One To One With Former BJD MLA Akash Das Nayak After He Quits BJD
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #AkashDasNayak
Пікірлер: 201
ଏମାନେ ଖାଲି ଟିକେଟ ପାଇଁ ଦଳ ପରିବର୍ତନ କରୁଛନ୍ତି
@Siluray
3 ай бұрын
ହଁ ଭାଇ ଠିକ କଥା
@geopolitics1772
3 ай бұрын
Chaliba
@avipsamohanty2483
3 ай бұрын
Right
@manasranjan7894
3 ай бұрын
Mgh 😂😂
ଦଳ ନା ପେଳ ଫିଲ୍ମ କର
@user-re2bi3et8l
3 ай бұрын
bhaina thik kaila. Sabu gandimara taka
@surajsamal14
3 ай бұрын
😂
@ranjankumarsethi2169
3 ай бұрын
ଠିକ କଥା ଭାଈ
@user-nb3jt1pz5j
3 ай бұрын
😂😂
ଦଳରେ ଯେଉଁମାନେ କ୍ଷମତାକୁ ସଠିକ ଭାବେ ବ୍ୟବହାର କରିପାରୁନାହନ୍ତି ଆଜି ସେମାନଙ୍କୁ ଦଳରୁ ବାହାର କରିଦିଆଯାଇଛି କିମ୍ବା ସେମାନେ ଦଳରୁ ନିଜେ ବାହାରି ଯାଉଛନ୍ତି
@nayanakandi4776
3 ай бұрын
Right bhai
@soumyashreedalai5647
3 ай бұрын
ତମ ବିଜେଡିର ସବୁ ନେତା ୫ ବର୍ଷ ପାଇଁ କ୍ଷମତା କୁ ସଦୁପଯୋଗ କରି ପାରିନାହାନ୍ତି । କାରଣ ତାଙ୍କର ସବୁ ସମୟ ତାଙ୍କର ମୁଖିଆ କିଏ ଜାଣିବାରେ ପଳେଇଲା 🤣 ପାଣ୍ଡିଆନ୍ ନା ନବୀନ ବାବୁ 😃
ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।
@geopolitics1772
3 ай бұрын
Ama manankar mind set ko Neta Mane change karideleni....jemit Jane magithiba loka ko 10 tanka dele khusi heijae ...sehipari ama abstha alpke khusi vabuchnti pura develop hauchi odisha😂
@niharswain8956
3 ай бұрын
Hn re ate parishram karuchanti jea odisha , education au economic re kauthi dekha ,au ratire sounithbe Sethi lagi Tamil ku tike dele .
@dillipsingh9836
3 ай бұрын
Juba gosti nasedi hei galeni gaon gaon re mada bhati jiba pidhi barbad
@user-dm3we2fy1f
3 ай бұрын
Bala na Tate Papu au Hari saiji kariba
@lipun138
3 ай бұрын
mg to ghare pasiki unnati karuthile sala neta manakara ghara ra unnati hauchi tanka bank balance badhuchi chodi. pua bjd ra chamcha bodhe tu
ଯୋଉ ମାନେ ଏବେ ଦଳ ଛାଡ଼ୁଛନ୍ତି ମାଈଘିୟା କଣ ଭକୁଆ ବନାଉଛନ୍ତି ଲୋକ ଙ୍କୁ ମାଈଘିଆ କାଲି କହିବା BJD ଭଲ ଆଜି କହିବା BJp ଭଲ ମାଈଘିଆ ଆମେ ଭକୁଆ ବନାଉଛନ୍ତି
@tapassahoo8194
3 ай бұрын
Bhai apananka katha swagata jogya I like you
କିଛି ଫରକ ପଡିବ ନାହିଁ।
@geopolitics1772
3 ай бұрын
Padiba re bhai...gte sarpanch paleigale b paduchi
@nirmalbehera2741
3 ай бұрын
2014 re congressi yehi katha kahuthile
ରାଜନୀତି ଛାଡ଼... ସିନେମା ଉପରେ ଧ୍ୟାନ ଦିଅ... ଓଡ଼ିଆ ସିନେମା ବୁଡ଼ିବା ଉପରେ
@user-re2bi3et8l
3 ай бұрын
tu tora mandu updare dhyana de, kali taku kiye peluthila
Sabu sei ticket aass😂😂😂... agaru Naveen Pattanayak nku nijara idol kahuthile .. ebe modi nku .. ame ta voter sabu pagala au
lokanka pai seva nuha nija pai seva
Ticket mili na thiba ru Party chenge sabu nijar faida pai ka neta samaj seva nai sabu Katha re ka samaj seva 🙏🙏🙏
୨୦୧୯ରେ ଏଭଳି ନେତାଙ୍କୁ ରାଜ୍ଯବାସୀ ଯେଭଳି ଜବାବ ଦେଇଥିଲେ ଠିକ ସେପରି ୨୦୨୪ରେ ରାଜ୍ଯବାସୀ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ସୋୟଂ ପ୍ରକାଶ ମହାପାତ୍ର କହିଛନ୍ତି |
ଆଜି ଓଡ଼ିଶାର ପୁରପଲ୍ଲୀ ଠାରୁ ସହରାଞ୍ଚଳ ଯାଏଁ ବିକାଶ ର ଗାଥା ସାରା ଦେଶଦେଖି ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '
Aji janye akash, anubhav, siddhant, arindam samaste bjd dwara pravabita thile. Ei gote month viatre sabu change.
ସିନେମା କେମିତି ଭଲ ହବ ସେ ବିଷୟରେ ଚିନ୍ତା କର ବେକାର କଥାରେ କଣ ମିଳିବ ଓଡିଆ ସିନେମା ସେମିତିରେ ଭଲ ଚାଲୁନି ତମେ ସବୁ ଯେମିତି ହୋଉଛ ସିନେମା ଇଣ୍ଡଷ୍ଟ୍ରି ଆଉ ରହିବନି ଯୋଉତ ସିନେମା କରୁଛ ମା ଗଙ୍ଗା ଜାଣିବ
Odia actor and actres Mana ku odia film re dekhibaku bhala Lage.
Akash Bhai zindabad ♥️👍♥️
Tm ta koli khai manji poticha .. tm hi MLA heba.. au sabu bakara au😂😂😂😂
Sabu dala chadi jaipara kintu ame Naveen pattnaik nku vote dabu sie jie b chida hau, only naveen
Bhai jaha karicha thik karicha
Jay shree Ram Jay BJP 🚩
all odia film actors who were joined bjd only for power not for ideology. hungry for power.
Looks like Pandyan issue in Bjd
# congratulation...💐🙏❤🇮🇳BJP.... jindabad✊ @Sidhant Mohapatra @Anubhav Mohanty @Akash DasNayak @Arindam Roy @ Pradeep Panigrahi
Jay shree Ram
Tate ticket Melani .......Sethi pai 😂😂😂
BJD agaru thila gote bhala dala bhala leader Abe au BJD pai jou Bhai Mane pagala haucha Dina asiba tuma ku semti lagiba tume be Dala chadiba
ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।
@rajesharautaray8109
3 ай бұрын
Sethipain tu magiha jauchu dadana khati to ghare pandu genhuchi sala genda banda chata chamcha magiha😂😂😂
@jiteshbehera6752
3 ай бұрын
😂😂😂 nabeen kain pandu😂😂😂
Right sir
Kan planning chalichi sabu bjd leader chhaduchantu 😂
Sabu star campaign dala chhadile....sabu se vk pandian pain...Raja rajuda sasana chaleile....chhiii
Rajya bjp Odisha ra bikash Kan karichhi Odisha bjp Ku jabab Debe Odisha basi 2024 re dekhiba.vote pain Khali dinya maruchhanti.
Bjd ticket delani 😂 ,ebe bjp ticket daba, bhai tahele bjp r join hebe au😊
ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।
@bikramkumarpaital7981
3 ай бұрын
Sia bi madua karuchi
@ashutosh_gunu
3 ай бұрын
To bou ku deide Naveen ku
@chandanpalatasingh6467
3 ай бұрын
Right
@deepakparida607
3 ай бұрын
😅😅😅😅@@ashutosh_gunu
@DEVIL_3459
3 ай бұрын
@@ashutosh_gunu❤ to bou badhe Modi pakhu jaichi vada ku 😂😂😂
👍
Ethire Puri bashi nka swabhiman kuadu asila😂
Very good decission
You are a Great man
Good
Pandian ପାଇଁ ସବୁ ଛାଡ଼ିବେ
BJD pai apana Dina rati 1 kale pandu jaha kahiba ta katha re chaluchi dala
Bhai jaha bi karichha thik karichha. We are with you
Sidjhanta anubhaba and akasha are alia
Ticket deleni kahunu
Actor hisab re odisha ra na ku agaku nia. Ollywood industry ra development pain kama kara.
Apan bahut bhala,but party chhadibara nathila,Ticket namilila boli kn apan chhadidebe.love you bhai.dicission bhul nele.
A mg nku jama ticket daba Katha nuhe mg film Kara jaiki
ବି ଜେ ଡି ଗେଣ୍ଡା ଦଳ କୁ ଓଡ଼ିଆ ହଟା, ବଜେପି ଦଳ କୁ ଆସନ୍ତୁ,ମୋଦି ସହିତ ଜଡିତ
You are great akash bhai
Aakash Bhai jindabad
Ticket panyi asibu pharsa
ସବୁ ବେଳେ ଟିକେଟ୍ ପାଉଥିବ ।ନ ପାଇଲେ ଦଳ ପରିତ୍ୟାଗ। ଅନ୍ତର କହିଲା ଟିକେଟ ମିଳୁନି
Good decision
Hariba
Akash das madhur bhaktia te
Film Kari kete loka nku Sahajya karicha kuha tk laja laguni
Right bhai tame sabutharu bhala neta bjd ra thila
Sabu ta ticket khela 😂
Congrs prty ku asa
ମୋତେ ଲାଗୁଛି କିଛି ପ୍ଲାନିଂ ଅଛି ଏହା ପଛରେ ନହେଲେ ଗୋଟେ ପରେ ଗୋଟେ ଭଲ ନେତା ଦଳ ଛାଡ଼ିବାର। କାରଣ କଣ ଅଛି ଆଗକୁ କିଛି???????
@priyabratamaiiick7145
3 ай бұрын
Planning hauchi Lekha chhindeidaba pai
He is good person
Korei . Jajpur nka paen kichhi b karinahanti apana ...kebala ପ୍ରଚାର ସମୟରେ ଆପଣଙ୍କ ଦର୍ଶନ ମିଳେ ।ପର ମୁହୁର୍ତ ରେ କେବେ ବି ମିଲେନି । Area ra development ପାଇଁ young generation ମାନେ କିଛି ପ୍ରୟାସ କଲେ ଓ ଆପନ୍ନଙ୍କ ସାହାଯ୍ୟ ପାଇଁ ଗଲେ ।। ଆପଣଙ୍କ gate ଭିତର କୁ entry ପାଇଁ permission ମିଲେନି । ତ ଆପଣ କୋରେଇ ବାସି ଙ୍କୁ କେମିତି ସେବା କରନ୍ତି ଆମେ ଜାଣିଛୁ , ସୁନିଛୁ ଆଉ ଦେଖିଛୁ ବି।😂😂😂😂 ।। ଆପଣ ଙ୍କ ଉଦ୍ଦେଶ୍ୟ ticket ପାଇବା ଆଉ ଟଙ୍କା ରେ ମାଲାମାଲ୍ ହେବା । ଆଉ ଏବେ BJD TICKET ଦେଲାନି ବୋଲି ଦଳ ଛାଡିଦେଲା। 😅 Actor ମାନେ ଭଲ ଅଭିନୟ କରନ୍ତି । ତ ସେମିତି actor ହେଇକି ରୁହ 😂 ଆଉ 5ବର୍ଷ କୁ ଥରେ ଦଳ change kara
Hero Manak ku jodi tome bhi paisa dele ghua khaibe.
Power darkarna....barsha juade chhata siade..amananku power darkar..kemiti lokamane amananku vote dauchhanti mun v bujhiparuni..
Only money package
ଏମାନଙ୍କୁ କିଏ ପଚାରେ
Akash Nayak Jana gentleman se bjp re sure win Kariba 😊 Jaya shree RAM ❤
Monthly pasion kete babu
Good decision.Quit Pandian Janata Dal now as a odia.You can join BJP and win in election in 2024.
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।
କୋରେଇ ରେ ଟିକେଟ ନାହିଁ ବୋଲି ଦଳ ଛାଡ଼ିଲ
Indipenden stand kara
Kan kama karicha tika tumara report card lokanku diya pls
Jay shree ram🙏
Bhai neta nku kahinki pacharucha..... Lokanku pachara.....
ଦଳ ଛାଡ଼ିବା ଅପେକ୍ଷା ସବୁ ମିଶି ପାଣ୍ଡିଆନ କୁ କଡ଼ିଥିଲେ ବହୁତ ଭଲ ହେଇଥାନ୍ତା
ମଗିଆହା ଙ୍କୁ ଖାଲି ଟିକେଟ ଦରକାର
ଧୋଲତ
ଟେଣ୍ଟ ବନ୍ଧା ଛଡ଼ା ବିଜେପି କୁ ଚାଲିଆସ ଟିକେଟ ମିଳୁ କି ନମିଳୁ, ଆତ୍ମସମ୍ମାନ ଟିକିଏ ମିଳିବ 🙏 ଜୟ ଜଗନ୍ନାଥ ❤ ଜୟ ଶ୍ରୀରାମ ♥️
ସବୁ ଲୋକଙ୍କ ପାଇଁ ଦଳ ଛାଡ଼ିବା ନିଷ୍ପତି ନେଇଚି, ତୁ ଦଳ ଛାଡ଼ିବୁ ତୋ ସ୍ୱାର୍ଥ ଲାଗି.. କୋଉ korei ବାସି ତୋତେ ଦଳ ଛାଡ଼ ବୋଲି କହି ଯାଇଥିଲେ.. Bjd ପଚାରିଲା ନି ନାମ ନିଅ...
ବିଜୁ ଜନତା ଦଳରୁ ନିଲମ୍ବିତ ବିଧାୟକ ଓ ନେତାମାନଙ୍କୁ ନେଇ ବିଜେପି ତାର କାୟା ବିସ୍ତାର କରିବାକୁ ପ୍ରୟାସ କରୁଛି। କିନ୍ତୁ ଓଡିଶାବାସୀ ବିଜେପି ଦଳକୁ ଗ୍ରହଣ କରିବେ ତୋ l
ବୋହୁତ ବଢିଆ ସ୍ବାଗତମ ବିଜେପିକୁ
Service to humanity is top priority not party
Tuma bhalia ajoga dala chhadile dala re bala kichhi farak padiba nahi..
ଆଉ 5 ବର୍ଷ ପରେ BJD ଦଳ ନଥିବ
Ki bala kama tame karu thila ki
Naveen Patnaik 6 term
Babi das g marichhi, sethipain bjd quit karidela...
Bala kama karichi
Tame film kara Bala rajanitiku Jay mg
Jay bjd Jay Ashok bal⛓️💚
ବିଜେପିରେ ଠିଆ ହୁଅ
ତୁମ ମାନଙ୍କ power ଦରକାର ତୁମେ ଯଉ ସବୁ କାମ କରୁଛ ଓଡିଶା ବାସି ଜାଣିଛନ୍ତି ତୁମେ ଯଦି ସେବା କରୁଛ ତା ହେଲେ ସ୍ୱାଧୀନ ଭାବରେ ଲଡଲନୀ ନାଇଁ ତୁମ ମାନଙ୍କ ପାଇଁ ବର୍ଷା ଯୁଆଡେ ଛତା ସିଆଡେ 😂
Bjd ra sabu star campainer gale
Pandu ku au kehi pasand karu nahanti sethi pain dalaru estapha deuchhanti
Amaku b badhichi mg
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡିଶା ରେ ରେକର୍ଡ ସଂଖ୍ୟକ ସିଟ ଜିତି ସରକାର ଗଢିବା ଆଉ ବିଜେପି କୁ ଅସଲ ଜାଗା ଦେଖାଇ ଦେବ l
ଏମାନେ ପାଣିଫଟା l ଛାଡ଼ ତାକୁ
Bobby das plan sabu 😂
ଜଦି ଦଳ ଛାଡିବାର ଥିଲା ଆଗରୁ ଶୋଇଥିଲ ଏ ହେଉଛନ୍ତି ଶ୍ଵାଥ ବାଦି
😡😡😡