୍କ ହାତରେ ଅଛି ... ଦୟାକରି ଓଡିଆ ଭାଷା ଏବଂ ସଂସ୍କୃତିକୁ ଯଥାସମ୍ଭବ ପ୍ରୋତ୍ସାହିତ କରନ୍ତୁ | ଚମତ୍କାର କବିତା ...

  • @jayadevsandha6383

    @jayadevsandha6383

    Жыл бұрын

    best reply ever

  • @Lina_love_life
    @Lina_love_life3 жыл бұрын

    ସତରେ ବହୁତ ସୁନ୍ଦର ହେଇଛି |ନିଜ ଜୀବନ ରେ ଯେମିତି କିଛି ଗୋଟେ ହେଇଚି ସେହିପରି ଲାଗୁଚି |ମନକୁ ଛୁଇଁଛି

  • @bhabendratudu829

    @bhabendratudu829

    3 жыл бұрын

    Sata re

  • @odiateachingpoint-gopaband4199
    @odiateachingpoint-gopaband41993 жыл бұрын

    ଭାବନା ଭିତରେ ଥିବା ଶବ୍ଦକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି। ହୃଦୟ ସହ ଆତ୍ମାକୁ ବି ଛୁଇଁ ଗଲା। ଖୁବ ମନଲୋଭା..ଆଉ ଏମିତି ଢଙ୍ଗରେ ପରିବେଷଣ କରାଯାଇଛି,ଆଖି ହଟାଇବାକୁ ଇଚ୍ଛା ହେଉନି। ଓଡ଼ିଆ ଭାଷାକୁ ବହୁତ ସୁନ୍ଦର ଭାବରେ ଶାଣିତ କରି ନୂଆ ରୂପରେ ଓ ନୂଆ ଢଙ୍ଗରେ ଉପସ୍ଥାପନ କରିଥିବାରୁ ମୋ ତରଫରୁ total team କୁ ହୃଦୟରୁ ବହୁତ ସାରା ଭଲପାଇବା। 💖💖💖💖💖💖👌👌👌👌👌👌👌👌👌👌👌👌👌

  • @pitabasdas8030
    @pitabasdas80303 жыл бұрын

    ସତରେ ଆପଣ ଚେଷ୍ଟା କରୁଥିବା ନମ୍ବର ଟି ଅନ୍ୟ ଏକ କଲ୍ ରେ ବ୍ୟେସ୍ତ ଅଚ୍ଛି। It's totally different..... great creation for new music with words....... Kindly request you continue to next part....

  • @irtayag9
    @irtayag93 жыл бұрын

    ଭାବନା ର ଶବ୍ଦ ଗୁଡ଼ିକ ହୃଦନ୍ତର କୁ ସ୍ପର୍ଶ କରିଲା❤.. ଦ୍ବିତୀୟ ଅଧ୍ୟାୟ କୁ ହୃଦୟ ଅପଲକେ ଅପେକ୍ଷିତ କରି ରହିଲା..❤✍

  • @prasantkumarnayak5791

    @prasantkumarnayak5791

    3 жыл бұрын

    Apn stroy lekhantu .osm yrr

  • @umakantapradhan1019

    @umakantapradhan1019

    2 жыл бұрын

    Nice

  • @gknaik007
    @gknaik0073 жыл бұрын

    ମୁ ବି ମନକୁ କଠୋର ଆଉ ହୃଦୟକୁ ପଥର କରିଛି, କେବେ ତୋ ଦେଖା ନ ପାଇ ଲୁହ ଭିଜା ଆଖି ନେଇ ମନକୁ କେତେ ବୁଝେଇଛି, ତୁ ମୋର ନ ହେଲୁ ନାହିଁ ମୁଁ ତୋର ହେଇଛି। ତୋ ହସରେ ଖୁସି ଆଉ ତୋ ଦୁଃଖରେ ଲୁହ ବି ଝରେଇଛି, ତୋ ରାଗ ଋଷା ମାନ ଅଭିମାନ ସବୁ ସାଉଁଟି ଆଜିବି ବଞ୍ଚିଛି, ତୁ ମୋର ନ ହେଲୁ ନାହିଁ ମୁଁ ତୋର ହେଇଛି। 💔💔💔💔💔💔

  • @krutarthanaik8598
    @krutarthanaik85983 жыл бұрын

    ନହେଲୁ ନାହିଁ ତୁମୋର ହେଲେ ହୃଦୟ ରୁ ଦେଇନି ତଡି ,,, ଅପେକ୍ଷା କରିଛି ହୃଦୟ ମୋର ଆର ଜନମରେ ଆସିବୁ ପୁଣି ବାହୁଡି ,,, ଅତି ସୁନ୍ଦର ଭାବରେ ଲୋକଙ୍କ ପାଖରେ ପହଞ୍ଚାଇଥିବାରୁ thanks ଅଶ୍ବନି ଭାଇ ବହୁତ ଭଲ କବିତା ମନକୁ ଛୁଇଁ ଗଲା

  • @PatraClicks
    @PatraClicks3 жыл бұрын

    ବାଃ।।। ଓଡ଼ିଆ ସିନେମା ଓ ସଂଗୀତରୁ ମନ ଉଠିଯିବା ସମୟରେ ଅପଣମାଙ୍କର ପୁଣି ଏପରି ମନଲୋଭା ଖାଣ୍ଟି ଓଡ଼ିଆ ଭିଡ଼ିଓଟି କହିବାକୁ ଚେଷ୍ଟା କରୁଛି ଯେ, ମୋ ପ୍ରିୟ ଓଡ଼ିଆ ଭାଇ ଭଉଣୀ ନିରାଶ ହୁଅନି , କିଛି ଯୁବ ପ୍ରତିଭା ଆପଣଙ୍କୁ ନିରାଶ ହେବାକୁ ଦେବେନି । ବହୁତ ବହୁତ ଶୁଭକାମନା ଓ ଭଲପାଇବା ।❤️

  • @trilochanapradhan6996

    @trilochanapradhan6996

    3 жыл бұрын

    Great

  • @sanjaykumar-tx4xg

    @sanjaykumar-tx4xg

    3 жыл бұрын

    🙏🙏🙏 wee 4r

  • @biswaranjandas8192

    @biswaranjandas8192

    3 жыл бұрын

    🙏🙏🙏

  • @sipunbarik2155

    @sipunbarik2155

    3 жыл бұрын

    Thank you 😊❤️❤️❤️❤️❤️

  • @nayaksoumyaprakash7090
    @nayaksoumyaprakash70903 жыл бұрын

    It's called revolution.... Samaresh routray started a great revolution in odia industry... Simply it touched to my heart💕..

  • @Odiaone

    @Odiaone

    3 жыл бұрын

    Thanks

  • @sibasishsahu7887

    @sibasishsahu7887

    3 жыл бұрын

    He was the same person who did revolution by Dhauli express... Probably if Samresh sir you are reading my this comment.. do try to create original content which contains the flavour and essence of our odia culture and Language and i do repeat please dont add any hindi /urdu or any other languages word ... I do feel DFilms ଫଗୁଣ and ଫେରିଛି ଫଗୁଣ..khordha toka channels ତୁମ ଓଦା ଆଖି and ଅନୁତାପ song by ଅନ୍ତରା ଚକ୍ରବର୍ତ୍ତୀ proved that song amd lyrics can beat anythings and we can create odia songs with proper odia words and meaningful lyrics.. Do try sir i am your fan in case i would create a movie on paika bidroha/kalinga war manoj mishra and you would be noticeable character although you had acted in palaavi's and Akhyay Parija Production house's Paika bidroha short film this year

  • @J.SwagatMishra007
    @J.SwagatMishra0073 жыл бұрын

    ଅତି ସୁନ୍ଦର କବିତା । ଭାବ ଯେମିତି ଭାଷା ବି ଠିକ୍ ସେମିତି । କବିତା ଭିତରେ ଏକ ଚମତ୍କାର କାହାଣୀର ପରିକଳ୍ପନା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଓଡିଆ ସଂଗୀତ ଓ ଅଭିନୟ ଦିଗରେ ଏହା ଏକ ନୂତନ ପଦକ୍ଷେପ, ନିଶ୍ଚିତ ଭାବେ ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ । ଅନ୍ୟ ମାନଙ୍କ ପ୍ରତି ଏହା ଏକ ପ୍ରେରଣା ଓ ଆହ୍ୱାନ ମଧ୍ୟ । ମାୟାଧର ମାନସିଂହ ଏବଂ ଦେବଦାସ ଛୋଟରାୟଙ୍କ କବିତାକୁ ମଧ୍ୟ ଏପରି ଏକ କାହାଣୀର ରୂପ ଦେଇହେବ । ଆଗକୁ ଆଶା ରଖେ ଏପରି ଅନେକ ସୁନ୍ଦର କବିତା ସମେତ ଭିଡିଓ ମାଧ୍ୟମରେ ଆମକୁ ମନୋରଞ୍ଜନ ଯୋଗାଇଦେବେ । ଧନ୍ୟବାଦ

  • @dedicatordeepak9040
    @dedicatordeepak90403 жыл бұрын

    ତୁ ମୋର ନହେଲୁ ନାହିଁ ମୁଁ ତୋର ହେଇଚି ଅନାବନା ଶବ୍ଦ ମେଳେ କେତେ ମୁଁ ଖେଳିଚି ଅପହଞ୍ଚ ଇଲାକାରେ ଏକା ଏକା ଚାଲିଚି ତୋ ଆଖିର ଲୁହ ସବୁ ପାଣି ଭଳି ପିଇଚି ତୁ ମୋର ନ ହେଲୁ ନାହିଁ ମୁଁ ତୋର ହେଇଚି.... ବହୁତ ବହୁତ ବହୁତ ସୁନ୍ଦର ହେଇଛି।

  • @bishwabhusanpalai3676
    @bishwabhusanpalai36763 жыл бұрын

    ତୁ ମୋର ନହେଲୁ ନାହିଁ ମୁଁ ତୋର ହେଇଛି.... ବହୁତ ସୁନ୍ଦର। ଓଡ଼ିଆ କଳା ଜଗତରେ ଏକ ନୂତନ ଏବଂ ଅଭିନବ ପ୍ରୟାସ।

  • @abiswajeet8432
    @abiswajeet84323 жыл бұрын

    Concept , voice ,vedio ,music , location, charecter , no alcohol no bad words, specialy ଓଡ଼ିଆ ଶବ୍ଦ ର ସଂଯୋଗ ଯେପରି ହେଇ ଅଛି..... ଆଜିକା ସମୟ ରେ ଆଠୁ ଆଉ ସୁନ୍ଦର୍ କଣ୍ vedio ହେଇ ପରି ବ..... ଏ ପରି ଆମ ଓଡ଼ିଶା ,ଓଡ଼ିଆ କୁ ସୁନ୍ଦର୍ ଭାବରେ vedio ମାଧ୍ୟମରେ ଉତ୍ତୋଳନ କରି ଥିବାରୁ ରାଜେନ୍ଦ୍ର sir nku ଧନ୍ୟବାଦ୍ । ଏହି ପରି ସୁନ୍ଦର୍ vedio banau ଥାନ୍ତୁ । ଆଶ୍ୱିନ au heroin nka expression 1no. 👌👌👍🌼

  • @rajendramohanta6344

    @rajendramohanta6344

    3 жыл бұрын

    Thank you ❤️🙏

  • @mr.diluaa8941
    @mr.diluaa89413 жыл бұрын

    ଗଭୀର ଅନୁଭବ କରିପାରିଲି ମୁଁ ନୀରବତା ହୃଦୟର ନିଃସଙ୍ଗତା ବନ୍ଧୁ ସାଜିଛି ଆଜି ବଡ଼ ବିବର୍ତ୍ତନ ଏ ସମୟର..... 🌼

  • @prasantkumarnayak5791

    @prasantkumarnayak5791

    3 жыл бұрын

    Owo .nice line mo bhai

  • @rajasahu5950
    @rajasahu59503 жыл бұрын

    Aswin is now star ...... Gote sad song aswin karaaaaa. Your expression just wow. Now one can bit this natural expression style ....

  • @luckyluckypati
    @luckyluckypati3 жыл бұрын

    ସତ ରେ ବହୁତ୍ ସୁନ୍ଦର୍ ହେଇଛି | ସମରେଶ ଭାଇ ଆପଣଙ୍କ ଅବଦାନ ଏ ଓଡ଼ିଆ ସିନେମା ଜଗତ କୁ ବହୁତ୍ ଆଗକୁ ନେଇଯିବ.. ସବୁ ଠାରୁ ଭଲ ଲଗିଲା to be continued.. Waiting for the next part 🙏

  • @srminnovation3211
    @srminnovation32113 жыл бұрын

    ବହୁତ ସୁନ୍ଦର ଅଶ୍ଵିନ ଭାଇ ହୃଦୟ କୁ ଛୁଇଁ ଗଲା ।

  • @sweetAura28
    @sweetAura283 жыл бұрын

    First time I felt touched with one odia project ..loved it Ashwin 🤟🏻

  • @JOHN-ht3fw

    @JOHN-ht3fw

    3 жыл бұрын

    I love uhhh tooo😘😘😘

  • @krishnavision2023
    @krishnavision20233 жыл бұрын

    ଅଶ୍ବିନି ଭାଇ ମୁଁ ଜଗନ୍ନାଥଙ୍କୁ ପ୍ରାଥନା କରୁଛି ଆପଣ ଆହୁରି ଭଲ କରନ୍ତୁ. ଭିଡିଓଟି ଅତି ସୁନ୍ଦର ହୋଇଛି.

  • @chandradas-mk9oo
    @chandradas-mk9oo2 жыл бұрын

    ଅତି ସୁନ୍ଦର ଭାବରେ ଶବ୍ଦ ସବୁ ହୃଦୟକୁ ପୁରା ଘାରି ଦଉଛି କି ଚମତ୍କାର ହେଇଛି 👍

  • @surendrakumarkar9062
    @surendrakumarkar90623 жыл бұрын

    Jst unbelievable.. Itz not only a story telling performance by dr sradha & Ashwin bro.. Itz a journey of a innocent loving caring gentleman for her lady love 👌🏼👍🏽💗

  • @biswajitrout6702
    @biswajitrout67023 жыл бұрын

    OMG.. can’t imagine.. Odia music industry changed like this way.. completely this is an epic, history created.. I have shared in my Singapore odia community group n everyone loved it.. just amazing.. complete love from Singapore 💕💕💕

  • @umasankarnayak7407

    @umasankarnayak7407

    2 жыл бұрын

    Yes bro.... really nice ❤️❤️

  • @abhishekpradhan5811

    @abhishekpradhan5811

    2 жыл бұрын

    Nothing changed , only the production cost increased and only one love songs are created. There is no diversity there is no taste

  • @lovelylipi1484
    @lovelylipi14843 жыл бұрын

    ଅତି ସୁନ୍ଦର ଚେ଼ଷ୍ଟା ବହୁତ ଭଲ ଭାବେର ସଜେଇଚ ଶବ୍ଦ ଗୁଡ଼ିକୁ, ଭାଷା ନାହିଁ ମୋ ଶବ୍ଦ କୋଷରେ

  • @prasantkumarnayak5791

    @prasantkumarnayak5791

    3 жыл бұрын

    Hn yrr

  • @sanjibsahoo6580
    @sanjibsahoo65803 жыл бұрын

    ଯେବେଠୁ ଦେଖିଛି,ସେବେଠୁ ଅନ୍ୟମନଷ୍କତାରେ ଭରିଚି ମୋ ଦିନ ରାତି...

  • @arundhatinaik4460
    @arundhatinaik44603 жыл бұрын

    😭😭😭😭akhi ru luho asigola.. Hrudaya sparshi vdo

  • @mithunbisoyi2992
    @mithunbisoyi29923 жыл бұрын

    ତୁ ଆଉ ଫେରିବୁନି ମୁ ଜାଣିଛି ତଥାପି ତତେ ମୁ ଅପେକ୍ଷା କରିଛି ଅନ୍ତର ର ଦୁଃଖକୁ ଅନ୍ତରେ ମାରିଛି ମିଛ ଅଭିନୟ କରି ମିଛରେ ହସିଛି ତୁ ମୋର ନ ହେଲୁ ନାହିଁ😔😔 ମୁ ତୋର ହେଇଛି😔😔😔😔

  • @ssfellingvlog7741

    @ssfellingvlog7741

    3 жыл бұрын

    Nice line👌

  • @dibya63

    @dibya63

    3 жыл бұрын

    Nice

  • @orphanoneofthegodlife

    @orphanoneofthegodlife

    3 жыл бұрын

    ଅତି ସୁନ୍ଦର

  • @guddunayak5540

    @guddunayak5540

    3 жыл бұрын

    Nyc

  • @somanathnayak979

    @somanathnayak979

    3 жыл бұрын

    Wow bro so nice line

  • @saumyadarshanmoharana2281
    @saumyadarshanmoharana22813 жыл бұрын

    ଖୁବ୍ ସୁନ୍ଦର କବିତାଟିଏ.. ମନ ପ୍ରଲୋଭିତ କଲା.. ଅନେକ ଅନେକ ଧନ୍ୟବାଦ..🙏🙏🙏

  • @mkentertainmentniali8195
    @mkentertainmentniali81953 жыл бұрын

    ଗୋଟେ ସୁନ୍ଦର୍ କବିତା ମନକୁ ଛୁଇଁଲା ଭଳି ଆମ ଓଡ଼ିଆ ଭାଷାର ପ୍ରଥମ ଥର ପାଇଁ ଏକ heart tuching ଭିଡିଓ

  • @jyotiprakashmishra9512
    @jyotiprakashmishra95123 жыл бұрын

    ଅତି ସୁନ୍ଦର ବର୍ଣ୍ଣନା । ଗୀତ, ସଙ୍ଗୀତ ଓ ଉପସ୍ଥାପନା ଶୈଳୀ ଚମତ୍କାର। ଏକ ନିଆରା ପ୍ରଚେଷ୍ଟା ହେଇଛି। ଏଥିସହିତ ଜଡ଼ିତ ସମସ୍ତଙ୍କୁ ମୋର ଧନ୍ୟବାଦ ଜଣାଉଛି। ଏପ୍ରକାର ଉପସ୍ଥାପନା ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛି।

  • @pravatkumarnayak4920

    @pravatkumarnayak4920

    3 жыл бұрын

    Super and adduciable

  • @debasishbarik5668
    @debasishbarik56683 жыл бұрын

    My Same Story.... ଆଉ ଥରେ ମନେ ପଡିଗଲା ପୁରୁଣା ସ୍ମୃତି

  • @mikusingh7019
    @mikusingh70193 жыл бұрын

    Kan lekhibi..... Superb heichi ହୃଦୟ ସ୍ପର୍ଶୀ

  • @bishnupriyarout5904
    @bishnupriyarout59043 жыл бұрын

    ସୁନ୍ଦର ପ୍ରେମସୂଚକ ଭିଡ଼ିଓ କବିତାଟିଏ। ଚଳଚିତ୍ର ମାଧ୍ୟମରେ କବିତାର ଉପସ୍ଥାପନ ମଧ୍ୟ ସୁନ୍ଦର। ଅଶ୍ୱିନୀ ଓ ଶ୍ରଦ୍ଧାଙ୍କ ଅଭିନୟ ହୃଦୟାଛୁଆଁ ହୋଇଛି। ନିର୍ଦ୍ଦେଶକ ଏବଂ ସମସ୍ତ ସହଯୋଗୀମାନଙ୍କୁ ଅଭିନନ୍ଦନ।

  • @pin20.17
    @pin20.173 жыл бұрын

    first time ama odia industry re kichhi nua dekhibaku milila❤❤

  • @rajsingh_1122
    @rajsingh_11223 жыл бұрын

    This is utterly beautiful!!!! Truly left with no words!!!! Haven't seen anything like this! Brilliance in every frame, word and also in the mellifluous music of this video!!!!!

  • @mahavirmobilelaptop3827
    @mahavirmobilelaptop38273 жыл бұрын

    ଖୁବ ସୁନ୍ଦର ହେଇଚି ଶବ୍ଦ ସଂରଚନା ବହୁତ ବଢିଆ , ଏକ ନୂତନ ପ୍ରୟାସ

  • @sudhansusahu5682
    @sudhansusahu56823 жыл бұрын

    ସୁନ୍ଦର ପରିକଳ୍ପନା....... ନିଚ୍ଛକ ଓଡିଆତ୍ୱ....... ଅପେକ୍ଷା ରେ ଅନ୍ୟ ଏକ କବିତା ର

  • @amitabhpanigrahi3564
    @amitabhpanigrahi35643 жыл бұрын

    There are audiance . whatever u do it should be touchy..no need of copying from any industry....really awesome...grt amaresh brother

  • @mithunswain9887
    @mithunswain98873 жыл бұрын

    Masterpiece from Master of 2020 Samresh sir. Long live samresh sir

  • @chiranjibisahoo4561
    @chiranjibisahoo45612 жыл бұрын

    ସୁନ୍ଦର କବିତା ଓ ସୁନ୍ଦର filmography। ସବୁକିଛି ଅତ୍ୟନ୍ତ ସୁନ୍ଦର। କବିଙ୍କୁ ଶତ ଶୁଭେଚ୍ଛା।

  • @the_artist_of_your_heart
    @the_artist_of_your_heart3 жыл бұрын

    ଲେଖକଙ୍କୁ ହୃଦୟରୁ ପ୍ରଣାମ..🙏✍️👌🙏

  • @arpitasahoo5510
    @arpitasahoo55103 жыл бұрын

    Tears in my eyes😭😭 ..it is really heart touching..The whole team have tried enough to make it beautiful nd added life to these beautiful lines..Everything is so perfect..A very good initiative and medium to present our odia poems..keep growing guys..🥰🥰

  • @pushpak229
    @pushpak2293 жыл бұрын

    Grate salute to editor and କ୍ୟାମେରାମାନ

  • @satyapriyapradhan3585
    @satyapriyapradhan35853 жыл бұрын

    ବହୁତ ଭଲ ଲାଗିଲା 👏👏👏 ଆଧୁନିକତାର ଭାଷା ଭିତରେ ଭିନ୍ନ ଏକ ସୁନ୍ଦର ଭାବନା.... really heart touching🙏🙏🙏

  • @manojkumararukha5766
    @manojkumararukha57662 жыл бұрын

    ଆମ ଓଡିଶା ଗୋଟେ ଏମିତିକା ଜାଗା ଗାୟକର ଅଭାବ ନାହିଁ.......। Love ODISHA❤️

  • @amitkumardas3013
    @amitkumardas30133 жыл бұрын

    I am not a big fan of odia industry but this type work should appreciated. 👌

  • @jharanachandanvlog
    @jharanachandanvlog3 жыл бұрын

    ବହୁତ ସୁନ୍ଦର ❤️❤️❤️

  • @giridharijujharsinghjujhar2248
    @giridharijujharsinghjujhar22483 жыл бұрын

    Satare Sundar Kabita ti a Ashwani bhai Emite Kebebi Sunibaku Aau Meluni Good bless you 👍👍👍

  • @gpdas1945
    @gpdas19452 жыл бұрын

    ଭାରି ଆବେଗପୁର୍ଣ୍ଣ, ଭାରି ସୁନ୍ଦର ନିର୍ମାଣ!

  • @kichigalpakathaalpa577
    @kichigalpakathaalpa5773 жыл бұрын

    Awsm poem awsm narration awsm work just luv it 💖💖💖ତୁ ମୋର ନ ହେଲୁ ନାଇଁ ମୁଁ ତୋର ହେଇଛି, ତୁ ସ୍ବପ୍ନ ହେଲେ ମୁଁ ତାକୁ ସତ କରିବାକୁ ସ୍ବପ୍ନ ଦେଖିଛି

  • @guddunayak5540

    @guddunayak5540

    3 жыл бұрын

    Are wah.. Nyc line

  • @kichigalpakathaalpa577

    @kichigalpakathaalpa577

    3 жыл бұрын

    @@guddunayak5540 tq

  • @tapaskumarpatra6205
    @tapaskumarpatra62053 жыл бұрын

    Wow..you represents the perfect sense of heartly love...n..this the real fact of this generation...Thank you so much dear.....

  • @sujatakhandai7302
    @sujatakhandai73023 жыл бұрын

    Bahut Sundar lagila♥️

  • @asishkumarpradhan1965
    @asishkumarpradhan19653 жыл бұрын

    This is not fair sir.....u remember me some one Bradly 🥺🥺🥺🥺u recall my moments 🥺🥺I fill pain of Ashwin bro 🥺

  • @musicanytime6381
    @musicanytime63813 жыл бұрын

    Waiting eagerly for part 2 I think last paryanta samaste dekhiba uchit kichhi ta twist au turn achhi story re nice jodi with nice story 👌👌

  • @anandsamal3918
    @anandsamal39183 жыл бұрын

    Jis dard ko vula ne ki koshish itni dn se kar raha tha.. achanak se.. woh sari manzar ankho ke samne chala ayaa.. bdw well done.. itne dino baad odia entertainment industry main ek refreshments idea dekhne ko mila.. plzz keep it on..

  • @debabratamishra9633
    @debabratamishra96333 жыл бұрын

    Aswini Tripathy nka gote gote expression.... Mind blowing 👌👌👌

  • @bijayalaxminaik1218
    @bijayalaxminaik12183 жыл бұрын

    What a poem yarr superb alaga level gte loved it

  • @bibhuti991
    @bibhuti9913 жыл бұрын

    beautiful refreshing... waiting for the second part

  • @saheedshibaji7608
    @saheedshibaji76083 жыл бұрын

    Wow.... Bht sundar abruti abom lekha ... Hrudaya sparsi... Odia bhasa ra Anupama rachana

  • @nroyalofficial6107
    @nroyalofficial61073 жыл бұрын

    ଏକ ନୁଇଁ ଢଙ୍ଗରେ ପରିଦେଷଣ ଏତି ସୁନ୍ଦର

  • @firoznayak5101
    @firoznayak51013 жыл бұрын

    Wow..👌👌

  • @swatismbyrjswati9826
    @swatismbyrjswati98263 жыл бұрын

    It's a unique style of representing an Odia Poem in Visual ❤️ Lovely Story and Picturisation ✨🤟 Best Wishes To All The Team Members, Writer And Artists 🙂

  • @basudevbaghasingh867
    @basudevbaghasingh8673 жыл бұрын

    ବହୁତ ବଢିଆ ଅଶ୍ୱନୀ ଭାଇ

  • @Journolika
    @Journolika3 жыл бұрын

    କବିତା ଭରା ସଙ୍ଗୀତ ଖୁବ୍ ଭଲ ଲାଗିଲା,,,, 😍

  • @satyasarthi9104
    @satyasarthi91043 жыл бұрын

    Really super heichi.Nihati bhade ❤️ thile feel heba👍🤘💯🔥

  • @babrubadatya3295
    @babrubadatya32953 жыл бұрын

    Very beautiful poem 👌👌👌👌

  • @educationandentertainment2616
    @educationandentertainment26163 жыл бұрын

    Bohut vala lagila bhai...kichi Puruna katha mana ku asigala....se mora na hela nai mu tara hei jaichi

  • @prasantmallick8635
    @prasantmallick86353 жыл бұрын

    ଅତି ସୁନ୍ଦର 👌🔥🔥

  • @jharanachandanvlog
    @jharanachandanvlog3 жыл бұрын

    Real heart touching line awesome my story😭😭😭

  • @satyaprakashmohanty3451
    @satyaprakashmohanty34513 жыл бұрын

    Just Awesome ❤️🔥 Khub sundar lekha, Kaha mana ku chhuinchi ki na janeni, Mo mana ku chhuinchi ❤️❤️❤️❤️❤️ Agaku emitia anek hrudayasparsi poem ra apekhya re.. 🙏🏼

  • @rchaitanya7
    @rchaitanya73 жыл бұрын

    ଖୁବ ମନଛୁଆଁ କବିତା। ଭାବପ୍ରବଣତାରେ ପରିପୂର୍ଣ୍ଣ ନିଆରା କବିତା ।

  • @rameshchanda3907
    @rameshchanda39073 жыл бұрын

    I am totally speechless but I want to speak in few word I love this vedio and this poem .

  • @suchismitasenapati2223
    @suchismitasenapati22233 жыл бұрын

    Just amazing🤟🤟heart touching

  • @cutychinu9179
    @cutychinu91793 жыл бұрын

    Aswini bhai iam a big fan of urs.....u r unique......u r allrounder ......idont like any actor from odia indusrty bt u r my all time favourite......🙏🙏🙏🙏

  • @user-hr1nr9rf3c
    @user-hr1nr9rf3c3 жыл бұрын

    ବହୁତ୍ ସୁନ୍ଦର୍.... 👏👏👏👏❤️❤️❤️❤️❤️❤️❤️

  • @manoswinipatra1999
    @manoswinipatra19993 жыл бұрын

    Heart touching poetry vdo👌aswin bhai & sraddha di's both performance is the natual & fabulous 😘all the best both of you & emty agaku bahut bhala kama kara😘👍

  • @sudhanshusekhar3786
    @sudhanshusekhar37863 жыл бұрын

    Mesimerizing !!! . Thanks a lot Odia One for such a lovely track 💕 Love for Ashwin & Shradhha ♥️♥️

  • @vijayshreeadhikari3989
    @vijayshreeadhikari39893 жыл бұрын

    Bahut innovative heichi , jaha Odia cine industry kariparuni apana mane kari dekheichanti ,so proud

  • @smrutishreepradhan9766
    @smrutishreepradhan97663 жыл бұрын

    Waahh... Bahut Sundar Kabita.... Prathama vala paiba Ra se basna au saralata bari hei jauchi❤️❤️❤️

  • @subhadarsinilaxmipriya9367
    @subhadarsinilaxmipriya93673 жыл бұрын

    Damn...🔥🔥🔥🔥🔥🔥🔥🔥🔥Its Outstanding!!! Is dis really an odia visual!!! I hav neva expected dis ❤ both f u hav added d genuine expressions n feelings... Very touching❤😍🔥stay blessed guys..N keep growing❤

  • @suryaa2905
    @suryaa29053 жыл бұрын

    I don't know this lead actor but his performance was impressive he was looking like south actor ❤️❤️ god bless him ❤️❤️

  • @loveworld7311

    @loveworld7311

    3 жыл бұрын

    bhai odia album ra pora ❤ dewan haegalonee...kn pai kee

  • @suryaa2905

    @suryaa2905

    3 жыл бұрын

    @@loveworld7311 kn kariba bhai English nd hindi suni suni bore heigalini 😁😁

  • @binaynayak1510
    @binaynayak15103 жыл бұрын

    ଖୁବ ଭଲ କାମ ଓଡ଼ିଆone, ଖାଣ୍ଟି ଓଡ଼ିଆ ଭାଷା ରେ😍

  • @sunilkumarsahoo1516
    @sunilkumarsahoo15163 жыл бұрын

    Super Bhai,Odisha Mati Ra Story,Heartouching Prakuta Premara Paribhasa,Kas Ajikali True Love boli Kichi Thanta,Ebe Ta Love On Sale Re Chalichi...

  • @Premlathasahoo
    @Premlathasahoo3 жыл бұрын

    Every frame is shot so beautifully that one falls in love with the place. Odisha is a scenic beauty. The poet's voice is 👍 Ashwin expressions are brilliant. The girl brings colour to story including lil one❤️ Overall an excellent peace of art.

  • @biswajitjena1314
    @biswajitjena13143 жыл бұрын

    Revolutionary Odia musical video indeed !!! Kudos to the entire team. This one is special ❤

  • @durgaprasadmohanty99
    @durgaprasadmohanty992 жыл бұрын

    ଜୀବନ ସାଥିରେ ଖେଳ ମତେ ମାହାଙ୍ଗା ପଡିଛି ତତେ ଭଲ ପାଇ ଆଜି ହୃଦୟ ମରିଯାଇଛି..... ବାକି ଏ ଶରୀର ମୋର ଜଳିବାକୁ ରହିଛି.....

  • @kichigalpakathaalpa577
    @kichigalpakathaalpa5773 жыл бұрын

    to hajare micha ku mu sata bhabichi tu mora nahelu nai mu tora haechi ..jete sunile b bahut bhala laguchi luv it luv it

  • @sandeepsahoo7761
    @sandeepsahoo77613 жыл бұрын

    Nice one full team specially Raja Bhai

  • @ItsurAmmy
    @ItsurAmmy3 жыл бұрын

    The background music is mind-blowing. Lyrics and visuals are fine . Expressions are lovely from both of them.

  • @mkentertainmentniali8195
    @mkentertainmentniali81953 жыл бұрын

    ଏହି ଷ୍ଟୋରୀ ଗୋଟେ Real ଷ୍ଟୋରୀ osm

  • @saiprasadpanda2427
    @saiprasadpanda24273 жыл бұрын

    Too good.... Congratulations team❤️❤️👌👌👌

  • @full2status436
    @full2status4363 жыл бұрын

    Sradhanka fan's kia achha like kara

  • @artbyrenu4287
    @artbyrenu42873 жыл бұрын

    Bahut hert touching lines. 😍😍😍😍

  • @nilakhipatravlog2745
    @nilakhipatravlog27453 жыл бұрын

    ପ୍ରେମ ଶ୍ବାଶତ,ଚିରନ୍ତନ ସତ୍ୟ ଅମର💝pure love 💚 forever ✨ it's not end!! I'm only your my love ❤️🕊️🕊️ It's As same As my Love story 🤷🏻‍♂️

  • @amarkhandai7961
    @amarkhandai79613 жыл бұрын

    The real story is matching in my lyf......😭😭😭😭

  • @smitasamal9600
    @smitasamal96003 жыл бұрын

    Osm....love...❤️❤️❤️❤️❤️❤️❤️

Келесі