ପୋଷ୍ଟରରେ ମୋ ଫଟୋ ନଥିଲେ ଫିଲ୍ମ ରିଲିଜ ହୁଏନି ..| Ollywood Comedy King Jayiram Samal |Nandighosha Diary
Комедия
#viralcomedy #jayeeramsamal #comedian #ollywood #legend #nandighoshadiary #shankarcomedy
ପୋଷ୍ଟରରେ ମୋ ଫଟୋ ନଥିଲେ ଫିଲ୍ମ ରିଲିଜ ହୁଏନି ..| Ollywood Comedy King Jayiram Samal |Nandighosha Diary
Nandighosha Diary : #ମୋର_ଭାତଡାଲି_ତରକାରୀ_ଆଉ_ସବୁ_ସରକାରୀ..
ଦେଖନ୍ତୁ ନନ୍ଦିଘୋଷ ଡାଏରୀ, ରବିବାର ରାତି ୯.୩୦ ମିନିଟରେ, କେବଳ ନନ୍ଦିଘୋଷ ଟିଭିରେ |
#NandighoshaTV #Odisha #NandighoshaDiary #shankarcomedy #ollywood #comedian #odiaindustry #jayiramsamal
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
Пікірлер: 579
ତେଲୁଗୁ ରେ ବ୍ରହ୍ମାନନ୍ଦମ ହିନ୍ଦୀ ରେ Johney Lever ଓଡ଼ିଆରେ ଜୟୀ ଭାଇ ❤ Jayee ଭାଇ always 1ନମ୍ବର କେହି ତାଙ୍କ ଭଳି comedy ଆଜି ଯାଏଁ କରିପାରିନାହାନ୍ତି
@parsurambhoi8518
9 ай бұрын
Ri8👌
@gyanaentertainment3924
6 ай бұрын
ଠିକ୍ କଥା 😊
@PrakashChandra766
5 ай бұрын
Hindi re Mehmood bhai. Se gote time re Hero thu besi price paau thile
@BhagirathiRout143
5 ай бұрын
Perfect kahichanti bhai
ଯେତେ ହାସ୍ୟ ଅଭିନେତା ଆସିଲେ ବି, ଜୟୀରାମ ସାମଲ ପରି କେହି ହେବେନାହିଁ ।
@menakamalik603
9 ай бұрын
Thiki
@mitanabhera1795
9 ай бұрын
@@menakamalik603apan tanka jhia ki mam
@smrutiranjanmallick2577
9 ай бұрын
@@menakamalik603😊😊😊😊
କେତେ ସୁନ୍ଦର,କେତେ ଶାଳୀନ ଅଭିନେତା ଜୟୀରାମ ସାମଲଙ୍କ କଥାବାର୍ତ୍ତା ବହୁ ଦିନ ପରେ ତାଙ୍କର ଏ ସାକ୍ଷାତକାର ଦେଖି ଖୁବ୍ ଭଲ ଲାଗିଲା
@sankarsenapati7876
9 ай бұрын
Satare bhai❤❤❤❤❤❤ Jai bhai Jane bahut bhala kalakar
ଜୟୀଭାଇ ଜଣେ ବହୁତ ସୁନ୍ଦର ଅଭିନେତା। ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ। ନନ୍ଦିଘୋଷ ଟିଭିର ଏ ପ୍ରୟାସଟି ପ୍ରଶଂସନୀୟ।🙏
@kamakhipradhan4221
9 ай бұрын
My favourite comedian jairam sir
@niranjanbiswal9913
9 ай бұрын
Really best
@rabindranathransinghnayak8240
5 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ @@niranjanbiswal9913
ଜୟୀ ଭାଇ ହେଲେ ଜଣେ କିମ୍ବଦନ୍ତୀ ହାସ୍ୟ ଅଭିନେତା ! ଯିଏ ଯେତେ ଏବେ ଆସିଲେ ବି ସେ ହେଉଛନ୍ତି ବାଦଶାହ ! ଅତି ସୁନ୍ଦର ଆଉ ଭଦ୍ର, ସାଳିନତା, ଅମାୟିକ ବ୍ୟକ୍ତିତ୍ଵ ଟିଏ ! କଳା ସାଆନ୍ତେ ତାଙ୍କୁ ଆଉ ତାଙ୍କ ପରିବାରକୁ ସଙ୍ଖରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳରେ ରଖିଥାନ୍ତୁ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟୀ ଭାଈ ଙ୍କୁ ଦେଖି ହିଁ ଆମେ ବଡ଼ ହେଇଚୁ। ଜୟୀ ହେଉଛନ୍ତି ଜଣେ କମେଡି ଜଗତ ର ବାଦଶାହା। ଆପଣ ଙ୍କୁ ଭଗବାନ ଦୀର୍ଘାୟୁ କରନ୍ତୁ। ଜଗନ୍ନାଥଙ୍କ ଅଶେଷ କୃପା ଆପଣଙ୍କ ଉପରେ ବରସୁ ଥାଉ। ନମସ୍କାର ❤❤❤❤❤❤❤❤❤❤
Legendary ହାସ୍ୟ ଅଭିନେତା 🙏👌👌💚💚💚
.ଅଭିନନ୍ଦନ ଜୟୀ ଭାଇ ଆପଣଙ୍କ ଫିଲ୍ମ ଆମେ ପିଲା ଦିନୁ ଦେଖି ବଡହେଇଛୁ ଆପଣ ଦୀର୍ଘାୟୁ ହେଇ ରୁହନ୍ତୁ ଜଗନ୍ନାଥ ମହାପ୍ରଭୁ ସୁସ୍ଥ ରଖନ୍ତୁ..... 🚩🕉️🙏
@soubhagyamanjarikar274
7 ай бұрын
JAIBHAI ZINDABAD
@akhayakumarsamal7792
5 ай бұрын
❤❤❤9Q
ଜୟୀ ଙ୍କ ହସ ବହୁତ୍ ମିଠା ଏମିତି ହସ ଆଉ କେହି ହସି ପାରିବନି ଜୟ ଜଗନ୍ନାଥ
Jairam Samal is a real comedy king. No one can replace hhim.Aau jane loka hisabare bahut vala loka jahara kebe kichi controversy ki kouthi kichi kharap affair bi nahin. Mun God nku dakuchi Tankara Good Health pain. Please Shankar bhai apana jou bi artist mananku invite karuchanti please tanku tike aama puruna artist mananka bisayare kichi pacharantu. Se kichi memory share karibe.
ଜୟୀ ଭାଇ ଅପ୍ରତିଦ୍ବନ୍ଦି ହାସ୍ୟ ଅଭିନେତା 🙏ଶ୍ରୀଜଗନ୍ନାଥ ତାଙ୍କୁ ଆରୋଗ୍ୟ ଦୀର୍ଘାୟୁ କରନ୍ତୁ 🙏
ଏବେବି ଜୟୀ ଭାଇ ୟୁଟ୍ୟୁବ ରେ କମେଡ଼ି ଭିଡ଼ିଓ କରିଲେ ଭଲ ଚାଲିବ ❤😂
ଜୟୀ ସାର୍ ସିନେମାରେ ଆସିବା ଦରକାର 🙏🏻
@natrajmotivationalmind
2 ай бұрын
Right 👍
Legend of ollywood industry ❤
ଜାହି ହଉ ଏତେ ଦିନପରେ ଜଣେ ମହାନ ଗୁରୁଙ୍କ ସହିତ 🙏🏻🙏🏻🙏🏻🙏🏻
ବହୁତ୍ ଦିନ ପରେ ଜୟୀ ସାର୍ ଙ୍କ ସାକ୍ଷାତକାର ଦେଖି ଖୁସି ଲାଗିଲା। ନନ୍ଦିଘୋଷ TV ର ଏହି ପ୍ରୟାସ ବହୁତ ଭଲ। ଏମିତି ଆମର Legend କଳାକାର ମାନଙ୍କୁ ଆଗକୁ ଆଣିବା ଭଲ ଲାଗୁଛି।
Jaye samal odisha re no 1 king actors
ଶଙ୍କର ଭାଇ ଙ୍କୁ ଅଶେଷ ଧନ୍ୟବାଦ, ଜୟୀ ଭାଇଙ୍କୁ ଦେଖା କରେଇ ଥିବାରୁ...😂
God bless Both of you 🙏ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଭଗବାନ ଜୟୀ ଭାଇ ଭଲରେ ରଖନ୍ତୁ ।
COMEDY KING❤🎉
@sibajenas7181
9 ай бұрын
Comedy king 💐
ଆଜିକାର ହାସ୍ୟ ସବୁ ଦ୍ବିଅର୍ଥ ବୋଧକ କିନ୍ତୁ ଜୟୀ ଙ୍କ ର ଅଭିନୟ ରେ ସେ ସବୁ ନାଇଁ
ଜୟୀ ଭାଇଙ୍କ ସହ ଆଳାପ ବହୁତ ଭଲ ଲାଗିଲା । ବର୍ଣ୍ଣିବାକୁ ଭାଷା ନାହିଁ । ଧନ୍ୟବାଦ ଶଙ୍କର ବାବୁ । ଜୟ ଜଗନ୍ନାଥ । 🙏
Apankanka kukuda hasa ti bahut bhala lage.
ଜୟୀ ଭାଇ ଭଳିଆ ଅଭିନେତା ଓଡ଼ିଶାରେ ଜନ୍ମ ହୋଇପାରିବେ ନାହିଁ 🙏🙏🙏🙏🙏
He's amazing actor
ଜୟୀ ବାବୁ ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ। କୋଟି କୋଟି ପ୍ରଣାମ।
Evergreen Comedian Jai Babu . Thank you very much. God bless you , live 200 years
ଧନ୍ୟବାଦ ଶଙ୍କର ଭାଇ ଜୟୀ ଭାଇ ଙ୍କ ସ୍ଵାକ୍ଷତକାର ।।
Sir, You are always my favourite comedian.
ମୁଁ ବହୁତ ବଡ଼ ଫ୍ୟାନ
Legend never dies !!❤
ଜୟୀ ଭାଇ ଙ୍କୁ ସିନେମା ରେ ପୁଣି ନିଆଯାଉ
ଜୟୀ ଭାଇଙ୍କ ସିନେମା ଆଉ ଆସୁନି ଜୟୀ ଭାଇ ଆପଣ ସିନେମା କରନ୍ତୁ
ପ୍ରଣାମ ହୃଦୟରୁ ହସ ଏକ ସୁନ୍ଦର ଉପହାର ଟିଏ
Odia comedy King ❤❤❤❤
Odia film industry ra sabuthu bada award jayiram samal nku Abe deba nihati darkar,pare 1000 dele labha kana.Legendary actor
ज ई भाई आपका कमेड़ी वहत आछा
ଓଁ*****ଜୟ ମାତୃଭୂମି ଜୟ ମାତୃଭାଷା*****ଓଁ
ଭାଇ କୁମାର ବାପି ଙ୍କୁ ଥରେ ଆଣନ୍ତୁ
@sankarsenapati7876
9 ай бұрын
Ha bhai b tik katha kahichanti bhai Kumar bapi gita really heart touching ❤❤❤❤❤❤
@sidharthatripathy6206
9 ай бұрын
Kumar Bapi aau Malaya Mishra kouthiki interview pain aasibeni
@SantoshSahoo-ux8mn
9 ай бұрын
@@sidharthatripathy6206kn pai asibeni kuhantu
ଓଃ ହୋ ହୋ ହୋ ହୋ, ହୋ ହୋ ହୋ ହୋ ହୋ ହୋ..... ଧନ୍ୟବାଦ ଶଙ୍କର ଭାଇ ଧନ୍ୟବାଦ ଜୟୀ ଭାଇ 🎼ହସି ହସି ପେଟ ଟା ପୀଡା ହେଇଗଲାଣି 😃😃😃😃
ଏଗୁଡ଼ିକ ଇଶ୍ଵରଙ୍କ ସୃଷ୍ଟିରେ ସମୟର ଯୋଗାବେଗ ଓ ଆତ୍ମିକ-ସମ୍ବେଗର ପରିଣାମ । ଆଉ, କିଛି ହିଁ ହୋଇ ପାରେନା । ଧନ୍ୟବାଦ
Jayee bhai nka comedy ru villan role must lage Real down to earth actor 💕💕💕
Old is gold.ଜୟୀ ଭାଇ ଜିନ୍ଦାବାଦ।
Legendry comedy actor ❤🙏
Legends are Born... Not Made ❤❤❤❤❤Remember This. 👍
Beautiful
❤ respect for you sir .ame apanka film dekhi bada heichu pila dinu❤
Puruna films sabu odia besi badia ❤❤❤❤❤......... Love old movies.
No 1 actor jayee bhai
Jai bhai best odia comedy king man❤
No 1 comedian jai bhai.
Jai Sir is a legendary figure of Odia Industry.He was the real Comedy king,a wonderful character artist and above all a fantastic human being.Sincerely wish the current generation artists particularly the so called comedians should learn a lot from this amazing actor. May Lord Jagannath bless Jai Sir to live a healthy and long life🙏🙏!
ଜୟୀ ଭାଇ ଙ୍କ କମେଡି ବହୁତ ଭଲ
ଅତି ସୁନ୍ଦର
Jayee bhai pranam. Ete dinapare dekhiki bahut khusi lagila
Best comedian of Odisha he is very good person of odia film industry many. Many thanks you Jai Bhai thank you
Jayiram Sir is very great person, he is legend of odiya comedy
ବହୁତ ସୁନ୍ଦର ଅଭିନେତା 👌👌
jayee bhai amti hasuthantu au ama mana nku hasauthantu..Jagannath mahaprabhu amti apana nka sustha rakhithantu..
ଜୟୀରାମ ସାମଲ ଓରଫ୍ ଜୟୀ ଭାଈ ହେଉଛନ୍ତି ଅଭିନୟ ଜଗତର ଅଦିତୀୟ ପ୍ରତିଭା
Maturity is when you realize, being a hero is easy, being a villian is harder but being a comedian is the hardest.
କୁକୁଡ଼ା ହସ ସାରଙ୍କର ଭଲ ଲାଗେ
Jai bhai odiya flim babadaku bahuta sundar katha pade kahile❤
Jayee bhai best actor
Jayee Sir....The Legend 🙌❤️
Legendary ❤ 🎉
Jayi Bhai Jindabad.God bless you and your family.
Jaga hau ette Dina para aama favourite jai bhai nku dekhibaku milila ...😊 long live legend ❤ jai jagannath 🙏❤️
Amazing actor❤❤❤❤❤
ବୋହୁତ ବୋହୁତ ଧନ୍ୟବାଦ
Jai bhai namaskar,you are the great artist in odisha
Joye Bhai, ever green🟢 comedian. Long live Sir. God bless🙏 you abundantly🙌.
One of the greatest comedian of olywood industry Jai bhai. Love you Bhai.May god bless you
Bahut sundara jayi bhaii ❤
Many Many thanks "Sankar" Bhai for interview ଜୟୀ ଭାଇ
ଆମେ ବହୁତ ଖୁସି ଯେ ଜଈ ଭାଇ ଆମ ସମୟର ଅଭିନେତା । ଶଙ୍କର ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଏହି ସୁନ୍ଦର ସାକ୍ଷାତକାର ପାଇଁ ।
ଶଙ୍କର ଭାଇ ଆପଣ ଜଇ ଭାଇଙ୍କ ସଂଗେ କମେଡି କରନ୍ତୁ ଭଲ ହବ ପ୍ରଜ୍ଞା ଭାଇ ମଧ୍ୟ
Jayi Bhai ❤❤Tanka Kukuda Hasa❤❤👏👏😍😍🙏🙏
❤❤❤❤. Jayi Bhai jindabad
Bahut sundar congratulation Jairam samal 🙏🙏🙏
Real comedian amo jai bhai Thare dekha milile soubhagya
Prabhu sabubele bhala re rakhantu
Jayram samal nku Au thare return karantu odia film industry ku dekhibe bohi pura jalijiba
ସୁପର ହିଟ୍
U r a dimond star of our odisha, we love sir,
Super Star & Legend Jayi Ram Samal Sir please come back Sir
Ever green Jai bhai
ବହୁତ୍ ଭଲ
🙏🏽🙏🏽ଭଗବାନ ମଙ୍ଗଳ କରନ୍ତୁ
Eia episode mnu last jae dekhili... gote part bi boring nahi...❤❤❤❤❤ jai sir is the jewel of odisha...
Jai bhai nice 🙏
Bagut khusi lagila... Video dekhi🙏
ଜୟ ଶ୍ରୀରାମ 🙏🙏🙏
ଆମ ଗାଁ ର ସୌଭାଗ୍ୟ ଯେ ଜୟୀ ଭାଇ ଙ୍କର ପାଦ ଆମ ଗାଁ ରେ ପଡ଼ିଥିଲା।ମୋର ଆଜି ବି ମନେଅଛି ଜୟୀ ଭାଇ ପାନଗୁଆ ଖଇର ଗୁଆ କାତି ଗୀତ ଗାଇଥିଲେ।ଅତି ଚମତ୍କାର ଗୀତ
Jey bhai many many thanks sundara abhinaya pani
Comedy no 1 sri jai. Ram samal
Bahut sundar , bahut vala lagila
Jaee bhai nku ama aga re dekhaithibaru NANDI GHOSH paribar ku aneka aneka dhanyabad
ଆଜି କା ଟୋକା କହୁଛନ୍ତି ଓଡ଼ିଆ ସିନେମା ଚାଲୁନି। ଏଭଳି ଏକ୍ଟର ଆଉ କାହାଣୀ ଆଉ ନାହିଁ ଓଡ଼ିଆ ସିନେମା ରେ। ଜୟୀ ଭାଇଙ୍କ ପାଇଁ ଆମ ପିଲା ଦିନ ଟା ସୁନ୍ଦର ହେଇଥିଲା ।
@Satyasanatan-et2bk
3 ай бұрын
Aaaji Ra Toka Zero 😂😂😂😂