News Point: Lord Balabhadra Was Angry! | Social Media Errupts Over Mishap In Puri
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews
Пікірлер: 45
ମାଳିକା ରେ ଲେଖା ଥିଲା ଘଟିଲା ଜଗନ୍ନାଥ କ୍ଷମା କରିଦେଇପରାନ୍ତି କିନ୍ତୁ ବଡ ଠାକୁର ଅନ୍ୟାୟ ସହିବେନି
@avijitmohantyofficial8506
17 күн бұрын
Yes it's true but athi nuhne
Jay jagannath ପ୍ରଭୁ ଆମ ମାନଙ୍କୁ ରକ୍ଷା କରିବେ ❤
ଏହିଭଳି ବହୁବାର କହିସାରିଲେଣି,କେହି ନିୟମ ମାନୁନାହାନ୍ତି...
ମାନସ sir❤ ଆପଣଙ୍କ ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି
Hey Prabhu rakhyakara
ଜଗା ସବୁ ସମ୍ବାଳି ଦବ କିଛି ହବନୀ
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭
ଓଡିଶାରେ ବର୍ତମାନ ଦୁର୍ଭିକ୍ଷ ଲାଗିବାର ଆରମ୍ଭ ହେଲା! ଆଉକିଛି ଦିନ ପରେ ଓଡିଶା ବିକ୍ରୀହେବାକୁ ଯାଉଛି, ଏହା ମାଳିକାରେ ଲେଖା ଅଛି! ଜୟ ଜଗନ୍ନାଥ 🌹🌹🙏🌹🌹
Malika re lekha jaichi😢
ଚାଲିଛି ଗୋଟେ ଆଉ ।ତମେ ଭାସ୍କରକୁ କାଟିଦେବ।କନକ ନିଉଜ୍ ଆଉ ନିଉଜ୍ ଚ୍ୟାନେଲ ହେଇକି ନାହିଁ ଏବେ ବୋଧେ ଭାସ୍କର ଚ୍ୟାନେଲ ସଂଗେ ପ୍ରତିଯୋଗିତା କରୁଚ। ରଥଯାତ୍ରା ସରିଯିବ ପଛେ ତମର ସରିବନି ଚାଲିଥିବ
Jay jaganath 🙏
ଆଗକୁ ବଳିଆ ପୁରେଇବ ଲଙ୍ଗଳ ଅପେକ୍ଷା କରନ୍ତୁ
Jay jagannatha
ବଳଭଦ୍ର ଠାକୁର ସଂକେତ ଦେଉଛନ୍ତି ଆମକୁ ବର୍ତ୍ତମାନ ( ବିଜେପି ) କବଳରୁ ବଞ୍ଚାଓ ଓଡିଶାକୁ ବିଜେପି,, ଠାରୁ ମୁକ୍ତ କର, ନଚେତ ଆଗକୁ ଆଗକୁ କଣ ହେଇ, ହେଇ ଚାଲିବ ତାହା ଓଡିଶା ବାସି ବା ଅନ୍ଧ ଭକ୍ତ ମାନେ ସମସ୍ତଙ୍କୁ ଅନ୍ଧ କରି ଆଖିଖୋଳି ନେବେ ଜୟ ଜଗନ୍ନାଥ 🙏🙏🙏
Puri ସେବାୟତ ମାନେ ସବୁ ଗଲୁଆ . ଖାଲି ପଇସା ଲୁଟିବେ ଭକ୍ତ ମାନଙ୍କ ଠୁ
@user-hf8tv9oc3g
17 күн бұрын
Tu sabuthu bada galua laja laguni ama puri ku ninduchu
ଜୟ ଜଗନ୍ନାଥ 🙏🙏ଭାଇ ସମସ୍ତଙ୍କ ଆଖିରେ ଲୁହ ଛାତି ଥରା ଇଦେଉଛି ଆପଣ ଙ୍କ କଥାରୁ ଲାଗୁଛି ଆପଣ ଙ୍କ ଅନ୍ତର କାନ୍ଦୁଛି କିନ୍ତୁ ନିଜେ ଅଯୋଗ୍ୟ ଆଇନି ମନ୍ତ୍ରୀ କହୁଛନ୍ତି ଏ ଗୋଟେ ସାଧାରଣ ଦୃଘଟଣା ଛି ଛି ବଡ ନିଦ୍ଧନୀ ୟବାର୍ତା ଲଜ୍ୟା ନାହିଁ ଆପଣ ଙ୍କୁ ଆଇନି ମନ୍ତ୍ରୀ ହେଇ ଛନ୍ତି ଦୟାକରି କରି ଆପଣ ଏ ମିତି କହି ଆମକୁ ଦୟାକରି କଷ୍ଟ କଷ୍ଟ ଦିନ୍ତୁ ନି କାରଣ ଆମ ପାଇଁ ବହୁତ ଦୁଃଖ ର କଥା ସାର 🙏🙏😭😭😭😭🙏😭😭😭🙏
Navin pain pravu dukhita thibaru epari hela ehanhi satya
ଏ ଶାଲେ ସେବାୟତ ନା ଡକାୟତ।ଭକ୍ତ ଙ୍କ ଭାବ ଆଗରେ ଏମାନେ ଅନ୍ତରାୟ।ରଥରେ ପଲେ ସେବାୟତ।ରଥ ଭାଙ୍ଗିଲେ ପଲେ ମରିବ।ମହାପ୍ରଭୁ ଙ୍କୁ ସେବା କର ସୁନା ଲଗେଇ ଶୋ କରନି।କାହାର ଗର୍ବ ରହିନି।
@user-hf8tv9oc3g
17 күн бұрын
He sebayat nku kahiba agaru nija ku aga sudharo kn pae chapal boot pindhiki ratha vidiba
Mahaprabhunka Jay 🥀🪷💐🌷🏵️🌸🌺❤️❤️❤️❤️❤️❤️❤️🙏🙏🙏🙏🙏🙏🙏
BJP ku Bharasa Nahi Husiar
Aha kebali prashashna hi dai
Pakidele ragi kan pai
Aagaku dekhantu odisha ra.kana hauchi.
Ragiki denyi dela paa
Agaru bhala laguthila abe bhaskar news bhalia laguchi 😂😂😂
A haha sebaka madhya dai
Ame janichu heisarila pare kahani sunaucha
Puri Jagannatha sebaka ka pae kan aene kanun kechi nahi
Rajaniti karuchhanti thakuranku neiki e news bala
BJP mukt Bharat 😮😮😅
Sabu se sebayata manak bhul pai emiti hela.... Rath rr 3 dina rakhiba kattha nuha 8date rati rr gundichha mandir ku pahandi kriki nebar thila.... Eamne 9date rati rr neuchnti... Nitikanti bhul heichi sethipi emiti hela.......
SARBE HOIBE AKA MUKHA DAKIBE SRI HARI RAKHA🙏💀🚩
Are tamara value hi kn achhi mahaprabhunka sewa kariba ku jauchha jadi ta mindset ta thiba ra achhi ki he mahaprabhu jadi apananka ବଡଦାଣ୍ଡ mo prana tyaga kale mo mukti pai jibi ao tame mahaprabhu nku majak bai delani . king of the universe nka kama re ete avela mo kahuchhi jeu mane v ethire thile samaste prayaschita karantu darakar hele nija ra prana v dei dia mahaprabhunku . Jai jaganath 🙏
Boliye
Bekaria chanel Mu agaru jete important deuthili kanak news ku abe au bhala laguni
Khali Brahmana mane hi Sebayata hauchhanti seithi pai ragigale. Savu brahmanaku hatajau aau Yadav, Khandayata,paika au alga caste ku sujog diajau
Yalajya channel
କିଛିନାହିଁ ଫାଲତୁ କଥା କହିବା କୁ ନିୟୁସ୍ ଚେନେଲ ସୁଜଗ ଖୋଜନ୍ତି ଏହା ଗୋଟିଏ ସୁଯୋଗ ।
@user-he7ds2kj1f
17 күн бұрын
Hela aau aagaku dekho kn heu chhi😂😂😂