ରଥ ଉପରକୁ ମୋବାଇଲ ନେଲେ କାର୍ଯ୍ୟାନୁଷ୍ଠାନ’ || Srimandir Chief Administrator Arabinda Padhee || SJTA || OR

ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ କଡ଼ା ଚେତାବନୀ । କହିଲେ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ରଥ ଉପରକୁ ମୋବାଇଲ ନେଉଥିବା ପରିଲକ୍ଷିତ ହେଉଛି । ଏଣିକି ରଥ ଉପରକୁ ମୋବାଇଲ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଶୁଣନ୍ତୁ ସେ ଆଉ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #puri #srimandir #SJTA #ArvindPadhee #jagannathtemple

Пікірлер: 3

  • @KarunakarDhani-eo2sl
    @KarunakarDhani-eo2sl23 күн бұрын

    ସଠିକ୍ ନିଷ୍ପତ୍ତି। ଅରବିନ୍ଦ ପାଢୀ ଭଲ ଅଫିସର୍।

  • @santoshnayak2083
    @santoshnayak208323 күн бұрын

    Pura sebayataa nk mobile or gold paridhnq bandh karjuuu

  • @prabhuprasadsahu3846
    @prabhuprasadsahu384623 күн бұрын

    Sabu sevayata mane mobile neiki sri mandir bhitaru jauchanti....seita mu nije dekhichi

Келесі