Special Report: Girl From Balasore Writes To Odisha CM, Seeks Help For Higher Studies

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- kanaknewsof...
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
#KanakNews #Odisha #Balasore

Пікірлер: 1 300

  • @narayansamal5222
    @narayansamal5222 Жыл бұрын

    ସୁଭଦ୍ରାକୁ ସାହାଯ୍ଯ କରିଥିବା ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ନମସ୍କାର 🙏🙏🙏

  • @krushnapradhan7642

    @krushnapradhan7642

    Жыл бұрын

    Mote tikie subhadra phone pe number debe

  • @sipun2712

    @sipun2712

    Жыл бұрын

    plz tanka ghara adrees diantu ame tanku help karibu

  • @pakunkhatuapakun5053

    @pakunkhatuapakun5053

    Жыл бұрын

    Like

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ସୁଭଦ୍ରା କୁ ଘୃଣା କରିଥିବା ଗାଁ ଲୋକ ମାନଙ୍କୁ କଣ ଧନ୍ୟବାଦ ଜଣେଇବ ନାହିଁ ?

  • @rabindramajhi4081
    @rabindramajhi4081 Жыл бұрын

    କି ଧର୍ମଭାବ..!!! କି ଜାତିଭେଦ...!!! ଧର୍ମ ଏକ ମାନବ ଧର୍ମ। ଜାତି ଏକ ମାନବ (ସ୍ତ୍ରୀ/ପୁରୁଷ)। ଧନ୍ୟ ତୁମ ପୂଜା ଅର୍ଚ୍ଚନା। ମାନବ ସେବା ହିଁ ମାଧବ ସେବା ଗୁଣ ଗାଉଛ। ମଣିଷ କୁ ମାନବିକତା ଦେଖାଇ ପାରୁ ନାହଁ। କାହିଁକି ଏ ସବୁ ମତଭେଦ..????🙏🙏🙏

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ନିର୍ଲଜ ବ୍ରାହ୍ମଣ ମାନଙ୍କୁ କିଏ ବୁଝେଇବ ? ଏ ମାନଙ୍କୁ ଜୋତା ମାଡ଼ ମାରିଲେ ଭଲ ବାଟକୁ ଆସିବେ

  • @ManojKumar-km3tw

    @ManojKumar-km3tw

    Жыл бұрын

    Very good mama

  • @akashdc1470

    @akashdc1470

    Жыл бұрын

    Sata Katha Bhai 👍🙏

  • @pankajinimishra1139

    @pankajinimishra1139

    Жыл бұрын

    Sarkar ta jati Veda srusti Karu chhanti

  • @ranjanhembrom4373

    @ranjanhembrom4373

    Жыл бұрын

    @@user-sr4dy6uv3f thik kahicha Bhai

  • @nrusinghasutar7808
    @nrusinghasutar7808 Жыл бұрын

    You are great little girl. God bless you subhadra .

  • @msdhani.lovers

    @msdhani.lovers

    Жыл бұрын

    P

  • @barshad..musicalfountain359
    @barshad..musicalfountain359 Жыл бұрын

    I'm just proud of this girl and her independent thought... I salute her courage... She should be given enough scope.. I guarantee, she will bring change one day... Jay jagannath..

  • @jagannathswain1693

    @jagannathswain1693

    Жыл бұрын

    Yes absolutely barsha mam

  • @manoramapanda5802

    @manoramapanda5802

    Жыл бұрын

    Good

  • @gayatriartandpoetry9832
    @gayatriartandpoetry9832 Жыл бұрын

    ମଣିଷ ମଣିଷ ର ମନକୁ ଭଲପାଅ.. ସବୁ ମଣିଷ ସମାନ.. ଦୟା କରି 🙏 ଜାତି ଭେଦ ଭାବ ଦୂର କରନ୍ତୁ.. ଏଥିପାଇଁ କିଛି ନିୟମ କାଢନ୍ତୁ ମାନନୀୟ ମୁଖ୍ୟ ମନ୍ତ୍ରୀ

  • @rasmiranjanmohanty8620

    @rasmiranjanmohanty8620

    Жыл бұрын

    O

  • @duryodhanmallik4033

    @duryodhanmallik4033

    Жыл бұрын

    You are right

  • @nabaghanabehera390

    @nabaghanabehera390

    Жыл бұрын

    Right sister

  • @chandrasekharnayaka9658

    @chandrasekharnayaka9658

    Жыл бұрын

    Right

  • @kahijanilekathasundar

    @kahijanilekathasundar

    Жыл бұрын

    ଏକ ନମ୍ବର ଚୋର ହେଉଚି ନବୀନ, ସିଏ କି ସାହାଯ୍ୟ କରିବ

  • @gyanaranjanprusty406
    @gyanaranjanprusty406 Жыл бұрын

    ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଏ ଝିଅଟିର ଚିଠି ପ୍ରତି ଧ୍ୟାନ ଦେଵେ ଏବଂ ନିଜେ ନ ଯାଇ ପାରିଲେ ସେଠାକାର ଲୋକାଲ MLA କିମ୍ବା ବିଭାଗୀୟ ଅଧିକାରୀ ମାନଙ୍କୁ କୁହନ୍ତୁ ସେଇ ଝିଅଟିର ସମସ୍ତ କଥା ବୁଝିବା ପାଇଁ ଏମିତି ବହୁତ ଝିଅ ଅଛନ୍ତି ଯୋଉମାନେ ପାଖରେ ବହୁତ ଭଲ କଳା ଥିଲେ ବି ସେମାନଙ୍କ ପରିସ୍ଥିତି ତାଙ୍କୁ ଉପରକୁ ଉଠେଇ ଦଉନି ସେମାନେ ବଣ ମଲ୍ଲୀ ଫୁଟିକି ଝଡ଼ିପଡ଼ୁଛନ୍ତି...

  • @gitanjalibarik8674

    @gitanjalibarik8674

    Жыл бұрын

    R8 bro

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ବ୍ରହ୍ମପୁର ଦୀପିକା କୁ ନ୍ୟାୟ ଦେବା ପାଇଁ ଟିକେ ମୁଖ୍ୟମନ୍ତ୍ରୀ କୁ ଅନୁରୋଧ କର, Love in relationship, vailantain day ଭଳି କୁତ୍ସିତ ବିଦେଶୀ ପ୍ରଥା ପାଳନ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କର, ନ ହେଲେ ଦୀପିକା ଭଳି ଅନେକ ଉଚ୍ଚ ଶିକ୍ଷିତ ହିନ୍ଦୁ ଯୁବକ ଯୁବତୀମାନେ ବିନା ବିବାହ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରିବା,ସନ୍ତାନ ପ୍ରସବ କରିବା ଘଟଣା ଆଗକୁ ବୃଦ୍ଧି ପାଇବ, ତେଣୁ ବେଳ ଥାଉ ଥାଉ ଏ ଭଳି ପ୍ରଥା ବିରୋଧରେ ଜନସଚେତନତା କରାଗଲେ ବହୁତ ଭଲ ହୁଅନ୍ତା

  • @mukeahhanu9329

    @mukeahhanu9329

    Жыл бұрын

    I'mp

  • @apshortvlogs9744
    @apshortvlogs9744 Жыл бұрын

    ଶୁଭଦ୍ରାକୁ ସାହାଯ୍ୟ କରୁଥିବା ଲୋକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି.

  • @g.anjali3593
    @g.anjali3593 Жыл бұрын

    ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମ୍ଭେ ମାନବ ସମାଜର ଭାବିବା ଉଚିତ୍ । ଯେତେବେଳେ ଜଣେ ରୋଗୀ କୁ ରକ୍ତ ଦରକାର ପଡେ ସେତେବେଳେ ତ କେହି ଜାତି, ଧର୍ମ, ବର୍ଣ୍ଣ ବିଚାର କରି ନଥାଏ, ହେଲେ ଆଜି ମଧ୍ୟ ଜାତି ବିବାଦ ଲାଗି ରହିଛି। Please sister keep your ambitions..👍👍 great 👍👍

  • @rakeshkumarbal5541
    @rakeshkumarbal5541 Жыл бұрын

    ଭଉଣୀ ତୁ ଲୋକଙ୍କ କଥା ଶୁଣିବୁନି ତ କର୍ମ ରେ ତୁ ଆଗେଇଚାଲେ ଭଗବାନ ତ ସାଙ୍ଗରେ ଅଛନ୍ତି🙏🙏🙏

  • @MrAshok07655
    @MrAshok07655 Жыл бұрын

    ସାହାଯ୍ୟ କରନ୍ତୁ ଏ ଭଉଣି ଟିକୁ ଦୁନିଆଁ କୁ ଦେଖେଇଲା ପରି ନୁହେଁ ବରଂ ଗୋଟିଏ ସ୍ବାଭିମାନି ନାଗରିକ ପରି 💔💔 ଜୟ ଜଗନ୍ନାଥ 🙏🙏

  • @Lipunsarat
    @Lipunsarat Жыл бұрын

    ବହୁତ ଭଲ ରେ ରୁହ ଭଉଣୀ ଭଲ ପାଠ ପଢ ତମ ସ୍ୱପନ ପୁରଣ ହଉ ଜୟ ଜଗନ୍ନାଥ 🙏

  • @pradeepbiswal1962
    @pradeepbiswal1962 Жыл бұрын

    ଧନ୍ୟବାଦ୍ ସମସ୍ତଙ୍କୁ...🙏🙏🙏🙏 ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏

  • @omsairam2627
    @omsairam2627 Жыл бұрын

    God bless you,Subhadra!

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ସେ ଗାଁ ନାମ କଣ ?

  • @prabhasnibas9097
    @prabhasnibas9097 Жыл бұрын

    ମୁଁ ସୁନା ଭଉଣୀ ସୁଭଦ୍ରା ଭଉଣୀ ଭଗବାନ ଏମିତି ଖୁସି ରେ ରଖନ୍ତୁ।

  • @EExpertise077

    @EExpertise077

    Жыл бұрын

    🤔🙄

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ଟିକେ ଦୀପିକା ଭଉଣୀ ପାଇଁ ଭଗବାନ କୁ କୁହ, ତା ସ୍ବାମୀ ରାଣ୍ଡୁଆ ଦିନେଶ କୁ ସଦବୁଦ୍ଧି ଦିଅନ୍ତୁ, ଭଲରେ ରୁହନ୍ତୁ

  • @ranjansundaray2968
    @ranjansundaray2968 Жыл бұрын

    ଭଗବାନ କରନ୍ତୁ ତୁମର ସବୁ ଇଚ୍ଛା ପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ। ଦୟା କରି ସୁଭଦ୍ରା କୁ ସାହାଯ୍ୟ କରନ୍ତୁ।

  • @satyajitsahoo5851
    @satyajitsahoo5851 Жыл бұрын

    Very happy to see her getting helping hands!!🤟🔥🙏

  • @pitambarsahoo4388
    @pitambarsahoo4388 Жыл бұрын

    Please help this innocent girl CM Sir 🙏

  • @manashsoren3342

    @manashsoren3342

    Жыл бұрын

    ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟ ଭକ୍ତ ଝିଅକୁ ଆନ୍ତରୀକ ସହକାରେ ଯାହାଯ୍ କରୁନ୍ତୁ

  • @pradoshkumar7833
    @pradoshkumar7833 Жыл бұрын

    ଯିଏ ବି ସାହାଯ୍ୟ କରୁଛ ସମାଜ କୁ ଦେଖେଇକି ସାହାଯ୍ୟ କର ହେଲା. ଧନ୍ୟ ରେ

  • @diptikantasahu1800

    @diptikantasahu1800

    Жыл бұрын

    Pura right

  • @ANDigital-bk4qu

    @ANDigital-bk4qu

    Жыл бұрын

    Samaja ku dekheiba drkar dekheile Sina kichhi sikhibe ...jau loko mane ninda karuthile jati pratha ku nei semananka muha Abe talaku heijaichi ...no dekheile janibe kemiti Abe bi manabikata banchi rahichi.

  • @pradoshkumar7833

    @pradoshkumar7833

    Жыл бұрын

    @@ANDigital-bk4qu ଆପଣ କଥା ଏକଦମ ଠିକ

  • @daily.ca.quiz.
    @daily.ca.quiz. Жыл бұрын

    Salute.. To.. Her. Courage and anxiety.. Towards.. Study, ❤❤

  • @Scorpion_poo
    @Scorpion_poo Жыл бұрын

    😢😢😢😢😢 god bless u girl...hope u will get all the happiness nd full fill all ur dreams 🥺🙏

  • @prasantakumarbehera3534
    @prasantakumarbehera3534 Жыл бұрын

    ଜଗନ୍ନାଥଙ୍କ କୃପାରୁ ତୁମ ଭବିଷ୍ୟତ ଉଜ୍ଜ୍ୱଳ ହେଉ

  • @tanmayrout790
    @tanmayrout790 Жыл бұрын

    Mind-blowing words

  • @saiarpitanayak885
    @saiarpitanayak885 Жыл бұрын

    I just proud of this girl 👍❤️❤️❤️

  • @srajusethi9060
    @srajusethi9060 Жыл бұрын

    ମଣିଷ ପଣିଆ ନିଶ୍ଚୟ ଅଛି । ବହୁତ ଭଲ କାମ ।

  • @dpmusicofficial8390

    @dpmusicofficial8390

    Жыл бұрын

    #Hebiswsigana

  • @purnachandrapradhan4848
    @purnachandrapradhan4848 Жыл бұрын

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସବୁ କିଛି ଠିକ୍ ହୋଇ ଯିବ ଭଉଣୀ।🙏🙏🙏

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ଭଗବାନ ମାନଙ୍କ ଭିତରେ କଣ ପାଇଁ ଉଚ୍ଚନୀଚ ଭେଦଭାବ କରୁଛୁ ? କେବଳ ଜଗନ୍ନାଥ କୃପା ନୁହେଁ ମୂର୍ଖ, ସମସ୍ତ ଭଗବାନ ମାନଙ୍କ କୃପାରୁ କହିବା ଶିଖ.

  • @purnachandrapradhan4848

    @purnachandrapradhan4848

    Жыл бұрын

    ମୁଁ ଭେଦ ଭାବ କରୁନି ଦେବା ଦେବୀ ଙ୍କୁ ଆଉ ରହିଲା କଥା ଆପଣ କହିଲେ ମୂର୍ଖ । ତୁ କୋଉ ପଣ୍ଡିତ ତ ମାଘିଆ ଶଳା

  • @chinmayakumardash6661
    @chinmayakumardash6661 Жыл бұрын

    ଏଇ କିଛି ଦିନ ତଳେ ଆମେ ଆଜାଦି ର ୭୫ ବର୍ଷ ଅମୃତ ଉତ୍ସବ ପାଳନ କରୁଥିଲେ ଏଇ ହେଉଛି କଣ ଆଜାଦି ର ଅମୃତ ଉତ୍ସବ ଅଜି ବି ଏଇ ଭାରତ ବର୍ଷ ରେ ଜାତିବାଦ କୁ ନେଇ ପ୍ରଶ୍ନ ଉଠୁଛି ଏଇ କଣ ଆମ ସ୍ଵାଧୀନତା......? ମାନ୍ୟବର ସରକାର ଙ୍କୁ ଅନୁରୋଧ କି ଏଇ ଜାତିବାଦ ପ୍ରଥା ଆଉ କେତେଦିନ.....? ଆମେ ଗୋଟିଏ ସଭ୍ୟ ଏବଂ ସୃଜନଶିଳ ସମାଜ ଭିତରେ ବଞ୍ଚିବା କୁ ଚାହୁଁ ଦୟା କରି ଏହାର ନିରପେକ୍ଷ ବିଚାର କରାଯାଉ..! ବନ୍ଦେ ଉତ୍କଳଜନନୀ

  • @basudevrath3520

    @basudevrath3520

    Жыл бұрын

    ବିନାଶ୍ରୟେ ନ ବର୍ତ୍ତନ୍ତି କବିତା,ବନିତା ଲତା । ସରକାର ଦୟାଶୀଳ ହେବା ଦରକାର ।

  • @bspriya2327

    @bspriya2327

    Жыл бұрын

    Right 👍

  • @priyabratamallik3277

    @priyabratamallik3277

    Жыл бұрын

    Right kahila 👍👍👍

  • @user-sr4dy6uv3f

    @user-sr4dy6uv3f

    Жыл бұрын

    @@basudevrath3520 ଏ ଭଳି ନିର୍ଲଜ ବ୍ରାହ୍ମଣ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଭଲ ବାଟକୁ ଆସିବେ ମୋର ବିଶ୍ୱାସ

  • @saratdalai9265

    @saratdalai9265

    Жыл бұрын

    @@user-sr4dy6uv3f Bhai namaku Brahmana matra chandal tharu ahuri hina atanti emane

  • @subhendunayak6548
    @subhendunayak6548 Жыл бұрын

    Salute Salute Salute To This Girl

  • @hariharbishoyi9181
    @hariharbishoyi9181 Жыл бұрын

    Proud of you legend girl 💗💗 👌👌👌🙏🙏👍👍 please cm sir help this girl

  • @arpitadigal7364
    @arpitadigal7364 Жыл бұрын

    You are powerful girl 🥰🥰🥰🥰 God bless you 🙏🙏👏👏💞

  • @sangeetasahoo244
    @sangeetasahoo244 Жыл бұрын

    God bless u Subhadra...awesome words...

  • @bimalkumarsethy2013
    @bimalkumarsethy2013 Жыл бұрын

    Very very thank you little sister The god bless you 🙏

  • @jyotinanda9931
    @jyotinanda9931 Жыл бұрын

    God bless to her. Om Shanti

  • @gayatriartandpoetry9832
    @gayatriartandpoetry9832 Жыл бұрын

    ଦୟାକରି ଏ ଛୁଆଁ ଅଛୁଆଁ. ଜାତି ଭେଦ ଭାବ ଦୂର କରନ୍ତୁ...

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ

  • @user-sr4dy6uv3f

    @user-sr4dy6uv3f

    Жыл бұрын

    ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ

  • @mantucreations2250

    @mantucreations2250

    Жыл бұрын

    Right

  • @anantakumar2023
    @anantakumar2023 Жыл бұрын

    Thankyou all bz all r great ❤️🙏🙏🙏 bz all r help full person God bless you subhadra ..

  • @kiranketan7348
    @kiranketan7348 Жыл бұрын

    God bless you subhadra.i am proud of you.

  • @amulyakumarbarik1981
    @amulyakumarbarik1981 Жыл бұрын

    ଆପଣଙ୍କ ସହିତ ମୁଁ ଅଛି ।ଆପଣଙ୍କୁ ନିଶ୍ଚିତ ଜଣେ ବଡ଼ଭାଇ ଭାବରେ ନିଶ୍ଚିତ ସହଯୋଗ କରିବି

  • @Researchpintu
    @Researchpintu Жыл бұрын

    ଜୟ 🇮🇳❗🇮🇳 ଜଗନ୍ନାଥ

  • @sanjayakumarbehera3642
    @sanjayakumarbehera3642 Жыл бұрын

    Respected CM SIR..Please help subhadra..🙏🙏🙏🙏

  • @user-km5iz3dk8h
    @user-km5iz3dk8h Жыл бұрын

    You are powerful girl'🥰🥰🥰 god bless you sister 🥰🥰🥰

  • @ramakantasahu9173
    @ramakantasahu9173 Жыл бұрын

    ସୁଭଦ୍ରା ଭଉଣୀ କୁ ସାହାଯ୍ୟ କରିଥିବାରୁ ବହୁତ ବହୁତ ଧନ୍ୟବାଦ

  • @dharmendramishra1348
    @dharmendramishra1348 Жыл бұрын

    ସମସ୍ତେ ସାହାଯ୍ୟ କରୁଛନ୍ତି ଶୁଣିକି ଖୁସି ଲାଗିଲା 🤗

  • @lovelymahapatra8425
    @lovelymahapatra8425 Жыл бұрын

    God bless u dear....

  • @muzicb23
    @muzicb23 Жыл бұрын

    ଆରେ ଭାଇ ଏଠି ଗୋଟେ ଦିନ help କରିବା ଆଉ ସବୁଦିନ ଭୁଲିଯିବା, ନାଁ ସେ କେମିତି ସବୁ ଦିନ ପାଇଁ ଚଳିବ ସେ ବେବସ୍ତ ବି କର, ଆଜି ସାହାଯ୍ୟ କରିବା କାଲିକି ଭୁଲିଯିବା କିଏ କୁଆଡେ ଥିବେ ଆଉ ଦେଖା ଦର୍ଶନ ନଥିବ କାହାର

  • @odishaeliteyt
    @odishaeliteyt Жыл бұрын

    Ei story dekhiki aakhiru luha aasi jauchi🥺 but ama CM Sir nku bahut bahut dhanya baad🙏 Satare ei dunia re bhagwan boli achanty 🙏🤗 thank you god❤️

  • @c_r_o_s_s_f_i_t_a_s_u_t_o_s_h
    @c_r_o_s_s_f_i_t_a_s_u_t_o_s_h Жыл бұрын

    Salute 🙌🏻🙌🏻

  • @rojalinbehera1393
    @rojalinbehera1393 Жыл бұрын

    I'm proud of you 👏👏👏👏👏👏👏 subhadra♥️♥️♥️♥️♥️♥️

  • @DrDuCK-qn8jl
    @DrDuCK-qn8jl Жыл бұрын

    Thank you OTV FOR THIS NEWS😊

  • @sanjivstarpanda4948

    @sanjivstarpanda4948

    Жыл бұрын

    This is kanak news

  • @soniasweet5596
    @soniasweet5596 Жыл бұрын

    God bless you beta ❤️❤️

  • @swetabhol356
    @swetabhol356 Жыл бұрын

    God bless you Subhadra... 🥰

  • @bhaganathgouda9423
    @bhaganathgouda9423 Жыл бұрын

    JAI JAGANNATH

  • @bhagabatmohapatra8617
    @bhagabatmohapatra8617 Жыл бұрын

    All people help for the child 🙏

  • @steminarani5803
    @steminarani5803Ай бұрын

    ବହୁତ ବହୁତ ଧନ୍ୟବାଦ୍ ସାର୍ ନବୀନ ପଟ୍ଟନାୟକ ଜିଦା ବାଦ୍ ଆମର ହିର ଓଡ଼ିଆ ଶାର ହିରୋ ନବୀନ ବାବୁ ବହୁତ ଭଲ ❤❤❤❤🎉🎉🎉🎉🎉

  • @santoshbehera3208
    @santoshbehera3208 Жыл бұрын

    God bless her

  • @daitarisabar4905
    @daitarisabar4905 Жыл бұрын

    Caste system bisayere samaste kahibee nahi kintu reservation bisaye sabe kahi bee

  • @ashutoshiloveyoubhaibiswal3978
    @ashutoshiloveyoubhaibiswal3978 Жыл бұрын

    God Bless You Sister 🙏

  • @anandlakra8926
    @anandlakra8926 Жыл бұрын

    God bless you both, ai jiho thik kohuchu jati bisaye re

  • @kpopkingdom1380
    @kpopkingdom1380 Жыл бұрын

    God bless you.

  • @chandamanichatar60
    @chandamanichatar60 Жыл бұрын

    ଜୟ ଜଗନ୍ନାଥ

  • @tulsidaskumbhar6276
    @tulsidaskumbhar6276 Жыл бұрын

    God bless you.CM sir please help the innocent girl.

  • @rintupadhan9245
    @rintupadhan9245 Жыл бұрын

    God Bless you , Sister

  • @rinkuacharya1028
    @rinkuacharya1028 Жыл бұрын

    ସତରେ ସମାଜ ରେ ଏହି ଜାତି ,ପ୍ରଥା ଅନୁଯାୟୀ କେତେ ନିରୀହ ଜୀବନ ଦୁଃଖ କଷ୍ଟ ପାଉଛନ୍ତି ସବୁ ମଣିଷ ର ସମାନ ଅଧିକାର ରହିଛି ଜାତି ହେଉଛି ପ୍ରକୃତ ରେ ଦୁଇଟି -ମହିଳା ଓ ପୁରୁଷ ଆଉ କିଛି ନାହିଁ ସବୁ ପ୍ରହସନ

  • @myyoutuber2.063
    @myyoutuber2.063 Жыл бұрын

    U_ ❤️ _R CORRECT 😘_💞 SISTER 👍👍 ....!!

  • @prashantbhoi8873
    @prashantbhoi8873 Жыл бұрын

    I agree with you sister 💕

  • @ManojKumar-hr9sx
    @ManojKumar-hr9sx Жыл бұрын

    Please god bless this girl' . thanks for our cm sir.really gert person Navin pattnayak sir thank you

  • @kishordas4075
    @kishordas4075 Жыл бұрын

    Very good 🙏🙏🙏

  • @subashsabar119
    @subashsabar119 Жыл бұрын

    Very good sister god bless you 🙏🙏🙏🤔👏💯

  • @nayakodiatokakeonjhar
    @nayakodiatokakeonjhar Жыл бұрын

    Good bless you brother 🙏🙏🙏

  • @purnapradhan9553
    @purnapradhan955316 күн бұрын

    ❤ସୁଭ ଦ୍ରା ତମକୁ ଇଶ୍ବର ଶକ୍ତି ଦିଅନ୍ତୁ ମା ❤ ତୁମର ଚଲା ପଥ କୁସୁମିତ ହେଉ❤ଜୟ ଜଗନ୍ନାଥ ❤

  • @amankousalya2730
    @amankousalya2730 Жыл бұрын

    Plz help this Innocent Girls Cm Sir 🙏

  • @bishnumishra4355
    @bishnumishra4355 Жыл бұрын

    Great job brother👍👍👍

  • @generaliquest4397
    @generaliquest4397 Жыл бұрын

    Satare duniya re bahut bhala loka achanti...🙏🙏🙏

  • @SunilKumar-ph2us
    @SunilKumar-ph2us Жыл бұрын

    Bohut bohut khushi lagila vouni Khushi re ruha 😭😭❤️

  • @beingodia1227
    @beingodia1227 Жыл бұрын

    Please help this innocent girl Naveen babu

  • @suryakantibehera6012
    @suryakantibehera6012 Жыл бұрын

    Sir jati dhram aesabu kana

  • @mrtaj5461
    @mrtaj5461 Жыл бұрын

    All the best 👍 May god bless you Subhadra sister

  • @musicloverraja9117
    @musicloverraja9117 Жыл бұрын

    Good to see all political parties help subhadra

  • @ashokkumarbishi7906
    @ashokkumarbishi7906 Жыл бұрын

    thank you 💕 Kanaka news

  • @bharatchandramallick4079
    @bharatchandramallick4079 Жыл бұрын

    Irequest to the honorable chief minister Sri Naveen Patnaik please kindly help poor girl

  • @shaswoteepanda5384
    @shaswoteepanda5384 Жыл бұрын

    Great job congratulation to all active volunteers

  • @mallikamuduli5042
    @mallikamuduli5042 Жыл бұрын

    God bless you subhadra bhagawan tumaku bahut agaku niantu future re tume bahut agaku jao

  • @odiaseriesmp3561
    @odiaseriesmp3561 Жыл бұрын

    Believe in Your self, Anything is possible 🙏❤

  • @sambidsunamajhi9629
    @sambidsunamajhi9629 Жыл бұрын

    ମୋର ଭଉଣୀ ନାହିଁ ଏ ଭଉଣୀ କୁ ଦେଖିଲେ ଦୁଃଖ ଲାଗେ 😢

  • @survivor2061

    @survivor2061

    Жыл бұрын

    Adopt her

  • @dpmusicofficial8390

    @dpmusicofficial8390

    Жыл бұрын

    #Hebiswsigana

  • @ganga9460
    @ganga9460 Жыл бұрын

    Blessed you all... 🙏

  • @lisaraninayak2631
    @lisaraninayak2631 Жыл бұрын

    God bless you sis❤️Jay Jagannath sabu bele bahut ashirwad re rakhantu Prabhu...

  • @Mrdalei8079
    @Mrdalei8079 Жыл бұрын

    You are great sister I'm proud of you 🙏👍

  • @subhadrapanda9660

    @subhadrapanda9660

    Жыл бұрын

    Thank you

  • @subhadrapanda9660

    @subhadrapanda9660

    Жыл бұрын

    Thank you

  • @moganmosahara3780
    @moganmosahara3780 Жыл бұрын

    ଦେଖନ୍ତୁ ସହହୃଦୟ ବ୍ୟକ୍ତି ବହୁତ୍ ଅଛନ୍ତି କିନ୍ତୁ ତାଙ୍କ ପାଖରେ ଖବର ପହଞ୍ଚି ପାରୁନାହିଁ। News ହେଉ କି social media ରେ ବାହାରିଲା ପରେ ସେମାନେ ଜାଣିବାକୁ ପାଉଛନ୍ତି 🙏

  • @belamatimajhi7514
    @belamatimajhi7514 Жыл бұрын

    God bless him🙏🙏🙏

  • @pradeepbehera6062
    @pradeepbehera6062 Жыл бұрын

    ହ୍ରୁଦୟ ରୁ ଧନ୍ୟବାଦ Kanak News 🙏🏻🙏🏻🙏🏻🙏🏻🙏🏻🙏🏻

  • @odia_vlogger_swagatika
    @odia_vlogger_swagatika Жыл бұрын

    Cm sir please help this innocent girl🙏😔😭😢

  • @khorthandu4564
    @khorthandu4564 Жыл бұрын

    🙏🙏🙏🙏🙏🙏🙏

  • @impossible8107
    @impossible8107 Жыл бұрын

    Jeumaane ei jhia nku help karichhanti taanku bahut bahut dhanyabad 🙏🙏

  • @bhabanimishra6108
    @bhabanimishra6108 Жыл бұрын

    I salute you sister.God blessings are always with you.i salute your thoughts,i salute your brave.🙏

  • @gayatribhuyan7265
    @gayatribhuyan7265 Жыл бұрын

    This is our indian...only based on castism...this is our sanatan dharm....we r proud to b Hinduism....

  • @ashokkumardhar3077
    @ashokkumardhar3077 Жыл бұрын

    Jaldee help karanthu sir

  • @babulapatiarbabulapatiar8338
    @babulapatiarbabulapatiar8338 Жыл бұрын

    ଜାତି ରହିପାରେ ରକ୍ତ ଏକା ଦୁନିଆ ରେ ସବୁ ମିଳିମିଛି ସଂସାର ଜାତିଅଜାତି ଧର୍ମ ର କଥା ମିଳିମିଛି ଚଳିବା ସମାଜର ମଙ୍ଗଳ ହୁଏ

  • @babulastylesofficially4557
    @babulastylesofficially4557 Жыл бұрын

    Great girl

  • @golekhchandrabhal2406
    @golekhchandrabhal2406 Жыл бұрын

    ପ୍ରଥମେ ମୋର ସମ୍ବାଦିକ ଭାଇ ମାନଙ୍କୁ , ଶହେ ମୁଣ୍ଡିଆ । ଆଜି ସେ ଝିଅଟି ଜାହା ପାଇଲା , ଆପଣ ମାନଙ୍କ ଲାଗି ହି ପାଇଲା ।

  • @user-sr4dy6uv3f

    @user-sr4dy6uv3f

    Жыл бұрын

    କଣ ବିଦେଶୀ ମଦ ପିଇ ନିଶାରେ ମତାମତ ଲେଖିଛ ସାମ୍ବାଦିକ ଭାଇ ମାନଙ୍କୁ ଶହେ ମୁଣ୍ଡିଆ କଣ ପାଇଁ ? ସମସ୍ତେ ଭଗବାନ କୁ ମୁଣ୍ଡିଆ ମାରୁଛନ୍ତି

  • @debendraho3965
    @debendraho3965 Жыл бұрын

    କନକ ନିଉଜ ଏତେ ପଛରେ ଜାଣିଲା , ପଛରେ ଜାଣିବାର କାରଣ ଟଙ୍ଗୁରୁ ଭୋଳ କୁ ଖୋଜୁଥିଲା ବୋଧେ ।

  • @sanjayanahak790
    @sanjayanahak790 Жыл бұрын

    Thanku sir

  • @khitishkumarrout1034
    @khitishkumarrout1034 Жыл бұрын

    Apana mane manabata banchichhi boli dekheile ,dhanyabad🙏🙏

Келесі