Rani Panda in Chhatabar || Rani Panda New Viral Video 2022 || Events Odisha

Ойын-сауық

Rani Panda's Latest Performance in Chatabar, Khordha (Kartikeswar Puja Melody)
#ranipanda
#RaniPandalatest
#ranipandasongs
#ranipandanewmovie
#ranipandafilm

Пікірлер: 2 300

  • @bisworanjan1234
    @bisworanjan1234 Жыл бұрын

    ଓଡିଶାରେ ଗୋଟିଏ ନାରୀ ରାଣୀ ପଣ୍ଡା ସବୁଠାରୁ ଭଲ ଆଉ ମହାନ୍ ହୀରା ଜେ କି ନିଜେ ଭୋକ ଉପାସରେ ରହି ଗରିବଙ୍କ ପେଟକୁ ଦାନା ଯୋଗାଇ ଦିଏ really proud of Rani appa 🙏🙏🙏💝💝💝💝

  • @deepakpahadi9438

    @deepakpahadi9438

    Жыл бұрын

    rani.panda

  • @jasinho3263

    @jasinho3263

    Жыл бұрын

    Ehibalia vesia dunia re kie achhi

  • @akashsahoovlogs2385

    @akashsahoovlogs2385

    Жыл бұрын

    Golden hearted person ranipanda no 1 🥰🥰🥰

  • @parigaming2095

    @parigaming2095

    Жыл бұрын

    @@jasinho3263 ଜଳେଣି ରେ ଶଳା

  • @prashantsethi5171

    @prashantsethi5171

    Жыл бұрын

    Super

  • @alekhapradhanalekha359
    @alekhapradhanalekha359 Жыл бұрын

    ମାମ ତୁମ କଥା ବହୁତ୍ ବହୁତ୍ ଭଲ ଲାଗିଲା ଆଉ ଏତିକି କହିବାକୁ ଚାହୁଚି , ତୁମ ଭିତରେ ମଣିଷ ପଣିଆ ଅଛି ଭଗବାନଙ୍କୁ 🙏 କରୁଛି ଏ ମଣିଷ ପଣିଆ ସେମିତି ତୁମଠି ରହିଥାଉ, ତୁମେ ଗରିବଙ୍କୁ ଜେମିତି ସାହାଯ୍ୟ କରୁଛ ସେମିତି ଭଗବାନ ତୁମକୁ ଭଲରେ ରଖିଥାନ୍ତୁ, thank you so much

  • @user-kp1hw4li8z

    @user-kp1hw4li8z

    11 ай бұрын

    I😅😊q

  • @omnayak7631
    @omnayak7631 Жыл бұрын

    ଭଗବାନଙ୍କୁ ପ୍ରାର୍ଥନା କରିବି ତୁମ ଜିବନରେ ଆଉ କିଛି ଅସୁବିଧା ନ ଆସୁ । ଏତିକି ଦୁଃଖ କୁ ମନ ଭିତରେ ଚାପି ରଖି ଏତିକି କଥା ଶୁଣିଲା ପରେ ଭି ଲୋକ ମାନଙ୍କୁ ହସେଇ ପାରୁଛନ୍ତି ସତରେ ଆପଣ ଜଣେ ହିରୋ ।

  • @anchalpanda9653
    @anchalpanda9653 Жыл бұрын

    ଭଗବାନ ଙ୍କ କୃପା ତୁମ ଉପରେ ସବୁବେଳେ ଏମିତି ରହୁଥାଉ ଏମିତି ଦିନ ଦୁଃଖୀ ମାନଙ୍କ ପାଇଁ ସୁନ୍ଦର ହୃଦୟ ର ସୁନ୍ଦର ଭାବନା ଓ ସାହାଯ୍ୟ ମନ ବୃତ୍ତି ପାଇଁ ତୁମକୁ ଭଗବାନ ସବୁବେଳେ ଏମିତି ଆଗକୁ ନିଅନ୍ତୁ God bless you ରାଣୀ ସତରେ ଏଇ ଓଡିଶା ର ରାଣୀ ହେବା କୁ ଯୋଗ୍ୟ ତମେ thank you 🙏

  • @litupanda2273

    @litupanda2273

    Жыл бұрын

    121

  • @MADHABANANDA-ml2mr

    @MADHABANANDA-ml2mr

    8 ай бұрын

    Verynic

  • @bhaskarchandramahanta2179

    @bhaskarchandramahanta2179

    5 ай бұрын

    Very good Rani Dukhi lakonka dukha re dukhi hee Dukha Durkaribar prayas God bless you 🙏🙏🙏

  • @saulapattamajhicreation6962
    @saulapattamajhicreation6962 Жыл бұрын

    Khola katha... ମନରେ ଆଉ କିଛି ନ ରଖି କହୁଛନ୍ତି ରାଣୀ ଦିଦି Love you Didi...

  • @poojadalaisatya

    @poojadalaisatya

    Жыл бұрын

    Really love you Rani didi

  • @khusidas8980

    @khusidas8980

    Ай бұрын

    ​@@poojadalaisatyal l ମୁ1111🎉ଶୀ ଔ

  • @ChagalabarikCb

    @ChagalabarikCb

    14 күн бұрын

    99​@@poojadalaisatya

  • @sweetgirlpinkul2612
    @sweetgirlpinkul2612 Жыл бұрын

    ମୁଁ ସବୁବେଳେ କୁହେ ହୃଦୟ ଥିଲା ପରି ଝିଅ ଟିଏ ରାଣୀ ପଣ୍ଡା ।

  • @rajaboss1474

    @rajaboss1474

    Жыл бұрын

    🤣nai maa

  • @PujaPuja-pn4uf

    @PujaPuja-pn4uf

    2 ай бұрын

    Jk ap​@@rajaboss1474

  • @ramchandramandal3539
    @ramchandramandal353916 күн бұрын

    ଭଉଣୀ ରାଣୀପଣ୍ଡା ମୁଁ ତୁମର ବଡ ଫ୍ୟାନ, ତୁମର କଥାରେ ବହୁତ ମଜାଲାଗୁଚି 👍

  • @papibiswajit3479
    @papibiswajit3479 Жыл бұрын

    ଧନ୍ୟବାଦ ରାଣୀ ଦିଦି ଅତି ସୁନ୍ଦର ଭାବନା ତୁମର ଭଗବାନ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ 🙏🙏

  • @amajasananansn700

    @amajasananansn700

    Жыл бұрын

    na Rani naini tume Tulsi nani

  • @rameshsahoo4394

    @rameshsahoo4394

    11 ай бұрын

    Dhanyabadranimamame apnankuameapnkudekhakarubakuchanhuchidayakariapn adress tikadiantu

  • @AmitaSingh-us6cp

    @AmitaSingh-us6cp

    8 ай бұрын

    ,,,,, +11111🙊🙊🙊🙊🙉🙉🙉🙈🙈🙈

  • @manjulatasethy4839

    @manjulatasethy4839

    7 ай бұрын

    @@amajasananansn700 jmh9

  • @user-yu6ef2ff5l

    @user-yu6ef2ff5l

    7 ай бұрын

    ​@@amajasananansn700😂😂😂😂❤❤

  • @justreject
    @justreject Жыл бұрын

    ଏତେ ଦିନ ପରେ ଗୋଟେ ହୂରଦୟବାନ ମଣିଷ ଟେ ଦିଖିଲି dil se salute rani diii...👍❤️🙏

  • @deepakbikelover1133

    @deepakbikelover1133

    Жыл бұрын

    😭😭😭😭 👍👍👍

  • @swopnacreations8609

    @swopnacreations8609

    Жыл бұрын

    Right

  • @birenkumarnayak6350

    @birenkumarnayak6350

    Жыл бұрын

    @@deepakbikelover1133 good

  • @Raj_Raj_143

    @Raj_Raj_143

    Жыл бұрын

    Eta Manisha Nai Se Daa Eta Manjhi A..😄😄😄😄😄

  • @sripatiadhaparia3490

    @sripatiadhaparia3490

    Жыл бұрын

    @Anamika Tube .mmnnnjkmk

  • @tofanpradhan747
    @tofanpradhan747 Жыл бұрын

    ରାଜନୀତିରେ ସୁର ।ଆଉ ଯେତେ ରହିଲା ସବୁଥିରେ ରାଣୀ ପଣ୍ଡା।

  • @Sahoofacts81
    @Sahoofacts81 Жыл бұрын

    Real warrior of real life. Yeahhhhhh😎Rani jaha hele b Rani 😌bhaad me jaye duniya aur duniyadareee. Diiiiii best of luck🤞

  • @papugochhi5349

    @papugochhi5349

    Жыл бұрын

    HHi

  • @kumartapas1237
    @kumartapas1237 Жыл бұрын

    ଯିଏ ନିଜକୁ କରାପ କହିତାଏ ସିଏ ହି ପକୃତ ହିରୋ 🙏🙏🙏🙏👌👌👌👌🙏👌🙏🙏👌👌👌👌

  • @MANOJKUMAR-vq6fz

    @MANOJKUMAR-vq6fz

    Ай бұрын

    Right

  • @PragnyaMohapatra11822
    @PragnyaMohapatra11822 Жыл бұрын

    Aaji Rani Didi nka performance dekhiki jetiki Khushi lagichi ta thu 100 Guna adhika bhala lagichi tanka pain jou bhali comments lekhi chanti . ❤️❤️❤️❤️❤️❤️❤️❤️Lots of love for you 💕💕💕

  • @Bargarh11
    @Bargarh11 Жыл бұрын

    ଖୋଲା ହୃଦୟର ରାଣୀକୁ ମୋ ତରଫରୁ GOD BLESS YOU

  • @kumari5378

    @kumari5378

    Жыл бұрын

    Hmm

  • @user-be1mg1zr2l

    @user-be1mg1zr2l

    2 ай бұрын

    6l​@@kumari5378

  • @sudarsanbiswal9056
    @sudarsanbiswal9056 Жыл бұрын

    She is alrounder. Proud of ଓଡିଶା. ଜୟ ଜଗନ୍ନାଥ

  • @minutesaboutShantikunjbyDSLenk
    @minutesaboutShantikunjbyDSLenk24 күн бұрын

    ଆଜି କାଲି ଭଗବାନ ଙ୍କ ପାଇଁ time nahi

  • @dibyaranjanmajhi9255
    @dibyaranjanmajhi9255 Жыл бұрын

    ଧନ୍ୟବାଦ rani mam ❤️🙏🙏ବହୁତ ବଢିଆ କଥା କହିଲେ 🙏🙏ଭଲ ଲାଗିଲା 🙏🙏

  • @bhagyadharsethy5483

    @bhagyadharsethy5483

    Жыл бұрын

    hi AA ee Dr ko CT CT CT CT

  • @jagannathparida356

    @jagannathparida356

    25 күн бұрын

    Thanks 🙏❤❤❤❤❤

  • @sujatalenka1879
    @sujatalenka1879 Жыл бұрын

    ବହୁତ ସୁନ୍ଦର ଗୀତ ଗାଇଲେ..... ଭଲ ଲାଗିଲା...... ଶୁଣିବାକୁ....

  • @user-pt7yu1sh1m

    @user-pt7yu1sh1m

    10 ай бұрын

    Very nice

  • @SanjaySahu-gu6kn
    @SanjaySahu-gu6kn Жыл бұрын

    ଯିଏ ଯାହା କହୁ ମୁ ରାଣୀ ପଣ୍ଡା କୁ ହୃଦୟରୁ ଭଲ ପାଏ🙏🙏🙏

  • @sibarambehera4155

    @sibarambehera4155

    Жыл бұрын

    ଭଲପାଆ

  • @ashiqkhan6045

    @ashiqkhan6045

    Жыл бұрын

    @ATINUS "D" CreativE InsaaN llll

  • @sanjeevpradhan5985

    @sanjeevpradhan5985

    Жыл бұрын

    Rani pondaro biaa ,banoro chatunu Sanjaya sahu.tumomanonku lajo laguni be sole tumoku

  • @BharatchandraRout-xn7vu

    @BharatchandraRout-xn7vu

    6 ай бұрын

    ​@@sibarambehera4155 Ii uu 37:37

  • @user-zu8qy4mb8e

    @user-zu8qy4mb8e

    6 ай бұрын

    ​@@sibarambehera4155dzzadvzda❤v0à òo🎉🎉2a 8k🎉6to to you 0p❤🎉😮😢😅❤eee🎉ere much 😢😮ho f❤I 😂

  • @debarajpatra1958
    @debarajpatra19587 ай бұрын

    ଆପଣ ଙ୍କ ହୃଦୟ ଖୋଲା ରାଣୀ ପଣ୍ଡା ଦିଦି ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🙏

  • @odiavloggersipun2260
    @odiavloggersipun2260 Жыл бұрын

    Talent ଅଛି ଆଗକୁ ମାଡ଼ି ଚାଲ।।🙏🙏🙏 କେହି କିଛି କରିପାରିବେନି।।।👍👍

  • @snigdha_samal1954

    @snigdha_samal1954

    Жыл бұрын

    Thik kahichha bhai

  • @sangitasahu5750
    @sangitasahu5750 Жыл бұрын

    ଵହୁତ ସୁଦ୍ଦର ଗାଇଲେ ଵହୁତ ଵଢିୟା କଥା କହାଲେ ହୃଦୟକୁ ଛୁଇଂଲା thank you so much mam

  • @rajaboss1474

    @rajaboss1474

    Жыл бұрын

    🤣hmm se jou bhasa sabu kahuchi 🤣 tama ku bhari bhala laguchi🤣

  • @lenkamanoj571

    @lenkamanoj571

    Жыл бұрын

    Ok

  • @rnmalik-jm4zn

    @rnmalik-jm4zn

    11 ай бұрын

    ​@@rajaboss1474 v

  • @rnmalik-jm4zn

    @rnmalik-jm4zn

    11 ай бұрын

    Vvvgod

  • @ramchandramandal3539

    @ramchandramandal3539

    11 ай бұрын

    Rani panda is my best phan

  • @chitrasenpangi9295
    @chitrasenpangi9295 Жыл бұрын

    ରାନୀ ପଣ୍ଡା ବହୁତ ବଡିଆ 😍😍😍 କାହାକୁ କେମିତି ଲାଗୁଛନ୍ତି କିନ୍ତୁ ମୋର ପାହିଁ ଅତି ସୁନ୍ଦରୀ😍😍😍 ଭଗବାନ ଆଶୀର୍ବାତ🙏🙏🙏 କରନ୍ତୁ ।

  • @sitaaram_Creations_1982
    @sitaaram_Creations_1982 Жыл бұрын

    ମାନବିକତା ପାଇଁ ଧନ୍ୟ ବାଦ ଦିଦି,,,ଜୟ ସୀତାରାମ 💙💐💙

  • @rohitaswain918
    @rohitaswain918 Жыл бұрын

    ସୁପର୍ ସୁପର୍ ଦିଦି ମୁଁ ତୁମ ସାଥିରେ ଅଛି ଭୋଉଣୀ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @sathiabehera5185
    @sathiabehera5185 Жыл бұрын

    ରାଣି ତୁମ ପାଖରେ ଶହିଵା ଶକ୍ତି ଅଛି ମନ ଜାଣେ ପାପ ମା ଜାଣେ ବାପ ଏ କଳିଗଯୋର ମଣିଷ ଜେତିକି ତୁମ ଶହ ଖେଳ କରିଲେ ସେଭଳି ଖେଳ ଆଉ କାହା ଶହ ନ ହେଉ ଏତିକି ମୋର ସେହି ବଡ଼ ଠାକୁର କାଳିଆ ପାଖରେ ଜଣାଣ ରାଣି

  • @pabitradehury7602

    @pabitradehury7602

    Жыл бұрын

    ରାଣୀ ଅପା ପରି ସୁନ୍ଦର ଭାବନା ଓବିଚାର ଧାରା ର ମଣିଷ ଏ ସମାଜ ରେ ଦେଖିବାକୁ ମିଳେ। ତାଂକ ହୃଦୟରେ ଅନ୍ୟ ମାନଙ୍କ ପାଇଁ ଯେଉଁ ଭଲପାଇବା ଓ ସମ୍ମାନ ରହିଛି ତାହା ଆଉ କେଉଁ ଅଭିନେତା ଅଭିନେତ୍ରୀ ଠାରେ ଜନ୍ମ ନେଇନାହିଁ। 🙏🙏

  • @kumari5378

    @kumari5378

    Жыл бұрын

    Hmm right

  • @sathiabehera5185

    @sathiabehera5185

    Жыл бұрын

    @@kumari5378 ଗୋଟିଏ ଵାଟ ଭୋଲା ନାରିର କାହାଣି

  • @ashabehera224

    @ashabehera224

    Жыл бұрын

    @@pabitradehury7602 Didi PL help me

  • @archanamohanty4313
    @archanamohanty4313 Жыл бұрын

    Wonderful actress... Golden hearted woman ❤❤❤❤

  • @manorama3684
    @manorama3684 Жыл бұрын

    ମୁଁ ଆପଣଙ୍କ କଥା ଶୁଣି ଵହୁତମନଦୁଖ କଲି ଏତେ ଭଲ ମଣିଷକୁ ଖରାପ କହିବା ଠିକ୍ ନୁହେଁ। ମୋ ଆଖିରୁ ଧାର ଧାର ଲୁହ ଝରି ପଡିଲା। ଖୁସିରେ ରୁହ। ଭଉଣୀ ଭଗବାନ ତୁମର ସହାୟ ହୁଅନ୍ତୁ।

  • @sanjibnayak2607
    @sanjibnayak2607 Жыл бұрын

    🙏ହୃଦୟ ଖୁଲା ରାଣୀ ଅପା 🙏

  • @omprakashjangir7092

    @omprakashjangir7092

    Жыл бұрын

    Yes

  • @samuelduria6004

    @samuelduria6004

    Жыл бұрын

    ସେକଣ ତୋ ମାଁ କି

  • @gobindachandrasahu6006
    @gobindachandrasahu6006 Жыл бұрын

    ତମ ଭଳି ମହିଳା ଓଡ଼ିଶା ପାଇଁ ଗର୍ବ ଓ ଗୌରବ, ଯଥେଷ୍ଟ ସାହାଯ୍ୟ କରିଛ ଲୋକଙ୍କୁ, ଭଗବାନ ତମର ଉନ୍ନତି କରନ୍ତୁ, ଜୟ ଜଗନ୍ନାଥ।

  • @srikantigond1242

    @srikantigond1242

    Жыл бұрын

    Rani didi geart

  • @madhusmita4709
    @madhusmita4709 Жыл бұрын

    She is a open hearted lady, Not only a good actress, But also a real hearted ❤❤ Social worker. May God bless you and bright ur future, Love you so much❤❤

  • @sukantamallick846

    @sukantamallick846

    Жыл бұрын

    Right 👍👍👍

  • @nikunjaroutray549
    @nikunjaroutray5494 ай бұрын

    ରାଣୀ ପଣ୍ଡା ର ସଂଳାପ ଲେଖକ ଟିକେ ଅଧିକ ଯତ୍ନର ସହ ସଂଳାପ ଲେଖିବା ଦରକାର। ତାହା ପାତ୍ରମୁଖି , ମଞ୍ଚମୁଖି ଓ ସମସାମୟିକ ହେବା ଉଚିତ। ରାଣୀ ବହୁତ ପ୍ରତିଭାଶାଳୀ (talented) ଝିଅ। ତାର performance ମୁଁ ପ୍ରଥମ ଥର ପାଇଁ ଦେଖିଲି। ମୋର ମତ, ସଂଳାପ ଶକ୍ତିଶାଳୀ ହେଲେ ରାଣୀର ଅଭିନୟ ଅଧିକ ଜୀବନ୍ତ ଓ ଅଧିକ ଶକ୍ତିଶାଳୀ ହୁଅନ୍ତା। ସଂଳାପ ଦୁର୍ବଳ ହେବାରୁ ରାଣୀ ଅପଶବ୍ଦ ର ଆଶ୍ରୟ ନଉଛି। Otherwise Rani is a very good performer. ତାର trainer ମାନେ ଏଥି ପ୍ରତି ଦୃଷ୍ଟି ଦେଲେ, ଖାଲି ଓଡ଼ିଶା ନୁହେଁ ସାରା ଦେଶରେ ରାଣୀ ପ୍ରସିଦ୍ଧି ଅର୍ଜନ କରିବ।

  • @geetanjalirana2133
    @geetanjalirana2133 Жыл бұрын

    ରାଣୀ ଦିଦି ତମ ପରି ଖଲା ହୁର୍ଦୟ ର ମଣିସ କେବେ ଦେଖିନି , ଆପଣ ବହୁତ ଭଲ supar

  • @Bisleri1435
    @Bisleri1435 Жыл бұрын

    Rani panda 🙏🙏🙏 u r a good human being..salute to you.

  • @lokanathdas22
    @lokanathdas22 Жыл бұрын

    ଯାହେଉ ପୂଜାକମିଟି ର ସଦସ୍ୟମାନଙ୍କୁ ଧନ୍ୟବାଦ ଆଜିବି ସେମାନେ ରାଣୀ ପଣ୍ଡା କୁ ଡାକୁଛନ୍ତି ।

  • @ksp3490
    @ksp3490 Жыл бұрын

    Rani panda very humble and honesty girl . She has no sexual issue She has no casting couch Very straight and forward girl I like her very much as my elder sister She born in odisha Pride of chhattishgarh

  • @ashaashu7578
    @ashaashu7578 Жыл бұрын

    ସତରେ ଦିଦି ତମ ହୃଦୟ ବୋହୁତ ବଡ love you too ❤️❤️❤️❣️❣️❣️❣️

  • @sairamsatapathy8539
    @sairamsatapathy8539 Жыл бұрын

    Talented girl. From zero she is here for her Bravenrss. Keep on this attitude.

  • @Sonali_Fish
    @Sonali_Fish Жыл бұрын

    She is a real performer . Rest were history .

  • @rameshchandrabharati2855
    @rameshchandrabharati2855 Жыл бұрын

    Bahuta sunder katha tia kahile rani panda ,,odisha r sandha rani Panda

  • @rabindrasahu3051
    @rabindrasahu3051 Жыл бұрын

    ରାଣୀ ପଣ୍ଡା କେଵଳ କଳାକାର ନୁହେଁ, ଓଡିଶା ବାସୀଙ୍କ ପାଇଁ ଏକ ଦରଦୀ ହୃଦୟ

  • @bipinbiharikhamari1925
    @bipinbiharikhamari1925 Жыл бұрын

    Rani panda is realy a bravery girl who can open the fact of nesty system of our society and wrong interpritation of value less mentality and heartless people who are the real culprit and tourture the women in our society. Many many thanks.

  • @brajeswarisingh909
    @brajeswarisingh909 Жыл бұрын

    ରାନୀ ପଣ୍ଡା ମୋ ଝିଅ ପରି.. ଆଶୀର୍ବାଦ କରୁଛି ପ୍ରଭୁ ସବୁବେଳେ ସହାୟ ହୁଅନ୍ତୁ . ରାନୀ ପଣ୍ଡାଙ୍କ ସହିତ କଥା ହୁଅନ୍ତି ଫୋନ ନଂ ଦିଅନ୍ତେ ଖୁସି ହୁଅନ୍ତି .

  • @puspalatabeherabeher5662
    @puspalatabeherabeher5662 Жыл бұрын

    Rani didi is a straight forward...she is kind-hearted lady really I'm proud of you diii your lovable thinking... love you dii

  • @antaryamibiswal3530
    @antaryamibiswal3530 Жыл бұрын

    ବହୁତ ବଢ଼ିଆ ସୁନ୍ଦର ପ୍ରୋଗ୍ରାମ ରାଣୀ ମାଡାମ.

  • @pradipnayak759
    @pradipnayak759 Жыл бұрын

    ଦିଦି ହୃଦୟ ରୁ ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ୍ ଜଣେ ସମାଜସେବୀ ଭାବରେ ଆପଣ କୁ ଭଲରେ ରଖନ୍ତୁ

  • @gayatriswain2641

    @gayatriswain2641

    Жыл бұрын

    ମହହମହହହ । ।।ଚଧହଭ ଭସ ସମମମସ l 73ssf -€%(6%05

  • @no.1xxxrum695

    @no.1xxxrum695

    Жыл бұрын

    Ama Rani ponda aau Sura Bhai zindabad 👍

  • @sekimo4236

    @sekimo4236

    Жыл бұрын

    Yy66yy

  • @suchitrashawsuchitrashaw1446

    @suchitrashawsuchitrashaw1446

    Жыл бұрын

    Please mo video ku like subscribe karidio 😔🙏

  • @tarachandpande2424

    @tarachandpande2424

    Жыл бұрын

    T

  • @bibhusanpradhan2204
    @bibhusanpradhan2204 Жыл бұрын

    You are the real Heroine of Our Odisha. All the women of Odisha should learn from Rani mam. God bless you Rani mam. You may long live.

  • @foodywoodloged1158
    @foodywoodloged1158 Жыл бұрын

    A brave real Indian lady came from heaven.Example of a ideal character. God bless you rani

  • @sunitadas3226

    @sunitadas3226

    Жыл бұрын

    Rani didi you are so great bhagwan tam ku bahut khusire rakhantu love you

  • @pratapnayak6674
    @pratapnayak6674 Жыл бұрын

    Super Rani panda👌👌👌

  • @suravikavita8826
    @suravikavita8826 Жыл бұрын

    ମୁଁ ତୁମ ଭଳି ନ ହେଇପାରିଲେ ବି ତୁମର କିଛିଟା ମନକୁ ଛୁଇଁଲା ଭଳି କଥା କୁ ମୁ୍ଁ ସବୁବେଳେ ମନେରଖିବି...

  • @umakantabehera2750

    @umakantabehera2750

    Жыл бұрын

    Good morning

  • @sumanpradhan4761

    @sumanpradhan4761

    Жыл бұрын

    BB . Hii

  • @sumanpradhan4761

    @sumanpradhan4761

    Жыл бұрын

    Hii

  • @umakantabehera2750

    @umakantabehera2750

    Жыл бұрын

    Aapka tabiyat kaise hai

  • @BabuDillip
    @BabuDillip4 күн бұрын

    Thank you didi Rani appa tamo katha mate bhari bhalo lagila❤❤❤❤

  • @satishpradhan4052
    @satishpradhan4052 Жыл бұрын

    Dil se salute Rani maam 🙏🙏❤️❤️

  • @dileswariray493
    @dileswariray493 Жыл бұрын

    Nothing have good thinking like u GOD always keep u happy......so excellent👍

  • @kutiatudu4867
    @kutiatudu4867 Жыл бұрын

    The power of Rani ponda, one day 1 Million plus

  • @Sb_ronali
    @Sb_ronali Жыл бұрын

    Odisha ra no 1 heroine rani panda satya ra heba jay didi love you aagei chalantu

  • @reetamishra6093
    @reetamishra60932 ай бұрын

    ବହୁତ ସୁନ୍ଦର ଉପସ୍ଥାପନା ଶୈଳୀ ରାନୀ ପାଖରେ ରହିଛି ।

  • @SobhnaMahapatra6
    @SobhnaMahapatra6 Жыл бұрын

    What a talent mam keep singing I also love singing do whatever u like don't bother about others

  • @Geetanjali_Dalai
    @Geetanjali_Dalai Жыл бұрын

    Jay ho Rani di ....🙏

  • @sanjayadas7539
    @sanjayadas7539 Жыл бұрын

    ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ।

  • @laxmientertainment2006
    @laxmientertainment2006 Жыл бұрын

    ସୁପର୍ ଡୁପର୍ ରାଣୀ ପଣ୍ଡା 🤗🤗🤗🤗🤗🤗🤗🤗🤗🤗🤗🤗🤗🤗🤗🤗🤗🤗🤗🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @factdin2149
    @factdin2149 Жыл бұрын

    Jaha bhi kuha , rani panda talented lady, dance, performance, acting, modeling, jane entertainment lady

  • @nickkumar3268
    @nickkumar3268 Жыл бұрын

    Her confidence is great 👌👌

  • @rabindranathsatapathy1517
    @rabindranathsatapathy1517Ай бұрын

    Bahut Bahut Dhanyabad Hrudayaru Satare Tame Rani God bless ❤you 🎉

  • @user-iw4lt6fm1r
    @user-iw4lt6fm1r2 ай бұрын

    ଦିଦି ତମେ ଏମିତି ହି ଖୁସିରେ ରୁହନ୍ତୁ😊😊

  • @SobhnaMahapatra6
    @SobhnaMahapatra6 Жыл бұрын

    U are so beautiful from out and inside a TRUE soul 💖 may lord Jagannath bless u a blissful life ahead

  • @kausalyasahu3748
    @kausalyasahu3748 Жыл бұрын

    She is a good girl..

  • @MR_SRITAM.

    @MR_SRITAM.

    Жыл бұрын

    yes ❣️

  • @user-tk5hm6bx8z
    @user-tk5hm6bx8z2 ай бұрын

    ମତେକିଛୀ, ସାହାଯ୍ୟ କର,ରାନି,ଅପା, ମୁଁ ବହୁତ ଗରୀବ, ଖାଇବ ଚଳୁନୀ❤❤❤❤❤❤

  • @kitoroshniasinger3867
    @kitoroshniasinger3867 Жыл бұрын

    love you rani mam ❤ 💖 ur heart really very powerful ❤ u control your character 💖 nd future kebebi bhabi naha looka mane kn kahochanti apanako bahut bahut dhanya baad mam💖 love you forever rani mam

  • @digaltoka721
    @digaltoka721 Жыл бұрын

    Best ଲାଇଟ୍ ଏଣ୍ଡ ସାଉଣ୍ଡ...

  • @manaskumarpanda6250
    @manaskumarpanda6250 Жыл бұрын

    ଜୟ ଜଗନ୍ନାଥ 🙏🏼🙏🏼🙏🏼

  • @nirmalpalai7884
    @nirmalpalai7884 Жыл бұрын

    Rani Panda Superhit 💜💚💙❤️💙💚💜

  • @maninimishra5536
    @maninimishra55368 ай бұрын

    Rani mam apanank bhasana ta suni mu bahut Khushi heli Sundar bahut Sundar bhabana plz ama Sonepur Zilla ku asi ama gaan Dhul Dhula ku asi ama gaan re bahut gariba paribar achhanti jeoo maneki..... Bahut gariba...... Plz mam come to our village..... plz plz.....

  • @soubhagyapradhan4219
    @soubhagyapradhan4219 Жыл бұрын

    ହୃଦୟବାନ ରାଣୀ👌

  • @manaskumarsahoosahoo1938

    @manaskumarsahoosahoo1938

    Жыл бұрын

    🤣🤣🤣

  • @aratiswain5092
    @aratiswain5092 Жыл бұрын

    You are great mam❤ama odisha re samstanka chintadhara jadi amiti heethaanta kehi dhukhi ki gariba rahi nathante😍you are great mam🙏👌👌👌God bless you

  • @shantisabar3924

    @shantisabar3924

    Жыл бұрын

    Nice Rani didi

  • @pratyushnayak3789

    @pratyushnayak3789

    Жыл бұрын

    Right mam

  • @antarayamidigaljoshuapoors4185
    @antarayamidigaljoshuapoors4185 Жыл бұрын

    Grate singer and dancer dramstic leader odisha Miss Rani panda God bless Rani panda long live

  • @pramiltarai7489
    @pramiltarai7489 Жыл бұрын

    Bahut badhiya Rani mam Hele bhasara salinata rakha Odisha basi tamaku bahut sanman debe

  • @CANVASODISHA
    @CANVASODISHA Жыл бұрын

    (1day 1M views) congratulations🎉🎉🎉

  • @ODISHAEVENTS

    @ODISHAEVENTS

    Жыл бұрын

    Thank u ❤️❤️❤️. Sabu viewers mananka blessings.

  • @CANVASODISHA

    @CANVASODISHA

    Жыл бұрын

    @@ODISHAEVENTS welcome

  • @justwatchmyvideo5651
    @justwatchmyvideo5651 Жыл бұрын

    Heart touching mam ..... proud of you mam..🙏🙏

  • @matim4486
    @matim4486Ай бұрын

    Khala katha.. ମନରେ ଆଉ କିଛି ନ ରକି କହୁଛନ୍ତି ରାଣୀ ଦିଦି Love you ❤

  • @abhimanyu4790
    @abhimanyu47906 ай бұрын

    Rani didi keonjhar ku asithile vari khusi lagila amo raisuan panchayatra samasta basinda tomoku hrudaya saha pranam janeichanti 🙏🙏🙏🙏🙏🙏🙏

  • @shivkumarsethi6474
    @shivkumarsethi6474 Жыл бұрын

    Form is temporary, class(Rani Panda) is permanent. Super and brave lady.

  • @workout696
    @workout696 Жыл бұрын

    Mind blowing dance ma'am 🙏

  • @anabanaodishamamal4481

    @anabanaodishamamal4481

    Жыл бұрын

    Hii

  • @sukantadalai1373

    @sukantadalai1373

    Жыл бұрын

    Madichala

  • @bijaykumarcreation3543
    @bijaykumarcreation3543 Жыл бұрын

    U are multi-talented Didi really u are grate love you didi ❤️

  • @shantanuandia593
    @shantanuandia593Ай бұрын

    ବହୁତ୍ ସୁନ୍ଦର୍ ପ୍ରୋଗ୍ରାମ ହୋଇଛି

  • @tofanmuni850
    @tofanmuni850 Жыл бұрын

    Very outspoken person, may be disliked by public for her controversial dance show, but really a good personality possessed. ..

  • @YouTube.twice.

    @YouTube.twice.

    Жыл бұрын

    Rani didi bahut badhia kahile, thanks bhala lagila ❤️❤️

  • @susilkumarbarik8304
    @susilkumarbarik8304 Жыл бұрын

    She has a pure heart so respect...

  • @manulatanayak3419
    @manulatanayak3419 Жыл бұрын

    Love you so much Rani di

  • @user-oh5qc4iu2o
    @user-oh5qc4iu2o5 ай бұрын

    Tq so much didi bhaut bhalo lagila bhaut bhalo khata kahile again tq so much

  • @gnyanaranjanprusty4995
    @gnyanaranjanprusty4995 Жыл бұрын

    Rani didi is the best actress.....she is a honest person.....am always Rani didi ..i see all news her ...🙏🙏🙏🙏🙏

  • @monalisha.123
    @monalisha.123 Жыл бұрын

    U r much more better than odia actresses...u hv a great soul nd pure heart

  • @kabitaswain6502
    @kabitaswain6502 Жыл бұрын

    Really,, I salute to Rani panda mam,,, really she is very soft hearted person,, I love her,,,, I salute her,,,he is a directed people,,,,she is very helpful lady,,, I pray to God for blessing her 🙏🙏🙏🙏

  • @072-urmilabehera7
    @072-urmilabehera7 Жыл бұрын

    She is looking cute 🥰

  • @jyotiranimohanty9434
    @jyotiranimohanty9434 Жыл бұрын

    ❤❤ miss Rani mam I like you. Bcs ur voice very nice and beautiful. Strong lady.. mam God bless you.🙏🙏

  • @ashokkumarnayak1010
    @ashokkumarnayak1010 Жыл бұрын

    Beautiful song and music

  • @akhilkumarraj1931
    @akhilkumarraj19317 ай бұрын

    ସୁର ଭାଇ ଓ ରାଣି ପଣ୍ଡା ଦୁହିଁଙ୍କର ଭାଷା ଏକା ।

  • @manojkantsamal4945
    @manojkantsamal4945 Жыл бұрын

    Really Rani Madam, A straight forward individual like you never be a diplomatic &vandalized person. You are ever better than the best...

  • @truptirahulanand3656
    @truptirahulanand3656 Жыл бұрын

    Her attitude and dance is much better than the so called odia actress 🤷

  • @sidhumajhi9502

    @sidhumajhi9502

    Жыл бұрын

    Nice

  • @shivkumarsethi6474

    @shivkumarsethi6474

    Жыл бұрын

    Absolutely Right

  • @parsudehuri8707

    @parsudehuri8707

    Жыл бұрын

    Thanks bhauni

  • @mamatamishra7027

    @mamatamishra7027

    Жыл бұрын

    @@sidhumajhi9502 vg

  • @Blogspot..

    @Blogspot..

    Жыл бұрын

    Kn bhala lokanka choice manibaku padina yaku bhi tanka deiku daka hauchhi

  • @as3egaming260
    @as3egaming260 Жыл бұрын

    A Great Artist with Real Voice of her life sketch. Thanks

  • @maneshwarpanda9429
    @maneshwarpanda94293 ай бұрын

    Mate rani panda ra katha khub vala laguchi karana se gote hurt clear jhis yie ❤❤❤

  • @barshasamantasinghar3
    @barshasamantasinghar3 Жыл бұрын

    I don't know much about her but I found her as " man of her words "

Келесі