'ତୋର ଏଡ଼େ ସାହସ ! ଲେଡି ଅଫିସରକୁ ହାତ ମାରିବୁ ?'

'#ତୋର_ଏଡ଼େ_ସାହସ_ଲେଡି_ଅଫିସରକୁ_ହାତ_ମାରିବୁ ?'
'ଆରେ ତୋର ଏଡ଼େ ସାହସ ! ଲେଡି ଅଫିସରକୁ ହାତ ମାରିବୁ ? ତୁ ଜାଣିନୁ ମାଡ଼ାମ୍ ସୁପରିଣ୍ଟେଡେଣ୍ଟ ଅଫିସର ।'
#Cuttack #Bhubaneswar #ExcisePolice #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 239

  • @SURENDRAKHURA
    @SURENDRAKHURA17 күн бұрын

    police officer ହାତ ଦେଖେଇ କି କଥା ହଉଛି ତତେ କିଏ ଅଧିକାର ଦେଲା ମୋ ହାତ ଦେଖେଇ କଥା ହେବୁ ଜନତାଙ୍କ ପଇସା ରେ ଦରମା ନେଇ ଆଙ୍ଗୁଠି ଦେଖାଉଛି police ପୁଣି ଦେଶ ସେବା କରିବ respect କିଛି ନାହିଁ ଜଣେ ନାରୀ ହେଇକି male police ନ ଥିଲେ କି ତୁ ସେଥିକୁ ଯାଇଛୁ ଏତେ vip ରେ କଥା କହୁଛୁ

  • @ashokkumarpal596
    @ashokkumarpal59619 күн бұрын

    ଗୋଟିଏ କାମ କରାଯାଉ ମହିଳା ଅଫିସର ମହିଳା ମାନଙ୍କ କେଶ ଧରନ୍ତୁ ଓ ପୁରୁଷ ଅଧିକାରୀ ପୁରୁଷ ମାନଙ୍କ କେଶ ଧରନ୍ତୁ .ମହିଳା ଅଧିକାରୀ କଣ ପୁରୁଷ ଅପରାଧୀ ଙ୍କୁ ପିଟୁ ନାହାଂତି କି ?

  • @nilanchalchoudhiry4843

    @nilanchalchoudhiry4843

    17 күн бұрын

    Right

  • @sdsudhanshu1556

    @sdsudhanshu1556

    14 күн бұрын

    Tame ledy officer kn badauna ki police bala bahut uturucha

  • @amrjitbiswal7243
    @amrjitbiswal724319 күн бұрын

    ଥାନା ତୁମର ସମ୍ପତି ନୁହେଁ ହାତ ହଲାଇ କଥା କହିବା ଠିକ ନୁହେଁ ପୋଲିସ ମାଡାମ

  • @ajitray1958

    @ajitray1958

    19 күн бұрын

    Madua utpatkarinku thenga darkar.

  • @Tjgfdvmjvfjnbcfbbvv78

    @Tjgfdvmjvfjnbcfbbvv78

    19 күн бұрын

    Bhalare situation ta bujhuki comment kare . Ladies uparaku hata utheiba bar owner. Police kn chup rahiba

  • @user-ls4er3yo6p

    @user-ls4er3yo6p

    18 күн бұрын

    ମଦ ପିଇଛି ମାଲିକ

  • @lionbhai8860

    @lionbhai8860

    18 күн бұрын

    Ti

  • @amiya19277

    @amiya19277

    18 күн бұрын

    @@ajitray1958 CORRECT

  • @rabindrakumarpanigrahi5946
    @rabindrakumarpanigrahi594618 күн бұрын

    ଭାଇ 22 ବର୍ଷ ହେଲା ମାସିକିଆ ବେତନ ta ଦେଉଥିଲେ. ...ଏହି ମାସ ଟିକେ କମ ବ୍ୟବସାୟ ହେତୁ ମନା କଲେ ବୋଲି madam ଏମିତି ରାଗିବା କଥା ନୁହଁ. ..😂😂

  • @rockin-rk
    @rockin-rk19 күн бұрын

    ମଦୁଆ ର ମଦ ନିଶା ଛାଡ଼ିଗଲା 😂😂😂

  • @Jyotiprakashpali

    @Jyotiprakashpali

    19 күн бұрын

    Se madua hele bi .....thik kahuchhhi re bhai...ae police mane corrupted...

  • @Jyotiprakashpali

    @Jyotiprakashpali

    19 күн бұрын

    Paisa milini boli ea bar upare chadhau kale...aau sabu baar taa agare thila open Kain ...sethaku na jai ..ethiki asiba ta mane...are are milichhi para kichhi kmt jibe....

  • @rockin-rk

    @rockin-rk

    19 күн бұрын

    @@Jyotiprakashpali ବିୟର ବାର୍ ମାଲିକ କୋଉ ଭଦ୍ର ଲୋକ କି ? ? ?

  • @Jyotiprakashpali

    @Jyotiprakashpali

    19 күн бұрын

    @@rockin-rk sabu abhadra kehi bhadra loka nuhanti....

  • @sandhyatara1993

    @sandhyatara1993

    18 күн бұрын

    ପୋଲିସ କଣ ସୋଇଥିଲା ଆଜି ଯାଏଁ.. ଏବେ ଲାଇସେନ୍ସ କପି ମାଗୁଛି.. ସବୁ corrupted...

  • @sushantaswain3901
    @sushantaswain390119 күн бұрын

    Lady officer ra bhul

  • @BasantaRout-su5jh
    @BasantaRout-su5jh19 күн бұрын

    ସିଏ ତ ପିଇଚି ନା ମୁଁ ଭାବୁଛି ସେ ପୁଲିସ ମାଡାମ ନିସାରେ ଅଛି

  • @user-yt2cp6rm1q

    @user-yt2cp6rm1q

    18 күн бұрын

    😡😡😡😡😡😡

  • @nilanchalchoudhiry4843

    @nilanchalchoudhiry4843

    17 күн бұрын

    Right

  • @gopanapradhan
    @gopanapradhan19 күн бұрын

    ଏଠି ଛୋଡ ପାଉଛି ଏଲିନା ବବି ପାଖରେ ପାଉନି ଓଡିଶା ପୋଲିସ କୁ କଲିକତା ପଠାଅ ଦିଅ

  • @responsiblecityzen2438
    @responsiblecityzen243819 күн бұрын

    Leady officer don’t know how to behave

  • @tomdaddy123
    @tomdaddy12319 күн бұрын

    Samastanku suspend kara jau

  • @anantanahak2718

    @anantanahak2718

    18 күн бұрын

    Han toh bapa deshara PM tha toh kathare,salla bhikari,

  • @Janaki___mukhi_97
    @Janaki___mukhi_9718 күн бұрын

    ଲେଡି ଅଫିସର ତଦନ୍ତ କମ୍ କରୁଛନ୍ତି କଳି ଅଧିକା କରନ୍ତି।

  • @RSamal-mf3bk
    @RSamal-mf3bk19 күн бұрын

    Sabu corrupted officer

  • @rabindrabehera7884

    @rabindrabehera7884

    19 күн бұрын

    Dadana sramika ti tu 😂

  • @RSamal-mf3bk

    @RSamal-mf3bk

    19 күн бұрын

    @@rabindrabehera7884 tu Mora chakar habu ase

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc19 күн бұрын

    Madam ଲାଇସେନ୍ସ କପି ଆଜି ମଗୁ ଛନ୍ତି ।22ବର୍ଷ କୁଆଡେ ଯାଇ ଥିଲେ । Madam କହିଲେ ତତେ ଟିକେ ଫ୍ରି କରି ଥିବାରୁ ଆଜି ଏପରି କଲୁ । Madam ku ଲଜ୍ଜ୍ୟା ଲାଗିବ କଥା ।

  • @opjubul241

    @opjubul241

    17 күн бұрын

    Bar jau jaga re Saraswati nka samman nahin sethare lady officer saha heba kana ascharya katha lady officer jaithila kahinki ta pare jou lady officer asile se bar Malika ku kana se rakhi bandhitanta kana Gita bajithanta ki bhai tate Mora rahila Rana kahibuni katha pade bi Tana eita epari huanta ki baka dharmika hoigala gyana ra udaya hela

  • @sudrashanjena6923

    @sudrashanjena6923

    17 күн бұрын

    22barsha nabin sir thile ebe majhi sir agaru mada ban hei nathila ebe heigalani

  • @alokrout7968

    @alokrout7968

    16 күн бұрын

    Ebe govt thik bataku asichi

  • @bhabanishankarpati466
    @bhabanishankarpati46618 күн бұрын

    Most welcome to Odisha police for doing all that things..

  • @soumyaranjanaik-ji6cb
    @soumyaranjanaik-ji6cb18 күн бұрын

    ଆରେ ଭାଇ 100 ଟଙ୍କା ଦେଇଦେ Police ପଳେଇବେ 😂😂😂😂😂😅😅😅😅😅

  • @shakaharipruthivi8696
    @shakaharipruthivi869619 күн бұрын

    ଓ ଟିଭି ଏ ଭିଡିଓ କୁ ଛୋଟ କରି ଏବେ ଦେଖାଉଛି। କର୍ମଚାରୀମାନେ କି ପ୍ରକାର ମାଲିକ୍ ଭଳି ଧକ୍କା ମାରିବା ଓ ତୁ ତା ବ୍ୟବହାର କରିବା ଦେଖେଇଲା ପରେ ଲୋକଙ୍କ ମତ କୁ ଦେଖି ଭିଡିଓ କଟ୍ କରି ଚ୍ଛାଡୁଛି । ମୋହନ ସରକାର ଙ୍କୁ ଅନୁରୋଧ ଭାଇ ଏମିତି କର୍ମଚାରୀ ରଖନ୍ତୁ ନାହିଁ। ଅର୍ଥ ଓ କ୍ଷମତା ଅନ୍ଧ କଲା ପରେ ଇନ୍ଦ୍ର କି ଚନ୍ଦ୍ର ନ ମାନିବା ସାଧାରଣ କଥା। ମାଳିକା କହେ ଅମଲା ଶାସନ ଏ ଭଳି ହେବ ପ୍ରଜା ବିଦ୍ରୋହୀ ହେବାକୁ ବାଧ୍ୟ ହେବେ। ଏ ସବୁ ଭଲ ହେଉ ନାହିଁ। ମଣିଷକୁ ମଣିଷ ର ବ୍ୟବହାର ଦରକାର। ଅସୁର ମାନଙ୍କ ଠାରୁ ମାନବିକତା ଆଶା କରିବା ମୁର୍ଖତା।

  • @satyabhamasahoo1023

    @satyabhamasahoo1023

    17 күн бұрын

    B̊i̊p̊år̊j̊ẙås̊t̊å s̊ẙs̊t̊e̊m̊

  • @bishnucharansukla9000
    @bishnucharansukla900019 күн бұрын

    ସେ ବ୍ୟକ୍ତି କହୁ ଛନ୍ତି ଯାହା କରିବା କଥା କରନ୍ତୁ ,ଠିକ୍ ଅଛି କାହିଁକି ଅଯଥା ହେଲା ଗୁଲା ଚାଲିଛି।

  • @manasranjan5950

    @manasranjan5950

    18 күн бұрын

    ଇ ବୁଆ ଗୋ ଏ ପୁଲିସ ମାଇକିନା ମାନଙ୍କର କେଡେ କେଡେ ଗାଣ୍ଡୀ ଲୋ ମା।😂😂😂🥴🥴🤣🤣🤣👍👍

  • @sulurout1864
    @sulurout186418 күн бұрын

    ଶଳା କୁ ତୁରନ୍ତ ଗିରଫ କରାଯାଉ

  • @dolagobindasahu4917
    @dolagobindasahu491718 күн бұрын

    ଏବେ Male and Female ମଲ୍ଲଯୁଦ୍ଧ ଆନ୍ତର୍ଜାତିକ ସ୍ତରରେ ହେଉଛି । Male traffic ଖରାରେ ଛିଡ଼ା ହୋଇ duty କରୁଛି ସେହିପରି Female traffic ମଧ୍ୟ ଖରାରେ ଛିଡ଼ା ହୋଇ duty କରୁଛି। ଯଦି male criminal ladies police ସମୁଖରୁ ପଳାଇବା ପାଇଁ ଚେଷ୍ଟା କରେ ସେତେବେଳେ ladies police ତାଙ୍କୁ ଧରିବ ନା ଛାଡି ଦେବ ? ସମସ୍ତ ମଦ ଦୋକାନୀ, ବାର ମାଲିକ ମାନେ ମାସିକ ଚାନ୍ଦା ନିକଟସ୍ଥ Police station and Excise department ରେ ଦିଅନ୍ତି, ଯଦି ଚାନ୍ଦା କମିଯାଏ ଚଢଉ ଆରମ୍ଭ ହୁଏ। ପେଡ଼ିରୁ ସାପ ବାହାରିଲେ ଯେମିତି ଫଅ ଫଅ଼ ହୁଏ ସାପୁଆକେଳା ଗଦ ଶୁଙ୍ଘି ଲେ ଥମ୍ ପଡ଼ିଯାଏ ଠିକ୍ ସେହିପରି କିଛି ଗଦ ଶୁଙ୍ଘିଲେ ଏମାନେ ଥମ୍ ପଡିଯିବେ। କୋୖଣସି Lady police personnel public କୁ ତୁ ତା ବ୍ୟବହାର କରିବା IPC ରେ ଲେଖା ଅଛି କି ?

  • @User-yhjjgzz
    @User-yhjjgzz19 күн бұрын

    Very bad behaviour of these lady police officers.

  • @niranjansahoo473
    @niranjansahoo47318 күн бұрын

    Lady police fitness check କର 😅😅

  • @pramodkumarnayak2720
    @pramodkumarnayak272017 күн бұрын

    Lady official should be suspended

  • @Skgbul470
    @Skgbul47017 күн бұрын

    ଆଣ୍ଠୁ ଧରିଲା ବା ଏତେ ମାଡ଼ ଯଦି ଜଂଘ କିମ୍ବା ଜଙ୍ଘ ସନ୍ଧି ରେ ହାତ ମାରି ଥାଆନ୍ତା ତା ହେଲେ ତାର ପ୍ରାଣବାୟୁ ସେଇଠି ଚାଲି ଯାଇ ଥାନ୍ତା,

  • @yeshsahoo6027
    @yeshsahoo602717 күн бұрын

    ତମେ ପୁରୁଷ ଙ୍କ ପାଖକୁ କଣ ପାଇଁ ଯାଉଛ ପୁରୁଷ ପୋଲିସ କୁ କୁହନ୍ତୁ ତମେ ଯାହା କହିବ ସିଏ ସେୟା କରିବ

  • @MSD_FANS579
    @MSD_FANS57919 күн бұрын

    Pana dokana re bhi khali Pana miliva katha loko puni snax kemiti rakhuchanti.?aita big question.

  • @tapasrout43z
    @tapasrout43z19 күн бұрын

    Being a lady officer, it is not right to talk in such a loud voice

  • @rockin-rk

    @rockin-rk

    19 күн бұрын

    ବାଳ ନାଁ ......

  • @tapasrout43z

    @tapasrout43z

    19 күн бұрын

    @@rockin-rk First watch the video and understand it well, then when will you give the answer

  • @rockin-rk

    @rockin-rk

    19 күн бұрын

    @@tapasrout43z just because she is a lady officer she shouldn't talk in loud voice. That is not right. .

  • @June12_Odisha
    @June12_Odisha19 күн бұрын

    Madam last ku kahuchanty aita laxmi Sagar area re jauchi ki 😂😂ehi Bar kou area re jauchi jani nahanty hele ଚଢ଼ାଉ chalichi

  • @SureshMohanty-ez2us
    @SureshMohanty-ez2us19 күн бұрын

    Eita kebe bjd sarkar re heinathila

  • @bhabanishankarpati466
    @bhabanishankarpati46618 күн бұрын

    Strictly action taken against them who are giving rough comments & wording here..Be careful

  • @suryakantabehera7535
    @suryakantabehera753519 күн бұрын

    Paisa deiki chakiri ra karamati

  • @anantanahak2718

    @anantanahak2718

    18 күн бұрын

    Police karamati dekhaibani aau kanna tu dekhaibu,halchal hebu tubi bhitaraku jibu dekhiki comments kare,

  • @anilkumarbehera8151
    @anilkumarbehera815118 күн бұрын

    ପୋଲିସ କଅଣ ବାଳ ନିଷ୍ପତି ନେଉଛି ଆମେ ଜାଣିଛୁ

  • @NandiniguruNandiniguru-qg1wf
    @NandiniguruNandiniguru-qg1wf19 күн бұрын

    ପେଟେଇ ମହିଳା ପୋଲିସ 😂

  • @nilanchalchoudhiry4843

    @nilanchalchoudhiry4843

    17 күн бұрын

    😂

  • @abhijitpatnaik7438
    @abhijitpatnaik743819 күн бұрын

    Corrupted police

  • @KabirajSahoo-xo8bv
    @KabirajSahoo-xo8bv17 күн бұрын

    ଯଦି ଲେଡି ଅଫିସର ଉପରେ ଛୁଇଁବା ମନା ତାହାଲେ ଲେଡି ଅଫିସର ପୁରୁଷ ଉପରେ ହାତ ଉଠାଉଛନ୍ତି କେମିତି, କାଇଁ ତୁମ ଅଫିସରଙ୍କ ଭିତରେ ପୁରୁଷ ଅଫିସର ନାହାନ୍ତି କି ଏ କେଉଁ ପ୍ରକାର ନିୟମ କାନୁନ, ତୁମେ ପାଠ ପଢି ଅଫିସର ହେଇଛ ନା ଲାଞ୍ଚ ଦେଇ ପୋଲିସ ଅଫିସର ହେଇଛ ଲଜ୍ୟା ତୁମ ଡିପାଟମେଟକୁ, ଆହୁରି ପୁଣି ଭିଡ଼ିଓ କରୁଛ ଛି ଛି ଛି

  • @RSamal-mf3bk
    @RSamal-mf3bk19 күн бұрын

    Ete bada pati karuchhi ta pati re puraideba darkar

  • @santoshswain3113
    @santoshswain311318 күн бұрын

    Mohanty bar Owner bastad ku Arrest karantu, pitantu

  • @prakashdas2187
    @prakashdas218719 күн бұрын

    Bar malika is right

  • @ranjanpanda6282
    @ranjanpanda628219 күн бұрын

    Teach him a good lesson.He doesn't know how to behave our mother and sister.

  • @terenaam731

    @terenaam731

    19 күн бұрын

    Bala na

  • @birojkumarram124
    @birojkumarram12418 күн бұрын

    New government, police women empowerment

  • @sarbeswardas9828
    @sarbeswardas982819 күн бұрын

    ଏଇଟା ନନେନସ ଟା ଗଲ କି ପାନେ ଦିଅ ମାଡାମ୍ ଚୋର ମୁଁହ ଟାଣ

  • @SoudaminiRaitaCase
    @SoudaminiRaitaCase19 күн бұрын

    ଓସ୍ ଥିଲେ ତ ସେ ଲୁକ କଥା ଶୁଣିବ 😂😂😂😂😂😂

  • @shaktishankar49
    @shaktishankar4917 күн бұрын

    Odisha police best for helmet and alcohol check..for other works worthless

  • @user-xj4pz9zh8m
    @user-xj4pz9zh8m19 күн бұрын

    Good.odisha.police

  • @OdiasabiCooking
    @OdiasabiCooking17 күн бұрын

    ଆମ ଦେଶ ଏଥର ନିଶ୍ଚିନ୍ତ ଆଗେଇବା,ଯଦି ମଦ ନ ଖାଇ a desa r loka ନିଶାରେ ନ ଶୋଇବବେ

  • @mohanpujari9135
    @mohanpujari913519 күн бұрын

    ଲେଡି ସିଂଘମ

  • @suryamohapatra88
    @suryamohapatra8817 күн бұрын

    Cm odisha sir ,please taje immediate action against this type of bustard police.

  • @madhusmitaraut998
    @madhusmitaraut99817 күн бұрын

    Lady officers ete utyakta kaain hauchhanti. Jaha karibaa kathaa karantu. Kaama Kam kali besi karuchhanti.

  • @Snapshorts264
    @Snapshorts26417 күн бұрын

    ବାଳ ଚାକିରି। ରେ ଭାଇ ସରକାରୀ ଚାକିରି ମାନେ ଚାକର ବୁଝି ଯାଅ

  • @liveforever6998
    @liveforever699818 күн бұрын

    ଲେଡି ଅଫିସର ଚିଲେଇ ଛନ୍ତି କାହିଁକି...

  • @dibya63
    @dibya6319 күн бұрын

    କଣ ଚାଲିଛି ଟିକେ କୁହ

  • @RanjanDwibedi
    @RanjanDwibedi16 күн бұрын

    ଭେଣ୍ଡର ଜଣଙ୍କ ୨୨ ବର୍ଷ ର ଅତ୍ୟନ୍ତ ଅହଙ୍କାର। ସୂପେରିତେଣ୍ଟ ଙ୍କ ଦ୍ଵାରା ବର୍ଷକୁ ବର୍ଷ ଲାଇସେନ୍ସ ନବୀକରଣ କରାଯିବା ପରେ ଅବକାରୀ ବିଭାଗ ର ଅଫିସର ମାନଙ୍କୁ କିଭଳି ଭାବରେ ବ୍ୟବହାର କରୁଛି। ଗିରଫ କରାଯିବା ସହିତ କଡ଼ା କାୟନୁଷ୍ଟନ

  • @Moksha1308
    @Moksha130819 күн бұрын

    Hato Marunothila Godo Dharuthila Bodhe 😅

  • @JagannathSahoo-vb4rj
    @JagannathSahoo-vb4rj18 күн бұрын

    ଆମ ଦେଶର ବଡ଼ ରାଖିଆଷ କିଏ , ପୋଲିସ ଲେଦି ଭୋଉତୁ ବାଟି ଖାଇ ନେତା ମାନଙ୍କର କାମ କରି ବଡ଼ ଅଣ୍ଡା ଭଳି କଥା କହୁଛି

  • @user-zv1em2rh2r
    @user-zv1em2rh2r17 күн бұрын

    Bhai kono kahilo mo salut 😅😅😅😅

  • @gourisankardash4788
    @gourisankardash478819 күн бұрын

    Emankara Peta baharichi kie police job dela please mohon Babu look at these police employee 😊

  • @anantanahak2718

    @anantanahak2718

    18 күн бұрын

    Toh bouku toh bapa jetebelle baha hoithila setebelle Toka thila Na budha

  • @hemantakumarsahoo8829
    @hemantakumarsahoo882918 күн бұрын

    Ok

  • @biswanathpanda8228
    @biswanathpanda822818 күн бұрын

    Nonsence owner dont know how to behave superior administrative authority, necessery to take action for which he will remain for life !

  • @SusantaPatra-mc1or
    @SusantaPatra-mc1or19 күн бұрын

    Maghiyaa ku thana re purei mada darkar

  • @sarojsahu4879
    @sarojsahu487918 күн бұрын

    ନବିନ ସରକାର 22 ବରଷ୍ ରାଜ୍ କଲ ଏବେ ମହୋନ ସରକାର ନାମନୀଅ ମାମୁଘରଚାଲ ବେଟା

  • @Prabhuonyoutube
    @Prabhuonyoutube19 күн бұрын

    Police ra ki tagid Seithi pn loka jaunahanti police station ku jivaku

  • @nikhilsahu381
    @nikhilsahu38113 күн бұрын

    Se bhai thik kahuchhanti.police rakhyaka na bhaksyak

  • @abhimanyurout1930
    @abhimanyurout193019 күн бұрын

    Sea vabuchi ea bjd police bodhea

  • @satyabrat92
    @satyabrat9219 күн бұрын

    Female police pain eligible nuhan

  • @sdsudhanshu1556
    @sdsudhanshu155614 күн бұрын

    Police sabu bahut uturu chhanti au indra chandra manunahanty

  • @surajkumarpanda828
    @surajkumarpanda82817 күн бұрын

    Bhubaneswar re kn ae gotia bar jadi niyam kichi haba ta samastnka pain Kara tahele ane janibu je police commissionerate thik kana karuchi nahi ta police 🚨 rajaniti karuchi Ae lokati police mam Kara goda ku touch Kari kana bhul kala mate kia tike bujhaaa

  • @ppsahoo123
    @ppsahoo12318 күн бұрын

    ଏଇଟା କୁ ବାଡେଇ ବାଡେଇ ନିଅ 😂, କହିଲା ପ୍ରେସ କନଫରେନ୍ସ କରିବି 😂

  • @shankarmohanty7652
    @shankarmohanty765219 күн бұрын

    Liquor ban Kara

  • @DEEPANKAR_SINGH99
    @DEEPANKAR_SINGH9914 күн бұрын

    ଵଡଵଡିଆ ଲୋକେ ବଡବଡ ଭୁଲ୍ କଲେ ପୋଲିସ୍ ତାକୁ ଆପଣ କହି ସମ୍ମନ ଦେଇ ଵ୍ୟଵହାର କରୁଛି ଯଦି ମଧ୍ୟଵିତ କି ଗରୀଵ ଘର ଲୋକେ ସାମାନ୍ୟ ଟିଟେ ଭୁଲ୍ ହେଇଗଲେ ପୋଲିସ ର ତୁ ତା ବେବା ଭଳି ଶଦ୍ଦ ଵ୍ୟଵହାର ଚାଲିବ ।

  • @madhusmitaraut998
    @madhusmitaraut99817 күн бұрын

    Prasna pacharuchhanti Uttara sununahanti.

  • @mantubaral8679
    @mantubaral867917 күн бұрын

    Polis kebetharu ate sensuously kama kalani😢😢😢😢😅😅😅

  • @user-ss8nx6sz6t
    @user-ss8nx6sz6t19 күн бұрын

    Lady police upare hata pakaeithila visual dekhantu

  • @rdcreation8948
    @rdcreation894818 күн бұрын

    ଏବେ ଟିକେ ଫ୍ରି ହେଇଗଲେ ତୋ ଆଜି ଛୁଡି ହେଉଛନ୍ତି

  • @gouripanda1990
    @gouripanda199019 күн бұрын

    Ladies officer 😂😂😂😂

  • @ashokchoudhury5067
    @ashokchoudhury506718 күн бұрын

    Nice brave person kuch darne ka nahi

  • @subhamharipalofficial902
    @subhamharipalofficial90217 күн бұрын

    Over smart police

  • @user-jq7fb2ze1m
    @user-jq7fb2ze1m18 күн бұрын

    these are excise officers not police

  • @user-mv9og8uo4p
    @user-mv9og8uo4p18 күн бұрын

    Officers are not behaving properly as if they are thinking governor.

  • @ashokchoudhury5067
    @ashokchoudhury506718 күн бұрын

    We support u bhai

  • @himanshudas4577
    @himanshudas457718 күн бұрын

    Sabu bhul karuchhi police',police department thik hele Sabu thik hoi jiba ape ape,,,

  • @ChocolatyGanesh-vm9pb
    @ChocolatyGanesh-vm9pb17 күн бұрын

    😊😊😊😊😊😊

  • @bhesajapatel3019
    @bhesajapatel301918 күн бұрын

    Police ku suspend karajau

  • @friend9449
    @friend944918 күн бұрын

    ଭିଡିଓ ରେ ସ୍ପଷ୍ଟ ଦେଖାଯାଉଛି

  • @JagarMahanta
    @JagarMahanta18 күн бұрын

    Bar band karva group counter band kar a jao🎉❤

  • @Reverbmusic2686
    @Reverbmusic268618 күн бұрын

    ପୋଲିସ କୁ କେତେ ବେଳେ ମାଡ ହବ 😅

  • @gyaneshreepradhan4252
    @gyaneshreepradhan425219 күн бұрын

    Police madam ku 2 hour bhita re suspend karajau,bjd haribara a gote main karana

  • @trinathparida6291
    @trinathparida629118 күн бұрын

    Mall officeSara nku neiki asilani

  • @babulsahoo4212
    @babulsahoo421218 күн бұрын

    Bhai pura amara bindasss😅

  • @user-bv7en9wc4s
    @user-bv7en9wc4s19 күн бұрын

    ଧଦା ବାଲୀ ବିଜେପି ପୋଲିସ

  • @pravatipanda6688
    @pravatipanda668819 күн бұрын

    Bhagaban bharasa sadharana lokanku

  • @drkp07
    @drkp0718 күн бұрын

    Mu bujhiparuni ae dui lady police ofcr se bar owner nka chari parswa re hali doholi kain hauchanti ? Bar owner janey female heithile emti dui male officer ta nku harass kariparithante ki ?

  • @Bindiyadeepakodiavlogs
    @Bindiyadeepakodiavlogs18 күн бұрын

    Kebal camera 😂agare rool change 😂

  • @brajakishorepadhi4022
    @brajakishorepadhi402219 күн бұрын

    ମଦୁଆ କୁଂ ପିଟ।

  • @anantasahoo9018
    @anantasahoo901818 күн бұрын

    Lady police behaviour is very bad

  • @ashokchoudhury5067
    @ashokchoudhury506718 күн бұрын

    Kya bat bhai

  • @fivestarkitchen1900
    @fivestarkitchen190019 күн бұрын

    Police au batii paunaiii.. Sethipaii

  • @sarojkumarsahu183
    @sarojkumarsahu18318 күн бұрын

    Jay shree Ram

  • @rajeshpradhan8493
    @rajeshpradhan84939 күн бұрын

    I don't like odisha police

  • @devdas2631
    @devdas263119 күн бұрын

    Medam kahuchi mor goda dharila ,a lady kahuchi kandhare hata pakaiela Kota sata

  • @tilucreations
    @tilucreations19 күн бұрын

    Matia dress ra ghamand

  • @anantanahak2718

    @anantanahak2718

    18 күн бұрын

    Bhul jinish Bhai.

  • @SrikantaJani-ro3ic
    @SrikantaJani-ro3ic18 күн бұрын

    Ete Pawar ki odiasa police ku

Келесі