Lord Jagannath Temples Ratna Bhandar Open Preparation । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ଓ ମରାମତି କାର୍ଯ୍ୟ ର ତଦାରଖ କରିବା ପାଇଁ ରାଜ୍ୟ ସରକାର ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟ ର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟି ର ଅଧ୍ୟକ୍ଷ ଅଛନ୍ତି। ଏହି ଉଚ୍ଚ ସ୍ତରୀୟ କମିଟି ପୁରୀ ରେ ବୈଠକ ଅନୁଷ୍ଠିତ ହେଉଛି। ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କ ରେ ନିଷ୍ପତ୍ତି ସହ କିଭଳି କାର୍ଯ୍ୟ ହେବ ତାହା ରୂପ ରେଖ ଚୁଡାନ୍ତ ହେବ। ଏହି ବୈଠକ ରେ କମିଟି ର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଅଧ୍ୟକ୍ଷତା ଆରମ୍ଭ ହେଇଥିବା ବେଳେ ଏହି ବୈଠକ ରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ କମିଟି ର ସବୁ ସଦସ୍ୟ ଉପସ୍ଥିତ ରହିଛନ୍ତି।ତେବେ ଏହି କମିଟି ର ସଦସ୍ୟ ଥିବା ଶ୍ରି ମନ୍ଦିର ର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି ପୁର୍ବରୁ କହିଥିଲେ ବୈଠକ ରେ ସବୁ କିଛି ଚୁଡାନ୍ତ ହେବ।
#odishanews #ZeeOdishaNews #RatnaBhandar
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер

    Келесі