PRASANGSA GHENA(ପ୍ରଶଂସା ଘେନ) NEW ODIA CHRISTIAN SONG SINGER:MISS-PRAMITA

PRASANGSA GHENA(ପ୍ରଶଂସା ଘେନ) NEW ODIA CHRISTIAN SONG SINGER:MISS-PRAMITA
ସର୍ବପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର🙏 ଜଣାଉଅଛି
ପ୍ରଭୁଙ୍କ ଅନୁଗ୍ରରୁ ପୁନର୍ବାର Edanga Official ଚେନ୍ନାଲ୍ ତରପରୁ
ଏକ ନୂତନ ଖ୍ରୀଷ୍ଟୀୟ ସଙ୍ଗୀତ ନେଇ ଆସିଅଛି ଯାହାର ଶୀର୍ଷକ
"ପ୍ରଶଂସା ଘେନ ଯୀଶୁ ତୁମେ ପ୍ରଶଂସା ଘେନ"ରଖାଯାଇଛି...ହେଇ ଗୀତଟି ଆମ ଗଜପତିର କଣ୍ଟଶିଳ୍ପୀ (Miss:Pramita)ଅତ୍ୟନ୍ତ ସୁନ୍ଦର ଭାବରେ କଣ୍ଟ ଦାନ କରିଛନ୍ତି।
ଆସନ୍ତୁ ହେଇ ଗୀତ ମାଧ୍ୟମରେ ପ୍ରଭୁଙ୍କୁ ଧନ୍ୟବାଦ୍ ଓ ଗୌରବ କରିବା ଏବଂ ପ୍ରଭୁଦତ୍ତ ଆମ ଜୀବନରେ ଯୀଶୁଙ୍କୁ ଧାରଣ କରିବା ଏବଂ ତାହାଙ୍କ ନିମନ୍ତେ ବଞ୍ଚିବା । କାରଣ ଯୀଶୁ ବିନା ଆମରି ଏହି ଜୀବନ ବୃଥା ଅଟେ.......
please 🙏 share this Song With year Friends and don't forget to Subscribe our channel to get more New Devotional Songs in the Coming days.... Thank you
God bless you all
ଏହି ଗୀତ ଶୁଣି ନିଜେ ନିଜକୁ ସମର୍ପିତ କରିବାର ସମୟ ଆସିଲା ସେଥିପାଇଁ ପ୍ରଭୁଙ୍କ ଟାରେ ସମର୍ପଣ କରିବା l
ଏହି ଗୀତ ଶୁଣି ଆପଣଙ୍କ ଜୀବନରେ ଆଶୀର୍ବାଦ ଆଣିବ ଯା ପଳରେ ଏହି ଗୀତ ଶୁଣି ବହୁ ମାତ୍ରାରେ ଦେଖନ୍ତୁ ଶୁଣନ୍ତୁ ଏବଂ ଆଶିର୍ବାଦ ପାଆନ୍ତୁ ଧନ୍ୟବାଦ୍ l
like କରନ୍ତୁ !👍
share କରନ୍ତୁ !
comment କରନ୍ତୁ !
and subscribe କରନ୍ତୁ !
my channel
thank you for watching
My Cantact No:୭୦୭୭୪୫୭୪୨୬.....
Cantact No:7077457426.....

Пікірлер: 4

  • @SaraBaliarsingh
    @SaraBaliarsingh22 күн бұрын

    Praise the lord

  • @Deepak_mashi_600
    @Deepak_mashi_60022 күн бұрын

    Praise the lord ✝️🙏

  • @gsgumudanigumudani8344
    @gsgumudanigumudani834428 күн бұрын

    Gourisankar gumudani

Келесі