PM Modi Turns a Blind Eye Like 'Dhritarashtra' On Manipur! | AISF State President Sanghamitra Jena
Watch AISF State President Sanghamitra Jena Reaction On PM Modi and Manipur Violence.
#AISFStatePresident #SanghamitraJena #pmmodionmanipur #manipurvoilance #manipurisburning #modispeech #indiavsnda #indiaalliance #manipurconflict #manipurcrisis #manipurcase #manipurclashes #odishapoliticalanalysis #odishapoliticalupdate #odishapolitics #odianews #risingodisha
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
➠Visit Our Website: www.risingodisha.in/
➠KZread: / @risingodishanews
➠Facebook: / risingodisha.news
➠Twitter: / rising_odisha
Пікірлер: 940
ସତ କଥା କହିପାରୁ ଥିବାରୁ ମେଡମ ତୁମକୁ କୋଟି କୋଟି ଧନ୍ୟବାଦ 👋👋👋💝💝💝
@BISHU-mm9gq
2 ай бұрын
He is great 👍
ଧନ୍ୟ ବାଦ୍ ଭଉଣୀ ବହୁତ ଭଲ ଜବାବ୍ ଦେଲେ ।
" ଲେମ୍ବୁ ଅତି ଚିପୁଡ଼ିଲେ ପିତା ଲାଗେ " ସେମିତି ଗୋଟିଏ ଦଳ ଅଧିକ ଶାସନ କଲେ ଦୁର୍ନୀତି ଅତ୍ୟାଛାର ବଢ଼େ।
ନରେନ୍ଦ୍ର ମୋଦୀ।ପ୍ରଧାନମନ୍ତ୍ରୀ ହେଲା ପରେ ,ନିଜର ମଣିଷ ପଣିଆ ଭୁଲି ଗୋଲା! ତାକୁ ମନ୍ତ୍ରୀ ପଦରୁ ହଟା ଜାଉ
@sksamsuddin8371
11 ай бұрын
Right Bhai.
@narasinghabhuyan2307
11 ай бұрын
ତୁ ହବୁକିରେ ମନ୍ତ୍ରୀ । ମୋ ଗାଇ ଗୁହାଳରୁ ଗୋବର ଉଠେଇବା ପାଇଁ ଆସେ
@JogendranathBehera-2393
11 ай бұрын
Kila ma tu❤
@nirajkumarmohanta1304
11 ай бұрын
Odisha kathha kichhi kuha
@mscreation8176
3 ай бұрын
ହିଁ ଭାଇ।।।। ମୋଦି,,,,,_ଦି।।।।
ଆପଣଂକୁ ବହୁତ ଧନ୍ୟବାଦ. ଆପଣଙ୍କ ପ୍ରତ୍ୟେକ point ରୁ ଆମ ସମସ୍ତଙ୍କୁ କିଛି ଶିଖିବାର ଅଛି. ଅପା ବହୁତ ବହୁତ ଧନ୍ୟବାଦ.. ଜୟ ଜଗନ୍ନାଥ
ସମ୍ପୁର୍ଣ୍ଣ ଭାବେ ସତକଥା କହିଲେ ଭଉଣୀ,,
ଆପଣଙ୍କ ପରି ସାହାସି ଲିଡର ଦରକାର ତମର କହିବା ବହୁତ ସୁନ୍ଦର❤❤🎉
ଯଥାର୍ଥ ମତାମତ ଦେଇଥିବାରୁ ବହୁ ଧନ୍ୟବାଦ
ବହୁତ ଧନ୍ଯବାଦ ସୁନ୍ଦର ମତାମତ ପାଇଁ। ନିଜଭଳି ଝିଅ ରାଜନୀତିକୁ ଆସିବା ଦରକାର । ସମାଜ ପାଇଁ ଆଦର୍ଶ
ସତକଥା କହି ପଛେ ମଲେ ମାରିବି, ମାଡାମ ଧନ୍ୟବାଦ 🙏👍👍👍
ସତ କଥା କହିଲ..... ଦିଦି.....❤❤❤❤
ସତ କଥା କହି ପାରିଥିବାରୁ ଧନ୍ୟବାଦ ।excellent speech
@erapadiami
3 ай бұрын
😊
Excellent, mind-blowing speech madam against Modi and BJP government about Manipur hinsha bisayare.......🙏🙏🙏🙏🙏🙏🙏🙏👍👍👍👍👍👍👍👍👍👍👍👍💯💯💯💯💯💯💯💯💯💯💯💪💪💪💪💪💪💪💪💪💪💪👌👌👌👌👌
@user-xh8lw5th4h
Жыл бұрын
Us madam ko dhanyabad
ThankU sister justified talks
100% Right
Excellent, mind blowing speech sister. Thank you
Save our mother and daughter
You are right sister ❤
ବିଜେପି ହଟାଓ, ବେଟି ବଞ୍ଚାଅ 😭😭😭
@bibhutibhusansamal5503
3 ай бұрын
ମୂର୍ଖ ଙ୍କ ପରି କଥା କୁହନି ବିଜେପି ଯେତେବେଳେ ଶାସନ ନକରୁଥିଲା ସେତେବେଳେବି ନାରୀ ନିର୍ଯାତନା ହଉଥିଲା
ସଂଘମିତ୍ରା ତୁମକୁ ପ୍ରଭାତ ସାର ଓ ମୋର ବହୁତ ଧନ୍ୟବାଦ।
Very good.India need many more reporter like you .
You have saying right & true fact,,congratulations sister.
Congratulations sister
ମଣିପୁର topic ରେ ବୋବାଲ କରୁଛ bangal ସେହିଭଲି ହେଇଛି କିଛି ତ କହୁନ ମୁହଁ ରେ ଦହି ଜମିଯାଇଛି
ନାରୀ ଭଳିଆ ନାରୀ ହୁଅ ସନମାନ ମିଳିବ
Exactly 💯 right speech madam
ସଂଘମିତ୍ରା ବହୁତ ଜ୍ଞାନୀ ପିଲା l
. ଓଡ଼ିଶା ସରକାରଙ୍କ କଥା କହିଲେ ଭଲ ହୁଅନ୍ତା
ଆପଣଙ୍କୁ ପ୍ରଭୁ ଆଶିର୍ବାଦ କର ନତୁମେଡମ😢😂
Congratulation.. Madam 🙏🙏
ସତ କଥା କହି ଥିବାରୁ ଧନ୍ୟବାଦ
ବଡ ବଡ କଥା କହିବା ଆଗରୁ ନାରୀ କୁ ଠିକ କର଼ dress ଉପରେ ଧ୍ୟାନ ଦବା ଦରକାର
@nirakaranaik4851
11 ай бұрын
Tu mg what r u trying to say
@Shivbhole1433
Ай бұрын
To chintadhara badala andhbhakt 😂 godi ka bhakta
Thank you sister,tume 💯/correct kahichha
ଧୃତରାଷ୍ଟ୍ର ସାଜିବା କଣ ସେ ନିଜେ ଧୃତରାଷ୍ଟ୍ର ।
Very excellent taking sister
Bahut bahut dhanyawad sanghamitra madam.❤❤❤
ବହୁତ ସୁନ୍ଦର ବାର୍ତ୍ତା ଦେଉଛନ୍ତି ଦିଦି l ଜୟ ଜଗନ୍ନାଥ 🙌
I salut you sister
Thanks for your beautiful speech 🙏🙏
Bahut sundar kotha sangmitra didi really I love u didi
Great lady leader of Odisha....
Thanku mam bahut khusi lagila apan hrudaya ku bidirna karidele
Thank you mm God bless you
You are right
Thankssister for your speech
That's great your questions mem 😢😢😢🙏🙏🙏❤️❤️❤️👌👌👌👍👍👍
You are nice statement 👍👍💯
You are right statement.
100% right. Ama sarakara vott lobha re chup rahuchanti. Chhi chhi chhi chhi .....
Praise the lord 🙏mam - ja bi kahuchonti mam sabu sata kahuchonti sethi pain thanks for you mam
Really nice 👍 your right
India need u like a talent lady
ବଢ଼ିଆ କଥାଟିଏ କହିଛନ୍ତି ମାଡାମ୍
Your are great sister and u r right. Actually I read some of the coment (some of brothers and sisters have written or comented that save monipur and save hindu ) so dear fellow brothers and sisters plz don't say that type comment and don't separate anyone. Weather we are hindu muslim Christian or sikh jainism we are all one we have only one mother that is Bharath Mata so try to love and respect every individual as you're won brothers and sisters. Then only our nation will at peace
You are the mirror of Indians. I salute you
God bless you
ପରୀକ୍ଷାରେ ଝିଅ ଟପ୍ପର, ଖେଳରେ ଝିଅ ଆଣିବେ ପଦକ, ଘର ସମ୍ଭାଳିବେ ଝିଅ, ପୃଥିବୀକୁ ମଣିଷ ତିଆରି କରି ଆଣିବେ ଝିଅ..! ଘୁଷୁରିମାନେ ଝିଅଙ୍କୁ ଉଲଗ୍ନ କରିବେ #ମଣିପୁର ଦେଶ ଛବି ନା ଆଜି ଖରାପ କରିଛି ମୋଦୀ ସରକାର।
Govt must be taken action on those who are Envolved in this case according to our law and would like to thanks a lot to that sister who is Exposing true and fact things
You are best sister
ଜୟ ଜଗନ୍ନାଥ ଗୋବିନ୍ଦମାଦିପୁରୁଷଂ ତ୍ବମହଂ ଭଜାମି୍। ଦୌପଦୀ ବସ୍ଷ୍ ହରଣରେ ଦ୍ରୌପଦୀ ସ୍ବୟଂ ପ୍ରତିରୋଧ କରିଛନ୍ତି। ଯେତେବେଳେ ନିରୁପାୟ ହୋଇଗଲେ ସେତେବେଳେ ଉର୍ଦ୍ଧ୍ବବାହୁ କରି ହେ ଗୋବିନ୍ଦ ବୋଲି ଡକଦେଲେ। ଗୋବିନ୍ଦ ଅବଶ୍ୟ ରକ୍ଷା କରିବେ। ରକ୍ଷାକଲେ ମଧ୍ୟ। ଯୁଗେଯୁଗେ ସେହିଁ ରକ୍ଷାକର୍ତ୍ତା।ଜୟ ଜଗନ୍ନାଥ ଗୋବିନ୍ଦମାଦିପୁରୁଷଂ ତ୍ବମହଂ ଭଜାମି୍। ଦୌପଦୀ ବସ୍ଷ୍ ହରଣରେ ଦ୍ରୌପଦୀ ସ୍ବୟଂ ପ୍ରତିରୋଧ କରିଛନ୍ତି। ଯେତେବେଳେ ନିରୁପାୟ ହୋଇଗଲେ ସେତେବେଳେ ଉର୍ଦ୍ଧ୍ବବାହୁ କରି ହେ ଗୋବିନ୍ଦ ବୋଲି ଡକଦେଲେ। ଗୋବିନ୍ଦ ଅବଶ୍ୟ ରକ୍ଷା କରିବେ। ରକ୍ଷାକଲେ ମଧ୍ୟ। ଯୁଗେଯୁଗେ ସେହିଁ ରକ୍ଷାକର୍ତ୍ତା।
👍 Let people should know the truth, and accept it. What is sister is speaking? Appreciate you..
Sanghamitra madam namaskaar ❤
Right sister
Jy johar**କଟି କଟି ଧନୟବାଦ**ଏପରି ଜାନକା୍ରି ଆହୁରି ଦିଓନ୍ତୁ**
ସତ କଥା କହିବାରୁ ଥିବାରୁ ନାନୀ ତୁମକୁ ଧନ୍ୟବାଦ
ଭାରତ ମାତା ର ଇଯତ କେତେ ସାରା ବିଶ୍ୱ ଦେଖିଲା
Thank you sister
Bahut bahut Dhanyabad❤❤
Right sister ❤❤
Thank you mam
Thank you bahan ..
ସତ କଥା କହିଥିବାରୁ ଧନ୍ୟବାଦ 🙏🙏🙏
Thankyou sister 💯💯💯👍👍👌👌
ଓଡ଼ିଶାରେ ବିଜେଡି ସରକାର ଅଛି ଜମା ରେପ୍ କେସ୍ ହଉନି କି ? ଆଉ ଦୋଷୀଙ୍କୁ ନିର୍ଦୋଶ କରୁନାହାନ୍ତି କି ? ୨୫ ବର୍ଷ ଭିତରେ ବିଜେଡି ସରକାର ରହିକି କେତେ ଦୋଷୀଙ୍କୁ ଦଣ୍ଡ ମିଳିଛି କେତେ ଦୋଷୀଙ୍କୁ ଏନକାଉଣ୍ଟର ହେଇଛି ନା ଫାଶି ହେଇଛି ଚିନ୍ତା କରନ୍ତୁ.. ବଜାତି ମାଇକିନା 😡😡😡
@sranjita2936
Ай бұрын
Andhbhakt no 1 😂
ସତଟା ସବୁବେଳେ ସତ ଧନ୍ୟବାଦ
you are right
💯 right sister 👍
👍
ସତକୁ ଶୁଣନ୍ତୁ ଭାଇ ଓ ଭଉଣୀ ମାନେ ଠିକ୍ କଥା କୋଉ ଛନ୍ତି ଧନ୍ୟବାଦ ଭଉଣୀଙ୍କୁ 👍
💯 right
Right 😢😢😢😢
ଏହି ଭଦ୍ର ମହିଳାଙ୍କ ଭାଷଣ କ'ଣ ବିଜେପି ନେତାମାନଙ୍କ କାନରେ ପଡୁନି?ସଙ୍ଘମିତ୍ରା ମାଡାମ୍,ଏହି ସାକ୍ଷାତକାରର ଭାଷଣ ପାଇଁ ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଧନ୍ୟବାଦ।
Kendra sarkar hinjida bhali sabu dekhuchanti
ଆପଣଙ୍କୁ ବହୁତ୍ ଧନ୍ୟବାଦ୍ madam 🙏
Beautiful 😍 thoughts and speech 💬 I
ଭାରତରେ ମୋଦି ଓଡ଼ିଶାରେ ନବୀନ ,ଆମ ସବୁ। ଗାନ୍ଧୀ ମାଙ୍କଡ ସମାନ
Strugle of life is symbol of victory
ଝିଅ ଯାହା କହୁଛି ଠିକ୍
Right madam🙏🙏🙏🙏🙏🙏🙏🙏🙏🙏🙏
Thank you didi amen
Bahut sundar kahichhanti vouni love you ❤❤apana jhia nka pain vabichhanti .... thanks
ଓଡ଼ିଶାର କଥା ଟିକେ କୁହନା ମାଡାମ
Many many thanks Sister for revealing the truth.jai.sambidhan..
Right madom
Nice speech mam🙏🙏🙏,ur very inspiring for every single woman and Telling the truth and spreading awernass through this video🫡🫡🫡 .
ବିଜେପି ସବୁବେଳେ ବଳାତ୍କରୀ କ ସହ ।।। ବିଜେପି କୁ ହଟାଅ ଝିଅମାନକୁ ବାଞ୍ଚଅ।
Thank you. God bless you. Very nice.
Right 💯
Congress kaurav.Ajira ପରିସ୍ଥିତି ପାଇଁ ଅଂଗ୍ରେଜ ଓ ନେହେରୁ ଦାୟୀ.Why is Hindu code Bill introdused by Neheru against HINDU ?
ସେମାନଙ୍କୁ ଶିଘ୍ର ଫାସି ଦିଆଯାଉ ଏମାନେ ଆମ ଭାରତ ମାତାର ଏବଂ ଆମଦେଶର ଶତୃ