Love, Marriage & Dhoka | Man Marries Another Woman, First Wife Demands Justice In Keonjhar
Love, Marriage & Dhoka | Man Marries Another Woman, First Wife Demands Justice In Keonjhar.mp4
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishatv.in/
Android App: bit.ly/OTVAndroidApp
iOS App: bit.ly/OTViOSApp
KZread: goo.gl/Ehz6OP
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 2 600
ଏପରି ହୃଦୟହୀନ ଲୋକ ଖୁବ୍ ବିରଳ, ଯେ ସ୍ତ୍ରୀ ସହିତ ନିଜ ଛୋଟ ଛୁଆକୁ ରାସ୍ତା କଡ଼ରେ ବସେଇଦେଇ ପାରେ। ଭାବି ନିଅ ସ୍ବାମୀ ମରିଗଲା।
କିଛି ମଣିଷ ଦୁନିଆରେ ଅଛନ୍ତି ଯେ ପଶୁ ଠାରୁ ବି ହୀନ । ମଣିଷ ରୂପରେ ଥାଇ ପଶୁ ଭଲି କାମକରନ୍ତି । ବିଶ୍ବାସରେ ବିଷ ଦିଅନ୍ତି ଧିକ ତୋର ମଣିଷପଣିଆ ନିଲଜ୍ଜ ।
@sobhakumbhar3363
2 жыл бұрын
Jhia bi to viswas re bis deye
ଅଭଳି ପୁଅଙ୍କୁ କଠୋରରୁ କଠୋର ଶାସ୍ତି ମିଳିବା ଦରକାର..ସେ ଝିଅକୁ ନ୍ୟାୟ ମିଳୁ..🙏
@manashnayak3770
3 жыл бұрын
Ri8 sis
@rajeshpatra9993
3 жыл бұрын
Right
@arunamanta553
3 жыл бұрын
Your right Sister
@madhusmitanayak6089
3 жыл бұрын
Fasi heijau au diinku Naya milo
@samirsahu749
2 жыл бұрын
Right
ସେ ପୁଅ ଜୀବନ ରେ କେବେ ଶାନ୍ତି ରେ ରହିପାରିବନି.. ତାକୁ ଲାଜ ଲାଗିବା କଥା ତାର ତାର ଗୋଟେ ପୁଅ ଅଛି ଆଉ ସେ ଅଲଗା ଆଉ ଏକ ଝିଅକୁ ବାହା ହେଇଛି... ପୁଅ କୁ ଦଣ୍ଡ ମିଳୁ.....
ଜୟ ଜଗନ୍ନାଥ 🙏🙏 ମୁଁ ଆପଣଙ୍କୁ କୋଟି ପ୍ରଣାମ କରୁଛି ...ସେ ଭଉଣୀର ଟିକେ ସାହା ଭରସା ହୁଅ, ନିଜର ବୋଲି ତାର ଏ ଦୁନିଆରେ କେହି ନାହିଁ ...
@suryamanimunda5527
3 жыл бұрын
He probu se mam ku Saha bharasa hua
@rajudarbar8234
3 жыл бұрын
Prema Kariba jataka barana Kariba nai
@rajudarbar8234
3 жыл бұрын
I am st mu ta Hindu Muslim crityan barana Kariba nai
@ranjitasethi4041
2 жыл бұрын
Q
ଏ ଆଖି ର ଲୁହ ଦିନେ ନା ଦିନେ ପଡ଼ିବ ତା ଉପରେ ... 😥😥😥
@meeta.iwillbelieveonlygod4482
3 жыл бұрын
👌👌
@sudarsansingh6401
2 жыл бұрын
ହୋ ନିହାତି
ଦିଦି କୁ ଶୀଘ୍ର ନ୍ୟାୟ ମିଲୁ, ସେ ପୁଅ ଦିଦି କୁ ତା ଘରେ ରଖି ସ୍ତ୍ରୀ ର ମାନ୍ୟତା ପ୍ରଦାନ କରୁ
ଯେତେ ଶିକ୍ଷିତ ସେତେ ମୂର୍ଖ ହାରାମି ସ୍ବାମୀ, ବାପା ମା, baby କୁ ଦୁଃଖ ଦେବା ଜୀବନରେ ପାପ କାମ କରୁଛ, ତାହା ତୁମେ every moment ଏହି ଜନମରେ ତାହା ଅନୁତାପ କରିବ
*👉👉👉ତୁମେ ଦୁଇ ଜଣ ଯାହା ହୁଅ ନା କାହିଁକି ମୋତେ ସେ କୁନି ପିଲାଟି କୁ ଦେଖି ବହୁତ ଦୁଃଖ ଲାଗୁଚି*
@litunayak5506
3 жыл бұрын
Really bro.
@jessjess3367
3 жыл бұрын
Mote b 😭😭
@tkpcreation1318
3 жыл бұрын
Thick
@c.rcreation1165
3 жыл бұрын
Actually
@Pinky59015
3 жыл бұрын
Jaha kohile sir ek dam right..
ଶଳା ୟା ପାଇଁ ଯାହା କିଛି ଭରସା ଅଛି ସେବି ଉଠିଯିବ ମହିଳା କମିସନରେ ଗୋଟେ କେସ ଦେଇଦିଅ ଟୋକା ର ଧୂଆ ବାହାରିବ ...
@sobhakumbhar3363
2 жыл бұрын
Poros camisnar heba bhi kata na
ପ୍ରଭୁ ଜଗନ୍ନାଥ ତୁମ ସନ୍ତାନକୁ ତୁମେ ରକ୍ଷା କର🙏🙏🙏 God bless you sister and your baby
@muraritripathymurari3168
2 жыл бұрын
Q²³v
ସେ ଟୋକା ଓ ବୁଢ଼ାକୁ ନେଇ ଉଚିତ ଦଣ୍ଡ ବ୍ୟବସ୍ଥା କରାଯାଉ ।
@basantibehera3043
2 жыл бұрын
Toka buda ....🤣🤣🤣🤣🤣🤣
Aare yar ye Love, marriage, aau dhoka suni suni prema katha sunila belaku dara laguchi.....
@sichu825
3 жыл бұрын
Right
@soumyaas.acharya5268
3 жыл бұрын
Precise!!! 👍
@cutybaby3597
3 жыл бұрын
Hmm
@artbyjyotsna
3 жыл бұрын
Sat katha
କଣ ଲେଖିବି ଜାଣିନି ଭଉଣୀ..... ଜଗନ୍ନାଥ ତମ କଥା ବୁଝିବେ ଭଉଣୀ.... 🙏🙏🙏🙏
@mysteriousmotivational2143
3 жыл бұрын
ଜଗନ୍ନାଥ ଙ୍କ କହିଥିଲେ ପ୍ରେମ ବିବାହ ପାଇଁ ,ନିଜେ ଜାଣିଶୁଣି ଭୁଲ କରିବ କହିବ କଣ ନା ଜଗନ୍ନାଥ ବୁଝିବେ ।
@prasannakubarik5290
3 жыл бұрын
@@mysteriousmotivational2143 Absolutely right
@mysteriousmotivational2143
3 жыл бұрын
@@prasannakubarik5290 tq dear bro
@justubaby8575
3 жыл бұрын
@@mysteriousmotivational2143 au kana kehi love mrg karu nahanti....love mrg ra bhul na pua ra bhul
@mysteriousmotivational2143
3 жыл бұрын
@@justubaby8575 ଗୋଟିଏ କଥା ମନେରଖିବେ love marriage କରିକି ଆଜି ଯାଇ କେହିଜଣେ ବି ଖୁସି ରେ ରହିନାହାନ୍ତି । ଆଜିକାଲି ତ love ଆମ ସମାଜ ପାଇଁ ଗୋଟିଏ fashion ସଦୃଶ ।
*1 life 1 Love 1 Marriage 1 Child* 100% Life will be beautiful till the last breath.
@swetasinha5435
2 жыл бұрын
1life.... No love... Only arrange marriage.... 2child.. happy life 🤗 aajikalika date re... Love upare kebe... Bharosa kariba katha nuhe... Maa bapanka iccha re ruha khusi se rahibe🙏🏻
@geetanjalivlog1875
2 жыл бұрын
Right
@kcsscienceknowledge9871
Жыл бұрын
Beautiful line bhaai
@deepalidas4822
9 ай бұрын
@@swetasinha5435 Arranged marriage re joutuka pratadana jou hue ta bisayare bhi kichi kuhantu. Aji ra time re love arrange marriage re kichi nahi. Jaha character kharap siye love hau ki arranged chutiyami kariba
ଅଲଗା ଭାଇ ଭଉଣୀ ମାନେ ଏହାକୁ ଦେଖି ନିଶ୍ଚିତ କିଛି ଶିଖିବା ଦରକାର
Hindu marriage act ଅନୁଜାଇ case ହବ ବିନା divorce ରେ ଆଉ କାହାକୁ ବାହା ହେଇଛନ୍ତି
@thakurmohanguya3032
3 жыл бұрын
Yes
@sasmitamohanty2879
3 жыл бұрын
Rht
@I.N.D.I.Ajitega
3 жыл бұрын
Kintu ai gariba loka kemiti case ladhiba. Barsa barsa case chaliba.
Very sad se pila kebebi khusire rahiparibani 😭😭 God bless you both of you.
@prakashprushty3830
3 жыл бұрын
Tike b bhaabimani pilaati kete biswas karithilaa tabiswasare bisadeidelaa😢😢khusire chaliparibani😢
@kjrremixboy8041
3 жыл бұрын
ସବୁ ଉପର ବାଲା ଦେଖୁଛି , ପୁଅ ର ଖରାପ ସମୟ ଆସିବ । ସିଏ ଭି ସେମିତି ଧୋକା ଖାଇବ ଯେ ।
@harapriyadas5375
3 жыл бұрын
@@kjrremixboy8041 se dhoka Khaiba beloku Sabu sarijaithibo
@Maha_13_19
3 жыл бұрын
pila ta harami ta.jaha Jana paduchi
@harapriyadas5375
3 жыл бұрын
@@Maha_13_19 jana paduchhi Kan full harami
ଘର ଲୋକ ବାଧ୍ୟ କଲେ ସେକଥା ଛାଡ଼, ତୁମେ ଗାଁ ଲୋକଙ୍କୁ ଏକାଠି କର,ତୁମ husband କୁ ନଡ଼ିଆ ଗଛରେ ବାନ୍ଧିକି ଵାଡା,
@turbocharge2512
3 жыл бұрын
Jadi nadiya gacha Nahi ta electry khunta re bandhi pita ..
@pradeepdas9234
3 жыл бұрын
@@turbocharge2512 yes brother
ନ୍ୟାୟ ଅନ୍ୟାୟ ସବୁ ସେ ଦେଖୁଛି ନିଶ୍ଚୟ ନ୍ୟାୟ ମିଳିବ ଭଉଣୀ 🙏 ଜୟ ଜଗନ୍ନାଥ 🙏🙏🙏
ତୁମ ଠିକଣା ଦିଅ ଭଉଣୀ, ମୁଁ ତୁମକୁ ଆଇନ୍ ର ସହାୟତା ନିଶ୍ଚୟ ଦେବି, ଆଉ ସେ ବାପ ଓ ପୁଅ କୁ ଜେଲ୍ ନିଶ୍ଚୟ ପଠାଇବି,
@smileplease6379
3 жыл бұрын
Bhai mu bi aye bhauni saha achi mu bi sahajya karibi
@pratimaojha9864
3 жыл бұрын
Dhanybad vai
@mirzamarndi9223
3 жыл бұрын
Nabalika jhio ku love marriage koribaku kia kohithila
@aloktripathy6918
3 жыл бұрын
ଭାଇ ମୁଁ ଅଛି ଅପଣଂକ ସହ
@dillipdillip5471
3 жыл бұрын
@@smileplease6379 well come brother.
ଦୟାକରି ଏ ଭଉଣୀ କୁ ଜଲଦି ନ୍ୟାୟ ଦିଅନ୍ତୁ 🙏🙏🙏 ଏତେ ଛୋଟ ଛୁଆ କୁ ନେଇ ସେ କୁଆଡେ ଯିବ
Immediate action may kindly be taken against that conflict and give justice to this innocent person.
@pravatmohanty465
2 жыл бұрын
Bilkul write
ଝିଅ କୁ ନ୍ୟାୟ ଦିଆ ଯାଉ🙏🙏🙏
ନ୍ୟାୟ ମିଳିବା ଦରକାର 👍ଏମିତି ପୁଅ ମାନଙ୍କ ପାଇଁ ପ୍ରେମ ବଦନାମ ହେଉଛି 😔
@babulajena6563
3 жыл бұрын
✂️
@ramchandrakisku5555
3 жыл бұрын
ସତ କଥା ଭାଈ
@sumantamohanta6990
3 жыл бұрын
That's right
@smilqueen4317
2 жыл бұрын
Write vai
@smilqueen4317
2 жыл бұрын
@@babulajena6563 kia be tu maichia sata katha kahila belaku badhi jauchhi tate sala maichia 👣👣👣👣👣👣👣👣👣👣👣👣😠😠😠👊👊👊👊
ଦେଖିବ ଭଉଣୀ ଏ ମିତି ଗୋଟେ ଦିନ ଆସିବ ସେ ନିଜେ ତମ ପାଦତଳକୁ ବହୁତ ଜଲଦି ଆସିବ ତମକୁ ଏବେ ଖାଲି ଧର୍ଯ୍ୟ ଧରି ରହିବାର ଅଛି! ମୁଁ ଖାଲି ଭଗବାନଙ୍କୁ 🙏🙏 ପ୍ରାଥନା କରୁଛି ଜଲଦି ତମ ଖୁସି ତମକୁ ମିଳିଯାଉ!
@MaadiDuniya
3 жыл бұрын
Yes
@subhasmitapandit9985
3 жыл бұрын
Bhai kichhi hebani
@susilalkm7590
3 жыл бұрын
Right bhai
@sradhanayak3157
3 жыл бұрын
Hii
@bapiacharya1986
3 жыл бұрын
Apanaka katha sata hau dharma ra joy hu joy Jagannath
ନାରି ନୁହେଁ ତୁ ନାରାୟଣୀ ତୋତେ ଭଗବାନ ସାହାହେବେ ଭଉଣୀ ଧର୍ମ ର ଜୟ ଜୟ ହେବ
Emiti pila mananka pain sabu pilanku bhul bujhuchanti jhio mane,please tanku support karantu samoste..🙏🙏
ଟୋକା କୁ ଏମିତି ଦଣ୍ଡ ଦୀୟାଯାଉ ଯେମିତି କୋଉ ପୁରୁଷ ଭଲ ପାଇ ପୁଣି ଆଉ କାହାକୁ ମେରେଜ କରିବାକୁ ଚାହିଁବନି 🙏🙏🙏🙏😭😭😭😭😭
@bulusahoo8300
3 жыл бұрын
Perfect
@sunilkumarpatnaik6953
3 жыл бұрын
Balasore Public jemiti Chain Snatcher ku dhari chechi chanti...semiti Public ehi bhali toka mananku dhari chechi chechi napuspanka kari deba katha. Publiccourt rey nyaya miliba darakar...
@monasahu8465
3 жыл бұрын
Thhik kathha
@ranjitofficialnishan7059
3 жыл бұрын
😭😭😭
@mamatasenapati4894
3 жыл бұрын
Correct
ଏ ଝିଅକୁ ତୁରନ୍ତ ନ୍ୟାୟ ଦିଆଯାଉ ନ ହେଲେ ସମାଜ ରେ ଏମିତି ଅନ୍ୟାୟ ବଢ଼ିଚାଲିବ
@pujarisamrat4987
3 жыл бұрын
Ryt.
@sourendramalik838
3 жыл бұрын
Right bro 😭😭😭
@mr.sanjayinformationdiscov3282
3 жыл бұрын
ଏହି ଭଳି ଝିଅ ଙ୍କୁ ନ୍ୟାୟ ମିଳୁ ଏବଂ ଏହି ଭଳି ପୁଅ ଙ୍କୁ ମଧ୍ୟ ନ୍ୟାୟ ମିଳୁ, ଝିଅ ବି ପୁଅ ସହ ସବୁ କିଛି କରିସାରିବା ପରେ, ଅନ୍ୟ ଏକ ଭଲ job କରୁଥିବା ପୁଅ କୁ ବାହାହୋଇ ଚାଲିଯାଉଛି, ଏଠି ବିଚରା ପୁଅ ଟା, ଦୁଃଖ ରେ ରହିଲେବି ତାହା ପାଇଁ କେହି ପ୍ରଶ୍ନ ଉଠେଇବାକୁ ନାହିଁ, ଶେଷରେ ସେ ନିଜେ suicide କରୁଚି। ଏମିତିରେ ବ ଆମ ଭରତ ରେ ପୁଅ ଙ୍କ suicide rate ବହୁତ ଅଧିକ।
@mitali.....pankaj677
3 жыл бұрын
Badhi chalichi
@susilalkm7590
3 жыл бұрын
Right
ଏମିତି ସ୍ବାମୀ କୁ କି ଦଣ୍ଡ ଦେବା ଦରକାର ଏ ସବୁ ଦେଖି ଆମ ସରକାର କିଛିବି ଆଇନ୍ ଭାରକରୁ ନାହାନ୍ତି ସେଥିରେ ପୁଣି କହୁଛନ୍ତି ନାରୀ କୁ ସୁରକ୍ଷା ଦବା ଦରକାର ବାଃ ବାଃ ରେ ସରକାର ଖାଲି ଭୋଟ ପାଇଁ ତ କନ କନ ଏ ଝିଅ କୁ ନ୍ୟାୟ ଦିଅନ୍ତୁ ଏମିତି ନ୍ୟାୟ ଦିଅନ୍ତୁ ଜେମିତି କି ଏ ସମାଜ୍ ଦେଖି ଆପଣଙ୍କୁ ଖାଲି ପ୍ରଶଂସା କରି ଠକିଜିବେ ଆଉ ଏମିତି କରୁଥିବା ଲୋକ ବି ଡରରେ ଥରୁଥିବ ଆଉ କେହିବି ଏମିତି କାମ କରିବାକୁ ସାହାସ କରିବେନି ଆଉ ଏଇଭଳି ସବୁ ନାରି କୁ ନ୍ୟାୟ ମିଳିବ
Respect every women's 🙏🙏🙏🙏
ଏତେ ନିରୀହ ଝିଅ ଟିର ଜୀବନ ଶଳା ବର୍ବାଦ କରିଦେଲା... ସାଇ ବାବା ତମ ସହ ଅଛନ୍ତି ଭଉଣୀ.. ତାଙ୍କୁ ଡାକ.. ସେ ସବୁ ବୁଝିବେ.. ଓଁ ସାଇ ରାମ 🙏🙏🙏
@bulupradhan6279
3 жыл бұрын
Correct bhai
@madhusmitanayak6089
3 жыл бұрын
Right se mankada muha ku fasi heijau
@jharanasamal5265
2 жыл бұрын
Omm sai ram
ଭାଇ ଭଉଣୀ ମାନଙ୍କୁ ଅନୁରୋଧ ମାଆ ବାପା ଙ୍କ ବିଶ୍ୱାସ ରେ ବିଷ ଦିଅନ୍ତୁ ନାହଁ
What is the status of this case now ? Has the man started giving maintenance to the family ? I would like to sponsor monthly allowance for this family .
କେଉଁଠି ନାରୀକୁ ଅବହେଳା ତ କେଉଁଠି ପୁରୁଷକୁ ଅବହେଳା ପ୍ରକୃତ ମଣିଷ ଏଠି ଦୁଃଖ ପାଉଛି 😢
ମୁଁ ଭାବୁଛି love ର bonding ଭଲ... But କିଛି ବୁଝିପାରୁନି...... କିନ୍ତୁ....ଭଉଣୀ ତୁମେ ବହୁତ ଭଲ ଏବଂ ସରଳ ପରି ମନେ ହେଉଛି....... ପ୍ରଭୁ ଜଗନ୍ନାଥ ଙ୍କ ଈଚ୍ଛା.....🙏କିଛି ଗୋଟେ ନାୟିକ ବିଚାର ହେଉ ମୁଁ ପ୍ରାର୍ଥନା କରୁଛି ଏବଂ ସକ୍ଷମ ବ୍ୟକ୍ତି ମାନଙ୍କୁ ଅନୁରୋଧ କରୁଛି.... ଦୟାକରି ସାହାର୍ଯ୍ୟ ର ହାତ ବଢ଼ାନ୍ତୁ..... ଧର୍ମ ର ଜୟ ହେଉ......
ତାଙ୍କୁ ଗୁଣି କରିଛନ୍ତି ଯୋଉ ବାପା ମା ପୁଅ କୁ ଗୁଣି କରି ଆଉ ଗୋଟେ ଜାଗା ରେ ବାହା କରିଦିଅନ୍ତି ସେଇ ବାପା ମା କେବେ ବି ଖୁଶରେ ରହି ପାରିବେନି ମୁଁ ଯଦି ଠିକ କହିଲି ଗୋଟେ like କର
ଦିଦି ଦିନେନାଦିନେ ତୁମ ସ୍ୱାମୀ ତୁମ ପାଖକୁ ଆସିବ କିନ୍ତୁ ତା ପୂର୍ବରୁ ବହୁତ ପସ୍ତେଇ ଥିବ. ତୁମେ କିଛି ଦିନ ଅପେକ୍ଷା କର ଏବଂ ଠାକୁର ଙ୍କୁ ଡାକ. ତୁମେ କଣ ଭାବୁଛ ତୁମ ଲୁହରେ ସେ ଦୁଇ ଜଣ ଭଲରେ ରହିବେ ନା କେବେ ନୁହେଁ ଭଗବାନ ଏତେ ନିଷ୍ଠୁର ନୁହଁନ୍ତି. ଦିଦି ଯେଉଁ ଥାନାରେ କମ୍ପ୍ଲେନ ଦେଇଥିଲେ ମୁଁ ସେ ଥାନା ବାଲାଙ୍କୁ ରିକୁଏସ୍ଟି କରୁଛି ଏ ଦିଦି ଙ୍କୁ ନ୍ୟାୟ ଦିଆଯାଉ, କାରଣ ଏ ଝିଅ ଟି ଯଦି ଆପଣଙ୍କ ଭଉଣୀ କିମ୍ବା ଝିଅ ହୋଇଥାନ୍ତା. ମୁଁ ଠାକୁରଙ୍କୁ ପ୍ରାର୍ଥନା କରୁଛି ଦିଦିଙ୍କ ଖୁସି ଶୀଘ୍ର ଫେରିଆସୁ. 🙏🏾🙏🏾🙏🏾🙏🏾
ଏଭଳି ପୁଅ ମାନେ ସମାଜ୍ ପ୍ରତି ହୀନ ଦୃଷ୍ଟିଆଣୁଥୁବାରୁ ତାଙ୍କ ବାଙଡ କାଟିଦିଆଯାଉ
Lady is so innocent, hey god please save. Strict action should be taken.
ନାରୀ କୁ ସମ୍ମାନ ଦେବା ଦରକାର 🙏🙏🙏
True love boli khichi nahin Jananka adu true hele aau Jananka adu false heithae Tenu Sabubele eka banchiba sikhantu😊
@asishrout7911
3 жыл бұрын
ଏକା ବୋକା
Satya mev Jayate Don't warry sister GOD is great 💪💪 Always be happy god bless you
ନାରୀ ନୁହେଁ ତୁ ନାରାୟଣୀ , ନାରୀ କୁ ସମ୍ମାନ ଦିଅ ନାରୀ ହେଉଛି ମାଁ । 🙏🙏🙏🙏🙏
@tkbehera5611
3 жыл бұрын
Pleace otv reporter tanku naya miliba jaye help kara nahele se chhuara jadi kichhi hua public satate tejiba
@rojalinsamantaray790
3 жыл бұрын
Thik kahicha i am a girl
@Priya-id8nt
3 жыл бұрын
Amekole maya nari kole doya
@kaliakalu7496
3 жыл бұрын
👍👍👍
@biswambernayak6394
3 жыл бұрын
Yes
ଅତ୍ୟନ୍ତ ଦୟନୀୟ ଅବସ୍ଥା । ଭଗବାନ ଦୋଷୀ କୁ ଉଚିତ ଦଣ୍ଡ ଦିଅନ୍ତୁ ।
ଆଉ ବେସିଦିନ ନାହିଁ ବହୁତ ସିଘ୍ର ହିଁ ସେ ପିଲାଟା କାନ୍ଧିବ , କର୍ମ ହିଁ ଭଗବାନ
God bless sister
ପ୍ରେମ, ପ୍ରେମରୁ ବିବାହ , ବିବାହ ରୁ ପ୍ରତାରଣା, ଏଥି ରେ ପ୍ରେମି ଯୁଗଳ ଙ୍କୁ ବର୍ଷେ ଦୁଇ ବର୍ଷ ଭଲଲଗିଥିବ କିନ୍ତୁ ଏବେ ସେଇ ଆଠ ମାସର ଛୁଆ ଟିର ଭବିଶ୍ୱତ ଅନ୍ଧାର, ତେଣୁ ମୁଁ ଓଡ଼ିଶାର ସବୁ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ପ୍ରେମ ବିବାହ କରିବା ପୁର୍ବରୁ ଏ ବିଷୟରେ ଭାବନ୍ତୁ ସତର୍କ ରୁହନ୍ତୁ,,,,,,🙏🙏🙏
@sasmitasingh5042
3 жыл бұрын
Right single is the best 👍👍👍👍👍
@sourendramalik838
3 жыл бұрын
Right bro
@mysteriousmotivational2143
3 жыл бұрын
ବହୁତ ଭଲ ଉପଦେଶ ଦେଇଛନ୍ତି ।
@sagarikasubudhi151
3 жыл бұрын
Right bro👍
@pabitragondofficialchannel6492
3 жыл бұрын
Right
After all she is saying he is my husband.. really it shows how much u loves him .. god bless her🙏🙏
@chandrakantsahoo6071
3 жыл бұрын
Please give justice to her . GOD!! please ..
@pareswarsahu8486
3 жыл бұрын
Thanks
@litanbadamas9541
3 жыл бұрын
@@chandrakantsahoo6071 😂.😂
@chintusahoo8843
3 жыл бұрын
25125636366262138124166
Govt Give justice for Sister.....
Please God help the mother & small child 😔😔
@baripadakuchjankari5189
2 жыл бұрын
God peels you
@nilanchalsahu3721
2 жыл бұрын
👍
This lady is a perfect lady .......give her immediate justice
@ritarani6357
2 жыл бұрын
God bless to you & your baby
ଭଲପାଇଲା ବେଳେ ସବୁ ଭଲ ଥିଲା ଏବେ ଜେମିତି ଆଉ ଗୋଟେ ମାଇକିନା ପାଇଗଲୁ ଆକୁ ଭୁଲିଗଲୁ... ଆରେ ଭାଇ ଟିକେ ସେ ଛୋଟ ଛୁଆଟା ତା ନିରିହ ମୁହଁକୁ ଦେଖ ସେ କଣ ଦୋସ କରିଥିଲା ସେ ତ ଦୁନିଆ ବି ଠିକ୍ ସେ ଦେଖିନି .. ତତେ ସାଳା ଲଂଗଳା କରି ବିଛୁଆତି ରେ ପିଟିବା କଥା ଏମିତି ନିଷ୍ଠୁର ତୁ😡😡...
@Babu_3518
3 жыл бұрын
Super bro
ସେ ଶାଳଆ କୁ ଡକିକି ଶଳା କୁ ବାଡେ଼ଇବା ଦରକାର ( ଶଳାଟା ବାହାହେବା ପର୍ବରୁ ୧୦ଥର ବାବିଲାନି।😥😥😥😥😥😥
@Babu_3518
3 жыл бұрын
Right bro
ଭଗବାନ ଆପଣକଂର ପୁଅକୁ ଏବଂ ଆପଣଂକୁ ବହୁତ ଭଲ ରେ ରଖିବେ ଜୟ ଜଗତରନାଥ🙏🙏
Immediately take action
@haribolakathar1502
3 жыл бұрын
Right katha bro
@drupadapadhan4399
3 жыл бұрын
Right
@NirmalBag2129
3 жыл бұрын
Right bhai
@renurrenu3763
3 жыл бұрын
Exactly
@lxdind
3 жыл бұрын
right action heba katha
ଭଉଣୀ, ତମ ସ୍ୱାମୀ ର ଫୋନ ନମ୍ବର ତା ଦିଅ ମୁଁ ତାକୁ ଉଚିତ ଶିକ୍ଷା ଦେବି... ସେ ଶଳା କୁ... କେତେ ଗାଣ୍ଡି ଗଲ ଗଲ କରୁଛି ମୁଁ ଦେଖିବି..
May god bless you sister
God bless you🙏
@nilanchalsahu3721
2 жыл бұрын
Photo nahi
Taku Direct Encounter Karajau......
@pujarisamrat4987
3 жыл бұрын
Ryt bhai
@manasranjannayak7550
3 жыл бұрын
Tu to gote bada kamina
@rozymajhi7392
3 жыл бұрын
U are right jentia ku sentia
@satyabanbariha6939
3 жыл бұрын
He is khatam
@danduhansdah2718
3 жыл бұрын
O bhai sap
Painful...but a learning lesson to all girls not to fall in Pre marital affairs without family concerns...
@ashishnayak2666
3 жыл бұрын
Bhari dukha laguchi bhauni...bhagaban nka upare bharasa rakha..chua ku tike dekha ta care nia...
@benujani2564
Жыл бұрын
@@ashishnayak2666 n
God bless you 🙏🙏🙏 bhauni dharya dhara dine se nije tm pads tale padiba
Super ❤️❤️❤️
ଏଠାରେ ଯୁବ ପିଢ଼ି ମାନଙ୍କୁ ବିଶେଷ ଅନୁରୋଧ, ଜୀବନ ରେ ଏଭଳି ନିଷ୍ପତ୍ତି ନେଲେ ବେଳେ , ବାପା ମା ଙ୍କ ପରାମର୍ଶ ନେବା ଉଚିତ।
@tapannayak903
3 жыл бұрын
Right bro
@kamallochanmuduli1486
3 жыл бұрын
Right bhai
@nilimajena636
3 жыл бұрын
Bhai jete anurodha kale bi emane manibeni tanka pai pyar andha hota hai
@mr.sanjayinformationdiscov3282
3 жыл бұрын
@@nilimajena636 hmm phir b ame sachetana kareiba.
@prasantamurai5649
3 жыл бұрын
@@mr.sanjayinformationdiscov3282 ipl
Odisa police ku mora request sir immediately action plz 🙏🙏🙏Jay jagannath🙏
@pradeepjena6903
3 жыл бұрын
Odisha police ..ha.ha.haaaaa
@sujitbehera2460
3 жыл бұрын
Odisha police mo ba****** police
@rajeshmahanta7294
3 жыл бұрын
Odisha police and govt request please give justice to victim
@sasmitamohanty2879
3 жыл бұрын
Plz justice hr
@sethisethi9570
3 жыл бұрын
It's not odisha police, chutiya police, they don't have even manner to spk
ଏହି sister କୁ ନିଶ୍ଚୟ ନ୍ୟାୟ ଦିଆଯାଉ 🙏🙏🙏🙏
ନାରୀ ଜାତିକୁ ସମ୍ମାନ ଦିଆନ୍ତୁ 🙏🙏ହେ ଭଗବାନ ଏ ମା କୁ ସହାୟ ହୁଅନ୍ତୁ 🙏ଜୟ ଜଗନ୍ନାଥ ତୁମେ ହିଁ ଭରସା 🙏
@Ananta86
3 жыл бұрын
Gad bless you.
@subhasmitapandit9985
3 жыл бұрын
Nari ku kie bi sanman daunahanti
@Dev_14391
3 жыл бұрын
Narri Jatti ku Sanman Diantu kahi kahi purusha Jati ku Mari mane Sanman Daba Bhuli galeni
@Bansibab
3 жыл бұрын
I love you ❤️
@Bansibab
3 жыл бұрын
Leeja sexy love u
I request to police administrators to take action on it .
@Sriyananilkumarprusty-433
3 жыл бұрын
Bhai police lancho naijiboni
@amarpradhan9806
3 жыл бұрын
Bro police will never take action they need money
@sudiptacharles5174
3 жыл бұрын
Sister God bless you
ସମସ୍ତେ ମିଶି ଆକୁ ସାହାଯ୍ୟ କରିବା
God bless you didi and cute baby ❣️
ସମସ୍ତଙ୍କୁ ମୋର ଅନୁରୋଧ love marriage କରିକି ଏମିତି କରନାହିଁ ।
ନାରୀ ମାନେ କଣ ଖେଳିବା ଖେଳନା କି ଏତେ ଅଦରକାରୀ କଣ ହେଇଗଲା ନାରୀ ନାରୀ ଙ୍କୁ ସମ୍ମାନ ଦେବା ଶିଖନ୍ତୁ ମୋର ଭାଇ ମାନେ...🙏🙏🙏 And strong action nia jau...tanka swami nka.....
@balmamunda9210
3 жыл бұрын
ଠିକ କଥା କହିଛନ୍ତି balaram dash babu, ଯିଏ ନାରୀକୁ ସନମାନ ଦେଇ ଜାଣିନି, ସେ କେଉଁ ଭଳି ମା ଗର୍ଭରୁ ଜନ୍ମ ନେଇଥିବ, ଏବଂ ତାଙ୍କ ପରିବାର କଣ ଏଇଠୁ ଜଣା ପଡୁଛି, ଏଭଳି ପୁଅମାନଙ୍କୁ ବଂଚେଇ ରଖିବା ପରିବର୍ତ୍ତେ ଜୀବନରୁ ମାରିଦେବା ଶହେ ଗୁଣରେ ଭଲ
@AttitudeBoy-ol2yt
3 жыл бұрын
@@balmamunda9210 🙏🙏🙏
@sobhakumbhar3363
2 жыл бұрын
Kahi nari kana samman dauchi ki pua ko je nari ko samman deba
ନାରୀ କଣ କାଠ କଣ୍ଢେଇ ନା ଖେଳନାକି ଅଦରକାରୀ ଏଭଳି ନିଷ୍ପତି ନେବା ପୁର୍ବ ରୁ ଥରେ ଭାବି ଦେଖ ମୁଁ ବି ଜଣେ ମା ର ସନ୍ତାନ... ମାଆକୁ ସମ୍ମାନ ଦିଅ 🙏 ଯୁବପିଢୀ ନିମନ୍ତେ ବାର୍ତ୍ତା ଭଲପାଇ ବିବାହ ପରେ ଏଭଳି ନିଷ୍ପତି ନିନ୍ଦନୀୟ ... ତୁରନ୍ତ ନ୍ୟାୟ ଦେଇ ଅମଣିଷକୁ ଗିରଫ କରାଯାଉ । ଜୟ ଜଗନ୍ନାଥ 🙏🙏🙏
ୟେ ଛୋଟ ଜାତିର ଝିଅ କେବେବି ଏତେବଡ଼ ମିଛ କଥା କହିପାରିବ ନାହିଁ । ୟେ ଝିଆପିଲା ବହୁତ୍ Innocent ଭଳି ଲାଗୁଚି ତେଣୁ ମୋର ଅନୁରୋଧ OTV ର ଆପଣ ଏକା ନୁହଁନ୍ତି team ଦୟାକରି ସାହାଯ୍ୟ କରନ୍ତୁ ସେ ଝିଅ କୁ 🙏🙏🙏 ମୋ ତରଫ ରୁ ଅନୁରୋଧ ...ଆଉ କିଏ କିଏ ଅନୁରୋଧ କରି ଜଣେଇବା ପାଇଁ ଚାହୁଁଛନ୍ତି ସେ ଝିଅର ପରିବାର ପାଇଁ ଦୟାକରି ଗୋଟେ like କରିକି ଜାଣନ୍ତୁ 🙏🙏🙏
@prabhatimishra8607
3 жыл бұрын
Ri8
ହେ ଭଗବାନ ଏହି ଭଉଣୀ ର ଦୁଃଖ ଦୂର କର ,
ଭଉଣୀ 'ସେ ଟୋକା ନାଁ ରେ heavy ଆକ୍ସନ ନିଅ... ଆଉ ସେ ଶଳା କୁ ପାନେ ଦିଅ...
So sad 🥺
ଅନୁଧ କରୂଛି ମିଡିଆଙ୍କୁ ଏଭୋଣିଙ୍କୁ ନୀୟ ମିଳୁ ଜୟଜଗ୍ନନାଥ
ଶଳା ଟା ମନ ଇଛା ଯେତେଟା ଚାହିଁବ ସେତେଟା ବାହା ହବ.... ଯଦି ପୋଲିସ ଆକ୍ସନ ନ ନିଏ ତେବେ ସେ ଟୋକାର ଫୋନ ନମ୍ବର ଆଉ address ମୋତେ ଦିଅ ମୁଁ ତା ରଙ୍ଗ ଛଡ଼ଉଛି...
@statusmanaj
3 жыл бұрын
Good Bro Nice Action🎬
@sandhyaranisahoo6646
3 жыл бұрын
Thanks bro
@anitaffgaming6244
3 жыл бұрын
Hmm😢
@sunilmohantajhumarparivar5665
3 жыл бұрын
Thanks
@mamatasabar8748
3 жыл бұрын
Right.....
ଭଗବାନ ସବୁ ଠିକ୍ କରିଦେବେ🙏 ଧଯ୍ୟଧରୀ ସମସ୍ୟା କୁ ସାମ୍ନା କର କାରଣ ଏଠି ସମସ୍ତେ ସ୍ବାର୍ଥପର । ଭଗବାନ ଙ୍କୁ ଭରସା ରଖ । ସତ୍ୟ ର ଜୟ ହେବ ଜୟ ଜଗନ୍ନାଥ 🙏
@kalesamanate9824
3 жыл бұрын
Egh8
ଏମିତି ସ୍ୱାମୀ କୁ ଆଜୀବନ କାରାଦଣ୍ଡ ଦେବା କଥା
Tx to otv 🥰
Midia bhai manaku thanks Bhai au kichi chesta kari bhauni ku nyaa dia.
Bada dukha katha ama sister nka plz helping my odisha ra ganamadhyam reporter Sir. Manaku. ..sei chota sisura aau tar maa ku justice milu mor odisha police sir 🙏😭😭
Actually ଏଇଟା ଗୋଟେ ବହୁତବଡ କ୍ରିମିନାଲ ଆଉ ଏମିତିକା କ୍ରିମିନାଲ ମାନଙ୍କୁ ଆରେଷ୍ଟ କରିବା ନିହାତି ଦରକାର... ଆଉ... ସେ ମା ଆଉ ଛୁଆ ର ଭରଣ ପୋଷଣ ଦଉ.... ସେଥିପାଇଁ ଓଡିଶା ପ୍ରଶାସନ ଧ୍ୟାନ ଦିଅନ୍ତୁ 🙏🙏🙏🙏🙏....
Jay Jagannath 🙏🙏🙏🙏
ରିପୋର୍ଟ ର ମହାଶୟ ଟିକେ ଧ୍ୟାନ ଦେବେ କି ଆପଣ କହୁଛନ୍ତି ପ୍ରେମିକା ପତ୍ନୀ ... love ମ୍ୟାରେଜ କରିବା କଣ ଏତେ ପାପ ଏବେ ସେ ଆରଏନଜ ମ୍ୟାରେଜ କରିଛନ୍ତି ସେ ପତ୍ନୀ ଙ୍କୁ କଣ କୁହାଯିବ
@jitendrarocksable
3 жыл бұрын
🙏🙏🙏👍👍👍🙏🙏✅✅
@ayujay1365
3 жыл бұрын
🙏🙏
ଏମିତି ପ୍ରେମ-ବିବାହ-ପ୍ରତାରଣ କରୁଥିବା ଟୋକାଙ୍କ ପାଇଁ ବୋଲି ଯୁବକ ମାନଙ୍କୁ ପ୍ରେମ ଵିଵାହ ହେଇ ପାରୁନାହିଁ କାରଣ ଯେଉଁ ପ୍ରେମରେ ବିଶ୍ୱାସ ଆଉ ଭରସା ଥାଏ ଏହି ଭଳି ହୃଦୟ ବିହୀନ news ଦେଖିଲେ ପ୍ରେମ ମଉଳି ଯାଇ ଥାଏ ।
Local police station should investigate & give justice to this lady
My sister don't worry... Prabhu Jaganath with you... God bless you and your cute child 🙏
Andha Kanoon... ଏଇ ଭଉଣୀଙ୍କୁ ପୋଲିସ୍ କି କୋଉ ମହିଳା କମିଶନ ସାହାଯ୍ୟ କରିବ ନାହିଁ ଯଦି ନ୍ୟାୟ ମିଳିବ କେମିତି🙏🏻🙏🏻🙏🏻
I request NGO'S to help such innocent girl
@nilanchalsahu3721
2 жыл бұрын
👍
Plzzz justice for her 🙏🙏🙏
ନ୍ୟାୟ ମିଳିବା ଦରକାର କନ କରୁଛି ପ୍ରଶାସନ ........
ସେ ପୁଅକୁ ଆରେଷ୍ଟ କର ଝିଅ ମାନେ କଣ ଖେଳନା...?
ପ୍ରେମ ନ ମିଳିଲେ ଭାଗ୍ୟ ମିଳିଗଲେ ସ୍ୱର୍ଗ, BE THE MAN WHO RESPECT WOMEN. 🙏
Very good otv
So sad😭😭
She is so innocent..... give justice to her🙏