‘ମୋବାଇଲ୍ ହିଁ କାଳ କଲା’ |Balabhadra Pahandi Accident |Ratha Yatra 2024 |Jagannath Swain Mohapatra |OR

#ମୋବାଇଲ୍_କାଳ_କଲା
କାହିଁକି ପଡିଗଲେ ବଡ଼ ଠାକୁର । ସତ କହିଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନାଥ ସ୍ୱାଇଁ ମହାପାତ୍ର । କହିଲେ ରଥ ଉପରେ ସମସ୍ତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#LordBalabhadra #JayJagannath #PuriAccident #ChariotsOfGod #OdishaReporter

Пікірлер: 154

  • @rathabehera7554
    @rathabehera755417 күн бұрын

    ମୋବାଇଲ ଆମ୍ଭେ ଭିତରକୁ ନେଲେ କିଳା ସେବାୟତ ମାନେ ନେଲେ ଲିଳା

  • @sadasibarath5472

    @sadasibarath5472

    17 күн бұрын

    Puri mandir Puri panda mankara bopa sampati tanka pai niyam kanoon kichi nai

  • @balaramnanda9224
    @balaramnanda922417 күн бұрын

    ସରକାର ପଣ୍ଡା ମାନଙ୍କ ପ୍ରତି କୋଠର ଆଇନୀ କରାଯାଉ ଜୟ ଜଗନ୍ନାଥ

  • @be_human23

    @be_human23

    17 күн бұрын

    ଦଇତାପତି

  • @janmenayak625
    @janmenayak62517 күн бұрын

    ସେବାୟତ ମାନେ ସେବା କରିବାକୁ ଯାଉନାହାନ୍ତି ସେଲ୍ଫି ନେବାକୁ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରିବେ କଣ ଏମାନଙ୍କୁ ଦର୍ଶନ କରିବେ

  • @BijayKumarGhanaoffical
    @BijayKumarGhanaoffical17 күн бұрын

    ପୁରା ସତ କଥା କହି ଛନ୍ତି 👍

  • @raghunathhembram5881

    @raghunathhembram5881

    17 күн бұрын

    Hn bhai

  • @user-cw9gp5ty9f
    @user-cw9gp5ty9f17 күн бұрын

    ନିର୍ଦ୍ଦିଷ୍ଟ ସେବାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଦକ୍ଷ ସେବାୟତମାନଙ୍କ ଦ୍ବାରା କରାଗଲେ ଗୁଡ଼ିଏ ସମସ୍ଯାରୁ ମୁକ୍ତି ମିଳିବ । ଏହାକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ। ଜୟ ଜଗନ୍ନାଥ, ... ...

  • @bijayapppradhan4563
    @bijayapppradhan456317 күн бұрын

    ଯେଉଁ ମାନେ ଅବହେଳା କରିବେ ପ୍ରଭୁଙ୍କର କାମ ରେ। ସେମାନେ ସାରାଜୀବନ ଅବହେଳିତ ହୋଇରହିଯିବେ।

  • @dillipmohanty1000
    @dillipmohanty100017 күн бұрын

    ସମସ୍ତଙ୍କ ପାଈଁ ନିୟମ ସମାନ ହେବା ଦରକାର। ମୋବାଇଲ ବ୍ଯାନ୍ ହେବା ଦରକାର। ସ୍ବୟଂ ଜଗନ୍ନାଥଙ୍କ କାମରେ ।

  • @raghunathhembram5881

    @raghunathhembram5881

    17 күн бұрын

    Right

  • @radhakrishnapatra852
    @radhakrishnapatra85217 күн бұрын

    ମୋବାଇଲ୍ ନୁହେଁ ଭାଙ୍ଗ ନିଶା

  • @mahadevkasebak6794

    @mahadevkasebak6794

    17 күн бұрын

    Right 😢

  • @niranjanandsaraswatisarasw5439

    @niranjanandsaraswatisarasw5439

    17 күн бұрын

    Arey Murkh tumko pata nahi Pandit log Bhaang KHAATEY pur kabhi vaisey ghatna nahi hui, mobile Tera pass hai bolkey kuch bhi twit mut karo

  • @pragnyapatra3593

    @pragnyapatra3593

    17 күн бұрын

    True

  • @rrsvlogs44

    @rrsvlogs44

    17 күн бұрын

    ସତ କଥା

  • @deviprasad8319

    @deviprasad8319

    16 күн бұрын

    ୧୦୦% ଠିକ୍। ଏଣିକି ଭାଙ୍ଗ ସବୁ ନିଃଶୁଳ୍କ ବିତରଣ କରାଯାଉ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ।

  • @harekrishnatripathy7344
    @harekrishnatripathy734417 күн бұрын

    ରଥଯାତ୍ରା କୁ ଯେଉଁ ମାନେ ଚଢିବା କଥା i card issue ହେବ କଥା. ପୋଲିସ ଢିଲା achi

  • @maheshpadhan4462
    @maheshpadhan446217 күн бұрын

    ବହୁତ ସନଖ୍ୟା ରେ ସେଵାୟତ ରଥ ଉପରେ ରହୁଛନ୍ତି,10 ରୁ 15 ଟା ରହିଲେ ଚଳନ୍ତାନି

  • @Sinusahoowd2dm
    @Sinusahoowd2dm17 күн бұрын

    ଆଉ ସିଏ ଆଉ treand ରେ ରହିବନି । ହେଲେ ସେ ବଦମାସ୍ ମାନେ ଜାଣି ପାରୁନାହାନ୍ତି ଯେ ସିଏ ଜାହା ର ସେବା ରେ ନିୟୋଜିତ ସବୁ କିଛି ସେଇ ମହାପ୍ରଭୁଙ୍କୁ ଙ୍କ ର ପାଦତଳେ 😢

  • @kkpattnaik4511
    @kkpattnaik451117 күн бұрын

    ସାଧାରଣ ମଣିଷ ରୋ ଯୋଗ୍ୟୋତା ପାଇଁ ଯେମିତି ପରୀକ୍ଷା ନେଇ ଚାରିକି ଦିଆ ଯାଏ,ସେମିତି ସେବାୟତ ଙ୍କ ଯୋଗ୍ୟୋତା ପାଇଁ ପରୀକ୍ଷା କରି ସେବା କରିବାକୁ ଦେଇଥାନ୍ତେ ତା ହେଲେ ଆଜି ମାଳ ମାଳ ମନ୍ଦିର ରେ ଦେଖା ଯାଇ ନିଥାନ୍ତେ । ଆଉ ରୀତି ନୀତି ରେ କାର୍ଯ୍ୟ ଚାଲି ଥାଆନ୍ତା ଯେମିତି ଆଜି ଯାଏ ଚାଲୁଛି

  • @Sasmita-wt5gh
    @Sasmita-wt5gh17 күн бұрын

    . ସ୍ନାନ ପୂର୍ଣ୍ଣିମା ରେ ଯେମିତି ହଉଚି ରଥ ଯାତ୍ରାରେ ସେମିତି ପ୍ରଭୁଙ୍କ ସାମ୍ନାରେ ଖାଲି ସେବକ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ ନା ସେବାୟତ ଙ୍କ ର ଦର୍ଶନ କରିବେ ବହୁତ୍ ଦୁଃଖ ଲାଗେ କେତେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ ହେଲେ ଏ ସେବାୟତ ମାନେ ଭକ୍ତ ମାନଙ୍କ ଠାରୁ ସେ ଅଧିକାର ଛଡେଇ ନଉଛନ୍ତି

  • @ramakantmahanta6994
    @ramakantmahanta699417 күн бұрын

    ଅଣ ସେବାଅୟତନ୍ଙ୍କୁ ଆଦୌ ରଥ ଉପରକୁ ଚଢାଅନ୍ତୁ ନାହିଁ

  • @pabitramishra145
    @pabitramishra14517 күн бұрын

    ରଥ ଉପରକୁ ମୋବାଇଲ ଫୋନ ବାରଣ କରାଯାଉ ।

  • @raghunathhembram5881

    @raghunathhembram5881

    17 күн бұрын

    Right

  • @santoshbehera1687
    @santoshbehera168717 күн бұрын

    ସେବାୟତ ମାନେ ମଂଦିର କୁ ଯିବା ବେଳେ କ'ଣ ପାଇଁ ମୋବାଇଲ ନେଇ ଯାଉଛନ୍ତି । ଏହା ତ ସାଧାରଣ ଲୋକଙ୍କ ପାଇଁ ମନା । ସେମାନଙ୍କୁ କାହିଁକି ନେଇ ଯିବାକୁ ଅନୁମତି ଦିଆଯାଉ ନାହିଁ କିନ୍ତୁ ସେବାୟତ ନେବେ ଆଉ କଥା ହେବେ । ଭଲ ବିଚିତ୍ର ନିୟମ । ହାୟ.... ହାୟ ....

  • @dilipkumarjena4458
    @dilipkumarjena445817 күн бұрын

    ଏମାନଙ୍କ ପାଇଁ କିଛି ଆଇନ କାନୁନ ନାହିଁ । ।

  • @RamaChandrastatus9793
    @RamaChandrastatus979317 күн бұрын

    ବାହୁଡ଼ା ଯାତ୍ରା ପାଇଁ ନୂତନ ଯୋଗ୍ୟତା ଧାରୀ ସେବାୟତ ନିଯୁକ୍ତ କରାଯାଉ

  • @rathabehera7554
    @rathabehera755417 күн бұрын

    ଶ୍ରୀମନ୍ଦୀର ପରିସର ଭିତରେ ସେବାୟତମାନେ ବହୁତ ହଉକତ କରୁଛନ୍ତି ସରକାର ପଦକ୍ଷେପ ନେବା ଦରକାର

  • @soansarvesgochhayat6215
    @soansarvesgochhayat621517 күн бұрын

    କେବଳ ମୋବାଇଲ

  • @user-qr2zs8ih4c
    @user-qr2zs8ih4c17 күн бұрын

    ସେବାୟତ ମାନଙ୍କୁ ଶିକ୍ଷା ଦେବାପାଇଁ ଠାକୁର ସ୍ୱାଇଛା ରେ ଲୀଳା କଲେ 🙏 ଜୟ ଜଗନ୍ନାଥ 🛕🛕🛕

  • @subhabratasahoo914
    @subhabratasahoo91417 күн бұрын

    .ସେବାୟତ ମାନେ ନିଜ ଦୋଷ ସ୍ଵୀକାର କରୁଛନ୍ତି | କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ପ୍ରଭୁଙ୍କ ଲୀଳା l ସାବଧାନ ।

  • @Shripatitapabana
    @Shripatitapabana17 күн бұрын

    ଅନ୍ତତଃ ସେବାୟତମାନଙ୍କ ଉପରେ ସରକାର ଶ୍ରୀମନ୍ଦିର, ରଥ ରେ ମୋବାଇଲ ଧରିବା ଉପରେ ରୋକ ଲଗାନ୍ତୁ, ସେବାୟତ ଆଉ ନିଷ୍ଠାପର ହୋଇ ମହାପ୍ରଭୁଙ୍କ ସେବା କରୁନାହାନ୍ତି ☹️☹️।

  • @pramodranjanpattanayak5946
    @pramodranjanpattanayak594617 күн бұрын

    ଏତେ ଗୁଡିଏ ସେବାୟତ ରଥ ଉପରକୁ ଯିବାପାଇଁ ପ୍ରଶାସନ କାହିଁକି ବାରଣ କଲା ନାହିଁ | ରଥ ଉପରକୁ ମୋବାଇଲ ନେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ | ଠାକୁରଙ୍କ କାର୍ଯ୍ୟରେ ଏମିତି ଅବହେଳା କଲେ ଠାକୁର ନିଜେ ଠିକ୍ ଖେଳ ଦେଖେଇଦେବେ |

  • @sisirrana9188
    @sisirrana918816 күн бұрын

    ଭକ୍ତ ମାନଙ୍କୁ ମୋବାଇଲ୍ ମନା କିନ୍ତୁ ସେବାୟତ ମାନଙ୍କୁ କାହିଁକି ମୋବାଇଲ୍, ପ୍ରବେଶ ଏଇତ ବଡ଼ ଭୁଲ୍ ଆଉ ପାପ ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥଗାମୀ ଭବ ତୁମେ 🙏🙏🙏

  • @gitagathakikahani5256
    @gitagathakikahani525617 күн бұрын

    ଆରେ ଆପଣ ମାନେ ଭଗବାନ ଙ୍କ ସେବାୟତ ଆପଣ ଯଦି ଭଗବାନ ଙ୍କୁ ଏପରି କରିବେ ତାହାଲେ ସାଧାରଣ ଭକ୍ତ କଣ କରିବେ 😢😢😢 ଜୟ ଜଗନ୍ନାଥ

  • @Skgbul470
    @Skgbul47017 күн бұрын

    ହିରୋ ପଣ୍ଡା ମାନଙ୍କୁ ହଟାଇ ଦିଆଯାଉ,

  • @ramachandrapanda7858
    @ramachandrapanda785817 күн бұрын

    🙏ବହୁତ ସୁନ୍ଦର ଉପଦେଶ । ବନ୍ଦେ ମାତରମ୍ ।

  • @arsamal
    @arsamal17 күн бұрын

    ଏକଦମ୍ ଠିକ୍ କଥା

  • @mamatapradhan7519
    @mamatapradhan751917 күн бұрын

    Right

  • @JogeswarMajhi-lt7hj
    @JogeswarMajhi-lt7hj17 күн бұрын

    ସେବାୟତ ପରା ପ୍ରଭୁ ଙ୍କ ଠାରୁ ଉର୍ଦ୍ଧ୍ ରେ ସେମାନେ ଯାହା ବି କରନ୍ତୁ,,ଆମ ଓଡ଼ିଆ ଙ୍କ ଜିଭ ରେ ହାଡ ନାହିଁ,,

  • @-Jena_jena

    @-Jena_jena

    17 күн бұрын

    Are bhi sebayat kn bala mundi semane jati re sabar kintu hmm Semane manisa manu nahanti

  • @sorotoka9717
    @sorotoka971717 күн бұрын

    Ek dum thik

  • @MNanda-fv8sc
    @MNanda-fv8sc15 күн бұрын

    Jay jaganntha ❤parbhu Balabhadra gi ki Jay ho

  • @debiprasaddas7603
    @debiprasaddas760317 күн бұрын

    ଦଣ୍ଡନୀୟ ଅପରାଧ

  • @bijayaharichandan1592
    @bijayaharichandan159217 күн бұрын

    ସେବକମାନେ ଅତି ଉଦ୍ଧତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଗଲେ ଓଡ଼ିଆ ଜାତିର ସନମାନ ରହିବ

  • @rrsvlogs44
    @rrsvlogs4417 күн бұрын

    ସେବାୟତ ମାନଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ

  • @ajitdash229
    @ajitdash22917 күн бұрын

    Jay Jagannath.Really true.Now you have find exact wrong point.

  • @user-cl8he2de7c
    @user-cl8he2de7c17 күн бұрын

    ସବୁ ତାଙ୍କରି ମାୟା ଏହି ମଣିଷ କିଛି ବୁଝିପାରିବନୀ

  • @subhamgamer497
    @subhamgamer49717 күн бұрын

    Jay jagannath 🙏🙏🙏🙏🙏😭😭

  • @user-cu5mi8em4t
    @user-cu5mi8em4t17 күн бұрын

    ମୋବାଇଲ ନିଶା ନାଆଗିଚି

  • @harekrushnabehera3138
    @harekrushnabehera313817 күн бұрын

    ଆପଣମାନେ କେହି କିଛି ଜାଣି ନାହାନ୍ତି । ଏ ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @RajaKhan-ci6dk
    @RajaKhan-ci6dk17 күн бұрын

    Jay shree jagannath mahaprabhu 🙏🙏🙏

  • @JJComunicationJJ90
    @JJComunicationJJ9017 күн бұрын

    ବଡ଼ ନନା ଠିକ୍ କହିଛନ୍ତି ଭାଗଵନ୍ନକୁ ଏତେ ପାଖରୁ ଫଟୋ ନିଆ ଯାଇନି,କିନ୍ତୁ ଏ ଭଣ୍ଡ ସେବାୟତ ସେଲ୍ଫି ନେଇ ଭଗଵାନ ଙ୍କୁ viral kari insta reel banouchanti

  • @kamdevbhoi4005
    @kamdevbhoi400517 күн бұрын

    ID Card karajau au Mobile Phone restriction karajau,Jai Shree Jagannath Swami,Koti naman ❤❤❤

  • @avijitmohantyofficial8506
    @avijitmohantyofficial850617 күн бұрын

    According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha. The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey. This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha. This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.

  • @lunarayinstrumental
    @lunarayinstrumental17 күн бұрын

    Om💥

  • @dbalrajudora8702
    @dbalrajudora870216 күн бұрын

    Apana right katha kahichhanti, ID karajiba darkar and mobile bane karajiba darkar

  • @shubhendupattanayak5227
    @shubhendupattanayak522717 күн бұрын

    Sari plan prabhu ka he Jay Jagannath meri prabhu Tere shukriya koti koti pranam prabhu jay Jagannath 108 bar Dil se prabhu ❤❤❤❤ Meri prabhu

  • @subhashreebarik6661
    @subhashreebarik666117 күн бұрын

    Jay jaganath 🙏🙏🙏

  • @sukantabehera4551
    @sukantabehera455117 күн бұрын

    Action heu ea sabyat upre heu. Samasta odisha basi nku request Action paien demand karantu. Ebhali paristhithi.

  • @SPD1206
    @SPD120617 күн бұрын

    Over confidence only

  • @chittaranjanswain1859
    @chittaranjanswain185915 күн бұрын

    I am agree to the comment..

  • @RAJESHpradhan01994
    @RAJESHpradhan0199417 күн бұрын

    ଏମାନେ ସେବାୟତ ନା ଆଉ କଣ

  • @lunarayinstrumental
    @lunarayinstrumental17 күн бұрын

    Tirupati balaji, big statue in andhra.....they never move it to smwhere still ppl revere greatly.

  • @India11646
    @India1164617 күн бұрын

    Justice should be prevailed....

  • @lunarayinstrumental
    @lunarayinstrumental17 күн бұрын

    we should b logical in d name of Dharm. Bt We believe in fantacy instead of fact. 🚩🚩🚩

  • @prakashviewsupdatesanalysi9759
    @prakashviewsupdatesanalysi975917 күн бұрын

    Thik Kahichanti Mahodaya

  • @sibamaharana7082
    @sibamaharana708217 күн бұрын

    Jaga ku naki re rajaniti kara nahi ea jagata ra thukar jaganantha

  • @gunduchicharannath6509
    @gunduchicharannath650917 күн бұрын

    Prakruta Katha kahi chanti sir.aha hi mukhya karana.

  • @20NEW-MUSIC
    @20NEW-MUSIC17 күн бұрын

    ତମେ ପରା ଜଗନ୍ନାଥଙ୍କ ବାଡ଼ଗ୍ରାହୀ ସେବାୟତଙ୍କୁ ସୄଖଳିତ କରିବା କାହା କାମ ? ତୁମେ ମାନେ ଯଦି ଟଙ୍କା ପାଇଁ ଗୋରୁଖିଆ ମମତା ବାନାର୍ଜୀ ଘରକୁ ଚାଲିଗଲ ଯଜ୍ଞ କରିବା ପାଇଁ, ସେତେବେଳେ ଟୋକା ସେବାୟତ ତୁମ କଥା କାହିଁକି ଶୁଣିବେ | ଆଜି ଯାହା ବିଶୃଙ୍ଖଅଁଳା ଘଟିଛି ସବୁ ତୁମ ଭଳି ବରିଷ୍ଠ ସେବାୟତ ମାନଙ୍କ ଖାମ ଖେୟାଲ ମନୋଭାବ ଯୋଗୁଁ | ତୁମ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହେବା ଉଚିତ ଓ 6 ମାସ ଯାଏଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଉ, ସବୁ ଠିକ ହୋଇଯିବେ |

  • @India11646
    @India1164617 күн бұрын

    Jadi Bhakta nka pain mobile ban ta hele sevayata nka pain bi same rule heba darkar.. Jai Jagannath 🙏

  • @Foodrecipes054
    @Foodrecipes05417 күн бұрын

    Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @maitri56
    @maitri5617 күн бұрын

    Theek kahile.

  • @prasantasahu7996
    @prasantasahu799616 күн бұрын

    Ete Panda ratha re kan pain

  • @lunarayinstrumental
    @lunarayinstrumental17 күн бұрын

    DHARMA is a matter of sublim .

  • @pradeepnahak3573
    @pradeepnahak357316 күн бұрын

    Jaha bidhi ra bidhan thila ghatila,agaku b ghatiba🙇🙇🙇Jay jagannath

  • @bikramcharanmalik6734
    @bikramcharanmalik673417 күн бұрын

    Nana,🎉❤️🎉 Mobile uppare katakana karajau. 🎉 Jay jagannath swami 🙏

  • @madhusudanmohanty4319
    @madhusudanmohanty431917 күн бұрын

    Failure of jagannath temple administration. Reason is total puri sebayat was loaded on the Balabhadra Rath.

  • @GangadharMartha-sc8xg
    @GangadharMartha-sc8xg17 күн бұрын

    Tu me mane mobile use kariba ame kan nathia amar mobile nahi

  • @user-ot3vf5ot3t
    @user-ot3vf5ot3t17 күн бұрын

    Maha Prabhu sebayat manku satka chanukah darakar

  • @ashishdas-qi5xs
    @ashishdas-qi5xs17 күн бұрын

    Aau tume jete seva kale bi aau sevayat heiparibani ...karan sabubele tame nijaku jagannath pravunku nija kandhei karila aam thakuranku selfi point karidela...tapare tuma manka comiti thik nahi gurujan manku laghujan manu nahanti

  • @RahulKumar-zm1gc
    @RahulKumar-zm1gc17 күн бұрын

    Kaain ? Bhakta nku ta bhari rule dekhao , mobile not allowed boli, au sebayata kan pain mobile use karibe ma ? Kan khali bhakta paain rules ???

  • @harprasadsenapati3945
    @harprasadsenapati394516 күн бұрын

    Yekdam thik katha kahichanti kebala Mobile 📱 jogu sabu nata .

  • @bharatipadhy6277
    @bharatipadhy627717 күн бұрын

    🔥🔥🔥🔥🔥😭😭😭

  • @swagatsubhadarshan9091
    @swagatsubhadarshan909117 күн бұрын

    ID card sahita..kichi count limit rahiba darkar..at a time kebala setiki maha prabhunka seba Kari paribe..nahele agaku ahuri kichi ghatiba..Maha prabhu hau chanti ama parichaya...tanku abahela bahut badhuchi

  • @user-hg7vc2ux4l
    @user-hg7vc2ux4l17 күн бұрын

    Sebayata number should be restricted.Mobile,bhanga,gutukha should be banned.

  • @niranjanmishra3792
    @niranjanmishra379217 күн бұрын

    Morning shows the day.This is the signing of BJP government how they can give justice to the people ?.How they will able to keep Odia Asmita ? What they had committed before the election. If the Mr. Majhi wants to establish good governance as well good administration, first should take action against the objectionable criminals of former government to give justice to the people.

  • @user-bf3sc5hf3d
    @user-bf3sc5hf3d17 күн бұрын

    Lord Krushna spoiled his dynasty because of too much self arrogance of Jadavas,similarly "The Panda and the Daitapati also" will be spoiled accordingly. Jagannath never excuse the miss behaving server's of the Temple .B carefull for the future. Jai Jagannath.

  • @debiprasadpanda6241
    @debiprasadpanda624117 күн бұрын

    Mohan sir Turanta sertelite hau ki cc tv camera re chinhata karantu kie kie sabu sebayat mob dharichhanti ki Sethi bada thakuranka pakhare maja nauchhanti sr mananku chinhata kari min 10years danda bidhan karantu🙏

  • @govindadas7095
    @govindadas709517 күн бұрын

    Mobile ban haba nihati abasyaka

  • @p.kbarik4443
    @p.kbarik444317 күн бұрын

    Pl shows actual & real news not support ruling party

  • @user-fp8zm1qd3o
    @user-fp8zm1qd3o17 күн бұрын

    Plz limit the Sevayats on the chariot

  • @suvashchandraswain391
    @suvashchandraswain39116 күн бұрын

    Lawlessness

  • @SwetaTripathy-sb7tz
    @SwetaTripathy-sb7tz14 күн бұрын

    Right I'd card karajau and mobile permission na karajau

  • @hemantarout9587
    @hemantarout958717 күн бұрын

    Hare krishna mobile kahiki kalaheba kathare achi jmana jede ta prabhu sede sabu khama khiali re bhagaban Krishna sebaheuchi

  • @India11646
    @India1164617 күн бұрын

    Those culprits should be banned from their service to serve God for their whole life...

  • @dasarthimahala4260
    @dasarthimahala426017 күн бұрын

    Technology abhab technician rahile bhala .nana jaha kahile mobile kahariku dia najau.

  • @karamjitsatpathy5404
    @karamjitsatpathy540417 күн бұрын

    Prabhu sabu januchanti sabu tanka ichha

  • @RadharaniBarik-dh3rz
    @RadharaniBarik-dh3rz17 күн бұрын

    Ame thankuranku sampurna dekhi parunanhu ehi sebayata mananka pain 😢😢

  • @user-pl5yh6gf3e
    @user-pl5yh6gf3e17 күн бұрын

    Jagunida already Unesst❤

  • @marker1343
    @marker134317 күн бұрын

    ପଣ୍ଡା ମାନେ ସବୁ ମାଗିହା

  • @jyotiprakash8639
    @jyotiprakash863917 күн бұрын

    ସବୁ କାଳିଆ ର ଲିଳା

  • @ashokkumarnayak1648
    @ashokkumarnayak164817 күн бұрын

    Bhanga Nisha & Mobile in hand Indisciplined young inexperienced boys sevayats

  • @KailashBaliarsingh-fd7tc
    @KailashBaliarsingh-fd7tc17 күн бұрын

    Bisrunkhalita acharananhi dai

  • @santoshnayak2083
    @santoshnayak208317 күн бұрын

    Mota gold chain or mobile ban karjuuu sabu sebayat pai...rule for new sarkar...please

  • @sadasibarath5472
    @sadasibarath547217 күн бұрын

    Jebe mobile Puri mandir vitre allow nahi then maha Prabhu pakhre kimti allow hauchi pujari manaka pakhre ... Reels kariye Puri panda

  • @santoshkumarmohapatra78
    @santoshkumarmohapatra7817 күн бұрын

    ଗାଲୁଆଙ୍କ ବାରବାଟି ଚାଷ,

  • @user-lq6zi7il3o
    @user-lq6zi7il3o17 күн бұрын

    Brounsugar Nisa

  • @pradeepnahak3573
    @pradeepnahak357316 күн бұрын

    E a heini kichhi,dekha agaku kn heuchi

  • @cool2sachi
    @cool2sachi17 күн бұрын

    Tamara hin bhul…. Please accept kara…..

Келесі