ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ | CM's Review Meeting on Ratha Jatra 2024

#Odisha #CMOdisha #RathaJatra
ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ପୁରୀ। ରଥଯାତ୍ରା ପ୍ରସ୍ତୁତି ନେଇ ମଙ୍ଗଳବାର ପୁରୀରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଷଧ୍ୟତାରେ ହୋଇଥିବା ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଚଳିତବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ପୁରୀ ଜିଲ୍ଲା ପ୍ରସାଶନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦେଖନ୍ତୁ ଭିଡିଓ।
Join this channel to get access to perks:
/ @odishalive
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
KZread: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
A/23, (Ground Floor) Surya Nagar, Near Hotel Venus,
Governor House Road, Bhubaneswar - 751003 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

Пікірлер: 1

  • @biswajitsahooofficial5160
    @biswajitsahooofficial516018 күн бұрын

    Jai Jagganath

Келесі