ମେ ୨୯ କଳା ଦିନର କାହାଣୀ କହିଲେ ବରିଷ୍ଠ ନେତା ଦାମ ରାଉତ | କେମିତି ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ?

ମେ ୨୯ କଳା ଦିନର କାହାଣୀ କହିଲେ ବରିଷ୍ଠ ନେତା ଦାମ ରାଉତ |କେମିତି ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ?
#DamaRout #Sunstartv #Odisha #NaveenPatnaik
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/odia/
➠KZread: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 156

  • @stvodia073
    @stvodia0732 жыл бұрын

    ନବୀନ ପଟ୍ଟନାୟକ କୁହ ତା'ର ଜଦି ଦମ୍ ଅଛି ଓଡ଼ିଶାରୁ ମଦ ଦୋକାନ ବନ୍ଦ କରି ବିଜୁଳି ମାଗଣା କରୁ ଇଣ୍ଡକସନ ଆଉ ହିଟର ଦଉ ମାଆ ମାନେ ରୋଷେଇ କରି ଖାଇବେ ତା'ହେଲେ ଜଣା ପଡ଼ିବ ନବୀନ ମାଆ ମାନଙ୍କୁ କେତେ ଭଲ ପାଆନ୍ତି ରେ ଦାମ ବାପିଇ

  • @itsok5755

    @itsok5755

    2 жыл бұрын

    Sata katha bhai au kahuchii apan mane khusi ta 🤣🤣

  • @narayandas369
    @narayandas369 Жыл бұрын

    ଆଗରୁ ନବୀନ ବିରୁଧରେ କହୁଥୂଲେ,ଆଜି ନବିନଂକୁ ଭଲପାଉଛଂତି,କିଛି ବୁଝିହେଉ ନା୰ହି

  • @s.sgamer1361
    @s.sgamer13612 жыл бұрын

    Dama tate laja lagu nahin nillaja

  • @suvendupradhan8641
    @suvendupradhan8641 Жыл бұрын

    ଦାମ ସାର୍ ଆପଣ ହେଉଛନ୍ତି ଯେ ଆଡ଼କୁ ବର୍ଷା ସେ ଆଡ଼କୁ ଛତା

  • @bidyadhardas8737
    @bidyadhardas87372 жыл бұрын

    Pua Pai malas karuchhi

  • @shivom9286
    @shivom92862 жыл бұрын

    ଓଡ଼ିଶାର ଶ୍ରେଷ୍ଠ ଓ ଅଦ୍ୱତୀୟ ଅଲାଯୁକ 🙏🏻

  • @pratapchandramahanand1405

    @pratapchandramahanand1405

    2 жыл бұрын

    The correct definition for our great leader.

  • @dillipkumar1881

    @dillipkumar1881

    2 жыл бұрын

    R u absulaty right 👍

  • @nightstarproduction962

    @nightstarproduction962

    2 жыл бұрын

    OK

  • @ipsitchhatoi2831

    @ipsitchhatoi2831

    2 жыл бұрын

    ଭାଇ କଣ କହିଲ ମ 😂😂😂😂

  • @abhimanyurout4574
    @abhimanyurout457411 ай бұрын

    ଦାମବାବୁ,ଆପଣଙ୍କୁ, କାହିଁକି, ବାହାରକଲେ

  • @tarulatajena8843
    @tarulatajena88432 жыл бұрын

    Amiti chamchagiri katha kahile... Authare mantripada miliba na.. Kana!!! Alajuka lokata.

  • @sarojkumarbehera6697
    @sarojkumarbehera669710 ай бұрын

    ଆପଣ ନବୀନ ପଟ୍ଟନାୟକ କୁଂ ବଂଚାଇଲେ.. କିନ୍ତୁ ସିଏ ଆପଣକୁଂ ତଡି ଦେଲେ ..

  • @kruticreationlpgroup654
    @kruticreationlpgroup6542 жыл бұрын

    ବିଲକୁଲ୍ ମିଛ କାହାଣୀ ..... ସତ କାହାଣୀ ଟି ଲୁଚାଇଲେ ବି ଦିନେ ନା ଦିନେ ଜଣାପଡିବ...

  • @saradasahani4064

    @saradasahani4064

    2 жыл бұрын

    ମେ 29 ର ଅସଲ ଖଳନାୟକ ଦାମ,ଫସିଗଲା ବିଚାରା ପ୍ଯାରି,

  • @satyabrataroul6588
    @satyabrataroul65882 жыл бұрын

    ନବୀନର - ଚଟା।

  • @petlover8195
    @petlover81952 жыл бұрын

    ତୁ କଳାକାଉ ଯୋଗୁଁ ଆଜି ଓଡିଆ ଲୋକ ଭୋଗୁଛନ୍ତି ତାହାଲେ। ତୁ ନ କହିଥିଲେ ଆଜି ପ୍ୟାରୀ ନବୀନକୁ ପାରା କରିକି ଲଣ୍ଡନ ପଠେଇ ଦେଇଥାଆନ୍ତା। ତତେ ସେଇଥିପାଇଁ ତମ ଜଗତସିଂହପୁରେ ପଂସଦ କରନ୍ତି ନାହିଁ। ଖାଲି ନବୀନ ନାଁରେ ଡଙ୍ଗା ପାରି

  • @bhagabanparida7998
    @bhagabanparida79982 жыл бұрын

    Most untrusted , unreliable, unstable and power hankering politician, rejected politician by Nabin Babu and other national party

  • @himanshumaharana1108
    @himanshumaharana110810 ай бұрын

    Pyari Did right thing..

  • @muktiranjanpatra4538
    @muktiranjanpatra4538 Жыл бұрын

    THANK you Odissa CM NAVIN BABU PATANIK SIR JI And MUKTIRANJAN PATRA ODISHA INDIA

  • @dharmarjhiranmaya4142
    @dharmarjhiranmaya41422 жыл бұрын

    Pyari Mohapatra is the main architecture of Navin Patnaik.

  • @gobindachandranayak9576
    @gobindachandranayak95762 жыл бұрын

    ଦାମ ବାବୁ ଆପଣ ବି ଦଳ ଗଢିଥିଲେ

  • @harisankarpadhi9053
    @harisankarpadhi90536 ай бұрын

    ଦାମ ମହାପାପି

  • @niranjanpanda533
    @niranjanpanda5332 жыл бұрын

    EKDAM THIK

  • @pikulifestyle2023
    @pikulifestyle20232 жыл бұрын

    ହନୁମଳାବେଳେ ସତ୍ କଥା କହିଲା ଼଼଼଼଼଼଼୍୍୍ ଅନଗ଼଼଼ଉଦୟବାବୁନବିନବାବୁକ଼଼଼କୁଫୋନକରିଥିଲେପରଥମରେତାପରେଅନୈକଥା଼଼଼଼଼଼ଂ୍

  • @user-qz8ts7eo1w
    @user-qz8ts7eo1w11 ай бұрын

    ଦାମ ବାବୁ ତୁମ କଥାରେ ଦମ୍ ନାହିଁ କାହିଁ ବାଉଲେଇ ହଉଛ ଆରେ ଶେଷ ଜୀବନରେ ଭଗବାନ ଙ୍କୁ ଡାକ ଯେତେ ପାପକରିଛ ମୁକ୍ତି ମିଳିବ।

  • @dhamirona8662
    @dhamirona8662 Жыл бұрын

    ବଡ ତାଡି ପକେଇ ଥିଲ ଅଲାଜୁକ ଯାକ

  • @gagansamal5100
    @gagansamal5100 Жыл бұрын

    ତମ ଦଳ କୁଆଡେ ଗଲା ଦାମ ବାବୁ ଅଲାଜୁକ

  • @pitamberparida8762
    @pitamberparida87629 ай бұрын

    କାହିଁକି ବାରଂବାର ଏମିଚି ବାହାପିଆ କଥା କହି ବାଉଳି ହେଉଛ ହେ ଦାମ ବାବୁ। ହଜାରେ ଥର କହିଲଣି ମୋ ଲାଗି ମୋ ଲାଗି। ଗୀତାରେ ଭଗବାନ କହିଥିଲେ ଏ ଯୁଗର ଶତ୍ରୁ ମୁଁ। ତମର ଏତେ ଅହଂକାର ଯେ ଖାଲି ମୁଁ, ମୋ ଲାଗି ନବୀନ ବଂଚିଗଲେ, ଏସବୁ ଶୁଣି ଶୁଣି କାନ ବଧିରା ହୋଇ ଗଲାଣି, କୋଉ ଭଲ କାମ ଟେକରିଛଯେ, ନବୀନ ବାବୁ ସେତେବେଳେ ଯାଇ ଥିଲେ ତୁମକୁ କହିବାକୁ ପଡି ନଥାନ୍ତା ଯେ ନବୀନକୁ ରାଜ୍ଯ ରୁ ତଡିବା କୁ ହେବ। ଛାଡ ଏ ଦାମ ବାବୁଙ୍କୁ କାହିଁକି ଏ ମିଡିଆ ଭାଇ ଏତେ ପଚାରୁଛନ୍ତି ମୁଁ ବୁଝି ପାରୁନି।

  • @rajanisahu4577
    @rajanisahu45772 жыл бұрын

    ଗୁଡ଼ାଏ ମନ୍ତ୍ରୀ ଙ୍କୁ ନବୀନ ବାବୁ ସିଧା ରାସ୍ତା ଦେଖାଇ ବିଦା କରିଛନ୍ତି, ସେମାନେ ଦିନେ ତାଙ୍କୁ ଏହି ଆସନ ପର୍ଯ୍ୟନ୍ତ ରାସ୍ତା ଦେଖାଇବା ସହିତ ସହଯୋଗ କରିଥିଲେ, ସେତେବେଳେ ଏହି ପାଞ୍ଚ ଚା କୋଇଠେ ଥିଲେ? ଆଜି ଯିଏ ନବୀନ ବାବୁଙ୍କ ର ଅତି ପୋଷା ଆଉ ଭରଷା ଯୋଗ୍ୟ।

  • @smrutiranjanpatra4463
    @smrutiranjanpatra446310 ай бұрын

    ଘୋଡା ମୁଁ ହା ବୁଢ଼ା

  • @bijayaswain-en5hw
    @bijayaswain-en5hw10 ай бұрын

    Damababu tumara charipate dhara

  • @prasantkumarpatra6293
    @prasantkumarpatra62937 ай бұрын

    କଣ ବଡ କାମ କରିଛ

  • @trilochanmohanty5915
    @trilochanmohanty5915 Жыл бұрын

    Right .

  • @jogendrabarik3279
    @jogendrabarik32792 жыл бұрын

    ତୋ ଭଲିଆ ମା ଗିହା କେହି ନାହାନ୍ତି

  • @swapnilraja1409
    @swapnilraja14092 жыл бұрын

    Sir apananka Biswastha KHAGESWAR ROUT driver ku bi apana bhuligale 🙄🙄🙄

  • @aruntripathy6941
    @aruntripathy69412 жыл бұрын

    ଦାମ ସାରେ ଆପଣଙ୍କ ବିଜୁ ବିଚାର ମଞ୍ଚ ବାବଦରେ କିଛି କୁହନ୍ତୁ l ଆପଣ କାହିଁକି ଏଇ ପରିଣତ ବୟସ ରେ ଦଳ ବଦଳ କରି ବିଜେପି ରୁ ଛିଡା ହୋଇ ହାରିଲେ l ସେ ନେଇ କିଛି ମତ ରଖନ୍ତୁ l

  • @lingarajnanda1247

    @lingarajnanda1247

    2 жыл бұрын

    Tame kia pacharibaku

  • @biswaranjansahoo8035

    @biswaranjansahoo8035

    2 жыл бұрын

    @@lingarajnanda1247 voter sabu pachari paribe.

  • @arjunbehera7859

    @arjunbehera7859

    2 жыл бұрын

    Neta ku janata pacharibe nanhi ta kahaku pacharibe, sambidhan pratek nagarik ku ye adhikar deichi,

  • @satyapriyadas3646

    @satyapriyadas3646

    2 жыл бұрын

    @@lingarajnanda1247 tame kia replay debaku

  • @pratapchandramahanand1405

    @pratapchandramahanand1405

    2 жыл бұрын

    Sa. .... amti loki pain odisha pachhare.

  • @ashiskumargochhayat7764
    @ashiskumargochhayat77642 жыл бұрын

    Jay tetiskoti Deba devi 🙏🙏🙏

  • @sunilrauto5923
    @sunilrauto5923 Жыл бұрын

    Dama ବାବୁ ତୁମେ ନବୀନ ସାର୍ ଙ୍କୁ ବଞ୍ଚାଇଲ କିନ୍ତୁ ନବୀନ ବାବୁ ଆପଣଙ୍କୁ ବିଜେଡି ରୁ ବାହାର କରିଦେଲେ ଆଉ ଆପଣ ତେଲ ମାରିଲେ କଣ ହେବ

  • @deepaknaik9947
    @deepaknaik9947 Жыл бұрын

    Good

  • @thebharatglobalpower6411
    @thebharatglobalpower6411 Жыл бұрын

    ତୁ ପରମ ଗାଲୁଆ , ତୋ ଯୋଗୁ ଓଡିଶାର ଉନ୍ନତି ହଉନି । ପରମ ବେହିଆ

  • @jeebanjyotimishra7395
    @jeebanjyotimishra73952 жыл бұрын

    ପ୍ୟାରୀମୋହନ ମହାପାତ୍ର ଠିକ୍ କରିଥିଲେ, ଜାଣିଥିଲେ ଏ ଅଯୋଗ୍ୟ ବୋଲି

  • @sudhakarpalei4048
    @sudhakarpalei40482 жыл бұрын

    Ai salara kotha Barta thik nai

  • @chandrapanda7222
    @chandrapanda72222 жыл бұрын

    Sir ଆପଣଙ୍କୁ ରାଜ୍ୟସଭା କୁ କଣ ପାଇଁ ପଠାଇଲେ ନାହିଁ.

  • @bijayakumarsahoo1982
    @bijayakumarsahoo19822 жыл бұрын

    ପୂର୍ବର ସମ୍ମାନ ଆପଣଙ୍କର ଆଉ ନାହିଁ।

  • @muktiranjanpatra4538
    @muktiranjanpatra4538 Жыл бұрын

    NeW ODISHA CM SRI MUKTIRANJAN PATRA ODISHA INDIA

  • @mukundasahoo1319
    @mukundasahoo13192 жыл бұрын

    ଦାମ ବାବୁ (ରାଉତ) ଉସେଶ୍ ଲେସ ଆଦମୀ। ଯାହା କୁହନ୍ତି ମାପି ଚୁପି ଇ ଏ ଖାଲି ମୁଁ,,,, ମୋ ପୁଅ,,,, ମୋ ଝିଅ,,, ମୋ ନାତି,, ମୋ ନାତୁଣୀ,,, ମୋ ର ପାଇଁ ଏଙ୍କର ପ୍ରଚେଷ୍ଟା। ଫାଲତୁ କଥା। ବିଜୁ ବିଚାର ମଞ୍ଚ ___କୁଆଡେ ଗଲା। ବାସନ୍ତୀ ବରା ସହିତ ବାବ୍ୟହର କୁଆଡେ ଗଲା? କହିବେ କି? ଗର୍ଦର୍।

  • @ajaymohanty6368

    @ajaymohanty6368

    Жыл бұрын

    Vala katha kahila bhai 👍prakutare dama gote. Behia ta. Au chata party lokata. Tara. Au. Rajniti re valu nahi. Sethi pai pagal heijai pralap karuchi.

  • @bhagabanrana4898
    @bhagabanrana4898 Жыл бұрын

    Sir ଆପଣଙ୍କ ପରି ମହାନ ନେତାଙ୍କୁ BJD Dustbin ରେ ଫୋପାଡ଼ି ଦେଲେ

  • @manoranjantripathy1969
    @manoranjantripathy1969 Жыл бұрын

    ସବୁଠୁଁ ସଚ୍ଚୋଟ ଓ ଵିଜ୍ଞ ଥିଲେ ଦାମ ବାବୁ ବୋଲି ଆଜି ତାଙ୍କୁ ଏ ଅପଦସ୍ତ ହେବାକୁ ପଡିଲା l

  • @hotelrainbow2023
    @hotelrainbow2023 Жыл бұрын

    Tapare b j d ru dama pali padila

  • @10thhighschoolclasses96
    @10thhighschoolclasses962 жыл бұрын

    Sata Katha yeha sabu jananti

  • @chandrapanda7222
    @chandrapanda7222 Жыл бұрын

    BJD ଗଠନ ହେଲା ସ୍ବର୍ଗତ ବାଜପେୟୀ ଙ୍କ ଖୋଲା ହୃଦୟ ଓ ନବୀନ ଙ୍କ ପ୍ରତି ଥିବା ଆନ୍ତରିକ ସ୍ନେହ ଶ୍ରଦ୍ଧା ଯୋଗୁଁ, ସେ 1999ବାତ୍ୟା ହୋଇ ଖୟ କ୍ଷିତୀ ରେ ଓଡିଶା ପାଇଁ ଟଙ୍କା ପାହାଡ଼ କରି ଦେଇ ଥିଲେ. କୁନ୍ତୁ ନବୀନ ବାବୁ ତାହାର ସୁଯୋଗ ଓଡିଶା ବାସି ଦେଇ ନ ଥିଲେ.

  • @subashchandrarath8358
    @subashchandrarath83582 жыл бұрын

    ହେ Dama ଭାଇ , ପୁରୁଣା କଥା କୁହ ନାହିଁ

  • @rohansipka3348
    @rohansipka33482 жыл бұрын

    Dama Magiaa

  • @prafullakumarpradhan8129
    @prafullakumarpradhan81292 жыл бұрын

    Dama nija kichi kama ktha kahuna

  • @sibarampanda5962
    @sibarampanda59622 жыл бұрын

    Bad chor bad chor katha kauchi

  • @sarojmohanty1350
    @sarojmohanty1350 Жыл бұрын

    Then why he left BJD for some time ?

  • @mr.ashok678
    @mr.ashok6782 жыл бұрын

    Where you stand now?

  • @rashmiranjannayak3251
    @rashmiranjannayak325111 ай бұрын

    Tamesabu brahamanda thaka nejara swavimanku haraee sasta raajaneetee kareaacechha.

  • @subashpanda4715
    @subashpanda4715 Жыл бұрын

    Jmmm

  • @BR-sb4ze
    @BR-sb4ze Жыл бұрын

    କଲା କର୍ମ ର ଫଳ ମିଳିଲା

  • @arunprataplenka2421
    @arunprataplenka24212 жыл бұрын

    Shame shame very sad

  • @pragnya5887
    @pragnya58872 жыл бұрын

    ବିକାଶ ନା ବିନାଶ ଚୋର ଦଳ ପଇସା ବାଣ୍ଟି ଭୋଟ ଚୋରୀ କରି ଲୋକପ୍ରିୟ ବୋଲାଉଛୁ

  • @maheswarnayak8358
    @maheswarnayak8358 Жыл бұрын

    A bundle advertisement of damo a ghost of odisha

  • @kitkat...2968
    @kitkat...29682 жыл бұрын

    ବୁଢା ତେଲ ମାରୁଛି BJD କୁ ଆସିବ ବୋଲି

  • @susantasatpathy9099

    @susantasatpathy9099

    2 жыл бұрын

    right

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 Жыл бұрын

    Pyari Mohan, Dharuthila se ta Dama ra kana. Dauthila se badhia nama. Why u change to BJP?

  • @anitasahoo2443
    @anitasahoo24432 жыл бұрын

    ଗାଲୁଆ

  • @gobindachandranayak9576
    @gobindachandranayak95762 жыл бұрын

    ଏଇ ବାଇଟ ଦାମବାବୁ ଅନେକ ଥର ଦେଲେଣି, ଏହାର ମାନେ କ'ଣ

  • @pk3195
    @pk3195 Жыл бұрын

    Naba Das death case kn hela kuhantu. Ta pare jaha kahibe ....dala ra kichi leader beimani kama karuchhanti, loka nku sosana karuchhanti. Semana nku atakantu. Nachet dala atiki jiba

  • @niranjansenapati5054
    @niranjansenapati50542 жыл бұрын

    To bhali nirlajja au odisha re janma na huantu

  • @sarojkumarbehera6697
    @sarojkumarbehera66972 жыл бұрын

    ଧନ୍ଯବାଦ 🙏🏼🙏🏼🙏🏼🙏🏼🙏🏼ଡ଼ା ରାଉତ

  • @pitamberparida8762
    @pitamberparida876210 ай бұрын

    ତମେ ଜକଲା ପାଟିଆ ଦାମ, ତମେ ରାମ୍ପି ପକେଇଥିଲ। ବାହାପିଆ କଥା, ତୋ ପାଇଁ ଓଡିଶାର ଆଜି ଏ ଦୟନୀୟ ଅବସ୍ଥା। ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଥିଲେ ଵି ଓଡିଆ ମୁଖ୍ୟମନ୍ତ୍ରୀ ହୋଇଥାନ୍ତା ଓଡିଶାର ଏ ଦଶା ଯିଏ କରିଛି ତାକୁ ଜଗନ୍ନାଥ ଦଣ୍ଡ ଦେବେ।

  • @rameshlenka5083
    @rameshlenka5083 Жыл бұрын

    Damanabu sata kahilaje hele jou babumane payri babunk sathire samili heithile se manank nam kahile nahi kahiki

  • @sunilrauto5923
    @sunilrauto5923 Жыл бұрын

    Dama babu Manyabara CM nku tela mara katha kahu cchanti

  • @sreedharmuduli4128
    @sreedharmuduli412810 ай бұрын

    Dama babu is a mad

  • @kousikharal5106
    @kousikharal51062 жыл бұрын

    To abasta kana hela😂😀😂

  • @satyabhau69
    @satyabhau692 жыл бұрын

    ତାହେଲେ ତମେ କାଇଁ ଦଳ ଛାଡିଲ ହେ, ଦାମ

  • @rijibpatra3563
    @rijibpatra35632 жыл бұрын

    pala bhuta

  • @trilochanswain3201
    @trilochanswain32012 жыл бұрын

    ନିର୍ଲଜ

  • @sucharubhuyan9207
    @sucharubhuyan92072 жыл бұрын

    Nabib Babu beimam damanka pain

  • @dakhineswarhomeohall4936
    @dakhineswarhomeohall49362 жыл бұрын

    Khallikot Rani nka that night re major role thila, apana and odisha ra highest time mla heithiba sugyani kumari deo jointly pyari sadajantra ku dhwasta kariba kahunahanty kahinki? Detail truth kahile present generation Janibe.dr.prafulla panda,dakhineswar homoeo hall,bbsr18

  • @c0z721
    @c0z7212 жыл бұрын

    ebe bi Pyari Mohanpatro Nga Anugata sanjaya dasburma, surya naryana patro bi navin anaka anugata heyi achanti .

  • @sudamasenapati7229
    @sudamasenapati72292 жыл бұрын

    BJP na BJD re achha dama babu

  • @shyamsundarpati1989
    @shyamsundarpati19892 жыл бұрын

    Babu dama tumar nahi kama.

  • @pratapchandramahanand1405

    @pratapchandramahanand1405

    2 жыл бұрын

    Abe tame kara arama.

  • @dolagobindapati8203
    @dolagobindapati82032 жыл бұрын

    Everything false

  • @atuldigal2686
    @atuldigal2686 Жыл бұрын

    Aponko Paine jadi Nabino bonchile,apono kau karono Paine BJP re jogodeithile.

  • @simanchalajena4641
    @simanchalajena4641 Жыл бұрын

    Tame bancheibaru nije mala.

  • @Rasmitasethy813
    @Rasmitasethy8132 жыл бұрын

    Dama Babu ......tha ......

  • @pranaballavaprusty6696
    @pranaballavaprusty66962 жыл бұрын

    Samara nanhi nabinanku prasansa

  • @nabakishoresubudhi2647
    @nabakishoresubudhi26472 жыл бұрын

    ଅଳ୍ପ ସତ୍ୟ

  • @sarojsoudaminimusicstation5941
    @sarojsoudaminimusicstation59412 жыл бұрын

    Dama ha ha ha ha katha aneka

  • @ncreation1342
    @ncreation13422 жыл бұрын

    Belajya loka

  • @sibasankarsamal3514
    @sibasankarsamal35142 жыл бұрын

    Aita baya ta

  • @birakishoresahoo3080
    @birakishoresahoo30802 жыл бұрын

    Apana kete bhalei helebi Nabin Babu punarbar apanku dalaku nebeni.Ebe apana rajaniti katha chhadi Paribar bhitare ruhantu.

  • @tudurusikasingary5978
    @tudurusikasingary59782 жыл бұрын

    Nabin( 2 ) kahuchu laja laguni

  • @bijaykumarrout4161
    @bijaykumarrout41612 жыл бұрын

    Thinking about son not odisha

  • @swagatsingh3010
    @swagatsingh30102 жыл бұрын

    Agaru bhasanare kahuthile Nabi durniti grasta

  • @bidyadharpradhan9778
    @bidyadharpradhan97782 жыл бұрын

    Damo babu hatat Nabin babu nko vakta ..mode off talking change

  • @debajanipradhan2915
    @debajanipradhan29152 жыл бұрын

    Kebala Lulu mopatra tanka naa hin jathesta. One and Lulu moapatra. Mote garba laguchi mu sei brhamgiri constiouncy ra

  • @sibasankarsamal3514
    @sibasankarsamal35142 жыл бұрын

    Bjd hatao odisha bachao

  • @debiprasad4000
    @debiprasad4000 Жыл бұрын

    Nabinisaraamakusahajyakarantuaamebahuta asubidhareachu

  • @pratapchandramahanand1405
    @pratapchandramahanand14052 жыл бұрын

    Tame sukila patra pari disu6. Kete bele jhadi jiba bhagawan ku jana. Rajaniti re ate mana. Young people pain kebe bata chhadiba.

  • @sureshkumarmishra4378
    @sureshkumarmishra43782 жыл бұрын

    tume kanhi birodha karuthila ?

  • @gautampalei1511
    @gautampalei1511 Жыл бұрын

    Lulu bhi amara rahe

  • @sankirttanpunji-kj9uj
    @sankirttanpunji-kj9uj Жыл бұрын

    Dama.pai.banchi.gale.nabin.marigale.naba

Келесі