Odisha woman fights legal battle to get husband freed from jail

Odisha woman fights legal battle to get husband freed from jail
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 829

  • @rakeshsethy2714
    @rakeshsethy27142 жыл бұрын

    ମୋର ହାଇ କୋର୍ଟ କୁ ଏତିକି ଅନୁରୋଧ ଦୟାକରି ଏତେ ବଡ଼ ସଜ୍ଜା ଦିଅନ୍ତୁନି ଦୟାକରି ମାନ୍ୟବର ଜଜ୍ ତାଙ୍କର ନିଷ୍ପତ୍ତି ବଦଳାଇ ସଜ୍ଜା କୁ ହାଲୁକା କରିଦିଅନ୍ତୁ 🙏🏻🙏🏻 ଫଳରେ ଦୁହେଁ ପକ୍ଷରେ ବଞ୍ଚିବାକୁ ସମ୍ଭବ ପର ହୋଇପାରିବ 🙏🏻🙏🏻🙏🏻 plz plz plz

  • @bapipatra2733

    @bapipatra2733

    2 жыл бұрын

    Thaks

  • @pramod...tarbha8864

    @pramod...tarbha8864

    2 жыл бұрын

    Great bro 😊

  • @rakeshsethy2714

    @rakeshsethy2714

    2 жыл бұрын

    @@pramod...tarbha8864 not great Just humanity 🙂🙂

  • @raghunathmajhi6650

    @raghunathmajhi6650

    2 жыл бұрын

    ଗ୍ରେଟ୍ ❤️❤️❤️❤️❤️❤️❤️

  • @rakeshsethy2714

    @rakeshsethy2714

    2 жыл бұрын

    @@raghunathmajhi6650 🙏🏻🙏🏻

  • @bijaykumarexpress4u519
    @bijaykumarexpress4u5192 жыл бұрын

    Actually ନିୟମର କୌଣସି ଗଣ୍ଡିମଣ୍ଡି ଠିକ ଠିକଣା ନାହିଁ... ଗାଁ ଗଳିରେ କେତେ ଅଛନ୍ତି କମ ବୟସରେ ବାହା ହେଇଛଅନ୍ତି କାଇଁ ସେମାନଙ୍କୁ ଖୋଜି ଧରିକି ନେଉନ? ଥରେ ଭାବିଛଅନ୍ତି ସେ କେତେ କଷ୍ଟ ଏକୁଟିଆ କାମ କରି ଚଳୁଛି...? ଲୋକ ହତ୍ୟା କରି ଖୋଲାସ ହେଉଛନ୍ତି ଇଏ... କଣ ବା ଏମିତି ଭୁଲ କରି ଦେଲେ ଯେ 20 ବର୍ଷ ଜେଲ... ବାଃ... ବାଃ ତୁମ ଦଣ୍ଡ ବିଧାନ... ଯଦି ସମସ୍ତଙ୍କ ପାଇଁ ନିୟମ ଟା ଲାଗୁ କରି ପାରୁନ ତେବେ... ଗୋଟେ କି 2 ଟା ନିରୀହ ମଣିଷ ପାଇଁ ନିୟମ କର ନାହିଁ

  • @kshirodchandra8608

    @kshirodchandra8608

    2 жыл бұрын

    Bala rule jahaku saza miliba katha miluni Jahaku na miliba katha miluchhi👍

  • @sumitlenka9096

    @sumitlenka9096

    2 жыл бұрын

    Right 👍 bro

  • @badaldkl7921

    @badaldkl7921

    2 жыл бұрын

    ଶଳା ବାଳ ନିୟମ ଶଳା ମଣିଷ ମାରିଲେ 14ବର୍ଷ। ଲଭ କଲେ 20ବର୍ଷ।ବା ବା ରେ ଆଇନ୍

  • @raghunathsahoo179

    @raghunathsahoo179

    2 жыл бұрын

    ଏ ଆଇନ୍ କାନୁନ୍ କେବଳ ବଢଲେକ ଙ୍କ ପାଇଁ

  • @niranjan12362

    @niranjan12362

    2 жыл бұрын

    Tathapi garbare kahiba ame Odia ...aaaa thuuuuu

  • @ratankumarmahapatra7086
    @ratankumarmahapatra70862 жыл бұрын

    ଲୋକ murder କରି ଖସି ଯାଉଛନ୍ତି ସିଏ ପ୍ରେମ କଲା ବାହା ହେଲା କଣ ଜେଲ୍ ହେବ

  • @laxmipriyaraula7696

    @laxmipriyaraula7696

    2 жыл бұрын

    U r ri8

  • @subhalaxmisethi4857

    @subhalaxmisethi4857

    2 жыл бұрын

    right 👍

  • @rinagajamukuta748

    @rinagajamukuta748

    2 жыл бұрын

    ଆଇନ ନା ଅନ୍ଧ ଛି ପ୍ରେମ କଲେ ଦଶବର୍ଷ ସଜା ମଡର କଲେ ଗୋଟେ ସପ୍ତାହରେ ମାପ ବା ବା ରେ ଆଇନ ତତେ ସଲାମ 🙏🙏🙏🙏🙏🙏 ଛି ଛି.......

  • @pinkimuhani7845

    @pinkimuhani7845

    2 жыл бұрын

    Obsolutely right

  • @jagadishnaik4459

    @jagadishnaik4459

    2 жыл бұрын

    Right b

  • @user-gw5vv5us3r
    @user-gw5vv5us3r2 жыл бұрын

    ମୋ ବାଳ ନିୟମ ପୁଅ ରାଜୀ ଝିଅ ରାଜୀ ଆଇନ୍ ଏଵେ ସେ ଝିଅକୁ ଖାଈବାକୁ ଦୋଉନୀ ଦେଖୀବା ମୋ ଵାଳ ନିୟମ ଏ ନିୟମ କୁ ଆମେ ମାନୁ ନୁ

  • @parameswarsingh8325

    @parameswarsingh8325

    2 жыл бұрын

    😆😆😆

  • @chandanaagouri6791

    @chandanaagouri6791

    2 жыл бұрын

    Right

  • @shilpamohanty6093

    @shilpamohanty6093

    2 жыл бұрын

    Jie murder karidauchi aau kouthi pua jhiaku sasu ghara loka bohu ku marideleni se case abebi pending achhi a gote bhul dekha gala ama sarkar nku🙏🙏🙏

  • @piyushrajkumar15

    @piyushrajkumar15

    2 жыл бұрын

    ଏ ସମ୍ବିଧାନ କୁ ପରିବର୍ତନ କରିବାର ସମୟ ଆସିଗଲାଣି ଦିର୍ଘ 72ବର୍ଷ ଭିତରେ ଆମେ ବହୁତ ଅଜବ ଆଇନ କାନୁନ ଆମେ ଦେଖିସାରିଲିଣୁ. ତେଣୁ ଏହାର ତର୍ଜମା ନିହାତି ଦରକାର

  • @Dinesh-mn2uf

    @Dinesh-mn2uf

    2 жыл бұрын

    @@piyushrajkumar15 yes , but is it possible ?

  • @myvillage7762
    @myvillage77622 жыл бұрын

    ମାନ୍ୟବର କୋର୍ଟଙ୍କୁ ମୋର ଅନୁରୋଧ ଏହାକୁ ନିର୍ଦୋଷରେ ଖଲାସ କରଂତୁ 🙏🙏🙏🙏

  • @riyriymusic4933

    @riyriymusic4933

    2 жыл бұрын

    🙏🙏🙏🙏🙏

  • @bhabeshkumar7271
    @bhabeshkumar72712 жыл бұрын

    ଲୋକେ ମଡର କରି ବିନ୍‌ଦାସ୍‌ ରେ ବୁଲୁଛନ୍ତି,,,,,ଏଠି କି ଆଈନ୍‌ ବୁଝିହଉନି

  • @pinkimuhani7845

    @pinkimuhani7845

    2 жыл бұрын

    Right sir

  • @ajayamaharanavestige3496

    @ajayamaharanavestige3496

    2 жыл бұрын

    Right sir

  • @harihardewangan8460
    @harihardewangan84602 жыл бұрын

    ଏଇଟା ଅନ୍ୟାୟ ବାହା ହେଲା ପରେ ତାଙ୍କୁ ଖୁସିର ରହିବାକୁ ଦିଅନ୍ତୁ।ପ୍ରଥମେ ଜେଲ ହେଲା ଠିକ୍ କିନ୍ତୁ ବାଳିକ ହେଲାପରେ ତାଙ୍କୁ ବିବାହ ହେବାର ଅଧିକାର ଅଛି

  • @bulipradhan2476
    @bulipradhan24762 жыл бұрын

    ତାଙ୍କ ସ୍ବାମୀଙ୍କୁ ଛାଡ଼ି ଦିଅନ୍ତୁ sir 🙏🙏

  • @rajkumarb8763
    @rajkumarb87632 жыл бұрын

    ବହୁତ୍ ବଡ଼ ଦୁଃଖର ବିଷୟ 😭😭😭 ମୁଁ ନିଜେ ସାହାଯ୍ୟ କରିପାରିବିନି,କିନ୍ତୁ ଅନ୍ୟ ଙ୍କ ଏହି ପ୍ରତି ଦୁଃଖ ଦାୟକ କୁ,ମୁ ଦେଖିକି ସହିପରିବିନି 😭 ବହୁତ୍ ବଡ଼ ସୀମା ପାର ହେଇଯାଇଛି,,, ୟାଙ୍କୁ ନ୍ୟାୟ ଦିଆ ଯାଉ 🙏🙏🙏 😭😭😭😭

  • @riyriymusic4933

    @riyriymusic4933

    2 жыл бұрын

    👌👌👌👌👌

  • @kanta5864
    @kanta58642 жыл бұрын

    ମାନ୍ୟବର କୋର୍ଟ🙏 କୁ ଅନୁରୋଧ କରୁଛି ଜେ ତାଙ୍କର ନିଷ୍ପତି କୁ ବଦଳାଇ ସଜ୍ଜା କୁ ହାଲୁକା କରିଦିଅନ୍ତୁ ବଞ୍ଚିବାକୁ ସମ୍ଭବ ପରା ହୋଇପାରିବ ପ୍ଲିଜ୍ ପ୍ଲଜ୍😭😭😭 ଧନ୍ୟବାଦ୍ ନମ୍ବସ୍କାର ପ୍ଲିଜ୍ ଭାଇମାନେ ଏବଂ ଦିଦି ମାନେ ଚାହୁଛନ୍ତି ତା ହେଲେ video କୁ shear କରନ୍ତୁ 🙏😭🙏😭

  • @rahasnaikvirkapadakldvideo4582

    @rahasnaikvirkapadakldvideo4582

    2 жыл бұрын

    Thiki katha

  • @narendrahansda6082
    @narendrahansda60822 жыл бұрын

    LOVE IS LIFE 🌹🌹🌹 PLEASE RELEASE HIM🙏🙏🙏🙏

  • @sumitnayak396

    @sumitnayak396

    2 жыл бұрын

    Ha Bhai 🥺🥺🥺

  • @shivathapashiva2704

    @shivathapashiva2704

    2 жыл бұрын

    B

  • @comedy.everyday

    @comedy.everyday

    2 жыл бұрын

    Yeah please 😭😭😭

  • @comedypatha

    @comedypatha

    2 жыл бұрын

    Bhai re sadharan loka hi panishment paibe baki bada badia ka katha ta alaga

  • @anandkaibartta9014
    @anandkaibartta90142 жыл бұрын

    High court bhul saja deichhi please jail ru chhadi diajau...

  • @sipunudehuri9886
    @sipunudehuri98862 жыл бұрын

    ତାକୁ ଛାଡିଦିଅନ୍ତୁ ଜଜ୍ ସାର୍ 🙏🙏🙏🙏 ମୋର ଏତିକି ପ୍ରାର୍ଥନା 😔😔

  • @tulsimeher9979
    @tulsimeher99792 жыл бұрын

    ସେମିତି ଭଲ ପୁଅ ମାନଙ୍କୁ ଆଇନ୍ ମାଓବାଦୀ ବନିବାକୁ ବନିବାକୁ ବାଦୟ କରେ

  • @shreecard3032
    @shreecard30322 жыл бұрын

    PLEASE HELP AVAGINI SOME NGO TO FACE COURT ACT

  • @prasantacreation614
    @prasantacreation6142 жыл бұрын

    ମାନ୍ୟବର କୋର୍ଟ କୁ ଅନୁରୋଧ ଏହାକୁ ନିର୍ଦ୍ଦୋଷ ରେ ଛାଡି ଦିଅନ୍ତୁ

  • @user-gw5vv5us3r
    @user-gw5vv5us3r2 жыл бұрын

    ଜଦଲି ସେ ପୁଅକୁ ଵାହାର କରାଜାଉ ମୋ ବାଳ ନିୟମ ବାହାର କରୁଛ ତମେ

  • @pankajnayak4829
    @pankajnayak48292 жыл бұрын

    Love is a most beautiful things which can't be explained ... Please release him🥺🙏🙏🙏🙏

  • @user-pg3hc7or9z
    @user-pg3hc7or9z2 жыл бұрын

    ରେପ murder କରି 14 ବର୍ଷ ପରେ ଫାଶୀ ପାଉଛନ୍ତି. ଇ ସେଇ ଆଇନ ଯୋଉଟା ପ୍ରେମ ପାଇଁ ବି ଫାଶୀ ଦଉଚି. ଫାଶୀ ନୁହଁ ଟା ଆଉ କଣ ଏ

  • @kanhucharan5487
    @kanhucharan54872 жыл бұрын

    ମାନ୍ୟବର ହାଇକୋର୍ଟ ଙ୍କୁ ବିନୀତ ଅନୁରୋଧ ବର୍ତ୍ତମାନ ସେ ଭାଇ ଜଣକ ତିନିବର୍ଷ ସଜା କାଟିସାରିଲେଣି ଏବେ ଆଉ ସଜା ନ ଦିଆ ଯାଉ ସେ ଝିଅ ଚଳିବ କେମିତି ବା ବଞ୍ଚିବ କେମିତି ତା କଥା ଟିକେ ବିଚାରକୁ ନିଆଯାଉ

  • @user-gw5vv5us3r
    @user-gw5vv5us3r2 жыл бұрын

    ଝିଅ ଜଦି ରାଜୀ ଅଛି ସେ ପୁଅକୁ ଜେଲେ କେମୀତୀ ହେଲା

  • @arunkumarmahakur80

    @arunkumarmahakur80

    2 жыл бұрын

    Jhia ta pua biruddhare first case karithiba sethi pain

  • @riyriymusic4933

    @riyriymusic4933

    2 жыл бұрын

    😂😂😂😂😂

  • @parvatisahoo2724
    @parvatisahoo27242 жыл бұрын

    ବେବିଚାର ନିୟମ। ଠିକ୍ ନୁହେଁ। ଆମେ କେହି ସଠିକ ବିଚାର କରି ପାରିବେ ନାହିଁ।

  • @devilsdevils4576
    @devilsdevils45762 жыл бұрын

    ଛି... ଛି.... ଏଇ ଭାରତର ସମ୍ବିଧାନ ଓ ଆଇନ କୁ, ଲୋକ ମଡ଼ର କରିବି ସେତିକି ସଜା କାଟୁନାହାନ୍ତି, କିନ୍ତୁ ଏ ମାନେ ପ୍ରେମ କଲେ ଓ ଜୀବନସାଥୀ ରୂପରେ ଦୁଇ ଦୁହିଁଙ୍କୁ ବାଛିନେଇ ବିବାହ ବି କରିଛନ୍ତି, ଏଇଟା କଣ ଭୁଲ, ଏଥିପାଇଁ ମୁଁ ମାନ୍ୟବର କୋୖର୍ଟ ଅଧିକାରୀଙ୍କୁ ଅନୁରୋଧ କରୁଛି, ଯେମିତିକି ଦୁଇଜଣ ହସଖୁସି ରେ ଜୀବନ ଯାପନ କରିବେ ତା ପ୍ରତି ଦୟାକରି ଧ୍ୟାନ ଦିଅନ୍ତୁ,

  • @SSMV22
    @SSMV222 жыл бұрын

    Please release him as soon as possible

  • @anilkisan7397
    @anilkisan73972 жыл бұрын

    ପ୍ରେମ କରିବା ଆଇନ ଅପରାଧ ତାହେଲେ ସେଇ ଝିଅର ଅବସ୍ଥା କଣ ହେଉଛି ତାକୁ କିଏ ବୁଝିବ ଜଜ୍ ଏବେ ତା ଘରେ ରଖିବା କଥା ।

  • @jaganpatra5562
    @jaganpatra55622 жыл бұрын

    କିଏବି ସାହାଯ୍ୟ ର ହାତ ବଢ଼ାନ୍ତୁ 🙏🙏🙏

  • @astalDN2929
    @astalDN29292 жыл бұрын

    Thanks your OTV chanal. Pls pls pls daya karun emanku

  • @susantapapi216
    @susantapapi2162 жыл бұрын

    Hey God plz bless him🙏 Plz Release him Love is life true love never end....

  • @kbdemosatv6252
    @kbdemosatv62522 жыл бұрын

    ମାନ୍ୟବର ହଧା ଲତ କୁ ମୋର ନମସ୍କାର ସେଧୁଇଜଣଙ୍କୁ ମିସାଇଦିହୋ ଜର୍ଜ ଶାର ଥାଙ୍କୁ ହେଥେବଡ଼ ସଜାଦିହନା🙏🙏🙏🙏🙏🙏

  • @piyushrajkumar15
    @piyushrajkumar152 жыл бұрын

    ଏହାକୁ କି ଆଇନ କୁହାଯିବ. ସ୍ୱାମୀ ଅଛି ସ୍ତ୍ରୀ ଅଛି କିନ୍ତୁ ମଝିରେ ପାଚେରୀ ହୋଇ ଛିଡା ହୋଇଛି ଆଇନ. ଏମାନଙ୍କୁ ଟିକେ ଶାନ୍ତିରେ ବଂଚିବାକୁ ସୁଯୋଗ ଦିଆଯାଉ.

  • @parameswarsingh8325
    @parameswarsingh83252 жыл бұрын

    Pls file CRLMC in high court under section 482 Crpc . Case will be quashed within 6 days

  • @muktikantaswain5695

    @muktikantaswain5695

    2 жыл бұрын

    If u know our law and judiciary system well. Help the sister rescue the love birds bro

  • @kanta5864
    @kanta58642 жыл бұрын

    Thanks you Emfermesion OTV 🙏🙏🙏

  • @Rajababu-gk6kp
    @Rajababu-gk6kp2 жыл бұрын

    ଲୋକମାନେ ମଡର୍ କରି ଖୋଲାଖୋଲି ବୁଲୁଛନ୍ତି । ତାଙ୍କ ପାଇଁ କଣ ଆଇନ୍ ଅନ୍ଧ ହୋଇଯାଇଛି । ସାଧାରଣ ଭୁଲ୍ ପାଇଁ ହେତେ ସଜା.....? ଧନ୍ୟ ତୁମ ସରକାର ଧନ୍ୟ ତୁମ ନିୟମ

  • @Gopihalba8249

    @Gopihalba8249

    2 жыл бұрын

    right

  • @smruti_beaauty.

    @smruti_beaauty.

    2 жыл бұрын

    Right

  • @smruti_beaauty.

    @smruti_beaauty.

    2 жыл бұрын

    Jouti bada bada dosaku ghodai dia jaluchi baba apradhi ku khulamkhula chadi dia jauchi athi sacha prema karuthibàa jodi ku saja ba bare naya

  • @ranjita5326
    @ranjita53262 жыл бұрын

    ଛାଡ଼ି ଦିଅ ରେ ତାଙ୍କୁ 🙏🙏🙏🙏😭😭😭😭😭😭

  • @mamatabhuyan9344
    @mamatabhuyan93442 жыл бұрын

    Please jail ru chadai diya jaau

  • @chiranjitbehera2628
    @chiranjitbehera26282 жыл бұрын

    pliz ଜାହା ହବା କଥା ହେଇଯାଇଛି ସରକାର ଙ୍କୁ ମୋର ଏତିକି ନିବେଦନ ତାଙ୍କ ସଜା କମ୍ କରିଦିଆ ଯାଉ ଦୁଇଟି ନିରୀହ ଜୀବନ କୁ ଏମିତି କଲବଲ କରନ୍ତୁନି ସତରେ ବହୁତ ଦୁଃଖରେ ସେ ଦୁଇଜଣ ଙ୍କ ଜୀବନ କଟୁଛି pliz pliz pliz ତାଙ୍କ ସଜା କୁ କମ କରି ଦୁଇଟି ନିରୀହ ଜୀବନ କୁ ବଂଚିବା ର ରାହା ଦିଅନ୍ତୁ pliz pliz pliz

  • @shantilata7237
    @shantilata72372 жыл бұрын

    Dhanya niyam dhanya court

  • @pinkimuhani7845
    @pinkimuhani78452 жыл бұрын

    Right sir

  • @saikhusi349
    @saikhusi3492 жыл бұрын

    My situation same to same thila 8 year case continue hela pare ame aji akathi achhu mote hele Mo village and my family sopart karunahanti bat Abe 7 year hela ame akathi achhu love is life please tankaku be helped karantu

  • @gurucharansahoo9577
    @gurucharansahoo95772 жыл бұрын

    ଅନ୍ଧା କାନୁନ 😀😀🙃🙃

  • @santanujena9707
    @santanujena97072 жыл бұрын

    Love is full of life Fe plz relise him ❤️

  • @stvodia073
    @stvodia0732 жыл бұрын

    ଆରେ ନବୀନ ପଟ୍ଟନାୟକ ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ କୁ ଧରି ବାଡାଅ ମାଆ ମାନେ

  • @subashchandra5062

    @subashchandra5062

    2 жыл бұрын

    Tate naveen kete bele maila

  • @HEMANEIL6142

    @HEMANEIL6142

    2 жыл бұрын

    STV ODIA ORISSADTOHI FODI RA ANDHA KUKURBHKT TOTE AU NAMK GARAM BAUNSA N E IRISS re eahi asu chnti 7 purus ru badei badei orissa bahre fodi...re ir UP yogi ea criminal rajya re fingi deba jatga...thu ORISSAdrohi bharatdrohi kukur hrmi....

  • @HEMANEIL6142

    @HEMANEIL6142

    2 жыл бұрын

    STV ODIA TO HATMI BAMK GARAM MAA NARA EA GOBARDGAN RNDI KOH BJO JARMI KU MAREI TOTE KADHI EAJYODROHI DESDROHI Bmk garam baneichi rsku fadi jinda jalei deba katha...thuuu se htmi rndi MAA J namk garam rajyodrohi desdrohi sikheichi..thuu se maa g...di re ...maru hrmi rndi fodi kukurbhkt Pakistan terrorists thuuu v hina kukur j nij rajya des ea satru...thuu tote Pakistan boarder re jinda jalei fingi deba uchit...Pakistan terrorists nk nazataz kou kukur party karmi nk bazataz harmi kukur tu ..thuu

  • @phxx7949
    @phxx79492 жыл бұрын

    Love is life

  • @khelkakhiladi7604
    @khelkakhiladi76042 жыл бұрын

    ଜଲ୍ଦି ଏ ମାନଙ୍କୁ ନାୟକ ଦିୟା ଯାଉ ବାପା ମାନଙ୍କୁ ମଧ୍ୟ ଅନୁରଧ ଯେ ପିଲାଙ୍କ ଭାବିଷ୍ୟତ କୁ ଆପଣ ନିଜେ ନଷ୍ଟ କରୁଛନ୍ତି ll ଆଜିକାଲି ପୁଅ ଏବଂ ଝିଅ ର ଇଚ୍ଛା ଅନୁ ଯାଇ ବିବାହ କରିବାକୁ ହେବ ll ଆପଣଂକୁ ଯଦି ଭଲ ଲାଗୁନି ଘରରୁ ବାହାର କରନ୍ତୁ କି କୌଣସି ଏମିତିକା କ୍ୟାସେ କରନ୍ତୁ ନାହିଁ ଏହା ମୋର ଅନୁରାଧ ll🙏🙏🙏

  • @subratbagofficial3713

    @subratbagofficial3713

    Жыл бұрын

    👌👌 nice line

  • @roitodivya8592
    @roitodivya85922 жыл бұрын

    Please release him କାହିଁକି ତାଙ୍କର ଜୀବନ କୁ ନଷ୍ଟ କରୁଛନ୍ତି ?

  • @badalsethi4297
    @badalsethi42972 жыл бұрын

    What a wrong judges and wrong judgement... Chi... Thu... Kharap laguchi bhai

  • @biswaranjanjena914
    @biswaranjanjena9142 жыл бұрын

    A sabu vul rule pls taku samaste misiki support karibar achhi midia vainku request a news ku high light kara aame mane support karibu🙏🙏🙏🙏🙏🙏

  • @desicookingwithnini1181

    @desicookingwithnini1181

    2 жыл бұрын

    Right

  • @sambitsambit3777
    @sambitsambit37772 жыл бұрын

    Thanks to otv for such news

  • @bikashranjankuanr2757
    @bikashranjankuanr27572 жыл бұрын

    Jay Jagannath 🙏🙏🙏

  • @bighnarajnanda2381
    @bighnarajnanda23812 жыл бұрын

    Good 👍

  • @jayjagannath762
    @jayjagannath7622 жыл бұрын

    ଶଳା ଅନ୍ଧ ଆଇନ୍ ଏଠି କିଏ ବାହାର କଲା ଦୟା କରି ତାଙ୍କୁ ନାୟ ମିଳୁ ତାଙ୍କୁ ଜେଲ ରୁ ଛଡା ଯାଉ

  • @itishreemohanty91
    @itishreemohanty912 жыл бұрын

    🙏plz realese him 🙏

  • @kabirajpani5495
    @kabirajpani54952 жыл бұрын

    Please release him, manyabar high court. Both love each other

  • @sujitamant2977
    @sujitamant29772 жыл бұрын

    So sad 😭😭😭

  • @sinmayabehera2639
    @sinmayabehera26392 жыл бұрын

    Plz release 🙏🙏

  • @abakashdas7095
    @abakashdas70952 жыл бұрын

    please help Love support Love couple,, don't murder it please... Love'is example of Krishna and radha Love

  • @b2channel729
    @b2channel7292 жыл бұрын

    Love is life...but, lover is not wife 💔 success means pain

  • @padmalochanbarik7863
    @padmalochanbarik78632 жыл бұрын

    pls Help OTV AND Odisha government

  • @kaibalyakarjee1127
    @kaibalyakarjee11272 жыл бұрын

    Pls release 🙏🙏🙏

  • @shortsvedio8281
    @shortsvedio82812 жыл бұрын

    Ohh my god 😭😭

  • @sridharnayak8847
    @sridharnayak88472 жыл бұрын

    ଏଇଟା କୋଉ ପ୍ରକାର ଆଇନ ଦୁଇ ଜୀବନ ନଷ୍ଟ କରିକି ସେ ଦିଜଣ କଣ ଅପରାଧ କରିଲେ କାହାକୁ କରିନାହାନ୍ତି କି ଚୋରି କରିନାହାନ୍ତି ଭଲ ପାଇବା କଣ ଭୁଲ୍ ଯଦି ପୁଅ ଝିଅ ରାଜି ଅଛନ୍ତି ତମେ ଅଲଗା କରିବା ଠିକ୍ ଆଇନ୍ ଯଦି ତମ ପୁଅ ହେଇଥାନ୍ତା ଯଦି ସେମାନେ ବାହା ହେଇକି ସୁଖ ଦୁଃଖକୁ ଆପଣାର କରିଲେ ତମେ କାହିଙ୍କି ସେ ଝିଅଠୁ ପୁଅକୁ ଅଲଗା ରଖିିଛ ଏ କେସ ଜଲଦି ପାଇନାଲ୍ କର

  • @hellokids4428
    @hellokids44282 жыл бұрын

    Please... Justice 🙏🙏

  • @jitendrapradhan6986
    @jitendrapradhan69862 жыл бұрын

    16 barsha ra jhia ku jau bapa maa Mane date change Kari 32 barshara puaku bibaha Kari deuchi sete bele aama govt. Ra aain kuade jauchi Semane jadi love marriage karichanti ta tanku kahniki saja miluchi , government ku mora Anuradha ki semananku ekathi rahiba ku diaajau 🙏🙏🙏🙏

  • @poojarani7613
    @poojarani76132 жыл бұрын

    Emane both kichhi bi vul karinahanti so released her husband , au ei mrg vali pabitra bandhan nku vangi daba thik nuha eia ta god nka bless je kaha saha kahar life lekhichhant , au jadi both happy achhant mrg kari so why punishment to jaypal this done wrong so released him 👍

  • @lionking8293
    @lionking82932 жыл бұрын

    God help

  • @deepakdas4671
    @deepakdas46712 жыл бұрын

    God help them🙏🏼🙏🏼🙏🏼

  • @AamaGaonAamaMati
    @AamaGaonAamaMati2 жыл бұрын

    ୟା ପାଇଁ କଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଗୋଟେ ବି ଫିଲ୍ମ ବନେଇବା କଥା ନୁହଁ କି ??? ଏମାନଙ୍କୁ ଖାଲି ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଦରକାର । ଏ ହେଉଛି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି 🙏🙏🙏

  • @Lucky_Lucky63
    @Lucky_Lucky632 жыл бұрын

    Plzz release

  • @radhakantapatel9342
    @radhakantapatel93422 жыл бұрын

    Nice job Otv 🙏 please help har ...🙏

  • @akashkumarsabar1296
    @akashkumarsabar12962 жыл бұрын

    God bless you bhean

  • @ratnabatimajhi8
    @ratnabatimajhi82 жыл бұрын

    Bhagwan a dui hi ku akathi kari dia tankra khusi milu love is life 🙏🙏

  • @rinkirinki3122
    @rinkirinki31222 жыл бұрын

    So sad 😢😢😢

  • @simplehappy6399
    @simplehappy63992 жыл бұрын

    So sad 😢😢😢😢😢

  • @ramasika970
    @ramasika9702 жыл бұрын

    What a tragedy

  • @r2backsoon858
    @r2backsoon8582 жыл бұрын

    🙏🙏God ଦୁଇଜଣକୁ ମିଳେଇଦିଅ...

  • @prakashbhuyan8948
    @prakashbhuyan89482 жыл бұрын

    Hey prabhu rakshya kara 🙏🙏🙏🙏

  • @zayedakhtar3429
    @zayedakhtar34292 жыл бұрын

    Hamare desh ka kaanoon hai bhai.....dono jb raaji hai ek duje k sath rahne ko to kisi ko v haq nhi hai k inko alag rakhe.court bahut hi galat decision le raha hai....

  • @crazyboysaily2949
    @crazyboysaily29492 жыл бұрын

    Jagannath 🙏🏻 see di Janaku Krupa karantu 🙏🏻

  • @pradeepparida-jp6em
    @pradeepparida-jp6em2 жыл бұрын

    Plz help justice

  • @s.kumarmajhi3812
    @s.kumarmajhi38122 жыл бұрын

    ଭଲପାଇ ବାହାହେବା ଅପେକ୍ଷା ମଡ଼ର କିମ୍ବା ଚୋରି କରିବା ଉଚିତ ମନେ କରୁଛନ୍ତି ଲକମାନେ l ଏହି ସିଷ୍ଟମ ପାଇଁ

  • @subratbagofficial3713

    @subratbagofficial3713

    Жыл бұрын

    Right bro Jaipal ke jani chhan ke apan

  • @dillse3129
    @dillse31292 жыл бұрын

    God help them

  • @truptiranisika6814
    @truptiranisika68142 жыл бұрын

    Dui jhana jaldi ekathi hei jau please Jay maa santosi 🙏

  • @hrusikeshjalli7024
    @hrusikeshjalli70242 жыл бұрын

    🇮🇳ହେ ଗରିବ ନିର୍ଯାତକ୍ ରାଜନୀତିର ପଥିକ ଓଡ଼ିଶା କାନୁନ୍ ଆପଣଙ୍କୁ ଏତିକି ଅନୁରୋଧ🙏🙏🙏 ଗରିବଙ୍କର ଅକର୍ମି ହାତକୁ ଧରି ଗରିବଙ୍କୁ ଏମିତି ସଜା ଦିଅନ୍ତୁ ନାହିଁ 😂🇮🇳

  • @kumarjay1553
    @kumarjay15532 жыл бұрын

    ମନୋରଞ୍ଜନ ଆଜ୍ଞା କେ ଅନୁରୋଧ ଜେ ତାଙ୍କର ପୁରା ଭିଡିଓ ଓଟିଭି ଥିନ୍ ଡଉନ୍

  • @narendramahananda5854
    @narendramahananda58542 жыл бұрын

    Please court release him

  • @angatkumarswain842
    @angatkumarswain8422 жыл бұрын

    Plz relige 🙏

  • @ajayapatnaik1191
    @ajayapatnaik119111 ай бұрын

    Thanks 0tv amite loka ku help karo

  • @tripurajagatofficial
    @tripurajagatofficial2 жыл бұрын

    Murder kala loka mananku 6 months re baharuchhanti But love kariki ana bhul kale So plz jete jaldi heba release Kari daun plz plz plz

  • @beerpainter8614
    @beerpainter86142 жыл бұрын

    Bohut dukhar katha tankar hasband ke jel ru Bahar karidio sir🙏🙏🙏

  • @pradipbariha6767
    @pradipbariha67672 жыл бұрын

    Please help all people

  • @tapanbarik779com4
    @tapanbarik779com42 жыл бұрын

    ଏ ମାନଙ୍କୁ କ୍ଷମା କରନ୍ତୁ ସରକାର ନ ହେଲେ ସୁନାର ସଂସାର ଭାଙ୍ଗିଯିବ ମିଛ କହିବା ପୂର୍ବରୁ 1000ଥର ଚିନ୍ତା କର

  • @lipikamalik6047
    @lipikamalik60472 жыл бұрын

    Plz release him... 🙏🙏and give them live together... They are married now and how will she stay alone without her husband.. 😥😥

  • @aratimalik8209
    @aratimalik82092 жыл бұрын

    ମୋର ଏତକି ଅନୁରୋଧ ସେମାନକୁ ଛାଡି ଦେବା ଦରକାର

  • @ranjansena5479
    @ranjansena54792 жыл бұрын

    Bhagaban achanti sister kichhi bi tension neo nii

  • @pintunayak981
    @pintunayak9812 жыл бұрын

    Very sad 😭😭😭

  • @kailashbehura7101
    @kailashbehura71012 жыл бұрын

    He jagannatha🙏🙏🙏 thanka khusi re rakha😭😭😭

  • @sunilkumarpatnaik6953
    @sunilkumarpatnaik69532 жыл бұрын

    Media should raise this issue and...... on August 15, Jaipal may be freed on special provisions.

  • @dreamsoldier7729
    @dreamsoldier77292 жыл бұрын

    So sad

  • @mrhrvlogs7736
    @mrhrvlogs77362 жыл бұрын

    OTV proud to. Good news please. Supurt. Good life love 💕. Tq OTV. Please neya milu anku sarkar ku abe dona.

  • @bikramsahoo265
    @bikramsahoo2652 жыл бұрын

    Plz..... Sir help 🙏

Келесі