//SUBHA BARATA//ଶୁଭ ବାରତା//NEW ODIA CHRISTIAN SONG//SINGER: MISS KELONI-2024

Автокөліктер мен көлік құралдары

//SUBHA BARATA//ଶୁଭ ବାରତା//NEW ODIA CHRISTIAN SONG//SINGER: MISS KELONI-2024
ସର୍ବପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର🙏ଜଣାଉଅଛି
ପ୍ରଭୁଙ୍କ ଅନୁଗ୍ରରୁ ପୁନର୍ବାର Edanga Official ଚେନ୍ନାଲ୍ ତରପରୁ
ଏକ ନୂତନ ଖ୍ରୀଷ୍ଟୀୟ ସଙ୍ଗୀତ ନେଇ ଆସିଅଛି ଯାହାର ଶୀର୍ଷକ
"ଶୁଭ ବାରତା " ରଖାଯାଇଛି...ହେଇ ଗୀତଟି ଆମ ଗଜପତିର କଣ୍ଟଶିଳ୍ପୀ
Miss: Keloni ଅତ୍ୟନ୍ତ ସୁନ୍ଦର ଭାବରେ କଣ୍ଟ ଦାନ କରିଛନ୍ତି।
ଆସନ୍ତୁ ହେଇ ଗୀତ ମାଧ୍ୟମରେ ପ୍ରଭୁଙ୍କୁ ଧନ୍ୟବାଦ୍ ଓ ଗୌରବ କରିବା ଏବଂ ପ୍ରଭୁଦତ୍ତ ଆମ ଜୀବନରେ ଯୀଶୁଙ୍କୁ ଧାରଣ କରିବା ଏବଂ ତାହାଙ୍କ ନିମନ୍ତେ ବଞ୍ଚିବା । କାରଣ ଯୀଶୁ ବିନା ଆମରି ଏହି ଜୀବନ ବୃଥା ଅଟେ.......
please 🙏 share this Song With year Friends and don't forget to Subscribe our channel to get more New Devotional Songs in the Coming days.... Thank you
God bless you all
like କରନ୍ତୁ !👍
share କରନ୍ତୁ !
comment କରନ୍ତୁ !
and subscribe କରନ୍ତୁ !
my channel
thank you for watching
My Cantact No:୭୦୭୭୪୫୭୪୨୬.....
Cantact No:7077457426.....

Пікірлер

    Келесі