Police Force Mockdrill On Ratha Yatra 2024 । ରଥଯାତ୍ରା ପାଇଁ ପୋଲିସ ପ୍ରଶାସନିକ ସ୍ତରରେ ରଥଟଣାର ମକଡ୍ରିଲ

ଶୃଙ୍ଖଳିତ ରଥଯାତ୍ରା ପାଇଁ ଆଜି ପୁଲିସ ପ୍ରଶାସନିକ ସ୍ତରରେ ରଥ ଟଣାର ମକଡ୍ରିଲ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଅଭ୍ୟାସ କରାଯାଇଛି। ଅତିରିକ୍ତ ପୋଲିସ ମହାନିର୍ଦେଶକଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟ ତଥା ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ରଥ ଟଣା ଅଭ୍ୟାସ ହୋଇଥିବା ବେଳେ ଶୃଙ୍ଖଳିତ ଭାବେ ରଥ ଟଣା ପାଇଁ ସଚେତନ କରାଯାଇଛି। ଅନ୍ୟପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ନେଇ ଟ୍ରାଫିକ ବ୍ଯବସ୍ଥାର ସୁନିୟନ୍ତ୍ର କରିବା ପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ ପ୍ରସ୍ତୁତ ହୋଇଥିବା ବେଳେ ଚଳିତବର୍ଷ ନୂଆ ଟେକ୍ନୋଲୋଜି ଆପଣେଇଛି। ଟ୍ରାଫିକ ନିୟନ୍ତ୍ରଣ ଓ ଗହଳି ନିୟନ୍ତ୍ରଣ ପାଇଁ ଏଥର ନୂଆ Ai ଟେକନୋଲଜିରେ ପ୍ରସ୍ତୁତ ଡ୍ରୋନ ବ୍ୟବହାର କରିବ ପୁରୀ ଟ୍ରାଫିକ ପୋଲିସ ।
#odishanews #ZeeOdishaNews #RathaYatra
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі