ଆମ୍ବ କାଟି କାଟି ହାତ ହେଲା ଦରଜ 😂||Mango Pickle||Krishna Vlogs||

ଆମ୍ବ କାଟି କାଟି ହାତ ହେଲା ଦରଜ 😂||Mango Pickle||Krishna Vlogs||#youtube #vlog#trending
.
ସାମଗ୍ରୀ:-
• ଆମ୍ବ
•ସୋରିଷ, ମେଥି, ପାନମଧୁରୀ, ସୋରିଷ ତେଲ,ଗୁଡ,ଶୁଖିଲା ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଓ ପଞ୍ଚ ଫୁଟଣ|
ପ୍ରଣାଳୀ:-
ପ୍ରଥମେ ଆମ୍ବ କୁ ଛୋଟ ଛୋଟ କରି କାଟି , ସେଥିରେ ହଳଦୀ ଓ ଲୁଣ ପକାଇ ଭଲଭାବରେ ଗୋଲେଇ ଦିଅନ୍ତୁ।
ପରଦିନ ସେହି ଆମ୍ବ କୁ ଭଲଭାବରେ ଖରାରେ ଶୁଖେଇ ଦିଅନ୍ତୁ।
ଆମ୍ବ ଭଲ ଭାବେ ଶୁଖି ଗଲା ପରେ, ସେଥିରେ ପ୍ରସ୍ତୁତ କରିଥିବା ମେଥି ଗୁଣ୍ଡ, ସୋରିଷ ଗୁଣ୍ଡ, ପାନମଧୁରୀ ଗୁଣ୍ଡ ଓ ଲୁଣ କୁ ଭଲ ଭାବେ ଦେଇ ଗୋଲାଇକି ରଖିଦିଆନ୍ତୁ।
ସୋରିଷ ତେଲ କୁ ଭଲ ଭାବେ ଗରମ କରି ରଖି ଦିଅନ୍ତୁ।
ଗୋଳା ହୋଇ ରଖା ଯାଇଥିବା ଆମ୍ବ ରେ ତେଲ କୁ ପକାଇ କିଛି ଦିନ ଖରା ରେ ଶୁଖାନ୍ତୁ।
ତାପରେ ସେଥିରେ ଗୁଡ଼ ଓ ଲଙ୍କା ଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ।
ପ୍ରସ୍ତୁତ ହୋଇଗଲା ଆମର ସ୍ଵାଦିଷ୍ଟ ଆମ୍ବ ଆଚାର।
ଆପଣ ମାନେ ବି ଘରେ କରନ୍ତୁ ଆଉ Comment କରି ନିଶ୍ଚୟ କହିବେ କେମିତି ଲାଗିଲା।
Thanks For Watching।🥰

Пікірлер

    Келесі