Saraga raija jiba pain bandhu । ସରଗ ରାଇଜ । Shasanka Sekhar | Odia Christian Song

Ойын-сауық

Song : #ସରଗ‌‌_ରାଇଜ
Lyricist : #ଅମିତ‌‌‌_ବଡ_ନାୟକ
Singer : #ଶଶାନ୍କ_ଶେଖର
Music : #ଅମିତ_ବଡ_ନାୟକ
#Saraga_Raija #newodiachristiansong2022 #Newodiasong #shasanksekhar
A devotional song is a hymn that accompanies religious observances and rituals. Traditionally devotional music has been a part of Tribal Soura Christian own tradition devotional hymns. ‌‌_
Subscribe and press (🔔) to join the Notification Squad and stay updated with new uploads
Download free (Free Music, No Copyright Music, Royalty-free Music, and Creative Commons.
Note :
-------------
▸ I hereby declare that I do not own the rights to this music / song .
▸ I do not own the copyrights to this song . It belongs to the respected producer and their affiliates .
► All things shown in the video also do not have any intention of copying , stealing or any sort of things like that . It is just for sharing purposes only .
► If you have any issues regarding to our channel content , then it's a humble request to you . Please contact us first , before taking any legal actions .
--------------------------------
Video Presentation & Editz - J Priase Music🎶
--------------------------------
* ALL Credit goes to the Original owner / content owner of this song * This Video is not for commercial purposes but for the glory of our ALMIGHTY GOD
⚠️ Free Download ❤️🎹
🎵 Track Info:
Song : ସରଗ ରାଇଜ
Lyricist : ଅମିତ ବଡ ନାୟକ
Singer : ଶଶାନ୍କ ଶେଖର
Music : ଅମିତ ବଡ ନାୟକ
‌______________ଗୀତ_________________
ସରଗ ରାଇଜ ଯିବା ପାଇଁ ବନ୍ଧୁ ନୁହଁଇ ସହଜ (୨ଥର)
ଜୀବନ ପୁସ୍ତକେ ଯାର ନାହିଁ ନାମ
ଯୀଶୁଙ୍କ ଦୃଷ୍ଟିରେ ଯେ ଅଟେ ଅଧମ
ମିଳେନା ତାଙ୍କୁ ସ୍ଥାନ
ଶୁଣି ଯାଅ ହେ ବିଶ୍ୱାସୀ ଗଣ......=୦=
ଶିଶୁ ପରି ଏ ଜୀବନ ଯେ କରେ କାଳ କ୍ଷେପଣ
ମିଳେ ତାଙ୍କୁ ସ୍ୱର୍ଗେ ସ୍ଥାନ
ଆତ୍ମାରେ ଯେ ଦୀନହୀନ ଶୁଦ୍ଧ ଯା ଅନ୍ତଃକରଣ
ଯାଏ ସେ ସ୍ୱର୍ଗ ଭୂବନ.....
ଧାର୍ମିକତା ପାଇଁ ଯିଏ ଭୋଗେ ତାଡନା କଷଣ
ପାଏ ସେ ସ୍ୱର୍ଗେ ବିଶ୍ରାମ
କରେ ଯଦି ଯେଉଁ ଜନ ପିତାଙ୍କ ଇଛା ସାଧନ
ତାଙ୍କ ପାଇଁ ସ୍ବର୍ଗ ଧାମ...
ଛୁଞ୍ଚି ଛିଦ୍ର ଦେଇ ଓଟ ଯାଇପାରେ
ଧନୀ ସ୍ୱର୍ଗ ଯିବା କଷ୍ଟ ହୋଇପାରେ
ସତ୍ୟ ଏହି ବଚନ
ମାନି ଯାଅ ହେ ମାନବ ଗଣ......=୧=
ମିଥ୍ୟାଚାରୀ ବ୍ୟଭିଚାରୀ କିବା ନର ହତ୍ୟାକାରୀ
ଯିବେ ନାହିଁ ସ୍ୱର୍ଗ ଧାମ
ଦଳଭେଦ ମତଭେଦ ଥିଲେ ଶତ୍ରୁତା ବିବାଦ
ମିଳେ ନାହିଁ ସ୍ୱର୍ଗେ ସ୍ଥାନ.....
ମଦ୍ୟପାନ କରୁଥିଲେ ପରଦ୍ରବ୍ୟ ଲୁଣ୍ଠୁଥିଲେ
ନାହିଁ ସରଗେ ବିଶ୍ରାମ
କାମୁକତା ଚୋର ହେଲେ ଧନ ପ୍ରତି ଲୋଭ କଲେ
ତାଙ୍କୁ ନାହିଁ ସ୍ୱର୍ଗେ ସ୍ଥାନ....
ପ୍ରତିମା ପୂଜକ କିଅବା ନିନ୍ଦକ
ପାଇବେନି କେବେ ସରଗର ସୁଖ
ତାଙ୍କୁ ନରକେ ସ୍ଥାନ
ବୁଝି ଯାଅ ହେ ସକଳ ଜନ.....=୨=
_______*ସମାପ୍ତ*________
#JesuIsMySaviour, #SouraDevotional, #MusicKaraoke, #Tribalvideosong, #Tribalmusic, #tribalsong
#saragaraija #saragaraijachristiansong
#shasanksekharnewchristiansong #newodiachristiansong
#amitbadanayakchristiansongs #shasanksekharchristiansongs
#amitbadanayakmusic#odiachristiansong
#odianewchristiansongs
#newodiajesussongs
#abmusic #christiansongs
#amitbadanayakodiachristiansongs#allodiachristiansongs
#newodiajesussongs
#newodiachristiansong2022 #odiachristiansong
#odiachristiansongs
#shasanksekharodiachristiansongs
#humanesagarchristiansongs
#shasanksekhar #amitbadanayak
#abmusicchristiansongs
#humanesagar #newodiaviralsong
#amitpanichristiansongs #amitpani
#asimapandanewodiachristiansong
#ananyasritamnandachristiansongs

Пікірлер

    Келесі