To Badapana Ku Dhik (ତୋ ବଡ଼ପଣକୁ ଧିକ) I New Jagannath Bhajan I Studio Version I Sourav Bharadwaj

Музыка

Presenting the Official Studio Version of New Odia Jagannath Bhajan " To BADAPANA KU DHIK " the song is sung by Sourav Bharadwaj, music composed by Dibya Chandan . The lyrics are written by Soumya Ranjan Bal . #tobadapanakudhik
------------------------------------------------------
♫Song Name - TO BADAPANA KU DHIK
♫Singer- Sourav Bharadwaj
♫Music - Dibya Chandan
♫ Lyrics - Soumya Ranjan Bal
♫ Producer - Raghab Swain
------------------------------------------------------------------------
SHARE this with your loved ones. Keep Sharing, Keep Loving!
► "SUBSCRIBE" - "LIKE" - "COMMENT"
"ODISHA MUSIC" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "ODISHA MUSIC " ର KZread Channel କୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ
------------------------------------------------------------------------
#tobadapanakudhik #jagannathbhajan #souravbhardwaj #odishamusic #lordjagannath #jagannath #jagannathtemple #2024odiabhajan #bhajanhits #odiabhajan #odiabhajanhits #newodiabhajan #jagannathpuri #odiaviralbhajan #trendingbhajan #tobadapanakudhik #bhajan #bhajans #odianewbhajan #odiajagannathbhajan #newjagannathbhajan
* ANTI-PIRACY WARNING *
This content is Copyright to ODISHA MUSIC... Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Пікірлер: 4 200

  • @ManasiNayak-os3hb
    @ManasiNayak-os3hbАй бұрын

    କେଉଁ ମାନକୁ ଏ ଭଜନ ଶୁଣି ବାକୁ ଭଲଲାଗେ 👇👇

  • @SkSonu-jp7wq

    @SkSonu-jp7wq

    19 күн бұрын

    Bahut sundar Bhajan Jay Jagannath ❤❤❤❤❤❤

  • @user-vj9du4wt7x
    @user-vj9du4wt7x5 ай бұрын

    ଅଭିମାନରେ କାଳିଆକୁ ନିଜ ଦୁଃଖ ଜଣେଇବା ଏବଂ ତାହା ପୁଣି ଗୀତ ମାଧ୍ୟମରେ କଣ ଆଉ କହିବି 😭.. ଗୀତଟି ଗାଇଥିବା ଭାଇଟି ସାନ କି ବଡ଼ ହେବ ଜାଣିନି କିନ୍ତୁ ହୃଦୟରୁ ମୋର ଆର୍ଶୀବାଦ... ବହୁତ ଆଗକୁ ଯାଅ.. ଗୀତଟିରେ ଗୋଟେ ଶବ୍ଦ ଅଛି 'ହେ ଜଗାରେ ହେ ଜଗାରେ ' ଲୋମ ଛିଡା ହେଇଯାଉଛି.. ଶୁଭେଚ୍ଛା ସମସ୍ତ ଟିମଙ୍କୁ ମୋ ତରଫରୁ..

  • @odishamusic09

    @odishamusic09

    5 ай бұрын

    Thank you

  • @satyajitmukhi2982

    @satyajitmukhi2982

    4 ай бұрын

    ❤​@@odishamusic09

  • @dileswar9730

    @dileswar9730

    4 ай бұрын

    ❤❤❤

  • @Kasturi-sl9kv

    @Kasturi-sl9kv

    4 ай бұрын

    ❤❤

  • @deepakkumarmandal114

    @deepakkumarmandal114

    4 ай бұрын

    ଏଇ ହୃଦୟସ୍ପର୍ଶୀ ଗୀତ ଟା ଶୁଣିଲା ପରେ ଅଖିରୁ ଭାବର ଲୁହ ଦିଟୋପା ଝରି ପଡ଼ିଲା। ସତରେ କାଳିଆ ମାୟାରେ ଆମେ ସମସ୍ତେ ବନ୍ଧା। ଜାଣିନି କେବେ ସେ ମୋତେ ତାଙ୍କ ପାଖକୁ ଦାକିନେବେ। ଜୟ ଜଗନ୍ନାଥ

  • @rajeshraut9870
    @rajeshraut98702 ай бұрын

    ପୂରା ଗୀତ ରେ ଯାହା ଲେଖା ଯାଇଛି ନା,ମୋ ଜୀବନରେ ତାହା ସବୁ ଘଟି ଚାଲିଛି। ଗିତଟିକୁ ଯିଏ ବି ଲେଖିଛନ୍ତି ଆଉ ଗାଇଛନ୍ତି ହୃଦୟରୁ ମୋର ଅଭିନନ୍ଦନ ❤।

  • @somya_creation

    @somya_creation

    Ай бұрын

    Thank you

  • @mydreams7135

    @mydreams7135

    12 күн бұрын

    Bhai Tama life nuhe . . . Aaji Kali samastanka life same hoi galani 😢

  • @rubitkumarpradhansai6191

    @rubitkumarpradhansai6191

    11 күн бұрын

    Bro sm2u 😢

  • @user-sc6ds6gf2u

    @user-sc6ds6gf2u

    5 күн бұрын

    Same bro I'm sad every moment but Jagannath achhanti

  • @SreyaSamantray

    @SreyaSamantray

    Күн бұрын

    Same.....

  • @debajitmahapatra9015
    @debajitmahapatra9015Ай бұрын

    Mo ଝିଅ ମାତ୍ର ତିନି ବର୍ଷ ର।ସେ ସବୁ ଦିନ ରାତି ରେ ଏ ଇ ଗୀତ ନ ସୁନିଲେ ତାକୁ ନିଦ ହଉନି। ଜୟ ଜଗନ୍ନାଥ 🙏🙏

  • @todayallabout4u

    @todayallabout4u

    Ай бұрын

    ଜୟ ଜଗନ୍ନାଥ 🙏

  • @sasmitapatra9195

    @sasmitapatra9195

    22 күн бұрын

    Om jhia bi ❤

  • @Tapankumar9994

    @Tapankumar9994

    19 күн бұрын

    ଆପଣଙ୍କ ଝିଅକୁ ଭଗବାନ ଭଲରେ ରଖନ୍ତୁ ଏବଂ ଭଲ ମଣିଷ ଟିଏ କରନ୍ତୁ

  • @mrrajesh9116

    @mrrajesh9116

    18 күн бұрын

    Jay Jagannath

  • @suryaprakashnayak7263

    @suryaprakashnayak7263

    13 күн бұрын

    You should consult a doctor. She is not well. Don't let it go by someones name, else you can say you want to save your money by not consulting a doctor... You want to save your money..

  • @NewblockAjay7882
    @NewblockAjay78823 ай бұрын

    ମହା ପ୍ରଭୁ ଜଗନ୍ନାଥଙ୍କର ଗୀତ ଯାହାକୁ ଭଲ ଲାଗୁଥାଏ ଲାଇକ କରନ୍ତୁ ❤🚩🚩

  • @sibasankarbehera9464

    @sibasankarbehera9464

    2 ай бұрын

    ❤❤❤❤❤

  • @funyvideo8281
    @funyvideo82813 ай бұрын

    କାଳିଆ ପାଇଁ ଗୋଟେ ❤like ହେଇଯାଉ ❤ଜୟ ଜଗନ୍ନାଥ

  • @susu24our

    @susu24our

    14 күн бұрын

    Jay Jagannath 💐🙏🏻

  • @brajendraparichha4030
    @brajendraparichha403020 күн бұрын

    ଅତି ଖୁସି ଲାଗୁଚି ଆମ ଯୁବ ପିଢ଼ି ଭିତରେ ଭକ୍ତି ଭାବ ଏବେ ବି ଅଛି, ଭିକାରି ବଳ ଏବଂ ଅରବିନ୍ଦ ମୁଦୁଲି ମହାଶୟ ଅତି ଖୁସି ହେଉଥିବେ ଆପଣ ମାନଂକୁ ଆର ପାରି ରୁ ଦେଖି ଜୟ ଜଗନ୍ନାଥ ❤

  • @sudarsanbisi8471
    @sudarsanbisi8471Ай бұрын

    ବହୁତ୍ ସୁନ୍ଦର୍ ଗିତ ହେଇଚି. ଗିତ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି, ଭାବପୂର୍ଣ୍ଣ ଗିତଟିଏ. ଜୟ ଜଗନ୍ନାଥ

  • @Odiatokaumesh
    @Odiatokaumesh4 ай бұрын

    ହେ ଜଗା ମୋତେ ଯେମିତି ରଖୁଚୁ ରଖ। ହେଲେ ମୋ ବାପା ମାଆ କୁ ସବୁ ବେଳେ ଖୁସୀରେ ରଖିବୁରେ। ଜୟ ଜଗନ୍ନାଥ 🙏🙏🙏

  • @bhanjakishorrout6621

    @bhanjakishorrout6621

    3 ай бұрын

    ❤❤

  • @PappuDas-xo4ii

    @PappuDas-xo4ii

    2 ай бұрын

    ❤❤😊

  • @RRODIABHAKTI

    @RRODIABHAKTI

    2 ай бұрын

    ଗୀତ ଆଉ ମିଉଜିକି ପୁରା ମଧୁର ଲାଗୁଛି ଶୁଣିଲେ ଆଖିରୁ ଲୁହ ଆସିଯାଇଛି 😂😂😂😂

  • @avayajena6254

    @avayajena6254

    2 ай бұрын

    Jay Jagannath

  • @user-lk5mf6xf2o

    @user-lk5mf6xf2o

    2 ай бұрын

    Jay Jagannath 🙏❤❤🙏

  • @Its_pravat5
    @Its_pravat55 ай бұрын

    ମହାପ୍ରଭୁ ଙ୍କ ଭକ୍ତ LIKE କରନ୍ତୁ ❤

  • @user-mm4eu4vh6q

    @user-mm4eu4vh6q

    4 ай бұрын

    H il w

  • @prangyalina5275

    @prangyalina5275

    4 ай бұрын

    Jay jagannarth❣️❣️❣️❣️🇮🇳🕉🕉🕉🕉

  • @dibyaranjanpadhiary8728

    @dibyaranjanpadhiary8728

    4 ай бұрын

    777778​@@prangyalina5275

  • @RajaRaja-gl4kd

    @RajaRaja-gl4kd

    4 ай бұрын

    Jay jagannath swami nayan patha gami bhava tume ❤❤❤❤❤❤

  • @user-xx1sw1sp4g

    @user-xx1sw1sp4g

    3 ай бұрын

    Jay jagannath 🙏🏻🚩😊

  • @nileshkumar1832
    @nileshkumar1832Ай бұрын

    ଜୟ ଜଗନ୍ନାଥ ହେ ପ୍ରଭୁ ମୋ ଝିଅ କୁ ଭଲ ରଖ ଏତିକି ମିନତି ଜୟ ଜଗନ୍ନାଥ

  • @bibhuofficial5192

    @bibhuofficial5192

    Ай бұрын

    bhagwan nichhaya bhala kari debe

  • @prabhasinipodh4202

    @prabhasinipodh4202

    Ай бұрын

    He jagannath mo Adya k bhal re rakhi thaba

  • @Er.Madhubabu

    @Er.Madhubabu

    Ай бұрын

    Jaldi thik heijiba agyan maalika nka pakhare mor guhariii👏👏👏

  • @suryaprakashnayak7263

    @suryaprakashnayak7263

    12 күн бұрын

    Bahi paisa income kari bapa maa nku pathantu.. Se ape bhalare rahibe.. Jagannath kana kariba ethire.

  • @soumyapk67
    @soumyapk6723 күн бұрын

    ତୋ ବଡ଼ ନାମକୁ ଧିକ୍ ତୋ ବଡ଼ କାମକୁ ଧିକ୍ ଦେହ ଥରିଯାଉଛି ଏହି ପଦରେ!!🙏

  • @aj-vlogs2056

    @aj-vlogs2056

    7 күн бұрын

    Really bhae mora v 🥺🙏

  • @pintupanda9819
    @pintupanda98193 ай бұрын

    ହେ କାଳିଆ ଠାକୁର ମତେ ଆଉ ଏତେ କଷ୍ଟ ଦିଅନି, ମୋ ଦେହ ଭଲ କରିଦିଅ । 😭😭🙏🙏🙏

  • @sangrammahakhud8932

    @sangrammahakhud8932

    3 ай бұрын

    Bhai Tamar kn heuchi 😔

  • @sisirsarpatia2358

    @sisirsarpatia2358

    3 ай бұрын

    😢😢😢

  • @sangrammahakhud8932

    @sangrammahakhud8932

    3 ай бұрын

    Kn heuchi 😔bhai

  • @user-qg1by5fx3z

    @user-qg1by5fx3z

    2 ай бұрын

    Sobu thik heijibo

  • @satyagamer952

    @satyagamer952

    2 ай бұрын

    Plz jaga bhai nka deha bhala Kari dia ⭕‼️⭕ 😔😔😔😔😔😔😔

  • @manaspradhan4820
    @manaspradhan48205 ай бұрын

    ହେ କାଳିଆ ଠାକୁର ମୋର ଦେହ ଭଲ କରିଦିଅ 😭😭😭😭😭😭😭😭

  • @LEGENDARY_INDIA

    @LEGENDARY_INDIA

    5 ай бұрын

    Jay Jagannath 💐💐

  • @jajpurroad

    @jajpurroad

    5 ай бұрын

    JAY Jagannath

  • @royofficial3808

    @royofficial3808

    5 ай бұрын

    Tama deha sure bhala heba Prabhu nkara heijao❤❤❤

  • @purnachandraparida6876

    @purnachandraparida6876

    5 ай бұрын

    Bhala karidebe jagannath 🙏🏻🙏🏻

  • @Munnabhai19512

    @Munnabhai19512

    5 ай бұрын

    Prabhu tamaku bhala karidebe...... Biswas aau bharosa rakha....🙏🙇🙏

  • @chinmayakumarsahoo4231
    @chinmayakumarsahoo4231Ай бұрын

    କି ସୁନ୍ଦର lyrics ଯିଏ ଲେଖିଚନ୍ତି ତାଙ୍କୁ ହୃଦୟ ରୁ thanks ଏମିତି ଗୀତ ସବୁବେଳେ ଲେଖୁଥନ୍ତୁ ❤ ଗୀତ ଗାଇବା ମଧ୍ୟ ବହୁତ୍ ଭଲ ହୋଇଛି ଶୁଣିଲେ ଆଖିରୁ ଲୁହ ଆସିଯାଉଛି omg ବାଲା ଗୀତ

  • @mpcreat143
    @mpcreat143Ай бұрын

    ହେ ଜଗା ରେ ମୋ ଦେହ tk ଭଲ କରିଦେ ରେ 😢😢😢

  • @tapaswinijena8470
    @tapaswinijena84705 ай бұрын

    ଜଗା ସହ ଭାବ ଟିକେ ଅଲଗା। ତାକୁ ଅଧିକାର ର ସହ ଭଲ ପାଇହୁଏ...... ପୁଣି ଅଭିମାନ ର ସହ ଗାଳି କରିହୁଏ,.........☺️☺️

  • @chandanbehera9081

    @chandanbehera9081

    4 ай бұрын

    ଭୁଲ୍

  • @Touristknowledge360

    @Touristknowledge360

    4 ай бұрын

    Absolutely right ❤

  • @kastugarnaik7881

    @kastugarnaik7881

    4 ай бұрын

    Hmm Sis... Se ba ei duniya re eka amara... Au sabu michha, moha, maya 🙏

  • @smilecreative7312

    @smilecreative7312

    4 ай бұрын

    Pura antarara katha tie kahile....

  • @anilswain6018

    @anilswain6018

    4 ай бұрын

    ❤ thik

  • @bibhu078
    @bibhu0783 ай бұрын

    ଭାରତ ମୋର ଗର୍ବ , ଓଡ଼ିଆ ମୋ ପରିଚୟ ଜୟ ଜଗନ୍ନାଥ ⭕‼️⭕ 🚩🚩

  • @-sagar626
    @-sagar6262 ай бұрын

    ସତରେ ଗୀତଟି ଶୁଣିଲା ପରେ ଆଖିରୁ ଲୁହ ରୋକି ହେଲାନି ଜୟ ଜଗନ୍ନାଥ ❤️🙏♥️

  • @ganeshpushpa3587
    @ganeshpushpa3587Ай бұрын

    ଭାଇ ବହୁତ ବଢିଆ ଅଛି ଭାଇ ଏହି ଗୀତ ମୋ ହୃଦୟ କୁ ବହୁତ ସ୍ପର୍ଶ କରୁଛି ଏହି ଗୀତ ଶୁଣିବା ବହୁତ୍ ଭଲ ଲାଗୁଛି ❤ ଜୟ ଜଗନ୍ନାଥ 🙏

  • @rankitamajhi3146
    @rankitamajhi31463 ай бұрын

    ସକାଳ ହେବା ମାତ୍ରେ ଏ ଗୀତଟି ନ ଶୁଣିଲେ ପୁରା ଦିନଟା ଯାକ ଜମା ଭଲ ଲାଗେ ନାହିଁ ❤❤ ହେ ଭାବଗ୍ରାହୀ ଠାକୁର 🙏🙏🙏 ସମସ୍ତଙ୍କୁ ଭଲରେ ରଖିବୁ ❤️🙏

  • @sjproduction7876

    @sjproduction7876

    2 ай бұрын

    kzread.info/dash/bejne/h2eWrbGFk5eWmMY.htmlsi=oqYVm4T8Zek3AWRZ Sourav Bhai kn new Bhajan ❤

  • @chagu1313
    @chagu13134 ай бұрын

    ଭାଇ ଯିଏ ଏଇ ଗୀତ କୁ ଲେଖିଛି ଆଉ ଯିଏ ଗାଉଛି ତାଙ୍କୁ କହିବାକୁ ଆଉ କିଛି ଶବ୍ଦ ନାହିଁ ଏମିତି ଗୀତ ମୋ ଜୀବନରେ ଶୁଣିନଥିଲି ପୁରା ଜାଗା ଦର୍ଶନ କରେଇ ଦେଲ

  • @jobbuzz1170

    @jobbuzz1170

    3 ай бұрын

    Jay jagannath କହିଦିଅ

  • @basu7008

    @basu7008

    3 ай бұрын

    Jay Jagannath

  • @Mobilecare_kujang

    @Mobilecare_kujang

    3 ай бұрын

    Satare Bhai.

  • @Shritika_Sampurna

    @Shritika_Sampurna

    2 ай бұрын

    😊😊 lo​@@jobbuzz1170

  • @sujitkr312
    @sujitkr3122 ай бұрын

    ଏଇ ଭଜନ ଟା ବହୁତ୍ ଭଲ ଲାଗେ! ଜୟ ଜଗନ୍ନାଥ

  • @SuryaKantaDas66
    @SuryaKantaDas6629 күн бұрын

    ଏଇ ଗୀତ ଶୁଣିଲା ବେଳେ ବୋହୁତ୍ ଦୁଃଖ ଲାଗେ ସବୁ କଥା ମନେପଡ଼ିଯାୟେ 😔🥺 ହେଲେ ମୋ ଜଗା ମୋତେ ଖୁସୀରେ ରଖିଛି 🙏

  • @suryakumar8713
    @suryakumar87136 ай бұрын

    ମୋବାଇଲ୍ ଖୋଲିଲେ ଗୀତଟିକୁ ନସୂଣିଲ ସବୁ ଅଧୁରା ରହିଗଲା ପରି ଲାଗୁଛି ଜୟ ଜଗନ୍ନାଥ

  • @dbhatra5870

    @dbhatra5870

    5 ай бұрын

    Same

  • @ajayanayak2065

    @ajayanayak2065

    4 ай бұрын

    Rt

  • @lopamudraswain4137

    @lopamudraswain4137

    3 ай бұрын

    Rt

  • @rk_short551
    @rk_short5513 ай бұрын

    କିଏ ମୋ ପରି ଏ ଗୀତ କୁ ଶବୁଦିନ ଶୁଣୁଛନ୍ତି

  • @lopamudraswain4137

    @lopamudraswain4137

    3 ай бұрын

    Many times

  • @Ashishkumar-gv8wl

    @Ashishkumar-gv8wl

    3 ай бұрын

    All day ❤

  • @dipankarsethi3344

    @dipankarsethi3344

    3 ай бұрын

    Bro mu

  • @user-nt9em6rg8o

    @user-nt9em6rg8o

    3 ай бұрын

    Mu sunichi sunbird aau sunuthibi

  • @kanchanbarik-pk4pu

    @kanchanbarik-pk4pu

    3 ай бұрын

    All time

  • @bineshkumardas1989
    @bineshkumardas1989Ай бұрын

    ❤ ଜୟ ଜଗନ୍ନାଥ ❤ ମୋ ଜୀବନ ଧନ୍ୟ ହେଇଗଲା ଏତେ ସୁନ୍ଦର୍ ଗୀତ ମୋ ଜୀବନ ରେ କେଭେ ବି ଭୁଲି ପାରିବିନି ❤ ଆଉ ବହୁତ୍ ଶାନ୍ତି ଲାଗୁଛି ❤

  • @AnandR143
    @AnandR143Ай бұрын

    ବହୁତ ବହୁତ ସୁନ୍ଦର ହେଇଛି ଏ ଗୀତ ଟି , ଜୟ ଜଗନ୍ନାଥ

  • @malayavideocreating2075
    @malayavideocreating20755 ай бұрын

    ବହୁତ୍ ଖୁସି ଲାଗେ ଆମ ଓଡ଼ିଶା ମାଟିରେ ଏମିତି କିଛି ଲେଖକ ଆଉ କିଛି ଗାୟକ ଅଛନ୍ତି ବହୁତ୍ ସୁନ୍ଦର ସୁନ୍ଦର ଭଜନ ପ୍ରସ୍ତୁତ କରୁଛନ୍ତି🙏🙏🚩

  • @ctlikerpk

    @ctlikerpk

    5 ай бұрын

    ❤❤❤❤

  • @JyotiPrusti

    @JyotiPrusti

    2 ай бұрын

    🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩​@@ctlikerpk

  • @sjproduction7876

    @sjproduction7876

    2 ай бұрын

    kzread.info/dash/bejne/h2eWrbGFk5eWmMY.htmlsi=oqYVm4T8Zek3AWRZ Sourav Bhai kn new Bhajan ❤

  • @subhashreedash8642
    @subhashreedash86424 ай бұрын

    ତୁ ପାଦ ଟିଏ ମୁଁ ପାଦ ର ଧୂଳି କାହିଁକି ଶୁଣିବୁ ମୋ ବିକଳ ରଡ଼ି, ତୁ ବ୍ରହ୍ମଦାରୁ ମୁଁ ପାପୀ ମେରୁ ଭାରି ଖୁସି ହେଉ ମୋ ଲୁହ ଢାଳି ।। ତୋ ବଡ ପଣକୁ ଧିକ୍ ତୋ ବଡ ଧାମକୁ ଧିକ୍ , ଦୁଃଖ ଯଦି ନ ଶୁଣିବୁ ଶ୍ରୀମନ୍ଦିରେ କାଇଁ ବସିଛୁ । ହେ ଜଗାରେ ସିଂହଦ୍ୱାରକୁ କାଇଁ ଖୋଲା ରଖିଛୁ ❓ ମହାବାହୁ ଡାକି ଯଦି ଲୁହ ପିଇବି ତୋ ସାଥିରେ କାଇଁ ବନ୍ଧୁ ବାନ୍ଧିବି, ଦବୁ ଚିର ନିଦ୍ରା ରେ ମୁଁ ଶୋଇପଡିବି ତୋ ଉପରେ କାଇଁ ଆଉ ଭରଷା ହେବି।। ତୋ ବଡ ନାମକୁ ଧିକ୍ ତୋ ବଡ କାମକୁ ଧିକ୍, ନିଜ ହାତେ ଭାଗ୍ୟ ଲେଖି ନିଜ ହାତେ ପୋଛି ଦେଉଛୁ । ହେ ଜଗାରେ ସିଂହଦ୍ଵାରାକୁ କାଇଁ ଖୋଲା ରଖିଛୁ ❓ ବିନ୍ଦୁରୁ ତୁ ମୋତେ ଯଦି ଆକାର ଦେଲୁ ଅବହେଳା ମୋତେ ଆଜି କାଇଁ କରିଲୁ, କୋଉ ଜନ୍ମରେ ଶତ୍ରୁତା ପାଇଁକି ଏ ଜନ୍ମରେ ଦାଉ ସାଧିଲୁ, ତୋ ବଡ ନେତକୁ ଧିକ୍ ତୋ ବଡ ତୀର୍ଥକୁ ଧିକ୍ ।। ବଡ ବୋଲି ମନ ଇଚ୍ଛା ସବୁ ମାୟା ଖେଳ ଖେଳୁଛୁ, ହେ ଜଗାରେ ସିଂହଦ୍ଵାରକୁ କାଇଁ ଖୋଲା ରଖିଛୁ ❓

  • @Purna3850

    @Purna3850

    3 ай бұрын

    thank you sis,

  • @Sonu.pratihari720

    @Sonu.pratihari720

    2 ай бұрын

    Dhanyavaad angya 🙏

  • @JagannathAdhikari-yz4rw

    @JagannathAdhikari-yz4rw

    Ай бұрын

    ମହାବାହୁ ଡାକି ଯଦି ଲୁହ ପିଇବି ତୋ ସାଥିରେ କାଇଁ ବନ୍ଧୁ ବନ୍ଧିବି ନିଜ ହାତେ ଭାଗ୍ୟ ଲେଖି ନିଜେ ନିଜେ ହାତେ କାଇଁ ପୋଛି ଦଉଛୁ ... ବଡ଼ ବୋଲି ସବୁ ମାୟା ମନ ଇଚ୍ଛା କରୁଛୁ

  • @swadhinatadas3162

    @swadhinatadas3162

    13 күн бұрын

    Bahut bhala hela ,,mote e lyrics lekhinebara thila,,, thank you sister😊

  • @PURNIMABARIK-mh5by
    @PURNIMABARIK-mh5by2 ай бұрын

    ହେ ଜଗା ମତେ ଜମେତି ରଖୁଚୁରଖ। ହେଲା ମୋ ବାପା ମାଆ କୁ ସବୁ ବେଳେ ଖୁସି ରେ ରଖି ବୁରେ

  • @rupaksahoo5016

    @rupaksahoo5016

    16 сағат бұрын

    ତମୋ ବାପ ମା କୁ ଖୁସି ରେ ରଖି ବେ

  • @dasjagandas6532
    @dasjagandas65322 ай бұрын

    Gita sunila pare mana re jete dukha kasta thile kichi time pai hajijaichi kya lyrics yaar mind blowing

  • @pritamdas8004
    @pritamdas80045 ай бұрын

    "କିଛି ସୁଖର ମିଶାଣ, କିଛି ଦୁଃଖର ଫେଡାଣ,କିଛି ହସର ଗୁଣନ ଆଉ କିଛି ଲୁହର ହରଣ । ଏଇ ବୋଧେ ଜୀବନର ଅସୀମିତ ସମୀକରଣ !! 🌸🏵️🙏ଜୟ ଜଗନ୍ନାଥ 🙏🏵️🌸 🌸☀️🌞ଶୁଭ ସକାଳ 🌞☀️🌸

  • @manoranjanmantu3832

    @manoranjanmantu3832

    5 ай бұрын

    Right ❤

  • @bichitranaik6505

    @bichitranaik6505

    5 ай бұрын

    😢😮😢😮

  • @mamasunadailyvlog5356

    @mamasunadailyvlog5356

    3 ай бұрын

    Apanka lekha ti bahut badhia hoichi

  • @JayShreeram-dm8dp

    @JayShreeram-dm8dp

    3 ай бұрын

    Right

  • @priyabratadash-cx4di

    @priyabratadash-cx4di

    3 ай бұрын

    Apanka barnana ku mu apananku hrudayaru pranam karuchi

  • @POLICELINEMANDIR_BARIPADA
    @POLICELINEMANDIR_BARIPADA3 ай бұрын

    ଖୁବ ସୁନ୍ଦର... ଭଜନ ... ଯାହାର କୌଣସି ତୁଳନା ନାହିଁ। ଆଉ ଜଣେ ଯୁବକ ଗାୟକ ଏଭଳି ଭାବର ସହ ଏତେ ଉଚ୍ଚକୋଟିର ଭଜନ ଗାଇବା ଆଜିର ସମାଜରେ ବିରଳ।❤❤❤❤❤❤❤ 🙏 ଜୟ ଜଗନ୍ନାଥ 🙏

  • @tapankumarjena243
    @tapankumarjena243Ай бұрын

    ବହୁତ ସୁନ୍ଦର ଲେଖା ବହୁତ ସୁନ୍ଦର ଗୀତ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @linkusamal4710
    @linkusamal4710Ай бұрын

    ହୁର୍ଦୟ କୁ ଛୁଇଁଲା ଭଳି ସୁନ୍ଦର ଗୀତ ଟିଏ ❤ ହେ ଜଗନ୍ନାଥ

  • @gyananandapanda7737
    @gyananandapanda77375 ай бұрын

    ଏହି ଗୀତ ଶୁଣିଲେ ଜଗା ପାଖକୁ ଧାଇଁ ଯିବାକୁ ଇଚ୍ଛା ହେଉଛି❤ ଜୟ ଜଗନ୍ନାଥ 🙏🪔।

  • @sjproduction7876

    @sjproduction7876

    2 ай бұрын

    kzread.info/dash/bejne/h2eWrbGFk5eWmMY.htmlsi=oqYVm4T8Zek3AWRZ Sourav Bhai kn new Bhajan ❤

  • @odiatoka1638
    @odiatoka16386 ай бұрын

    ମୁଁ ସବୁ ଦିନ ଏ ଗୀତକୁ ଶୁଣୁଛି ଆଉ ଯେତେ ଶୁଣୁଛି ମୋତେ ନୂଆ ଲାଗୁଛି

  • @somya_creation

    @somya_creation

    6 ай бұрын

    Thank you ❤

  • @chandankumarjena9286

    @chandankumarjena9286

    6 ай бұрын

    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ ❤️😭🙏🏻

  • @odishamusic09

    @odishamusic09

    6 ай бұрын

    Thank you ❤

  • @munamuna9776

    @munamuna9776

    6 ай бұрын

    Right bro 😢

  • @RajGouda-br6gd

    @RajGouda-br6gd

    6 ай бұрын

    ❤❤❤❤❤️🙏

  • @Sasmita01645
    @Sasmita01645Ай бұрын

    ଏତେ ସୁନ୍ଦର ଗୀତ ଟି ଗାଇ ଥିବାରୁ ବଡ଼ ଭାଇ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤

  • @artcraftmusic
    @artcraftmusic2 ай бұрын

    ବିନମ୍ରତାରେ ରାଧାକୁ ନିଜ ଭାବନା ଜଣେଇବା ଏବଂ ତାହା କବିତା ମାଧ୍ୟମରେ ପ୍ରକାଶ କରିବା.. କବିତାଟି ଲେଖିବା ମଣିଷଟି କିଏ ହେବ ଜାଣିନି, କିନ୍ତୁ ମନରୁ ମୋର ଆଶୀର୍ବାଦ.. ଅନେକ ଦୂରକୁ ଯାଅ.. 'ହେ ଶ୍ରୀରାଧେ ହେ ଶ୍ରୀରାଧେ'

  • @sarmistarauta9803
    @sarmistarauta98036 ай бұрын

    ମୋହ ମାୟା ଦୁନିଆରେ କାହାକୁ ଅଜଣା ତୋର ନାମ❤ ଜୀବନ ର କାଗଜ ଡଙ୍ଗା ରେ ସବୁଠି ଅନନ୍ୟ ତୋର ଧାମ😊 ମାନବ ହୃଦୟ ରେ ସମସ୍ତ ସମୟରେ କରନ୍ତି ତୋତେ ପ୍ରଣାମ❤ ଅନେକ ତୁଳନା ରେ ମଧ୍ୟ ଅତୁଳନୀୟ ତୁମରି ନାମ 😊 ❤ଜୟ ଜଗନ୍ନାଥ❤

  • @todayallabout4u

    @todayallabout4u

    6 ай бұрын

    ବହୁତ ସୁନ୍ଦର ଭାବରେ ଲେଖିଛନ୍ତି

  • @sarmistarauta9803

    @sarmistarauta9803

    6 ай бұрын

    ​@@todayallabout4uଧନ୍ୟବାଦ

  • @sunitapradhan4414

    @sunitapradhan4414

    6 ай бұрын

  • @DebarajSahoo-ABlessedDevOffice

    @DebarajSahoo-ABlessedDevOffice

    6 ай бұрын

    Ati sundar

  • @BKstardjremix

    @BKstardjremix

    5 ай бұрын

    ଜୟ ଜଗନ୍ନାଥ

  • @prakashsutar6351
    @prakashsutar63516 ай бұрын

    ଏ ଗୀତ କୁ ଯେତେ ଶୁଣିଲେ ବି ମନ ଭରୁନି.... ଜୟ ଜଗନ୍ନାଥ 🙏🙌🙏

  • @rjbarik7894
    @rjbarik7894Ай бұрын

    କଣ ଆଉ କହିବା ଗୀତ ଟିଏ ଶୁଣିଲେ, ଲାଗୁଛି ଜାଗା ପାଖକୁ ଧାଇଁ କରି ଯିବା କୁ 😢😢😢😢

  • @Mamata6986
    @Mamata69862 ай бұрын

    ଜଗା ତ ସମସ୍ତଙ୍କ କଥା ଶୁଣି ଥାଏ କିନ୍ତୁ ଆମ କୁ ଲାଗେ ସେ ଆମ କଥା ଶୁଣେନି ବାସ୍ ସେ ଠିକ୍ ସମୟକୁ ଅପେକ୍ଷା କରି ଥାଏ । ସେ ପରା ଜଗା ତାକୁ ଯଦି କିଛି ମାଗିବୁ ଯେ ଡେରି କରିକି ଦେବ କିନ୍ତୁ କେବେ ମନା କରେନି ଆଉ ଯଦି ନ ମାଗିବୁ ତାହେଲେ ସେ ମନ କଥା ଜାଣି ସବୁ ଦେଇ ଦିଏ । ସେ ପରା ଆମ ଜଗା ତା ପରି ଆଉ କିଏ ହେବ 🥰🥰🥰 । ଜୟ ଜଗନ୍ନାଥ 🙏🙏🙏

  • @rjbarik7894

    @rjbarik7894

    Ай бұрын

    ସତ କହିଲେ ଆପଣ 🙏

  • @sekharstatuscreation4727
    @sekharstatuscreation47274 ай бұрын

    ଜଗା କାଳିଆ ସାଆନ୍ତ ପାଇଁ ଗୀତ ଗାଉଛ ଧନ୍ୟ ତୁମେ ଭାଈ ଅତି ସୁନ୍ଦର ଜୟ ଜଗନ୍ନାଥ।

  • @Nandancreation913
    @Nandancreation9133 ай бұрын

    ଭାଈ ଯିଏ ବି ଏ ଗୀତ ଗାଇଛନ୍ତି ତାଙ୍କୁ ମୋର କୋଟି କୋଟି ପ୍ରଣାମ ଭାଈ ଏମିତି ଗୀତ ଟେ ବହୁତ୍ ଦରକାର ଥିଲା ଆମକୁ, love you Bhai, Jay jaganath

  • @saikiranentertainments7925
    @saikiranentertainments79252 ай бұрын

    ହୃଦୟସ୍ପର୍ଶୀ ଗୀତ ଟିଏ।ଧନ୍ୟବାଦ ଗାୟକ ଭାଇଙ୍କୁ।

  • @bikramkumar2095
    @bikramkumar20952 ай бұрын

    ଅଇ ଗୀତ ଟି ଯେତେ ବେଳେ ବି ମୁଁ ଶୁଣେ ମୋ ଆଖି ରେ ଲୁହ ଆସି ଯାଏ 😢😢

  • @rasmita.sahoo.pritu_
    @rasmita.sahoo.pritu_6 ай бұрын

    ❤ ଆଖି ରୁ ଲୁହ ଆସିଯାଏ ଗୀତ ଶୁଣିଲେ ଅତି ସୁନ୍ଦର ଲେଖା ଭଲ ସ୍ୱର ❤

  • @somya_creation

    @somya_creation

    6 ай бұрын

    Thank you 🙏

  • @AratiSahu-zx8zh

    @AratiSahu-zx8zh

    5 ай бұрын

    Hmm bahut sundar gitaa

  • @cutecute6260
    @cutecute62605 ай бұрын

    ଏଇ ଗୀତ ଟି ସଂପୂର୍ଣ୍ଣ ରୂପେ ମୋର ମନର ଭାଷା କୁ ପରିପ୍ରକାଶ କରିଦେଲା ସତରେ।😢😢

  • @reenalifestyle1113
    @reenalifestyle11132 ай бұрын

    ଏ ଗୀତ ସୁଣିକି ମନ ଭିତରେ ଥିବା ସବୁ କୁହ ବାହାରକୁ ବାହାରି ଆସିଲା 😢 ଜଗା 🙏

  • @mrbikash..8473
    @mrbikash..847320 күн бұрын

    Jay Jagannath ❤️❤️hee prabhu sabubele eae sara odisha basi nku vala re rakha ..🙏🙏prabhu tuma bina ethi kichi hue nahi eae swarthapar dunia ra loka nku thik rastare nia

  • @rajnikanta3774
    @rajnikanta37743 ай бұрын

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଶବ୍ଦ ରେ ସଜା ଗୀତଟି... ବହୁତ ସୁନ୍ଦର ଭାବେ ଗୀତଟି ଗାଇଛନ୍ତି ଭାଇ ଜଣଙ୍କୁ ଅନ୍ତରରୁ ଧନ୍ୟବାଦ... ❤❤❤❤

  • @bikashmishra8864
    @bikashmishra88642 ай бұрын

    ସୌରଭ ଭାଇ ଙ୍କ କଣ୍ଠ ପୁରା ହୃଦୟସ୍ପର୍ଶୀ ❤ ଜୟ ଜଗନ୍ନାଥ

  • @minaksheerout6388
    @minaksheerout6388Ай бұрын

    ଜୟ ଶ୍ରୀ ଜଗନ୍ନାଥ ସରଣ ଦିଅ ପ୍ରଭୁ🙌🥹🙏⭕‼️⭕🙏🥹🙌❤️‍🩹

  • @sitaramgouda1265
    @sitaramgouda126525 күн бұрын

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆପଣ ଙ୍କ କଣ୍ଠ ରେ ବିରାଜ ମାନ ହୋଇ ଛନ୍ତି ଶତର", "ଜୟ ଜଗନ୍ନାଥ....!

  • @laxmipriyadalai699
    @laxmipriyadalai6995 ай бұрын

    ମନ କୁ ଛୁଇଁ ଯାଉଛି ଏ ଭଜନ......ବହୁତ ସୁନ୍ଦର ଭଜନ 🥺🙏ଜଗା🥰

  • @bipinbk7849

    @bipinbk7849

    5 ай бұрын

    Bahut sundar song tie ⭕❗⭕😥😥

  • @budhishmunda6520
    @budhishmunda65205 ай бұрын

    ଯେତେ ଶୁଣିଲେ ମନ ଭରୁନି। ଭଲ ହେଇଛି ଭଜନ ଟି। ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩

  • @MantuPk-wh5in
    @MantuPk-wh5in5 күн бұрын

    ମହାବହୁ ଙ୍କ ର ଏତେ ସୁନ୍ଦର୍ ଗୀତ।।।।।ଧନ୍ୟବାଦ ଗୀତିକାର ଏବଂ ସବୁ ସହଯୋଗୀ ଙ୍କୁ🙏🙏🙏🙏🙏 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ❤❤

  • @user-nmmamuni
    @user-nmmamuniАй бұрын

    Wow mind blowing song kn laguchi ma song ta jete sunile bi mana bharuni mora 😮😮❤❤😊😊manibaku padiba 👍song ku dil see fill kale haye ki song😢

  • @Unique_Tilo
    @Unique_Tilo3 ай бұрын

    ସତ କୁହ ଭାବର ସହିତ କାହା କାହା ଆଖି ରୁ ଅଶ୍ରୁ ବୋହି ଆସିଲା 😢 ଜୟ ଜଗନ୍ନାଥ 🙏🙌

  • @PabitraSabar1248
    @PabitraSabar12485 ай бұрын

    ବହୁତ ସୁନ୍ଦର ହେଇଛି ❤❤❤ ଜଗତରେ ପାରିବୁନି ଏମିତି ଠାକୁର ଭଜନ ପରେ ଏହି ଭଜନ ମନ କୁ ଛୁଇଁଗଲା

  • @deepakmandal4025

    @deepakmandal4025

    5 ай бұрын

    ପୁରା ସତ କହିଲ ଭାଇ ଜୟ ଜଗନ୍ନାଥ

  • @PabitraSabar1248

    @PabitraSabar1248

    5 ай бұрын

    @@deepakmandal4025 hnn bhai... sakalu utilaaa matre ei gita ti sunibaku bahut echha hue

  • @deepakmandal4025

    @deepakmandal4025

    5 ай бұрын

    ଭାଇ ମୁ ଶୋଇବା ପାଇଁ ଯିବାକୁ ବି ଟିକେ ଶୁଣି ଦଉଚି

  • @PabitraSabar1248

    @PabitraSabar1248

    5 ай бұрын

    @@deepakmandal4025 okk bhai

  • @goldshorts731

    @goldshorts731

    5 ай бұрын

    🥰🥰

  • @rubilataojha4539
    @rubilataojha4539Ай бұрын

    ବହୁତ ସୁନ୍ଦର ଭଜନ ଟିଏ,, ପ୍ରକୃତ କଥା ତ,, ଗୀତ ମାଧ୍ୟମରେ ହୃଦୟ ର କଥା କୁ ବ୍ୟକ୍ତ କରାଯାଇଛି.... 🙏🙏🙏🙏🙏🙏🙏🙏🙏🙏🙏

  • @UNIQUEANIL96
    @UNIQUEANIL96Ай бұрын

    ଯେବେ ଠୁ ଏ ଗୀତ ଶୁଣିଛି...ମୋ ଦିନ ଏହି ଗୀତ ସହିତ ଆରମ୍ଭ ହୁଏ। ଜୟ ଜଗନ୍ନାଥ 🙏

  • @MunaCreation_10k
    @MunaCreation_10k6 ай бұрын

    ଏତେ ଗୀତ ଶୁଣିଥିଲି..... ଆଜି ଜୀବନଟା ବହୁତ୍ ଆନନ୍ଦ ମୟ ଲାଗୁଚି..... 🙏🙏🙏🙏🙏🙏

  • @jyotsnamahapatra6349
    @jyotsnamahapatra63495 ай бұрын

    , ମୋ ଜଗା ସମସ୍ତଙ୍କ ଗୁହାରୀ ଶୁଣେ ତୁମେ କେବଳ ଟିକେ ଭକ୍ତିରେ ଡାକିଲେ ହେଲା। ସେ ଯଦି ଦୁଃଖ ନ ଦେବ ତୁମେ କ'ଣ କେବେ ତାକୁ ଡାକିବ । ସୁଖରେ କିଏ ଜଗାକୁ ଡାକେ । ମୋ ଜଗା ଭାରି ଦୟାଳୁ ।ଜଗାରେ ସମସ୍ତ ଭକ୍ତର ହୃଦୟର ଗୁହାରୀ ଶୁଣେ ।

  • @satyabratabehera-hs3gh

    @satyabratabehera-hs3gh

    5 ай бұрын

    Sata katha te kahila 🥺

  • @niranjansahu5358

    @niranjansahu5358

    4 ай бұрын

    Pura sata Katha kohichanti😢😢kasta kole hin krushna mile😢sea chahunchanti ki tanko saha sabubele jadi ruho😢

  • @niranjansahu5358

    @niranjansahu5358

    4 ай бұрын

    Ame jetebele dukha paduchi setebele hin ame tanku dakuchhe😢kintu ame amo sukha re tanku amo saha jadi rokhune😢😢

  • @santoshdas7598
    @santoshdas759827 күн бұрын

    ସତ ରେ ଭାଇ ଗୀତ ଟି ଭାରି ସୁନ୍ଦର କାଳିଆ ସାନ୍ତ ତୋତେ ଏଠୁ ପ୍ରଣାମ 🙏 🥺

  • @user-ed8vq2jm1v
    @user-ed8vq2jm1vАй бұрын

    Jaga re tu hin saha au bharasa...... jibanare kichhi magini baas ae gote kama re ashirwad deide reeee mo jaga. ....🙏🙏🙏

  • @ucan247
    @ucan2474 ай бұрын

    ଲେଖା, ସ୍ଵର, ତାଳ ଅତ୍ୟନ୍ତ ହୃଦୟସ୍ପର୍ଶୀ... ଚିର ସ୍ମରଣୀୟ 🙏🙏🙏🙏 ଜୟ ଜଗନ୍ନାଥ

  • @HaklowdaBakra
    @HaklowdaBakra3 ай бұрын

    ଆଖି ରେ ପାଣି ଆସି ଗଲା ଭାଇ ।।।। ଜୟ ଜଗନ୍ନାଥ

  • @ratanpradhan8264
    @ratanpradhan8264Ай бұрын

    Mu sabudina morning re au evening re 2 thar sunuchi.... Tathapi mote sabubele nua laguchi...... Hey Jaga re ❤❤❤

  • @todayallabout4u
    @todayallabout4uАй бұрын

    ଜୟ ଜଗନ୍ନାଥ 🙏 ବହୁତ ସୁନ୍ଦର ଭଜନ ଭେଟି ଦେଇଥିବାରୁ Odisha Music ର ସମସ୍ତ ସଦସ୍ୟଙ୍କୁ ଆନ୍ତରିକ ଶୁଭେଚ୍ଛା ସମସ୍ତଙ୍କ ଭଲ ପାଇବା ସବୁବେଳେ ଏମିତି ରହିଥାଉ ODISHA MUSIC ପ୍ରତି ସମସ୍ତଙ୍କୁ ଅଶେଷ ଧନ୍ୟବାଦ 🙏🙏

  • @mahendrajena3399
    @mahendrajena33992 ай бұрын

    ମୋତେ ବହୁତୁ ଭଲ ଲାଗେ ମୋ ପ୍ରଭୁ ଜଗନ୍ନାଥ ଙ୍କ ଗୀତ ❤️❤️

  • @todayallabout4u
    @todayallabout4u6 ай бұрын

    ଯେତେ ଶୁଣିଲେ ବି ମନ ପୁରୁନି ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ସଂଯୋଜନା ଜଗତରନାଥ ଜଗନ୍ନାଥ ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @somya_creation

    @somya_creation

    6 ай бұрын

    Thank you 🙏🙏

  • @BKstardjremix

    @BKstardjremix

    5 ай бұрын

    Hmm bhai

  • @alokpattnayak2106
    @alokpattnayak2106Ай бұрын

    ଓଡିଶା ଭଜନ ଇତିହାସ ରେ ଏମିତି ସ୍ୱାଦ ର ମହାପ୍ରଭୁ ଙ୍କ ର ଗୀତ ନଥିଲା, ସମ୍ପୂର୍ଣ ଭିନ୍ନ ସ୍ୱାଦର ଗୀତ, ଅତ୍ୟନ୍ତ ହୃଦୟ ସ୍ପର୍ଶୀ, ଭଏସ ଟେକ୍ସଚର ବହୁତ ବଢିଆ, ମୁଁ ଏ ଗୀତ ଶୁଣି ସାରିବା ପରେ ଲେଡିସ ଭର୍ସନ ମଧ୍ୟ ଶୁଣିଛି କିନ୍ତୁ ସାନ ଭାଇ ଟି ମୋର ଅଦ୍ଵିତୀୟ!👏🏻

  • @somya_creation

    @somya_creation

    Ай бұрын

    Thank you

  • @rupalinayak3679
    @rupalinayak36793 күн бұрын

    ତୁ ହିଁ ଜଗା ମତେ ଏ ଦୁନିଆର ଅନ୍ୟାୟୀ ମାନଙ୍କଠୁ ରକ୍ଷା କରେ🙏🙏🙏

  • @sidhantaswain-sf1ed
    @sidhantaswain-sf1ed4 ай бұрын

    Super hit ଭାଇ ତମେ ଏମିତି ଗାଉଥାଅ ଏଇ ଗୀତ ଶୁଣିବା ପରେ ଆମେ ଓଡ଼ିଆ ବୋଲି ଗର୍ବ କରୁଛି

  • @drxdipun99
    @drxdipun995 ай бұрын

    ଯେତେ ଶୁଣିଲେ ବି ମନ ଭରୁନି ଏଇ ଗୀତ ହେ ଜଗା ହେ ମହାବାହୁ ହେ ପ୍ରଭୁ ❤

  • @subhalaxminayak4483

    @subhalaxminayak4483

    4 ай бұрын

    Right

  • @kastugarnaik7881

    @kastugarnaik7881

    4 ай бұрын

    Hmm🙏

  • @Odiapuasiba
    @Odiapuasiba20 күн бұрын

    Bhaire gita ta pura... Emosnal heichi.. Re maa rana... Tu agaku semi ti madichale... Jai jaganath... Per day ten time play this song

  • @SusilPujari
    @SusilPujari20 күн бұрын

    modhur modhur gita suneba shree jagannath..nkoro amo pai so bhagyo ro kotha donyabad bhai...so sweet bhajan

  • @jyotsnajyotsna1263
    @jyotsnajyotsna12635 ай бұрын

    ଏ ଗୀତ ଶୁଣି ଏମିତି ଲାଗୁଛି ଯେ ଜଗା🙏 ଯେମିତି ମୋ ପାଖର ହିଁ ଅଛି 😢 ସତରେ ଏ ଗୀତ ଯିଏ ଲେଖିଛନ୍ତି ଆଉ ଯିଏ ଗାଇଛନ୍ତି ସେ ଭାଈ ମାନଙ୍କୁ ମୋର ହୃଦୟରୁ ନମସ୍କାର 🙏ଏମିତି ହୃଦୟ ଭରା ଗୀତ ଦେଇ ଥିବାରୁ tqq so much enter team❤ ଜୟ ଜଗନ୍ନାଥ 🙏

  • @JayJagannath7917
    @JayJagannath79175 ай бұрын

    Bhai ସତରେ ତମ କଣ୍ଟ ରେ କିଛି magic ଅଛି ବୋହୁତ ସୁନ୍ଦର ହେଇଚି ମୋ ଜଗନ୍ନାଥ ଙ୍କ ଗୀତ ଟି ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ଯେତେ ଥର ଶୁଣିଲେ ଆହୁରି ଶୁଣିବାକୁ ଇଛା ହେଉଛି ❤❤❤❤

  • @sjproduction7876

    @sjproduction7876

    2 ай бұрын

    kzread.info/dash/bejne/h2eWrbGFk5eWmMY.htmlsi=oqYVm4T8Zek3AWRZ Sourav Bhai kn new Bhajan ❤

  • @__Jagruti__xEx
    @__Jagruti__xEx20 күн бұрын

    ଗୀତ ଟି ଶୁଣିଲେ ଏମିତି ଇଚ୍ଛା ହଉଚି ଜାଗା ପାଖକୁ ଧାଇଁ ଯିବି❤କେବେ ଜାଗା ତୋ ଡୋରି ଲାଗିବ❤

  • @VerifiedSinu
    @VerifiedSinu22 күн бұрын

    ଗୀତ ଟି ହୃଦୟକୁ ଛୁଇଁ ଗଲା ଜୟ ଜଗନ୍ନାଥ❤❤

  • @rudrakumardas4333
    @rudrakumardas43336 ай бұрын

    ଜଗନ୍ନାଥ ଙ୍କ ଏମିତି କୃପା ଯେ ଯିଏ ତାଙ୍କ ଗୀତ ବୋଲୁ ନାହିଁ କାଁଇ ସେ ମଧୁର ଝରିଯାଏ 👌👌👌👌❤️❤️❤️

  • @BiswaranjanSahoo
    @BiswaranjanSahoo4 ай бұрын

    ‌। ହେ ଜଗା ତୋ କଳା ନୟନ ଟିକେ ଆମ ଉପରକୁ ପକା।ବହୁତ୍ କଷ୍ଟ ହେଉଛି। ଏ ଗୀତ ଶୁଣି ଆଖିରୁ ପାଣି ଝରି ଗଲା । thankyou soumya ranjan bal ଏଇ ସୁନ୍ଦର ଲିଖନୀ ପାଇଁ।❤❤❤❤

  • @Gouttam_Creation_

    @Gouttam_Creation_

    4 ай бұрын

    Jay Jagannath🙏🙏

  • @somya_creation

    @somya_creation

    3 ай бұрын

    Thank you Bhai🙏

  • @srustidjmusiccitypipili6708

    @srustidjmusiccitypipili6708

    3 ай бұрын

    🙏

  • @ShradhanjaliDhir-vm9bg
    @ShradhanjaliDhir-vm9bgАй бұрын

    Hey jogaa 🥹🥹😭😭mo bapa nko deho bholo nae😢tu thik koride joga😭😭plz joga 😭😭bohut serious achanti joga😭😭🙏🙏🙏🙏🙏

  • @jayanteesahoo8023
    @jayanteesahoo802323 күн бұрын

    Gita ti bahut mana chhuan au jia gita tiku bolichanti tanka voice ti b bahut sundar....ete sundar laguchi sunibaku au laguchi jemiti bhagwan mo pakhare achhanti 🙏🙏😢😢

  • @bapunpallar6846
    @bapunpallar68466 ай бұрын

    ଦୁନିଆ ରେ ଯା ଚାଲିଛି ଚାଲୁ.... ହେଲେ ଆମ ଭାବନା କୁ ଟିକେ ବୁଝିବୁ..... ଜୟ ଜଗନ୍ନାଥ... 🥺🚩🚩

  • @ananndwildphotography7460
    @ananndwildphotography74606 ай бұрын

    ହେ ଜଗା ତୁ କଣ ତୋ ଦର୍ଶନ କରିବା ପାଇଁ e ଭକ୍ତକୁ ତୋ ନିକଟକୁ ଟାଣି ନବୁନି ପ୍ରଭୁ ହେ ମହାବାହୁ 🙏⭕‼️⭕🙏

  • @Rkjena143
    @Rkjena1432 ай бұрын

    Bahut Bhala lagila ଆଗକୁ ଆଉରି ଵଢୀଚାଲ ଜୟ ଜଗନ୍ନାଥ

  • @myswtfamilyvlogs7267
    @myswtfamilyvlogs726721 күн бұрын

    real feelings achi a song re jiye a song ଲେଖିଛନ୍ତି ତାଙ୍କୁ କୋଟି କୋଟି🙏🙏 ଆଉ ଯିଏ a song t ଗାଇଛନ୍ତି ସେ ଭାଇଙ୍କୁ ମୋର ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏମିତି ଆଗକୁ ଯାଆନ୍ତୁ ଜୟ ଜଗନ୍ନାଥ🙏🙏 a ଗୀତ ମାଧ୍ୟମରେ ମହାବାହୁ ଙ୍କୁ ନିଜର ଦୁଃଖ ଜଣେଇବା song ra all line bht vl heichi କିନ୍ତୁ ବେଶି heart ku touch Karuchi ମହାବାହୁ ଡାକି ଯଦି ଲୁହ peibi.......a line sunile akhiru automatically luha palei asuchi😢

  • @user-xi3mt5ey7s
    @user-xi3mt5ey7s2 ай бұрын

    ବଳଭଦ୍ର ମହାରାଜ କି ଜୟ ❤ଜୟ ମାତା ସୁଭଦ୍ରା ❤ଜୟ ଜଗନ୍ନାଥ ସ୍ଵାମୀ କି ଜୟ ❤ ଜୟ ମାତା ଲକ୍ଷ୍ମୀ ❤ଜୟ ଶ୍ରୀ ଗଣେଶ 🕉️❤🙏🏽🚩🚩

  • @Pritamtv0
    @Pritamtv06 ай бұрын

    ସତରେ ଏ ଗୀତ ଗାଇ ଥିବା ଭାଇ ଙ୍କ କଣ୍ଠରେ ଯେମିତି ସ୍ଵଂୟ ଜଗନ୍ନାଥ ବସିଛନ୍ତି ବହୁତ୍ ସୁନ୍ଦର୍ ହେଇଛି ❤😢😢❤

  • @minatirout7523
    @minatirout7523Күн бұрын

    ଜଗା ତୁ ଆଉ କେତେ ଲିଳା କରବୁ ରେ ଗରିବ ର ଦୁଃଖ ଟିକିଏ ଶୁଣ ଏ ସାରା ଜଗତ କୁ ଭଲ ରେ ଟିକିଏ ଆଗେଇ ନେ 🙏🙏🙏😭😭କର୍ମ ହିଁ ଭଗବାନ କର୍ମ କର ଫଳ ନିଶ୍ଚୟ ପାଇବ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଼଼଼଼଼🙏🙏🙏

  • @balinag3983
    @balinag39834 ай бұрын

    ଆପଣଙ୍କ ସ୍ୱର ଅତି ଭାବ ପୂର୍ଣ୍ଣ ସ ଶୁଣିବାକୁ ପଡୁଛି 🙏🏻

  • @sonamsonali
    @sonamsonali5 ай бұрын

    Jay jagannath 🙏🥹🌸🪔

  • @DipuParida-vp7lb
    @DipuParida-vp7lb13 күн бұрын

    ସତରେ ଜଗା ତୁ କେତେ ଅଭିମାନୀ ନାଁ ଭକ୍ତ ପାଇଁ ନିଜ ଖୁସି ବି ଭୁଲି ଯାଉଛି ରେ ହେଲେ ଭକ୍ତ ତୋତେ ଭୁଲି ଯାଉଛି 😭😭 ମୋ ଜଗା ଲଭ ୟୁ ରେ❤⭕‼️⭕ ଜୟ ଜଗନ୍ନାଥ

  • @cricketanil07
    @cricketanil077 күн бұрын

    ଏ ଗୀତ ନସୁଣିଲେ ମନ ବୁଝୁନି କି ଦିନ ବି ଭଲରେ ଆରମ୍ଭ ହଉନି ❤🙏🏻ଜୟ ଜଗନ୍ନାଥ ❤

  • @basudevswain6766
    @basudevswain67666 ай бұрын

    ଗୋଟେ ଭକ୍ତ ର ମନ ର କୋହ କୁ ଅତି ସୁନ୍ଦର ଭାବରେ ବଣ୍ଣନା 🙏🏻🙏🏻🙏🏻🙏🏻

Келесі