Munha Munhi Dekha Hele | Full Video | Humane, Pragyan | Manmay Dey, Ananya | Papu Sahoo | Odia Song
Музыка
Watch New Full Video Munha Munhi Dekha Hele Odia Song, Staring Manmay Dey & Ananya Parida, Sung By Humane Sagar & Pragyan Hota,
Video Credits:
✽ Song : Munha Munhi Dekha Hele
✽ Singer : Humane Sagar & Pragyan Hota
✽ Cast : Manmay Dey & Ananya Parida
✽ Director : Papu Sahoo
✽ Lyrics : Puspak Parida
✽ Music: Sagar Pradhan
✽ Arranger: Anshu
✽ DOP: Soumya Mohanty
✽ Choreography: D Deepak
✽ Art: Santosh Barada
✽ Makeup & Hair: Titu
✽ Poster: RN Dash
✽ Ass. DOP: BK Sumanta
✽ Production Head: Sujan
✽ Production Manager: OSR Production
✽ Edit/DI: Papu Sahoo
✽ Costume Designer: Risa Design Studio
✽ Recorded At : Smruti Studio BBSR
✽ Recordist : Satya Bindhani
✽ Mixing By : Smruti Ranjan
✽ Banner : Odisha Records
✽ Producer: Shubhransu Nayak
✽ Music Label - Odisha Records
#munhamunhidekhahele #humanesagar #odiafullvideo #manmayday #papusahoo #odisharecords
Listen To The Song Now On:
JioSaavn : bit.ly/3UNkFbF
Wynk : bit.ly/3MSm2ni
Spotify : spoti.fi/3ordJVG
Amazon Music : bit.ly/3KP6NJp
Apple Music : bit.ly/40jgUvB
KZread music : bit.ly/41jM0ED
Enjoy Munha Munhi Dekha Hele Full Video Song, Subscribe Our Channel For More New Update...
Пікірлер: 3 400
ଆମେ ଓଡ଼ିଆ ଭାରି ବଢ଼ିଆ ଆମ ଗୀତ 🎼🎵🔊 ଆମ ପାଇଁ ବଢ଼ିଆ ❤️🩹🙏 ଜୟ ଜଗନ୍ନାଥ 🙏❤️🩹 ଓଡିଆ ପିଲା ଯଦି କେହି କମେଟେ ପଡୁଚ ତ ଲାଇକ ଗୋଟେ କର ❤
@AamaGaonAamaMati
Жыл бұрын
🙏🙏🙏
@Mr.SundarayVlogs
Жыл бұрын
❤❤❤❤❤
@ODIAMBJSHORT003
Жыл бұрын
ଓଡ଼ିଆ ଭାରି ବଢିଆ ଯେ କିଛି ଜାଣିନ Newsfews dekha otv ରେ କିଛି ଜାଣିନାହାନ୍ତି 😅😮😊
@nobitacreation1661
Жыл бұрын
@@ODIAMBJSHORT003 ଭାଇ news fuse କେବଳ entertainment ପାଇଁ ହିଁ ଚାଲୁଛି
@rakeshkumarnayak4256
Жыл бұрын
❤❤❤❤❤❤❤
2024 ରେ ଏଇ ଗୀତ କିଏ କିଏ ଦେଖୁଛ ଭଗବାନ ତାଙ୍କୁ ଭଲ ରେ ରଖନ୍ତୁ। ଜୟ ଜଗନ୍ନାଥ ❤🎉
@MinatiRana-sn2ow
16 күн бұрын
Mu dakhuchi kn karibaki
ମୁଁ ଏଇ ଗିତ 250 ଥର ଶୁଣିଲି ନି ତଥାପି ଇଛା ହଉଛି ଧନ୍ୟବାଦ୍ ମନମୟ ଭାଇ ❤❤❤❤
ଏ ବାଲେଶ୍ୱରୀଆ ଟୋକା ଗୋଟେ ଦିନ ପୁରା ଓଲିଉଡରେ ରାଜ କରିବ ❣️
Wow ଯେତେ ଶୁଣିଲେ ବି ଇଚ୍ଛା ହଉଛି ଶୁଣିବାକୁ
ବହୁତ ସୁନ୍ଦର ଗୀତ, ବହୁତ ସୁନ୍ଦର ନାଚ ବହୁତ ସୁନ୍ଦର କଳାକାର ❤🥰💫
❤❤ସବୁ ଭାଷା ର ଗୀତ ଠୁ ଆମ ଓଡ଼ିଆ ଗୀତ ସବୁ ବଢିଆ ❤️❤️ ହିରୋ ଆଉ ହିରୋଇନ ଙ୍କ ଅଭିଅୟ ସବୁ ଠୁ ବଢିୟା ❤️❤️ ଆଉ ଧନ୍ୟବାଦ ସବୁ ଟିମ ସଦସ୍ୟ ଙ୍କୁ ଏମିତି ବଢିୟା ଗୀତ ପାଇଁ 😍😍😍😍😘😘😘 ବହୁତ ସୁନ୍ଦର ଗୀତ 👌👌👌
@rajkishorsahoo5066
Жыл бұрын
My nem bi madhusmita
@ahalyapalei652
Жыл бұрын
@@rajkishorsahoo5066 my name is madhusmita
ଏ ଦୁଇ ଜଣକୁ ନେଇ ଗୋଟେ ଫିଲ୍ମ ବନାଯାଉ ବହୁତ ବଢିଆ ଲାଗିବ ଦୁଇ ଜଣକ ଯୋଡି ଖୁବ ଭଲ ଲାଗୁଛି.. ଏମାନେ ବହୁତ real artist..
ମୁଁ ଏଇ ଗୀତ କୁ ୧୫ ଥର ଶୁଣି ସାରିଲେଣି ତଥାପି ଶୁଣିବାକୁ ଇଚ୍ଛା ହଉଛି ବହୁତ ସୁନ୍ଦର ଗୀତ ଟେ
@ananyaparida1757
Жыл бұрын
❤❤do share & make it as ur wp status
@rampradhan4277
Жыл бұрын
Me too
@sipanjhankar2611
Жыл бұрын
Same❤
@umeshmallik5172
Жыл бұрын
Really bro I like it
@partusnial
Жыл бұрын
❤❤❤❤❤❤ବ
Best song & best screenplay of odia music industry... ମନ କିଣିନେଲୁ ରେ ମନ୍ମୟ ଆଉ ଅନନ୍ୟା
ମନ୍ମୟ ଆଉ ଅନନ୍ୟା ର କମେଡି ଭିଡ଼ିଓ ବହୁତ ଭଲ ଲାଗେ ମୁ ବହୁତ ଦେଖେ... ଆଉ ଏବେ ତାଙ୍କର love video 👍👍.. New Zodi... ଆଉ ଏମିତି ଭିଡ଼ିଓ ପାଇଁ ଆମେ wait କରିଛୁ
@ananyaparida1757
Жыл бұрын
❤❤share & make it as ur wp status
Plz manmay vai ae type ra song kara bahut ଭଲ ଲାଗୁଛି ପିଲାଦିନ କଥା ମନେ ପଡିଯାଉଛି 153 ଥର ଗୀତ ଶୁଣି କି ବି ମନ varuni
ଗୀତ ଟି ଶୁଣିଲେ ମୋ ପିଲାଦିନ ସମୟ ମନେ ପଡ଼ି ଯାଉଛି...Slow motion music very nyc❤... ଯେତେ ଶୁଣିଲେ ମଧ୍ଯ ମନ ବୁଝୁ ନାହିଁ.. ଯେତେ ଦେଖିଲେ ମଧ୍ଯ ମନ ମାନୁ ନାହିଁ....wonderful song & Dance 🎵❤️💃
@AamaGaonAamaMati
Жыл бұрын
👍👍👍
@laxmipriyasahoo951
Жыл бұрын
Very nice ❤
@manojkumarmishra3777
Жыл бұрын
❤❤❤❤
@SamirPradhan-tl9ln
Жыл бұрын
Veryn ice❤❤❤
@ReenaNayak-kj1et
Жыл бұрын
Very beautiful song and dance 🥰🥰🥰
ଏମିତିକା ଗୀତ ସବୁବେଳେ ଆମକୁ ମିଳୁଥାଉ ❤❤❤💐
@GeetanjaliBarik-dh3pe
Жыл бұрын
🎉🎉🎉🎉🎉🎉❤❤❤❤❤😮
ସତରେ ମନ ଟା ଦାହୋଲି ଗଲା ❤❤❤❤❤❤ ଅତି ସୁନ୍ଦର ଆଉ ଚମତ୍କାର 😊
@ananyaparida1757
Жыл бұрын
❤❤make it as ur wp status
100 ରୁ 100 ବିଶୁଦ୍ଧ ପ୍ରେମ ସଂଗୀତ 🌹...90's କଥା ମନେପକେଇଦେଲା 🥰🌹👏
@BhagabanPolai
11 ай бұрын
❤🌹😍👏👏👌💯💯❤️❤️💝💞
ଏତେଦିନ ପରେ ଗୋଟେ ସୁନ୍ଦର ଗୀତ ସହିତ ସୁନ୍ଦର dance ଦେଖିବାକୁ ମିଳିଲା..... Expression ଟା ବହୁତ ଭଲ ଥିଲା 🥰🥰👌👌❤️❤️❤️❤️. ଏମିତି ଗୀତ ରେ କମେଣ୍ଟ ଦେବାକୁ ଆପେ ଇଚ୍ଛା ହବ..... 👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
@ananyaparida1757
Жыл бұрын
Thank you 😊 do share & make it as ur wp status
ଯିଏ like କର କି ନାହିଁ but masterpiece song... Odia number 1 youtuber.. 👍👍👍
@ananyaparida1757
Жыл бұрын
❤❤do share & make it as ur wp status
ଭାଇ ମୁଁ ଏ ଭିଡିଓ ଗୀତ ୨୧ଥର ଦେଖି ସାରୀଲିଣି ,ଆପଣ ଆଉ ଅନନ୍ୟା ଦିଦୀ଼ made for each other, so nice both of you
ଏଇ ଗୀତର ଭଜନ ଟି ବହୁତ ଭଲ ହେଇଛି। ଜୟ ଜଗନ୍ନାଥ 🙏 ⭕❗⭕
ବହୁତ ସୁନ୍ଦର ଗୀତ💞💞💞... ❤️ଜୀବନଟା ସୁନ୍ଦରମୟ ହେଇଯାଏ ଯଦି ଜୀବନରେ ଗଟେ ମନ ବୁଝିଲା ଭଳି ଜୀବନସାଥୀ ଟିଏ ମିଳିଯାଏ💕 😍...
@sanjibkumar8589
Жыл бұрын
💞💞ଜୀବନରେ ସମସ୍ତଙ୍କ ଭାଗ୍ୟରେ ଖୁସି ନଥାଏ 😭💕💕💕ପ୍ରେମ ତ ଭାଗ୍ୟରେ ଥିଲେ ମିଳେ 😔😭😭💕💕💕
@srikant4947
Жыл бұрын
Hii
@sanjibkumar8589
Жыл бұрын
@@srikant4947 h🖐️
ଆମେ ଓଡ଼ିଆ ଭାରି ବଢିଆ ଆମ ଗୀତ ଆମ ପାଇଁ ବଢିଆ ଜୟ ଜଗନ୍ନାଥ 🙏ଓଡ଼ିଆ ପିଲା ଯଦି କେହି କାମେଟ ପଡୁଛ ତୋ ଲାଇକ ଗୋଟେ କର 💕
@ananyaparida1757
Жыл бұрын
❤❤do share & make it as ur wp status
@prashantdash3219
Жыл бұрын
Beautifull.song.beautifulldance
ଏମିତିକା ଓଡ଼ିଆ ଗୀତ ହେଲେ ସମସ୍ତେ ଓଡ଼ିଆ ଗୀତ କୁ ଭଲ pante ମନ୍ମଏ ଦେ ଭଳିଆ ଆକଟର ଟେ ❤❤
ବହୁତ୍ ବଢିଆ ହେଇଚି ଭାଇ ♥️
ଗୀତ ଯିଏ ବି ଲେଖିଛନ୍ତି, ବହୁତ୍ ଭଲ ଲେଖିଛନ୍ତି, ପୁରା ବାସ୍ତବ ସତ,ଜଣେ ପିଲାର ମନରେ ଥିବା ପ୍ରଥମ ପ୍ରେମ କୁ ଲେଖା ଯାଇଛି, ବହୁତ୍ ଭଲ ଲାଗିଲା ❤
ସୁପର ହିଟ୍ ଗୀତ♥️♥️
@ananyaparida1757
Жыл бұрын
❤❤do share & make it as ur wp status
@ranjanbiswal7112
Жыл бұрын
@@ananyaparida1757 sure ❤
Ete dina pare gote odia Gita asila ki jouta hrudya sparshi . Keep it up manmay bhai.
Bhai.tamar.sabu.vidio.mate.bhala.lage❤
ତୁମେ ଦୁହେଁ ମୋ fevorite Actor ତୁମ ଯୋଡ଼ି କୁ ଦେଖିଲେ ମୁଁ ମୋ gf କଥା ଭାବେ । ବହୁତ୍ ସୁନ୍ଦର ହେଇଚି ଗୀତ । ଏମିତି ଆଗେଇ ଚାଲ ❤
@drbtennisplayer8215
Жыл бұрын
Mu bi bhai🤭🤭🤭🤭
@saraswatimohapatra9926
9 ай бұрын
Super
@saraswatimohapatra9926
9 ай бұрын
Sundar jodi
Bahut badhia 👌💐
@ananyaparida1757
Жыл бұрын
❤❤make it as ur wp status
ଗୀତ ଯେମିତି ଡାନ୍ସ ବି ସେମିତି ହେଇଛି super
Excellent.....bahut dinna pare lagila mu odia bhabe garbita.Dhanyabad
This man was born in make History MANMAY DEY ❤ Coming viral Jodi Manmay and Ananya I am from BHÃDRÂK But I love Baleshwar Because Manmay and Ananya my all time favourite Jodi ❤
@ananyaparida1757
Жыл бұрын
Thank you do share & make it as ur wp status ❤
@jayantimishra4188
Жыл бұрын
Like siddhant rachana
@starcx_gaming7402
Жыл бұрын
Right 👍
@bijayakumarsatapathybijaya9214
Жыл бұрын
Manmaydey
Master Piece.... Puni mane padigala 90's ra katha😊 Only 90's kids can understand. Keep It Up Team 👍
@ananyaparida1757
Жыл бұрын
Thank you 😊😊 do share & make it as ur wp status ❤
@sanjaycreations8459
Жыл бұрын
Really good 😌
@Tomatobepari120
Жыл бұрын
@@ananyaparida1757 Hii Crush ❤
@Hemantabhoiofficial
Жыл бұрын
Heart touching
@jayeeramsahoo5805
Жыл бұрын
@@ananyaparida1757 samastanku sei gote comment
ଗୀତ ଟି ଅତିସୁନ୍ଦର ହେଇଛି
ବାଲେଶ୍ୱର ଟୋକା ଘାଣ୍ଟିବ,,,,,❣️।।
ଆମ ବାଲେଶ୍ବର ର କଳାକାର 🙂 ଗୀତଟି ବହୁତ ହିଟ୍ ହେଇଛି👌👌👌
@sadashivmaharana1996
Жыл бұрын
Keta tanka daiche ki manmmy
ଜାଣିନି ଏଇ ଗୀତଟିକୁ ଯେତେଥର ଦେଖିଲେ ବି ମୋତେ ନୂଆ ଲାଗୁଛି l ବହୁତ ସୁନ୍ଦର ଭାବେ ପରିବେଷଣ , ଉପସ୍ଥାପନା କରିଛନ୍ତି l ବହୁତ ବହୁତ ଧନ୍ୟବାଦ ଏଇ ସୁନ୍ଦର ଗୀତ ପାଇଁ l❤
@ananyaparida1757
Жыл бұрын
❤do share & make it as ur wp status
କମ୍ପୁଟର କ୍ଳାସ ରେ ପାଖ ପାଖି ବସୁଛି କିନ୍ତୁ ଚାହୁଁନି 😄😄😄😄😄
90 ଦଶକ ର ପରିଭାଷା କୁ ବଞ୍ଚେଇ ରଖିବାକୁ ମନ୍ମୟ ଙ୍କର ଚେଷ୍ଟା , ତାଙ୍କର KZread ra ପ୍ରତିଟି video ଆଉ ଏହି ଗୀତ ରୁ ସ୍ପଷ୍ଟ ବାରି ହେଇଯାଉଛି ।
Didi and bhai so cute dekhajaucha
@ananyaparida1757
Жыл бұрын
❤❤do share & make it as ur wp status
@chandansamal4502
Жыл бұрын
Super 👌
Today’s days all odia song is so beautiful and so good I can’t stop listening to this album song ❤🎉 Congratulations all the team members for your success in this project.
ସୁନ୍ଦର ଲାଗୁଛି ଏ ଗୀତ ଆଉ ଏ ସୁନ୍ଦର ଯୋଡି
ମୁଁ ଭାରତ ରେ ଜନ୍ମ ନେଇଛି ବୋଲି ଗର୍ବ ଅନୁଭବ କରୁଛି ଓଡ଼ିଆ ଭାଷା ପରମ୍ପରା କେବେବି ଭୁଲିପାରିବିନି ଯେତେ ବଡ଼ ମଣିଷ ହୁଏ ପଛେ ଆଶା କରୁଛି youtube channel ଆଗକୁ ବହୁତ ନାମ କମେଇବ ଯଦି ସତରେ ଓଡ଼ିଆ ପିଲା ହୋଇଥିବ ଏ comment କୁ ଲାଇକ କରିବ🇨🇮🇨🇮🥰
Really ❤❤❤❤❤❤️❤️❤️❤️❤️❤️❤️ yeta jie suniba ta mana ta ethi rahi jiba like me.........
@ananyaparida1757
Жыл бұрын
❤share & make it as ur wp status
Manmay & Ananya superb performance
@gyanaranjan2708
Жыл бұрын
beautiful 😍 song ❤️❤️
Emiti gito darkar, pure odia ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ତୁମର ଏଇ ଗୀତ ଟି ଏତେ ସୁନ୍ଦର ହୋଇଛି ଯେ ଯେତେ ଥର ଶୁଣିଲେ ବି ମନ ବୁଝୁନି...🤗ଯାହା ହେଉ ଏତେ ସୁନ୍ଦର ଗୀତ ଟିଏ ଆମକୁ ଭେଟି ଦେଇଥିବାରୁ ଆପଣଙ୍କୁ ଓ ଆପଣଙ୍କ ସହଯୋଗୀ ମାନଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ.....❤ ଆହୁରି ଆଗକୁ ଯାଅ ଆଉ ଆମକୁ ଏମିତି ସୁନ୍ଦର ସୁନ୍ଦର ଗୀତ ଭେଟି ଦଉଥାଅ......😊
ମୁ ଏଇ ଗୀତ କୁ ବାର ମ ବାର ଶୁଣି ଲାଣିତଥାପି ମନ କହୁଛି ଶୁଣି ବାକୁ ବହୁତ ସୁନ୍ଦର ହେଇଛି ❤❤❤❤❤❤
What a strategy... Old is gold . Bringing our old Vibes alive. Lantern , small house with peel wall , costumes and hair style... The lyrics the dance and the music ... I feel like i am in class 10 again.
Sambalpuria pila Kia dekhuthile e coment k like kara boo sambalpuria hero mane.....❤
So nice song Song sunina pare mo prem katha mane padijauchi
ଦିଲଖୁସ ହୋଇଗଲା ମୋ ହୃଦୟକୁ ଛୁଇଁଗଲା 👍
ଯାହା ହେଉ ଏହି ପରି ଗୀତ କୁ ତିଆରି କରିଥିବା ସମସ୍ତ ଟିମ କୁ ଧନ୍ଯବାଦ
ବହୁତ ଭଲ ଗୀତ ❤
Jaha hau ama odia re abe bahuta sundara sundara song baharuchhi dekhi khushi lagichhi👌😊...
Bahut sundar Lagila..bahut simple presentation pura hrudayaku chunila
Superb Manmay and Anananya..❤️
ଭାଇ ତମେ ସତ କହିବ ତମେ ମିହିର ଦାସ ଙ୍କର ସିନେମା ରେ ଯେମିତି ଗୀତ ସହ ନାଚ ବି ହଉଥିଲା ସେମିତି କରିବାକୁ ଚେଷ୍ଟା କରିଛ ନା କାହିଁକି ନା ମୁଁ ଦେଖିଲା ପରେ ସେମିତି ମୋତେ ଅନୁଭୂତି ମିଳିଲା ଯେମିତି ମିହିର ଭାଇ return କରିଛନ୍ତି ❣️😚❣️😚
ପାପୁଲିରେ ଚକା ଜହ୍ନ ମୁଁହ ତମର ❤ ତୋଳି ଧରିବାକୁ ଇଚ୍ଛା ହୁଏ ଥରେ ଦି ଥର❤ Lines💯
ବହୁତ୍ ଭଲ ଲାଗୁଚି total team ଙ୍କୁ ମୋର ହୃଦୟ ରୁ ଧନ୍ୟବାଦ୍ ଏତେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ♥️👍
Mate tame 2 jana bahut bhala laga 😍
ଗୀତ ର ଲେଖକ କୁ ମାନିବାକୁ ପଡିବ ଯିଏ ଏମିତି ସୁନ୍ଦର lyrics ଲେଖିଛନ୍ତି ଯାହା କି ମତେ ମୋର school time crush କଥା ମନେ ପକେଇ ଦେଲା❤❤
Jaha kuha samaste kintu Humane sagar Manisa hisabare jaha heithau Kintu singer 1number👍👍👍 Au Manmay Dey deserves so much appreciation and love 💖
Wow 👌 Beautiful song 👌👌👌👌👌
ଭାଇ ଗିତ ଆଉ ନାଚ ବହୁତ ସୁନ୍ଦର ହେଇଛି। ମୁ ଆଶା କରୁଛି ଏମିତି ଅନେକ ଭିଡିଓ ଆଗକୁ ଦେଖିବାକୁ ମିଳିବ। ❤❤
@ananyaparida1757
Жыл бұрын
❤do share & make it as ur wp status
Beautiful voice beautiful actors beautiful Lyrics beautiful music beautiful costume ❤❤😍🔥🔥superb performance guys congratulations all team members 💐🎉👍Jay jagannath 🙏❤
ଟ୍ରେଂଡିଙ୍ଗ .... ହେଇ ଯିବ ଭାଇନା ..... ସ୍ମୃତିମଧୁର
Odia industry is developing 🎉 Keep it up. Make odisha proud by making this type of smooth & awesome songs ❣️
@ananyaparida1757
Жыл бұрын
❤❤share & make it as ur wp status
@sumilifestylevlogs
Жыл бұрын
Really awesome ❤❤
@kanharautaray
11 ай бұрын
@@ananyaparida1757ll 😭😭😊😊
@mukundahessa8156
2 ай бұрын
👌👌👌👌👌❤️❤️❤️❤️❤️💕😘😘😘
🙏Soo beautifull... Song with dance..... Love for Manmay and Ananya........❤❤❤❤❤❤❤❤❤❤❤❤ବହୁତ ବଢ଼ିଆ ହେଇଛି.....
@surajsamal3665
Жыл бұрын
👍
Satare song ta ete vala lagila je pura mood change karidela ❤
ଓଡ଼ିଆ ଭାଷା ର ଉଦ୍ଧାର କରି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଭାଇ। ବହୁତ୍ ପ୍ରକାର ଗୀତ ତିଆରି କରନ୍ତୁ। ସମସ୍ତେ ସହଯୋଗ କରିବେ ।
Manmay should be given more and more projects. He's a fantastic actor which he has proved already , And No doubt he's a good dancer also.
@ganeshparida1419
Жыл бұрын
Bilkul thik
The best relief to my eye after seeing this beautiful song 🎶. Beautifully choreography by manmya sir... Everything is perfect from head to toe💜
मैं धीरे धीरे ओड़िया गानों की तरफ आकर्षित होता जा रहा हु ! 🥺🥺❤
ଏକ ନମ୍ୱର୍ ହେଇଚି ମନମେ ଦେ ଭାଇ 🎉❤😮ମୁ ବି ଏହି ଗୀତ ଟି ୫୦ ରୁ ଅଧିକ ଥର ସୁନିଲିନି । Love from berhampur
@ananyaparida1757
Жыл бұрын
Thank you 😊 do share & make it as ur wp status ❤
@pabitamb
Жыл бұрын
@@ananyaparida1757 sure madam 😊
Manmay de deserve a silver screen because he is very talented
Nice song manmay bhai❤
Manmay bhai jaha kale hit Gote thara Odia movie re entry karantu ta pare Odisha ghantiba
What a Lyrics. ... Relatable for 90S Born College going Students
Masterpiece ❤ Old is gold 👍👍👍 Outstanding performance ❤❤❤❤
Jay jagannath ❤️❤️❤️🙏🙏🙏🙏
@ananyaparida1757
Жыл бұрын
❤share & make it as ur wp status
Bhai mo pakhaku video pahanchi gola. ଅପେକ୍ଷାର ଅନ୍ତ ହେଲା । ଭିଡିଓ ଟି ବହୁତ୍ ବହୁତ୍ ବହୁତ୍ ସୁନ୍ଦର୍ ହେଇଛି । Congratulations to all of you .
All time favourite manmay bhaii Lot's of love from Kendujhar ❤️
@ananyaparida1757
Жыл бұрын
❤do share & make it as ur wp status
0%over confidence 0%Fake 100%Real 100%Talented You are the Song
@AamaGaonAamaMati
Жыл бұрын
👍👍👍
@bikashsahoo8754
Жыл бұрын
❤❤❤❤❤❤❤😊😊😊😊😊😊
@lopitagiri
Жыл бұрын
Right 👍❤
@itssurya4385
Жыл бұрын
Bhai pura kasa haichi
@kanhapatro82
Жыл бұрын
Right bhai 👍
Ae song sunile laguchi jemeti semeti sunuthibi ,jama na saru song ti,bahut sundar haechi
ମତେ ବହୁତ ଭଲ ଲାଗୁଛି ❤❤❤
Marvelous Song and Top Level Editing, Choreography and Screenplay 🥰always support Manmay Dey 🤗 #viralsong #share #newodiasong
Heart touching song
The line "kie janithila haba emiti dine..ghadiki ghadi ta khali padiba mane"❤😍🔥
ସୁପର ସେ ଉପର ଗୀତ,,, ପୁରା ହୃଦୟ କୁ ଚ୍ଛୁହିଁ ଯାଉଛି ❤❤❤
Odia song best in the world ll sweet voice ll heart touching voice ll
Nice....👍👍👍 Super Jodi like Siddhant sir & Rachana mam.....👌👌👌🥰🥰
@ananyaparida1757
Жыл бұрын
Thank you 😊😊 do share & make it as ur wp status ❤❤
Song ra 1st Katha guda +2 samaya Mane pakeie dela.. sebe amiti lage.... nice song ❤❤❤
Bhai bahut Dina pare gote odia Gita dekhile AAU Sunile❤❤❤No 1 great 👍 job
Super hit song ❤ superb dance 💖 expression is just wow👌👌 I am so proud 😊
90's song feelings... Masterpiece song, 👏 Pila Dina memory refresh hei jauchi... 😊
@ananyaparida1757
Жыл бұрын
Thank u do share & make it as ur wp status
@Prangya_Moodygirl
Жыл бұрын
@@ananyaparida1757 ae bhi kuch kehena wala baat hai... Already done dear😊 many more to come 🎉
The line ...munha munhi dekha hele munha poti daucha...👍👍🥳🥳🥳
Nice lyrics 💙,dance 🤩 , story 😍 and song 💞
Supar dance👌👌👌
@ananyaparida1757
Жыл бұрын
Thank you 😊 do share & make it as ur wp status 😊😊
@kumarbishal3412
Жыл бұрын
So nice dance