School Teacher Issues Will Be Addressed Soon: School & Mass Education Minister Nityananda Gond

ଯେଉଁ ସ୍କୁଲ ମାନଙ୍କରେ ଶିକ୍ଷକ ନାହାଁନ୍ତି ସେଠି ଶିକ୍ଷକ ନିଯୁକ୍ତି କରାଯିବ I
#ArgusDigital #nityanandaganda #education
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
School Teacher Issues Will Be Addressed Soon: School & Mass Education Minister Nityananda Gond
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argustvdigital
KZread- / @argusdigital.official
Instagram: / argustvdigital

Пікірлер: 183

  • @pralayaofficial1060
    @pralayaofficial10603 күн бұрын

    କନିଷ୍ଠ ଶିକ୍ଷକ ମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ ଠିକା ବ୍ୟବସ୍ଥା କୁ ହଟାଇ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ...

  • @bijucvv7806
    @bijucvv78063 күн бұрын

    Sir primary school ରୁ contractual system ହଟାଇ teacher ମାନଙ୍କୁ ରେଗୁଲାର କରାଯାଉ

  • @jitendrakumbhar2302

    @jitendrakumbhar2302

    3 күн бұрын

    karibeni fund kemiti paibe

  • @kantha9552

    @kantha9552

    3 күн бұрын

    Patha nahi ta darama nai

  • @subodhpatra5867

    @subodhpatra5867

    3 күн бұрын

    Regular kariba katha ..

  • @Xuy788

    @Xuy788

    3 күн бұрын

    ​@@kantha9552ହାଇସ୍କୁଲ ସବୁ ଛୋଡ଼ି ପକାଉଛନ୍ତି... ବିଜେପି 30 seat ଜିତିଛି କେବଳ ପ୍ରାଥମିକ ଶିକ୍ଷକଙ୍କ ପରିବାର ଭୋଟ ପାଇଁ

  • @Shalini-bc2ed

    @Shalini-bc2ed

    3 күн бұрын

    @@kantha9552 darama nahi ta patha padheibar nahi

  • @ghanashyammeher8923
    @ghanashyammeher89233 күн бұрын

    ଗୋଟିଏ କଥାକୁ ଆଉ କେତେଥର କହିବ ଶୀଘ୍ର କରିକି ଦେଖାଅ କନିଷ୍ଠ ଶିକ୍ଷକଙ୍କୁ ରେଗୁଲାର କରାଯାଉ

  • @ghansyamgond2126
    @ghansyamgond21263 күн бұрын

    JT ku ରେଗୁଲାର ଏବଂ ଯଥା ଶୀଘ୍ର ନିଯୁକ୍ତି ଦିଅନ୍ତୁ sir କେତେ ଦିନ ହେଲାଣି ହାଇକୋର୍ଟ ରାୟ ଦେଇଛି ହେଲେ late କଣ ପାଇଁ

  • @anupamamohapatra5911

    @anupamamohapatra5911

    3 күн бұрын

    😢

  • @bipinsahoo329
    @bipinsahoo3293 күн бұрын

    sir plese regular jt

  • @trilochanpadhan4377
    @trilochanpadhan43773 күн бұрын

    Jt regular appointment dia jau

  • @rohankumarpalia2422
    @rohankumarpalia24223 күн бұрын

    Jt ku regular posting diajau

  • @hkdasssh8268
    @hkdasssh82683 күн бұрын

    ଗଣଶିକ୍ଷକ ଓ ୨୦୧୨ ମସିହାରୁ ଶିକ୍ଷାସହାୟକ ରେଗୁଲାର ନ ହୋଇ ଅନେକ ଅଛନ୍ତି ପୂର୍ବ ବ୍ଯବସ୍ଥାର ମାୟାଜାଲରେ ପଡି ସଂଘର୍ଷ କରୁଛନ୍ତି କିଛି ବିଚାର କଲେ ଭଲହେବ

  • @sashikanthota1477
    @sashikanthota14773 күн бұрын

    ମାନ୍ୟବର ମନ୍ତ୍ରୀ ମହୋଦୟ ବେକାରୀ ଓ ଆଶାୟୀ ମଧ୍ୟରେ ପାର୍ଥକ୍ୟ ବୁଝନ୍ତୁ।

  • @yashobantameher7246
    @yashobantameher72463 күн бұрын

    Ete din helani HIGH COURT ra raya asilani JUNIOR TEACHER RECRUITMENT pain kichhi b proceedings heini kan pain????

  • @odiashortsFunny

    @odiashortsFunny

    2 күн бұрын

    ମନ୍ତ୍ରୀ ମାନେ ଗଞ୍ଜେଇ ମରୁଛନ୍ତି😅😂

  • @Luvsahu4836
    @Luvsahu48363 күн бұрын

    ଶିକ୍ଷା ବିଭାଗ, ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷାନୁଷ୍ଠାନ, School/College, ଛାତ୍ରଛାତ୍ରୀ, ଅଭିଭାବକ, ଦୂରତା/ଦୂରସ୍ଥାନ ଅନେକ ସବୁ ସମସ୍ୟାକୁ ଅନୁଧ୍ୟାନ ବା ଅନୁସନ୍ଧାନ କରନ୍ତୁ ଆଜ୍ଞା। ଆଉ ସେ ସବୁ ସମସ୍ୟାର ସମାଧାନ ବହୁତ ଭଲ ଭାବରେ ସୂଚାରୁରୂପେ କାର୍ଯ୍ୟ କରନ୍ତୁ ଆଜ୍ଞା।

  • @banitasethi656
    @banitasethi6563 күн бұрын

    Argus news channel nku anurodh j se 20k jts kebe joining heba ta babadre pacharantu

  • @debasispatra2392
    @debasispatra23923 күн бұрын

    Jts ku regular karidia dekhiba sabu samasya ra samadhan heijiba au bhala pila b jt ku nija career karibe

  • @harekrishnaratha6376
    @harekrishnaratha63763 күн бұрын

    CRCC ବ୍ୟବସ୍ଥା ଶୀଘ୍ର ହଟାଯାଉ।

  • @Luvsahu4836
    @Luvsahu48363 күн бұрын

    ଶିକ୍ଷା ବ୍ୟବସ୍ଥାରେ ଏଭଳି ନୀତି/ନୀୟମ ହେବା ନିହାତି ଦରକାର ଅଛି ଯେ, ସମସ୍ତଙ୍କ ପାଇଁ ସମାନ ନୀତି ହେବା ଆବଶ୍ୟକ ଅଛି। ତେଣୁକରି सबका साथ, सबका विकास, सबका प्रयास, सबका विश्वास।

  • @maheswarpujhari4503

    @maheswarpujhari4503

    2 күн бұрын

    ଶିକ୍ଷକ ମାନେ ପାଠ ଅପେକ୍ଷା ଆନ୍ଦୋଳନ ରେ ବ୍ୟସ୍ଥ ସ୍କୁଲ ଚାଲିବ କେମିତି ଆଜ୍ଞା ଆଉ ଗୋଟେ କଥା ଶିକ୍ଷକ ମାନେ ନିଜ ପିଲାଙ୍କୁ ସରକାରୀ ସ୍କୁଲ ରେ କାହିଁକି ପଢାଉ ନାହାଂତି ନିଜ ଶିକ୍ଷା ଦାନରୁ ତାଙ୍କର ବିଶ୍ବାସ ହିଁ ନାହିଁ ଏହା କୁହାଯାଇପାରେ l

  • @babulsahoo6140
    @babulsahoo61403 күн бұрын

    Sir 🙏 ଆପଣ କହିଥିଲେ ଯେ ସମାନ କାମକୁ ସମାନ ଦରମା ପାଇବେ 🥰 ସମସ୍ତେ,,,, ତାହା ଗୁରୁତ୍ଵ ଦେଇ ରେଗୁଲାର ଦରମା new JT ମାନଙ୍କୁ ଶିଘ୍ର ନିଯୁକ୍ତି ଦେଲେ ସବୁ JT ଆଶାୟୀ ମାନେ ଆପଣଙ୍କୁ ହୃଦୟର ସହିତ ସ୍ଵାଗତ କରିବେ 🎉🙏🙏

  • @kamaniyasahoo5350
    @kamaniyasahoo53503 күн бұрын

    ABOLISH CONTRACTUAL SYSTEM FOR ELEMENTARY TEACHERS OF ODISHA AND CHANGE THE LOWEST GRADE PAY 2200 GP TO 4200 GP

  • @sanjay1999
    @sanjay19993 күн бұрын

    କଥା କମ୍ କାମ ଟିକେ ଆରମ୍ଭ ହେଉ ନା ପ୍ରଥମ ବର୍ଷ ଖାଲି କହିବେ ଓଡିଶା ଲୋକ କାମରେ ବିଶ୍ବାସ କରନ୍ତି

  • @bapibhuyan3153

    @bapibhuyan3153

    2 күн бұрын

    😂😂😂

  • @studypoint1280
    @studypoint12803 күн бұрын

    Sir JT pila b CBT deiki job paichhanti tanku regular posting dia jaau

  • @anjalihota8530
    @anjalihota85303 күн бұрын

    ସାର୍, ୨୦୦୩ ନଭେମ୍ବର ରୁ ଶିକ୍ଷା ସହାୟକ ଭାବେ କାର୍ଯ୍ୟରତ । ସେମାନେ ସରକାରଙ୍କ ଭୁଲ ପାଇଁ ଆଜି ପର୍ଯ୍ୟନ୍ତ ନିୟମିତ ହୋଇ ନାହାନ୍ତି । ଆପଣ ଏହି କଥା ବିଚାର କରି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ ସାର୍ । ସରକାର ସେମାନଙ୍କ ପ୍ରତି ଗଭୀର ଅନ୍ୟାୟ ଅବିଚାର କରିଛନ୍ତି ସାର୍ । ଆପଣ ଦୟାକରି ବିଚାର କରନ୍ତୁ ସାର୍ ।

  • @sayadabdulraj1035
    @sayadabdulraj10353 күн бұрын

    Khali katha na Contractual & schematic system uthayibe , Primary 4200 grade pay karibe

  • @subratmohapatra674
    @subratmohapatra6743 күн бұрын

    Sir 6 month ହୋଇଗଲାଣି posting କଣ ପାଇଁ ଦିଆ ଯାଉ ନାହିଁ.... ପିଲାମାନେ depression କୁ ଚାଲି ଗଲେଣି l plz sir ଯେତେ ଶୀଘ୍ର possible posting ଦିଅନ୍ତୁ

  • @jitendrakumarmaharana9687
    @jitendrakumarmaharana96873 күн бұрын

    Primary teacher nku sighra join diajau ...and contractual or schematic boli jou words achhi uthei regular re rupantaran karajau

  • @subodhpatra5867
    @subodhpatra58673 күн бұрын

    Jts ku regular karantu sir..

  • @manojkumarnaik2127
    @manojkumarnaik21273 күн бұрын

    ସରକାରୀ ବିଦ୍ୟାଳୟ କେମିତି ଭଲ ଭାବରେ ଉର୍ନତି ହେବ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନାକି ବେସରକାରୀ ବିଦ୍ୟାଳୟ ଉପରେ ନଜର ରଖିବେ

  • @devkirti860
    @devkirti860Күн бұрын

    କେବଳ କଥା କିଛି କାମ ନୁହେଁ, ପ୍ରଥମେ ଶିକ୍ଷକ ବଦଳି ସମସ୍ୟା ସମାଧାନ କରନ୍ତୁ ଆଜକୁ ୯ ମାସ ବିତି ଗଲାଣି ଶିକ୍ଷକମାନେ ବଦଳିପାଇଁ ଆବେଦନ କରିଛନ୍ତି ହେଲେ ପ୍ରକ୍ରିୟା ସରୁନି କି ଆମ ପ୍ରିୟ ଶିକ୍ଷା ମନ୍ତ୍ରୀ କୁ ବଦଳି ପ୍ରକ୍ରିୟା ଜଣା ନାହିଁ ।

  • @nilakanthasahoo8101
    @nilakanthasahoo81013 күн бұрын

    ଅର୍ଗସ ନିଉଜ୍ କୁ ଅନୁରୋଧ jts ଜଲଦୀ ନିଯୁକ୍ତି ହାଇକୋର୍ଟ ଅନୁମତି ଦେଇସରିଛି

  • @SamiraMajhi5
    @SamiraMajhi53 күн бұрын

    #regularise Junior Teacher #regularise Junior Teacher #regularise Junior Teacher #regularise Junior Teacher #regularise Junior Teacher #regularise Junior Teacher #regularise Junior Teacher #regularise Junior Teacher #regularise Junior Teacher #regularise Junior Teacher

  • @supravakalia7590
    @supravakalia7590Күн бұрын

    Sir ଆମର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଗୁଡିକର ସମସ୍ୟା ଅତି ଦୟାନିୟ ହୋଇ ପଡିଛି, teachers ମାନଙ୍କୁ ଅତି ହତାଦାର କରାଯାଉଛି, ଟିକିଏ ଆଖି ପକେଇ ଥିଲେ, ବଡ଼ ସୁନ୍ଦର ହୁଅନ୍ତା।

  • @Lax34998
    @Lax349983 күн бұрын

    Jt regular appointment and speed up the process

  • @bidyadharpadhan1355
    @bidyadharpadhan13553 күн бұрын

    ଶିକ୍ଷକ ପଦବୀ ପୂରଣ କରିବା ପ୍ରଥମ ଦାୟିତ୍ୱ ହେବା କଥା, ବିଜେଡି govt ପାଇଁ ବହୁତ ବର୍ଷ ହେଲା ନିଯୁକ୍ତି ନାହିଁ

  • @user-pg2lm7ek5q
    @user-pg2lm7ek5q3 күн бұрын

    Primary teacher posting re only D. EL. ED training neithiba pilanku hin dia jau, sc st school re jemiti dia jae

  • @PKHighlights

    @PKHighlights

    3 күн бұрын

    Iss man mein Ladu phuta

  • @smrutiranjan9025
    @smrutiranjan90253 күн бұрын

    Old pension lagu karantu

  • @sridharbehera8389
    @sridharbehera83893 күн бұрын

    Junior teacher Schematic joining first kara 1 year heigala

  • @AshokPanda-qt4qn
    @AshokPanda-qt4qn3 күн бұрын

    Dhanyabada Sir JaiMaa Samleiswari 🙏

  • @DILLIPKUMEHER-gg1tc
    @DILLIPKUMEHER-gg1tc3 күн бұрын

    କେବଳ କଥାରେ ନୁହେଁ କାମରେ ହେବା ଦରକାର

  • @manirudh4754
    @manirudh47543 күн бұрын

    କନିଷ୍ଠ ଶିକ୍ଷକ ଶୀଘ୍ର ନିଯୁକ୍ତି ୪୨୦୦ ଗ୍ରେଡ ପେ ଆଦରରେ ଦରମା ସ୍ବାସ୍ଥ୍ୟ ବୀମା ସମସ୍ତଙ୍କୁ

  • @lulukumura5982

    @lulukumura5982

    Күн бұрын

    Achha 4200 drkara school 8 ru 4 karbar katha

  • @subhashreesamal180
    @subhashreesamal1803 күн бұрын

    Jts ku regular karantu jaldi

  • @prasantakumarnayak5298
    @prasantakumarnayak52982 күн бұрын

    ନିଜ ଜିଲ୍ଲାରେ ନିଯୁକ୍ତି ନ ଦେଇ ଯଦି ବାହାର ଜିଲ୍ଲାକୁ transfer ବ୍ୟବସ୍ଥା କରାଯା ଏ ତେବେ ଅଧିକାଂଶ ଶିକ୍ଷକମାନେ ତେବେ ପାଠ୍ୟଦାନରେ ଅବହେଲା କରିପାରିବେ ନାହିଁ

  • @user-qg8ut5jz8g
    @user-qg8ut5jz8g2 күн бұрын

    ମନ୍ତ୍ରୀ ମହୋଦୟ , ଖାଲି କହୁଛନ୍ତି ନା କିଛି କରିବେ.

  • @Singh77359
    @Singh773593 күн бұрын

    ଜଣେଶିକ୍ଷକର ଦରମା ୬୦ରୁ୭୦ ହଜାର ନ କରି ସେହି ୬୦ହଜାର ରେ ୨ଜଣ ଶିକ୍ଷକରଖିଲେ ଭଲହୁଅନ୍ତା ପଢାବି ଭଲହେବ ଓ ରୋଜଗାର ବି ମିଳିବ

  • @onlyentertainment3792

    @onlyentertainment3792

    3 күн бұрын

    60 re 12

  • @uhujhfhhgh8

    @uhujhfhhgh8

    3 күн бұрын

    Semanka jogyata aau experience anusare salary diajauchi

  • @Singh77359

    @Singh77359

    3 күн бұрын

    @@uhujhfhhgh8 ଜଣେ ୭୮%ପାଇ ଶିକ୍ଷକହେଉଛି ଓ ଜଣେ ୭୭.୫ ପାଇ ହେଇପାରୁନି ଦୁହେଁକଣ ସମାନ ନୁହଁକି ?

  • @uhujhfhhgh8

    @uhujhfhhgh8

    3 күн бұрын

    @@Singh77359 saman bhai saman..

  • @tapashappy5017

    @tapashappy5017

    Күн бұрын

    Next time tame CHIEF MINISTER pai eligible.

  • @diptirath2858
    @diptirath285819 сағат бұрын

    ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ପେନସନ ଦିଅନ୍ତୁ

  • @samirsumannayak6102
    @samirsumannayak61022 күн бұрын

    PET ନିଯୁକ୍ତି କରାଯାଉ

  • @user-dr1ic6bi3c
    @user-dr1ic6bi3c3 күн бұрын

    ଜୟ ଶ୍ରୀ ରାମ

  • @ashalatasahoo9205
    @ashalatasahoo92053 күн бұрын

    Please make an easy transfer process for primary teachers specially for lady teachers who are posting in an interior areas.Because they are suffering a lot please... Please take some steps regarding this

  • @KishoreParamanik-yy1nk
    @KishoreParamanik-yy1nk3 күн бұрын

    Thanks for Nityanand sir

  • @34-subhamswagatika51
    @34-subhamswagatika513 күн бұрын

    Au kebe haba 20k vacancy kama almost sarithila BJD time re ...sei 20k ku nei rajaniti na kari nijukti diantu au regular b karantu....new vacancy b asiba darkar katha re nuhn kamare b haba darkar

  • @user-dr1ic6bi3c
    @user-dr1ic6bi3c3 күн бұрын

    ଜୟ ଶ୍ରୀ ଜଗନ୍ନାଥ

  • @user-gy5np3dh7i
    @user-gy5np3dh7i3 күн бұрын

    I hope u will see to the Vocational education and to the trainer too ...lets see we will belive in this sarkar ..plz solve all the problems of them

  • @odiashortsFunny
    @odiashortsFunny2 күн бұрын

    କନିଷ୍ଠ ଶିକ୍ଷକ ନିଯୁକ୍ତି ୮ ମାସ ହେଲାଣି ହୋଇପାରୁନି😅😅😅😅😅😅😂😂😂 ତୁରନ୍ତ ନିଯୁକ୍ତି ପତ୍ର ଦିଅନ୍ତୁ

  • @subarnashomekitchen3086
    @subarnashomekitchen30863 күн бұрын

    Aeta kemitika justice high school teacher salary 53000 au primary teacher salary 11000 ateki salary re primary teacher mane kamite chalibe quality education pain contractual hata jou au nua primary teacher nku regular joining dia jau

  • @truptidalei3905
    @truptidalei39052 күн бұрын

    It's our humble request before HCM @MohanMOdisha for a budgetary provision to include #GIA2008_2018 in 100days planning of Govt.

  • @englishacademy1357
    @englishacademy13573 күн бұрын

    Old pension karantu

  • @bidyadharpadhan1355
    @bidyadharpadhan13553 күн бұрын

    ଆପଣ ଯାହା କହୁଛନ୍ତି ତାହା କରନ୍ତୁ ନହେଲେ ଲୋକ ହସିବେ ଆପଣଙ୍କ govt କୁ, ଏବେ ଆପଣ ମନ୍ତ୍ରୀ, ଆପଣଙ୍କର ଗୋଟିଏ ପଦର କଥା ବହୁତ ମୂଲ୍ୟବାନ,ଆମେ ବି ଭଗବାନଙ୍କୁ ଡ଼ାକୁଛୁ ଆପଣଙ୍କ ତୁଣ୍ଡ ସୁ-ତୁଣ୍ଡ ହେଉ

  • @subhrajyotimohapatra2786
    @subhrajyotimohapatra27863 күн бұрын

    Thank you sir 🎉🎉🎉🎉

  • @jayadevsenapati4521
    @jayadevsenapati45212 күн бұрын

    Regular posting diajau..jeun mane contractual teachers achhanti,semanku turanta regular karajau,jeunmane regular hoichhanti,semdnkar 6 yrs contractual period ku count karajau, notional increment diajau and Grade pay change and OPS lagajau..

  • @worldartcreation2936
    @worldartcreation29363 күн бұрын

    ଓଡିଶା ର ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟରେ କଳା ଶିକ୍ଷା ଓ କଳା ଶିକ୍ଷକ (Art Teacher) ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଓଡିଶା ରେ ଅନେକ କଳା ଶିକ୍ଷକ ନିଯୁକ୍ତି ପାଇଁ ନିଜର ସମସ୍ତ ଶିକ୍ଷା ସମାପ୍ତ କରି ଅନେକ ଦିନରୁ ଅପେକ୍ଷାରେ ରହିଛନ୍ତି। Sir ଆପଣଙ୍କୁ ଆମ୍ଭେ ଗଣମାଧ୍ୟମ ଦ୍ୱାରା ବିନୀତ ଅନୁରୋଧ କରୁଛୁ , ଆପଣଙ୍କ ସରକାର କଳା ଶିକ୍ଷକ ମାନଙ୍କ ଉପରେ ଦୃଷ୍ଟି ଆକର୍ଷଣ କରନ୍ତୁ, ଧନ୍ୟବାଦ।

  • @user-zl8cj2sx2v
    @user-zl8cj2sx2v20 сағат бұрын

    Argus chenel ku Amara pasnd ra chenel ame sabubele chahuchhu ke odishara S EM bhaimananka bisayare sarakarnk nikatare kebe dekheibe Amara 24 Barsha hela kama kaluni .jala jogana karmachari sanghara odisa .

  • @englishacademy1357
    @englishacademy13573 күн бұрын

    Block grant teacher pension karantu

  • @bikashchsahoo3446
    @bikashchsahoo34462 күн бұрын

    Good government good action so that Pvt teacher before 2023 all school kind government act re inquiry and approval letter list for regular with salary issue pl.

  • @chaitramsahu9316
    @chaitramsahu93163 күн бұрын

    Online Teacher transfer pai apanka Anumati hele ame Teacher mane upakruta hebu Sir🙏

  • @saip7522
    @saip75223 күн бұрын

    Sahijog ta kale

  • @KabitaKabi-pt7lu
    @KabitaKabi-pt7lu2 күн бұрын

    Sir Good morning, please kindly take some good steps for the process of teachers transfer guidelines. ....

  • @ratantudu9370
    @ratantudu93703 күн бұрын

    ଖାଲି କହିବା କଥା JTS ro joining ଏ ପର୍ଯ୍ୟନ୍ତ ଦେଇ ପାରୁ ନାହାନ୍ତି | ସବୁ case ସରିଲା ପରେ ବି |

  • @soumya8516
    @soumya85163 күн бұрын

    Mantri nku pacharantu primary teacher mana nku regular kareibe na sei contractual/ schematic rakhibe

  • @mahendramohanty9672
    @mahendramohanty96723 күн бұрын

    ଶିକ୍ଷକ ଙ୍କୁ ଦରମା ଦିୟ ହେଲେ ପାଠ ପଢା ଟା ଭଲ ହେବା ଦରକାର

  • @mbpsniper3875
    @mbpsniper38752 күн бұрын

    ଏ ଖାଲି bite ଦଉଛନ୍ତି ,ଦେଖାଯାଉ କାମ କେବେ କରୁଛନ୍ତି। ସମସ୍ତେ ଏ video ସବୁ save କରି ରଖନ୍ତୁ

  • @tanujasahoo
    @tanujasahoo3 күн бұрын

    Junior teacher posting jaldi dia jau

  • @kanhucharanpradhan1919
    @kanhucharanpradhan19193 күн бұрын

    ସାର୍ ଓଡ଼ିଶା ରେ ସବୁ post regular କେବଳ ପ୍ରାଥମିକ ଶିକ୍ଷକ କୁ ଛାଡ଼ିଦେଲେ l

  • @rolextrading
    @rolextrading3 күн бұрын

    Kn kale heba kn jani paruna ki Sir.... 1 - Contractual (Schematic) hatao Regular kara. 2 - Khali school kholi dele hebani Sufficient Teacher Recruit kara in each School in each Subject. 3 - Primary School re buildings renovation kara with sufficient classroom. Make education system of odisha one of the best in India 👍

  • @soubhagyamahapatra6804
    @soubhagyamahapatra68043 күн бұрын

    Sir block grant teacher manaku pension karantu bahut bhala hua nta bjp sarkar jindabad

  • @tarunkumarsamal5846
    @tarunkumarsamal58462 күн бұрын

    What about the New Aided (Block Grant) retired teachers & employees pension. Whether they will survive or not.

  • @onlyone7178
    @onlyone71783 күн бұрын

    Jy should be regular and grade pay must be 4200🤞🏻

  • @damodarmishra1124
    @damodarmishra11243 күн бұрын

    Sir please abolish block grant system and adopt grant in aid system having all service benifits.

  • @creativeindia1999
    @creativeindia19993 күн бұрын

    Be jaha koribu koribu. Ago joining de. Jt ro. Au dhargya nahin.

  • @iswarpr.meherishu154
    @iswarpr.meherishu1543 күн бұрын

    please 🙏🏻 sir Give your full attention towards New joining JTS and Regular teacher appointment ..

  • @agastikumarsahu3301
    @agastikumarsahu3301Күн бұрын

    Appointment to the JTS so quickly

  • @KapilKumar-jn9ol
    @KapilKumar-jn9ol3 күн бұрын

    SSD department sundargarh teacher transfer karajau bohut din hela eti transfer heini bohut teacher problem re achanti

  • @sumanjena6713
    @sumanjena67133 күн бұрын

    ଶିକ୍ଷକ ମାନଙ୍କ ଦରମା ହାର କମ୍ କରାଯାଉ କାରଣ ପାଠ ପଢା ଯାହା ତ ହଉଚି ତାହା ଆମକୁ ଜଣା ଖାଲି ପଙ୍ଖା ତଳେ ବସି ମାସକୁ40,000 60,000 ,80,000 ମାସପୁରିଲେ ସରକାର ଗଣିଦୌଚି ହେଲେ ଗରିବ ଲୋକଙ୍କ ପ୍ରତି ଧ୍ୟାନ ନାହିଁ,ମୂଲିଆ ଟେ 300 ଟଙ୍କାରେ କଣ ଘରଚାଲେଇବା ସହଜ ନୁହେଁ ସାଥୀ ପ୍ରତି ସରକାର ଧ୍ୟାନ ଦୀୟନ୍ତୁ ଜୟ ଜଗନ୍ନାଥ ପ୍ରଭୁ

  • @krishnagahir384
    @krishnagahir3843 күн бұрын

    194 left high school ku anudan kebe miliba tike minister nku pacharanu sir/Madam Argus... Aama 194 pain tike try karantu please 🙏🙏🙏

  • @comedymemycomedy
    @comedymemycomedy2 күн бұрын

    8yrs hela junior teacher posting heini,sabu process sarichi,kintu eie govt kn pai joining deba re fail, ktha re nuho,kamo kori dekhao

  • @jayashreepattnaik4857
    @jayashreepattnaik485720 сағат бұрын

    Joumananku trasfer karichanti semananku pherai anantu Sir । HM promorion dei ghara tharu 100,200 km durare karmastan hele kemiti chaliba sansar ? Sarkar transport, Qtr kichi benefit deunahanti 5%HRA ku balijauchi ghara bhada ,ghara kharch o jiba asiba kharch re । Home town ku badali karantu sighra

  • @bapunsingh9652
    @bapunsingh96522 күн бұрын

    Primary teacher nka regular posting hou au transfer rule thikse hou

  • @BishwajitDas-fn7zl
    @BishwajitDas-fn7zl3 күн бұрын

    High school re 4200 grade pay ru 4600 karajau

  • @truptidalei3905
    @truptidalei39052 күн бұрын

    Consider +2teachers situation and grantGIA 2008_2018

  • @panchalipanda5043
    @panchalipanda50433 күн бұрын

    Sir, High school manankare vocational teacher mane outsourcing jeu achhanti tanku regular kale bahut bhala heba.

  • @sarojsahu9275
    @sarojsahu92753 күн бұрын

    Abolish contractual system from primary school and give justice

  • @damodarmishra1006
    @damodarmishra10063 күн бұрын

    Patha padha prati sarakar gov.school re kipari guardian akarsita hoi nija pila ra admission karibe dhyana diantu, mid day meal dayitwa teacher nka tharu nia jau, gov school prati jana sadharana re biswasa asu , gunatmaka sikhya ra school re cross checking heu, "nahele khali master thibe pila nathibe" .

  • @inaday9953
    @inaday99533 күн бұрын

    Junior teacher ku regular karajau.tahele junior teacher mananka mundaru aarthika samasya rahiba nahi and semane patha padhaeba re dhyana debe

  • @purnamaharana7160
    @purnamaharana71603 күн бұрын

    Abolish contractual system

  • @aparna9484
    @aparna94843 күн бұрын

    ଆମ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଛି ମାତ୍ର ଦୁଇ ଜଣ ଶିକ୍ଷକ । ବଲାଙ୍ଗୀର 😂😂😂 ଗୁଣାତ୍ମକ ଶିକ୍ଷାଦାନ ସ୍ବପ୍ନ 😂😂

  • @mohanbhoi7191
    @mohanbhoi71913 күн бұрын

    JT nijukti kebe daba?????

  • @pravakarpalai3983
    @pravakarpalai39833 күн бұрын

    Part time instructor manaku regular karajaou

  • @sarojbabu8050
    @sarojbabu80502 күн бұрын

    6 yrs of Contractual period Must be count in Regular service n seniority should be maintain ....only Regular posting should be given .... Minimum Grade pay should be 4200 Let see Bjp government......be alert

  • @Factsyoumaydontknow
    @Factsyoumaydontknow2 күн бұрын

    Block grant teachers nka Katha jaldi bujhiba😢😢

  • @user-pt7lu4bt3k
    @user-pt7lu4bt3k3 күн бұрын

    Dear Argus.. ଦୟାକରି ମନ୍ତ୍ରୀ ଙ୍କୁ ପଚାରନ୍ତୁ.. 20000 କନିଷ୍ଠ ଶିକ୍ଷକମ/ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି Regular ଭାବରେ କରିବେ ନା Contractual ଭାବେ

  • @rashmitamohanty9594
    @rashmitamohanty95943 күн бұрын

    Age b jauchi kn au ki paths padhiba je Ame exam debu kete tention re rahuchi ama Katha Ame januchu

  • @sudhirdash1265
    @sudhirdash12653 күн бұрын

    Sir pranam tike bujhhibe ki ajaku 32 years hela anudana pain apply karithiba 167 left out high school ku kana pain keteka mla nka school jeki jogya nuhe semanaku purai 194 kari anudana dea jauni bujhhibe ki .

  • @bishnupriyapradhan1409
    @bishnupriyapradhan14093 күн бұрын

    Sabu job ru contractual hatilaa kintu teacher mana nkara hatilaa nahin kete teacher mana nka dukha bujhibe future kahiba

  • @gopinathpradhan2445
    @gopinathpradhan24453 күн бұрын

    Twitter koro ethi. msg kole Lavo hebhoni ..bhai

Келесі