Naveen's Popularity Failing In Both Public Gatherings And Roadshows, Chairs Remain Vacant

Naveen's Popularity Failing In Both Public Gatherings And Roadshows, Chairs Remain Vacant | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 1 000

  • @durgaprasadsamantaray7084
    @durgaprasadsamantaray708415 күн бұрын

    ବିଜୁଳି ବିଲ୍ ଆସିବ ନାହିଁ ବୋଲି କହିବା, ଓଡ଼ିଶାବାସୀ ଙ୍କୁ ଏକ ନିର୍ବାଚନୀ ଧୋକ୍କା

  • @gudlutripathy3283

    @gudlutripathy3283

    15 күн бұрын

    Modi kon petrol price kom kole ki...kohi notile ki...opposite party re thila bele...sob chor hai...but...Naveen Pattanaik is the best Chief Minister in lndia.

  • @manishbhatter2360

    @manishbhatter2360

    15 күн бұрын

    ​@@gudlutripathy3283petrol to state govt bhi vat nauchi 33% which is highest

  • @whatisthis1900

    @whatisthis1900

    15 күн бұрын

    ​@@gudlutripathy3283 nabini pattanaik ta mentally retarded m****a ta au pandian ta kukura. au tu b gote pada chata 500tankia kukura

  • @tapasswain3231

    @tapasswain3231

    15 күн бұрын

    ​@@gudlutripathy3283 India re ahuri kete best CM achanti Nabin Pattnaik best nuhan, worst cm ever jie ki pura Odisha ku khai khola karidela

  • @biswajitsahoo748

    @biswajitsahoo748

    15 күн бұрын

    ​@@gudlutripathy3283 ପାଣ୍ଡିଆନ CM ରେ... ନବୀନ ଠାରୁ ବେଶୀ ରାଲି ପାଣ୍ଡିଆନ କରୁଛନ୍ତି... ତୁମ ଭଳି କେତେଟା ମୁଣ୍ଡ ବିକାଙ୍କ ଯୋଗୁଁ ଓଡ଼ିଆ ଜାତି ଲଜ୍ଜିତ...

  • @nrushinghnathsahu1630
    @nrushinghnathsahu163015 күн бұрын

    ବିଜୁଳି ବିଭାଗ ର କର୍ମଚାରୀ ଙ୍କ ପାଇଁ ମାଡ ଖାଇବା ରାସ୍ତା ତିଆରି କରାଯାଉଛି

  • @subodhajena7684

    @subodhajena7684

    15 күн бұрын

    Right

  • @bijayanandadash5344

    @bijayanandadash5344

    15 күн бұрын

    😅

  • @user-qv4hd2bq9f

    @user-qv4hd2bq9f

    15 күн бұрын

    Aau yanku ai sabu kana last pancha barsa re mone padila nahin? Jete bele bag bantu thile SE te bele bi mone padila nahin😂 pura pandua mane😂

  • @Lisa_02508

    @Lisa_02508

    15 күн бұрын

    100 unit only(5.80*100=580) rupees only give nabin after he win the cm 😂😂

  • @saisuman5220

    @saisuman5220

    14 күн бұрын

    @@Lisa_02508ପିଠା ଯୋଜନା ଭଳି ଏ ପ୍ରଚାର ପାଇଁ ଉଦ୍ଦିଷ୍ଟ।

  • @thedash.ing.
    @thedash.ing.15 күн бұрын

    ଓଡ଼ିଶା ବାସୀ ଙ୍କୁ କିଛି ମାଗଣାରେ ଦରକାର ନାହିଁ ରୋଜଗାର ଦିଅନ୍ତୁ...

  • @binaykumarpradhan2200

    @binaykumarpradhan2200

    15 күн бұрын

    U r right ଶିକ୍ଷା ନହେଲେ କିପରି ଆୟ ବୃଦ୍ଧି ହେବ। ସ୍କୁଲ ରେ‌ ଶିକ୍ଷକ ନାହାନ୍ତି ସ୍କୁଲ ଘର ନାହଁ

  • @pradoshnayak999

    @pradoshnayak999

    15 күн бұрын

    👍

  • @crimefiles153

    @crimefiles153

    15 күн бұрын

    Rojagara thile masa ku 1000 Bill deiheba rojagara nathile 100 free hele kn heba magana khaile bhabisyata andhara heba kichhi Kari hebani

  • @supriyasahoo4400

    @supriyasahoo4400

    15 күн бұрын

    Yes perfect

  • @SwarnaMohanty-hj5rs

    @SwarnaMohanty-hj5rs

    15 күн бұрын

    Magna chaula 5 kg lekha neuchha .

  • @chakradharmishra5274
    @chakradharmishra527415 күн бұрын

    ନବୀନଙ୍କ ଦୁର୍ଦଶା ପାଇଁ ପାଣ୍ଡୁହିଁ ଦାୟୀ l

  • @prasantakumarswain3419

    @prasantakumarswain3419

    15 күн бұрын

    ନବୀନ ଙ୍କ ଦୁର୍ଦ୍ଦଶା ଲୋକେ କୋଉଠି ଦେଖିଲେଣି, ଯେଉଁଦିନ ପ୍ରେମ ପଟ୍ଟନାୟକ ଆସି ତାଙ୍କୁ ଟେକି ଟେକି କି ନେବେ ମାମୁଁ ଘରକୁ, ସେଇଟା ପାଣ୍ଡିଆନ୍ ଦେଖିଲେ ଆମେ ଦେଖିବା ଦୁର୍ଦ୍ଦଶା କଣ ।

  • @deeptiranjanrout1492
    @deeptiranjanrout149215 күн бұрын

    ନବୀନ ବାବୁଙ୍କ ପ୍ରତି ଶ୍ରଦ୍ଧା ଅଛି କିନ୍ତୁ ଜ୍ବାଇଁଙ୍କ ପାଇଁ ନୁହେଁ। ଧନ୍ୟବାଦ।

  • @hariomm2301

    @hariomm2301

    15 күн бұрын

    ତାମିଲ କଳାପାହାଡ ଓ ତାଙ୍କର କୀର୍ତଦାସ ହଟାଓ ଓଡ଼ିଶା ବଞ୍ଚାଓ 😂😂😂😂

  • @krushnadas1509

    @krushnadas1509

    15 күн бұрын

    Jwain Kan kahar ?

  • @Save_Odisha_from_looters

    @Save_Odisha_from_looters

    15 күн бұрын

    5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି | ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ | ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @deepakbhera5149

    @deepakbhera5149

    8 күн бұрын

    Jay shree Ram

  • @mituprdhan2020
    @mituprdhan202015 күн бұрын

    ତାମିଲ ଗ୍ୟାରେଣ୍ଟି ଲୋକଙ୍କୁ ବୋକା ବନା ଉଛି ତାମିଲ

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @Save_Odisha_from_looters

    @Save_Odisha_from_looters

    15 күн бұрын

    5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି | ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ | ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @sushantapolei6322
    @sushantapolei632215 күн бұрын

    ବହୁତ ହେଇଗଲା ଏଥର ଏ ସରକାର ବଦଳିବାଦରକାର

  • @bijayanandasatpathy9488
    @bijayanandasatpathy948815 күн бұрын

    ନବୀନ ବାବୁ ଯଦି ଏଥର ନିର୍ବାଚନରେ ଭାଗ ନେଇ ନ ଥାନ୍ତେ ତେବେ ଲୋକେ ତାଙ୍କୁ ଜଣେ ମହାପୁରୁଷ ଭାବି ଚର ଦିନ ପୂଜା କରି ଥାନ୍ତେ। କିନ୍ତୁ ଚୌକି ଲୋଭ ହିଁ ତାଙ୍କର 24 ବର୍ଷର ସୁନାମ କୁ ଧୂଳିସାତ କରିଦେବ ଏଇ ସନବାବୁ ଙ୍କ ପାଇଁ

  • @Swap3331

    @Swap3331

    15 күн бұрын

    Bhai Kan kahile !

  • @PabitrabaralBaral-db3eq

    @PabitrabaralBaral-db3eq

    15 күн бұрын

    Bahut bada Katha. Nabin nka pakhare pahanchaiba Katha.

  • @user-qv4hd2bq9f

    @user-qv4hd2bq9f

    15 күн бұрын

    This time he is being used by some one for some one

  • @bharatam8716

    @bharatam8716

    15 күн бұрын

    Exactly

  • @bharatam8716

    @bharatam8716

    15 күн бұрын

    Pura perfect katha

  • @prasantakumarswain3419
    @prasantakumarswain341915 күн бұрын

    ନବୀନ ବାବୁ ଆପଣ ଯାହା ନିର୍ଭୟ ଗୁମର କଥା ରେ କହୁଛନ୍ତି ଦୟାକରି AI ଟେକ୍ନୋଲୋଜି ବ୍ଯବହାର କରି ଭାଷା କୁ ତାମିଲ୍ କରି ଦିଅନ୍ତୁ, ଯାହା ଖର୍ଚ୍ଚ ହେବ ମୁଁ ଦେବି ।

  • @iconicindrajit3660

    @iconicindrajit3660

    15 күн бұрын

    sir kn kahile mo..mun b e katha re eka mata,ama tamil babu khandi odia bujhanti sudha odia bujhantini

  • @rabimohanty112
    @rabimohanty11215 күн бұрын

    ମିଥ୍ୟକଥା, ରାଜ୍ୟକୁ ଧ୍ବସା କରିବାର ଯୋଜନା ଡକାଇତ ନବୀନ କହୁଛି.

  • @pabitranath5075

    @pabitranath5075

    15 күн бұрын

    100% thik

  • @achieversacademy9691

    @achieversacademy9691

    15 күн бұрын

    Han. Navin Pattnaik

  • @chhayakanta7328

    @chhayakanta7328

    15 күн бұрын

    Pura right 👍

  • @ODIABHARIBADHIA

    @ODIABHARIBADHIA

    15 күн бұрын

    Right 👍

  • @gudlutripathy3283

    @gudlutripathy3283

    15 күн бұрын

    Naveen Pattanaik is the best Chief Minister of lndia...without any doubt.

  • @manoranjan34680
    @manoranjan3468015 күн бұрын

    ସାର ନମସ୍କାର, ମୋ ମତରେ ପାଣ୍ଡିଆନ ଜଣେ ବୁଦ୍ଧିମାନ ଲୋକ ନୁହନ୍ତି, ସମୂଳେ ନିର୍ବୋଧ, ଏହା 100% ସାତ ଯେ ସେ ଯେତେ ପ୍ରଚାର କରିବେ ବିଜେଡି ସେତେ ତଳକୁ ତଳକୁ ଯିବ, ଏହା ମୋର ଚ୍ୟାଲେଞ୍ଜ, ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏

  • @user-qv4hd2bq9f

    @user-qv4hd2bq9f

    15 күн бұрын

    Budhhiman heithile 5T under re sabu department thila, center ru budget asila, hele kama karein parileni, sesaku sasta rajniti rasta, one Kerala IAS Kurien flooded Gujrat with Milk, Pandian could not provide water , 😂

  • @saisuman5220
    @saisuman522015 күн бұрын

    ପାଣ୍ଡିଆନ ଆଜି ସମ୍ବଲପୁର ରେ କହୁଛନ୍ତି ଓଡ଼ିଆ ବରପୁତ୍ରମାନଙ୍କ ନାମ। ମାତ୍ର ସେ ସ୍ବଭାବ କବି ଓ ସନ୍ଥକବି ଙ୍କ ନାମ ଉଚ୍ଚାରଣ ଭୁଲ କରିଛନ୍ତି। ଏହାକୁ କହନ୍ତି ଓଡ଼ିଆ ଅସ୍ମିତା.....

  • @arabindamishra4045

    @arabindamishra4045

    14 күн бұрын

    ଅକାଳ କୁସ୍ମାଣ୍ଡ ର ବାରବାଟୀ ଚାଷ। କି ପାଣ୍ଡିତ୍ୟ। ବିଜେଡି ନିଜର ଭସ୍ମାସୁର ଦ୍ୱାରା ଆପେ ଆପେ ବିନାଶ ହବ, କୌଣସି ବାହାର ର ଶକ୍ତି ର ଆବଶ୍ୟକତା ନାହିଁ।

  • @suryaprakashrath
    @suryaprakashrath15 күн бұрын

    ଏ ଅବସ୍ତା ପାଇଁ ଜଣେ ହିଁ ଦାୟୀ । ସେ କେବଳ ନବୀନ । କଣ୍ଟା ଗଛ ଲଗେଇଛି କିଏ ? ଆମ୍ବ ଫଳିବ କି ?

  • @durgaprasadsamantaray7084
    @durgaprasadsamantaray708415 күн бұрын

    ନବୀନ ଭାଲୁ ଲାଙ୍ଗୁଡ ଧରିଛନ୍ତି,ନ ଛାଡିଲେ ମଲେ ଆଉ ଛାଡିଲେ ବି ମଲେ।

  • @bijaykhuntia868

    @bijaykhuntia868

    15 күн бұрын

    Right

  • @KushaRaut-eg1yr
    @KushaRaut-eg1yr15 күн бұрын

    ପାଣ୍ଡୁ ର ଲୋଭ ରେ ଓଡ଼ିଆ ଆଉ ମୁକ ବୋକା ମୂର୍ଖ ହେବେ ନାହିଁ❤❤❤❤❤

  • @sanghamitradas371

    @sanghamitradas371

    15 күн бұрын

    Paisa niya vote fulare diya

  • @Save_Odisha_from_looters

    @Save_Odisha_from_looters

    15 күн бұрын

    5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି | ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ | ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @DHARANIDHARMUNDA-wy6mo
    @DHARANIDHARMUNDA-wy6mo15 күн бұрын

    ନିଜେ ନବୀନ ବାବୁ ଜାଣି ନଥିବେ ଓଡ଼ିଶାରେ କେଉଁ କେଉଁ ଅଞ୍ଚଳରେ ବିଦ୍ୟୁତ୍ ଉତ୍ପାଦନ କାରଖାନା ଅଛି ? କେଉଁ ଜିଲ୍ଲାରେ ଅଧିକ ଜଳ ବିଦ୍ୟୁତ୍ ଉତ୍ପାଦନ ହୁଏ ?

  • @tilucreations

    @tilucreations

    15 күн бұрын

    Even he may not know that now Election is going on😅😅😅😅😅😅😅😅😅😅😅😅😅😅😅😅😅😊

  • @netajidash9367
    @netajidash936715 күн бұрын

    ଗୁମାସ୍ତା କହିଲେ ୧୦୦ ୟୁନିଟ୍ ଫ୍ରି। ଫୋନରେ ବିଜ୍ଞାପନ କହୁଚି ୧୦୦ ରୁ ୧୫୦ ଫ୍ରି। ମୁଖିଆ କହିଲେଣି ବିଲ ଆଉ ଆସିବନି। ମୋ ମୁଣ୍ଡ ଗୋଳମାଳିଆ ହେଇ ଯାଉଚି।

  • @tilucreations

    @tilucreations

    15 күн бұрын

    BPL will get

  • @dkd4788

    @dkd4788

    10 күн бұрын

    😂

  • @kamalakantapanda8822
    @kamalakantapanda882215 күн бұрын

    ଚବିଶ ଘଣ୍ଟା ମଦ ପିଇ ଶୋଉଛି କହିଲେ ଏକଦମ ଠିକ. ମଦୁଆ ନବୀନା ଓଡିଶା ରେ ଚବିଶ ବର୍ଷ ଭିତରେ ଗୁଡିଏ ମଦୁଆ ତିଆରି କରି ବିଶ୍ୱ ରେକର୍ଡ କରିଛି.ଏହା ହିଁ ଓଡିଶା ର ବିକାଶ. ଆପଣ ମାନେ ଖୁସି ତ!

  • @dagreswargoud
    @dagreswargoud15 күн бұрын

    ଯେମିତି କଂଗ୍ରେସର ରାଜପୁତ୍ର ରାହୁଲ ଜୀ ସେପରି ବିଜେଡ଼ିର ପୋଶ୍ୟପୁତ୍ର ହେଲେ ପାଣ୍ଡିଆନ (ଦୁହେଁ ଦୁଇ ଦଳର ବିଲୋପ ହେବାର କାରଣ)

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @whatisthis1900

    @whatisthis1900

    15 күн бұрын

    ​@@SimanchalChaudhuri🐕aaaaa chuchuuuu chuchuuu

  • @_mr___rajput

    @_mr___rajput

    14 күн бұрын

    ​@@SimanchalChaudhuriprati SHG group mahila nku 10000 dia gala ni 😂😂 kichhi dina tale saree pai 1000 dia gala 🤗

  • @ashutoshbarik5330
    @ashutoshbarik533015 күн бұрын

    ହଁ ସ୍ୱଚ୍ଛ ଭାବ ମୂର୍ତ୍ତି ଜଳ ଜଳ ଦୁଶୁଚି ୨ କୋଟି ଟଙ୍କାର ରାସ୍ତା ୨ ମାସ ଯାଉନାହିଁ

  • @padmanayak9883
    @padmanayak988315 күн бұрын

    ନବିନବାବୁ ଙ୍କ ପରିଣତ ବୟସରେ ତାଙ୍କର ପ୍ରତିଷ୍ଠା କୁ ଭି,କେ ପାଣ୍ଡିଆନ ନଷ୍ଟ କରିଦେଇଛନ୍ତି ଜୟ ଜଗନ୍ନାଥ

  • @bijaykhuntia868

    @bijaykhuntia868

    15 күн бұрын

    Right

  • @pradeeptamallick298
    @pradeeptamallick29815 күн бұрын

    ଆଗରୁ କେବେ ଭୁବନେଶ୍ୱର ବାସି C,m ଙ୍କଙ୍କୁ ବାହାରକୁ ବାହାରିବା ଦେଖୁଥିଲେ କୀ ?

  • @Mrranaji5220
    @Mrranaji522015 күн бұрын

    ପଦ୍ମପୁର ଜିଲ୍ଲା କରିବାର ଯେନ୍ତା ସ୍ବପ୍ନ ଦେଖାଲେ ଠିକ୍ ସେହିପରି ବିଜୁଳି ବିଲ୍ ସ୍ବପ୍ନ ଦେଖାଉଛନ୍ତି

  • @arjunbag5441
    @arjunbag544115 күн бұрын

    ସାର୍ ନମସ୍କାର,ଲୋକେ ସୁଧୁରିବା ଆରମ୍ଭ କଲେଣି ।ଏଥର ଦେଖନ୍ତୁ ବି,ଜେ,ପି ନିଶ୍ଚୟ ଆସିବ।

  • @ranjankumarmohanta2003
    @ranjankumarmohanta200315 күн бұрын

    ଏ ଅପାରୋଗ ପଙ୍ଗୁ କ୍ରୀତଦାସ ଗୁମାସ୍ତା ସରକାର କୁ ହଟାଇ ଉପଯୁକ୍ତ ସରକାର ବାଛନ୍ତୁ 🙏🙏🙏🙏🙏

  • @prasantakumarswain3419
    @prasantakumarswain341915 күн бұрын

    ଅସମ୍ଭବ, ମୁଁ ବିଜୁଳି ଵିଲ୍ ଦେବାରେ ଅଭ୍ୟସ୍ତ ତେଣୁ ମୁଁ ନିହାତି ଦେବି ନହେଲେ ମୁଁ ନିଜକୁ ଓଡ଼ିଆ ବୋଲି କହି ପାରିବି ନାହିଁ, ତାମିଲ୍ ତାମିଲ୍ ବାସିବି ।

  • @tilucreations

    @tilucreations

    15 күн бұрын

    😂😂😂

  • @bharatam8716

    @bharatam8716

    15 күн бұрын

    Perfect

  • @sarojrout9173
    @sarojrout917315 күн бұрын

    ନବୀନ ସରକାର ୨୦୧୯ ରେ କହିଥିଲେ ବିଜୁଳି ମାଗଣା ଦିଆଯିବ ହେଲେ ମିଳିଲାନି ବିଜେଡି ଯୋଜନା ହେଉଛି ପାଣି ର ଗାର ନିର୍ବାଚନ ସରିଲେ ନବୀନ ଭୁଲିଯାନ୍ତି

  • @ramachandrasahoo3338
    @ramachandrasahoo333815 күн бұрын

    ଖୁବସୁନ୍ଦର ଆପଣଙ୍କ ଉପସ୍ଥାପନା ଶୁଣିବାକୁ ଖୁବ ଭଲଲାଗେ କାହିଁକିନା ସେଥିରେ ସବୁ ସତକଥା କୁହନ୍ତି ଆପଣ 🙏

  • @manoranjansethi6623
    @manoranjansethi662315 күн бұрын

    ଏଥର ୪୦୦ ପାର୍

  • @PRADEEPKUMAR-hc9zz
    @PRADEEPKUMAR-hc9zz15 күн бұрын

    ଆପଣଙ୍କର ଏ ଭିଡ଼ିଓ ଦେଖିବା ଆଗରୁ ସେ ବିଜୁଳି ବିଲ୍ ର ବିଜ୍ଞାପନ ଆସିଲା😂😂😂

  • @Save_Odisha_from_looters

    @Save_Odisha_from_looters

    15 күн бұрын

    5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି | ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ | ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @abhayamishra3806

    @abhayamishra3806

    14 күн бұрын

    Bajuchi Sankha, Asuchi July.....ବିଜୁଳି ବିଲ କୁ କର bye bye😂😂

  • @susantasahoo9544
    @susantasahoo954415 күн бұрын

    ନବୀନ ଦାସ ବାବୁ,ଆପଣଙ୍କର ପ୍ରଥମ ପ୍ରଶ୍ନ (ବିଜୁଳି ବିଲ )ବାବଦରେ ଉତ୍ତର ହେଉଛି ନବୀନ ପଟ୍ଟନାୟକ ବାବୁ ଓଡ଼ିଶାର ଜନସାଧାରଣଙ୍କର ଉପକାର କରୁନାହାନ୍ତି ବରଂ ଉପହାସ କରୁଛନ୍ତି ।ଦ୍ୱିତୀୟ କଥା ହେଲା ନବୀନ ପଟ୍ଟନାୟକଙ୍କୁ କେହି ଦୁସ୍ତ ଅବସ୍ଥା କୁ ଆଣି ନାହାନ୍ତି,ସେ ନିଜେ ଏହା କରିଛନ୍ତି।ବିଧାୟକ ଓ ସାଂସଦଙ୍କ ସଂଖ୍ୟା ୧୬୮ , ଏ ସମସ୍ତେ ଜାଣିଛନ୍ତି pandian ବାବୁ ତାଙ୍କ ଅଞ୍ଚଳରେ ସଭା କଲେ,ତାହା ସେମାନଙ୍କର କ୍ଷତି ହୋଇପାରେ,ତଥାପି କେହି ପାଟି ଖୋଲୁନାହାନ୍ତି ।ତେଣୁ କଥାରେ ଅଛି '' ସମୟ ଖରାପ ବେଳେ ଘୋଡାମୁଂହ ପୁଅ ଜନ୍ମ ହୁଏ ।

  • @BiswajitMohanta-xh9pn
    @BiswajitMohanta-xh9pn15 күн бұрын

    ଏହି ବିଜୁଳି ବିଲ୍ ମୁଁ ଯାହା ଭାବୁଛି ସାଧାରଣ ଗୋଟିଏ ବିଜୁଳି ଉପଭୋକ୍ତା ବହୁତ ଅସୁବିଧା ରେ ରହିବ। ଅଜ୍ଞା ଏବେ ପା ବିଲ୍ ପଇସା ପୈଠ କରିକି ବି ଗୋଟିଏ ଗ୍ରାମ ରେ transfermoer ଟେ replacement pain ଗୋଟିଏ ମାସ ଲାଗି ଯାଉଛି। ଆଉ ମାଗଣା ସେବା ନେଲେ ତ ଗୋଟିଏ ବର୍ଷ ଲାଗି ଯିବ।ହେ ଓଡିଶା ବାସି ଟିକେ ଚିନ୍ତା ଧାରା ବଢନ୍ତୁ।🙏

  • @edumatters4986
    @edumatters498615 күн бұрын

    ଅପାରଗ, ଅଲାଜୁକ, ସ୍ଥାନୁ ନବୀନ, ପାଣ୍ଡିଆନ ଏତେ ବର୍ଷ ହେଲା କୋଉଠି ଶୋଉଥିଲେ କେଜାଣି।।bjd ର mla ମାନଙ୍କ ଦେହରେ ସତରେ ନାଲି ରକ୍ତ ପ୍ରବାହିତ ନା ନାଲି ମଦ ପ୍ରବାହିତ।।।ଯାହା ବି ହଉ ଆପଣ ଲୋକଙ୍କୁ ଏତେ ସଚେତନ କରିବାକୁ ସର୍ବଦା ଚେଷ୍ଟିତ ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।।ଗୋଟେ ନବୀନ ଆଉ ଗୋଟେ ନବୀନ ଙ୍କର ଭିତରେ କେତେ ଫରକ୍❤

  • @unlimitedstatus7362
    @unlimitedstatus736215 күн бұрын

    ଦୟାକରି ନିର୍ବାଚନ ସାରିବା ଯାଏ ପ୍ରତିଦିନ କିଛି ତଥ୍ୟ ମିଳିଲେ ବହୁତ ଭଲ ହୁଅନ୍ତା ସାର

  • @BishnucharanRay-xy5ox
    @BishnucharanRay-xy5ox15 күн бұрын

    ପାଣ୍ଡିଆନ ଠାରୁ ବେଶୀ ଦାଈ bjd mla mp ମାନେ ପାଟିରେ ମଣ୍ଡା ପଶି ଚିକି

  • @manasdas5715
    @manasdas571515 күн бұрын

    ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଭିତରେ ଓଡ଼ିଶା ର ନେତା ଆଉ ଜନତା 😢

  • @MindfulVigilance
    @MindfulVigilance15 күн бұрын

    ଆପଣଙ୍କ ଭଳିଆ ଉଚ୍ଚଶିକ୍ଷିତ ସିନା ଏହା ଭାବୁଛନ୍ତି କିନ୍ତୁ ବେଶୀ VOTE କିଏ ଦେଉଛନ୍ତି ?ବସ୍ତିବାସିନ୍ଦା ଏସବୁ REALIZE କରୁଛନ୍ତି କି ?

  • @swarajkumarbej3768
    @swarajkumarbej376815 күн бұрын

    ପଦ୍ମପୁର ଜିଲ୍ଲା ହେବା ସତପରି ବିଜୁଳି ବିଲ୍ ଛାଡ ହେବା କଥା ମଧ୍ଯ ସତ୍ଯ ଅଟେ।

  • @mr.rakesh1558

    @mr.rakesh1558

    10 күн бұрын

    Magana khaiba ku ketedina aneithiba kukura mane

  • @rameswar3765
    @rameswar376515 күн бұрын

    ବଡ ମାୟାବୀ ଜୀବ ଏ ନୂହେଁ କାହାରି ଦିନେ ନଭଜୁ ରାମ କୃଷ୍ଣ ଶ୍ରୀହରି । ପାଣ୍ଡୁର କଥା ରେ ପଡି ଦେଲୁ ସଭିଙ୍କୁ ପର କରି । ପାଣ୍ଡୁର ପାଇଁ ତୁମ ଅବସ୍ଥା ହେଲା ଏପରି। ଜୟ ଜଗନ୍ନାଥ

  • @dhamirona8662
    @dhamirona866215 күн бұрын

    ମାଗଣା କହୁଛନ୍ତି ଏପଟେ 50 ରୁ 100 ୟୁନିଟ କଥା ପୁଣି କହିଁକି କହୁଛି ବିଜେଡି,ଏହା ଏକ ପ୍ରହେଳିକା

  • @manoranjansethi6623
    @manoranjansethi662315 күн бұрын

    ଏଥର ହେବ ପରିବର୍ତ୍ତନ

  • @Narendramodifn
    @Narendramodifn15 күн бұрын

    ମିଛ ଆଜ୍ଞା ନବୀନ ବାବୁଙ୍କର ଉପରେ କାହାରି ଶ୍ରଧା ନାହିଁ ବର୍ତ୍ତମାନ କେବଳ ଟଙ୍କା ଓ ଜନତା ଭୋଟ ଦେଲା ପରେ ଏଭିଏମ ସିଲ କରନ୍ତି ନାହିଁ ଓ ପରେ କାରସାତ କରିବା ଜାଣନ୍ତି ସରକାର କଳ ଅଫିସର ବଳରେ ଏମାନେ ଆମେ ଜିତିକି ଅଛୁ ବୁଲି କହିପାରୁଛନ୍ତି ଏହା ଶହେରୁ ଶହେ ସତ ଜୟ ଶ୍ରୀରାମ

  • @bmrout0
    @bmrout015 күн бұрын

    ଭାରତୀୟ ଜନତା ପାଟି ତା ଷ୍ଟାର ପ୍ରଚାରକ ଲିଷ୍ଟ ର 1ନମ୍ବର ଲିଷ୍ଟ ରେ ଭି. କେ ପାଣ୍ଡିଆନ ଙ୍କ ନାମ ରଖିବାର ଥିଲା

  • @manoranjansethi6623
    @manoranjansethi662315 күн бұрын

    Phir Ek Baar Modi Sarkar

  • @SangitDewana
    @SangitDewana15 күн бұрын

    ପୁରା ମିଛ କଥା....ଗାଲୁଆ ସରକାର...

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @whatisthis1900

    @whatisthis1900

    15 күн бұрын

    ​@@SimanchalChaudhuri🐕aaaaa chuchuuuu chuchuuu

  • @successfullife6722
    @successfullife672215 күн бұрын

    ସବୁ ଥର ପରି ଧୋକା ମିଳିବ l

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @whatisthis1900

    @whatisthis1900

    15 күн бұрын

    ​@@SimanchalChaudhuriheiiireee au gote 500tankia kukura 🐕🐕🐕🤣🤣🤣...aaaa chuuuuuchuuuuuu

  • @nandakumarjagdila7861
    @nandakumarjagdila786115 күн бұрын

    Nirbhay Samachar sunibaku mate bahuta khusi lage

  • @user-yd7dq7ij6w
    @user-yd7dq7ij6w15 күн бұрын

    ନବୀନସାଙ୍ଗେ. ପାଣ୍ଡିଆନ ବିଜପିର ଷ୍ଟାର ପ୍ରଚାରକ ଲୋକେ କହୁଛନ୍ତି

  • @radhamadhabmishra2750
    @radhamadhabmishra275015 күн бұрын

    ଧୋକା,ଏହା ଏକ ପ୍ରବଞ୍ଚନା ।

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @SidharthMishra99

    @SidharthMishra99

    15 күн бұрын

    ​@@SimanchalChaudhuri Bijuli Bill kebe bi Chad habani Aji jae ta heini,bidyut balaka rajya re

  • @whatisthis1900

    @whatisthis1900

    15 күн бұрын

    ​@@SimanchalChaudhuriaaaa chuuuchuuuuuu aaaaa....🐕 kukurrr aaaaa chuchuu

  • @manoranjansethi6623
    @manoranjansethi662315 күн бұрын

    ଏଥର ମୋଦି ସରକାର

  • @jayjagarnath443
    @jayjagarnath44315 күн бұрын

    ବିଜୁଳି ବିଲ ସିନା ଦେବେନି ହେଲେ ଖଣି ବିଲ ଆଉ କେହି ପାଇବେନି 2029 ଯାଏ

  • @santoshbai6488
    @santoshbai648815 күн бұрын

    Ab ki bar 400 par

  • @skdreamland8486
    @skdreamland848615 күн бұрын

    ସବୁ BJD ର ଗପ। Application ଦେବେ approval ହେଇକି ଆସୁ ଆସୁ late

  • @upendrakumarbiswal4682
    @upendrakumarbiswal468215 күн бұрын

    ଜୁଲାଇ ମାସରେ ବିଜୁଳି ଛାଡ଼ ମିଥ୍ୟା ପ୍ରଚାରକ ଭି କେ ପାଣ୍ଡିଆନ ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଭଳି ନାଟକ କରିଦେଲେ.

  • @rabindrapradhan7646
    @rabindrapradhan764615 күн бұрын

    ଭୋଟ ପାଇବା ପାଇଁ , କେତେ ନାଟ । ବିଲ ଆସିବନି ? ନା ଭୋଟ ପ ଇଗଲା ପରେ 2-80 ପଇସା ଯାଗାରେ ଡବଲ ନେବେ , ପୁଣି ପାଞ୍ଚ ବର୍ଷ ଓଡିଶା କୁ ଲୁଟିବେ।

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @rashmidiptanayaksenapati4514

    @rashmidiptanayaksenapati4514

    9 күн бұрын

    ​@@SimanchalChaudhuri100 - 200 tanka discount heigale loka sabu dhani heijibe. Bahut bada discount karidele bodhe!!!!?

  • @SimanchalChaudhuri

    @SimanchalChaudhuri

    9 күн бұрын

    Discount ଟା ବଡ଼କଥା ନୁହଁ କଥା ହଉଛି ମିଛ କହୁଛନ୍ତି ବିଜୁଳି ବିଲ୍ ଛାଡ ହେବନାହିଁ କହୁଛନ୍ତି l

  • @dillipkumarmeher6729
    @dillipkumarmeher672915 күн бұрын

    your nonstop , fluent & nonmistake NEWS is really ବାସ୍ତବ ଓ ଅତ୍ଯନ୍ତ ଶୃତିମଧୁର ...

  • @supriyasahoo4400
    @supriyasahoo440015 күн бұрын

    ଅପ୍ରିୟ ସତ୍ୟ କହିଦେଲେ sir ଆପଣ

  • @umeshsahoo8295
    @umeshsahoo829515 күн бұрын

    ଏଟା ପୁରାଭୋଟ ଉପହାର

  • @debashishsahoo3362

    @debashishsahoo3362

    15 күн бұрын

    Debe nische

  • @prafullamishra6535
    @prafullamishra653515 күн бұрын

    ବିଜୁଳି ବିଲ୍ ନ ଆସିବା ଉଦ୍ଭଟ ଚିନ୍ତାଧାରା। ଯାହା ଜଣା ପଡ଼ୁଛି ଓଡ଼ିଶାରେ ଯେତିକି ମିଟର ଅଛି ତାର 90% ମିଟରକୁ ବିଲ୍ ନ ଆସିବା ଆଉ ଏକ ମିଥ୍ୟାଚାର।

  • @apartibehera6122
    @apartibehera612215 күн бұрын

    ଓଡ଼ିଶା ର ମୁଖିଆ ଚବିଶ ଘଣ୍ଟା ମଦ ପଇ ଶୁଇଲେ ବୋଧ ହୁଏ ରଙ୍ଗିଲା ସିନେମା ଦେଖିବାରେ ବ୍ୟସ୍ତ ରୁହନ୍ତି। ଅନ୍ଧକୁ ପର୍ପଣ ଦେଖାଇବା ପରି ମନେ ହୁଏ।

  • @manoranjansethi6623
    @manoranjansethi662315 күн бұрын

    Abki Baar 400 Paar

  • @supriyasahoo4400
    @supriyasahoo440015 күн бұрын

    ମୋଟେ pandian nku ଗ୍ରହଣ କରିହଉନି

  • @BishnucharanRay-xy5ox
    @BishnucharanRay-xy5ox15 күн бұрын

    କେଉଁ କଥା ସତ electry ବିଲ୍ଲ ସବୁ ଛାଡ 100 quinit ବିଲ ଛାଡ 200 qunit ବିଲ ଛାଡ଼ 90% ବିଲ ଛାଡ଼. କେଉଁଟା ସତ୍ୟ

  • @AlineOp
    @AlineOp15 күн бұрын

    କଣ ପାଇଁ ଏ ମାଗଣା ପ୍ରହସନ ଏଟକା ଆଣିବେ କେଉଁଠାରୁ ଏସବୁ ରେ ରାଜ୍ୟ କେବେ ହେଲେ ଆଗେଇ ନ ପାରେ

  • @binaykumarpradhan2200
    @binaykumarpradhan220015 күн бұрын

    Electric free hele power cut 10 ghanta heba Ratire au ball jaliba nahin.

  • @Ambulrai

    @Ambulrai

    15 күн бұрын

    Samasta ka bill 150 unit uparaku....tahele free kahaku ??😂😂😂😂

  • @unconsciouslove8423surjya
    @unconsciouslove8423surjya15 күн бұрын

    ସବୁ ପାଇବାକୁ ହେଲେ କିଛି ତ ଦେଖେଇ ବାକୁ ପଡିବ

  • @niranjanmallick2722
    @niranjanmallick272215 күн бұрын

    Sir mu apnak nirbhaya gumar Kath ku 2year hela dekuchi bhuta Sundar alchna apnku bauta bauta dhanyabad.

  • @biranchinarayanmishra160
    @biranchinarayanmishra16015 күн бұрын

    Bijuli asibani ki bill asibani

  • @sureshchandradash6900
    @sureshchandradash690015 күн бұрын

    ଏହା 100% ମିଥ୍ୟା କଥା, ଓଡିଶାବାସୀଙ୍କୁ ଲଲି ପପ ଧରାଇଲେ ଅନ୍ୟ ଲଲି ପପ ପରି

  • @L.kstatus694
    @L.kstatus69415 күн бұрын

    Scheme election ପରେ expired ହେଇଯିବ😂😂

  • @biswanathpadhy8371
    @biswanathpadhy837115 күн бұрын

    ମିଛର ସମ୍ରାଟ ପାଣ୍ଡ୍ୟାନ।ବିଜୁଳି ବିଲ ପ୍ରାୟ ସମସ୍ତ କର 150 unit ରୁ ଅଧିକ।ତେଣୁ ସମସ୍ତ କର ବିଲ ଆସିବ ହିଁ ଆସିବ।

  • @bhagirathidasodisha.6934
    @bhagirathidasodisha.693415 күн бұрын

    ସତ୍ୟ ଆଧାର ରେ ନିର୍ଭୟ ଗୁମର କଥା ସଚେତନ ନାଗରିକ ଙ୍କ ମନ ଜିତି ପାରିଛନ୍ତି ଧନ୍ୟବାଦ

  • @bagarfarming9632
    @bagarfarming963215 күн бұрын

    Thare matra odisha sarkar change kara.

  • @prakashsahoo1241
    @prakashsahoo124115 күн бұрын

    ଧୋକାବାଜ୍

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @whatisthis1900

    @whatisthis1900

    15 күн бұрын

    ​@@SimanchalChaudhuri🐕aaaaa chuchuuuu chuchuuu

  • @saratmishra7100
    @saratmishra710015 күн бұрын

    BJD ର ଶେଷ ସମୟ ବୋଧେ। କଥାରେ ଅଛି ୧୨ ବର୍ଷର ତପସ୍ୟା ଶୁଖୁଆ ଝୋଳରେ ଗଲା। ସେହି ପରି ଅବସ୍ଥା ହେବାକୁ ଯାଉଅଛି ବୋଧେ।।।।।

  • @basantapattnaik7812
    @basantapattnaik781215 күн бұрын

    ସାର ଜୁଲାଇ ମାସରେ ଇଲେକ୍ଟ୍ରି ବିଲ ଆସିବ ନିହାତି l ଅଘକୁ ମଧ୍ୟ୍ୟ ପ୍ରତେକ ମାସରେ ବିଦୂତ ବିଲ ଆସିବ ରିହାତି 50ୟୁନିଟ ହେଇପାରେ କିଛି ଗେରେଣ୍ଟି ନାହିଁ କିନ୍ତୁ ଗାଁ ଏବଂ ସହର ର ବସ୍ତି ବାସିନ୍ଦା ଭାବିଛନ୍ତି ଇଲେକ୍ଟ୍ରିକ ବିଲ ଆଉ ତାଙ୍କୁ ଜୁଲାଇ ମାସରୁ ଦେବାକୁ ପଡିବ ନାହିଁ l ପାଣ୍ଡିଆନ ଓରଫ ପାଣ୍ଡୁ ଓଡ଼ିଆ ଲୋକଙ୍କୁ ହାରିକିନି ଦେଖାଇ ଭୋଟ ଜିତିବା ବିଜେଡି ଆଶା ରଖିଛି l

  • @damayantimahanta157
    @damayantimahanta15715 күн бұрын

    Thank you nirbhayagumara katha

  • @rajeshkumarpanda6202
    @rajeshkumarpanda620215 күн бұрын

    Delhi re 200 unit jaen free hela bele odishare bijuli generation heiki bi 50 unit free boli prachar karajauchi sethi puni t&c lagibaku jauchi.. odia loka tara uchit jabab debe

  • @sankarnayak-tp1ye
    @sankarnayak-tp1ye15 күн бұрын

    ଯଦି ବିଜୁଳି ବିଲ ଆସିବନି ତାହେଲେ ମିଟର. କାହିଁକି ଲାଗିଛି ଜଲଦି ମିଟର ହଟାଯାଉ ତାହେଲେ ଜାଣିବୁ ବିଜୁଳି ଫ୍ରି 🙏🙏🙏🙏🙏🙏🙏

  • @PrafullasahuBanbaspali
    @PrafullasahuBanbaspali15 күн бұрын

    ଘର ବିଦ୍ୟୁତ ବିଲ ଛାଡ ନକରି ଚାଷ କାମରେ ଲାଗୁଥିବା ବିଲ ଛାଡ କରାଯାଉ ସମସ୍ତ ସରକାର ଙ୍କୁ ଅନୁରୋଧ

  • @debashishkar3647
    @debashishkar364715 күн бұрын

    hirakud dam re pani nahi.....solar park gute bi nahi...😂😂😂

  • @suvanarayansankhua8619
    @suvanarayansankhua861915 күн бұрын

    Jay BJP Jay BJP 👍👍👍👌👌👌

  • @moments4842
    @moments484215 күн бұрын

    I don't want free electricity. In fact, we're ready to pay for electricity if the billing and supply of electricity gets better and corruption-free. We don't want freebies in every day-to-day life.

  • @Bnbwq7133
    @Bnbwq713315 күн бұрын

    Sir,apananka pratyek episode re bahuta mullyaban o 100% sata ghatana ku upasthapana kruchhanti,apnanku ashesh ashesh dhanyabad

  • @bigyanbihariswain1440
    @bigyanbihariswain144015 күн бұрын

    Very good comparison with Rahul Gandhi.

  • @ritesh.panipani4472
    @ritesh.panipani447215 күн бұрын

    ଜୁଲାଇ ମାସରୁ ବିଜୁଳି ଆସିବାର ନାହିଁ....

  • @_mr___rajput

    @_mr___rajput

    14 күн бұрын

    😅😂😂😂😂

  • @bibhudattanayak1099
    @bibhudattanayak109915 күн бұрын

    Regarding freebies Supreme Court should have to interfere. If this tendency continues then we are having 143 crores of population will die in starvation. In our village I am seeing that the people are totally idle .There is no incentives for farmers. They becoming poorer to poorer.

  • @Subhas12552
    @Subhas1255215 күн бұрын

    ନବୀନ ବାବୁ ଜଣେ ବିଚକ୍ଷଣ ବ୍ୟକ୍ତିତ୍ଵ ତାକୁ ସାନ ବାବୁ କଳୁଷିତ କରିଦେଲେ , ଏ କଥା ଭାବିଲେ ଭାରି ଦୁଃଖ ଲାଗୁଛି।

  • @rajendrabehera8215
    @rajendrabehera821515 күн бұрын

    ଓଡିଆ ଲୋକଙ୍କୁ ଭୁଆ ବୁଲାଭଛନ୍ତି ା

  • @manojbabu6690
    @manojbabu669015 күн бұрын

    👍

  • @sanatananayak3288
    @sanatananayak328814 күн бұрын

    କେନ୍ଦ୍ରିୟ ସରକାରଙ୍କୁ ଅନୁରୋଧ ଯେଉଁ ଯେଉଁ ସ୍ଥାନରେ ଭୋଟ ହେବାକୁ ଅଛି ସେହି ସ୍ଥାନ ମାନଙ୍କରେ ଅଧିକରୁ ଅଧିକ କେନ୍ଦ୍ରୀୟ ପୋଲିସ୍ ବାହିନୀକୁ ମୂତୟନ କରନ୍ତୁ। କାରଣ ହିଂସା ପ୍ରକଟ ହେବାର ସମ୍ଭାବନା ଅଧିକ।

  • @kalpanaparida3178
    @kalpanaparida317815 күн бұрын

    Bijuli bill chhada sabu michha

  • @SimanchalChaudhuri

    @SimanchalChaudhuri

    15 күн бұрын

    4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

  • @whatisthis1900

    @whatisthis1900

    15 күн бұрын

    ​@@SimanchalChaudhuri🐕aaaaa chuchuuuu chuchuuu

  • @trilochannayak9747
    @trilochannayak974711 күн бұрын

    👌💐 ଅପ୍ରୀୟ ନିଛକ ସତ୍ଯ ପ୍ରସଙ୍ଗ ଉପସ୍ଥାପନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @sibasaktisatapathy7545
    @sibasaktisatapathy754515 күн бұрын

    ଆଜ୍ଞା, ଇ ଏ ପାଗଲର ପ୍ରଲେପ ମାତ୍ର।

  • @laxmidharabarik2952
    @laxmidharabarik295215 күн бұрын

    ସାର୍ 🙏 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସହାୟତା ଲାଗି ସେ ନିଜେ ଦାୟୀ। କାରଣ ସେ ପାଣ୍ଡିଆନ ବାବୁଙ୍କୁ ଯଦି ନିର୍ବାଚନୀ ରାଜନୀତିରୁ ଦୂରେଇ ରଖିଥାନ୍ତେ ଏବଂ ସବୁ କିଛି ନିଜ ଆୟତ୍ତରେ ରଖିଥାନ୍ତେ, ଏଭଳି ଅବସ୍ଥା ଦେଖିବାକୁ ମିଳିନଥାନ୍ତା। ❤❤❤❤❤

  • @user-qv4hd2bq9f

    @user-qv4hd2bq9f

    15 күн бұрын

    He is not physically fit to do that

  • @user-co8kp4tj6c
    @user-co8kp4tj6c15 күн бұрын

    ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ସପ୍ତାହର ସାତ ଦିନ "ନିର୍ଭୟ ଗୁମର କଥା "କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଅନୁରୋଧ।

  • @Bindas100
    @Bindas1007 күн бұрын

    ନବୀନ ବାବୁ ଏବେ ସିମେଣ୍ଟ ସିଂହ ମନ୍ଦିର ର ବନି ଯାଇଛନ୍ତି।

  • @rachitgarg448
    @rachitgarg44815 күн бұрын

    I follow you from outside India! Your work is top class!

  • @minecraftgaming4619
    @minecraftgaming46197 күн бұрын

    ଧନ୍ୟବାଦ sar 🙏

  • @ShyamSamal-pc5tg
    @ShyamSamal-pc5tg15 күн бұрын

    Very accurate analysis. Thanks Nabinbabu.

Келесі