ଫେରିଲେ ପାଣ୍ଡିଆନ! ବିଜେଡିରେ ବିଦ୍ରୋହ, ବିଜେପି ସମ୍ପର୍କରେ ୨୬ ବିଧାୟକ! | ତେରଛା ବାଣ | Terachha Baana

Join this channel to get access to perks:
/ @terachhabaana

Пікірлер: 62

  • @hariomm2301
    @hariomm23015 күн бұрын

    ପାଣ୍ଡିଆନ କୁ ଆରେଷ୍ଟ ନ କଲେ ମୋହନ ସରକାର ବିଶ୍ବାସ ହରେଇ ପାରେ😂😂😂😂😂

  • @mauditripati2254

    @mauditripati2254

    5 күн бұрын

    ଆରେଷ୍ଟ କଥା ଛାଡ ତାଙ୍କ ବିରୁଦ୍ଧ ରେ padute କହିବା ପାଇଁ ସାହସ କରିପାରୁ ନାହାନ୍ତି

  • @prakashkumar1695

    @prakashkumar1695

    5 күн бұрын

    Gandire dam nahi pandian nku arrest karibku, esabu kebal rajaniti BJP ra election jitiba pae

  • @user-xb5js1lj2r
    @user-xb5js1lj2r5 күн бұрын

    ଧନ୍ୟବାଦ ସାମ୍ବାଦିକ ମହାଶୟ , ସବୁନାଟର ମୁଖ୍ୟ କଳାକାର ମୂକ ନବୀନ ଯିଏକି ଧୃତରାଷ୍ଟ୍ର ପରି କ୍ଷମତା ମୋହରେ ବିମୋହିତ । ଓଡ଼ିଶା ଭାଗ୍ୟାରେ ନିବୀନ ଏକ ଧୂମ କେତୁ ପରି ଦୀର୍ଘ ୨୫ ବର୍ଷ ଶାସନ କରି ରାଜ୍ୟକୁ ଧୂଳିସାତ୍ କରିଛି ।

  • @drgoutambiswal6717
    @drgoutambiswal67175 күн бұрын

    ସମୟ ଚକ୍ରରେ ବିଜେଡି ଦଳରେ ନବୀନ ପଟ୍ଟନାୟକ ଜଣେ ଅଯୋଗ୍ୟ ନେତା ପୈତୃକ ସୂତ୍ରରେ ବିଜୁ ପଟ୍ଟନାୟକ ଠାରୁ ଉତ୍ତରାଧିକାରୀ ସୂତ୍ରରେ ପଚିଶ ବର୍ଷ ଶାସନ କଲେ ସତ କିନ୍ତୁ ରାଜନୀତି ଜଣା ନାହିଁ ଏହା ବିଜେଡି ହାରିବା ପରେ ଜଣା ପଡ଼ୁଛି

  • @durgaprasadsamantaray7084
    @durgaprasadsamantaray70845 күн бұрын

    ମହାନଦୀ ରେ ଛତିଶଗଡ଼ର ମନମାନି ପାଇଁ ବିଜେଡି ହିଁ ସମ୍ପୂର୍ଣ୍ଣ ରୂପେ ଦାୟୀ। କାରଣ ବାଜପେୟୀ ସରକାର ଙ୍କ ସମୟ ରେ ବିଜେଡି ସାଂସଦ ଶ୍ରୀଯୁକ୍ତ ଅର୍ଜୁନ ଚରଣ ସେଠୀ କେନ୍ଦ୍ର ରେ ଜଳସମ୍ପଦ ବିଭାଗର ମନ୍ତ୍ରୀ ଥିବା ସମୟ ରେ ସବୁ ପ୍ରୋଜେକ୍ଟର ଅନୁମୋଦନ କରିଥିଲେ।

  • @sportswithdubu4633

    @sportswithdubu4633

    5 күн бұрын

    Se arun sethi pua bjp ru mp

  • @durgaprasadsamantaray7084
    @durgaprasadsamantaray70845 күн бұрын

    ଯାହା ତୁଣ୍ଡରେ ଆମିଷ ର ସ୍ବାଦ ଲାଗିଛି,ସେ କି ସହଜେ ଛାଡ଼ି ପାରିବ

  • @harekrishnatripathy7344
    @harekrishnatripathy73445 күн бұрын

    ନବୀନ ପାଣ୍ଡୁ ଓ ବେବି କୁ ଦୂରେଇଦେଲେ ଅନେକ ବିସ୍ପୋରକ ହୋଇଯିବ ସେଥିପାଇଁ ସେମାନଙ୍କୁ ଦୁରାଉ ନାହାନ୍ତି

  • @saradaprasadmohanty9169
    @saradaprasadmohanty91695 күн бұрын

    କେତେ ଅଧ୍ୟକ୍ଷ ଏବେବି ଆସନ ମାଡି ବସିଛନ୍ତି, ଏହା ଉପରେ ଆଲୋଚନା କରନ୍ତୁ ।

  • @narayandalai8414
    @narayandalai84145 күн бұрын

    ଖ୍ରୀଷ୍ଟିଆନ ଝିଅ ଶ୍ରଦ୍ଧା, (ନବୀନ + ପାଣ୍ଡୀ ଆନ ) ଙ୍କ ସେବା କରୁଥିଲେ ଏବେ ତାଙ୍କ ସେବା କରୁଛନ୍ତି ନା ନାହିଁ, ବର୍ତମାନ ଶ୍ରଦ୍ଧା କୋଉଠି?

  • @piyushrajkumar15
    @piyushrajkumar155 күн бұрын

    ଏ ଅପାରଗ, ବୃଦ୍ଧ ଶାଗୁଣା ନବୀନ ପଟ୍ଟନାୟକ ଓଡିଶା ପାଇଁ ମହାକାଳ ଯେବେଠାରୁ ଓଡିଶା ଆସିଲେ ସେବେଠାରୁ ଓଡ଼ିଆ ଦରିଦ୍ର, ନିଷ୍ପେସିତ, ମାଡୁଆ, ମଦୁଆ, କୋଢିଆ ଏମିତି ସବୁକିଛି ହେଇଗଲେ କେବେ ଏ ମହାଶୟ ଓଡିଶା ଛାଡ଼ିବେ ଟିକେ ଶାନ୍ତି ମିଳିବ

  • @harekrishnatripathy7344
    @harekrishnatripathy73445 күн бұрын

    ବିଭୀଷଣ ଯେଉ ଦଳକୂଯିବେ ସେ ଦଳ ଜିତିବ

  • @narendrabarik9855
    @narendrabarik98555 күн бұрын

    Pandia Hatao Odisha Banchao

  • @trilochanpatnaik6321
    @trilochanpatnaik63215 күн бұрын

    ବବି Pandian ମଧ୍ୟରେ ଶ୍ରଦ୍ଧା ହିଁ ଯୋଗ ସୂତ୍ର। ତେଣୁ ଶ୍ରଦ୍ଧା କୁ କେହି ତ୍ୟାଗ କରିବା ସମ୍ଭବ ନୁହଁ।

  • @raghubirdas7621
    @raghubirdas76215 күн бұрын

    Very good analysis

  • @radhashyamsahoo756
    @radhashyamsahoo7565 күн бұрын

    Thanks

  • @laxmansahoo4681
    @laxmansahoo46815 күн бұрын

    ରାକ୍ଷସ କାହାଣୀ ପାପ ଯୁକ୍ତ ଶ୍ରୁତି କଟୁ 🎉

  • @AshokBehuria-ou6tu
    @AshokBehuria-ou6tu5 күн бұрын

    ଏ ଚାନେଲ ସବୁବେଳେ fake news ଦିଏ, କାହିଁକି ତ ଘର କେମିତି ଚଳିବ

  • @gangadhardash3430
    @gangadhardash34305 күн бұрын

    🎉🎉🎉

  • @agoodcitizen-b3o
    @agoodcitizen-b3o5 күн бұрын

    Nice

  • @sankarsangochhayat1765
    @sankarsangochhayat17655 күн бұрын

    BJD bartaman kahariku dalaru bahishkar Kari paribeni. Pandian ku dalaru bahishkar kale kichhita parivartan heba

  • @super_cluster8147
    @super_cluster81472 күн бұрын

    Emti gte loka jahara sabu samikhya bhul. Khali pandiyan pandiyan hei ki rahibe....

  • @sikandardas8002
    @sikandardas80025 күн бұрын

    pandian politician nuhan.

  • @debiprasadmohapatra6972
    @debiprasadmohapatra69725 күн бұрын

    Mausa BJD ra president achhanti. Nahele ete katha kemiti januchhanti.

  • @LambodarPradhan-sj6uy
    @LambodarPradhan-sj6uy5 күн бұрын

    କେବେ ତାମିଲ ଆରେଷ୍ଟ୍ ହେବ ଦେଖିବାକୁ ରହିଲା।

  • @sashikantabehera3686
    @sashikantabehera36865 күн бұрын

    Bala alochana karuchhu.

  • @nabinbeura3225
    @nabinbeura32255 күн бұрын

    ଆସ ଆସ ମୋ ଭଉଣୀ ଭାଇ ଅଜା ନାତି ଆମେ ବସିଛି ଚାହିଁ ଆମ ଘର ଆମେ ସଜାଡ଼ି ଦେବା ଅଜାଙ୍କ ହାଟରେ ନାତୁଣୀ ଦେବା ନୂଆ ଘର ଆମ ହେବ ସୁନ୍ଦର୍ ରଙ୍ଗ ବଦଳାଇ ଗେରୁଆ ଘର

  • @SanjayaBasantia
    @SanjayaBasantia5 күн бұрын

    Tame,bjp

  • @sanghamitradas371
    @sanghamitradas3715 күн бұрын

    Nabin Babu se sradhaku marriage karidiyantu permanent ghara au bara milijiba sradhaku

  • @hemantkumarsingh1387
    @hemantkumarsingh13875 күн бұрын

    Naveen Patnaik cannot live without Pandian and Pandian also can't live without Nabin Pattanik.

  • @shivaprasadsamal8665
    @shivaprasadsamal86652 күн бұрын

    Sradha kie kouthu asile, Sradha nka husband kie, Sradha nkara ghara sansara achhi ki nahin na au kie Sradha saha attached. Nabin Babu nka life re Sradha nka role play kana

  • @manojkumardas1991
    @manojkumardas19915 күн бұрын

    All are slaves of Pandian. May admit or not

  • @arobindanayak7653
    @arobindanayak76535 күн бұрын

    😊lF PANDIAN Returns in FUTURE . BJD Fully DESTROYED . Emiti Bhangibo je Aau Kehi v Otkai Paribe Nahi .

  • @manojkumarbehera2861
    @manojkumarbehera28615 күн бұрын

    ପଣ୍ଡିଆଁ episode ତ ସରିଲା। କିଛି ନୂଆ ଆରମ୍ଭ କରନ୍ତୁ। ବୋରିଂ ଲାଗିଲାଣି।

  • @user-xw3tn7vs3x
    @user-xw3tn7vs3x5 күн бұрын

    Ground label kaarmi, ebee silently anya dalaa ku galeeni, kebalaa ketejana Bhata ebee buluchhanti.

  • @sanjibpanda5009
    @sanjibpanda50095 күн бұрын

    Mat a n gini historic al lady

  • @diptikantmohapatra9580
    @diptikantmohapatra95804 күн бұрын

    Budha bagha kankan dhari ki basichhi

  • @SanjayaBasantia
    @SanjayaBasantia5 күн бұрын

    Tame,kea,jay,pandan

  • @maheswarbadatyamasm9616
    @maheswarbadatyamasm96165 күн бұрын

    nabina nka sahita samparka Pandian mka bjd sahit nuhen ki ? odisha basinka sahita nuhen ?

  • @narayanpradhan2325
    @narayanpradhan23255 күн бұрын

    Tuma chasama ranga kharap sabu thik achi tumaku bhinna dekhajauchi. Dhanaru agadi gale baki sabu dhana rahibe. agadi kana gacha heba

  • @PriyaFf-d6i
    @PriyaFf-d6i5 күн бұрын

    Dekhi odia neta jai ki tamil nadu re rajaniti karu hani pakei bee

  • @Mishkasgarden
    @Mishkasgarden5 күн бұрын

    Sulochana kolatha chuna

  • @pramodpradhan3395
    @pramodpradhan33955 күн бұрын

    Tume modi ji nkr pa haeijaao..badhiaa kahucha

  • @DEKU_BAKKA
    @DEKU_BAKKA5 күн бұрын

    Padian sir great work odissa welcome padian sir

  • @arabindamishra4045

    @arabindamishra4045

    5 күн бұрын

    Are you an Odia ? I hope, not.

  • @arabindamishra4045

    @arabindamishra4045

    5 күн бұрын

    Are you an Odia? I hope, not.

  • @jitendrakumarswain23

    @jitendrakumarswain23

    5 күн бұрын

    Are you an official to give us Odia certificate? We are with Mr Pandian .

  • @pathysatyasaran8992
    @pathysatyasaran89925 күн бұрын

    Bjp eka bepari party. Tenu mla kinideipariba.

  • @flyodia
    @flyodia5 күн бұрын

    panduri..

Келесі