Odisha Deputy CM Pravati Parida Pull Devi Subhadra Chariot At Baripada । ବାରିପଦାରେ ଉପମୁଖ୍ୟମନ୍ତ୍ରୀ

50 ବର୍ଷ ପୂର୍ତ୍ତି ଉପଲକ୍ଷେ ମହିଳା ରଥ ଟାଣିଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରି ପ୍ରତିଭା ପରିଡ଼ା। ଆଜି ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ର ପ୍ରଥମ ଦିନର ରଥ ଟଣା। ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, କେବିନେଟ ମନ୍ତ୍ରୀ , ଉପମୁଖ୍ୟ ମନ୍ତ୍ରୀ ସହିତ ପ୍ରାୟ ଦୁଇଲକ୍ଷ ରୁ ଉର୍ଦ୍ଧ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ର ବଡ଼ଦାଣ୍ଡ ରେ।
ପ୍ରଥମେ ପ୍ରଭୁ ବଳଭଦ୍ର ଙ୍କ ରଥକୁ ମାଉସୀ ମା ମନ୍ଦିର ପହଞ୍ଚାଇ ବା ପରେ ଦେବୀ ସୁଭଦ୍ରା ଙ୍କ ରଥକୁ ବଡ଼ଦାଣ୍ଡ ମଧ୍ୟ ରେ ଥିବା ଥାନା ସମ୍ମୁଖ ପର୍ଯ୍ୟନ୍ତ ଟାଣିଥିଲେ । ସେହିଭଳି ଆସନ୍ତା କାଲି ପ୍ରଥମେ ଦେବୀ ସୁଭଦ୍ରା ଙ୍କ ରଥକୁ ମାଉସୀ ମା ମନ୍ଦିର ପହଞ୍ଚାଇ ମହାପ୍ରଭୁ ଜଗନାଥଙ୍କ ରଥକୁ ଟାଣି ବେ ଭକ୍ତେ।
#odishanews #ZeeOdishaNews #PravatiParida
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі