RAMAYANA SAMIKSHYA || LADIES PALA || GAYIKA BASHANTI BEHERA || PART-5 || SARADA TV
Ойын-сауық
Topic - RAMAYANA SAMIKSHYA -Ladies pala by
Gayika Bashanti Behera and associates
PART-5
SARADA TV
ଏହି ଭାଗର ସାରାଂଶ:-
ରାମାୟଣ ସମୀକ୍ଷା ବିଷୟ ବସ୍ତୁ ଟି ରାମାୟଣ ତଥା ଭାଗବତ ରୁ କିଛି ତଥ୍ୟ ସଂଗ୍ରହ କରି ଗାୟିକା ବାସନ୍ତୀ ବେହେରା ଏହି ବିଷୟ ଟିକୁ ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ରାମାୟଣ ସମୀକ୍ଷା ତା ବହୁତ ଗୁଢ ରହସ୍ୟ ଏଥିରେ ଲୁଚି ରହିଛି ତଥାପି ଗାୟିକା ତାଙ୍କର ବିଷୟବସ୍ତୁକୁ ନେଇ କିଛି ତଥ୍ୟ ଆପଣ ମାନଙ୍କ ଆଗରେ ଉପସ୍ଥାପନା କରିବା ପାଇଁ ଚେଷ୍ଠା କରିଛନ୍ତି ଜ୍ଞାନୀ ଦର୍ଶକ ସମାଜ ଏହାକୁ ସାଦରେ ଗ୍ରହଣ କରିବା ସଂଗେ ସଂଗେ ଏହାକୁ ତର୍ଜମା କରି ମତାମତ ଦେବେ ତେବେ ଆସନ୍ତୁ ଦେଖିବା ଏହି ସୁନ୍ଦର ବିଷୟ ବସ୍ତୁ ରାମାୟଣ ସମୀକ୍ଷା,
Thank you for watching this video. If you like this video then please hit the like button, share, and do subscribe to our channel for more such videos, also comment about your feedback in the comment section.
Also, watch more videos in these Playlists:-
ODIA PALA BHAJAN- kzread.info/head/PLp....
ODIA PALA COMEDY- kzread.info/head/PLp....
ODIA PALA ODISHI- kzread.info/head/PLp....
FOLLOW US ON:-
KZread:- kzread.info/dron/Zwz.html....
Facebook:- profile.php?....
Facebook Page:- / sarada-tv-od.. .
Twitter:- / tv_sarada .
--------------------------------------------------------------
ପାଲା -
ପ୍ରାଚୀନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟ ରେ ଏମିତି ଏକ କାର୍ଯ୍ୟକ୍ରମ ଯେଉଁଥିରେ ଆଧ୍ୟାତ୍ମିକ ଶିକ୍ଷଣୀୟ ଏବଂ ମନକୁ ଶାନ୍ତି ପ୍ରଦାନ କରୁଥିବା ଏକ କାର୍ଯ୍ୟକ୍ରମ ତାହା ହେଉଛି ଓଡ଼ିଆ ପାଲା, ଏହି ପାଲା ମଂଚ ସବୁ ବହୁ ପ୍ରାଚୀନ ଏବଂ ଯେତେବେଳେ ଅନ୍ୟ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ନ ଥିଲା ସେତେବେଳରୁ ହିଁ ଏହା ପ୍ରଚଳିତ ହୋଇ ଆସୁଅଛି, ବର୍ତମାନ ଯୁଗରେ ବହୁ ମନୋରଞ୍ଜନ ମାଧ୍ୟମ ସବୁ ଖୋଲିଗଲା ପରେ ଅନେକ ଯୁବ ପିଢ଼ି ଏଥିରୁ କ୍ରମଶଃ ସ୍ପୃହହୀନ ହୋଇ ପଡୁଛନ୍ତି କିନ୍ତୁ ସେମାନେ ବୋଧ ହୁଏ ଜାଣି ନାହାନ୍ତି ପାଲାର ପ୍ରାଚୀନ ପରମ୍ପରା ଏବଂ ଅନେକ ଗୁଡିଏ ପୁରାଣ ଶାସ୍ତ୍ରରୁ ଉଧୃତ ଏହି ପାଲା ସଂସ୍କୃତି ଯେ କେତେ ମହାନ ଏବଂ କେତେ ଯେ ଶିକ୍ଷଣୀୟ କଥା ଆମର ସମାଜର ନୀତି ଦିନର ଚଳଣି ଉପରେ ପ୍ରଭାବ ପକାଏ ତେଣୁ ମୋର ବିଜ୍ଞ ଦର୍ଶକ ସମାଜ ଏହି ପ୍ରାଚୀନ ସାଂସ୍କୃତିକ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମଟିକୁ ଦେଖନ୍ତୁ ଏବଂ ଏହାର ମାର୍ମିକ ତତ୍ୱ ଉପରେ ମନ ନିବେଶ କରନ୍ତୁ
--------------------------------------------------------------
COPYRIGHT DISCLAIMER:-
All copyrights are reserved by Sarada Tv. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
#OdiaPala
#SaradaTv
Пікірлер: 79
ସୁନ୍ଦର ପାଲା ପରିବେଷଣ କରୁଛନ୍ତି ଗାୟିକା ମହୋଦୟ
Jai jai Basanti Devi
Bhala lagila
Jai jagannth
Soo nice pala
Very nice palla
Your pala Is bast
Basanti behera pala gaila apana sundar babare pala gauchhanti thank you very nice 👍❤️🙏🙏🙏 I am fllowar gardener from new delhi 55
Super ଭଲ ଲାଗିଲା jay Jagannath
Bahut vhala jay sita ram
Goodverygood
Ati sunder pala
ବହୁତ ବଢିଆ
Maa gayika mahasaya emiti goti goti kari bujhai thibaru mu tumaku dhanyabad janau6i vagaban sahahuantuchalapatha kusumita heu satyanarayana namah
Fine palla paribesana by you
Palla is good.
Bahut,,Sundar,,pala,
Gayak angya bohut sundor bujheile
ପାଲା ଵହୁତ ଭଲ ଲାଗୁଚି
Jay Jagannth Nice
Nice
Jay satya narayan nka jay
ସସମ୍ମାନ ସହିତ !! ଏହାର ଅର୍ଥ କଣ? ପାଲାକାରମାନେ ସଠିକ୍ ଶଵ୍ଦ ସଂଯୋଜନା କରିଵା ଉଚିତ୍
Pala is way of god
Jay Jagannath
Bahuta sundar lagila
@rameshsatpathy8631
3 жыл бұрын
Sundar
ଭଲ ପାଲା ଗାୟୀକା କଣ୍ଠ ସ୍ୱରପରିବେଷଣ ଭଲ ଥିବା ବେଳେ ତାଙ୍କ ଶ୍ରୀ ପାଳିଆ ଙ୍କ କଣ୍ଠ ସ୍ୱର ଏ ତେ ଆବାଜ ନାହିଁ
@ketromohanojha4324
3 жыл бұрын
Jay jagarnath
Jai Sri ram
Very very good upasthapana
Very very good
Bhala lagila kintu aau tike raga thile aahuri bhala huanta👍👍🙏🙏🙏
Super
Very nice
Maa tumara gyan ku mora koti hoti pranam Jay sri 🙏🙏🙏
Sundar pariveshana
Supper supper
ବହୁତ ସୁନ୍ଦର ବୁଝେଇଲେ ମନକୁ ଛୁଇଁ ଗଲା ଧନ୍ୟବାଦ
@ashishkhilar9035
4 жыл бұрын
Didi pranam aapnank ati sundar
@ashishkhilar9035
4 жыл бұрын
Pala ati sundar Didi pranam
Good story
very very nice
@seshanmahapatra5387
2 жыл бұрын
Ati sudar
Very hood
Though young she deserves respect.A be nice Bayak..
@subratsusmaxx6451
4 жыл бұрын
Prafulla kumar Sahoo v
ବହୁତ ସୁନ୍ଦର ପରିବେଷଣ, ମନମୁଗ୍ଧ କର ଜୟ ଶ୍ରୀ ରାମ
J
Bahut sundar upastapana saily
Sure Pala gaika good story
Gayak.
Hii,hollu,good,good,marneghnge,mdomje,apoka,tofekbhutsunanakaleabahutsundarlgaaha
N
Bhutabhal
Apana kalpana nayak nka pala dekhantu.tapare apanka jaga kouthi.apana jani paribe
O() madam ଆପଣଙ୍କ ପାଲା ଉଚ୍ଚ କୋଟୀର ହୋଇଛି।
BasantiBehera nka Palabahutbhalalagila tankara thikana debeki
mo no ଦିନ୍ତୁ ଗାୟିକା ଙ୍କର
Bisaya bhala kintu sangitra actualy sura taal laya heuni chesta karantu bujheiba ta thik achhi
Sahajogi are notup to. Standard.
Paliafitingnahanti.
Mana ku chhui gala
@gopalpatel4224
4 жыл бұрын
good
@triochanbarik1716
4 жыл бұрын
khub sunder
Madam apanka guru kie kahibeki?
ପାଲା କଣ ଶତନାରୟଣ କି ଏ
ମାଡାମ ଆପଣଙ୍କର ଫୋନ ନମ୍ବର ପଠାଇବେ, ଅନୁରୋଧ
Bhala lagila
Jay Jagannath
@babankumar2510
3 жыл бұрын
Xdgfxb
Very nice
Nice
Bhutabhal
Nice
Nice
Nice
Nice