Shree Mandira | Title Song | A Cappella Version | Prem Anand | Debidutta Mohanty | Tarang Music

Музыка

Tarang TV's upcoming mega serial SHREE MANDIRA , title song is composed by Prem Anand with no live instruments or VST programming.
This is an A Cappella version where singers have produced all the additional musical tunes, chords, chorus and rhythm during the music arrangement.
_
Song Credits :
Song: Shree Mandira - Title Song ( A Cappella Version )
Creative Head : Ranjan Satpathy
Music : Prem Anand
Lyrics : Debidutta Mohanty
Singers : Sricharan Mohanty,Ashutosh Mohanty,Sabisesh Mishra,Samikshya Mishra,Lopamudra Dash,Arpita Choudhury,Rojalin Sahu,Diptirekha Padhi,Sohini Mishra,Biswajit Mohapatra,Goutam Giri,Bishnu Mohan Kabi,Abhijit Mishra,Shasank Sekhar Sahoo,Satyajeet Pradhan
Banner : Tarang TV
Music On : Tarang Music
Produced By : Odisha Television Network
#ShreeMandira #PremAnand #DebiduttaMohanty
#SricharanMohanty #AshutoshMohanty #SabiseshMishra #SamikshyaMishra #LopamudraDash #ArpitaChoudhury #RojalinSahu #DiptirekhaPadhi #SohiniMishra #BiswajitMohapatra #GoutamGiri #BishnuMohanKabi #AbhijitMishra #ShasankSekhar #SatyajeetPradhan
#TarangTV
_
#TarangMusic is no. 1 music channel in Odisha.
SUBSCRIBE to Tarang Music channel:
bit.ly/TarangMusicKZread
Like us on Facebook
/ tarangmusic
Circle on G+
plus.google.com/u/6/+TarangMusic
Follow us on Twitter
/ tarangmusic
Follow us on Instagram
/ tarangmusicodisha
Visit our website for further details: www.tarangmusic.in

Пікірлер: 1 700

  • @chinkueditz3853
    @chinkueditz3853 Жыл бұрын

    କିଏ କହିଲା ଆମ ଓଡ଼ିଶା ରେ ମଧୁର ସ୍ୱର ଆଉ ସଙ୍ଗୀତ ନାହିଁ ବୋଲି , ଆରେ ଆମ ଧାମ ହେଲା ଜଗନ୍ନାଥ ଧାମ ,,, ଆମ ପୁରୀ ଦାଣ୍ଡ ହେଲା ବଡ଼ ଦାଣ୍ଡ,,, ସେଇ ଶ୍ରୀ ମନ୍ଦିର ନାମ ରେ ବହୁତ୍ ସୁନ୍ଦର ଗୀତ ଟିଏ ଆପଣ ମାନେ ପରିବେଷଣ କରିଛନ୍ତି ।। ଶୁଣିଲି ବହୁତ୍ ଆନନ୍ଦିତ ଆଉ ଆଖିରୁ ଲୁହ ବି ଝରି ଗଲା।। କଥା ରେ ଅଛି ପରା “ ଭାବର ଠାକୁର୍ ସିଏ କାଳିଆ ସାଆନ୍ତ,, କଳା ଗୋସାଇଁ ।। ଜୟ ଜଗନ୍ନାଥ ⭕‼️⭕

  • @tricklesglam8010

    @tricklesglam8010

    7 ай бұрын

    Tame kahithiba 😮

  • @Nahaknahak536

    @Nahaknahak536

    6 ай бұрын

    Yes

  • @user-hs2ud8od6c

    @user-hs2ud8od6c

    6 ай бұрын

    ❤❤😊

  • @khitimajhi

    @khitimajhi

    6 ай бұрын

    ❤❤❤❤❤❤

  • @balaramsahu5325

    @balaramsahu5325

    6 ай бұрын

    Bhai bahut badia lagila ଗୀତ

  • @soumyashree7729
    @soumyashree77292 жыл бұрын

    30 ବାର ରୁ ଉର୍ଦ୍ଧ୍ବ ଶୁଣି ସାରିଲା ପରେ ବି ମନ ଭରୁ ନାହିଁ..ଏକ ନିଆରା ଆକର୍ଷଣ ଟାଣି ଆଣୁଛି.. ଆଖି ରେ ଲୁହ ଆଉ ହୃଦୟ ପ୍ରଫୁଲ୍ଲିତ ହେଇ ଉଠୁଛି..ଯେତେ ଶୁଣିଲେ ବି ନୂଆ ଲାଗୁଛି ଆଉ ବାର ବାର ଶୁଣି ବାକୁ ଇଚ୍ଛା ହଉଚି.. ଧନ୍ୟ ଆମେ ଏଇ ଓଡିଶା ମାଟି ରେ ଜନ୍ମ ନେଇଥିବାରୁ.. ଜୟ ଜଗନ୍ନାଥ.. 🙏🙏

  • @Puhanswarup
    @Puhanswarup7 ай бұрын

    ମହାପ୍ରଭୁ ପାଇଁ ଏଇ ଜାତି ବଡ଼ , ଅବା ଏ ଜାତି ପାଇଁ ମହାପ୍ରଭୁ ବଡ଼ । ଏଇ ଗୋଟେ ଧାଡ଼ି ଯେତେବେଳେ ବି ଶୁଣିଲେ ଆଖିରେ ଲୁହ ଆସିଯାଏ l ଜୟ ଜଗନ୍ନାଥ 🙏

  • @krishnajena2319
    @krishnajena23196 ай бұрын

    ଏ ଗୀତ ଯେତେ ଥର ଶୁଣେ ମୋ ରୋମ ଟଙ୍କୁରି ଉଠେ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @prasannakumarnayak4173
    @prasannakumarnayak41732 жыл бұрын

    ଖୁବ୍ ସୁନ୍ଦର୍ ସ୍ୱର ସଂଯୋଜନା ଆଉ ଗୀତ ରଚନା । ତମ ଟିମ୍ ର ସମସ୍ତଙ୍କୁ ଅଭିନନ୍ଦନ। ଶ୍ରୀମନ୍ଦିର ର ସଫଳତା କାମନା କରୁଛି

  • @nirmalyanayak3028
    @nirmalyanayak30282 жыл бұрын

    ଜୀବନର ପ୍ରଥମ ବିନା ଧୁନ ପ୍ରୟୋଗ କାରି ଯନ୍ତ୍ରର ଗୀତଟି ବହୁତ ମନ ଛୁଆଁ ଓ ଆକର୍ଷଣୀୟ 🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏

  • @Unkn403

    @Unkn403

    2 жыл бұрын

    🙏🙏🙏

  • @kumarronaldo2562

    @kumarronaldo2562

    2 жыл бұрын

    Satyajit tune touch the heart 1:14

  • @barsharanisahu6875

    @barsharanisahu6875

    2 жыл бұрын

    Jay Jagannath 🙏🙏🙏

  • @bibhranshupadhy3468

    @bibhranshupadhy3468

    2 жыл бұрын

    F

  • @kajalkiranpattanayak2180

    @kajalkiranpattanayak2180

    2 жыл бұрын

    @@kumarronaldo2562. Plll p0 Pppppppppl

  • @sangyasenirout4119
    @sangyasenirout41192 жыл бұрын

    ଆମ ଗର୍ବ ଆଉ ଗୌରବର ପ୍ରତୀକ ଶ୍ରୀମନ୍ଦିର ଆଉ ଆମ ପ୍ରଭୁ ଜଗନ୍ନାଥ। ଜୟ ଜଗନ୍ନାଥ 🙏🙏🙏

  • @jhillidas

    @jhillidas

    Жыл бұрын

    ସତରେ😊😊😊

  • @abhisekbehera8776
    @abhisekbehera87765 ай бұрын

    ପ୍ରକୃତରେ ଏହି ଶ୍ରୀ ମନ୍ଦିର ଇତିହାସର ଅନେକ ଘଟଣାବଳୀର ସାକ୍ଷୀ ଅଟେ।ଏତେ ସୁନ୍ଦର ଗୀତ ପାଇଁ ସଙ୍ଗୀତ ବିଜ୍ଞାନୀ ପ୍ରେମ୍ ଆନନ୍ଦ ସାରଙ୍କୁ ବହୁତ୍ ଧନ୍ୟବାଦ୍।ଏତେ ହୃଦୟକୁ ଛୁଇଁଛି ଯେ ଗୀତଟି ଭୁଲି ହେଉନି। ଜୟ ଜଗନ୍ନାଥ।🚩🚩

  • @rahulbehuria2769
    @rahulbehuria27692 жыл бұрын

    ଅତୁଳନୀୟ 😍 ଯେତେ ଶୁଣିଲେ ବି ଆହୁରି ଇଚ୍ଛା ହଉଚି ଶୁଣିବାକୁ 😍

  • @jugalamontry4888

    @jugalamontry4888

    2 жыл бұрын

    Right

  • @karunakarmantri87

    @karunakarmantri87

    2 жыл бұрын

    Right

  • @prakashmahakud1702

    @prakashmahakud1702

    2 жыл бұрын

    Hmm Right

  • @raghunathbehera6754

    @raghunathbehera6754

    2 жыл бұрын

    Right

  • @bibhranshupadhy3468

    @bibhranshupadhy3468

    2 жыл бұрын

    U

  • @smita87ful
    @smita87ful2 жыл бұрын

    I am listening to this song at least 3-5 times daily along with my 2 year son. He is even started singing the song and fully engaged. Proud to be an Odia. Each and every singer is fully submerged into the song. Everytime I hear this I am getting goosebumps and tears in my eyes. Feeling blessed to witness Odia culture. ବହୁତ୍ ସୁନ୍ଦର ଉପସ୍ଥାପନା । ଗୀତ ର ପ୍ରତି ଶବ୍ଦ ଖୁବ୍ ଭକ୍ିଭାବପୂର୍ଣ୍ଣ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @bipinbira5075

    @bipinbira5075

    Жыл бұрын

    good

  • @chandankumarsahu2183
    @chandankumarsahu21837 ай бұрын

    ଭଜନ ଟି ମନକୁ ଆନ୍ଦୋଳିତ କରିବା ସହ ,ଅହେତୁକ ଭାବ ଭକ୍ତିର ସ୍ପୁରଣ କରେ, ଶ୍ରୀକ୍ଷେତ୍ର ର ଅନୁଭବ ଆଣିଦିଏ ... ଧନ୍ୟବାଦ୍❤

  • @AbinashSarangiVlog
    @AbinashSarangiVlog2 жыл бұрын

    ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠ କଣ୍ଠଶିଲ୍ପୀମାନଙ୍କୁ ଧନ୍ୟବାଦ ଏମିତି ଏକ ସୁନ୍ଦର ଗୀତ ଭେଟି ଦେଇଥିବାରୁ । ସଂଗୀତ ବିଜ୍ଞାନୀ ପ୍ରେମାନନ୍ଦ ଭାଇଙ୍କ ପାଇଁ ଓଡ଼ିଶା ସଂଗୀତ ଜଗତ ସବୁବେଳେ ଗର୍ବ କରିବ ନିଶ୍ଚୟ ।

  • @krutiranjanm7891
    @krutiranjanm78912 жыл бұрын

    ଏ ଗୀତ ସମସ୍ତ ଓଡ଼ିଆ ଙ୍କର ହୃଦୟ ର ଗୀତ ହେବ l ବହୁତ୍ ସୁନ୍ଦର୍

  • @swetashree6508
    @swetashree65082 жыл бұрын

    "ସେ...ଶ୍ରୀମନ୍ଦିର "fav part of this creation ❤❤❤ just love this song. ଜୟ ଜଗନ୍ନାଥ 🙏

  • @BandanaCreationPresents
    @BandanaCreationPresents2 жыл бұрын

    ଓଡ଼ିଆ ସଂଗୀତ ଜଗତରେ ନିଶ୍ଚୟ ଏକ କିମ୍ବଦନ୍ତୀ ହୋଇ ରହିବ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ସମନ୍ବୟରେ ପର୍ଯ୍ୟବେସିତ ଟାଇଟଲ୍ ଗୀତ ଶ୍ରୀମନ୍ଦିର।ସମସ୍ତ କଣ୍ଠଶିଳ୍ପୀ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ସାର୍ ଙ୍କୁ ଅନ୍ତରର ଗଭୀର ତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି।🙏❤️🙏

  • @bikashmishra8864
    @bikashmishra88643 ай бұрын

    ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମା ଆନନ୍ଦ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ କୁ ସଲାମ ଇମିତି ଏକ ଭାବ ପୂର୍ଣ୍ଣ ଭଜନ ତିଆରି କରିଥିବାରୁ ଜୟ ଜଗନ୍ନାଥ ❤

  • @learningfest
    @learningfest2 жыл бұрын

    Yes this is my Odisha , ହଁ ମୁଁ ଓଡ଼ିଆ 🙏🏻, ସେଇ ମହାପ୍ରଭୁ ଙ୍କର୍ ମୁଁ ସେବିକା ମାତ୍ର , ଏଇ ମୋ ଓଡ଼ିଶା , ମୁଁ ଓଡ଼ିଆ ମୋ ଠିକଣା ଶ୍ରୀମନ୍ଦିର ହଁ, ମହାପ୍ରଭୁ ଜଗନ୍ନାଥ ମୋ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ

  • @akashmusicstudio.1015
    @akashmusicstudio.10152 жыл бұрын

    ଏଟା ବୋଧେ ଓଡ଼ିଆର ସବୁଠାରୁ ବେଷ୍ଟ ଭଜନ।

  • @usharaneepanda1989
    @usharaneepanda19892 жыл бұрын

    ଏହିଭଳି ଗୀତ ଲେଖିଥିବରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରେମାନନ୍ଦ ସାର୍ ଜୟ ଜଗନ୍ନାଥ 🙏🙏🙏

  • @santoshsagarnayak9651
    @santoshsagarnayak96512 жыл бұрын

    ବାହା ଗୀତଟି ଏତେ ସୁନ୍ଦର ହେଇଛି ଯେ ହୃଦୟ କୁ ଛୁଇଁ ଯାଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବର ବିଷୟ ରେ ବଖାଣିଲା ଭଳି ଲାଗିଲା ଯେତେ ଶୁଣିଲେ ବି ବାର ବାର ଶୁଣିବାକୁ ଇଛା ହେଉଛି

  • @aspirantmona8863
    @aspirantmona88632 жыл бұрын

    1st time odia Ra emiti Gita sunili...seita 4-6 thara {Shreeeee Mandiraaaa}...I love this song....soooo heart touching..🤩🤩🤩🤩🤩🤩🤩🤩 Jay Jagannath 🙏🏻🙏🏻

  • @kapildev6300
    @kapildev63002 жыл бұрын

    ବହୁତ ଦିନ ପରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନୂଆ ଓଡ଼ିଆ ଭଜନ ଶୁଣି ବହୁତ ଆନନ୍ଦ ଲାଗିଲା. 🙏🏼🙏🏼🙏🏼

  • @lokanathparida9694
    @lokanathparida96946 ай бұрын

    ଏହି ଗୀତ ଶୁଣି ଲା ପରେ ମୁଁ ଜଗନ୍ନାଥ ଧାମ ରେ ମୋ ର ଜନ୍ମ ହେଇ ଥିବାରୁ ନିଜ ଉପରେ ଗର୍ବିତ ଅନୁଭବ କରୁଛି, ଜୟ ଜଗନ୍ନାଥ 🙏🙏🙏

  • @chandanlenka7515
    @chandanlenka75152 жыл бұрын

    କହିବାକୁ କିଛି ଶବ୍ଦ ନାହିଁ ଜୟ ଶ୍ରୀ ମନ୍ଦିର 🙏🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @priyankapatra5280
    @priyankapatra52802 жыл бұрын

    Proudly can say it's Odia song and we are odias. Having a heavy cultures and traditions .. this song is goosebumps. Thanks for this awesome creation . ❤🔥❣

  • @miraculoustales3331

    @miraculoustales3331

    2 жыл бұрын

    We odia .our odisha❤❤

  • @kaliajena870

    @kaliajena870

    2 жыл бұрын

    We odia🙏🏻😁💫

  • @mrs_kim_jeon_nancy

    @mrs_kim_jeon_nancy

    2 жыл бұрын

    ଏଇ କଥା କୁ କଣ ଓଡିଆ ରେ କହିଥିଲେ ହୋଇ ନ ଥାନ୍ତା କି ଭାଇ???

  • @Devisree82

    @Devisree82

    Жыл бұрын

    This song is awesome. Thanks all singers. 🙏🙏👌👌👍👍

  • @peacefulmusic9605
    @peacefulmusic9605 Жыл бұрын

    କୋଟି ଓଡ଼ିଆ ର ମୌଡ ମଣି ମୋ ଜଗା 🙏🙏🙏❤️❤️❤️❤️❤️

  • @joshidhanan4292
    @joshidhanan4292Ай бұрын

    Debadatta mahanty.prem anand sir.very nice song.adhbhutam.jai jaganth my lord prabhu pranam.

  • @khusimusicworld
    @khusimusicworld Жыл бұрын

    ସମସ୍ତ ଗାୟକ ଗାୟିକା ବହୁତ ଭାଗ୍ୟବାନ ଯେଉଁ ମାନେ ଏହି ସଂଗୀତ ରେ ସ୍ଥାନ ପାଇଛନ୍ତି କଣ୍ଠ ଦେଇଛନ୍ତି....🙏🙏

  • @rachanadash5320
    @rachanadash53202 жыл бұрын

    1st time when I listened to this song I literally got goosebumps, loving this❤️

  • @healthandfitness3502

    @healthandfitness3502

    2 жыл бұрын

    Same here😇

  • @sandeeprout1948

    @sandeeprout1948

    2 жыл бұрын

    Specially , that specific verse in the end "Shreeeeee Mandiraaaaa".

  • @sucharitadeo9435

    @sucharitadeo9435

    2 жыл бұрын

    Same here. Jay Jagannath 🙏🙏

  • @prabinkumar5705

    @prabinkumar5705

    2 жыл бұрын

    Yes u r right 👍❤️

  • @jeshikadeo1507

    @jeshikadeo1507

    2 жыл бұрын

    Same to me also

  • @parthaveersahu8434
    @parthaveersahu84342 жыл бұрын

    After many days premananda sir back with a bang...every line gives goosebumps

  • @swapnakar6856
    @swapnakar68562 жыл бұрын

    Proud to be Odia as SriMandir is in Odisha . 💐🇮🇳 || JAI JAGANATH 🙏 || | HARI BOLO HARI HARI BOLO |

  • @Medmade._.S
    @Medmade._.S2 жыл бұрын

    The line `` A jati pain mahaprabhu bada na mahaprabhu bada " literally just give goosbums 🥺💓

  • @shreejatamusic
    @shreejatamusic2 жыл бұрын

    Ahh! Pure bliss ❤️

  • @tapanpradhan4234

    @tapanpradhan4234

    2 жыл бұрын

    Vg. Call

  • @bossofgame9705

    @bossofgame9705

    2 жыл бұрын

    Hi

  • @subashchandrapati8218

    @subashchandrapati8218

    2 жыл бұрын

    Excellent

  • @happylucky7184
    @happylucky71842 жыл бұрын

    Dipitirekha wow But All sang sing nice Premananda amazing music All singer ke liye ek like to banta hi he

  • @rajeshdas5677
    @rajeshdas56775 ай бұрын

    Jay Jagannath🙏🙏🙏🙏🙏🙏

  • @user-rh9tg5dv3s
    @user-rh9tg5dv3s2 жыл бұрын

    REALLY PROUD OF YOU ODISHA SINGERS. KEEP IT UP.....

  • @creationofradhekrishna6899
    @creationofradhekrishna68992 жыл бұрын

    I listened this song into 100 times.This song attractive me and my mind and heart go to a heaven like place.Really great our singers and premananda sir🙏🙏🙏🙏

  • @kprasaddas5596
    @kprasaddas55962 жыл бұрын

    Just goosebumps 😍🔥❤️🙏 Jay Jagannath 🙏❤️

  • @anitbehera5651

    @anitbehera5651

    2 жыл бұрын

    Alaga prakar..

  • @kanhaswain9327
    @kanhaswain9327 Жыл бұрын

    ଜୟ ମା ଆଦିଶକ୍ତି।ଜୟ ଜଗନ୍ନାଥ।ଜୟ ଶ୍ରୀ ରାମ। ସବୁ ଭଲ ଭାବରେ ତାଳି ମାରିଲେ। ବହୁତ ଭଲ ଲାଗିଲା

  • @sonalinpattanayak7499
    @sonalinpattanayak74992 жыл бұрын

    Please awarded this song to national award jay Jagannath 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 Odisha vali pabitra mati au ama pabitra bada mandira jay hau

  • @learningfest
    @learningfest2 жыл бұрын

    Wah that is so amazing ❤️this is my Odisha ❤️ love you ଓଡ଼ିଶା , 🙏🏻 ଜୟ ଜଗନ୍ନାଥ 🙏🏻 ଓଡ଼ିଆ ପରମ୍ପରା ର ନୂଆ ଇତିହାସ 🙏🏻 ସବୁ କଣ୍ଠ ଶିଳ୍ପୀ ଗୋଟିଏ ଗୀତ ରେ, ଗୋଟିଏ ରାଗ ରେ ଶୁଣି ବହୁତ୍ ଖୁସି ଲାଗିଲା 🙏🏻❤️thank you tarang TV for ଶ୍ରୀମନ୍ଦିର serial 👍🏻ଏହା ବହୁତ୍ ନାଁ କରିବ ସବୁ ଦର୍ଶକ ଙ୍କ ମନ chuniba nisichita ରୂପ ରେ ...👍🏻

  • @sasmitaswain8827
    @sasmitaswain88272 жыл бұрын

    What a creativity used in this song.so nice ଶ୍ରୀ ମନ୍ଦିର

  • @rakhaljena5726

    @rakhaljena5726

    2 жыл бұрын

    Jay Jagannath 🙏

  • @saritamohanty9650

    @saritamohanty9650

    2 жыл бұрын

    kzread.infoHu2l0NBHn2E?feature=share ✨✨

  • @bipinbira5075

    @bipinbira5075

    Жыл бұрын

    thanks

  • @sanjuktapatnaik5208
    @sanjuktapatnaik52082 жыл бұрын

    Each and every moment of the song is greatly soulful and their voice really fits the part... About the composition is essential to give it the touch of classic alankars and ragas used to make a perfectly pure prayer of all the era

  • @adsucessforallcontent8387
    @adsucessforallcontent8387 Жыл бұрын

    No matter how much you hear, the mind is playing with the desire to hear more without understanding. Jay jagannath jay jagannath jay jagannath swami♥️🙏

  • @musicsambhar
    @musicsambhar2 жыл бұрын

    Superb 🤗 Jay Jagannath 🙏 All have done justice to song specially Abhijit Mishra , Bishnu kabi , Sohini , Dipti and Shashank. Beautiful combination of all talented singers .

  • @harapriyamohanty5891
    @harapriyamohanty5891 Жыл бұрын

    Jay Jagannath 🙏🙏🙏

  • @rajarammishra255
    @rajarammishra255 Жыл бұрын

    ତା ମଥାନରେ ବାନା ଉଡୁଥିଲେ ଗରବରେ କହେ ଏଇ ଦେଖ ଏଇ ଜାତି ଠିକଣା 🙏🏻 । This line shows our identity.

  • @chinmaypanda430
    @chinmaypanda4302 жыл бұрын

    ଧନ୍ୟବାଦ ଦେବି ମିୟୁଜିକ୍ ସାଇନଟିଷ୍ଟ୍ ମୋ ପ୍ରିୟ ର ପ୍ରେମାନନ୍ଦ ସାର୍ ବହୁତ ସୁନ୍ଦର କମ୍ପଜିନସ୍ କରିଛନ୍ତି ସମସ୍ତ ଟିମ୍ ମେମ୍ବର ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି ସମସ୍ତ ଟିମ୍ ମେମ୍ବର ଡିରେକଟର ସାର୍ ପ୍ରଡୁସର୍ ସମସ୍ତ କୁ🙏🙏🙏🙏 ସମସ୍ତ ଓଡ଼ିଆ ଜାତିର ହୃଦୟ କିଣି ନେଇଛନ୍ତି ସହ୍ ଗ୍ରୈରଵେ ଆଗେଇ ଚାଲିଛି ଶ୍ରୀମନ୍ଦିର ଏମିତି ଏପିସଡ୍ ପରେ ଏପିସଡ୍ ଚାଲିଥାଉ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏

  • @monalishaswain5775
    @monalishaswain57752 жыл бұрын

    Goosebumps song..... Proud to be an odia 🙏❤❤❤jai Jagannath ❤❤❤🙏

  • @bipinbira5075

    @bipinbira5075

    Жыл бұрын

    well done

  • @snehalinadas2121
    @snehalinadas21212 жыл бұрын

    ସେ.... ଶ୍ରୀ ମନ୍ଦିର .....Best part from this song❤️...it gives goosebumps 😍

  • @rajprasadmalik9212
    @rajprasadmalik92126 ай бұрын

    ଜୟ🚩ଶ୍ରୀ🕉 ଜଗନ୍ନାଥ 🛕🙏🚀🌍🏹🔱⚔️👬💪🐚🪔🇮🇳🙅‍♂️👌🙋‍♂️👍

  • @sushantadas94
    @sushantadas942 жыл бұрын

    କୌଣସି ବର୍ଣ୍ଣନା କରି ହେବନି ate ସୁନ୍ଦର bhabe ଗୀତ ଟି ମନକୁ ଛୁଇଁଛି....ଜୟ ଜଗନ୍ନାଥ

  • @sipunbehera9703
    @sipunbehera97032 жыл бұрын

    ଓଃ ଅତି ସୁନ୍ଦର ଗୀତ, ଏ ଗୀତ ଶୁଣିଲା ପରେ ମୋ ମନ ଶତ ଆନ୍ଦୋଳିତ ହୁଏ...❤❤❤

  • @TAMANNA-ty2nu
    @TAMANNA-ty2nu2 жыл бұрын

    Ahh! It's a pure Bliss ❤️❤️ Loved the part " ସେ...ଶ୍ରୀମନ୍ଦିର" 🙏🏻🙏🏻

  • @baliaknowledge
    @baliaknowledge2 жыл бұрын

    ଯାହା କୋଉ ସଙ୍ଗୀତ କମ୍ପାନୀ କରି ପାରିଲାନି ତାହା ଆମ ଓଡିଶାର ଓଡିଆ ସଙ୍ଗୀତ କମ୍ପାନୀ କରି ପାରିଲା ବିନା ବାଦ୍ୟରେ ହୋଇ ପାରିଚି "ଜୟ ଜଗନ୍ନାଥ"

  • @Uksmart.logic4u
    @Uksmart.logic4u6 ай бұрын

    ଜୟ ଜଗନ୍ନାଥ 🙏 ବହୁତ ବଢିଆ ଏ ସଂଗୀତ ଯେପରି ପୁରୀ ଅଭଡ଼ା ❤

  • @s_h_a_i_n_a
    @s_h_a_i_n_a2 жыл бұрын

    Fabolous ,fanstantic, mind-blowing ,outstanding song JAI JAGANNATH🙏🙏🙏🙏🙏🙏

  • @himanshupuhan2043
    @himanshupuhan20432 жыл бұрын

    This song is just giving goosebumps....all the best team🖤

  • @narayanapadhy7604
    @narayanapadhy7604Ай бұрын

    Honestly I am in love with this sweet song.... It just captures all our heart... And sends goosebumps and a stunning vibe to listen this song again and again... Again and again... Last but not the least..,, thank you so much to whole production team for the representation of this amazing and hearttouching song... JAY JAGANNATH...

  • @ariyanrout3063
    @ariyanrout30632 жыл бұрын

    This song deserves like and view's upto million . Can we push it upto that level as an Odiya . (Shree jagannath - utkala ra swabhiman )❤️❤️❤️

  • @sonalinrath
    @sonalinrath2 жыл бұрын

    This song gives goosebumps, seriously being an odia, after a long time I feel it's a great song to soothes the soul.

  • @odiabhaktimotivation1571
    @odiabhaktimotivation1571 Жыл бұрын

    ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁଥାନମ ଅଧର୍ମସ୍ୟ ତଦାତ୍ମାନଂ ସୃଜନ୍ମହମ୍। ପରିତ୍ରାଣାୟ ସାଧୁନାଂ ବିନାଶୟ ଚ ଦୁଷ୍କୃତାମ୍, ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ୟୁଗେ ୟୁଗେ।'. 🌹🙏🏻🌹ଜୟ ଜଗନ୍ନାଥ🌹🙏🌹

  • @dayanidhisahoo6576
    @dayanidhisahoo65766 ай бұрын

    This is the best pure ,devine, powerful, peaceful blessings of Odisha,Odia jati and Jaga. I❤ this tample and jaga very much. Every line is real and powerful 💞💞

  • @shaktiswarupdas9714
    @shaktiswarupdas97142 жыл бұрын

    What a bliss!!! I literally had goosebumps ... after putting my head phones on..... Taranaga team thanks for this 🙏 I personally do connect with each and every bit of this song...

  • @tapansahoo200
    @tapansahoo2002 жыл бұрын

    ଜୟ ଜଗନ୍ନାଥ❤️

  • @kanhaswain9327
    @kanhaswain9327 Жыл бұрын

    Dipti Madam ଜୟ ଶ୍ରୀ ରାମ ଭଜନ ହଉ। ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ।ଜୟ ଜଗନ୍ନାଥ

  • @sasmitadas8624
    @sasmitadas86242 жыл бұрын

    Jete thara sunuchi. Akhi age mana vitare kalia ra chaka akhi,, srimandira chaliasuchi..... So amazing.... Ki jadu kalia ra

  • @user-ey7yb7ht9l
    @user-ey7yb7ht9l2 жыл бұрын

    ବହୁତ........... ସୁନ୍ଦର ସଙ୍ଗୀତ🙏😇❤️ ଜୟ ଜଗନ୍ନାଥ 🙏🙏

  • @madhusmitamoharana3767
    @madhusmitamoharana37672 жыл бұрын

    I listen this song thousands times a day.. n get goosebumps every time.. Thank you prem anand sir for such a pure song 🙏🙏

  • @user-rx2he3kd3y
    @user-rx2he3kd3y6 ай бұрын

    🗼🗼🗼🗼🗼🌄🌄🌄🌄🌄🏹🏹🏹🏹🏹🛞🛞🛞🛞🛞🚩🛕🚩🛕🚩🛕🚩🛕🚩🛕🦚🦚🦚🦚🦚ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ ନମଃ*****ଓଁ 🦚🦚🦚🦚🦚🛕🚩🛕🚩🛕🚩🛕🚩🛕🚩🛞🛞🛞🛞🛞🏹🏹🏹🏹🏹🌅🌅🌅🌅🌅🗼🗼🗼🗼🗼

  • @subhasmitanayak9134
    @subhasmitanayak91348 ай бұрын

    କେଡେ ହୃଦୟସ୍ପର୍ଶୀ ଏ ଗୀତଟି❤

  • @djchittacreation
    @djchittacreation2 жыл бұрын

    Jay Jagannath🙏🙏🙏 Good Creativity Prem Anand Sir❣️ Shri Mandira 🙏🙏🙏

  • @swetashree6508
    @swetashree65082 жыл бұрын

    & also appreciate that it gives goosebumps 💗🦋🌈

  • @ritukrishnaevergreen6906
    @ritukrishnaevergreen69066 ай бұрын

    Jai ⭕‼️⭕ Jagannath 🙏🙏 mo Kalia pai ete Sundar Sangita Sethi pai all singer mananku hrudayaru Mora 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Super-kp5ug
    @Super-kp5ug2 жыл бұрын

    ଅତି ସୁନ୍ଦର ଆଉ ମଧୁର ମୁଁ କହେ ମୋ କାହାଣୀ ଶ୍ରୀ ମନ୍ଦିର

  • @sushreesamantray4065
    @sushreesamantray40652 жыл бұрын

    This is not only a song this is the emotions of the people of the whole 😍😍 Odisha ❤️🙏 Jay Jagannath 🙏

  • @manishapriyadarsaninayak4103
    @manishapriyadarsaninayak41032 жыл бұрын

    Proud to be an Odia with my culture and devotional attachment ❤ Jay Jagannath💕 .I have listened it many times but still it sticks a unbroken connection with me. Any one, who will listen this song will get watered 🙏🙏jay jagannath 🥰🥰 .Meaning is heat touching, soulful, composition, lyrics and all about this song is amazing 💯😘

  • @envelopehouse4488
    @envelopehouse44886 ай бұрын

    Beautiful song ever 🙏 Jai Jagannath Jai maa Laxmi....ohh...ki sunder lekha

  • @kirtirsaho1100
    @kirtirsaho11002 жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ।।। 🙏🙏🙏🙏🙏🙏🙌🙌🙌🙌🙌🙌🙏🙏🙏🙏🙌🙏🙌🙏🙏

  • @jyoti4271
    @jyoti42712 жыл бұрын

    Thanks to Prem Anand sir for this Wonderful Heart touching song.

  • @abinashpradhan7919
    @abinashpradhan79192 жыл бұрын

    🌺🌟Outstanding & Incomparable Performance by our Heroes of Odisha Musical Industry👌👌💕💕 We're Proud of You All👌👌💕💕 🙏 🌹ଜୟ ଜଗନ୍ନାଥ 🌹🙏

  • @ShasankSekharOfficial

    @ShasankSekharOfficial

    2 жыл бұрын

    ❤️

  • @mrdeva3588
    @mrdeva35882 жыл бұрын

    Bahut sundar gita

  • @adsucessforallcontent8387
    @adsucessforallcontent8387 Жыл бұрын

    Healty touched Love u ଜୟ ଜଗନ୍ନାଥ ❤️🙏

  • @arobindamohanty6886
    @arobindamohanty68862 жыл бұрын

    ଆହା କେଡେ ସୁନ୍ଦର। ଏଇ ତ ଭଲ ପାଇବା ମହାପ୍ରଭୁଙ୍କ ପ୍ରତି

  • @shaswatirath5441
    @shaswatirath54412 жыл бұрын

    Heart touching 💖 close your eyes & listen this song... just woww❤️

  • @SweetPurbi143
    @SweetPurbi1432 жыл бұрын

    Aeta kebala jagannath nka paen possible heichi.. Bina dhun re Gita gaiba.. love you all singer's ❤️ Jay JAGANNATH

  • @jagannathsamal7
    @jagannathsamal76 ай бұрын

    ବହୁତ ସୁନ୍ଦର ହେଇଛି ❤

  • @omm.ramnarayan
    @omm.ramnarayan2 жыл бұрын

    I hv seen this more than 20 times in last 2 days...Awesome singing guys🥰👌👌👌

  • @kaibalyahere
    @kaibalyahere2 жыл бұрын

    For this beautiful creation every person related to it will be remembered ...... jay jagannath swami

  • @rajprasadmalik9212
    @rajprasadmalik92126 ай бұрын

    जय🚩श्री🕉 जगन्नाथ 🛕🙏🚀🌍🏹🔱⚔️👬💪🐚🪔🇮🇳🙅‍♂️👌🙋‍♂️👍

  • @kanhaswain9327
    @kanhaswain9327 Жыл бұрын

    ହା ହା ହା। ମତେ Dipti Madam .ଜୟ ମା ଆଦିଶକ୍ତି ଙ୍କ ଜୟ।ଜୟ ଜଗନ୍ନାଥ।ଜୟ ଶ୍ରୀ ରାମ।

  • @anjaliswain9029
    @anjaliswain90292 жыл бұрын

    Speechless !! Literally got tear when listened this song 🥺 jay Jagannath!! Proud to be Puri 🥰

  • @writerdillip27
    @writerdillip272 жыл бұрын

    Jai jagannath 🙏 Thanks to the whole team Beautiful composition of premanand sir 💕💕💕

  • @padmasridas41
    @padmasridas412 жыл бұрын

    ଏତେ ସୁନ୍ଦରଗୀତ ଏବଂ ଏହା ସହିତ ଲେଖା ,ଗାଇବା ଲେ।କମାନକୁ ଧନବାଦ।

  • @monalisagarhnayak4380
    @monalisagarhnayak43802 жыл бұрын

    Jete sunile be ahuri sunibaku icha hauchi... Peta puri jauchi maha prabhu... God bless you All ❤️Jay Jagannath 🙏🏻🙏🏻🙏🏻

  • @shiningswagatika5669
    @shiningswagatika56692 жыл бұрын

    Best Song Ever.Best Music, Lyrics,Singers, i.e. all the best in one song. Feeling proud of being an Odia. Jai Jagannath🙏

  • @subhashreebehera4628
    @subhashreebehera46282 жыл бұрын

    ବହୁତ ସୁନ୍ଦର ସଂଗୀତ ଜୟ ଜଗନ୍ନାଥ 🙏

  • @rasmibalamahapatra6462
    @rasmibalamahapatra6462 Жыл бұрын

    (ଏହି ଗୀତର ତୁଳନା ନାହିଁ ) jay jagannath 🙏🙏🙏

  • @rajprasadmalik9212
    @rajprasadmalik92126 ай бұрын

    Jai🚩shree🕉 jagannaath 🛕🙏🚀🌍🏹🔱⚔️👬💪🐚🪔🇮🇳🙅‍♂️👌🙋‍♂️👍

  • @uditnarayan6454
    @uditnarayan64542 жыл бұрын

    Jay Jagannath swami 🙏🙏🙌🙌❤❤

Келесі