ନବୀନ ଥରେ ଆସି ଦେଖିଯାଅ.. | CM Naveen Patnaik's Brother Dilip Patnaik | Odisha Reporter

ଆନନ୍ଦ ଭବନରେ ଅବସାଦର ପାଚେରୀ। ଜୀର୍ଣ୍ଣଶୀର୍ଣ୍ଣ କଣ୍ଠରେ ଏ ଅଭିମାନର କଥା ସେଇ ଭାଇ ପାଇଁ। ପିଲାବେଳେ ଯେଉଁ ଭାଇ ପାଖରେ ବଢିଛି, ସାଥିରେ ଖାଇଛି ଆଉ ଏକାଠି ଶୋଇଛି। ଆଜି ସେହି ଭାଇ ମୁଖ୍ୟମନ୍ତ୍ରୀ । ଅଭିମାନର ଆଖି, ଲୁହ ଭିଜା ହୃଦୟ, ରୋଗାଗ୍ରସ୍ତ ସ୍ୱର କହୁଛି। ନବୀନ ଥରେ ଆସି ଦେଖିଯାଅ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odisha #Cuttack #NaveenPatnaik #dillippatnaik #naveensbrother #ORSpecial

Пікірлер: 227

  • @SudhirDas-zm5hq
    @SudhirDas-zm5hqАй бұрын

    ଯିଏ ସଂସାର କଲେ ନାହିଁ, ଆଉ ଭାଇ, ଭଉଣୀ, ବାପା, ଦାଦି , ସମସ୍ତ ଙ୍କୁ ଛାଡ଼ି , ଓଡ଼ିଶା ଲୋକ ମାନ ଙ୍କୁ ଭାଇ , ଭଉଣୀ, ବାପା ମା ସବୁ ଭାବିକି ବଞ୍ଚି ଥିଲେ , ସେମାନେ ଆଗେ ଧୋକା ଦେଲେ , ଏତେ ସ୍ବାର୍ଥ ପର ଓଡ଼ିଶା ଲୋକ

  • @weighbridge6120

    @weighbridge6120

    Ай бұрын

    AU JOU NABIN NAA RE KHAILE SABU ODISHA KU SETA KAN

  • @villagevlogs5682
    @villagevlogs5682 Жыл бұрын

    Naveen ta bahut kichhi karidela ama odisha ku thare tanka bhai nku cm kale kemiti huanta 😊

  • @ganeshsahoo4725
    @ganeshsahoo4725 Жыл бұрын

    Dhanya Naveen babu Dhanya tuma rajaniti

  • @chinmayadhal7082
    @chinmayadhal7082 Жыл бұрын

    ବହୁତ ଦୁଃଖ ଲାଗିଲା ନବୀନ ପଟ୍ଟନାୟକ ଙ୍କ ନିଜ ଭାଇ ଙ୍କ ଅବସ୍ଥା ଏମିତି

  • @RDdeepti2017

    @RDdeepti2017

    Ай бұрын

    A ghara banaethile Naveen paesa khae ghara banaethile kahithanta sabu Sabu kharap Bhala kalebi Na kale b

  • @timepasswithguruji3636
    @timepasswithguruji3636 Жыл бұрын

    ଏମିତି ଭାଇ କୋଉ ବାଳ ଥାଇ କଣ ଲାଭ ଆଜି ଜୀବନ କାଲିକି ନାହିଁ ଯିଏ ପଇସା କିଛି ପାଖରେ ହେଇଗଲେ ନିଜ ସଂପର୍କ କୁ ଭୁଲି ଯାଏ ସେ ଭାବେ ମୁଁ ଅମର ଏମତୀ ଭାଇ ଠୁ ଭାଇ ନରହିବା ଢେର୍ ଭଲ

  • @rabindrapradhan7646
    @rabindrapradhan7646 Жыл бұрын

    ଆପଣଙ୍କ ଭାଇ ଓଡିଶାରେ ଡିଡିମ୍ବ ପିଟୁଛି, ସ୍ୱଛ ଶାସନ କିନ୍ତୁ ନିଜ ଭାଇଙ୍କ ଦାୟିତ୍ବ ନେଇ ପାରୁନାହିଁ।

  • @Dremy_Date

    @Dremy_Date

    Жыл бұрын

    ନିର୍ଲଜ ଓଡ଼ିଆ ଆମେ ଆଉ ଆମର ଥୋବଡା ନେତା.....

  • @shubhradattasahu9070
    @shubhradattasahu9070 Жыл бұрын

    ଏ ନବୀନ ନିଜ ଭାଇ ଙ୍କ ଦୁଃଖ ବୁଝୁନି ଆଉ ଓଡ଼ିଶା ବାସି ଙ୍କ ଦୁଃଖ କେମିତି ବୁଝିବ ଲଜ୍ୟା ଲାଗୁନି ଏ ନବୀନ କୁ ଛି.. ଛି.. ଛି.. ଆ... ଥୁ......

  • @kalyanipradhan9141
    @kalyanipradhan9141 Жыл бұрын

    Satare a news suni luha asijauchi 😭😭😭😭

  • @bijaylaxmipanda6402

    @bijaylaxmipanda6402

    Ай бұрын

    Mora b

  • @DiyaMyPrincessSmile
    @DiyaMyPrincessSmile Жыл бұрын

    I'm in tears........O God......Bless this Uncle.❤

  • @Maagouri2828
    @Maagouri2828 Жыл бұрын

    ଭଗବାନ ଅଛନ୍ତି ବାପା ଆପଣ ଭଲରେ ରହିବେ ଆମ ପାଇଁ ଭଗବାନ୍ ହିଁ ସାହାଭରସା

  • @raghunathmishra9241
    @raghunathmishra9241 Жыл бұрын

    ପ୍ରତ୍ୟେକ ଯୁଗ ରେ ସମ୍ପର୍କ ର ଭୂମିକା ଏକ ନିଆରା ପରମ୍ପରା। ମାତ୍ର ବର୍ତ୍ତମାନ ଧନ, ରାଜନୀତି, ଗର୍ବ ମଣିଷ କୁ ମଣିଷ ପଣିଆ ଭୁଲାଇ ଦେଇଛି

  • @stuluachary
    @stuluachary Жыл бұрын

    ଯିଏ ନିଜକୁ ଦେଖିବା ପାଇଁ ସମୟ ନାହିଁ । ସେ ପୁଣି ଭାଇକୁ ଦେଖିବ । ପାଣ୍ଡିଆ ଛଡ଼ା ତାଙ୍କର ଆଉ କିଛି ନାହିଁ । ବଡ଼ ଦୁଃଖର ବିଷୟ। ଜୟ ଜଗନ୍ନାଥ 😢😢😢😢😢

  • @sureshchandratripathy3957

    @sureshchandratripathy3957

    Жыл бұрын

    😂

  • @rajanisahu4577
    @rajanisahu4577 Жыл бұрын

    ମୋ ଠୁ ଶୋଧା ଖାଇଲେ ନବୀନ ଆଜ୍ଞା ଯିବେ ଆପଣଙ୍କୁ ଦେଖିବା ପାଇଁ, କାହିଁକି ନା ସେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରୁ ପ୍ରଥମେ ଆମ ସାହି ରେ ମୋର ମାମୁଁ ଶ୍ରୀ ହରିହର ସାହୁ ଙ୍କ ବାରଣ୍ଡାରେ ଠିଆ ହୋଇ ନିର୍ବାଚନ ଜିତି ଥିଲେ କିନ୍ତୁ ଆଜି ଚିହ୍ନି ପାରୁ ନାହାନ୍ତି, ତେଣୁ ତାଙ୍କ ଭାଇ ସାହାଯ୍ୟ, ସହଯୋଗ ଆଶା କରିବା ଅନୁଚିତ, ୟେ ନବୀନ ବାବୁ କାହାର ନୁହନ୍ତି, କାହିଁ କି ନା ତାଙ୍କର ଆଗ ପଛ କେହି ନାହିଁ, ସେ ଭୁଲରେ ଧରା ପୃଷ୍ଠରେ ଜନ୍ମ ହୋଇଗଲେ, ତେଣୁ ଭୁଲ ଏବଂ ଭଲ ଦିଟାକ ତାଙ୍କ ପାଇଁ ଏକା ଜିନିଷ।ହରି ବୋଲ ପ୍ରଭୁ😢😢😢😢😢😢

  • @aratiparida2736

    @aratiparida2736

    Жыл бұрын

    Bahut sundar comment sir ❤

  • @user-qw5dz8ch3k

    @user-qw5dz8ch3k

    Ай бұрын

    Right

  • @sudhaldevsunani2817
    @sudhaldevsunani2817 Жыл бұрын

    ନବୀନ ବାବୁ ତାଙ୍କ ନିଜ ଭାଇ ର କଥା ଶୁଣୁ ନାହାନ୍ତି ତ ଜଣା ସାଧାରଣ ଙ୍କ କଥା କଣ ଶୁଣିବେ ଧନ୍ୟ ରେ ନବୀନ ବାବୁ ଧିକ ତୁମର ଜୀବନ

  • @kishorkumarbhitiria323

    @kishorkumarbhitiria323

    Жыл бұрын

    ଆଜି କାଲି କିଏ କେଉଁ ଭାଇକୁ ଟେକି ଦେଇଛି???କିଏ ଅଛି ଏଇ କମେଣ୍ଟ ବକ୍ସ ରେ ଯିଏ ନିଜ ଭାଇ ପାଇଁ ନିଜକୁ ସମର୍ପି ଦେଇଛି..ଏ ଭଳିଆ ଭାଷଣ ମୁଁ ଵହୁ ଯାତ୍ରା ପାର୍ଟି ରେ ଦେଖିଛି!!👍👍👍

  • @ParidaPlumberCreation

    @ParidaPlumberCreation

    Жыл бұрын

    sa lokanka seba karanti nijara nuha

  • @secretchannel3466

    @secretchannel3466

    Жыл бұрын

    Pati chup kar My father is an Indian Army officer Se deshara seba karichhanti Kintu nija bapa maa nka seba karibara sujoga paileni Abe kah mo father nka kn bhul Mo bapa desha seba karichhanti Sehi pari nahin babu rajya seba karuchhanti

  • @mdevid7637

    @mdevid7637

    Ай бұрын

    @sudhaldevsuni2817 don't tell him like that he is made for serve odhisa people not for family

  • @DebarajKanhar-cr2se

    @DebarajKanhar-cr2se

    Ай бұрын

    ​❤w❤❤❤❤❤❤❤❤❤❤❤❤❤❤❤❤❤❤❤@@kishorkumarbhitiria323

  • @dillipbhoi758
    @dillipbhoi758 Жыл бұрын

    ଏ ହେଉଛି ସ୍ବାଥପର ଦୁନିଆ।

  • @abhinashpadhan8843
    @abhinashpadhan8843 Жыл бұрын

    Plz ଯାଆନ୍ତୁ sir ଆପଣଙ୍କ ଆସିବା ବାଟକୁ ଚାହିଁଛନ୍ତି ଭାଇ ଭଉଣୀ ବିଜୁ ବାବୁ ଆପଣଙ୍କ ବାପା ନାହାଇଥିଲେ ଆପଣଙ୍କ ଅବସ୍ଥା ମଧ୍ୟ ସଚନୀୟ ହେଇଥାନ୍ତା sir

  • @kapilashmajhi5106
    @kapilashmajhi5106 Жыл бұрын

    ଭଲରେ ରଖିବ କାଳିଆ ଜୟ ଜଗନ୍ନାଥ

  • @khageswarmalla2073
    @khageswarmalla2073 Жыл бұрын

    ପାଣ୍ଡୁ ସାର୍ ଆସିଲେ ସାହାଯ୍ୟ କରିପାରିବେ, କିନ୍ତୁ ନବୀନ ବାବୁ ଚାହିଁଲେ ବି କିଛି କରିପାରିବେ ନାହିଁ।

  • @sarojinibehera3680
    @sarojinibehera3680 Жыл бұрын

    ଯେଉଁ ମାନେ ଏତେ ବ୍ୟସ୍ତ ନିଜେ ଯାଇ ଦେଖି ନିଅନ୍ତୁ ମିଡ଼ିଆ ଆଗରେ ଏତେ ନାଟକ କଣ ପାଇଁ

  • @aratiparida2736

    @aratiparida2736

    Жыл бұрын

    Exactly

  • @user-qw5dz8ch3k

    @user-qw5dz8ch3k

    Ай бұрын

    Naveen babu janibeethi pain midiaa balanku dakajaichhietiki bujhi paruna?

  • @mantunayak8847
    @mantunayak8847 Жыл бұрын

    Very emosnal news

  • @chakradharapati4080
    @chakradharapati4080 Жыл бұрын

    ନବିନ ପଟ୍ଟନାୟକ ନାମରେ କାହିଁକି ଵଞିଵାକୁ ଚାହୁଁଛନ୍ତି,,,,କଥାରେ ଯାହାକୁ ରଖିବେ ଅନନ୍ତ କେ କରିବ ବଳବନ୍ତ,,,,ସେ କାଳିଆ ଠାକୁର ସମସ୍ତ ଜଡର କାରଣ ତାଙ୍କୁ ଡାକ ସବୁ ଠିକ୍ ହୋଇଜିଵ,,,ଜଦି କର୍ମ ଫଳ ଠିକ୍ ଥିଵ ଜଗନ୍ନାଥ ରଖିବେ ଅନନ୍ତ ରଖିବେ

  • @roshangantayat5003
    @roshangantayat50033 ай бұрын

    ଆଙ୍କେ ନବୀନ‌ ପଟ୍ଟନାୟକ ଙ୍କ ବଡ଼ ଭାଇ ମତେ ଲାଗୁନି

  • @fakirmohansahoo2079
    @fakirmohansahoo2079 Жыл бұрын

    କୋଉ ଭାଇ ଏଠି କିଏ କାହାର, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @pintumeher2124
    @pintumeher2124 Жыл бұрын

    ଇଟା କାଉ ବାଲ ର ନବୀନ ପଟ୍ଟନାୟକ ଧିକ ରେ ତ ଜୀବନ

  • @snigdhamohanty6063

    @snigdhamohanty6063

    Ай бұрын

    Tu bapa ma nku thik se Karachi ta

  • @sanjaypanda580
    @sanjaypanda580 Жыл бұрын

    Jiye ta Bhai ku chinhuni se ,gariba ku chinhini ba kemiti ?

  • @BharatJena-yu7no
    @BharatJena-yu7no Жыл бұрын

    ସେ ଆଉ ବାଳୁରୁ ଆସିବ ନାହିଁ ? ତାଙ୍କର ମୋଗଲ୍ ସମ୍ରାଜ୍ୟର ସାଶନ ,ରୀଜ ସିଂହାଁସନ ପାଇବା ପାଇ ସେ ବାପା ଭାଇ ଭଉଣୀ ମାଆ ସମସ୍ତଙ୍କୁ ଭୁଲିଯିବେ ? ସେ ଜଣେ Heart less ମଣିଷ .

  • @santilatanayak8427
    @santilatanayak8427 Жыл бұрын

    ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @SudhirDas-zm5hq
    @SudhirDas-zm5hqАй бұрын

    ଯିଏ ସନ୍ୟାସୀ ହେଲେ କୋଉ ଭାଇ , ଭଉଣୀ , ବାପା , ମା, କାହାରି ପ୍ରତି ଲୋଭ ରଖନ୍ତି ନି , କି ତାଙ୍କ ଠାରୁ କିଏ ସାହାଯ୍ୟ ଆସା କରିବା ଠିକ୍ ନୁହେଁ

  • @JhunuPujari
    @JhunuPujariАй бұрын

    OMG 😱 Naveen sir nka nija Bhai ku dekhiki bahut dukha laguchi 😭😭😭😭😭😭

  • @shreebehera3238
    @shreebehera3238Ай бұрын

    ଓଡ଼ିଶା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନବୀନ ବାବୁଙ୍କୁ କେହି ବୁଝିବାର ନାହିଁ । ଏବେ ତ କିଛି ନ ନେଇ ବି ଲୋକେ କହୁଛନ୍ତି ସବୁ ଖାଇଗଲା । ଆଉ ଜଦି ସେ ଭାଇଙ୍କୁ ପଚାରିଥାନ୍ତେ ସେଥିରେ ବି ଲୋକେ କହିଥାନ୍ତେ ନିଜ ଭାଇକୁ ସବୁ ଦେଲା ରାଜ୍ୟରୁ ନେଇକି । ଧନ୍ୟ ତୁମେ ବେଇମାନ୍ ଜନତା ଜନାର୍ଦ୍ଦନ ମାନେ !!

  • @biswanathsitha5142

    @biswanathsitha5142

    Ай бұрын

    Bujhiba vula . Nabin Babu Jane swarthpar ,odia netanku chhadi tamili Prem ku adari nele .

  • @shreebehera3238

    @shreebehera3238

    Ай бұрын

    @@biswanathsitha5142 may be u r right but jete din nabin Babu thile se rahithante and Tamil wala asithile setebele vote dei na thante. Aau jadi lokanku ete prblm thila then loka mane misiki protest kariparithante but loka mane b nija odisara unnati dekhi swarthpara heigale. Se neta mane aji jae chup kanhiki thile ? Gote IAS ofcr hauchnti pandian, se b bahut kichhi karideithile setebeleoke kanhiki oppose kaleni ? Odisha neta mantri ta adhe Jani b na thibe IAS exam kmti diajae. Jane jadi bhul.karuchi taku oppose karajaipariba but rough language us epari nija sanskara kanhiki tale pakeiba Ebe kete kharap bhasa re nabin babu au pandian nku gali deuchnti samaste emti ki modi au dharmendra b but apana chinta kale nabin babu kebe bi thare b kaha against re kahichnti ki ? Eta hi dffrnc gote educated au non educated bhitare.

  • @samabaral3524
    @samabaral3524 Жыл бұрын

    ପାଣ୍ଡୁ ଇଂରାଜୀ ରେ କହିଲେ ବୁଝି ବ ,ତମ ଓଡ଼ିଆ କଥା ସେ ବୁଝି ପାରୁନି ,ରାଜ୍ୟ ବାସି ଓଡ଼ିଆରେ ତେଇଶି ବର୍ଷ କହିଲେଣି ସେ ବୁଝୁନି

  • @Jenamitansu
    @Jenamitansu Жыл бұрын

    ନବୀନ ମୃଦାବାଦ

  • @pratapnayak6021
    @pratapnayak6021 Жыл бұрын

    ଆରେ ନିଜ ଭାଇକୁ ଯିଏ ନଦେଖୁଛି ଓଡ଼ିଶା ବସିକି କଣ ଚାଲିବ😊

  • @deepaksahoo2533

    @deepaksahoo2533

    Ай бұрын

    Joumanisa bhaiku napacharilanahi sara Odisha ku pacharila sehouchi

  • @ODIAASMITA16
    @ODIAASMITA16Ай бұрын

    Se tanka nija bhai nuhti ନୋଖା ଯୋଖା ଭାଇ..ତାଙ୍କ ଭଉଣୀ ମୃତ ଆଉ ଗୋଟେ ଭାଇ ବିଦେଶରେ 🙏

  • @Angelvarsha1234
    @Angelvarsha1234 Жыл бұрын

    i Am in tears ..😭😭😭😭

  • @kookie3583
    @kookie3583Ай бұрын

    Navin hamara Bhagwan hai hamesha vah hamare Dil mein hi rahenge marte dam Tak rahenge vah hamare pyare Hain Bhagwan se prathna hai unki lambi aayu Ho vah hamesha hamare Dil mein rahe hamara Sarkar ban ke mukhymantri Bankar hamesha rahe❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @simanchalreddy5411
    @simanchalreddy5411Ай бұрын

    Nistur nabeen😊😊😊😊😊😊😊😊

  • @swapneswarpaikaray1229
    @swapneswarpaikaray1229 Жыл бұрын

    ବିଜୁବାବୁଙ୍କ ସ୍ବପ୍ନ ପୁରଣ କରିବା ପରେ ସମୟ ମିଳିଲେ ତ !ବାପ ପାଇଁ ପରିଚିତ କିନ୍ତୁ ଶେଷ ସମୟରେ ବାପାଙ୍କ ପାଖରେ ନବୀନ ଥିଲେ ତ ?ଭାଇ ତ ଦୁରର କଥା ।

  • @pplsyoutube
    @pplsyoutube Жыл бұрын

    ଏହା ଆଉ 15ବର୍ଷ ଆଗରୁ ପ୍ରସାର୍ ହେବା ଥିଲା ଏହା ହୋଇ ଥିଲେ ନବୀନ ଆଉ ଏତେ ଦିନ ରାଜୁତି କରିନ ଥାନ୍ତା

  • @ashishsahoo2084

    @ashishsahoo2084

    Жыл бұрын

    Right brother

  • @rajatjena3248
    @rajatjena3248Ай бұрын

    ଭଗବାନ କାହାରି ଗର୍ବ କେବେ ସହନ୍ତିନି ଶେଷ ରେ ନବୀନ ବାବୁ ଙ୍କ ଅବସ୍ଥା ବି ସେମିତି ହେଲା ଶେଷ ସମୟ ରେ ସେ ବି ହାରିଲେ ,! ଜୟ ଜଗନ୍ନାଥ 🙏

  • @bijaylaxmipanda6402

    @bijaylaxmipanda6402

    Ай бұрын

    Right 👍👍

  • @prasantaguru5817
    @prasantaguru5817 Жыл бұрын

    God bless you sir

  • @jhasketankarna7969
    @jhasketankarna7969 Жыл бұрын

    Dhanya re nabina babu

  • @chinmayapanda3490
    @chinmayapanda3490 Жыл бұрын

    ସ୍ୱାର୍ଥପର ନିବୀନ ଆଜି ବଡ ଲୋକ ହେଇଗଲ ବୋଲି ନିଜ ଦାଦା ପୁଅ ଭାଇ ଭଉଣୀଙ୍କୁ ଭୁଲିଗଲ, ମନେପକାଅ ସେଇ ପିଲା ଦିନ କଥା କେମିତି ଥିଲା ସେଦିନ, ଥରେ ଭାଇଙ୍କୁ ଯାଇକି ତାଙ୍କ ସୁଖ ଦୁଃଖ ପଚାରି ବୁଝ ଦେଖିବ ଭାଇଙ୍କ ଆଶ୍ରିବାଦ ରହିବ ତମ ଉପରେ ଆଉ ନିଜକୁ ବି ବହୁତ ଖୁସି ମିଳିବ

  • @aratiparida2736

    @aratiparida2736

    Жыл бұрын

    Nabin jibanre ekutia bhai tara duniare kehi nahi ....bhai ta pai kan karichi...nabin ra bansa lop hoigala😂😂😢😢😢

  • @aratiparida2736

    @aratiparida2736

    Жыл бұрын

    Delip bhai nabin pai jhia thik kari marriage kareileni😅

  • @adv.pravatbarik1171
    @adv.pravatbarik1171 Жыл бұрын

    Mo nabin bhai ayenge.... କେତେ ଆଶା ରଖିଛନ୍ତି ବୟସର ଅପରାହ୍ନ ରେ।। ହିନ୍ଦି film rekha r ଡାଇଲଗ୍‌ ଭଳି---- mera karan arjun aayenge. very imotional

  • @Maagouri2828
    @Maagouri2828 Жыл бұрын

    R8 bapa 🙏🙏🙏

  • @MOHANLOHARA-dj6je
    @MOHANLOHARA-dj6je Жыл бұрын

    ଆମେ କହିଥାଉ ନିଜର ଲୋକ ହିଁ ନିଜର ବୋଲି

  • @odiasong539
    @odiasong539Ай бұрын

    Sar ବହୁତ ଦୁଃଖ ଲାଗୁଚି 😭😭😭😭😭😭

  • @itamatitokapurnavlog001
    @itamatitokapurnavlog001 Жыл бұрын

    ନବୀନ ପଟ୍ଟନାୟକଙ୍କ ମୁହଁରେ ମୁଁ ମୂତି ପାରିବି ନାହିଁ ନା ଏ ଏହି କାମ ପାଇଁ ତାଙ୍କ ଫଟୋ ରେ ମୁଁ ମୁତିକି ଦେଖିବି

  • @mithunurocky
    @mithunurockyАй бұрын

    🙏🙏🙏🙏🙏🙏🙏🙏🙏 Naveen sar

  • @avhijittripathy4639
    @avhijittripathy4639Ай бұрын

    ଦ୍ଭାଇଜଦିଶାତ ଭଗାରି ହେଇଥିବ

  • @himansudash9149
    @himansudash9149 Жыл бұрын

    ଭାଇ ବନ୍ଧୁକୁ ଥଇଥାନ କରିବା ବିଜେପି ଠୁ ଶିଖିଵା କଥା

  • @bharatasahu1628
    @bharatasahu1628 Жыл бұрын

    ଦୁଃଖ ଦାୟକ

  • @umakantadash2650
    @umakantadash2650Ай бұрын

    ସଂପର୍କର ର ମାନେ କ'ଣ ନବୀନ ପଟ୍ଟନାୟକ ଜାଣି ଥାଆନ୍ତା , ତେବେ ଓଡ଼ିଶା ବାସୀଙ୍କ ଏମିତି ଅବସ୍ଥା ହୋଇନଥାନ୍ତା

  • @PanchudasOrrisa-ih6xu
    @PanchudasOrrisa-ih6xuАй бұрын

    ନବିନ୍ ହେଉଛି ଭାଈ ଭଗାରୀ ସେ ଓଡଶା ଲୋକଙ୍କ ଦୁଃଖ ବୁଝିବେ କଣ

  • @SudhansuSwain-cm4gi
    @SudhansuSwain-cm4giАй бұрын

    ନବୀନ ପଟନାୟକ ବେଈମାନ, ଆପଣଙ୍କ ଆଶା ଆଶାରେ ରହିଯିବ

  • @akshybehera25officialwebsi91
    @akshybehera25officialwebsi91 Жыл бұрын

    😮😮😮😮 ନବୀନ

  • @rajeshmishra5847
    @rajeshmishra5847 Жыл бұрын

    Mo matare alga kaha help niyantu..Se Bhai ra help nihantuni Karana Ate dina Jake se Bhai kouthi thila...bahut thara ba se sethiku asichanti ...bbsr ru Cuttack ke te bata ki????

  • @TheUnknown79
    @TheUnknown79 Жыл бұрын

    Naveen Narayan long live

  • @bharatasahu1628
    @bharatasahu1628 Жыл бұрын

    ଅତ୍ୟନ୍ତ ଦୁର୍ଭାଗ୍ୟଜନକ

  • @trilochanpal9919
    @trilochanpal9919Ай бұрын

    ବର୍ତମାନ ର ସରକାର ତାଙ୍କର ଦାଇତ୍ୱ ନେବା ଦରକାର

  • @hrudanandasahuofficial
    @hrudanandasahuofficialАй бұрын

    ନବୀନପଟନାୟକ ସ୍ୱାର୍ଥବାଦୀ ସେକିଯାଣିବ ପରଦୁଃଖ ଛି ଛି ଛି ନିଲଜ

  • @prafulladash7115
    @prafulladash7115 Жыл бұрын

    Jia nija lokanka katha bujhiparunahanti. Odisha katha kan bujhibe

  • @uddhabghadia133
    @uddhabghadia133Ай бұрын

    ୟେ ନବୀନ ବାବୁଙ୍କ ମହାନତା। ଓ ମାଇଁ ଗଡ

  • @amaresh2980
    @amaresh2980 Жыл бұрын

    ଦୀପ ତଳ ଅନ୍ଧାର

  • @SinuDasOdiaVlogs
    @SinuDasOdiaVlogsАй бұрын

    😭😭😭😭

  • @PadiptaPattnik
    @PadiptaPattnik Жыл бұрын

    Perfect

  • @rameshchandradash4605
    @rameshchandradash4605 Жыл бұрын

    Thik bada bhai kahuchhanti,

  • @nabakishorsahu3542
    @nabakishorsahu3542 Жыл бұрын

    .❤

  • @mr.Lalitnarayan1989
    @mr.Lalitnarayan1989Ай бұрын

    Navin jete vala odia na kauch se ea kauchanty.....sabu ghare semty 😢

  • @prafulasingh2267
    @prafulasingh2267 Жыл бұрын

    ନବୀନ ବାବୁଙ୍କ ଖାସ୍ ପାଖଲୋକ କହୁଥିଲେ କାଳେ ନବୀନ ବାବୁ ପ୍ରବଳ ଅସୁସ୍ଥ ଉଠିପାରୁ ନାହାଁନ୍ତି ବିଛଣା ଧରିଲେଣି , ସିଏ କ'ଣ ଆସିବେ ବରଂ ଆଜ୍ଞା ଆପଣ ସେଇ ଭଙ୍ଗାଗୋଡ଼ ନେଇ ଘୁସୁରୀ ଘୁସୁରୀ କାନ୍ଦି କାନ୍ଦି ଯାଇ ତାଙ୍କୁ ଟିକିଏ ଦେଖି ଆପଣଙ୍କ ତତଲା ଲୁହ ଦିଠୋପା ତାଙ୍କ ଉପରେ ଢାଳି ଦିଅନ୍ତୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରିବେ , ଶାଢେ ଚାରି କୋଟି ଓଡିଆ ଲୋକଙ୍କ ଆଶିର୍ବାଦ ଆପଣ ପାଇବେ । ଯଦି ଆପଣଙ୍କ ପାଖରେ କିଛି ବି ଅନୁଦାନ ଥାଏ ତାଙ୍କ ତକିଆ ପାଖରେ ରଖି ଆସିବେ । ନବୀନ ବାବୁ ଆପଣଙ୍କ ଠାରୁ ଆହୁରି ନିସହାୟ । ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆପଣଙ୍କ ନିରାମୟ କାମନା କରୁଛି ।

  • @ekalabyagaigaria9679
    @ekalabyagaigaria9679 Жыл бұрын

    Ek number kahuchan

  • @TheUnknown79
    @TheUnknown79 Жыл бұрын

    Hi Ba hi Bhai hi ai hi Sai

  • @chandansahu7712
    @chandansahu7712 Жыл бұрын

    Bahuta dukha lagila chhi

  • @arpitapradhan4367
    @arpitapradhan4367Ай бұрын

    Argus news janiki a sabu hauchi..

  • @dillipkumardas1107
    @dillipkumardas1107Ай бұрын

    Some persons areneither 0:52 not take food nor give to anybody . Naveen Patnaik like y

  • @JyotishreeBehera
    @JyotishreeBeheraАй бұрын

    New cm varana karidebe

  • @sanjaypanda580
    @sanjaypanda580 Жыл бұрын

    Kalia tanka kete din,dine antha ghatiba, kandha Dena paini bohut chamcha milibe hele parivar ba atmiya nuhe

  • @biswaranjanbehera3361
    @biswaranjanbehera3361 Жыл бұрын

    pls cm sir tama bada vai ku tkdekha 🙏🙏🙏🙏vagaban apana ka mangal karebee

  • @JyotishreeBehera
    @JyotishreeBeheraАй бұрын

    Kia kahiba ai tanka Bhai boli Nabeen babu ta nije ଅସୁସ୍ଥ ସେ କଣ କରିବେ

  • @snehalatapradhan8821
    @snehalatapradhan8821 Жыл бұрын

    Nabin babu sabu kahi asichhanti Apana mane khushi ta. Kebe nija Bhai nku pachari chhanti bhai tame khushi achha. Deha bhala achi Ete bada na paigale mahan heijibe ni Manabikata b rahiba darkar navin babu

  • @binayadevsingh6050
    @binayadevsingh6050 Жыл бұрын

    Jia bhairananhi se kahara nanhi.

  • @user-vp8ln4hr6t
    @user-vp8ln4hr6t Жыл бұрын

    Naveen babu nija paribaraku tike dekha

  • @jbrabinikumar2861
    @jbrabinikumar2861 Жыл бұрын

    Pls nabin uncle aapana dekhibaku jaantu

  • @user-ev6fg3dp1q
    @user-ev6fg3dp1q Жыл бұрын

    ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ରାଜ୍ୟ ବାସି ଉଦ୍ଧାର ହେଉ ।

  • @mamakuli9175

    @mamakuli9175

    Жыл бұрын

    Gandi Mora upokruto huontu

  • @rakeshkumarsethyrakeshkuma2256
    @rakeshkumarsethyrakeshkuma2256 Жыл бұрын

    Nabin sir please please bhi bhi 😢😢😢😢😢

  • @udaybhanuroutray6430
    @udaybhanuroutray6430 Жыл бұрын

    Kali 5T sachiba asibe Naveena tanku Ka deichhi

  • @chandrasekarbhatra3786
    @chandrasekarbhatra3786 Жыл бұрын

    Bhai ku no pachi ri se kie muky mantrie murk mantrie

  • @balagopalpadhanodiatech2013
    @balagopalpadhanodiatech2013 Жыл бұрын

    Cm dm

  • @bhuyanmonalisha5024
    @bhuyanmonalisha5024 Жыл бұрын

    Navin Pattnaik khali vote jitiba jarnichhanty

  • @kaberibehera3343
    @kaberibehera3343Ай бұрын

    Tame mane hela tanka bhagari tanku ninda karbanita au kan kariba

  • @gaganbiharinayak2991
    @gaganbiharinayak2991Ай бұрын

    Jiye bhaira nuhen Siye Odisara Desa Drohi beiman Pandubhali Bhasmasura nkara.

  • @jimutamuduli6659
    @jimutamuduli6659 Жыл бұрын

    ନବୀନ ବାବୁ ଭାଇ ଙ୍କୁ ଟିକେ ପଚାର l

  • @PratimaMohanty-vk1pw
    @PratimaMohanty-vk1pw Жыл бұрын

    Mo bala mukhyamantri

  • @BibhutibhusanaMohanty-eh9kw
    @BibhutibhusanaMohanty-eh9kwАй бұрын

    Nijarakanhabadekha. CBI. Ed. Kuapekhya.

  • @chakradharapati4080
    @chakradharapati4080 Жыл бұрын

    ଭଢୁଆ ମଦୁଆ ପଙ୍ଗୁଆ କେବେ କାହାକୁ ଭଲ ପାଇନି,,,,ତା ବାପା କୁ ଯେଉଁ ମାନେ ଵଞେଇ ରଖିଥିଲେ ଓ ଟଙ୍କାର ସାହାଯ୍ୟ କରିଥିଲେ ସେମାନଙ୍କୁ ଦେଖି ଵାକୁ ଗଲା ନାହିଁ,,,, କେବଳ ନିଜେ କେମିତି ଵଞଇଵ ସେହି କଥା ଚାଲିଛି 24 ବର୍ଷ ହୋଇଗଲା

  • @rajarammallick8502
    @rajarammallick8502 Жыл бұрын

    Se au Kari beni manabikata nahi tanku Bhai darker nahi Kali tanku tankadarkar

  • @gopobandhuhota873
    @gopobandhuhota873 Жыл бұрын

    Nabin Babu odia bujhiparunahanty

  • @naturenuts7741
    @naturenuts7741Ай бұрын

    Sir , apana bhai ku utilised kariparileni 😅ate complain kn payin 🤣

  • @anilsahoo6249
    @anilsahoo6249 Жыл бұрын

    This shows ethics of nabeen babu.

  • @manikamadhi7719
    @manikamadhi771911 ай бұрын

    Jie nijo family members ku care kore ni sie odisha basinku kn bhujhibo

Келесі