Puri Jagannath Temple's Treasury 'Ratna Bhandar' Likely to Open on July 14
#ଜୁଲାଇ_୧୪ରେ_ଖୋଲିପାରେ_ରତ୍ନଭଣ୍ଡାର
ଆସନ୍ତା ୧୪ରେ ଖୋଲିପାରେ ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନଭଣ୍ଡାର। ରତ୍ନଭଣ୍ଡାର ତଦାରଖ କମିଟି ଆଜି ତାରିଖ ସ୍ଥିର କରି ସାରିଥିବାବେଳେ, ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବଲ୍। ସେପଟେ ସେଇଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିକୁ ଚାବି ଦେବେ ଓ ସେ ଚାବିରେ ନଖୋଲିଲେ ତାଲା ଭାଙ୍ଗି ଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ
#Ratnabhandar #lordjagannath #puri #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 16
ଜୟ ଶ୍ରୀ ଜଗନ୍ନାଥ 🙏🏻ଆଜି ବଳଭଦ୍ର ରଥରୁ ଖସିଲେ 😢ଖୋଲିନି ଘୋର କଳି କାଳ ଆସିବ ,ଚୋର ଡକାୟତ ମାନେ ଘରେ ଘରେ ପଶିବେ,ରାହାଜାନୀ ବଢିଯିବ ପ୍ରଭୁଙ୍କ ଘର କଥା ଲୋକ ଲୋଚନକୁ ଆଣିନି😢 ନହେଲେ ବଡ ବିପଦ ଆସିଯିବ ଓଡ଼ିଶା ପାଇଁ ସରକାର ଥର ହର ହେଇ ଯିବ 🙏🏻
Biju Patnaik international airport ku adani କୁ ଦେଇ ଦେଲ । ଆଉ ରହିଲା ରତ୍ନ ଭଣ୍ଡାର । ସେତିକ ଗଲା ପରେ ଆଉ କଣ ମିଶନ ଅଛି ଲଗାଅ
@Seturam789
14 күн бұрын
କେବେ ଦିଆଗଲାଣି ? 😂 ନା କେବଳ ତୋର ଭେଜାରେ କଥା ବନେଇଛୁ ?
He pravu e srusti ku rakhya kara 🙏🙏ae manisa Mane apana nka sanketa ku bujhi paru nahanti 😢Rajaniti re bhagwan nku bi chhadu nahanti 😢 kn pain apanka ghare pasi sabu luti neba ku basichanti 🙏🙏😢😢😢 Rakhya kara pravu😢
ଜୟ ଜୟ ଜଗନ୍ନାଥ
Jay sri jagannath
କିଛି ଖୋଲି ପାରିବେନି ଖୋଲିଲେମରିଵ
Good sir
Epate khali ratna bhandara kholiba pain permission dele .... Sepate balabhadra nije tale padiki agaku bada bipada asijiba boli Etiki ru sachetana hei jaaaaa agaku ahuri b kichi heipare
ଭାଇ ଜଗନ୍ନାଥ ତାଙ୍କ ମାଉସୀ ଘରୁ ତାଙ୍କ ଘରକୁ ଆସନ୍ତୁ ତ ପରେ ତାଙ୍କ ଭଣ୍ଡାର ଖୋଲା ଯାଉ ତାଙ୍କ ସାମ୍ନା ରେ
Au Mahamanya kebe jaithila Tamilnadu chabi khojibaku,au ketejana jaithile se bisayare kichhi janeile nahi j😅😅😅😅
Kai kichha kahuchha
Please ratna vandara chabi kholo ni
Kete loka kahu thile odia actor au kichi nete kahu thile (BJP) kare pandu neijaichi chabi kn dei dela ki...😂
Ratna bhandar kholibar kana darkar achi. Maja asubha heba kholile