SANDHYA ALATI - JAGANNATH TEMPLE 10-Jul | ଶ୍ରୀ ପତିତପାବନଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | JAY JAGANNATH TV

Ойын-сауық

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZread: bit.ly/3KAQeyD
Twitter: bit.ly/38JpX3U
#jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
#carfestival #carfestivallive #rathayatra

Пікірлер: 324

  • @jayaprakashdash6918
    @jayaprakashdash691817 күн бұрын

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ 🌹🙏

  • @prabhatsahoo8461
    @prabhatsahoo846117 күн бұрын

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹🌹

  • @jayantakumarghadia6309
    @jayantakumarghadia630917 күн бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ⭕❗⭕ଓଁ ନମଃ ଭଗବତେ ବାସୁଦେବାୟ 🙏🙏ଶୁଭସନ୍ଧ୍ୟା ମଣିମା 🙏🙏🌺🌹🪔🪔

  • @pratapkumardaspappu9375
    @pratapkumardaspappu937517 күн бұрын

    ॐ ନମୋଃ ଭଗଵତେଃ ବାସୁଦେବାୟ 🪔 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🪔 ଜୟ ଶ୍ରୀ ପତିତପାବନ 🪔 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମ୍ଭେ ନରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏 ହରିବୋଲ 🙏 ହରି ହରି ବୋଲ ମଣିମା 🙌🙏

  • @pradeshkumarsahoo1877
    @pradeshkumarsahoo187717 күн бұрын

    ମଣିମା ହେ କରୁଣା କର ମହାପ୍ରଭୁ ମହାବାହୁ ମୋର ଦୋଷାଦୋଷ ମାର୍ଜନା କରିବା ହେବେ ମହାପ୍ରଭୁ 🙏🙏🙏🙏🙏ମଣିମାଙ୍କର ଜୟ ହେଉ 🙏🙏🙏🙏

  • @user-fz9qw1cr6q
    @user-fz9qw1cr6q17 күн бұрын

    Hey Prabhu dukha durakar Jay jaganath swami 🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🙏

  • @gouttammunda412
    @gouttammunda41217 күн бұрын

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤

  • @ghanasyamnimalu1193
    @ghanasyamnimalu119317 күн бұрын

    ହେ ମଣିମା ମତେ ସବୁବେଳେ ତୁମ ସନ୍ଧ୍ଯା ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।

  • @thinkaboutstudy70
    @thinkaboutstudy7017 күн бұрын

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ranjanparida9174
    @ranjanparida917417 күн бұрын

    ହେ ପତିତପାବନ 🙏🙏🙏ହେ ମହାବାହୁ ତୁମେ ସାହା ଭରସା 🌹🌹🌹🙏🙏🙏

  • @rabinayakrabinayak7037
    @rabinayakrabinayak703717 күн бұрын

    ଓଁ ନମଃ ଭଗବତେ ବାସୁଦେବାୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ମଣିମା କାଳିଆ ସାଆନ୍ତ କୋଟି କୋଟି ଦଣ୍ଡବତ ମହାବାହୁ ମହାପ୍ରଭୁ ଜଗତର କଲ୍ୟାଣ ହୋଉ ହରି ବୋଲ ହରି ବୋଲ ହରି ବୋଲ 🙏🙏🙏🙏🤲🤲🤲⭕‼️⭕🪔🪔🪔🪔👏👏👏👏🚩🚩🚩🚩🚩🌹🌹🌹🌹💐💐💐🌺🌺🌺

  • @santoshkaushik7240
    @santoshkaushik724017 күн бұрын

    कृष्णाय वासुदेवाय हरये परमात्मने प्रणतः कलेशनाशाय गोविंदाय नमो नमः🚩🌻🌹🙏🏻जय श्री जगन्नाथ महाप्रभु🙏🏻🌹🌻🚩धन्यवाद प्रभु🙏🏻🌹🚩

  • @pratikshamishra2003
    @pratikshamishra200317 күн бұрын

    Radhe Radhe radhe 🤗

  • @namitabiswal-go7vt
    @namitabiswal-go7vt17 күн бұрын

    ହେ କୃପାସିନ୍ଧୁ ହେ ଦୀନବନ୍ଧୁ ହେ କୋଟି କୈବଲ୍ୟ ନାଥ ଜଗନ୍ନାଥ ଆପଣଙ୍କ ପଦ୍ମ ଶ୍ରୀ ପୟରେ କୋଟି କୋଟି ପ୍ରଣାମ ଶରଣ ହରି 🙏

  • @kabitapalit4953
    @kabitapalit495317 күн бұрын

    Jay jagannath 🙏🙏🙏🙏🙏♥️♥️♥️♥️♥️🌹🌹🌹🌹🌹

  • @gayatrigayatri6846
    @gayatrigayatri684617 күн бұрын

    ଓଃ ନମଃ ଭଗବତେ ବାସୁଦେବାୟ ,,🙏🏻🍒🙏🏻 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ କୋଟି କୋଟି ପ୍ରଣାମ ଜଗତର 🙏🏻🙏🏻🪔🪔🪔

  • @namitabiswal-go7vt
    @namitabiswal-go7vt17 күн бұрын

    ହେ ମହାପ୍ରଭୁ ମଙ୍ଗଳମୟ ପତିତ ପାବନ ଦିନ ଜନ ଶରଣ ରକ୍ଷଣ ହରି ମହାବାହୁ ସବୁରି ମୁହଁରେ ହସ ଟିକେ ଭରି ଯାଉ 🙏

  • @namitabiswal-go7vt
    @namitabiswal-go7vt17 күн бұрын

    ହେ ମହାପ୍ରଭୁ ମଙ୍ଗଳମୟ କେବଳ ଆପଣ ହିଁ ମୋର ସାହା ଭରସା ଆପଣଙ୍କ ବିନା ମୋର ଆଉ କେହି ନାହାନ୍ତି 🙏

  • @laxmanbehera620
    @laxmanbehera62017 күн бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @namitabiswal-go7vt
    @namitabiswal-go7vt17 күн бұрын

    ହେ ମହାପ୍ରଭୁ ମଙ୍ଗଳମୟ ଆଜି ଆପଣ ଵହୁତ ଆନନ୍ଦ ମୟ ଲାଗୁଛନ୍ତି ହରି ଶରଣ ହରି 🙏

  • @queenNote9
    @queenNote917 күн бұрын

    Om namah bhagabata basudevbaya mahaprabhu Jay Om namah bhagabata basudevbaya mahaprabhu Jay Om namah bhagabata basudevbaya mahaprabhu Jay 🙏🙏🙏🙏🙏🙌 Jay

  • @namitabiswal-go7vt
    @namitabiswal-go7vt17 күн бұрын

    ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା 🙏ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏

  • @arpitasahooalati346
    @arpitasahooalati34617 күн бұрын

    Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama Kara pravu

  • @namitabiswal-go7vt
    @namitabiswal-go7vt17 күн бұрын

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏

  • @priyadarshaninayak3468
    @priyadarshaninayak346817 күн бұрын

    Jay jagannath swami🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @BishnuPrasadMohanty-vf9ci
    @BishnuPrasadMohanty-vf9ci17 күн бұрын

    ହେ ପତିତପାବନ ହେ କାଳିଆ ଠାକୁର ହେ ମହାବାହୁ ତୋ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @lovestoryforu9
    @lovestoryforu917 күн бұрын

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପତିତ ପାବନ ବାନା କି ଜୟ ❤❤❤ ନୀଳ ଚକ୍ର କି ଜୟ ❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤❤ ଜୟ ଜଗନ୍ନାଥ ❤❤❤

  • @bighneswarpanda3947
    @bighneswarpanda394717 күн бұрын

    ଶୁଭ ସନ୍ଧ୍ୟା ମଣିମା 🚩🚩🪔🪔🙏🙏 ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ବଳଭଦ୍ର ଦେବ, ଜୟ ସୁଭଦ୍ରା ମା 🚩🚩🪔🪔🙏🙏

  • @SaidivakarPanda
    @SaidivakarPanda16 күн бұрын

    🙏🏻🙌🙏🏻 ହେ ମହାପ୍ରଭୁ ତୁମ ଚରଣ କମଳ ରେ ସମର୍ପିତ ପ୍ରଭୁ 🙏🏻🤲🙏🏻 ଜୟ ଜଗନ୍ନାଥ 🙏🏻⚫️❗️⚫️🙏🏻🛕🌹🌿🪔

  • @parthasarathibarik633
    @parthasarathibarik63317 күн бұрын

    Omm jay shree hari Omm namaha vagabate basu debaya namaha

  • @SaidivakarPanda
    @SaidivakarPanda16 күн бұрын

    🙏🏻🌷🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🌷🙏🏻 ଜୟ ଶ୍ରୀ ବଳଭଦ୍ର 🙏🏻🌷🙏🏻 ଜୟ ଶ୍ରୀ ସୁଭଦ୍ରା ମାତା 🙏🏻🌷🙏🏻 ଜୟ ଶ୍ରୀ ସୁଦର୍ଶନ 🙏🏻🌷🙏🏻 ଜୟ ମାଁ ମହାଲକ୍ଷ୍ମୀ 🙏🏻🛕🙏🏻ହେ ମହାପ୍ରଭୁ ତୁମ ଚରଣ ଶରଣ ରେ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା 🙏🏻🙌🙏🏻 ହେ କାଳିଆ ସାଆନ୍ତ ତୁମେ ହିଁ ସାହା ଭରସା ପ୍ରଭୁ 🙏🏻🤲🙏🏻 ପ୍ରଣାମ ଘେନ ମୋର ହେଁ ମଣିମା 🙏🏻🙇‍♂️🙏🏻ଜୟ ଜଗନ୍ନାଥ 🙏🏻🙌🙏🏻🌹🙏🏻🌸🙏🏻🌿🙏🏻🌼🙏🏻⚘️🙏🏻🪔🪔🪔🪔🪔🙏🏻🛕🙏🏻🚩🙏🏻🌼🙏🏻🌺🙏🏻⚫️❗️⚫️🙏🏻🌻🙏🏻🌱🙏🏻🥀

  • @namitabiswal-go7vt
    @namitabiswal-go7vt17 күн бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ 🙏🙏

  • @jenabobby6165
    @jenabobby616517 күн бұрын

    Jay jagannath swami nayana patha gami bhaba tume ❤❤❤❤❤❤❤❤❤

  • @geetanjaliacharya6079
    @geetanjaliacharya607917 күн бұрын

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pareshkumarbehera1483
    @pareshkumarbehera148317 күн бұрын

    ଜୟ ଶ୍ରୀଜଗନ୍ନାଥ*🙏

  • @chittaranjanmohapatra8131
    @chittaranjanmohapatra813117 күн бұрын

    🙏🙏🙏🙏 Jai jagannath swami 🙏🙏🙏

  • @robinhazarika5418
    @robinhazarika541817 күн бұрын

    Jai Shri Jagannath Swami🙏🙏🙏

  • @AshisKundu-xq7bp
    @AshisKundu-xq7bp16 күн бұрын

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @DebasmitaDebasmita-sr7mk
    @DebasmitaDebasmita-sr7mk17 күн бұрын

    Jay Jagannath swami🚩🙏🙏🙏🙏🙏🙏

  • @queenNote9
    @queenNote917 күн бұрын

    Jay shree jagannath Swami nayanapatha gami bhaba tume mahaprabhu Jay 🪔🪔🪔🪔🪔🪔🪔🙏🙏🙏🙏🙏🙏🙌 Jay

  • @saraswatisahoo1033
    @saraswatisahoo103317 күн бұрын

    Jay jagannath swami nayana patha gami bhaba tume ❤❤❤

  • @milanpradhan1580
    @milanpradhan158017 күн бұрын

    Jay Jagannath Swami nayna patha gamii bhaba tume 🙏🙏🙏

  • @gunisanjay7643
    @gunisanjay764317 күн бұрын

    Hare Krishna hare Krishna Krishna Krishna hare hare Hare Rama hare Rama Rama Rama hare hare

  • @laxmipriya4378
    @laxmipriya437817 күн бұрын

    🌼Jay shree Jagannath 🌼🙏🙏🙏🙏❤️

  • @arzoopnayak3800
    @arzoopnayak380017 күн бұрын

    🙏🙏🙏ଶୁଭ ସକାଳ ମହାପ୍ରଭୁ 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @AkashMeher-wx7oh
    @AkashMeher-wx7oh17 күн бұрын

    Krupa kara patitapabana prabhu moro mana achhi prabhu apanakna krupa JAY SHREE JAGANNATH ❤

  • @jchoudhury274
    @jchoudhury27417 күн бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ଓମ୍ ନମଃ ଭଗବତେ ବାସୁଦେବାୟ ⭕‼️⭕🙏🏻🙏🏻🙏🏻🙏🏻🙏🏻

  • @balabasatu2884
    @balabasatu288417 күн бұрын

    ଜୟ, ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🌿🌼🙏🙏🙏🙏🙏🙏🙏

  • @jyotidasmohapatra
    @jyotidasmohapatra17 күн бұрын

    ଜଗତର ନାଥ ପ୍ରଭୁ ଜଗନ୍ନାଥ....⚫❗🌑🙏🙏

  • @ranjitaratha9439
    @ranjitaratha943917 күн бұрын

    Jay maa mangala maa🙏🙏🙏🙏🙏🙏🙏❤❤❤❤❤❤❤ jay jagannnath swami🙏🙏🙏🙏🙏🙏🙏❤❤ jay shree ram🚩🚩

  • @monalishapradhan5928
    @monalishapradhan592817 күн бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ତମ ପାଦତଳେ ମୋର କୋଟି କୋଟି ପ୍ରଣାମ ଜୟ ମା ଲକ୍ଷ୍ମୀ ପ୍ରଭୁ ମୋ ଦେହ ଭଲ କରିଦିଅ 🙏🪔🌺🌹🌷🙏🙏🙏🙏

  • @PranitaKarana-bh8hi
    @PranitaKarana-bh8hi17 күн бұрын

    Jay Jay jagannath Jay balabhadra deba ma subhadra Jay sree sudarshan Jay ma maha laxmi namah

  • @DILLIPKUMARPRADHAN-mh4cs
    @DILLIPKUMARPRADHAN-mh4cs17 күн бұрын

    Jay Jagannath Prabhu 🌺 🌺 🌷 🌺 🌺 🌺 Jay maa laxmi 🌺 🌺 🌷 🌺 🌷 Jay shree ganesh ji 🌺🌺🌷🌺🌷🌺🌺

  • @ranjubalasahoo4097
    @ranjubalasahoo409717 күн бұрын

    ଜୟ ଶ୍ରୀ ଜଗନ୍ନାଥ 🙏🌼🙏

  • @Brutalgeopol
    @Brutalgeopol17 күн бұрын

    Jai Jai Shree Jagannath❤️🧡

  • @nirmalmuduli3619
    @nirmalmuduli361916 күн бұрын

    Jai jagannath pravu coti coti🙏🙏🙏🙏🙏🙏🙏🙏🙏🙏🙏🙏🙏 pranam💐💐💐💐

  • @bibhaktasethi982
    @bibhaktasethi98217 күн бұрын

    Jay jagannath❤❤❤❤❤❤

  • @miraraula1082
    @miraraula108217 күн бұрын

    Jay jagannath

  • @narendravyas3704
    @narendravyas370417 күн бұрын

    Jay Jay Jay Jagannath Ji Mahaprabhuji! Koti Koti Dandvat Pranams to their Lordships!

  • @dusmantdalei6979
    @dusmantdalei697917 күн бұрын

    He prabhu jagannath mahaprabhu Sara jagataku Krupa karantu prabhu Sara jagatare rahithiba andha,muka,badhir,akarmanya,manankar upare sabu pasu,pakhi,manankar upare,tapare samastanka upare upare Krupa karantu prabhu Daya karantu prabhu

  • @dibyashreepatro9518
    @dibyashreepatro951817 күн бұрын

    Jai Shree Jagannath❤🥭🌼🙇🏻‍♀️🙏🏻🌹🪔❤️🦋🍎😭

  • @balarambehera5468
    @balarambehera546812 күн бұрын

    Jay shree Jaganatha 🙏🙏🙏 Jay shree Jaganatha 🙏🙏🙏 Jay shree Jaganatha 🙏🙏🙏

  • @namitabiswal-go7vt
    @namitabiswal-go7vt17 күн бұрын

    ହରି ହରି ବୋଲ 🙏

  • @meeranayak1938
    @meeranayak193817 күн бұрын

    Jay shree Jaganath Jay shree Jaganath Jay shree Jaganath Jay maa Laxmi Narayani namha ❤❤❤❤❤🙏🙏🙏🙏🙏🙏

  • @Nitu603
    @Nitu60317 күн бұрын

    Jay Jagannath

  • @sabitamishra9972
    @sabitamishra997217 күн бұрын

    Jayajagannath🙏🙏🙏❤️❤️❤️pits.om namah bhagabate basudevaya namah

  • @priyasmitabehera2841
    @priyasmitabehera284117 күн бұрын

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏

  • @saiSai-fd7xk
    @saiSai-fd7xk17 күн бұрын

    Jay jay shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏

  • @sipramohanty1814
    @sipramohanty181417 күн бұрын

    Omm jay prabhu 🙏💐🙏💐🙏💐🙏💐💐🙏💐🙏💐🙏💐💐🙏💐🙏💐

  • @ChandrasekharMohanti
    @ChandrasekharMohanti17 күн бұрын

    Omnamabhagabate Basudebaya Omnama Bhagabate Basudebaya Omnama Bhagabate

  • @laxmikumarinahak2756
    @laxmikumarinahak275617 күн бұрын

    Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe Radhe

  • @sadashivapati2989
    @sadashivapati298917 күн бұрын

    ପ୍ରଭୁ ମୋ ମାମା ଦେହ ଭଲ କରିଦିଅ 😔🪔🪔🪔🚩🚩🚩🚩🚩🙏🙏🙏🙏🌸🌸🌺🌺🌹🌹🌼🌼🍂🍂♥️♥️

  • @rockystar5227
    @rockystar522717 күн бұрын

    Radha Radha Jai Shri Jagannath swami 🙏🙏🙏🪔🌺🪷🌿🚩

  • @aishanisingh024agni.4
    @aishanisingh024agni.417 күн бұрын

    Nilachala nivasaya nityaya paramatmane Balbhadra🙏🙏 Subhadravyaan 🙏🙏 Jagannathayate namah🙏🙏🥰🥰🥰⭕❗⭕🙏🙌🙏

  • @user-cd2of4or6p
    @user-cd2of4or6p17 күн бұрын

    Nam bhagat basudebaya namah 🙏🙏🙏 Jai shree jagannath swami Nayana patha gaami vabatume maha prabhu aapan nku Moro satakoti pranam 🙏🙏🙏❤️

  • @rabindranathpradhan4378
    @rabindranathpradhan437817 күн бұрын

    Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏

  • @user-py2fq8hl2v
    @user-py2fq8hl2v17 күн бұрын

    jay jay shree jagannath swami nayan patha gami bhaba tume 🙏🪔⭕❗⭕🌿🙌🙏🙏🌹❤️🌹🙏🙏❤️🌹❤️🙏🙏

  • @vivekyadav2257
    @vivekyadav225717 күн бұрын

    Jai jagannath swami 🙏🙏🙏🙏🙏🙏🙏🙏🙏🙏 mahaprabhu ji

  • @sangitatawde2920
    @sangitatawde292017 күн бұрын

    🌸🙇‍♂️जय जगन्नाथ भगवान🙇‍♂️🌸

  • @user-zf7id4wr1s
    @user-zf7id4wr1s17 күн бұрын

    Jai Shree Jagannath Swami Nayanapathagami Bhaba Tume🙏🙏🏻🙏🏻🙏🏻🙏🏻🙏🏻🌺🌺🌸🌸🌹🌹🌹

  • @kumarashokmallick7876
    @kumarashokmallick787617 күн бұрын

    ଜୟ ଶ୍ରୀ ରାଧେଶ୍ୟାମଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ

  • @aishanisingh024agni.4
    @aishanisingh024agni.417 күн бұрын

    Jagannath swami nayan patha gami bhaba tume bhaba tume bhaba tume🙏🙏🙏🙏🙏

  • @alokkumarsahu9754
    @alokkumarsahu975417 күн бұрын

    OMM SHREE LAXMINARAYAN NAMO NAMAH 🙏🏻 JAI MAHAVEER HANUMAN JI 🙏🏻

  • @narayansahu1659
    @narayansahu165917 күн бұрын

    ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ🙏❤️🌺🙇🙇🇮🇳

  • @btsismylife9756
    @btsismylife975617 күн бұрын

    Jay Jagannath🙏🙏🙏🙏🙏🙏🙏....... Jay Shree Patitapaawana🙏🙏🙏🙏🙏🙏🙏.......

  • @kumarjaswant8624
    @kumarjaswant862417 күн бұрын

    Jay shree jagannath swami nayanpatha gami bhaba tume prabhu 🙏

  • @seemadevgan5183
    @seemadevgan518317 күн бұрын

    Jai shree Jagannath bhagwan ji ki.🙏🙏🪔🪔🪔🪔🪔🌹🌹🌹🌹🌹🙏🙏

  • @SuryaprakashSethy
    @SuryaprakashSethy17 күн бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️

  • @avengerspower2636
    @avengerspower263617 күн бұрын

    Jai Jagannath swami 🙏🙏🙏🥥🥥🥥🪷🪷🪷🌸🌸🌸🌸💐💐💐💐

  • @srikhetra6351
    @srikhetra635117 күн бұрын

    Jay Jagannath balobhadro shubhodra ma gopal madhan mohan laxmi ma sankat mochan radha krishna nrisingha deber jay🙏🌺🪔🍊🍎🌻🍓🌷🍑❤🥰🌼

  • @gitanjalipradhan4294
    @gitanjalipradhan429417 күн бұрын

    Jay jay jagannath jay jagannath jay jagannath jay 🎉🎉🎉🎉❤❤❤❤

  • @suryabehera4085
    @suryabehera408517 күн бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଭବ ତୁମେ ଭବ ତୁମେ

  • @user-fc2ki7bz6v
    @user-fc2ki7bz6v17 күн бұрын

    Jay shree jagnnath 🙏🙏🙏🙏🙏🙏🙏🙏

  • @niranjanbarik8442
    @niranjanbarik844217 күн бұрын

    Jay.jagannath.mhaprabhu.apank.shreecharan.karkamal.adham.akinchanr.koti.koti.koti.anata.koti.dandabata.dhany.dhany.dhany.mhaprabhu.nilamay.jay.jay.jay.

  • @dusmantdalei6979
    @dusmantdalei697917 күн бұрын

    Radhe radhe krishnna prabhu

  • @sasmitaranisahu6492
    @sasmitaranisahu649217 күн бұрын

    Omm namaha bhagwate Basu devaya 🙏🙏🙏

  • @dhananjaymallick9192
    @dhananjaymallick919217 күн бұрын

    Jai jagannath Swami Nayana Patha gami bhaba tume Prabhu 🙏🙏🙏🙏🙏

  • @sarojsagarsarangi8810
    @sarojsagarsarangi881017 күн бұрын

    ଜୟ ଜଗନ୍ନାଥ 🙏🙏🙏 ଜୟ ମା ସୁଭଦ୍ରା 🙏🙏🙏 ଜୟ ଶ୍ରୀ ବଳ ଭଦ୍ର 🙏🙏🙏

  • @prasantasahoo8363
    @prasantasahoo836317 күн бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏

  • @mahimarana9586
    @mahimarana958617 күн бұрын

    Jai Jaganath Jai panchasakha prabhuji👃👃👃👃👃

Келесі