ପୁରୀରେ ମୁହଁ ମାଡି ରଥ ଉପରୁ ପଡିଲେ ଶ୍ରୀବଳଭଦ୍ର ଆଉ ବେଶିଦିନ ନୁହେଁ ସୃଷ୍ଟି!

Музыка

ପୁରୀରେ ମୁହଁ ମାଡି ରଥ ଉପରୁ ପଡିଲେ ଶ୍ରୀବଳଭଦ୍ର ଆଉ ବେଶିଦିନ ନୁହେଁ ସୃଷ୍ଟି!‎@BHABADIBAKAR
#malika
#bhavisyamalika
#endofkalyug
#jasobanta
#achyutananda
#panchasakhamalika
#panchasakha
#kalijugamalika
#kalijuga
#purijagannath
#rathayatralive
#brekingnews
#todaynews
#newsodia
#

Пікірлер: 438

  • @ranjankumarboxi5957
    @ranjankumarboxi595716 күн бұрын

    ବଡ଼ ଠାକୁରଙ୍କ କୋଟି କୋଟି ପ୍ରଣାମ ଆମ୍ଭମାନଙ୍କୁ କ୍ଷମା କରିଦିଅ ବଡ ଠାକୁର

  • @shivarampradhan8049

    @shivarampradhan8049

    16 күн бұрын

    Tama mananku kebe bi khyama karibeni mahapravu karana tama mane hi BJp ku vote dei jiteicha ....Apekhya kara agaku kn hauchi 😭😭😭

  • @chandustory23

    @chandustory23

    16 күн бұрын

    Bjp ବାଲାଙ୍କ ଘୃଣ୍ୟ ରାଜନୀତି ପାଁଇ ଏମିତି ସବୁ ଦେଖା ଦେବ

  • @Supriya002

    @Supriya002

    15 күн бұрын

    ​​@@shivarampradhan8049 To bou biya na...

  • @joges...kumar....express5013
    @joges...kumar....express501316 күн бұрын

    ବଡ଼ ଠାକୁର କୁ କୋଟି କୋଟି ପ୍ରଣାମ ଆମକୁ କ୍ଷମା କରିଦିଅ ପ୍ରଭୁ 🙏🙏

  • @RaniChandanCreation
    @RaniChandanCreation16 күн бұрын

    ହେ ପ୍ରଭୁ ଜଗନ୍ନାଥ ବଡ଼ ଠାକୁର ବଳଭଦ୍ର 🙏 ରକ୍ଷା କର

  • @Dibyaranjan242
    @Dibyaranjan24216 күн бұрын

    ବଡ଼ ଠାକୁରଙ୍କୁ କୋଟି କୋଟି ପ୍ରଣାମ ଯଦି ଆମ୍ଭମାନଙ୍କର ଦ୍ୱାରା କିଛି ଭୁଲ୍ ହୋଇଥାଏ ତା ହେଲେ ଆମ୍ଭମାନଙ୍କୁ ବା ବିଶାଳ ଜଗତକୁ କ୍ଷମା କରିଦିଅ ହେ ପ୍ରଭୁ ବଲଭଦ୍ର🙏🚩

  • @omkardash369
    @omkardash36916 күн бұрын

    ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି 🙏😭🙏 କ୍ଷମା କରିଦିଏ ହେ ବଡ ଠାକୁର 😭🙏

  • @nabaghanasahu3886
    @nabaghanasahu388616 күн бұрын

    ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟନା 😭😭😭😭 🙏🙏🙏🙏🙏 ଭୁଲ ହେଇଗଲା ପ୍ରଭୁ ବଡ଼ ଠାକୁର ,,,ହେ ବଡ଼ ସାଆନ୍ତେ ଏ ମହା ବିପତି ରୁ ସାରା ପୃଥିବୀ ବାସୀକୁ ଉଦ୍ଧାର କରନ୍ତୁ ପ୍ରଭୁ । 🙏🙏🙏🙏🙏🙏

  • @PmP0102
    @PmP010216 күн бұрын

    ବାବା ପ୍ରଥମେ ମାଳିକା କୁ ନିଜେ ଭଲଭାବରେ ବୁଝନ୍ତୁ ପରେ ଅନ୍ୟକୁ ପ୍ରବଚନ ଦେବେ l ମାଳିକା କୁ ନେଇ ଆପଣଙ୍କ ଙ୍କର ଅଙ୍କାକସା ସବୁବେଳ ଭୁଲ ହେଉଛି

  • @sahil_0143

    @sahil_0143

    16 күн бұрын

    E sabu sata

  • @rabindrakumarrath2810

    @rabindrakumarrath2810

    16 күн бұрын

    Eita maha gaalua taa

  • @Stutee24

    @Stutee24

    14 күн бұрын

    Thik katha

  • @user-jw5db6zp4m

    @user-jw5db6zp4m

    2 күн бұрын

    La maa tame ta gote 😂😂maha gyani tahale jao tame jaiki malika bachana lekha 😂😂

  • @skrushnareddy6796
    @skrushnareddy679616 күн бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ 🙏🕉️🙏🕉️🙏🕉️🕉️💮🥥🥥🙌🚩🍁🌹🌹🪔🌷🌿💐🏵️🏵️🌼🌻🍂🌸⭕‼️⭕

  • @dillipmohanty1000
    @dillipmohanty100016 күн бұрын

    ହେ ପ୍ରଭୁ ବଳଭଦ୍ର ଜଗନ୍ନାଥ ମା ସୁଭଦ୍ରାଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି ଯାହାରବି ଦୋଷ ଥାଉ ଆମ ସମସ୍ତଙ୍କୁ କ୍ଷମା କରି ଜଗତ ଉଦ୍ଧାର କରି ମାନ ରକ୍ଷା କର

  • @srinivaspanda5647
    @srinivaspanda564716 күн бұрын

    ସେ ହେଲେ ଜଗତର ନାଥ ଶ୍ରୀ ଜଗନ୍ନାଥ। ତାଙ୍କର ହୃଦୟ ବିଶାଳ ସେ କାହାରିକୁ ଘୃଣା ଚକ୍ଷୁରେ ଦେଖନ୍ତି ନାହିଁ। କେହି ଜଦି ଜାଣିକରି ମଧ୍ୟ ଭୁଲ୍ କରିଦିଏ ତାଙ୍କୁ ମଧ୍ୟ ଖ୍ୟମା କରିଦିଅନ୍ତି ସେ ପରା ମହାପ୍ରଭୁ ତାଙ୍କୁ ମଧ୍ୟ ଜଣା ମାନବ ଦ୍ଵାରା ଭୁଲ୍ ହୁଏ । ଠାକୁର କାହିଁକି ବା ଅନ୍ୟକୁ ଦୋଷ ଦେବେ। ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ। ଓମ୍ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ।

  • @SagarNayak-xp4hq
    @SagarNayak-xp4hq16 күн бұрын

    ଆଜ୍ଞା ପ୍ରଣାମ ଜୟ ଜଗନ୍ନାଥ ଜୟ ବଡ ଠାକୁର

  • @Babuna8808
    @Babuna880816 күн бұрын

    ସେବାୟତ ମରିଗଲେ କିଛି ନାହିଁ ଆଉ ଅଛନ୍ତି ତାଙ୍କର ଭୁଲୁରୁ ଏ ସବୁ ହୋଇଛି ତାଙ୍କର ଯାହା ହଉ ଚାଲିବା କିନ୍ତୁ ଆମ ପ୍ରଭୁ ପଡିଗଲେ ସେକଥା କେହି କିଛି କହୁନାହାନ୍ତି ପ୍ରଭୁଙ୍କର କଣ ହୋଇଛି ବୋଲି ଭଡମେ ଯାଏ ସେବାୟତ

  • @laxmipriyasahoo7106
    @laxmipriyasahoo710614 күн бұрын

    ହେ ପ୍ରଭୁ ଏ ସୃଷ୍ଟି ତମର ଏ ଜଗତ ତମର ତମେ ଯଦି ଅମିତ ରୋଷ କରିବ ଆମ ଭୁଲ୍ କୁ ଧରନି ବଡ଼ ଠାକୁର କ୍ଷମା ପ୍ରାର୍ଥନା କରୁଛି ସାରା ବିଶ୍ୱରେ ତମେ ସେଷ୍ଟ ପ୍ରଭୁ କ୍ଷମା କର ହେ ଜଗତ ଠାକୁର ❤❤❤😔😔😔 ତମ ପଦ ପଦ୍ମ ରେ ମୋର କୋଟି ଜୁହାର 🙏🙏🙏 ପ୍ରଭୁ

  • @JalandharaJhodia
    @JalandharaJhodia16 күн бұрын

    Jay shree jagannath subhadra balabhadra rakyakara Prabhu 👏🏿👏🏿👏🏿.

  • @MangalamayaLearnEarnWorld
    @MangalamayaLearnEarnWorld16 күн бұрын

    ବାବା ପୁଣି ଆସିଲ l ଅଜ୍ଞାନୀ ବାବା

  • @soumyaranjanpradhan9645
    @soumyaranjanpradhan964516 күн бұрын

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ହେ ଜଗନ୍ନାଥ 🙏ସବୁ ତୁମ ଇଚ୍ଛା 🙏🙏

  • @raghumaninayak9593
    @raghumaninayak959316 күн бұрын

    ବଡ଼ ଠାକୁର ପ୍ରଭୁ ବଳଭଦ୍ର କୋଟି ଓଡିଆଙ୍କ ଓ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ବହୁ ଆଘାତ ଦେଇଛି ପ୍ରଭୁ ରକ୍ଷା କର ତୁମ ଭକ୍ତଙ୍କୁ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🙏🕉️🚩🇮🇳

  • @sunamnaik6682
    @sunamnaik668216 күн бұрын

    ଜୟ ବଳ ଭଦ୍ର ମହାପ୍ରଭୁ ❤❤🙏🙏

  • @sandhyaranipatra9221
    @sandhyaranipatra922115 күн бұрын

    ବାବା ଆପଣଙ୍କୁ କୋଟି ପ୍ରଣାମ 🙏 ତିନି ଠାକୁରଙ୍କୁ ଅନନ୍ତ କୋଟି ପ୍ରଣାମ 🙏 ହେ ମହାପ୍ରଭୁ ଆମ ସମସ୍ତଙ୍କୁ କ୍ଷମା କରି ଦିଅନ୍ତୁ 🙏 ଜଗତକୁ ଭଲରେ ରଖନ୍ତୁ ମହାବାହୁ🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ମାଳିକା 🙏

  • @prakashdash6321
    @prakashdash632116 күн бұрын

    He Guru dev koti koti pranam.Apananka Charan kamalare ambhamananku surakshya abum abhaya pradan karantu. JAY JAGANNATH.

  • @liteshkumar2496
    @liteshkumar249615 күн бұрын

    2023 ରେ ମଧ୍ୟ ଏପରି ହେଇଚି ସେ ଯାହା ହେଉ ଭଗବାନ ଭକ୍ତଙ୍କୁ କ୍ଷମା କରିଦିଅନ୍ତୁ 🙏🚩 ଜୟ ଜଗନ୍ନାଥ 🙏🚩

  • @reenaranisethi1276
    @reenaranisethi127616 күн бұрын

    Jay Jagannath jay panchasakha 🙏🙏🙏

  • @simanchalnayak991
    @simanchalnayak99116 күн бұрын

    Jaya Shree Jagannath

  • @shyamshyamanujdas8628
    @shyamshyamanujdas862815 күн бұрын

    ଜୟ ଶ୍ରୀ ଗୁରୁଃସ୍ୱାମୀ 🙏🌹🙏ସରଣମ ବାବା ଆନ୍ତରିକ ଗୁରୁଃସ୍ୱାମୀ 🙏🌹🙏ମିନର ରାଶି ରେ ଶନି ପ୍ରବେଶ କଲେ କଣ କଣ ଘଟିବ

  • @diptimayeedailylifevlog
    @diptimayeedailylifevlog15 күн бұрын

    ଠାକୁର ନିଜେ ପଡ଼ି ତମ ମାନଙ୍କୁ ସଂଙ୍କେତ ଦେଇଛନ୍ତି😭😭

  • @Subha9938
    @Subha993816 күн бұрын

    ପ୍ରଭୁ ଜଗନ୍ନାଥ ବଡ଼ ଠାକୁର 🙏 ଜଗତ ଉଧାର କର ପ୍ରଭୁ

  • @shivaprasadbhol2155
    @shivaprasadbhol215516 күн бұрын

    Pranam Baba. Jay jagannath. Jay panchasakha. 🙏

  • @sujata_srp_vlog_1991
    @sujata_srp_vlog_199115 күн бұрын

    😭ହେ ପ୍ରଭୁ ଆମ ମାନଙ୍କୁ 😭କ୍ଷମା କରି ଦିଅନ୍ତୁ 🙏🙏🙏🙏😭

  • @as-officialediting8227
    @as-officialediting822716 күн бұрын

    Jie manantu ki na manantu kintu prabhu asileni sanketa miluchi.🙏🚩

  • @purnnachandrasenapati3492
    @purnnachandrasenapati349216 күн бұрын

    Jay Sri guru madhaba namaste 🙏

  • @susantkumarjena2566
    @susantkumarjena256616 күн бұрын

    ❤❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤❤❤

  • @Interview.071
    @Interview.07113 күн бұрын

    Bada thakur tam padatale koti pranam🙏🏻🙏🏻🙏🏻🙏🏻🙏🏻

  • @maheshbehera1320
    @maheshbehera132016 күн бұрын

    ଜୟ ଜଗନ୍ନାଥ 🙏🙏🙏🙏❤❤❤❤ ବାବା ପ୍ରଣାମ 🙏🙏🙏🙏♥️♥️♥️♥️

  • @sripatisandha924
    @sripatisandha92416 күн бұрын

    Jay sree guruswami

  • @ODISHADJLIFESTYLESV4
    @ODISHADJLIFESTYLESV414 күн бұрын

    Jay Jagannath Swami ji 🙏🙏

  • @bikashjena1590
    @bikashjena159016 күн бұрын

    Jay Jagannath jay balabhadra❤

  • @soumyaranjan4836
    @soumyaranjan483616 күн бұрын

    Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @soumyanayak568
    @soumyanayak56816 күн бұрын

    Bada thaku ra nku koti koti pranam🙏🙏❤️❤️

  • @ramakrushnabehera6109
    @ramakrushnabehera610916 күн бұрын

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏ଜୟ ଜୟଶ୍ରୀ ଜଗନ୍ନାଥ 🙏🙏🙏🚩

  • @user-sd9bq4mh9j
    @user-sd9bq4mh9j16 күн бұрын

    ଜୟ ଜଗନ୍ନାଥ ହେ ମଣିମା ତୁମେ ହିଁ ଶାହା ହୁଅ

  • @rajeshkumarb8332
    @rajeshkumarb833216 күн бұрын

    Kheyma kara maha Prabhu jagannath ❤❤❤❤🙏🙏🙏🙏🙏

  • @ahk539
    @ahk53916 күн бұрын

    Jay Jagannath 😭😭😭😭😭😭😭😭😭😢😢😢😢😢😢😢🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭

  • @Lagnadipamallick
    @Lagnadipamallick16 күн бұрын

    Jayjagannath 🙏🙏🙏🙏🙏🙏

  • @debashismahala5880
    @debashismahala588016 күн бұрын

    ଜୟ ଜଗନ୍ନାଥ 🙏🙏🙏 ପୁରୀ ଠକ, ଭଣ୍ଡାମି ସେବାୟତଙ୍କୁ କାଳିଆ କେବେ କ୍ଷମା କରିବେ ନାହିଁ।

  • @dipuniratharatha9415
    @dipuniratharatha941516 күн бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଜୟ ବଳରାମ ପ୍ରଭୁ ଙ୍କର ଜୟ ⭕‼️⭕🙏🙏🙏

  • @SonaliSahoo-lb6un
    @SonaliSahoo-lb6un16 күн бұрын

    ବଡଠାକୁର କୋଟି କୋଟି ପ୍ରଣାମ ପ୍ରଭୁ.. କ୍ଷମା କରନ୍ତୁ ପ୍ରଭୁ...ଜୟ ଜଗନ୍ନାଥ ପ୍ରଭୁ କ୍ଷମା କରନ୍ତୁ ପ୍ରଭୁ... 😭😭🙏🏻🙏🏻🙏🏻🙏🏻

  • @user-ww5zj6jb6x
    @user-ww5zj6jb6x16 күн бұрын

    Baba pranam 🙏 Jai shree jagannath 🕉️🙏

  • @susantasenapatisen4524
    @susantasenapatisen452416 күн бұрын

    ବାବା ପ୍ରଣାମ ॐ ଜୟ ଜଗନ୍ନାଥ❤️ ଜୟ ପଞ୍ଚସଖା କି ଜୟ ଆଗକୁ ମହା ବିପଦ ଅଛି

  • @pratibhapratibha670
    @pratibhapratibha67016 күн бұрын

    He prabhu tamaku koti koti pranam🙏🙏

  • @manashmaya3332
    @manashmaya333216 күн бұрын

    Jay jagannath

  • @GitanjalisarangiJhilli
    @GitanjalisarangiJhilli15 күн бұрын

    ବାବା ପ୍ରଣାମ ଜୟ ଜଗନ୍ନାଥ

  • @anjanadeo7899
    @anjanadeo789916 күн бұрын

    Jay Jagannath 🙏

  • @jyostaranitripathy3202
    @jyostaranitripathy320216 күн бұрын

    Jay Jagannath

  • @kishoreraju5872
    @kishoreraju587216 күн бұрын

    Jay jaganath

  • @kakacreations...presents5816
    @kakacreations...presents581616 күн бұрын

    Jay jagannath 🙏

  • @user-sz2qm5kn9o
    @user-sz2qm5kn9o16 күн бұрын

    ଜୟ ଜଗନ୍ନାଥ

  • @niranjanabehera9857
    @niranjanabehera985716 күн бұрын

    Jay Jagannath 🙏🙏🙏

  • @sarojbehera2578
    @sarojbehera257816 күн бұрын

    Jay Jagannath 🙏🙏 Jay Jagannath 🙏🙏 Jay Jagannath 🙏🙏 Hari Hari bol 🙏🙏Hari Hari bol 🙏🙏👏👏👏👏🌼🌼🎉🎉🥰🥰🌺🌺💐💐🏵️🌹🌹🌹🌹🌹😍😍😍❤️❤️❤️❤️❤️❤️🥀🥀🥀🥀🌻🌻🌷🌷🌷🌸🌸🙏🙏🙏🙏🙏

  • @Khatoialaka2001
    @Khatoialaka200116 күн бұрын

    Jay Jagannath Prabhu

  • @bapudash9983
    @bapudash998316 күн бұрын

    ନର ସହ ନାରୀଙ୍କ ପାପ ଅତି ବଢ଼ିଲେ , ଏମିତି ହୁଏ। ତେଣୁ ଓଡ଼ିଶାକୁ ଛାଡ଼ି ରୁଷିଆ ଯିବାର ବେଳ ହୋଇଗଲା।

  • @user-py2fq8hl2v
    @user-py2fq8hl2v16 күн бұрын

    jay jay shree jagannath swami ki jay 🙌🪔⭕❗⭕🌿🙌🙏🙏baba pranam 🙏🙏💐🙏🙏 translate to odia

  • @karunakarsahoo402
    @karunakarsahoo40216 күн бұрын

    Jay Jagannath 🙏 🙏 🙏 🙏

  • @Subhasmita-367
    @Subhasmita-36715 күн бұрын

    Jay jagannath swami nayana patha gyami vaba tume vaba tume 🙏🙏🙏pravu khyama karidia jahabii bhul heijaichi 😢

  • @parsuramparida5111
    @parsuramparida511115 күн бұрын

    କାହିଁକି ମନଇଚ୍ଛା ପଣ୍ଡା ଚଢୁଛନ୍ତି ରଥରେ।

  • @Dibyaranjan242
    @Dibyaranjan24216 күн бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ହେ ପ୍ରଭୁ ରକ୍ଷା କର🕉️🙏

  • @user-wg5bs2fh8b
    @user-wg5bs2fh8b16 күн бұрын

    Sri Sri Sri Satya Narayan swami kar jay heu

  • @DhaneshPanda
    @DhaneshPanda16 күн бұрын

    ଜୟ ଜଗନ୍ନାଥ 🙏🙏❤️

  • @subhamsasmal8096
    @subhamsasmal809616 күн бұрын

    ହେ ପ୍ରଭୁ ସମସ୍ତଙ୍କୁ କ୍ଷମା କର 🙏🏻😢

  • @SureshChandraSahoo-qs4bp
    @SureshChandraSahoo-qs4bp16 күн бұрын

    He prabhu badathakura koti koti pranam mahabipadaru rakhya karantu amaku khyama karidiantu jay jagannth ❤

  • @NarmadaKanhar-lb5vi
    @NarmadaKanhar-lb5vi15 күн бұрын

    ଜୟ ବଳଦେବ 🙏ଜୟ ଜଗନ୍ନାଥ 🙏

  • @asutoshbiswal7173
    @asutoshbiswal717316 күн бұрын

    Jay jagannath 👏👏

  • @akashbiswal-uc5ho
    @akashbiswal-uc5ho16 күн бұрын

    Jay Jagannath Jay shree Ram Jay Hanuman Jay panchasakhaguru pranam ❤❤❤❤❤🙏🙌⭕‼️⭕🙌🙏🚩🚩🚩

  • @NikiSrinu
    @NikiSrinu16 күн бұрын

    Jay jagannath....

  • @ajaykumarnanda6837
    @ajaykumarnanda683716 күн бұрын

    Jay Jagannath.

  • @sudeshnadash362
    @sudeshnadash36215 күн бұрын

    ଜୟେ ଜଗନ୍ନାଥ 🙏🙏🌺🌺

  • @pradeepkumarpradhan7004
    @pradeepkumarpradhan700416 күн бұрын

    Jai jagannath jai panchasakha odisha keonjhar barbil

  • @dambarudharjani-qd8pr
    @dambarudharjani-qd8pr16 күн бұрын

    Jay sri jagannath raksya kara maha prabhu

  • @SusantBarad-oi9le
    @SusantBarad-oi9le16 күн бұрын

    Jay jagannath swami

  • @user-qo2vy6lj1z
    @user-qo2vy6lj1z16 күн бұрын

    ⭕❗⭕ଜୟ ଜଗନ୍ନାଥ 🚩🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bishnupriya1391
    @bishnupriya139116 күн бұрын

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bikashmohapatra756
    @bikashmohapatra75616 күн бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 😢😢😢

  • @kunirana2934
    @kunirana293416 күн бұрын

    Jay Jagannath Swami

  • @jagamohanpanda8997
    @jagamohanpanda899716 күн бұрын

    ଜୟ ଜଗନ୍ନାଥ ହେ ପ୍ରଭୁ ତମେ ହିଁ ସାହା ହୁଅ ଏ ସୃଷ୍ଟି କୁ ଜୟ ବଡ଼ଠାକୁର 🙏🙏🙏🚩🚩🚩🚩🚩🌸🌸🌸

  • @jambubehera921
    @jambubehera92116 күн бұрын

    କ୍ଷମା କରନ୍ତୁ ଠାକୁରେ🙏🙏🙏🙏🙏🙏🙏🙏ବଡ଼ ଠାକୁରେ।

  • @bisudj6732
    @bisudj673216 күн бұрын

    Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉

  • @santoshmaharana3323
    @santoshmaharana332316 күн бұрын

    🙏😭🙏😭🙏 Ghora Kali Kala Prabhu Trahimam Pravu Trahimam 🤲🤲🤲

  • @soniamohanty7666
    @soniamohanty766616 күн бұрын

    Jai Jagannath 🙏🙏🙏🙏🙏

  • @KuberSahu-nu4xt
    @KuberSahu-nu4xt16 күн бұрын

    ଖ୍ୟମାକର ପ୍ରଭୁ ବଲଦେବ

  • @ChumkiMajhi-sy1rr
    @ChumkiMajhi-sy1rr16 күн бұрын

    Jai jagannath 🙏 Jai bolovhodro Jai maa subhodra

  • @sujatabehera4911
    @sujatabehera491116 күн бұрын

    Jay shree jagannath 🙏🙏🙏

  • @prasannaRana-rn3im
    @prasannaRana-rn3im16 күн бұрын

    Jai jagannath 🙏🙏🙏🙏🙏🙏🙏

  • @gungunanshuvlogs9093
    @gungunanshuvlogs909316 күн бұрын

    Jay shree jagannath subhadra balabhadra rakhyakara he prabhu🙏🙏🙏🙏🙏🙏

  • @manojbhoi6970
    @manojbhoi697016 күн бұрын

    Jay Jagannath 🙏🙏🙏🙏🙏🙏

  • @kaliagumidanga-vm7yk
    @kaliagumidanga-vm7yk16 күн бұрын

    🙏🙏🙏ବଡ଼ ଠାକୁର କଟି କଟି ପ୍ରଣାମ 🙏🕉️

  • @user-ou7oh4wd9z
    @user-ou7oh4wd9z16 күн бұрын

    ଦିବାକର ମରିଯିବ ଏଇ କିଛି ଦିନ ଭିତରେ l ତାର ସଂକେତ ଆସିଲା

  • @akashsahu2298
    @akashsahu229815 күн бұрын

    Jay jagannath🙏🙏🙏

  • @Stutee24
    @Stutee2414 күн бұрын

    Malika namare apaprachara karantuni....jaha aji parjanta kahichanti sabu bhul pramnita hoichi .... Loka mananka manare bhaya shrusti karuchanti.JAI JAGANNATH🙏🙏

  • @spsatapathy1588
    @spsatapathy158816 күн бұрын

    Jay Jagannath 🙏🙏

  • @Subhalagna-f1m
    @Subhalagna-f1m16 күн бұрын

    Jay jagannatha ❤ kichhi habani Jay jagannatha ♥️ Jay jagannatha ♥️

  • @rashmiranjansethi2438
    @rashmiranjansethi243816 күн бұрын

    Hey ମଣିମା ବଡ ଠାକୁର , ଆମ ମାନଙ୍କୁ କ୍ଷମା କର । ତୁମେ କୃପା ନ କଲେ ଏ ସାରା ବିଶ୍ୱ ଧ୍ଵଂସ ହେଇଯିବ । ରକ୍ଷା କର ମହାପ୍ରଭୁ , ତୁମେ ସ୍ରଷ୍ଟା, ସୃଷ୍ଟି ତୁମର ,

Келесі