Malai ଚିଙ୍ଗୁଡ଼ି Recipe||Krishna Vlogs||

Malai ଚିଙ୍ଗୁଡ଼ି Recipe||Krishna Vlogs||#youtube#viral #food#vlog #trending
Malai Prawn Recipe:-
•ଚିଙ୍ଗୁଡ଼ି
•ପିଆଜ, ଅଦା,ରସୁଣ, ଟମାଟୋ,କଞ୍ଚା ଲଙ୍କା,ନଡ଼ିଆ
How to make :-
ପ୍ରଥମେ ଚିଙ୍ଗୁଡ଼ି କୁ ଭଲ ଭାବେ ଧୋଇ ଭାଜିଦିଅନ୍ତୁ।
ତାପରେ କଢ଼େଇ ରେ ଟିକେ ତେଲ ଟିକେ କଳା ଜିରା ଦେଇ ଫୁଟାନ୍ତୁ।
ତେଲ ଫୁଟି ଗଲା ପରେ ସେଥିରେ କଟା ଯାଇଥିବା ପିଆଜ କୁ ପକାଇ ଭାଜନ୍ତୁ ।
ତାପରେ ସେଥିରେ ଅଦା ରସୁଣ ଆଉ ଟମାଟୋ ର ପେଷ୍ଟ କୁ ପକାଇ ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ,ଲୁଣ ଓ ଅନ୍ୟାନ୍ୟ ମସଲା ପକାଇ କସନ୍ତୁ।
ମସଲା ହେଇଆସିଲା ପରେ ସେଥିରେ ରଖିଥିବା ନଡ଼ିଆ ବଟା କୁ ପକେଇ ଭଲସେ କସନ୍ତୁ।
ମସଲା ତେଲ ଛାଡ଼ିଲା ପରେ ସେଥିରେ ଚିଙ୍ଗୁଡ଼ି ପକାଇ ଅଳ୍ପ ପାଣି ଦେଇ ଫୁଟିବା ପାଇଁ ଛାଡ଼ିଦିଆନ୍ତୁ।
ଶେଷରେ ଗ୍ୟାସ କୁ ବନ୍ଦ କରି ଗରମ ମସଲା ପକାଇ ଘୋଡାଇଦିନ୍ତୁ।ଏବେ ପ୍ରସ୍ତୁତ ହୋଇଗଲା ସ୍ଵାଦିଷ୍ଟ Malai Prawn Curry।
ଗରମ ଭାତ କିମ୍ବା ରୁଟି ସହ enjoy କରନ୍ତୁ ଏହି Recipe କୁ ଆଉ Comment କରି ନିଶ୍ଚୟ ଜଣେଇବେ କେମିତି ଲାଗିଲା।
ଏମିତି ଆହୁରି Intresting Video ଦେଖିବା ପାଇଁ ମୋ Channel କୁ Subscribe କରନ୍ତୁ video ku Like ଏବଂ Share କରନ୍ତୁ।
Thanks for Watching 🙏

Пікірлер

    Келесі