Sie Chali Jauchi Ta Jau ll ସିଏ ଚାଲି ଯାଇଚି‌ ତ‌ ଯାଉ II Sasmita Jena II Odia Viral Singer

Ойын-сауық

(🎬J ⭐ Music Presents...)
/ @janustarmusic
👉If U Like This New Song Plz Like👍Share & Subscribe(🔔) This New KZread Channel Of Ollywood Industry 🎥🎬
||❤ Song Credits ❤||
-------------------------
👉Janu Star Music🎬 presents...Official Studio Version A Real Heart Touching❤💔😭 New Sad Song (2023) Relesed🎬
❤ Song Title :- Sie Chali Jauchi Ta Jau 🎶🎵😭
🙏 Producer :- Umarani Ratha & Janu Bhai
❤ Singer :- Sasmita Jena
❤ Music :- Santosh Kumar
❤ Lyrics :- Santosh Kumar
❤ Music Arrangement :- Subasish Kumar
❤ Song🎶 Arrangement By :- Subasish Kumar
❤ Camera :- PK Prashant
❤ Edit :- PK Prashant
❤ Poster :- Dubai
❤ Recording & Mixing🔊 :- Deep Studio
===============================================
#Sie Chali Jauchi Ta Jau 🎶🎵New_Sad_Song😭💔❤
#Sasmita Jena_NewOdiaSadSongAudio
#Sasmita Jena_2023_OdishaHit_Sad_Song_Audio
#JanuStarMusic_Sasmita Jena_Viral_Odia_Sad_Song
#Sasmita Jena_Odisha_Hit_Viral_Song
#All_Hit_New_Song_Of_Sasmita Jena............
#Sie Chali Jauchi Ta Jau.......#2023_New_Sad_Song
#Sie Chali Jauchi Ta Jau.......#2023 _New_Sad_Song
#Sie Chali Jauchi Ta Jau.......#2023 _New_Sad_Song
IF U LIKE THIS NEW SONG SO SUBSCRIBE OUR NEW CHANNEL FOR NEXT UPCOMING
.
Listen to the song: Sie Chali Jauchi Ta Jau
🔔Get Alerts When We Relese Any New Video. TURN ON THE BELL ICON On The Channel.
©All Copyright Reserved " JANU STAR MUSIC"
Music Label - J ⭐ Music🎬
Genre :- Odia Gita / Odia Song / Odia Viral Sad Song
©Janu Star Music (2023)
▶Odia Video
▶Odia Sad Song Video
▶Sasmita Jena New Sad Song ko
▶Janu ⭐ Music PRESENTS
ANTI- PIRACY WARNING
This Content Is Copyright To (Janu ⭐ Music) Any Re-Upload Or Redistribution (Audio Or Video) Is Strictly Prohibited Of This Content Legal Action Will Be Taken Against Those Who Violate The Copyright Of This Content Presented !!!

Пікірлер: 2 200

  • @RanjanSundaray-ty4vf
    @RanjanSundaray-ty4vf Жыл бұрын

    ଏ ଗୀତଟିଏ ଭଉଣୀଙ୍କ ଜୀବନ କାହାଣୀ ଉପରେ ଲେଖା ହେଇଥିବାରୁ ଭଲ ଲାଗିଲା।ସେଥିପାଇଁ gitalekhithiba ସାରଙ୍କୁ ମୋର ଧନ୍ୟବାଦ୍

  • @rajkumardasraj900

    @rajkumardasraj900

    Жыл бұрын

    Nice bro

  • @priyanshajenavlogs740

    @priyanshajenavlogs740

    Жыл бұрын

    ❤❤❤

  • @oavkashipur2585

    @oavkashipur2585

    Жыл бұрын

    ​@@rajkumardasraj900l

  • @mangulunahak6204
    @mangulunahak6204 Жыл бұрын

    ସସ୍ମିତା ଭଉଣୀ ଙ୍କ ଜୀବନ କାହାଣୀ କୁ ଗୀତ ମାଧ୍ୟମରେ ଲେଖି ପ୍ରକାଶ କରି ଥିବାରୁ ଅଶେଷ ଅଶେଷ ଭାଇଙ୍କୁ ମୋର ଧନ୍ୟବାଦ 🙏ବହୁତ ବଢିଆ 👌👌God bless you ସସ୍ମିତା ଭଉଣୀ 👍🎧

  • @chatruchalan5003
    @chatruchalan5003 Жыл бұрын

    ପଥବଣା ପଥିକକୁ ଉତ୍ତମ ପଥ ଦେଖାଇଥିବା ଭାଇ ମାନଙ୍କୁ କୋଟି କୋଟି ଧନ୍ୟବାଦ ,ଆପଣମାନଙ୍କ ପଥମଧ୍ୟ ସବୁବେଳେ ପରିସ୍କାର ରହୁ ,ଏହା ମୋର ଜଗତରନାଥ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା

  • @priyabratanayak-ig7et
    @priyabratanayak-ig7et Жыл бұрын

    ହୃଦୟ କୁ ଗୀତ ଛୁଇଁଛି ❤ ସସ୍ମିତା ଭଉଣୀ ଅତି ସୁନ୍ଦର ଗୀତ ଗାଇଛନ୍ତି❤❤

  • @shaktiprada4002
    @shaktiprada4002 Жыл бұрын

    ୱା !!! ସସ୍ମିତା ଜୀବନର କଥା #ବ୍ୟଥା କୁ ନେଇ ସୁନ୍ଦର ଗୀତର ପରିକଳ୍ପନା ସତରେ ହୃଦୟସ୍ପର୍ଶୀ 👌ଚମତ୍କାର କଣ୍ଠ ଓ ପୁରା ଟିମ୍ ର ନିଷ୍ଠା ,ଚେଷ୍ଟା 👏 ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଅପ୍ରତିମ💐💐💐💐💐

  • @tarunbabuofficial
    @tarunbabuofficial Жыл бұрын

    ବହୁତ ସୁନ୍ଦର ହେଇଛି ହେଇ ଗୀତଟା । ହେ ଭଉଣୀଙ୍କୁର କଣ୍ଠ ସ୍ୱର ବହୁତ ଭଲ । ହେ ଭଉଣୀଙ୍କୁ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଦନ୍ୟବାଦ 👍👍 ଜୟ ଜଗନ୍ନାଥ thank you so much 🥰

  • @subashsanta6319
    @subashsanta6319 Жыл бұрын

    ସୋସ୍ମିତା ଦିଦୀ ଙ୍କ ଗାଇବା କଣ୍ଟ ସ୍ୱରୋ ବୋହୁତ ଭଲ ଅଛି ଏବଂ ଆଗକୁ ଆହୁରି ଭଲ ହେବ ବୋଲି ଆଶା କୋରୁଛୁ ଜୟ ହିନ୍ଦ୍ ।

  • @chandrasekhargouda1603

    @chandrasekhargouda1603

    Жыл бұрын

    I like u...

  • @gautamnayaknayak6986

    @gautamnayaknayak6986

    Жыл бұрын

    Parthem se midia Bala ku dhanya bad kuha ta jogu ea ehi terg

  • @user-mm4in9hx9j
    @user-mm4in9hx9j Жыл бұрын

    ଠାକୁରଙ୍କୁ ପୂଜା ଅପେକ୍ଷା ଗରୀଵଙ୍କୁ ଶାହା ହେଵା ଵହୁତ ଵହୁତ ଗୁଣେ ଭଲ ;,ଯେଉ ଭାଇମାନେ ସାହା ହୋଇଛନ୍ତି ସେମାନଙ୍କୁ ଵହୁତ ଵହୁତ ଧନ୍ୟବାଦ

  • @chandanawesome7331
    @chandanawesome7331 Жыл бұрын

    ସସ୍ମିତା ଭଉଣୀଙ୍କ ମନଭାବକୁ ନେଇ ଗୀତ ଲେଖି ଦେଇ ଥିବାରୁ ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🏼🙏🏼🙏🏼

  • @keshabnayak997

    @keshabnayak997

    Жыл бұрын

    God bless you Sasmita

  • @yudhistirbiswal

    @yudhistirbiswal

    Жыл бұрын

    Right

  • @manasnayak2439

    @manasnayak2439

    Жыл бұрын

    Super very very nice to

  • @lokanathmaharana4068

    @lokanathmaharana4068

    Жыл бұрын

    @@keshabnayak997 oh NJjuu7in

  • @rajitmajhi2192

    @rajitmajhi2192

    Жыл бұрын

    ​@@user-eh2vw4zt9l❤❤❤❤❤

  • @harekrushnahotta2072
    @harekrushnahotta2072 Жыл бұрын

    ମାଆ ସରସ୍ଵତୀ ସସମିତା କନଠ ରେ ବିରାଜ ମାନ କରି ତାହାର କଣ୍ଠକୁ ଆହୁରି ଶାଣିତ କରନ୍ତୁ ତାହାର ଭବିଷ୍ୟତ ମଙ୍ଗଲ ମୟ ହେଉ।

  • @jitubhai4168

    @jitubhai4168

    Жыл бұрын

    ବହୁତ ସୁନ୍ଦର ଗୀତ ଦିଦି

  • @user-yl5yn4vo9t

    @user-yl5yn4vo9t

    9 ай бұрын

    Tame mane jrj

  • @gopalchandragiri5558
    @gopalchandragiri5558 Жыл бұрын

    ସସ୍ମିତା ତୁମେ ଜଣେ ମହାନ ଗାୟିକା, କଣ କହି ତୁମକୁ ତାରିଫ କରିବି ମୋ ପାଖରେ ଭାଷା ନାହିଁ!ଭଗବାନ ତୁମକୁ ସାଥ ଦିଅନ୍ତୁ ଆଗକୁ ଆଗକୁ ମାଡିଚାଲ

  • @user-yl5yn4vo9t

    @user-yl5yn4vo9t

    9 ай бұрын

    Hn ba lata mangeswar

  • @dipakguru523
    @dipakguru523 Жыл бұрын

    Sunder Songs 👏👌❤️💯 tia au aama ଭଉଣୀ ସସ୍ମିତା

  • @guddubarjo7307
    @guddubarjo7307 Жыл бұрын

    ବହୁତ ଭଲ ଦିଦି, ତମକୁ ଯିଏ ଭାଇରାଲ୍ କରିଛନ୍ତି ତାଙ୍କ ଭୁଲିବନି, ଖୁସି ରେ ରୁହ

  • @rohitkumarbiswal9374
    @rohitkumarbiswal9374 Жыл бұрын

    ପୂର୍ବ ସମସ୍ତ ଗୀତ ଠାରୁ ଏ ଗୀତରେ ସସ୍ମିତା ଭଉଣୀ ଙ୍କର confidence level ବାରି ହୋଇ ଯାଉଛି। ଗୀତ ଭିତରେ ପୁରା ମଜ୍ଜି ଯାଇକି ଗାଉଛନ୍ତି। ବହୁତ ବଢିଆ ହୋଇଛି।

  • @nursesbini1874

    @nursesbini1874

    Жыл бұрын

    Sata katha bhai

  • @hometuitionstudy328

    @hometuitionstudy328

    Жыл бұрын

    nija life saha kichhi reality achhi sethi pain bodhe

  • @SibaniMama-ng1kz

    @SibaniMama-ng1kz

    Жыл бұрын

    Tanku emiti kariba pai kuha jaichi

  • @prakash.donk.p7215

    @prakash.donk.p7215

    Жыл бұрын

    Right 👍

  • @mirabaipanigrahi245

    @mirabaipanigrahi245

    11 ай бұрын

    ପ୍ରଣାମ ମହାଶୟ

  • @rajkumardasraj900
    @rajkumardasraj900 Жыл бұрын

    ବହୁତ୍ ସୁନ୍ଦର କଣ୍ଠ ସ୍ୱର ଗୀତ ବି ବହୁତ ଭଲ ଲାଗୁଛି

  • @RanusmitaDas-ye2hq
    @RanusmitaDas-ye2hq Жыл бұрын

    Geeta kie lekhichhanti ,pura mast, direct hrudayaku chhuinjauchi,mu pray 100thara sunisarilini. Thank you ete Sundar Geeta pi

  • @rsentertainment715
    @rsentertainment715 Жыл бұрын

    ସତ ରେ ମତେ ବହୁତ ଭଲ ଲାଗିଲା ଏହି ଗୀତ ଟା ବହୁତ ସୁନ୍ଦର ଗାଇଛନ୍ତି ସସ୍ମିତା ଭଉଣୀ ❤👍🙏

  • @gopalswain8847

    @gopalswain8847

    Жыл бұрын

    Beutifulu song didi ❤❤❤👍

  • @gopalswain8847

    @gopalswain8847

    Жыл бұрын

    Jay jagannath 🙏🙏🙏

  • @lingarajtandi

    @lingarajtandi

    Жыл бұрын

    Didinku ahuri a miti valavala gitamilu bahut dhanyabad didi

  • @PuriNaik-jo1hz

    @PuriNaik-jo1hz

    11 ай бұрын

    ​@@gopalswain8847❤ BBY mo

  • @srikantsahu5108
    @srikantsahu5108 Жыл бұрын

    ଅତି ସୁନ୍ଦର ଗୀତ ବାନେଇଥିବା ର ସମସ୍ତ କର୍ମ କର୍ତା ମାନ ଙ୍କୁ ମୋ ହୂର୍ଦୟ ରୁ ଧନ୍ୟବାଦ ଏବଂ ଏହି ଗୀତ ସସ୍ମିତା ଭଉଣୀ ଙ୍କୁ ସୁଯୋଗ ଦେଇଥିବା ରୁ ଅନେକ ଅନେକ ଶୁଭେଚ୍ଛା ❤️

  • @star7sp103
    @star7sp103 Жыл бұрын

    ହେଆର୍ଟ❤ hert touch song... ଘଟିଥିବା ଘଟଣା song ଗାଇବାକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ😢

  • @sarjunayak7541
    @sarjunayak7541 Жыл бұрын

    Lekha aau music & singing uchha kotira heichi... samstnku dhanyabad.... Jay jagannath...

  • @Kalahandiavlogger
    @Kalahandiavlogger Жыл бұрын

    ହୃଦୟ କୁ ଛୁଇଁଲା ଏହି ଗୀତ ❤ ସସ୍ମିତା ଭଉଣୀ ଆଗକୁ ବି ଏମିତି ଗାଈ ଚାଲ ଜୟ ଜଗନ୍ନାଥ 🙏🙏🙏 Best Of Luck Sister 👍

  • @RanjanParidaRanjan-mp8nf
    @RanjanParidaRanjan-mp8nf Жыл бұрын

    ପୁରୀର ଜଣେ ଭାଇ ଅନେକ ଚେଷ୍ଟା କଲାପରେ ମଧ୍ୟ ତାଙ୍କୁ ସୁଯଗ ମିଳୁନାହିଁ ତମେ ଭାଗ୍ୟବାନ ଭଉଣୀ 🙏🙏🙏🙏କାଳିଆ ତୁମକୁ ସାହା

  • @bipinchoudhury2476

    @bipinchoudhury2476

    Жыл бұрын

    ଭାଇ ଏ ଯୁଗରେ ପୁଣି ସୁଯୋଗ ଭାଇ ମୋବାଇଲ plane voce record kara shut video bano nachet auduio record Kari shut banao

  • @papubhai4924

    @papubhai4924

    Жыл бұрын

    କିଏ ଭାଇ

  • @janmejayatarai8603

    @janmejayatarai8603

    Жыл бұрын

    ଭାଇ ତାଙ୍କୁ କୁହ ସେ ଗୋଟେ unique ମାହୋଲ ବନାଇ viral ହେବେ... Like susmita bhauni nka pari

  • @malaybehera5232

    @malaybehera5232

    Жыл бұрын

    ​@@papubhai4924nice song

  • @dillipkumar8687

    @dillipkumar8687

    Жыл бұрын

    Se kie tk number dela

  • @RMmusicjesussong
    @RMmusicjesussong Жыл бұрын

    କପି ଗୀତ ପରା ଲାଗୁଚି ଟିକେ 👍

  • @odsahoo1940
    @odsahoo1940 Жыл бұрын

    Ati sundar kantha all the best and god bless you sasmita didi

  • @shansdah1077
    @shansdah1077 Жыл бұрын

    ଆଗ ଦୁଇଟା ଗୀତ ଗାଇଥିବା ସମୟ ଅପେକ୍ଷା ଆଜିର ଗୀତରେ confidence ଅଧିକ ଲାଗୁଛି. I ଗୀତ ବଢିଆ ଲାଗୁଛି

  • @rajalaxmidugusahio4912

    @rajalaxmidugusahio4912

    Жыл бұрын

    Yes

  • @sankarabehera2216

    @sankarabehera2216

    Жыл бұрын

    Yes 🥰

  • @Bestlife43
    @Bestlife43 Жыл бұрын

    Didinku ଏମିତି ଆହୁରି ସୁନ୍ଦର ସୁନ୍ଦର ଗୀତ ଗାଇବାକୁ ସୁଯୋଗ ଦେଲେ ସେ ଦିନେ ନିହାତି ଭାବରେ legendary singer ହେଇଯିବେ ❤God bless you didi ❤️🥰🤗🙏

  • @kaberibadajena2175

    @kaberibadajena2175

    Жыл бұрын

    Bala singer heba

  • @LittleDanceralisha

    @LittleDanceralisha

    Жыл бұрын

    ​@@kaberibadajena2175kn tumar irsha heuchhi.....S...didi z great❤❤❤

  • @lipsapradhan885

    @lipsapradhan885

    Жыл бұрын

    ​@@kaberibadajena2175tame singer habaki

  • @jagannathmohanty1426

    @jagannathmohanty1426

    Жыл бұрын

    Right👍

  • @sitaranimuduli9602

    @sitaranimuduli9602

    Жыл бұрын

    ❤❤❤❤❤❤

  • @pareshdutiyachand3239
    @pareshdutiyachand3239 Жыл бұрын

    ବହୁତ ସୁନ୍ଦର ଲାଗିଲା ❤❤❤ Another master piece for Sashmita Jena 👍👍👍 Best of luck 👍👍👍

  • @rajeshlily143vlog
    @rajeshlily143vlog Жыл бұрын

    ବହୁତ ବହୁତ ଧନ୍ୟବାଦ ଆମ ତରଫରୁ ପ୍ରଥମେ ଜଉମିଡ଼ିଆ ସେଠାକୁଯାଇ news viral କରିଥିଲେ,ତ ଆଜି ଗୋଟେ ସୁନ୍ଦର ପ୍ରତିଭାଟିଏ ସମୁଦ୍ର ମଝିରେ ଭାସିଯାଉଥିଲା ତ ସମସ୍ତେ କହୁହଲେ 4:24 ସେଚାଲିଗଲାଣିତଯାଉ,ହଟାତ ଆପଣ ଆସି ରକ୍ଷ୍ୟା କଲ, ଅତିସୁନ୍ଦର ସ୍ୱର ଗୀତମାଝିରେ ଅନ୍ତରାରେ miusicdirecter ଙ୍କର misic super

  • @babunamallick5594
    @babunamallick5594 Жыл бұрын

    ସସ୍ମିତା ଭୋଉଣୀଙ୍କ କଣ୍ଟରେ ଗୀତଟି ପୁରା ହୃଦୟସ୍ପର୍ଶୀ ଲାଗୁଛି 👍👍

  • @samiramaharana9953

    @samiramaharana9953

    Жыл бұрын

    Sundar voice

  • @chhannubihari2804
    @chhannubihari2804 Жыл бұрын

    Aaste aaste sasmita di Ra confidence badhuchhi geeta Ku enjoy Kari gauthibara dekhi mona bhari khushi hela 🙏🙏👌👌👌👌

  • @mananmanaskhatua9443

    @mananmanaskhatua9443

    Жыл бұрын

    Right 👍

  • @jagannathamazingworldodia

    @jagannathamazingworldodia

    Жыл бұрын

    Right

  • @gourigamanga7027

    @gourigamanga7027

    Жыл бұрын

    Very nice sis god bless you

  • @anjaliparida2302

    @anjaliparida2302

    Жыл бұрын

    Nice voice

  • @user-sk3kx9nk9t
    @user-sk3kx9nk9t11 ай бұрын

    ତାଙ୍କ ଜୀବନୀ ସହିତ ଗୀତ ଟା ପୁରା ମିଶିଛି

  • @lifeofcomly8136
    @lifeofcomly8136 Жыл бұрын

    ଭଉଣୀଙ୍କ ପାଇଁ ହୃଦୟରୁ ସମ୍ମାନ ରହିଛି ମୁଁ ଚାହେଁ ଭଉଣୀ ବହୁତ୍ ଖୁସିରେ ରୁହନ୍ତୁ କିନ୍ତୁ ସତ କହିବାକୁ ପସନ୍ଦ କରିବି କି ଭଉଣୀଙ୍କ କଣ୍ଠସ୍ବର ମତେ ଭଲ ଲାଗିଲା ନାହିଁ

  • @ssyamaha4540
    @ssyamaha4540 Жыл бұрын

    ସୁନ୍ଦର୍ କଣ୍ଠ ସସ୍ମିତା ଭଉଣୀ ର ଭଗବାନ୍ ତାକୁ ବହୁତ୍ ଆଗକୁ ନିଅନ୍ତୁ 🙏🙏🙏

  • @KE10SKBROTHER
    @KE10SKBROTHER Жыл бұрын

    Congratulations brother

  • @snigdhasorenofficial863
    @snigdhasorenofficial863 Жыл бұрын

    ଆରେ ବାଃ great compose

  • @parbatibarik3654
    @parbatibarik3654 Жыл бұрын

    Face re Khushi dekhi😊 bahut Khushi lagila ...agei chala

  • @akmusicproduction2939
    @akmusicproduction2939 Жыл бұрын

    ବହୁତ ସୁନ୍ଦର 🙏❤️👌💕💞🌹👌👌

  • @user-hu7yb2ui3f
    @user-hu7yb2ui3f Жыл бұрын

    👏👏👏👏👏👏👏👏ତୋମେ ବହୁତ୍ ଆଗକୁ ଯାହ ଜୟ ଜଗନ୍ନାଥ 🙏

  • @minusingh6506
    @minusingh6506 Жыл бұрын

    Wah wah kya baat hai fantastic performance

  • @babulisingh5656
    @babulisingh5656 Жыл бұрын

    Bahut badhiya

  • @abhiramhembram1994
    @abhiramhembram1994 Жыл бұрын

    ବହୁତ ସୁନ୍ଦର ❤❤❤❤❤ଏମିତି ଆମ ଭଉଣୀ ପାଦେ ପାଦେ ଆଗକୁ ଯାଉ। ଭଉଣୀକୁ ସମସ୍ତେ ଆଶୀର୍ବାଦ କରିଥାନ୍ତୁ । ସମସ୍ତଙ୍କୁ ମୋର ଧନ୍ୟବାଦ ❤❤❤❤Jay Jagannath 🙏 ♥️

  • @Kaliasarkaar
    @Kaliasarkaar Жыл бұрын

    ମୁଁ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କରୁଛି କି ଏ ଗରିବ ଭଉଣୀ ର ଗୀତ କୁ ବହୁତ ମାତ୍ରା ରେ share କରି ଭଉଣୀ କୁ ଆଗକୁ ବଢେଇ ବାକୁ ଚେଷ୍ଟା କରନ୍ତୁ 🙏 ଜୟ ଜଗନ୍ନାଥ🌺🙏

  • @rukmaninaik6968

    @rukmaninaik6968

    Жыл бұрын

    Okk bhai

  • @sasmitameher2702

    @sasmitameher2702

    Жыл бұрын

    ମୋତେ ବି ଟିକେ ସୁଯୋଗ ଦିଅନ୍ତୁ sir 🙏🙏

  • @ShrutiMadhuram

    @ShrutiMadhuram

    Жыл бұрын

    Ame bi anek chesta karuchhu amaku kehi sujog debeni karana ame nijaku gariba ki asahaya dekhei paribuni..social media platforms re kandiki nija dukha kahiparibuni na

  • @Kaliasarkaar

    @Kaliasarkaar

    Жыл бұрын

    @@sasmitameher2702 ok didi🙏

  • @neetusvlog7873

    @neetusvlog7873

    Жыл бұрын

    Faltu stree loko support karanatuni news dekhile ta ya na re

  • @susandhyamohanty1780
    @susandhyamohanty1780 Жыл бұрын

    ବହୁତ ସୁନ୍ଦର ଗୀତ। ବହୁତ ବଢିଆ ଲାଗୁଛି। ଜଗନ୍ନାଥ ମହାପ୍ରଭୁ ତୁମ ଭଵିଷତ୍ ଉଜ୍ଜଳ ମୟକରନ୍ତୁ ମୋର ଏତିକି ପାର୍ଥନା।। 🌹🌹🌹🌹🌹🙏🏻🙏🏻🙏🏻🙏🏻🙌🙌🚩🚩🚩🚩

  • @jasodamajhi6914
    @jasodamajhi6914 Жыл бұрын

    ଖୁବ ସୁନ୍ଦର ଗୀତ ଓ ସ୍ୱର

  • @artsbymukesh8411
    @artsbymukesh8411 Жыл бұрын

    Beautiful song sasmita dii❤ beautiful voice

  • @raj.kumar0798

    @raj.kumar0798

    Жыл бұрын

    Jaha ta laguchi song 🤣😁🤣🤣🤣

  • @benudharjena3169
    @benudharjena3169 Жыл бұрын

    Dhere dhere voice change hela and confidence badhuchi sasmitara, god bless you sister

  • @krishnaprasadrath
    @krishnaprasadrath Жыл бұрын

    Vala swara Sasmitankara aau badhiya gaichhanti. Not a Salute for only Sasmita, but a salute for the writer of this song also"SE CHALIJAICHHI TA JAU,SE VULIJAICHHI TA JAU;JE KALANI TO CHINTA,KAIN VABUCHU TA KATHA ?TA KATHA VABI KAIN LUHA JHARAU!!! "sukhasantire se rahu,jouthi thile bi thau:::ILU sabad ta, dharibani kebe,jaha ba hauchi hau".sei lyrics re(just an add)and last me:GOD BLESS YOUR TEAM AND YOU 🙏 Jai Srikrishna 🙏 Thanks writer of this song for an unique lyric

  • @prashantaluha9103
    @prashantaluha9103 Жыл бұрын

    Super se bhi upar

  • @tikinagochhayat616
    @tikinagochhayat616 Жыл бұрын

    ପୂର୍ବସମସ୍ତ ଗୀତଠାରୁ ଏ ଗୀତରେ ସସ୍ମିତା ଭଉଣୀଙ୍କର Confidence lovely ବାରିହୋଇ ଜାଉଛି ଗୀତ ବଢି ହୋଇଛି

  • @boblikhasla1040
    @boblikhasla1040 Жыл бұрын

    Beautiful song God bless you

  • @bknp7482
    @bknp7482 Жыл бұрын

    Super bhai

  • @kalpanadas8366
    @kalpanadas8366 Жыл бұрын

    Bahut bahut sundar kanthati.jaggannatha tanku amiti sahaya hei thantu, ashirbada karithantu ❤

  • @santoshroul2587
    @santoshroul2587 Жыл бұрын

    ସବୁ ଗୀତ ରୁ ଏ ଗୀତ ଟା ଭଲ ହେଇଚି।❤

  • @subham20

    @subham20

    Жыл бұрын

    Soto kothao

  • @pravatbarik5778
    @pravatbarik5778 Жыл бұрын

    🎉🎉🎉🎉🎉🎉 ସବୁ ଗୀତ ଠାରୁ ଅଧିକ ଭଲ ଏ ଗୀତଟା

  • @santoshpradhan2251
    @santoshpradhan2251 Жыл бұрын

    Super se upar

  • @ajaykumarsahoo4909
    @ajaykumarsahoo4909 Жыл бұрын

    ସୁନ୍ଦର ରଚନା, ଅତି ସୁମଧୁର କଣ୍ଠ ❤️❤️🌹🌹

  • @josimarandi4020
    @josimarandi4020 Жыл бұрын

    Sasmita ସବୁ ଗୀତ ଠାରୁ ଏଈଠି ତୋମ confident ଟା bright ଲାଗୁଛି, keep it up ଭଉଣୀ 👍👍👍👍MAY GOD BLESS U 🙏

  • @gajendrabhue6993
    @gajendrabhue6993 Жыл бұрын

    ବହୁତ୍ ସୁନ୍ଦର୍ କଣ୍ଠ ଭଗବାନ୍ ଆପଣ ମାନେ ଯାହା ଚାହିବେ ତା ହା ହେବ ।ଧନ୍ୟବାଦ ଆପଣ ମାନଙ୍କୁ

  • @manashkumaerpujari2489
    @manashkumaerpujari2489 Жыл бұрын

    Very nice song sosmita bhauni nka life story song

  • @cricketlovers2700
    @cricketlovers2700 Жыл бұрын

    Bhauni tume e gitare Pura galeidela 👌👌👌👌 emiti gaile aau sikhile tume nischaya aagaku jiba keep it up mind blowing 👍

  • @user-hi2ss4um2f
    @user-hi2ss4um2f Жыл бұрын

    ପଙ୍କ ରେ ପଦ୍ମ ଫୁଟେ ଭଗବାନ ଙ୍କ ଆଶ୍ରିବାଦ ହୋଇ ଲୋକ ଲୋଚନ କୁ ଆନୀ ଥିବା ସମସ୍ତେ ଙ୍କୁ କୋଟି ନମସ୍କାର 🙏

  • @likunkumar2001
    @likunkumar2001 Жыл бұрын

    ବହୁତ ସୁନ୍ଦର କଣ୍ଠ ଶିଳ୍ପୀ ସସ୍ମିତା ଦିଦି good bless you🥰🥰

  • @ajaybharati5275
    @ajaybharati5275 Жыл бұрын

    ହୃଦୟକୁ ଛୁଇଁଲା ନୂଆ ଗୀତଟି ମୁଁ ଯେତେ ଦେଖୁଛି ମାନଭାରୁନାହି 10ଥରଦେଖି ସାରିଲିଣି super

  • @bhabagrahijena1209
    @bhabagrahijena1209 Жыл бұрын

    😊sasmita Nkar Sundarkanyha Gitikar Bahiunkuanurodhd Ttanki Agamuneantu Dhanyabad

  • @RohitashwaBadi-cn8xw
    @RohitashwaBadi-cn8xw Жыл бұрын

    Fantastic ❤❤❤, proceed on sister

  • @rkmjhumar2006
    @rkmjhumar2006 Жыл бұрын

    ଅତିସୁନ୍ଦର ଗୀତ all the best ଭାଇ

  • @gopadas9606
    @gopadas9606 Жыл бұрын

    ବହୁତ ସୁଦଂର music song Congratulations

  • @ThabiraThabira-dp3ck
    @ThabiraThabira-dp3ck10 ай бұрын

    Odisha Ra no1 Geeta❤

  • @mrsameshlifestyle
    @mrsameshlifestyle Жыл бұрын

    ❤❤❤❤ ବହୁତ୍ ବଢିଆ ଗୀତ ❤❤❤❤

  • @chandasethi77
    @chandasethi77 Жыл бұрын

    No.1 Singing, Sasmita Bhauni Superb 🎉❤❤😊❤❤❤❤

  • @baidharajena6147
    @baidharajena6147 Жыл бұрын

    ବହୁତ ସୁନ୍ଦର

  • @tanmayamahakul4337
    @tanmayamahakul4337 Жыл бұрын

    Bahut sundar ❤❤❤

  • @KE10SKBROTHER
    @KE10SKBROTHER Жыл бұрын

    Mai firt bro😊

  • @dusmantasahoo3860
    @dusmantasahoo3860 Жыл бұрын

    Both music and lyrics are beautiful.

  • @amartarei46
    @amartarei46 Жыл бұрын

    ❤❤❤❤❤❤bohuta bhala laguchhi

  • @user-nm3ny2zx2d
    @user-nm3ny2zx2d Жыл бұрын

    Sasmita didi bahut kshushi re gau chhnti❤❤❤❤

  • @Lalikiduniya22
    @Lalikiduniya22 Жыл бұрын

    Fantastic❤❤performance 👌God bless you di❤

  • @musicloversranjit685

    @musicloversranjit685

    Жыл бұрын

    Really appreciate

  • @Lalikiduniya22

    @Lalikiduniya22

    Жыл бұрын

    @@musicloversranjit685 yes brother😊

  • @Rohitsabar877
    @Rohitsabar877 Жыл бұрын

    ଏମିତି ଭାବରେ ସସ୍ମିତା ଦିଦୀଙ୍କୁ ସୁଜଗ ଦେବ ବୋଲି ମୁଁ ଆପଣଙ୍କ ଠାରେ ମୋର ପ୍ରାର୍ଥନା କରିଅଛି👏👏👏👏👏

  • @user-rq9xr8jk4t
    @user-rq9xr8jk4t11 ай бұрын

    ଅତି ସୁନ୍ଦର ହୋଇଛି ସସ୍ମିତା ର ଗୀତ ଆଗକୁ ବି ଆଉ ଭଲ ଗୀତ ଗାଅ

  • @ShivaJagat-tw5sj
    @ShivaJagat-tw5sj Жыл бұрын

    Maa ❤️ Tamara song Mate bahut bhal laguchi

  • @bijayakanhar2007
    @bijayakanhar2007 Жыл бұрын

    ସତ ଘଟଣା ନେଇ ଆଗାରି ତ song very nice

  • @bibhutinaik9696

    @bibhutinaik9696

    Жыл бұрын

    ଭାଇ ଲେଖା ଭୁଲ ଅଛି

  • @ranjitatandy6659

    @ranjitatandy6659

    Жыл бұрын

    Kana bhul achhe

  • @steminarani5803
    @steminarani5803 Жыл бұрын

    ବହୁତ ସୁନ୍ଦର ଗୀତ ଭଉଣୀ ❤❤❤❤❤

  • @ajitkumarnayak8439
    @ajitkumarnayak8439 Жыл бұрын

    Song bahoot bhala heichhi, aagaku amiti sujoga milu.

  • @RinaDandasena-lu5gc
    @RinaDandasena-lu5gc11 ай бұрын

    Beautiful song ❤❤❤ wow super 🙋💕💕💕💕my favourite 👌👌👌😢😢😢 heart touching song

  • @jashodagamango8429
    @jashodagamango8429 Жыл бұрын

    Didi କୁ ସବୁ ଦିନ ପାଇଁ ଖୁସି ରେ ରହୁ ଜଗନ୍ନାଥ ବାପା ❤❤❤❤❤❤❤❤❤❤❤

  • @bratatisamal938
    @bratatisamal938 Жыл бұрын

    ସସ୍ମିତା ଏମିତି ହସୁଥା ❤ ତୁ ସାରା ଓରିଶାବାସୀଙ୍କ ହୃଦୟରେ ଜାଗା ନେଇ ଗଲୁ ଡ୍ରେ ଝିଅ❤ କେତେ ଦୁଃଖରେ ଥାଇ ବି ଲୋକଙ୍କ ପାଖରେ ହସିପରୁଛୁ ରେ ଧନ ❤ ସବୁ ଭାଇ ଭଉଣୀ ମାନଙ୍କ ଭଲପାଇବା ଗୁରୁଜନ ମାନଙ୍କ ଆର୍ଶ୍ରିବାଦ ତୋ ପାଇଁ ଅଛି

  • @kalpanakisan5795
    @kalpanakisan5795 Жыл бұрын

    Bahut bahut Sundar song very nice voice susmita didi best'of luck bhagawan tumku bhalare rakhi thantu aau tumaku emiti agaku niantu ❤❤❤❤

  • @kariahembram3216
    @kariahembram3216 Жыл бұрын

    ମଧୁର କଣ୍ଠରେ ମଧୁର ସୁର

  • @LDPanika
    @LDPanika Жыл бұрын

    Very nice voice and song..❤👌 great team..🙏🏻

  • @bijaymohanty2386
    @bijaymohanty2386 Жыл бұрын

    So super performance.Thanks to team participants.

  • @krushnabadatya5338
    @krushnabadatya5338 Жыл бұрын

    Super bhauni 🔥🔥🔥

  • @manoharbhatra3206
    @manoharbhatra3206 Жыл бұрын

    ❤❤❤❤❤bahut sundhar sweet voice

  • @Prasad9322
    @Prasad9322 Жыл бұрын

    Ekdum energetic wala song good luck sister 🎉🎉

  • @ommpradhan2106
    @ommpradhan2106 Жыл бұрын

    Very nice voice sister❤❤❤❤❤ God bless you

  • @udayalima9094
    @udayalima9094 Жыл бұрын

    ବର୍ତ୍ତମାନ ସସ୍ମିତା ଭଉଣୀ ଡଭ୍ ଲପ୍ ହେଲାଣି. ଜଗନ୍ନାଥ ମଂଗଳ କରନ୍ତୁ. ସହଯୋଗ ସାର୍ ମେଡାମ୍ ବହୁତ ବହୁତ ଧନ୍ଯବାଦ ନମସ୍କାର 🤝🙏🏻

  • @baladevprasadnayak5403
    @baladevprasadnayak5403 Жыл бұрын

    Manar katha ku Gita madhyamare sir lekhi chhanti thank you sir❤❤❤

  • @sanjeebpadhan6755
    @sanjeebpadhan6755 Жыл бұрын

    ରାନୁ ମଣ୍ଡଳଙ୍କ ପରି ଏଇ ଭଉଣୀ ଜଣକ ପରବର୍ତ୍ତୀ ସମୟରେ ଯେପରି ନ ହୁଅନ୍ତୁ ,ସେଥିପାଇଁ ଓଡ଼ିଆ music industry କୁ ମୋର୍ ବିଶେଷ ଅନୁରୋଧ 🙏 🙏

  • @linamahapatra98

    @linamahapatra98

    Жыл бұрын

    Hello bro Mu b same vabuthili Ranu mondal valia na heu Au gote katha... Jemiti santanu chhota chhua ta gita gauthila.. Taku lagaatar gotr Dina re 5 ta 6 ta gita deiki bahaut gita gaibaaku dele au taa pare se kuade udigalaa Yanku b semiti gote dina 2 ta 3 ta lekhae gita dauchhanti

  • @saradaprasadsarangi896

    @saradaprasadsarangi896

    Жыл бұрын

    Akdam right katha

  • @lopamudrapradhan8059

    @lopamudrapradhan8059

    Жыл бұрын

    Thik kahi chanti

  • @rohitdangari5376

    @rohitdangari5376

    Жыл бұрын

    ବହୁତସୁନ୍ଦର,ତମେକିନ୍ତୁ,ରାନୁମଣ୍ଡଳପରୀହେବନାହୀ

  • @duryodhanmunda7733

    @duryodhanmunda7733

    Жыл бұрын

    Right ରାନୁ ମଣ୍ଡଳ ଭଳି ଯେମିତି ନ ହୁଏ ଉପରକୁ ଯେମିତି ଉଠିବ ସେମିତି ଖସିବ ତେଣୁ ଅତି ଚିପୁଡ଼ିଲେ ଲେମ୍ବୁ ପିତା

  • @sorendadavideo5938
    @sorendadavideo5938 Жыл бұрын

    ସସ୍ମିତା ଭଉଣୀଙ୍କ କଣ୍ଠସ୍ୱର ଭଲ ଲାଗୁଛି ତାଙ୍କୁ ଆହୁରି ସୁଯୋଗ ଦିଆଯାଉ

  • @KarunaSahu-iu9ep
    @KarunaSahu-iu9ep Жыл бұрын

    Super duper uper song

  • @prasannapatra6829
    @prasannapatra6829 Жыл бұрын

    Odia ke liye garv hai aise gana kabhi suna hai kya best singer of odisha we are proud thanks media

Келесі