No video

ପଦବୀରୁ କାହିଁକି ଇସ୍ତଫା ଦେଲେ ବିଜେଡି ନେତା ଦେବାଶିଷ ? | Odisha Reporter

ରାଜନୈତିକ ଦୃଷ୍ଟିରୁ ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରୁହେ । ବିଜେଡିର ଗଡ଼ ଭାବେ ଏହି ଆସନ ପରିଚିତ । ନିର୍ବାଚନ ମଣ୍ଡଳୀର ଡେରାବିଶ ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ବ୍ଲକ୍ ସଭାପତି ହେଉଛନ୍ତି ଦେବାଶିଷ ଆଚାର୍ଯ୍ୟ । ହେଲେ ସେ ଏବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତେବେ କାହିଁକି ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #patkura #debasishacharya #kendrapada #BJD

Пікірлер: 15

  • @a.pcaterer3935
    @a.pcaterer393528 күн бұрын

    ସମସ୍ତେ ବୁଝି ପାରୁଛନ୍ତି ପୋଷ୍ଟ ରୁ ବାହାରିଗଲେ ଆରମସେ ଦଳ ଛାଡିହବ ସେଥିପାଇଁ resign ଦେଲ

  • @megharaybaske8373
    @megharaybaske837327 күн бұрын

    Wow

  • @pitambarkhamari5572
    @pitambarkhamari557228 күн бұрын

    ବିଜୟ ମହାପାତ୍ର ଙ୍କ ଲାଜ ବୋଲି ଗୋଟେ ଅଛିକି

  • @banamalimahakud8497
    @banamalimahakud849728 күн бұрын

    ଲେନିନ୍ ମହାନ୍ତି ଗଲେ କୁଆଡେ?

  • @manojakumarrath6618
    @manojakumarrath661828 күн бұрын

    Pc pai pari Benita estafa douchanti

  • @surendranarayanpanda8021
    @surendranarayanpanda802128 күн бұрын

    ଅଲୋଡା ହୋଇଗଲେ ସେଥିପାଇଁ.

  • @bikashjena6239
    @bikashjena623927 күн бұрын

    He is doing pressure poltics but it will not work in ground

  • @prasantakumarswain3419
    @prasantakumarswain341923 күн бұрын

    ଭଦ୍ରଲୋକ ଦେଖିଲି କିନ୍ତୁ.....

  • @sanjaykumarnayak2014
    @sanjaykumarnayak201421 күн бұрын

    B.M nka pakhare poseilani

  • @subhamcomputer5362
    @subhamcomputer536228 күн бұрын

    Swartha nahin jeunthi rahibe kahinki

  • @bikashjena6239
    @bikashjena623927 күн бұрын

    He has moved with MLA but before 3 days he worked for BJP and during counting he has gone for enjoying tour,

  • @nareshpatro7986
    @nareshpatro798627 күн бұрын

    No power no BJD Pandian kuade gala taku ladha boli kuha

  • @MakuruTiu
    @MakuruTiu28 күн бұрын

    ବିଜେଡି ସମର୍ଥକ ଏବେ କମେଣ୍ଟ କର

  • @nareshpatro7986
    @nareshpatro798627 күн бұрын

    Ganjam kan thila BJD ra gada Navin ji haru Haru jitigale kiye responsible eithilagi

Келесі