Panu Mishre // Godabarisha Mishra // Katha Sarita

Ойын-сауық

ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ରଚନା "ପାଣୁ ମିଶ୍ରେ"
Katha Sarita"" Panu Mishra" is a popular Old Odia story in the late 90s, the show presents a unique, interesting, and moral story.
Katha Sarita is one of the finest shows of late Nineties with some great screenplays and story lines.

Пікірлер: 671

  • @omkar5983
    @omkar59833 жыл бұрын

    DD ODIA ପରିବାରକୁ ମୋର ଅଶେଷ ଅଶେଷ ଧନ୍ୟବାଦ...ଆପଣ ମାନଙ୍କର ଏହି ଛୋଟିଆ ପ୍ରୟାସ...ଆମକୁ ଆମ ପିଲା ଦିନର ସବୁ ସ୍ମୃତି ଭିତରେ ହଜାଇ ଦେଉଛି...ସତରେ କେମିତି ଥିଲା ସେ ଦିନ ଗୁଡ଼ିକ...ବହୁତ୍ ସୁନ୍ଦର...

  • @Gopihalba8249

    @Gopihalba8249

    3 жыл бұрын

    Bahut mane poaduchi she katha aji

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @jashodaguddi5850

    @jashodaguddi5850

    Жыл бұрын

    Hn seiys

  • @debendranathbhoi6137

    @debendranathbhoi6137

    Жыл бұрын

    Se time alaga thila vi,🤣🤣🤣🤣🤣

  • @chinmayalenka8420

    @chinmayalenka8420

    Жыл бұрын

    Bahut bhala thila se dina

  • @AamaGaonAamaMati
    @AamaGaonAamaMati Жыл бұрын

    କେବଳ DD ODIA ହିଁ ଆମ ସମସ୍ତଙ୍କ ର ପୁରୁଣା ସ୍ମୃତି କୁ ସାଇତି କି ରଖିଛି 🙏🙏🙏 ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏🙏

  • @jeshbhaivlog.2928
    @jeshbhaivlog.29283 жыл бұрын

    ସେତେବେଳେ tv ଦେଖିବା ପାଇଂ ଜମା ବି ସୁଯୋଗ ମିଳେନି, କାରଣ ଆମର ଟିଭି ନଥିଲା, ଯାହା ଘରକୁ ଯାଉ ସିଏ କବାଟ ଦେଇଦିଅନ୍ତି .. ମନ ଦୁଃଖରେ ଫେରିବା କୁ ପଡେ.. 😭

  • @lovelymamta6380

    @lovelymamta6380

    3 жыл бұрын

    Aama gharaku asa

  • @lovelymamta6380

    @lovelymamta6380

    3 жыл бұрын

    @@jeshbhaivlog.2928 really

  • @lovelymamta6380

    @lovelymamta6380

    3 жыл бұрын

    @@jeshbhaivlog.2928 ,😄😄😄😄

  • @lovelymamta6380

    @lovelymamta6380

    3 жыл бұрын

    @@jeshbhaivlog.2928 no

  • @papuprusty6599

    @papuprusty6599

    Жыл бұрын

    Sata re kemiti dina thila but aji tv thai bi eekhi baku ichha huani

  • @banamalipattanaik11
    @banamalipattanaik11 Жыл бұрын

    କେତେ କଥା ମନେପଡେ ପିଲାଦିନର....ହେଲେ ଆଜିର ଦୁନିଆକୁ ଦେଖିଲେ ଭାରି ଦୁଃଖ ଲାଗୁଛି ସେଦିନର କଥା ଭାବିଲା ବେଳକୁ।ବିଜୁଳି ନଥିଲା ସେଇ ମାଟି ରାସ୍ତା,ସେଇ ଶଗଡ଼ ଗାଡ଼ି ଏମିତି ବହୁତ୍ କଥା।ଆଜି ଏସବୁ ଦେଖିବାକୁ ଶୂନ୍ୟ।

  • @bikasnayak1445

    @bikasnayak1445

    Ай бұрын

    Ryroyuptgg KY btge

  • @kamalrehan1155
    @kamalrehan11553 жыл бұрын

    Bahut kasta laguchi ei puruna dina katha bhabila belaku... Ete kasta laguchi j dekhi b hauni akhi luha re bhiji jauchi.😭😭😭😭

  • @funnymishra4076

    @funnymishra4076

    2 жыл бұрын

    🥰🥰🥰🥰

  • @OdiaTech24knowledge
    @OdiaTech24knowledge3 жыл бұрын

    ଏହି କାହାଣୀ ର ଶେଷ ଏତେ ହୃଦୟବିଦାରକ😭🙂 ମୋ ଲୋମ୍ ସବୁ ତାଙ୍କୁରି ଉଠିଲା। ମନେ ପଡିଗଲା ସେ ପିଲା ଦିନ କଥା ସବୁ .....

  • @siyaram1230

    @siyaram1230

    2 жыл бұрын

    Pila Dina katha kn manapadiala

  • @OdiaTech24knowledge

    @OdiaTech24knowledge

    2 жыл бұрын

    @@siyaram1230 ପିଲା ବେଳେ ଏହି ସବୁ କାହାଣୀ କୁ କେତେ ମନେ ଭରି ଦେଖୁଥିଲୁ ।। ଆଉ କିଛି ଶିଖିବାକୁ ମଧ୍ୟ ମିଳୁଥିଲା ଏଇ କାହାଣୀ ରୁ....

  • @kanhucharannaik5946
    @kanhucharannaik59463 жыл бұрын

    ଏହା ହିଁ ଓଡ଼ିଆ ଜନଜୀବନର କଥା ଆଉ ଗାଥା। ବିଶିଷ୍ଟ ସାହିତ୍ୟିକ ମାନଙ୍କର ବହୁତ ସୁନ୍ଦର ଲେଖା। ଯାହା ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିଛି। ଏବେ କିନ୍ତୁ ଚଳଚ୍ଚିତ୍ର ରେ ଓଡ଼ିଆତ୍ୱ ନାହିଁ। ଫେଣ୍ଟା ଫେଣ୍ଟି ଭାଷା ଆଉ ନକଲ ଚଳଚ୍ଚିତ୍ର। ଅତି ଅରୁଚିକର।

  • @kumaranil313
    @kumaranil313 Жыл бұрын

    ସେଇ ପୁରୁଣା ଦିନ ଏତେ ସୁନ୍ଦର ଥିଲା ଯେ ମୁଁ ଜୀବନର ପ୍ରତେକ ମୁହୂର୍ତ୍ତକୁ ଉପଭୋଗ କରୁଥିଲି ପିଲାବେଳେ ପାଖ ଘର ସେଇ କଳା ଧଳା ଟିଭି ର ଏଇ ଭଳି seriel ଦେଖି

  • @Anil_AK
    @Anil_AK11 ай бұрын

    ଦୂରଦର୍ଶନ ଓଡ଼ିଆ ର କାର୍ୟକର୍ତା ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଏଇ ପୁରାତନ ଲୋକଗଳ୍ପ କୁ ସାଇତି ରଖି ଉପସ୍ଥାପନା କରିଥିବାରୁ❤❤🙏🏻🙏🏻

  • @anushreesahoo858

    @anushreesahoo858

    Ай бұрын

    Han Anil thik kahila...❤ I love you...tame medical re kana sabu karuchha samastanku jana😅😅...chalu chalu

  • @jibanjyotimohanty9869
    @jibanjyotimohanty98692 жыл бұрын

    Se ଦିନ and se ନିଆରା ଘର ବହୁତ୍ ସୁନ୍ଦର୍ ❤️ ଆଜିକା date re ta aau ସେମିତି ଘର , ଦୁଆର କିଛି ଦେଖି ବାକୁ ମିଳୁନି ☺️

  • @sheetalbarma
    @sheetalbarma Жыл бұрын

    ସତରେ ପିଲା ଦିନ ର କଥା ମନେ ପଡିଗଲା 🥰🥰🥰Thank you so much for uploading it here DD Odia channel 💛💜💛💜

  • @AamaGaonAamaMati

    @AamaGaonAamaMati

    Жыл бұрын

    👍👍👍

  • @debendrakope3901n

    @debendrakope3901n

    5 ай бұрын

    Dge Duj🧡💜💛💜❤‍🔥💔

  • @debendrakope3901n

    @debendrakope3901n

    5 ай бұрын

    Neutral DDgrtDDgxjhd❤💔💛💓💞🕉

  • @BeingDhonishi7077
    @BeingDhonishi70772 жыл бұрын

    😭😭😭😭😭😭😭😭 ଏମିତି ହିଁ ସମୟ କେତେବେଳେ ଆସ୍ତେ ଆସ୍ତେ ଚାଲିଯିବ । ଜାଣେନା ଏମିତି ସମୟ ଆସ୍ତେ ଆସ୍ତେ ମାଡ଼ିଆସୁଛି....ସମୟ ସ୍ରୋତରେ ଜୀବନ ଡଙ୍ଗା ଟି କେତେବେଳେ ଯେ ଭାସି ଭାସି କେଉଁ କୂଳରେ ଲାଗିବ 😭 ଏମିତି ସମୟ ଗଡିଚାଲିବ।। 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @AamaGaonAamaMati

    @AamaGaonAamaMati

    Жыл бұрын

    🙏🙏🙏

  • @nabakishorepradhan9875
    @nabakishorepradhan98753 жыл бұрын

    ମୋ ପିଲାଦିନର ଗପ ଟିକୁ ପ୍ରତିପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି, ଜଗନ୍ନାଥ ମଙ୍ଗଳ କରନ୍ତୁ.

  • @rakeshpadhy394

    @rakeshpadhy394

    3 жыл бұрын

    Iiiiiiiiiiiiiiiiiiiiiii

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @rock2437

    @rock2437

    2 жыл бұрын

    👏

  • @manoranjannahak5543

    @manoranjannahak5543

    3 ай бұрын

    Mu eae gapa faste dekhchi

  • @debashisjena463
    @debashisjena4633 жыл бұрын

    ମୋ ପିଲାଦିନ ର ସାଥୀ DD national Memory this moment

  • @missodianiniali3446
    @missodianiniali34463 жыл бұрын

    E child artist ebe kete bada heijibani👍🙏grt legend

  • @sushreedas322

    @sushreedas322

    3 жыл бұрын

    He is Abhisekh Rath...hero in odia industry...

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @freegamer1768

    @freegamer1768

    Жыл бұрын

    @@sushreedas322 oo

  • @kajalpadhy3173
    @kajalpadhy31732 жыл бұрын

    Pila dina ra memory dd national katha sarita❤️❤️❤️❤️..unforgettable days

  • @gyanaranjansahoo8539
    @gyanaranjansahoo85393 жыл бұрын

    ସୁନ୍ଦର ତୃପ୍ତି ର ଅବସାଦ ନାହିଁ ଯେତେଦେଖୁଥିଲେ ନୂଆ ଦିଶୁଥାଇ...

  • @tapankumarnayak4950
    @tapankumarnayak49502 жыл бұрын

    ସତରେ କେତେ ସୁନ୍ଦର ଓ ସଂସ୍କୃତି ମୟ ଧାରାବାହିକ ଆଜି ବି ଦେଖିଲେ ବହୁତ୍ ଭଲ ଲାଗୁଚି

  • @shaikharifuddin2480
    @shaikharifuddin24803 ай бұрын

    ଅଭୁଲା ସ୍ମୃତି, ଉପାଦେୟ ଲେଖା, ନିପୁଣ କଳାକାର। ମନୋରଞ୍ଜନ ଧର୍ମର ଗଳ୍ପ।

  • @sandeepkumarnayak3569
    @sandeepkumarnayak356910 ай бұрын

    ଆଜି ବି ବହୁତ୍ ମନେ ପଡେ ପିଲା ଦିନ କଥା। ମନେ ପଡିଲେ ଆଖିରୁ ଆପେ ଆପେ ଲୁହ ଆସି ଯାଉଛି। ଫୁଣୀ ଫେରି ଆସନ୍ତା କି ପିଲା ବେଳ। ସେତେ ବେଳେ କିଛି ନ ଥିଲା ବହୁତ୍ ଭଲ ଲାଗୁଥିଲା ଏବେ ସବୁ ଥାଇକି କିଛି ଭଲ ଲାଗୁନି । ହେ ଭଗବାନ ମୋତେ ମୋ ଛୁଆ ଦିନ ଫେରେଇ ଦିଅ।😭😭😭😭😭😭😭😭😭😭😭😭😭😭😭😭😭😭😭

  • @deepakbehera2117

    @deepakbehera2117

    5 ай бұрын

    ହଁ ଭାଇ ଆପଣ ମୋ ମନ କଥା କହିଦେଲେ

  • @suniljhunilkumar3959
    @suniljhunilkumar39593 жыл бұрын

    A abhishek rathank pila samay pari dekhajauchnti....really Godabirish mishra is the great ...writer

  • @amareswarmishra6870
    @amareswarmishra6870 Жыл бұрын

    ଆଜିର ଦିନରେ ଏହି ପ୍ରକାର ଗପ ଏବଂ ଧାରାବାହିକ କାହିଁକି ଆସୁନାହିଁ !! କେତେ ସରଳ ଜୀବନ ଥିଲା ଆମ ପିଲାବେଳେ।

  • @sibasankarsahu2743
    @sibasankarsahu27433 жыл бұрын

    ସମସ୍ତେ କମେଣ୍ଟ ରେ ବହୁତ କିଛି ଲେଖିଛନ୍ତି ତେଣୁ ମୁଁ ଖଲି ଏତିକି କହିବି.... ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

  • @actresssubarnaofficial50
    @actresssubarnaofficial503 жыл бұрын

    Pila Dina mane padigala 😍😍😍😍 thanks to dd odia

  • @srinibash07
    @srinibash073 жыл бұрын

    I am searching for ths video since 1yr, and finally the result is here, i am so happy, it's a memory of my childhood, 😭😭

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @pro10classes
    @pro10classes Жыл бұрын

    ଆମ ଘରେ tv ନଥିଲା| ଆମେ ସବୁବେଳେ ପଡୋଶୀ ଘର କଳା ଧଳା tv ଦେଖୁଥିଲୁ | ଆଉ ମୋ,ବଡ଼ବାପା ବଡ଼ବୋଉ,ଭାଇ, ଭାଉଜ ମନେ ସବୁମିଶିକି tv ଦେଖୁଥିଲୁ |ଆଉ ସବୁ advertisements ମନେରଖି ଥିଲୁ |ସେତେବେଳେ ର ସ୍ମୃତି ଏବେ ମନେ ପଡିଗଲେ ମନ ଦୁଃଖ ଲାଗେ କାରଣ ମୁଁ ଯାହା ସାଥିରେ ଗାଁ ରେ tv ଦେଖୁଥିଲି ସେମାନ ଙ୍କ ମଧ୍ୟରୁ କେତେଜଣ ଆଉ ଏଦୁନିଆରେ ନାହାନ୍ତି |

  • @sudamnaik983

    @sudamnaik983

    16 күн бұрын

    Yes bro

  • @user-cw5pm4qt1t
    @user-cw5pm4qt1t7 ай бұрын

    ଏହି ପୁରାତନ ଲୋକଗଳ୍ପ ଭିଡିଓ କୁ ଦେଖିଲା ପରେ ଲାଗୁଛି ଆଜି କାଲିର ଓଡ଼ିଆ ଫିଲ୍ମ ମୁଲ୍ୟହୀନ l

  • @user-xi8on2bg9v
    @user-xi8on2bg9v21 күн бұрын

    2024 କିଏ କିଏ ଦେଖୁଛନ୍ତି 😘❤️❤️👍👍👍 ଜୟ ଜଗନ୍ନାଥ 🌹🌹🌹old is gold ❤️

  • @bestsradhavlogs

    @bestsradhavlogs

    19 күн бұрын

    Mu dekhuchhi

  • @itspabitracreation4130
    @itspabitracreation41303 жыл бұрын

    Acp Sagarika hero Abhisek pari laguchi. Ei chhota pila ti.

  • @shivanimahananda5255

    @shivanimahananda5255

    2 жыл бұрын

    Yes

  • @ajitkumarmalik693
    @ajitkumarmalik6933 жыл бұрын

    ଛୁଆ ବେଳେ ଦେଖିଥିଲି Need more classic programs 🙏

  • @rn9492
    @rn9492 Жыл бұрын

    childhood nostalgic 💕 ପାଣୁମିଶ୍ରେ 🥹

  • @ankitmohapatra5247
    @ankitmohapatra52473 жыл бұрын

    Waah....Bhari chamatkar...Atitara smruti sabu tazaa karuthibaru..

  • @ranjitkumarbehera5746
    @ranjitkumarbehera57469 ай бұрын

    କେତେ ସୁନ୍ଦର ସେ ଦିନ ଥିଲା ଆଉ ଶାନ୍ତି ଏବେ କାଇଁ

  • @jayantasahoo3157
    @jayantasahoo31573 жыл бұрын

    ସତରେ ପୁରୁଣା ସ୍ମୁତି ସବୁବେଳେ ସ୍ମରଣୀୟ

  • @suryanarayan9531
    @suryanarayan9531 Жыл бұрын

    ଗୋଦାବରୀଶ ମିଶ୍ର ଙ୍କ ଲେଖା ସବୁ ଜୀବନ୍ତ ପରି ଲାଗେ. ହୃଦୟ ସ୍ପସୀ

  • @clickonjyotivlog4316
    @clickonjyotivlog43163 жыл бұрын

    Ei dama character ra boy ta ebe hero katha deli matha chhuin ra and chup chup chori chori, kehi nuhe kahara movie hero ❤️❤️

  • @soumyaranjanmohanty7296

    @soumyaranjanmohanty7296

    3 жыл бұрын

    Abhishek

  • @OdiaTech24knowledge

    @OdiaTech24knowledge

    3 жыл бұрын

    ହଁ ସେଇ ହିରୋ ତ ଆଉ

  • @odiabeautylifestyle5533
    @odiabeautylifestyle55333 жыл бұрын

    National re dekhuthilu Mora 9 year haithila sete bele 😃😛😃😃😛

  • @powerless7947

    @powerless7947

    3 жыл бұрын

    Ebe kete year old tame

  • @sunandabhoi9432
    @sunandabhoi94322 күн бұрын

    ବହୁତ ସୁନ୍ଦର କାହାଣୀ....ସତରେ ପିଲାଦିନ ର ସ୍ମୃତି ତାଜା ହେଇ ଗଲା 🤗🤗

  • @allvideoupload7049..
    @allvideoupload7049..3 жыл бұрын

    ସତରେ ମୋର ଛୋଟବେଳଠୁ ଆଜି ପର୍ଯ୍ୟନ୍ତ ଘଟି ଆସିଥିବା ସବୁ ବିସୟ ଗୁଡିକ ଦେଖିବାକୁ ମିଳିଳା ବହୁତ ବହୁତ ଧନ୍ୟବାଦ ଆଜ୍ଞା

  • @user-ub7lf5us6f
    @user-ub7lf5us6f6 ай бұрын

    Story ta jetiki vala laguchi ....taa thu besi bhala laguchi sei puruna ghara puruna rasta au puruna paribesha ...aaha ki sundar thila se jiban...puni thare pila belaku pherijibaku ichha hauchi

  • @PramodKumar-ee7tq
    @PramodKumar-ee7tq Жыл бұрын

    Very good story, how good people were before, now they are .....

  • @manaskumarbehera5676
    @manaskumarbehera567610 ай бұрын

    Ebekara movie jete vala heu jete koti koti tanka incom karu hele pila dinara ei bhali sabu kahani mana au hrudayare jou vala paiba income karichi taha sabuthu uchare... Satare se pila dina kete sundara thilare..

  • @kumaranil313
    @kumaranil313 Жыл бұрын

    ଏମିତି ପୁରୁଣା ଅତୀତ ର ଚିତ୍ର ଦେଖି ଆଖିରୁ ଲୁହ ଆସିଗଲା ବହୁତ ଧନ୍ୟବାଦ dd odia channel

  • @lucifereditz8059
    @lucifereditz80592 жыл бұрын

    କଥାରେ ଅଛି ପିଲାଦିନକୁ କେହି ଫେରି ପାଏନା କିନ୍ତୁ ଏହି ସିରିଏଲ୍ ଦେଖିଲେ ମୋ ପିଲାଦିନ କଥା ମନେ ପଡ଼ିଯାଏ।

  • @tupurudash8180
    @tupurudash81803 жыл бұрын

    Satare .... Bahut Sundar story 😍😍😍

  • @minu7864
    @minu78643 жыл бұрын

    Nice story really heart toching

  • @AEROX01
    @AEROX012 ай бұрын

    Bahut Sundar hoichi

  • @ashutoshdas3381
    @ashutoshdas33813 жыл бұрын

    ସବୁ ଗପ,ଧାରାବାହିକ,ଓଡିଆ ଲେଖା,ରଚନା ଅପଲୋଡ କର ଦଯାକରି

  • @raghunandandalei1122

    @raghunandandalei1122

    3 жыл бұрын

    ଆପଣଙ୍କୁ ଅଶେଷ ଅଶେଷ ଅନ୍ତରରୁ ଧନ୍ୟବାଦ୍ ଜଣାଉଛି ଜଏ ଜଗନ୍ନାଥ

  • @ashaparida4652
    @ashaparida46522 ай бұрын

    Piladina satare bahut bhala thela

  • @subhasmitasahoo6060
    @subhasmitasahoo60602 жыл бұрын

    Heart touching story

  • @JitendraKumarMahali
    @JitendraKumarMahali3 жыл бұрын

    Good keep uploading Loved It

  • @swetasharma430
    @swetasharma4303 жыл бұрын

    Mo school Belara Kath mane padigala . School Ru 4 ta bele feriki mo program national channel re dekhe .piladina satare bhht vl thila ..no tension bhht khusi thili ..☺️☺️☺️

  • @bishnulenka2875

    @bishnulenka2875

    Жыл бұрын

    Mu bi

  • @banitamohapatra7082
    @banitamohapatra70823 жыл бұрын

    heart touching story

  • @lakidharbhatra4741

    @lakidharbhatra4741

    2 жыл бұрын

    Hi JB JB jk on 8 JB n

  • @swagatrath1220
    @swagatrath12203 жыл бұрын

    Wah ...Odia Literature in great

  • @sumantasethi7240
    @sumantasethi72403 жыл бұрын

    ପୁରୁନା ଦିନର କାହାଣୀ ବହୁତ ଭଳ ଲାଗିଲା

  • @jagabandhumishra6471
    @jagabandhumishra64713 жыл бұрын

    Banamali Sir n ka acting khub badhia ei seriel re.khub uchakotira actor .

  • @sidmishra5503
    @sidmishra55033 жыл бұрын

    Sabu old episodes, "purapuri paribarika"," Bhagnansa", old serial " Maa" Upload karantu...DD national hindi channel jmti upload karuchnti,,smti youTube channel re upload karantu...

  • @wonderdunia6808
    @wonderdunia68083 жыл бұрын

    Sir "Chora bali" upload karantu

  • @janardanjena9928

    @janardanjena9928

    3 жыл бұрын

    Again I want to see this

  • @saradmishra3056

    @saradmishra3056

    3 жыл бұрын

    @@janardanjena9928 98ïo

  • @prasanjitmishra6818

    @prasanjitmishra6818

    3 жыл бұрын

    Chorabali upload karantu

  • @snigdhanjalipatra7752
    @snigdhanjalipatra77523 жыл бұрын

    Moral of the story kichi sabda jibana Ra paribasha ku badalai die Ty's durdarshan for uploading our pure Odia story 😘😘

  • @jitendrapardia5809

    @jitendrapardia5809

    3 жыл бұрын

    Same story dear mate bi bahut bhala lage sei puruna odia🙏🙏🙏 kahani

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @baneswaranayak3164
    @baneswaranayak31643 жыл бұрын

    Good story

  • @sibaprasaddalabehera9294
    @sibaprasaddalabehera929415 күн бұрын

    ବହୁତ ବହୁତ ଧନ୍ୟବାଦ 🙏ଏପରି ଧାରାବାହିକ ଆଉ କଣ ଓଡ଼ିଶାରେ ସୃଷ୍ଟି ହେଇ ପାରିବନି।

  • @jhunarani8169
    @jhunarani81693 жыл бұрын

    Heart tochngi Story

  • @sunildas4730
    @sunildas47303 жыл бұрын

    ଆମେ ଆପଣଙ୍କୁ କେତେ ଅନୁରୋଧ କରୁଛୁ,ଦୟାକରି "ପୁରାପୁରି ପାରିବାରିକ"," ଭଗ୍ନାଂଶ "," ମା","ସୁନାକଳସ" ପରି serials and episodes upload କରନ୍ତୁ.ଆମେ ଆମ ପୁରୁଣା ଦିନ କୁ ଫେରିବାକୁ ଚାହୁଁଛୁ.

  • @user-zd8kd2dw6t

    @user-zd8kd2dw6t

    3 жыл бұрын

    Hn bhai ..sunakalasa , maa , Janani serials amo pila dinaro dd Odia smruti

  • @chandrakantajena6149

    @chandrakantajena6149

    3 жыл бұрын

    Aau .... Govardhan Babu nka paribar

  • @elishadas6122

    @elishadas6122

    3 жыл бұрын

    Hna maa ebong sunakalas dekhao bujhila

  • @elishadas6122

    @elishadas6122

    3 жыл бұрын

    Puruna dharabahika ame bhuli parunu

  • @itspabitracreation4130

    @itspabitracreation4130

    3 жыл бұрын

    Han bhai. Ma serial. Suna kalasa upload kara

  • @thosedreamingeyes9424
    @thosedreamingeyes94243 жыл бұрын

    He's Abhisek Rath...❤️❤️❤️

  • @chandu9730

    @chandu9730

    3 жыл бұрын

    Hmm party tame sabu jani daucha

  • @soubhagyalaxmisahoo5906

    @soubhagyalaxmisahoo5906

    3 жыл бұрын

    Yes

  • @chandu9730

    @chandu9730

    3 жыл бұрын

    @@soubhagyalaxmisahoo5906 kemiti janila

  • @thosedreamingeyes9424

    @thosedreamingeyes9424

    3 жыл бұрын

    @@chandu9730 Abhisek gote interview re kahichanti ki se first Panu misre au kichhi serial re DD Odia re as a child artist kama kruthile...n face b nije miseiki dekha

  • @chandu9730

    @chandu9730

    3 жыл бұрын

    @@thosedreamingeyes9424 cid re jiba tame

  • @mbiswaofficial7413
    @mbiswaofficial7413 Жыл бұрын

    ଯାହା ହଉ DD1 ଚାନେଲ ମୋର ଭାରି ପ୍ରିୟ❤

  • @KUMARKUNA23
    @KUMARKUNA233 жыл бұрын

    ମୋ ପିଲାଦିନ ତ ଫେରିବ ନାହିଁ କିନ୍ତୁ ଆଜି ବି ଏଦିନ ମନେ ପକାଇ ଦୂରଦର୍ଶନ ର ଏ ସି ରି ଏ ଲ

  • @st.asbrother8810

    @st.asbrother8810

    3 жыл бұрын

    Ll

  • @krushnmaninayak6257
    @krushnmaninayak6257 Жыл бұрын

    Bhagaban kahaku kemiti kouthi rakhanti sei Bhagaban nku nhi janaa . Iswara jaha karanti prani ra mangala pain . Attisundara kahani .

  • @KDeep-ub8qw
    @KDeep-ub8qw3 жыл бұрын

    Bahut khoji6i a video ta , finally aji paili... this video is really heart touching, last time 2006 re dekhithili..... Thank you Durdarsan ❤️❤️❤️for making our childhood so memorable ❤️❤️❤️

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @pratyushkumar9386
    @pratyushkumar93862 жыл бұрын

    Old is diamond💎

  • @chiranjibimahali9232
    @chiranjibimahali92323 жыл бұрын

    Child artist re abhisek ratha

  • @rajmotionpictures5496

    @rajmotionpictures5496

    3 жыл бұрын

    Yes

  • @durgasarangi2
    @durgasarangi23 күн бұрын

    Mu dekhichi ପିଲାବେଳେ ବହୁତ୍ ସୁନ୍ଦର

  • @xavior2.0
    @xavior2.0Ай бұрын

    Kgf❎️ PanuMishre✅️

  • @RadheSakhi
    @RadheSakhi2 жыл бұрын

    Jay jaganath swami nayana patha gami bhbatu me 🙏😭🙏👌👌👌👌

  • @anantabag6811
    @anantabag68113 жыл бұрын

    Nice... Agaku ahuri upload karantu..

  • @bikashsathua9505
    @bikashsathua95053 жыл бұрын

    Childhood memories love this channel

  • @rrd19
    @rrd193 жыл бұрын

    Pila Dina Katha mane padigala 😥😥

  • @deepakkumarjena2687
    @deepakkumarjena26873 жыл бұрын

    Biutiful story mu Jagannath pakhare prathana karuchi samastanku bhala re rakhantu 🙏🙏🙏

  • @rakeshpanigrahi7935
    @rakeshpanigrahi79353 жыл бұрын

    today i know bulbul is a inspiration of panumishre

  • @kumarrishi3595

    @kumarrishi3595

    3 жыл бұрын

    Yes....... right

  • @ssanju4955
    @ssanju49553 жыл бұрын

    Love from banapur❤❤❤❤❤

  • @sabyasachibehera1851
    @sabyasachibehera18513 жыл бұрын

    Please au episodes sabu upload karantu ଆମେ ଆପନଙ୍କୁ ଅନୁରୋଧ କରୁଛୁ Please please please please please please please please please please please please 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sujitbariha4183

    @sujitbariha4183

    3 жыл бұрын

    Ok

  • @prasankumarofficial
    @prasankumarofficial3 жыл бұрын

    Aji mo pila dina katha bahut mane paduchi au se black and white tv katha ae antina 😭😭😭❤️❤️❤️🙏

  • @satyashiba96

    @satyashiba96

    3 жыл бұрын

    Satare bhai 😣😣😣

  • @satyashiba96

    @satyashiba96

    3 жыл бұрын

    No colour tv No cable No Tata sky DTH only black and white tv au DD National channel etiki choto belo Katha bahut mane pade

  • @user-wr3qh7kb8l
    @user-wr3qh7kb8l5 ай бұрын

    Nostalgic childhood memories refreshed ❤❤❤ ❤❤❤❤ thank you dd odia

  • @binayyadav9015
    @binayyadav9015 Жыл бұрын

    Ebe b mane pade se puruna dina ra katha antena se tv dekhila bele light chali jae au aame sabu 1,2,3,...... 100 jae ganu thibu light aasiba prayanta odia ra dharabahika serial sabu ebe KZread re dekhile laguchi puni thare mu Sei Dina ku feri Jaanti ki🥺 thanks to dd odia bahut godie smruti ta punarudhhar Kariba lagi❤

  • @sidhantdehury6030
    @sidhantdehury60303 жыл бұрын

    That😎😀 is😎 called old 👍is gold

  • @sanjayakumartripathy2910
    @sanjayakumartripathy29103 жыл бұрын

    ଆଖିରେ ଲୁହ ଆସିଗଲା ।

  • @jeebanjyotidas7216
    @jeebanjyotidas72162 жыл бұрын

    Very emotional😢😢😢

  • @gyanabratajena4427
    @gyanabratajena44273 жыл бұрын

    ମୋର ଅତୀତ ର ସ୍ମୃତି କୁ ପୁନର୍ବାର ଚିତ୍ରିତ କରିଥିବାରୁ dd national ku ଧନ୍ୟବାଦ୍ । ଦୟାକରି ବାକି ସବୁ କିଛି upload କରନ୍ତୁ

  • @manojsahoo1542

    @manojsahoo1542

    2 жыл бұрын

    00

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @theduplicateoriginals1099
    @theduplicateoriginals10993 жыл бұрын

    The intro taking us to the great old gold time missing those days ❤️🥺

  • @9437498247
    @94374982473 жыл бұрын

    ଖୁବ୍ ସୁନ୍ଦର ହେଇଛି ,ଖୁସି ଲାଗିଲା ପିଲାଦିନ ମନେ ପଡ଼ିଲା

  • @shrikhetrabhumi5526
    @shrikhetrabhumi55263 жыл бұрын

    Kate sundar thila mo puruna duniaa sanga manak pakhare bahut time thila aau se nature bahut mana chhuana thila abe mobile dunia re aau ichha nahi rahibaku

  • @ItsChandan
    @ItsChandan3 жыл бұрын

    Really missing those days 😭😭

  • @ssanju4955
    @ssanju49553 жыл бұрын

    🙏🏻🙏🏻🙏🏻🙏🏻🙏🏻🙏🏻greatful thanks to DD odia chanel

  • @purnachandradip4048
    @purnachandradip40483 жыл бұрын

    I love ❤❤❤❤this story forever

  • @banalatasahoo2567
    @banalatasahoo25673 жыл бұрын

    ବହୁତ ବଢ଼ିଆ ।କୁଆଡ଼େ ଗଲା ସେ ପିଲାଦିନ, ସାଙ୍ଗ ସାଥୀ ଖେଳ ।

  • @sarojkumarsethy6169
    @sarojkumarsethy61693 жыл бұрын

    I love my Odisha 🙏🙏🏼

  • @astrokalyan

    @astrokalyan

    2 жыл бұрын

    kzread.info/dash/bejne/gIp3k7Zwp7y6kcY.html

  • @muktikantasipun9043
    @muktikantasipun90433 жыл бұрын

    Old is gold ama pila dina katha mane padigala

  • @yudhisthirhota52
    @yudhisthirhota522 жыл бұрын

    I am really interested to watch this

  • @pabitrabarik3249
    @pabitrabarik32493 жыл бұрын

    My Favorite.....

  • @tapasswain3231
    @tapasswain32314 ай бұрын

    Anubhav mohanty 1st acting

  • @skyInk143
    @skyInk1433 жыл бұрын

    Can you please upload the short story"Jibana ranga" . It's a humble request Sir for your support.

Келесі