Malika Bhakta revealed Shocking Truth | Malika Future Prediction | Kalki Avtar | Satya Bhanja

#Malika #ମାଳିକା #SatyaBhanja
For Malika Book
Visit: satyabhanja.in/
----------------------------------------------
Subscribe Now:
/ satyabhanja
Follow on us:
Facebook: / satyabhanjaofficial
Twitter: / satyabhanja
Telegram: t.me/satyabhanja
LinkedIn: / satyabhanja
Instagram: / satyabhanja
Website: satyabhanja.in

Пікірлер: 1 100

  • @CARTOON_EXPRESS_195
    @CARTOON_EXPRESS_1953 жыл бұрын

    ବାବା ଙ୍କୁ ଯାଇ ଆଉ ଥରେ ପଚାରନ୍ତୁ ସତ୍ୟ ବାବୁ 🙏ଜୟ ପଞ୍ଚସଖା🙏 🙏ଜୟ ଜଗନ୍ନାଥ🙏

  • @SashankaSekharPatel00
    @SashankaSekharPatel003 жыл бұрын

    ସାର୍ ଭିଡିଓ ଯେତେ ଲମ୍ବା ହେଲେ ହେଉ, ଶୁଣିବାକୁ ଭଲ ଲାଗେ।ଭିଡିଓ ୨ ଘଣ୍ଟା ୫ ଘଣ୍ଟା ହେଲେ ମଧ୍ୟ ହେଉ। 😊

  • @jayjagannathagency3318
    @jayjagannathagency33183 жыл бұрын

    ନିରବାବାଙ୍କୁ ମୋର ଆନ୍ତରିକ ପ୍ରଣାମ।କଥା ଉଚ୍ଚ କୋଟିର।କଥାର ଶୈଳି ଅତି ଚମତ୍କାର।ଆଉଥରେ ତାଙ୍କ ସାକ୍ଷାତ କରନ୍ତୁ।ବହୁ ତତ୍ତ୍ବର ଅଧିକାରୀ👏👏👏👏

  • @bholabaghel1453

    @bholabaghel1453

    2 жыл бұрын

    मैंने इसे बार बार देखा,,, आप दो नों विद्वानों को कोटिश़ प्रणाम जै श्री जगन्नाथ जी, ओम नमो शिवाय,,, मेरा भारत महान, आपका भगवत प्रेम बहुत सराहनीय है।

  • @sukantasamal2470
    @sukantasamal24703 жыл бұрын

    ବାବାଙ୍କୁ ଆଉଥରେ ଯାଇ ପଚାରନ୍ତୁ ସତ୍ୟଭାଇ 🙏ଜୟ ଜଗନ୍ନାଥ 🙏

  • @lobhabatinayak9670

    @lobhabatinayak9670

    3 жыл бұрын

    Tbt

  • @shaktidharbiswal3421

    @shaktidharbiswal3421

    3 жыл бұрын

    @@lobhabatinayak9670 q

  • @shaktidharbiswal3421

    @shaktidharbiswal3421

    3 жыл бұрын

    @@lobhabatinayak9670 qqqqq

  • @sukantasamal2470

    @sukantasamal2470

    3 жыл бұрын

    ଧନ୍ୟବାଦ 🙏 ଜୟ ଜଗନ୍ନାଥ 🙏

  • @apnadesh5646
    @apnadesh56463 жыл бұрын

    Video ଯେତେ ଲମ୍ବା ହେଲେ କିଛି ଅସୁବିଧା ନାହିଁ ବହୁତ ଭଲ ଲାଗୁଛି ଶୁଣିବାକୁ କଳି5000 ବର୍ଷ ପରଠାରୁ ଅନନ୍ତ କଳି ଆରମ୍ଭ

  • @sumantapaikaray6200

    @sumantapaikaray6200

    3 жыл бұрын

    May be

  • @pritimanjari3349

    @pritimanjari3349

    3 жыл бұрын

    2000 ମସିହା କୁ 5000 ବର୍ଷ ପୁରି ଯାଇଚି, ଏବେ ଚାଲିଚି ଅନନ୍ତ କଳି ଯୁଗ

  • @apnadesh5646

    @apnadesh5646

    3 жыл бұрын

    @@pritimanjari3349 ତେବେ ଏବେ ଭଲ ହେବ ବୋଲି ଆଶା କରୁଛୁ ଭଗବାନ କରନ୍ତୁ ସମସ୍ତ ଜୀବଜଗତ ଶାନ୍ତିରେ ବଞ୍ଚନ୍ତୁ

  • @pritimanjari3349

    @pritimanjari3349

    3 жыл бұрын

    @@apnadesh5646 ପାପି ମାନଙ୍କର ସଂଘାର ସମୟ ଆସି ଗଲାଣି, ଏବେ ଚାଲିବ ସଂଘାର ଲୀଳା

  • @apnadesh5646

    @apnadesh5646

    3 жыл бұрын

    @@pritimanjari3349 ପୃଥିବୀର ଜନସଂଖ୍ୟା କମିଲେ ଯାଇ ଶାନ୍ତି ଆସିବ ଜନସଂଖ୍ୟା କମି ଯଉଁମାନେ ବଂଚିବେ ସେମାନେ ଅନ୍ତତଃ ଶାନ୍ତି ପାଇବେ ଆମେ ଚାହୁଁଛୁ କି ପୁନର୍ବାର ସତ୍ୟ ଫେରିଆସୁ

  • @dipsrisrianshientertainmen9931
    @dipsrisrianshientertainmen99313 жыл бұрын

    🙏🙏 baba , aji ra episode ti bahut bholo lagila . Amiti sunibaku echa houchi 2hr vdo hele problem nahi . Jay Jagannath jay maa laxmi

  • @TeamOdisha143
    @TeamOdisha1432 жыл бұрын

    1955 ରେ ଠାକୁର ଜନ୍ମ ହୋଇଥିଲେ

  • @jayantisamal3397
    @jayantisamal33973 жыл бұрын

    ବର୍ତ୍ତମାନ କଳି ଶେଷ ଅନନ୍ତ ଯୁଗ ପ୍ରକାଶ ... ସବୁଦେଶର pm ମାନେ ମଳିନ ପଡ଼ିଗଲେଣି , ଦେଶ ସାଶନ ତାଙ୍କ ପାଇଁ ଅସମ୍ଭାଳ ହେଲାଣି ... ଜୟଜଗନ୍ନାଥ 🙏 ହରିବୋଲ । ଭଲ ଚିନ୍ତା କର , ଭଲ କର୍ମ କର ।

  • @sobhalaxmisahu4497

    @sobhalaxmisahu4497

    2 жыл бұрын

    ih

  • @jeebangaming3773

    @jeebangaming3773

    2 жыл бұрын

    Halo

  • @ranchogaming368

    @ranchogaming368

    2 жыл бұрын

    L

  • @ranchogaming368

    @ranchogaming368

    2 жыл бұрын

    P0

  • @gautamtrai8411

    @gautamtrai8411

    Жыл бұрын

    Hi

  • @ranendradash1258
    @ranendradash12583 жыл бұрын

    ନିର ବାବା ଙ୍କୁ କୋଟି କୋଟି ପ୍ରଣାମ 🙏🌹🌹🙏🙏🙏

  • @manojpatnaik9981

    @manojpatnaik9981

    2 жыл бұрын

    Satya bhai it's true myself too small to give a year comments about your Beautiful program.

  • @bideshiradhyradhyguruji6460
    @bideshiradhyradhyguruji64603 жыл бұрын

    ରାଧେ ରାଧେ ସତ୍ଯ ଭାଇ କେବେ ହବ ପଚାରିବା ଟା ଭୁଲ ହୋଇ ଜାଉଚି

  • @rasanandabarik5928
    @rasanandabarik59283 жыл бұрын

    🙏ଜୟ ପଞ୍ଚ ସଖା ଜୟ.

  • @bharatmahapatra1129

    @bharatmahapatra1129

    2 жыл бұрын

    I adore you

  • @bharatmahapatra1129

    @bharatmahapatra1129

    2 жыл бұрын

    I love you very much ❤

  • @bharatmahapatra1129

    @bharatmahapatra1129

    2 жыл бұрын

    God please accept my at your Lotus Feet

  • @sangrambarik2275
    @sangrambarik22753 жыл бұрын

    Jay Jagannath Jay Panchasakha 🙏🏻🙏🏻🙏🏻

  • @user-ln4kb1yz4t

    @user-ln4kb1yz4t

    3 жыл бұрын

    Si.r, AAU tharl

  • @SingarRanjitkumar
    @SingarRanjitkumar3 жыл бұрын

    ମହାପୁରୁଷ ଙ୍କ ବାକ୍ୟ କେବେ ଅନ୍ୟଥା ହେବନି ବେଳୁ ହୁଅ ସାବଧାନ ଜୟ ପଞ୍ଚ ସଖା 🙏🙏

  • @BTSarmyandblink1234.

    @BTSarmyandblink1234.

    2 жыл бұрын

    Ql

  • @bijaymohanty-cu7wn

    @bijaymohanty-cu7wn

    Жыл бұрын

    @@BTSarmyandblink1234. this

  • @SashankaSekharPatel00
    @SashankaSekharPatel003 жыл бұрын

    ବହୁତ ସୁନ୍ଦର,ବାବା ପ୍ରକୃତ ଭକ୍ତର ଲକ୍ଷଣ 🙏🙏

  • @SPRITUALUNIVERSA
    @SPRITUALUNIVERSA3 жыл бұрын

    ବାବା କଳି ର ଶେଷ ହିସାବ ଦେଲେ କିନ୍ତୁ କଳକୀ ମହାପ୍ରଭୁ ଙ୍କ ର ନୁହେଁ।।। ସତ୍ଯ ଭାଇ ଆପଣ କୁହନ୍ତୁ।।।। ଦୟାକରି ଜୟ ଜଗନ୍ନାଥ ସ୍ବାମୀ🙏🙏🙏🙏

  • @Bhakti-Gitanjali
    @Bhakti-Gitanjali10 ай бұрын

    " ଅକ୍ଷୟ ହେଉ ପୁଣ୍ୟ ଜଗତେ ସତ୍ୟ ଧର୍ମ ହେଉ ବିଜୟ " ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ପ୍ରଭୁ ।

  • @jayjagannath4375
    @jayjagannath43753 жыл бұрын

    Satya babu chari ade na buli ehi baba nku dhar. Sabu milijiba. Ajira episode 100% satya.

  • @gyanaranjan920

    @gyanaranjan920

    3 жыл бұрын

    Right

  • @susamapadhi4446
    @susamapadhi44463 жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ ଜୟ ମା ବିରଜା ନୀର ବାବା ଙ୍କ ମୁଖ ରୁ ମାଳିକା ବର୍ଣ୍ଣିତ କଥାମୃତ ଶୁଣି ବାକୁ ବହୁତ ଭଲ ଲାଗୁଛି 💖 💞 💖 🌹 🌹 🌹

  • @purnasrichandan7595
    @purnasrichandan7595 Жыл бұрын

    ଧନ୍ୟବାଦ୍ ସତ୍ୟବାବୁ ଆପଣଙ୍କ ଜିଜ୍ଞାସା ମନୋଭାବ ଯୋଗୁଁ ଓଡ଼ିଶାର ସବୁଠାରୁ ମାଳିକା ଗବେଷଣା କେନ୍ଦ୍ର ଖୋଲା ଖୋଲି ପ୍ରଚାର ପ୍ରସାର ପାଇଁ।

  • @prasantadas4616
    @prasantadas46163 жыл бұрын

    Jay jagannath 💐🙏 jay panchasakha 💐🙏 jay bhakta gana 💐🙏

  • @rikupradhan3075
    @rikupradhan30753 жыл бұрын

    Jay jagannath🙏🙏🙏🙏🙏 jay pancha sakha🙏🙏🙏🙏🙏

  • @jeebangaming3773
    @jeebangaming37732 жыл бұрын

    କଳିଯୁଗ ୫୦୦୦ ବର୍ଷ ପରେ ଅନନ୍ତ୍ର କଳି ଆସିବ ଜୟ ଜଗନ୍ନାଥ ନମଃ

  • @anjanpallai5646
    @anjanpallai56463 жыл бұрын

    ଓଁ ଗୁରୁ ।ବାବାଙ୍କ ଚରଣ ରେ ଆନ୍ତରିକ ପ୍ରଣାମ। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ନିରବାବା ଜୟ ସତ୍ୟ ବାବା ।

  • @narayandalai9799
    @narayandalai97993 жыл бұрын

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @narayandalai9799
    @narayandalai97993 жыл бұрын

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @nrusinghbarik7083
    @nrusinghbarik70833 жыл бұрын

    Jay Jagannath swami 🙏🙏🙏 jay panchsakha 🙏🙏🙏 baba correct information deuchanti baba nku koti koti namaskar

  • @mitaliinodisha777
    @mitaliinodisha7773 жыл бұрын

    Jay Jagannath Satya baba 🙏🙏

  • @batapattanaik3401

    @batapattanaik3401

    3 жыл бұрын

    Nihara murkhataa, o',augiyanta ku janai hua nahi, jugaauntaa jabak jauchhi ,papi sonhara kariba pain, tebe, Odisha re srikhetrare Jagsnath' avchant boli kan, sehi pravu papi nku kana papi Shohar" ku nijee baddhaa debe?eaeki murkhataa"prasan. Humar, tume kana ehaku bepar karuch.?

  • @pratiknaga

    @pratiknaga

    3 жыл бұрын

    Jay Jagannath. Jay Panchasakha.

  • @manasparida3144

    @manasparida3144

    3 жыл бұрын

    @@pratiknaga Tama contact number ta deba

  • @pratiknaga

    @pratiknaga

    3 жыл бұрын

    @@manasparida3144 Bhai namaskar. Contact number mu debini. 😃

  • @bighneswarmohanty2760
    @bighneswarmohanty27603 жыл бұрын

    ଜୟ ଜଗନ୍ନାଥ 🙏🙏🙏

  • @saturaswain6456

    @saturaswain6456

    2 жыл бұрын

    Doismdjxzjx

  • @krutibasmohapatra825
    @krutibasmohapatra8253 жыл бұрын

    ସତ୍ୟ ଭାଇ ବ୍ରଜ ଅଙ୍କ ମହା ମିଳନ ବହି ପଡ଼ିଲେ ସବୁ ଜାଣିବ

  • @debasishpattanaik7891

    @debasishpattanaik7891

    3 жыл бұрын

    Bhai braja anka kana? Braja anka mahamilana keun bahi, kie lekhichhanti?

  • @caravancargo7840
    @caravancargo78403 жыл бұрын

    ଜୟ ଜଗନ୍ନାଥ 🙏🌹🌹🌹ଜୟ ପଞ୍ଚସଖା 🌷🌷ତ୍ରାହି ଅଚ୍ୟୁତ 🌹

  • @dukhacharandalai7459

    @dukhacharandalai7459

    2 жыл бұрын

    Y

  • @avgtdash
    @avgtdash3 жыл бұрын

    ଏତେ vdo ପରେ, ଏ vdo ରେ ଭୟ ଲାଗିଲା।ଯାହା ହେଉ, କିଛି ତତ୍ତ୍ଵ ଜାଣିବାକୁ ପାଇଲୁ।ସତ୍ୟ ବାବୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ , ବାବା ଙ୍କୁ କୋଟି ପ୍ରଣାମ

  • @shantibalamohanty8381
    @shantibalamohanty83813 жыл бұрын

    ଭାଈ ଏ ନର ହନୁମାନଙ୍କୁ କଣ କୋହିଲେ ପ୍ରମାଣ ଦେଖାନ୍ତୁ ହନୁମାନ ହି ପ୍ରଭୂ ଶିବ ଆଉ ରାଧା ହି ସୀତା ରାଧା ମା ଦୁର୍ଗା ନୁହଁନ୍ତି ତୋ ଶିବ ମା ଲକ୍ଷ୍ମୀ କୁ ଚାହିଁବେ ତୋ ପ୍ରମାଣ ଦିଅ କଉ ବେଡ଼ ଉପ ନିଷଦରେ ଲେଖା ହେଇଛି କି ଶିବ ମାନେ ହନୁମାନ ଆଉ ରାଧା ମାନେ ମା ଲକ୍ଷ୍ମୀ ତାକୁ ଚାହିଁଲେ ଆଉ ଶିବ ହି ହନୁମାନ ଏ ମାଗିହାଁ କହିଲେ ତୋ ପ୍ରମାଣ ଦିଅ କି ହନୁମାନ କୃଷ୍ଣ ହେଇ ରାଧା ସଂଗେ ରାଶ କଲେ, ବ୍ରମହା, ଵିଷ୍ଣୁ, ମହେଶ୍ୱର କୁ ଏ ବାବୁ ଉଲଟା ପାଲଟା କୋହିଲେ ଏଇଥି ପାଇଁ ସବୁ ରାଜ୍ୟର କରନା କମିଲା ଏ ଚୁ ଥିୟା ପାଇଁ କରନା କୋମୁନି ଭାଇ ପ୍ରୂଫ ଦେଇ ବିଡିଓ ଦେଖାଅ

  • @jayantisamal3397
    @jayantisamal33973 жыл бұрын

    Pranama baba 🙏

  • @rikupradhan3075
    @rikupradhan30753 жыл бұрын

    Aapana mane kia kn pai video ku dislike karuchhanti .... Amiti video dekhibeni to au kemiti video dekhibe 🙏🙏🙏🙏🙏

  • @smileplease5551

    @smileplease5551

    3 жыл бұрын

    You are right 🙏 . Papi mane kan bhogobannka kotha kebe sunonti , na dekhonti ?

  • @bidyadharajena1343

    @bidyadharajena1343

    3 жыл бұрын

    @@smileplease5551 A

  • @anubhabkikatha

    @anubhabkikatha

    3 жыл бұрын

    ଡହରା କଥା, ଯାହାକୁ ମଣିଷ ତିଆରି କରିଛି ତାହା ଦିନେ ନା ଦିନେ ନିଶ୍ଚୟ ଭାଙ୍ଗିବ ଏଥିରେ ଆଶ୍ଚର୍ଯ୍ୟ ହବାରେ କଣ ଅଛି l ମୋର ଭବିଷ୍ୟତ ବାଣୀ ଶୁଣ 1 - ପୁରି, କୋଣାର୍କ, ଆଉ ସବୁ ମସଜିଦ ଆଉ ଗୀର୍ଜା ଘର ସବୁ ଭାଙ୍ଗିବ 2-ତାଜମହଲ, କୁତବ ମିନାର ଆଉ ସବୁ ଭାଙ୍ଗିବ ଖାଲି ଟିକେ ସମୟ ଲାଗିବ ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି ଏଠି ସବୁ ଚୋର ଟାଉଟର youtube ରୁ ପଇସା ପାଇଁ view ବଢାଇବାପାଇଁ ଚକ୍ରାନ୍ତ ଚାଲିଛି

  • @smileplease5551

    @smileplease5551

    3 жыл бұрын

    @@anubhabkikatha Emiti sobu bani nastiko manonka ro .

  • @sushritabisoi1789

    @sushritabisoi1789

    3 жыл бұрын

    Interviewer bhagavan nku pachha Kari basichhanti. Tike dhyan diantu. Panditji nka pari side hei basiba katha.

  • @nvbhabanisankardhal9167
    @nvbhabanisankardhal91673 жыл бұрын

    Jay Jagannath 🙏 Jay Panchasakha 🙏🔱

  • @damayantimalla4720

    @damayantimalla4720

    3 жыл бұрын

    Jay pravu charama natha satya vai apana puni jai nira babanku vetantu dayakariki

  • @sameerkumardalai2964
    @sameerkumardalai29642 жыл бұрын

    Nira baba knows everything about malika...One of the best interview I ever seen..thnk u Satya sir... 🙏🙏🙏🙏🙏

  • @abhaymallick9552
    @abhaymallick95523 жыл бұрын

    Satya Bhai Namaskar U are doing a great job when we are meeting holy personalities in this channel My best wishes 2 U and other brothers and sisters who are the audience

  • @jayjagannathagency3318
    @jayjagannathagency33183 жыл бұрын

    ମୋର ଅନୂରୋଧ ନେମାଳ ନିକଟ ଖଣ୍ଡସାହି ଗ୍ରାମର ସୁକାନ୍ତଦାସ ମହାରାଜ ଙ୍କ ସହିତ ଥରଟିଏ ସାକ୍ଷ୍ୟାତ କରନ୍ତୁ।ଅନେକ ତତ୍ତ୍ବର ଆବିସ୍କାର କରିହେବ।ଜୟ ଜଗନ୍ନାଥ

  • @rakeshkumarsahoo3866

    @rakeshkumarsahoo3866

    3 жыл бұрын

    Please apanaka contact number debe

  • @jayjagannathagency3318

    @jayjagannathagency3318

    3 жыл бұрын

    @@rakeshkumarsahoo3866 9348292661

  • @Clipcom-zx4xh
    @Clipcom-zx4xh3 жыл бұрын

    A small hint what i got to know from this conversation is: 5004 th year will be the last year for kali juga if not then it will be the year on which lord kalki is going to birth.

  • @Clipcom-zx4xh

    @Clipcom-zx4xh

    3 жыл бұрын

    Watch from 31.50 all will notice.

  • @sibadattajena1691
    @sibadattajena16913 жыл бұрын

    24 ekakhyara kn kuhantu sir. Ekakhyara upare gote video anantu

  • @jhuriapatro6074

    @jhuriapatro6074

    3 жыл бұрын

    Koti pranam guptha gyana ku koli kuantu apanankara atha brama sarupa

  • @udasyogashram1035

    @udasyogashram1035

    3 жыл бұрын

    Udas yogashram

  • @manojkumarsahu7013
    @manojkumarsahu70133 жыл бұрын

    Om sai ram

  • @sudarshandas1676
    @sudarshandas16763 жыл бұрын

    ନିର ବାବା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏। ସତୀୟ ବାବୁ ଆପଣ ଙ୍କୁ ବି ଧନୀୟ ବାଦ୍🙏🙏🙏। ବହୁତ୍ ଭଲ ଲାଗିଲା ଭିଡିଓ ଟି। ମାଳିକା କଥା ଶୁଣିକି ବହୁତ୍ ଭଲ ପ୍ରୟାସ କରୁଛନ୍ତି ସାରା ବିଶ୍ଵ କୁ ମାଳିକା କଥା ଶୁଣେଇବା ପାଇଁ।।।। ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି ଆପଣଙ୍କୁ ସାତୀୟ ବାବୁ🙏🙏🙏

  • @narayandalai9799
    @narayandalai97993 жыл бұрын

    ଜୟ 🌿🌺ଜବାନ 🌴🌻ଜୟ 🌴🌺କିଶାନ🍉🍈🍋🍇🍎🍎🌳🍍🌱🌲🌿🌱🍀🌴🌻ଜୟ 🌿🌺ଜବାନ 🌴🌻ଜୟ 🌴🌺କିଶାନ🍉🍈🍋🍇🍎🍎🌳🍍🌱🌲🌿🌱🍀🌴🌻

  • @sureshkhatoi8851
    @sureshkhatoi88513 жыл бұрын

    Jaya jagannatha 🙏🏻🙏🏻🙏🏻 Jaya jagannatha 🌻🌻🌻 Jaya jagannatha 🙏🏻🙏🏻🙏🏻 Jaya jagannatha 🌻🌻🌻 🙏🙏🙏🙏🙏🙏🙏🙏🙏

  • @satyajitbhakti8458
    @satyajitbhakti84583 жыл бұрын

    ଜୟ ପଞ୍ଚ ସଖା🙏🙏🙏🙏🙏

  • @bidyadharpatra9580
    @bidyadharpatra95802 жыл бұрын

    Omm namha bhagabate basu debayaa.

  • @susantabeherabhadrak
    @susantabeherabhadrak2 жыл бұрын

    ସତ୍ୟ ଭାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଏହି channel ମାଧ୍ୟମରେ ମାଳିକା ବିଷୟ ଗୁଡ଼ିକୁ ପ୍ରଚାର ପ୍ରସାର କରୁଥିବାରୁ ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ଆପଣ ଜଣେ ସାଧାରଣ ମାନବ ନୁହଁନ୍ତି କାରଣ- ଜଣେ ସାଧାରଣ ଲୋକ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲା ବେଳେ ଓ ନିଜ ପାଇଁ ଚିନ୍ତା କରୁଥିଲା ବେଳେ ଆପଣ ସମଗ୍ର ଓଡ଼ିଶାର ଲୋକଙ୍କ ମଙ୍ଗଳ ପାଇଁ ଚିନ୍ତା କରୁଛନ୍ତି ସେମାନେ କେମିତି ଭଲରେ ରହିବେ ଏବଂ ପାପକର୍ମରୁ ନିବୃତ୍ତ ରହିବେ really you are very great god bless you

  • @sarojinijena4751
    @sarojinijena47513 жыл бұрын

    ପୁରା ଠିକ କଥା ଜଣାଇଥିବାରୁ ଧନ୍ୟବାଦ

  • @sarojparida2551
    @sarojparida25513 жыл бұрын

    ବାବା ଙ୍କୁ ପ୍ରଣାମ

  • @viewsgodlevel5557
    @viewsgodlevel55572 жыл бұрын

    ଠ ୩ ବାମେ ୫ ରଖିଲେ ଠକି ଯିବ ମୀନ ଶନି ଭଲେ। ଏହାର ମାନେ ହେଲା ୫୦୦୦ ୫୦୦୦ ବର୍ଷ ପୁରିଲା ପରେ ମୀନ ରାଶିରେ ଶନି ଚଳନ ହେବ। ସେହି ଦିନଠାରୁ ଠାକୁର ଙ୍କର ଘୋର ଲିଳା ଆରମ୍ଭ ହେବ ଓ ଘୋର କଳି ଆରମ୍ଭ ହେବ। ଯେବେ ଠାରୁ ଦ୍ଵାପର ଯୁଗର ଶେଷ ହୋଇ କଳି ଆରମ୍ଭ ହୋଇଥିଲା ଶେବର ହିସାବ। ବର୍ତ୍ତମାନ କଳି ୫୧୨୨ ବର୍ଷ ଭୋଗ ହେଲାଣି। ୨୪ ମସିହାରେ ମୀନ ରାଶିରେ ଶନି ଚଳନ ହେବ। ସେହି ହିସାବର କଥା ଲେଖା ହୋଇଛି। ମଦନମୋହନ ସାମଲ କାରା କର୍ମଚାରୀ ସମାଜ ସେବୀ ମାଳିକା ବିଶାରଦ ରାଜନୀତି ବିଶାରଦ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତ ଓ ଜଣେ ବାସ୍ତବ ବାଦି ନେତା।ମୋ -୯୦୭୮୮୬୪୬୩୪ ଗ୍ରାମ-ବରହମପୁର ବା ବ୍ରହ୍ମପୁର।(ରନ୍ତଗିରି ପାଖ)!

  • @LaxmidharSahoo-ei1tq
    @LaxmidharSahoo-ei1tq2 ай бұрын

    Welcome to near by nua bus stañd

  • @samirsethi3803
    @samirsethi38033 жыл бұрын

    ଜୟ ଜଗନ୍ନାଥ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍

  • @chandandehuri2383
    @chandandehuri23833 жыл бұрын

    Satya,Babu, ଆଉ,ଥରେ, ଯା ଅ ନ୍ତୁ, ପୋ ଥି,ବିଷୟରେ, ପଚା ରନ୍ତୁ,

  • @trilochandash4703
    @trilochandash47033 жыл бұрын

    Baba nku request aauthare tanka saha vetibapain🙏bahut bhalalahuchhi jay panchasakha

  • @TeamOdisha143
    @TeamOdisha1432 жыл бұрын

    ଠାକୁର ମାନବ ଦେହ ଧାରଣ କରି ତ୍ୟାଗ କରିସାରିଲେଣି ଦେହ

  • @bnmohanty8071
    @bnmohanty80713 жыл бұрын

    Satya Babu U. R really great.Ur chanel inspires people not to do sin,anger,violence and vein.Thanks,U go ahead ,God will help U.

  • @__dudebg__6957
    @__dudebg__69573 жыл бұрын

    Jay Sri Jagannath swami ki Jay hoo Jay Sri Radha Rani ki Jay Jay radhe Rani ki Jay Jay radhe Rani ki Jay Jay radhe Rani ki Jay Jay radhe Rani ki Jay hoo 🙏🙏🙏🙏🙏

  • @Keshabasrita_P1
    @Keshabasrita_P12 жыл бұрын

    Guruswami Saranam 😇🙏🙏

  • @narayandalai9799
    @narayandalai97993 жыл бұрын

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @aswanibehera8591
    @aswanibehera85913 жыл бұрын

    Jay jagannath Swami🙏🙏🙏

  • @biswajitmoharana1465
    @biswajitmoharana14653 жыл бұрын

    ଜୟ ଜଗନ୍ନାଥ 🙏

  • @pratapbhai8603
    @pratapbhai86032 жыл бұрын

    ଜୟ ଜଗନ୍ନାଥ 🌹ଜୟ ପଞ୍ଚସଖା 🌹🙏🙏🌹

  • @kanaklatadas9834
    @kanaklatadas98343 жыл бұрын

    ଜୟ ଜଗନ୍ନାଥ , ଜୟ ପଞ୍ଚସଖା 🙏🙏🙏

  • @tresurehunting2529
    @tresurehunting25293 жыл бұрын

    ଯେତେ ମାଳିକା ଭକ୍ତ ଅଛନ୍ତି, ସେମାନଙ୍କର ମାନବ ଜାତି ପ୍ରତି ଅବଦାନ କଣ, ଆପଣ ଭେଟିଥିବା କିଛି ଲୋକଙ୍କୁ ଛାଡିଦେଲେ most are looking selfish, coward and self centered.

  • @meghanandasahoo8344

    @meghanandasahoo8344

    3 жыл бұрын

    Right bro

  • @narayandalai9799
    @narayandalai97993 жыл бұрын

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🍀🌴ମାଁ🚩🌴 ମହାମାୟୀ🚩🍀🍒🍍🥥🥥🍌🍌🌿🌿🌲🌲🍒🍍🌺🍀🚩🌴🍎🌻🌱🌳☘️🥥🍋🍇🌿🌻🌱🌳☘️🍎🚩🌴🍀🌺🍍🍒🌲

  • @narayandalai9799
    @narayandalai97993 жыл бұрын

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଉ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩

  • @anupamanayak8568
    @anupamanayak85683 жыл бұрын

    Babanku koti koti Pranam .Jay Jagannath Jay Panchasakha .

  • @Radheshyam-ux9jq
    @Radheshyam-ux9jq3 жыл бұрын

    Baba nk malika katha bahut bhala lagila 🙏 pura thik katha kahuchhanti .... Dandabat pranaaama babanku 🙏🌹🙏

  • @birendas248
    @birendas2483 жыл бұрын

    Plz bhai ବାବା ଙ୍କୁ ପଚାରନ୍ତୁ ମାଳିକା ରେ ଲେଖା ହୋଇଛି ମାନେ ହେବ ଆମେମାନେ ଖରାପ, ଭଲ, ଦୁଷ୍ଟ, ଅସୁର, ସାଧୁ,ହେଲେ ବିପତି କଣ ଫେରି ଯିବ

  • @freefireboy6544
    @freefireboy65443 жыл бұрын

    Satya sir baba ଙ୍କୁ ପୁଣି ଜାଇ ପଚାରନ୍ତୁ

  • @madhusmitapradhan5873
    @madhusmitapradhan58732 жыл бұрын

    Maa sarala 🙏🙏🙏

  • @anitkumar8186
    @anitkumar81863 жыл бұрын

    Jay Jagannath 🙏🙏🙏🙏....Satya babu baba jaha kahuchhanti sabu satya....mina..shani jogare bhagwan Kalki nka abribhaba heba....jay Panchasakha....🙏🙏🙏🙏🙏

  • @hemantanaik6166
    @hemantanaik61663 жыл бұрын

    ସାର ଆପଣଙ୍କୁ ଅନୁରୋଧ ଆପଣ ସେଠାକୁ ଯାଇ ଅଧିକ ତଥ୍ୟ ହାସଲ କରନ୍ତୁ ଆଉ ସଂସାର ଵାସିକୁ ଜଣାନ୍ତୁ

  • @santoshkumarsethi6402
    @santoshkumarsethi64023 жыл бұрын

    Jay kalki🙏 Jay pancha sakha

  • @prasantasing771
    @prasantasing7713 жыл бұрын

    ଆମେ କଣ ଯାଣିବୁ ମାଛ ମାଂସ ଖାଉ ଥିବା ଲୋକ / ଜୟ ଜଗନ୍ନାଥ କହିଦିନ ଆରମ୍ଭ ଓ ରାତି.ରେ ସୋଇବା ବେଳେ ଜୟ ଜଗନ୍ନାଥ ନାମରେ ଶେଷ

  • @guruswami7096
    @guruswami70963 жыл бұрын

    Satyababu, You got so many direct hints about Lord Kalki from so many Malika bhaktas. Which one is the most direct hint and which place does it indicate exactly?

  • @nibeditabehera5264

    @nibeditabehera5264

    3 жыл бұрын

    Sorry sir bt what u do if u know the exact thing! Only thing is that u believe only in God only jagannath 🙏

  • @sankarshanojha9979

    @sankarshanojha9979

    3 жыл бұрын

    @@nibeditabehera5264 ZZ XBOX Z ଆଉ ଆଉ

  • @sarojinijena4751

    @sarojinijena4751

    2 жыл бұрын

    Niranjan Baba thik kahichanty Bhakta mela aaramva heijiba

  • @rajendraekka6170
    @rajendraekka61703 жыл бұрын

    Apana cattak mahanga grama bagar sai re jai pacha rantu sehi jagare kichi miliba

  • @sripatisandha924
    @sripatisandha9242 жыл бұрын

    1954/55rekalkinarayan sree keshaba kalagiri ratnagiri jaria nadi kulare janma nei sarichhanti.

  • @jayjagannath8129
    @jayjagannath81293 жыл бұрын

    ବାବା ଙ୍କ କଥା ଯେତେ ସୁନିଲେବି ଭଲ ଲାଗୁଛି ଅଛୁତ ସରଣମ୍ ଅଛୁତ ସରଣମ ଅଛୁତ ସରଣମ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏

  • @jibanjyotijena588
    @jibanjyotijena5883 жыл бұрын

    Pramod dash nku thare meet karantu........ (Jie prathana channel re malika padhuchanti)

  • @munusatya984

    @munusatya984

    3 жыл бұрын

    Yes

  • @hkhr9543

    @hkhr9543

    3 жыл бұрын

    Paribrajaka Pramod kumar prushty

  • @jayjagannathagency3318

    @jayjagannathagency3318

    3 жыл бұрын

    ସତ୍ୟ ବାବୁ ଆପଣଙ୍କୁ ସାଧୁବାଦ।ଆପଣ ମହାନ ସନ୍ଥ ଓ ଭକ୍ତ ମାନଙ୍କ କଥା ଓ ତତ୍ତ୍ବ ଲୋକଲୋଚନକୁ ଆଣୁଛନ୍ତି।।ମୋର ଛୋଟ ଅନୂରୋଧ ଆପଣ ସୁକାନ୍ତ ମହାରାଜଙ୍କ ସହିତ ଥରେ ସାକ୍ଷ୍ୟାତ କରନ୍ତୁ ପଞ୍ଚସଖାଙ୍କ ବହୁତଥ୍ୟ ପାଇପାରିବେ।

  • @hemantasahoo7283
    @hemantasahoo72833 жыл бұрын

    Kinkata nagrare janma heisarileni prabhu mahima Ananta

  • @chittaranjanpatra5323
    @chittaranjanpatra53233 жыл бұрын

    A babankara bahut Gyana o bhakti achhi.tanku bhala kari pachar antu Sabu jana padiba.prabhu Jagannath krupa rahichi.

  • @basantkumarnayak6546
    @basantkumarnayak65463 жыл бұрын

    Thank you so Satya Babu This is seriously effects Please arrange to meet him again and again. Request for your best efforts

  • @sulochanamallik867
    @sulochanamallik8673 жыл бұрын

    JAY JAGANNATH SWAMI 🙏🙏🙏🙏🙏

  • @benudharpalei1778

    @benudharpalei1778

    3 жыл бұрын

    5000×4=2000+29=2029

  • @benudharpalei1778

    @benudharpalei1778

    3 жыл бұрын

    Ana sutra re29

  • @benudharpalei1778

    @benudharpalei1778

    3 жыл бұрын

    4barasare

  • @LALAHOTAKJR
    @LALAHOTAKJR2 жыл бұрын

    5000 years reduce heiki 4 years ku leela khela asijiba.....sabu sei bhagawan nka Maya and leela.. Binsa Satabdi ru 2024.......Jai achyutaya ...Jai pancha sakha 🙏🙏🙏🙏

  • @Hariharpatra07
    @Hariharpatra072 жыл бұрын

    ଜୟ ଜଗନ୍ନାଥ ମହା ପ୍ରଭୂ ଭରଷା 🙏🙏🙏

  • @akshaymallik4212
    @akshaymallik42123 жыл бұрын

    ଧନ୍ୟ ତୁମେ ନିର ବାବା, ଧନ୍ୟ ତୁମ ସାଧନା । ଜୟ ପଞ୍ଚ ସଖା ।

  • @ranendradash1258
    @ranendradash12583 жыл бұрын

    ଧନ୍ୟବାଦ ନିର ବାବା ଙ୍କୁ

  • @sudarsansahoo1865
    @sudarsansahoo1865 Жыл бұрын

    🌹ଜୟଶ୍ରୀଜଗନ୍ନାଥମହାପ୍ରଭୁଙ୍କରଜୟ🌹🔥 🌹🔥ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ ହରେ ରାମ ହରେ ରାମ ରାମ ରାମ ହରେହରେ🌹🔥🙏🙌

  • @SanjaykrMallick
    @SanjaykrMallick20 күн бұрын

    Amaravati pakhare ui hunka achi sethare bele bele kalki pravu asi basuchanti ,manaba sarirare, 💯 Satya,darsan karibaku chesta karantu,

  • @rameshsahoo2725
    @rameshsahoo27253 жыл бұрын

    ସତ୍ୟ ବାବୁ ଏଭଳି ମିଥ୍ଯା ଓ ଅନ୍ଧବିଶ୍ୱାସ ପ୍ରଚାର ବନ୍ଦ ହେଉ।

  • @debasisacharya4207
    @debasisacharya42073 жыл бұрын

    Jay Jagannath 🙏

  • @subashmeher9185
    @subashmeher9185 Жыл бұрын

    ଶବପ୍ରଥମେ ମାଲିକା ଗାଉଥୀବା ଗୁରୁ ମାନଙ୍କୁ ମର କୋଟି କୋଟି ନମଃ କାର

  • @debasishpanda3006
    @debasishpanda30063 жыл бұрын

    ଜୟ ଜଗନ୍ନାଥ 🙏ଜୟ ପଞ୍ଚସଖା🙏

  • @prasadmajhi5559
    @prasadmajhi55593 жыл бұрын

    🌅 Jay Jagannath 💩 Sundar omruth Rasa mohima 🗽

  • @aaratigoswami5426

    @aaratigoswami5426

    3 жыл бұрын

    T🙏🙏🙏🙏🎉

  • @mitunayak8751
    @mitunayak87513 жыл бұрын

    ଭାଇ ତୁମ ଚ୍ୟାନେଲେକୁ ସବସକ୍ରାଇବି କରିବାକୁ ବାଧ୍ୟ ହଉଛି କାରଣ ଉଚକୋଟିର ଶିକ୍ଷା ମିଳୁଛି ଏଥିପାଇଁ ଧନ୍ୟବାଦ

  • @niranjannanda445
    @niranjannanda4453 жыл бұрын

    Prabhu ki Lila Pravu hi jane Pravu ki Jai Ho Jay SRI Ram.

  • @sudarshandas1676
    @sudarshandas16763 жыл бұрын

    ନିର ବାବାଙ୍କୁ ପ୍ରଣାମ 🙏🙏🙏🙏।। ସତିୟ ବାବୁ ଆପଣ ଆଉ ଥରେ ନିର ବାବାଙ୍କୁ ଭେଟ କରନ୍ତୁ। ବହୁତ୍ ଉଁଚକୋଟିର ବାବାଙ୍କ କଥା।। ଭଲ ଲାଗୁଛି

  • @alokkumarparida1251
    @alokkumarparida12513 жыл бұрын

    ଅନେକ ଅନେକ ଧନ୍ୟବାଦ ସତ୍ୟବାବୁ 🙏💞

  • @harekrushnamishra6949
    @harekrushnamishra6949 Жыл бұрын

    Jay Shree Achyuta Sharanam, Mahaprabhu Hruday bihari Kalki Rama ki Jay, Jay Bhakta Nira Baba.

Келесі