Odia Christian song। ନ୍ୟାୟ ର ତରାଯୁ। cover song by. miss. keloni and prabin Kumar। JB musical Group St. puttasing।7608062834.
Love you dad and God bless you
Miss you tatai dadhi
So very nice so much
Thank you
God bless you all
The most beautiful dance performance by this gentleman.
Good musical team ❤❤❤❤
Superb ❤❤
I'm Enjoying Your Cover Song
Superb ❤❤❤❤❤all team
Super dancer mind blowing
Thank u
Super 💯💯💯💯
Very nice 👍👍
Thanks
Sir dance bout bholo heichi
ଆଜ୍ଞା ବହୁତ ଭଲରେ ନାଚୁଛନ୍ତି
Thank you so much
Beautiful dance sir
❤
Kouti guru eita
ଆରେ ଭାଇ ଏଇ ଜିସୁ ପିସୁ ଛାଡ଼ ଇଏ ଆମ ଓଡ଼ିଶା ଧର୍ମ ନୁହେଁ ।ଆରେ ଭାଇ ତମ ସୀମା ଭିତରେ ରୁହ କିଛି ଟଙ୍କା ପାଇଁ ଯୋଉ ଧର୍ମ ପରିବର୍ତନ କରିକି ଯୋଉ ପାଲା କରୁଚ ଏସବୁ ନିନ୍ଦନୀୟ । ଦେଖ ଭାଇମାନେ ସୁଧୁରି ଜାଅ ଆଉ ଗୋଟେ କଥା ମନେ ରଖିଥ ।ଆମ ଓଡ଼ିଶା ର ଦେବତା ଓଡ଼ିଆ କୁଳର ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥ ଏଇଟା ଭଲରେ ମାନେ ରଖିଥିବ । ଜୟ ଓଡ଼ିଶା ଜୟ ଜଗନ୍ନାଥ 🚩🚩🚩
ଭାଈ ଯାର ଯୋଉ ଧର୍ମ ତା ପାଇଁ ସେହି ଧର୍ମ ବଡ଼।ଆମେ କିଛି କରିପାରିବେନି ।ତୁମେ ଦେବତା କୁ ମନୁଛ ତ ମନୋ ଆମର କିଛି ଅସୁବିଧା ନାହିଁ।କିନ୍ତୁ ଆମେ Christian ଲୋକ ଯୀଶୁ ଙ୍କୁ ମନୁଛୁ ତ ଆମେ ପାଇଁ ଯୀଶୁ ହି ବଡ଼।
Sorry କିଛି ଖରାପ୍ ଭବାନୀ
ଆମେ ସୁଧୁରିବୁନି ଯୀଶୁ ହିଁ ଆମ ଏକୋମାତ୍ର ଭରସା,ଆମେ ମରିବୁ ପଛେ ଯୀଶୁଙ୍କ ନାମରେ ମରିବୁ । ଜୟ ଯୀଶୁ , ହାଲେଲୁୟା
ଆମେ ଯୀଶୁ,କିମ୍ବା ଜଗନ୍ନାଥ, ହାଲ୍ଲାଙ୍କୁ ଆମେ ଦେଖିନେ,ତେଣୁ ଯିଏ ଯାହାର ବିଶ୍ଵାସ ସେହି ପ୍ରକାରେ ଭଗବାନଙ୍କୁ ବିଶ୍ଵାସ କଲେ ସେ ପ୍ରକାରେ ଆମେ ଆମ ଜୀବନ ସୁଖ ,ଶାନ୍ତିରେ ଦିନ କଟିବ । ଦୁଇ ଦିନ ପାଇଁ ଏହି ସଂସାରରେ ଆମେ ଆସିଛୁ ଭାଈ ଭାଈ ହୋଇ ଆମେ ଭଲରେ ରହିଲେ , ଜଗନ୍ନାଥ, ଯୀଶୁ, ଆଲ୍ଲା ମଧ୍ୟ ଖୁସି ହେବେ । ଆପଣମାନେ ଖୁସିତ ।
ଆଜ୍ଞା ଆପଣ କିଛି ଖରାପ ଭାବିବେନି, ଆପଣଙ୍କ ଦଣ୍ଡ ନାଚ ବେଳେ ଆପଣଙ୍କୁ ଆମ ଖ୍ରୀଷ୍ଟିଆନ୍ ଭାଇମାନେ ଆପଣଙ୍କ ଉପରେ କିଛି ହିନ୍ଦୁ ଧର୍ମ ଉପରେ କିଛି ଖରାପ୍ କଥା କହିଲେ କି?
Пікірлер: 48
Love you dad and God bless you
Miss you tatai dadhi
So very nice so much
@harashlima
Ай бұрын
Thank you
God bless you all
The most beautiful dance performance by this gentleman.
@harashlima
23 күн бұрын
Thank you
Good musical team ❤❤❤❤
@harashlima
Ай бұрын
Thank you
Superb ❤❤
@harashlima
Ай бұрын
Thank you
I'm Enjoying Your Cover Song
@harashlima
Ай бұрын
Thank you
Superb ❤❤❤❤❤all team
@harashlima
Ай бұрын
Thank you
Super dancer mind blowing
@harashlima
Ай бұрын
Thank u
Super 💯💯💯💯
@harashlima
Ай бұрын
Thank you
Very nice 👍👍
@harashlima
Ай бұрын
Thanks
Sir dance bout bholo heichi
@harashlima
Ай бұрын
Thank you
ଆଜ୍ଞା ବହୁତ ଭଲରେ ନାଚୁଛନ୍ତି
@harashlima
Ай бұрын
Thank you so much
Beautiful dance sir
@harashlima
Ай бұрын
Thank you
❤
@harashlima
Ай бұрын
Thank you
Kouti guru eita
@harashlima
Ай бұрын
Thank u
ଆରେ ଭାଇ ଏଇ ଜିସୁ ପିସୁ ଛାଡ଼ ଇଏ ଆମ ଓଡ଼ିଶା ଧର୍ମ ନୁହେଁ ।ଆରେ ଭାଇ ତମ ସୀମା ଭିତରେ ରୁହ କିଛି ଟଙ୍କା ପାଇଁ ଯୋଉ ଧର୍ମ ପରିବର୍ତନ କରିକି ଯୋଉ ପାଲା କରୁଚ ଏସବୁ ନିନ୍ଦନୀୟ । ଦେଖ ଭାଇମାନେ ସୁଧୁରି ଜାଅ ଆଉ ଗୋଟେ କଥା ମନେ ରଖିଥ ।ଆମ ଓଡ଼ିଶା ର ଦେବତା ଓଡ଼ିଆ କୁଳର ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥ ଏଇଟା ଭଲରେ ମାନେ ରଖିଥିବ । ଜୟ ଓଡ଼ିଶା ଜୟ ଜଗନ୍ନାଥ 🚩🚩🚩
@harashlima
Ай бұрын
ଭାଈ ଯାର ଯୋଉ ଧର୍ମ ତା ପାଇଁ ସେହି ଧର୍ମ ବଡ଼।ଆମେ କିଛି କରିପାରିବେନି ।ତୁମେ ଦେବତା କୁ ମନୁଛ ତ ମନୋ ଆମର କିଛି ଅସୁବିଧା ନାହିଁ।କିନ୍ତୁ ଆମେ Christian ଲୋକ ଯୀଶୁ ଙ୍କୁ ମନୁଛୁ ତ ଆମେ ପାଇଁ ଯୀଶୁ ହି ବଡ଼।
@harashlima
Ай бұрын
Sorry କିଛି ଖରାପ୍ ଭବାନୀ
@asishmandal5704