Tu Chalijibu To Sasughara | Rajanigandha | Mohammad Aziz | Srikant Gautam | Sun Music Odia

Музыка

Sun Music Odia ପ୍ରସ୍ତୁତ କରୁଛି "ରଜନୀଗନ୍ଧା" ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ତୁ ଚାଲିଯିବୁ ତୋ ଶାଶୁଘର" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ସରୋଜ ନନ୍ଦ, ଗୀତଟିରେ ଅଭିନୟ କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ନୈନା ଦାଶ, ଏହାର ନିର୍ଦ୍ଧେଶନା କରିଛନ୍ତି ରବୀନ୍ଦ୍ର ପ୍ରଧାନଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Sun Music Odia.
► To Subscribe Our Channel Click On: / sunmusicodia
► Video Credits
♫ Album Name: Rajanigandha
♫ Song Name: Tu Chalijibu To Sasughara
♫ Singer: Mohammad Aziz
♫ Lyrics: Srikant Gautam
♫ Music Director: Saroj Nanda
♫ Artists: Srikant Gautam & Naina Dash
♫ Producer: Srikant Gautam
♫ Director: Rabindra Pradhan
♫ Production House: Sun Music
Listen Tu Chalijibu To Sashughara On -
► KZread Music - bit.ly/3UYbVim
► Gaana - bit.ly/3e1ixfw
► Jio Saavn - bit.ly/3Swsalk
► I Tunes - apple.co/3SRt9MA
► Amazon Music - amzn.to/3SucJdb
► Spotify - spoti.fi/3SNMmyP
► Wynk Music - bit.ly/3Ecv0HR
► Enjoy & stay connected with us!
♦ Facebook: / sunmusicodia
♦ Twitter: / sunmusicodia
♦ Website:
#SunMusicOdia #TuChalijibuToSasughara #MohammadAziz #SrikantGautam #SarojNanda #Rajanigandha #SrikantGautamHits #SunMusicModernHits #OdiaSong #OdiaModernSong #SunMusicHits #MohammadAzizHits #MohammadAzizOdiaSongs #MohammadAzizSongs #SarojNandaSongs
#NainaDashAlbumSongs #NainaDashSongs
► Copyright Disclaimer
Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

Пікірлер: 1 100

  • @dillipnayak1737
    @dillipnayak17375 ай бұрын

    2024 କିଏ ସୁଣୁଛ ଗୋଟେ like ହେଇଯାଉ

  • @manojsahoo9658

    @manojsahoo9658

    5 ай бұрын

    Mu

  • @subhendusahoo7010

    @subhendusahoo7010

    5 ай бұрын

    Mu

  • @Priyammedia

    @Priyammedia

    5 ай бұрын

    ଆଜି ବି ଏହି ଗୀତ ଯୋଉଠି ବାଜୁ ଥିବା ଯଦି ମୋ କାନ ରେ ଶୁଭି ଗଲା ପୁଣି ମୋ ପୁରୁଣା କଥା ମନେ ପଡି ଯାଏ ଓ ମୋ ଆଖି କାନ୍ଦା ରେ ଛଳ ଛଳ ହେଇ ଯାଏ... I❤U this Song... Srikanta dada tum ku mo ❤ vitaru dhanybad ❤❤

  • @dillipnayak1737

    @dillipnayak1737

    5 ай бұрын

    ଗୀତ ଗୋଟେ ଅଭୁଲା ସ୍ମୃତି

  • @manojkumarsingh6285

    @manojkumarsingh6285

    5 ай бұрын

    Super gana he supar

  • @DebarajSahoo-ABlessedDevOffice
    @DebarajSahoo-ABlessedDevOffice Жыл бұрын

    ଏବେ ଏଇ ଗୀତ ଶୁଣିଲେ ସେଇ ପୁରୁଣା ଦିନ କଥା ମନେ ପଡେ। ସତରେ ପ୍ରକୃତ ପ୍ରେମ ସବୁବେଳ ପାଇଁ ଅମର

  • @deepakswain1379

    @deepakswain1379

    Жыл бұрын

    Always old is gold

  • @sombughughu5552

    @sombughughu5552

    5 ай бұрын

    😊টট😊😊😊😊😊😊

  • @Mithunrima12

    @Mithunrima12

    Ай бұрын

    Ha

  • @rajesh99110
    @rajesh991108 ай бұрын

    ଆମେ ପିଲା ବେଳେ ଏହି ଗୀତ ଶୁଣୁଥିଲୁ ଆଉ ସବୁ ବେଳେ ଗୁଣୁ ଗୁଣୁ ହଉଥାଉ କିନ୍ତୁ ଏ ଗୀତର ପ୍ରକୃତ ମାନେ ଆମେ କିଛି ବୁଝି ନଥିଲୁ କିନ୍ତୁ ସେ ଦିନ ହଜିଯାଇଛି ଆଜି ବୁଝିଲା ବେଳକୁ ଆଉ କିଛି ନାହିଁ ସବୁ ସ୍ମର୍ତ୍ତି ହେଇ ରହିଯାଇଛି 😢

  • @RamKumar-wv5ye

    @RamKumar-wv5ye

    6 ай бұрын

    ❤❤❤❤😂😂😂

  • @anujbehera5791

    @anujbehera5791

    5 ай бұрын

    Sata Katha Bhai ..

  • @spgamer5504

    @spgamer5504

    23 күн бұрын

    Right bro

  • @user-ko9gx8gu5l
    @user-ko9gx8gu5l4 ай бұрын

    ସେତ ବେଳ ର ଏହି ଗୀତ ହଜାରେ ଥର ବି ଶୁଣିଲେ ଭଲ ଲାଗେ , ପିଲା ଦିନ ର ଏହି ଗୀତ ଏବେ ଶୁଣିଲେ ମନରେ କଷ୍ଟ ଲାଗେ ଆଉ ଆଖିରୁ ଲୁହ ଝରେ , ସମୟ କେତେବଳେ ବିତିଲା ୯୦ ଦଶକ ରୁ ୨୦୨୪ ଧନ୍ୟ ତମ ଲୀଳା ଭଗବାନ

  • @amarcreation4179
    @amarcreation41795 ай бұрын

    ହୃଦୟ ସ୍ପର୍ଶ ଗୀତ 😭😭😭ପ୍ରକୃତ ଭଲ ପାଇବା ଯେତେବେଳେ ଛାଡିକି ଚାଲିଯାନ୍ତି ମରିଯିବା କୁ ଇଛା ହୁଏ ମୋ ଗାଁ ର ଗୋଟେ ଭାଇ ଇଏ ଗୀତ ଶୁଣି ଶୁଣି ଆତ୍ମହତ୍ୟା କରିଦେଇଥିଲେ 😭😭😭ସତରେ କିଏ ଯେ ୟେ ଗୀତ ଲେଖିଛନ୍ତି ଧନ୍ୟ ତାଙ୍କୁ 🙏🏻🙏🏻🙏🏻

  • @hk7154

    @hk7154

    Ай бұрын

    Very Sad Story...But Bhagaban nka Tharu Milithiba Dana ku emiti hareiba uchit nuhen Sangharsha kariba uchit

  • @user-no7oy2kj4t
    @user-no7oy2kj4t3 ай бұрын

    ଇଏ ଗୀତ ମୁଁ25ବର୍ଷ ତଳେ ଶୁଣିଥିଲି ଏବେ ଶୁଣିଲା ପରେ ପୁରୁଣା କଥା ମନେ ପଡିଯାଉଛି ବହୁତ୍ ସୁନ୍ଦର୍ ଗୀତ ଥିଲା

  • @UmaPatro-rh1xd

    @UmaPatro-rh1xd

    3 ай бұрын

    Hmm 😊😊

  • @Mithunrima12

    @Mithunrima12

    Ай бұрын

    Same here Bhai

  • @Economics365

    @Economics365

    Ай бұрын

    😮😮😮

  • @ballavbag3501
    @ballavbag35013 жыл бұрын

    ପ୍ରକୃତ ଲଭ୍ ଷ୍ଟୋରୀ ଗୀତ ଗୀତ ସୁଣିକି ମୁଁ ବହୁତ ଖୁସି

  • @hadibandhutandi8404

    @hadibandhutandi8404

    Жыл бұрын

    Very nice

  • @radhemeher4097

    @radhemeher4097

    7 ай бұрын

    bahut dukh lage

  • @manaskumarsahoo9955
    @manaskumarsahoo99552 жыл бұрын

    ଆମ ଗାଁ ଭାଇଙ୍କର viral ଆଲବମ୍ 😊😊

  • @sidhantabehera6875
    @sidhantabehera68752 жыл бұрын

    Old is gold. ଶ୍ରୀକାନ୍ତ ଗୌତମ ସାର୍ ଏକାଧାରରେ ଜଣେ ଗୀତିକାର, ପ୍ରଯୋଜକ ଏବଂ ଲେଖକ। ୯୦ ଦଶକରେ ଏହି ଗୀତ ର ଅଡିଓ ଅତ୍ୟନ୍ତ ଲୋକପ୍ରିୟ। ସ୍ଵର ସଂଯୋଜନା ସବୁଠାରୁ ଭଲ, ସରୋଜ ନନ୍ଦ ସାର୍ ଆମ ଗହଣରେ ନାହାନ୍ତି ତାଙ୍କ ଅନୁପସ୍ଥିତିକୁ ଓଡ଼ିଶାର ସଙ୍ଗୀତ ଜଗତ ଝୁରୁଛି।

  • @rakeshsamal4757

    @rakeshsamal4757

    2 жыл бұрын

    U R Always Right Bro 👍

  • @tapankumarbhanj4265

    @tapankumarbhanj4265

    Жыл бұрын

    A

  • @TadantTv
    @TadantTv5 жыл бұрын

    ଏହି ଗୀତ ଟି ସବୁ ଦିନ ପାଇଁ ଅମର ହେଇ ରହିଯିବ ଆମ ଓଡିଆ ଶ୍ରତା ମାନଙ୍କ ହୃଦୟରେ,,,,, ବହୁତ୍ ବହୁତ୍ ଧନ୍ୟବାଦ୍,, Srikanth goutam sir Muna Aziz sir Soraj Nanda sir Robindra Pradhan sir ଅଶେଷଧନ୍ୟବାଦ ଆପଣଙ୍କୁ

  • @arjunpatel7986

    @arjunpatel7986

    5 жыл бұрын

    Rf

  • @krushnamoharahna3480
    @krushnamoharahna34803 жыл бұрын

    କେଜାଣି କାହିଁକି ଆଜି ବି, ସେ ଏ ଗୀତ ଶୁଣି କାନ୍ଦି ପକାଏ, ।

  • @akshaypradhan40

    @akshaypradhan40

    3 жыл бұрын

    Sé gita senti bhai 😭😭😭😭😭

  • @x-questf384

    @x-questf384

    Жыл бұрын

    Kahinkina Tama prathama valapaiba thila se .jaha paien luha baharijae tamara

  • @krushnamoharahna3480

    @krushnamoharahna3480

    Жыл бұрын

    @@x-questf384 ଧେତ୍

  • @suvamkumarofficial1660

    @suvamkumarofficial1660

    Жыл бұрын

    Bhai tame bi kana love karithila

  • @krushnamoharahna3480

    @krushnamoharahna3480

    Жыл бұрын

    @@suvamkumarofficial1660 ଭାଇ ପ୍ରେମ ତ ସମସ୍ତେ କରନ୍ତି, କିନ୍ତୁ ସେ ଆଜି ବି କାନ୍ଦେ

  • @nishikantasahoo8534
    @nishikantasahoo85342 ай бұрын

    ସତରେ ଆଜି ବି ଏ ଗୀତ ଶୁଣିଲେ ଲୋମ ଟାଙ୍କୁରି ହେଇଯାଉଚି.....ପୁଣି ଦେଖାହେବ ଆରଜନମରେ 😭😭

  • @SangramKeshariRath-uj4ql
    @SangramKeshariRath-uj4ql Жыл бұрын

    ବାସ୍ତବ ପ୍ରେମର ନିଚ୍ଛକ ଉଦାହରଣ ହେଉଛି ଏ ଗୀତ ଯାହା ଶ୍ରୀକାନ୍ତ ଗୌତମଙ୍କ ରଚନା ଦ୍ୱାର ସମ୍ଭବ ହୋଇପାରିଛି ଏବଂ ସବୁଦିନ ଏ ଗୀତ ହୃଦୟରେ ଜୀବନ୍ତ ହୋଇ ରହିଥିବ

  • @SatyaSahoo-dr6mz

    @SatyaSahoo-dr6mz

    6 ай бұрын

    Gh...

  • @BapunDalei-if4pn

    @BapunDalei-if4pn

    4 ай бұрын

  • @FgyFgg-qn6ic

    @FgyFgg-qn6ic

    4 ай бұрын

    ❤❤❤❤​@@SatyaSahoo-dr6mz

  • @ranjitabishoyi8752

    @ranjitabishoyi8752

    4 ай бұрын

    Ifbjijibcgixgjfoiii pl k

  • @surjykantbehera9576

    @surjykantbehera9576

    20 күн бұрын

    ​@@BapunDalei-if4pnqqQQq❤qq

  • @Rajesh-mh7cc
    @Rajesh-mh7cc2 жыл бұрын

    ତୁ ଚାଲି ଯିବୁ ତୋ ଶାଶୂ ଘର ସନାର ସବାରୀ ରେ ମୁଁ ଚାଲି ଯିବି ମଶାଣି କୁ ମୋର କଣ୍ଟାର କୋକେଇ ରେ ତୁ ଶୋଇଥିବୁ ଚ‌ଉଠି ରାତିରେ ରଜନୀଗନ୍ଧା ସେଜରେ ମୁଁ ଶୋଇଥିବି ଜୁଇର କାଠରେ ମଶାଣି ନିଆଁ ରେ ❤️ ଯଦି ଆମ ପ୍ରେମ ସତ ହେଇଥିବ ପୁଣି ଦେଖା ହବ ଆର ଜନମରେ ❤️❤️❤️❤️❤️❤️❤️😔😭😭

  • @danieleditz9707
    @danieleditz970711 ай бұрын

    2023 re aee gita kie sunichi plsss comment kara heart touching song really

  • @sidhantabehera6875
    @sidhantabehera68752 жыл бұрын

    ଗୀତ ର ପ୍ରତ୍ୟେକ ଶବ୍ଦରେ , ସ୍ଵତନ୍ତ୍ର ରହିଛି। ଲୋମ ଟାଙ୍କୁରି ଯାଉଛି। ସୁନ୍ଦର ସ୍ଵର ସଂଯୋଜନା ଏବଂ ଲେଖା। ମହମ୍ମଦ ଅଜିଜ୍ ସାର୍ ଙ୍କ ସ୍ଵର ଅତ୍ୟନ୍ତ ଲୋକପ୍ରିୟ। ସେହି ମହାନ୍ ଗାୟକ କୁ ଓଡ଼ିଆ ସଙ୍ଗୀତ ଜଗତ ଝୁରୁଛି। ସଙ୍ଗୀତ ନିର୍ଦ୍ଦେଶକ ସରୋଜ ନନ୍ଦଙ୍କୁ ମଧ୍ୟ ପ୍ରଣାମ।

  • @rakeshsamal4757

    @rakeshsamal4757

    2 жыл бұрын

    Really.

  • @ggygguhvgybuuh7h77h5

    @ggygguhvgybuuh7h77h5

    Жыл бұрын

    ତୁମେକିଏପରିଚଅଦିଅ

  • @umashankaryadav6088

    @umashankaryadav6088

    Жыл бұрын

    qqq1

  • @deepofficialworlds2456

    @deepofficialworlds2456

    Жыл бұрын

    100% Right

  • @pradeepsasmal360

    @pradeepsasmal360

    Жыл бұрын

    🎉🎉🎉🎉🎉

  • @ganeshnayak90324
    @ganeshnayak903244 жыл бұрын

    ଏହି ଜନ୍ମ ରେତୁମ କୁ ମୁଁ ପାଇଁ ଲେ ନାହିଁ କିନ୍ତୁ ଆର ଜନ୍ମ ରେ ପାଇଁ ବି 💕💕

  • @akhayasahoo7450

    @akhayasahoo7450

    Жыл бұрын

    Akshaya. Sahoo

  • @lingarajpradhan2499

    @lingarajpradhan2499

    Жыл бұрын

    @@akhayasahoo7450 0

  • @bablunial8440

    @bablunial8440

    Жыл бұрын

    Sema naa yaar 😭😭😭😭😭😭😭😭

  • @mukundaseth6130
    @mukundaseth6130Ай бұрын

    ମୁଁ ଜାଣି ନ ଥିଲି ଏ ଗୀତ କେବେ ବାହାରିଛି କିନ୍ତୁ ମତେ ୩୦ ବର୍ଷ ହୋଇ ଗଲା ମୁଁ ଛୋଟ ବେଲୁ ଶୁଣି ଆସୁଛି ଏବେ ବି ଶୁଣି ଲେ ମୋ ଆଖି ରୁ କିଏ ଜାଣେ ପାଣି ଝରି ପଡ଼େ ଯେତେ ଅଟକାଇ ଲେ ମଧ୍ୟ ରୋକି ହୁଏ ନାହିଁ । ପ୍ରକୃତ ପ୍ରେମ ଯିଏ କରୁ ଥିବ ସେ ଏକା ବୁଝି ପାରିବ 😢😢😢

  • @ergyanaranjanpintu1573
    @ergyanaranjanpintu15732 жыл бұрын

    It is the first album to change album industry and album industry grow in that time.

  • @jyotisankarrout421
    @jyotisankarrout4212 жыл бұрын

    20 year pehele bhi bahut sunta tha yeh song aur aaj bhi utnà suntà hunn .. sach a heart touching song..

  • @anantapattnaik8874
    @anantapattnaik88744 жыл бұрын

    2020 re ye geeta kiye kiye sunucha

  • @kathamruta8216

    @kathamruta8216

    3 жыл бұрын

    Ans.. Jahara heart bhangichi se...

  • @aminkapta3213

    @aminkapta3213

    3 жыл бұрын

    Mu

  • @brajadehuri637

    @brajadehuri637

    3 жыл бұрын

    @@aminkapta3213 lll0pllllllp

  • @loveyou-ft6yp

    @loveyou-ft6yp

    3 жыл бұрын

    Mu

  • @sanjaygharamy1962

    @sanjaygharamy1962

    3 жыл бұрын

    I am playing this song

  • @sibaprasadpany6704
    @sibaprasadpany67044 жыл бұрын

    I am crying what a voice!!!!!!!!

  • @sushantabarik5016
    @sushantabarik50164 жыл бұрын

    ବହୁତ ସୁନ୍ଦର ଗୀତ 🌷 🌷 🌷 🌷 🌷 🌷 🌷

  • @SmArTmUnA1
    @SmArTmUnA14 жыл бұрын

    So NYC memorable song really proud to be an odia tqq sun music

  • @anusayabehera2267

    @anusayabehera2267

    2 жыл бұрын

    oye 😭😭😭 bahut mane padhucha . .. kahaku au katha share kariparuni ete tention neiparuni help me pls...

  • @chinukumar2300
    @chinukumar23005 жыл бұрын

    Thanks for srikant Gautam sir

  • @ArtisticMilan
    @ArtisticMilan Жыл бұрын

    I am bengali ...... But i love this song What a lyrics...😭

  • @Usha14098

    @Usha14098

    Жыл бұрын

    😅😊iopbol onnop😊looking 😊😊😊pl 😊😊😊😊

  • @charuchandramunda6709

    @charuchandramunda6709

    9 ай бұрын

  • @dipudalai4884

    @dipudalai4884

    8 ай бұрын

  • @Himagni123
    @Himagni1236 күн бұрын

    ଏହି ଗୀତକୁ ଶୁଣିଲେ ସତରେ ପିଲା ଦିନର କଥା ମନେପଡେ ।❤❤❤❤❤❤❤❤

  • @ramkumarpadhan8729
    @ramkumarpadhan87293 жыл бұрын

    ଏଇ ଗୀତରେ ଯେତିକି ମଧୁରତା ଅଛି ,ଆଜିକାଲିକା ଗୀତରେ ସେ ମଧୁରତା ..ସେ ଭାବ ନାହି । ଆନ୍ତରିକ ଧନ୍ୟବାଦ୍ ଶ୍ରୀକାନ୍ତ ଗୈ।ତମ୍ ସାର୍ ଓ ମ.ଅଜିଜ୍ ସାର୍

  • @indrakandhapani4778
    @indrakandhapani47783 жыл бұрын

    Bhi... really what an excellent creative lyrics...Srikant gautom big salute to you sir..

  • @gseth2973
    @gseth2973 Жыл бұрын

    ପ୍ରକୃତରେ ଯିଏ ପ୍ରେମ କରିଥିବା ତା ଆଖିରୁ ଲୁହ ଝରିଯିବ

  • @manaskumarmal2833

    @manaskumarmal2833

    Жыл бұрын

    Yes

  • @manaskumarmal2833

    @manaskumarmal2833

    Жыл бұрын

    😭😭😭

  • @indianmilitaryservice4867

    @indianmilitaryservice4867

    Жыл бұрын

    Mor band ra prem

  • @dasarathisahu

    @dasarathisahu

    Жыл бұрын

    ​@@manaskumarmal2833 😢😢

  • @LipsaMandal-ug1qz

    @LipsaMandal-ug1qz

    Жыл бұрын

    😢😢😢😢😢😢😢😢

  • @baldevekka3899
    @baldevekka389910 ай бұрын

    କି ଜମାନା ଥିଲା,ବାପ୍ ରେ ବାପ୍ କି ଖତରନଆକ୍ ଗୀତ

  • @tunimapradhan9378
    @tunimapradhan93782 жыл бұрын

    Heart touching and true lovers broken heart itome. Thank you❤🙏

  • @sundardalapet3682
    @sundardalapet36824 жыл бұрын

    ଯେ ବେ ଶୁଣି ଲେ ଯେ ବେ ଦେଖି ଲେ ବି ଏ ଗୀତ ଟି ଭଲ ଲାଗୁଥାଏ

  • @jitendrarout6498

    @jitendrarout6498

    4 жыл бұрын

    Satare

  • @ranjansahu2422

    @ranjansahu2422

    3 жыл бұрын

    Old is always good.

  • @narankido694

    @narankido694

    Жыл бұрын

    @@jitendrarout6498 pp

  • @barungahir2992
    @barungahir29923 жыл бұрын

    Mast song but enta gita mankar lagi gute gute like Kari debar katha

  • @user-jw4zd5vu6v
    @user-jw4zd5vu6v5 ай бұрын

    ଆମ ଛଟ ବେଳର ଗୀତ ପୁଣି ଆଜିବି ସେ ଗୀତ ନୂଆ ❤ ଆଇ ❤ ୟୁ

  • @charansinghmajhi7929
    @charansinghmajhi79295 жыл бұрын

    Very nice vedeo ,real acting srikant Gouttam

  • @madhusmitasahoo4777
    @madhusmitasahoo47775 жыл бұрын

    My most favorite song yaar... Ei song ku sunile akhire luha asijae.....

  • @biswajitdeheri8384

    @biswajitdeheri8384

    5 жыл бұрын

    Thanks friend

  • @kanhapradhan9606

    @kanhapradhan9606

    5 жыл бұрын

    A a pakas. Pasanda maifbarit

  • @masstifun9485

    @masstifun9485

    5 жыл бұрын

    Madhusmita Sahoo mafia don

  • @masstifun9485

    @masstifun9485

    5 жыл бұрын

    Madhusmita Sahoo màfia

  • @mantunayak1835

    @mantunayak1835

    4 жыл бұрын

    Mo ro bi habi song

  • @ramchandradas4267
    @ramchandradas4267 Жыл бұрын

    This is a diamond of odia song industry

  • @user-fe1cq9vk5m
    @user-fe1cq9vk5m10 ай бұрын

    Srikant goutam,songs are always Herat ouching❤😂

  • @abhishekmohanty2168
    @abhishekmohanty21683 жыл бұрын

    This song is one of the best song odia album history

  • @gajanannaik6096
    @gajanannaik60964 жыл бұрын

    Heart touching song.old is gold

  • @rabindra2185
    @rabindra21854 жыл бұрын

    Nice sang

  • @gobardhandiani1639
    @gobardhandiani16393 ай бұрын

    Se dina au nanhi se Prema au se Gita nanhi ei Gita kete bele dekhile bahut dukha hauchi😢❤

  • @GUDDUSUNITADAS
    @GUDDUSUNITADAS Жыл бұрын

    Pila dina jibara 20 year heigala bhai😢 love you seikant goutam sir❤

  • @zunnumylife271
    @zunnumylife2713 жыл бұрын

    I am bengali but I love odia songs Its really heartuching❤

  • @naredrabishimajhi8158

    @naredrabishimajhi8158

    2 жыл бұрын

    Dèďdďď

  • @rakeshsamal4757

    @rakeshsamal4757

    2 жыл бұрын

    Yes. Old is gold.

  • @smartshine22

    @smartshine22

    2 жыл бұрын

    Super it's support

  • @goutamsabar325
    @goutamsabar3254 жыл бұрын

    Old is gold,my college time song

  • @BirendraDas-xr1sk
    @BirendraDas-xr1sk2 ай бұрын

    Excellent gifted voice of Md.Aziz makes d song more heart touching.Lyrics of Srikant Goutam is tremendous.

  • @aniabati4594
    @aniabati45943 ай бұрын

    Mote mililani mo prema 😭😭😭😭😭😭😭😭bahuta kasta heuchi

  • @mdarif-il4fn
    @mdarif-il4fn Жыл бұрын

    Memory of school days

  • @ghanasyampanigrahi1913
    @ghanasyampanigrahi19133 жыл бұрын

    What a lyrics very nice song and 90's gold era of song

  • @rajendralenka5523
    @rajendralenka55233 ай бұрын

    ମନ ଛୁଆଁ ଗୀତ ❤❤❤

  • @ganeshpradhan7273
    @ganeshpradhan72732 жыл бұрын

    Heart touching song 🙏🙏🙏

  • @nirmalasoura1928
    @nirmalasoura1928 Жыл бұрын

    Childhood song is very heart touching song old is gold

  • @chinukumar2300
    @chinukumar23005 жыл бұрын

    Nice song heart touching song my fv song old is gold

  • @Darpahar-gg3fw
    @Darpahar-gg3fw Жыл бұрын

    Kuade gala se samay .... Very heart touchable song for every couple 🌷🌷🌷

  • @snehapanda6675
    @snehapanda66755 жыл бұрын

    Really very heart touching song, emiti dina kaha life re naasu samastanka love success hau

  • @rajakumarpradhan6470

    @rajakumarpradhan6470

    5 жыл бұрын

    Good ....

  • @rahulmahkud1122

    @rahulmahkud1122

    5 жыл бұрын

    U good

  • @madhusmitabehera4055

    @madhusmitabehera4055

    5 жыл бұрын

    Semiti hele bahuta bhala heba didi😭😭😭😭

  • @amarsenapati1004

    @amarsenapati1004

    5 жыл бұрын

    L

  • @jagannath-creation
    @jagannath-creation2 жыл бұрын

    Heart touching song, old is gold

  • @ramakantabarik1175
    @ramakantabarik1175 Жыл бұрын

    Shrikant Goutam is evergreen

  • @prakashmallik1686
    @prakashmallik168610 ай бұрын

    ବହୁତ ସୁନ୍ଦର ସେ ଗୀତ ଲେଖକ କୁ

  • @sunilpradhan451
    @sunilpradhan451 Жыл бұрын

    Ae song ti ati puruna but sabubele hruday sparshi au nua bi lagucchi,jaha odiya album jagat paen hit hoi thila,thanks to srikant sir,I miss u muna aziz sir

  • @saratchandramohanta9071
    @saratchandramohanta90712 жыл бұрын

    My childhood song ,very sad song

  • @prabirpradhan2012
    @prabirpradhan20124 жыл бұрын

    My childhood song One of my favorite song

  • @pitambarnayak4787
    @pitambarnayak47876 күн бұрын

    Yah Geet ko main 20 sal pahle Suni Thi bahut Dard lagta hai❤😢

  • @user-vu1hc3wx6h
    @user-vu1hc3wx6h16 күн бұрын

    Gitati satare hurdaya ku chunchi sei sar ku mora koti pranam ❤❤❤ love you sar love you so much

  • @hemantasahu6803
    @hemantasahu68034 жыл бұрын

    Beautiful memories

  • @SunilKumar-xe7xe
    @SunilKumar-xe7xe2 жыл бұрын

    My favourite song very very heart touching song

  • @umasankarroul8910
    @umasankarroul891010 ай бұрын

    ପ୍ରତକ ଶଦ୍ଦ ମନକୁ ଛୁଇଁଲା ଭଳି ❤❤❤❤

  • @UB77500
    @UB775004 ай бұрын

    Md aziz my favorite ଏମିତି ସିଙ୍ଗର ଆଉ ଜନ୍ମ ନେବେପାରିବେନି ♥️♥️♥️♥️♥️

  • @suchismitarout3320
    @suchismitarout33205 жыл бұрын

    Heart touching😭😭😭😭

  • @panchubehera1178

    @panchubehera1178

    5 жыл бұрын

    Hi

  • @kalus9377

    @kalus9377

    5 жыл бұрын

    7736335543

  • @bipinbeherabipin4032

    @bipinbeherabipin4032

    3 жыл бұрын

    Hi

  • @nakulamanahiraofficial819

    @nakulamanahiraofficial819

    3 жыл бұрын

    Hii

  • @virenbhai9494

    @virenbhai9494

    3 жыл бұрын

    @@panchubehera1178 00

  • @basantakandi50
    @basantakandi505 жыл бұрын

    Old is gold

  • @alokdas1112
    @alokdas111214 күн бұрын

    ଏ ଗୀତ ଶୁଣିଲା ବେଳକୁ ଆଖିରେ ଲୁହ ଆସିଯାଉଛି

  • @saradaprasannananda1204
    @saradaprasannananda12044 жыл бұрын

    Mo pilabela mane padigala love this song.srikant gautam the great ..

  • @chinuguru8742
    @chinuguru87426 жыл бұрын

    Chinu Guru

  • @tanushreemaity2682
    @tanushreemaity26825 жыл бұрын

    Darun song

  • @goutamsabar325
    @goutamsabar3253 жыл бұрын

    My college life song,my favorite song,old is gold mu jete sunile b nua nua lage

  • @balarambehera3819
    @balarambehera38193 жыл бұрын

    All time my favourite song heart touching💘👌👌

  • @starelectronics3454
    @starelectronics34546 жыл бұрын

    Always remind past fellings

  • @mamina_253

    @mamina_253

    Жыл бұрын

    🥳

  • @jitendriyapadhan4312
    @jitendriyapadhan43125 жыл бұрын

    Really heart touch and popularity for theme.

  • @GuraSingh-ql9kb

    @GuraSingh-ql9kb

    11 ай бұрын

    So.nice.aong

  • @silunilu
    @silunilu Жыл бұрын

    Mind blowing song... OMG COMPOSITION 🙏🏻🙏🏻🙏🏻 I MISS MY CHILDHOOD 😭😭😭

  • @ranjansahu2422
    @ranjansahu24223 жыл бұрын

    That is call true love,jhio ki pua jadi dhoka die tebe tar kharab video baneiki net re viral Kari taku toucher Kariba nuhe.

  • @sanjaybehera134
    @sanjaybehera1345 жыл бұрын

    Nice son

  • @susantamahakud2902
    @susantamahakud29024 жыл бұрын

    Osm song🎶🎶🎤 🥰🥰🥰❤❤

  • @sibanisankarmahapatra6018
    @sibanisankarmahapatra60183 жыл бұрын

    mote ei video+ song dekhi ki mo piladina katha mane paduchi. +2 belara katha. 2002 . heartly Love karithili janaku. se baha heigala.

  • @sanjaykumar0208
    @sanjaykumar02084 ай бұрын

    4:15 😢😢😢 ପୁରୁଣା ଦିନ କଥା ମନେ ପଡେ 😢😢

  • @jhunulatasethi207
    @jhunulatasethi2074 жыл бұрын

    Nice song

  • @chinmaya.rasmitanayak6611
    @chinmaya.rasmitanayak66114 жыл бұрын

    Really 🔥 🔥 hot chocolate song i 😍 😍 love music

  • @niranjansamantara1974
    @niranjansamantara19743 жыл бұрын

    ମୋ ପିଲା ଦିନ ଗୀତ

  • @sureshrout3358
    @sureshrout33584 жыл бұрын

    I miss you bulu bhai

  • @maasantoshidjangu6952
    @maasantoshidjangu695211 ай бұрын

    Old is gold ❤❤❤

  • @sanjayabhoi247
    @sanjayabhoi247 Жыл бұрын

    Real love story satare Jia satare jibane kaha ku jadi bhala pauthiba se hi bujhiba a Geeta ra mana love you ♥️ RS ♥️

  • @arunsuns471
    @arunsuns4713 ай бұрын

    ମୋ ସହ ଏମିତି ହୈ ଚି 🥺🥺🥺

  • @dhirenkumargochhi2635
    @dhirenkumargochhi26353 жыл бұрын

    Childhood memories

  • @basudevnayak8153
    @basudevnayak81536 жыл бұрын

    Vari Nice

  • @user-se4ue3iq3r

    @user-se4ue3iq3r

    4 жыл бұрын

    Basudev Nayak ଭଳଗୀତ

  • @biswambarmansingh8282
    @biswambarmansingh82824 ай бұрын

    Puruna hele kan hela gita gita ❤😢

  • @khemrajsahu9626
    @khemrajsahu96264 жыл бұрын

    KHEMRAJ SAHU JI bahut hii dard bara song hai bhaiya ji dadarjhori (rajim) 23/01/2020

  • @bhaktilahari-odia5027
    @bhaktilahari-odia50274 жыл бұрын

    Feelings fast.....Fantastic

  • @pradeepbiswal774
    @pradeepbiswal7744 жыл бұрын

    I love this song 💖💖💖💖💖💖💖💖

  • @durgaprasadmohanty5581
    @durgaprasadmohanty55814 ай бұрын

    ଆଜି ବି ଏ ଗୀତ ମୋ ହୃଦୟ କୁ ଛୁଇଁବା ଭଳି ଲାଗୁଛି😢😢

  • @AnilSahu-gk7dk
    @AnilSahu-gk7dk2 жыл бұрын

    Really my heart touching song 😭😭😭😭😭

  • @rusevrusev3948
    @rusevrusev39485 жыл бұрын

    my favorite song heart touching 👫💘💘💘💘💘💘

Келесі