LIVE | ବର୍ଷିଲେ ମୁଖ୍ୟମନ୍ତ୍ରୀ | CM Mohan Majhi Speech In Bhubaneswar | BJD VS BJP | Odisha Politics

LIVE | ବର୍ଷିଲେ ମୁଖ୍ୟମନ୍ତ୍ରୀ | CM Mohan Majhi Speech In Bhubaneswar | BJD VS BJP | Odisha Politics
#jualoram #mohanmajhispeech #cmmohanmajhi #mohancharanmajhi #majhigovt #pmmodi #dharmendrapradhan #rajyasabhaelection2024 #2024election #bjp #amarpatnaik #prasantnanda #cmmohanmajhi #mohancharanmajhi #railwayminister #odianews #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/desc-youtube
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y46bt2fm

Пікірлер: 58

  • @Khatarnaaksound1405
    @Khatarnaaksound14057 күн бұрын

    କୋରାପୁଟ ରେ ୮ଟି ମଦ ଦୋକାନ ଖୋଲୁ ଥିବା ରୁ ଆମେ ମାନେ ଖୁସି

  • @user-us4pc1en5p
    @user-us4pc1en5p6 күн бұрын

    ॐ सनातन संस्कृति और सभ्यता की युगों युगों तक जय जय हो ।। ।। जय माँ भारती ।। 🙏🏼 🚩 🙏🏼

  • @ramachandrapanipani7424
    @ramachandrapanipani74245 күн бұрын

    ମନ୍ତ୍ରୀ ଅବା ରାଜା ହେବାର ଅହଙ୍କାର ନ ରହୁ ଦେଶ ସେବା ଆଉ ପ୍ରଭୁଙ୍କ ସେବା ସ୍ୱ - ଲକ୍ଷ୍ୟ ରହୁ ।

  • @harekrushnapagal1405
    @harekrushnapagal14053 күн бұрын

    ❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ❤

  • @narayandalai8414
    @narayandalai84147 күн бұрын

    purbatan mukhya mantri nka bhasana ame kebe odiare suni nahin dhanyabad cm sir

  • @ramachandrapanipani7424
    @ramachandrapanipani74245 күн бұрын

    ଦାରୁବ୍ରହ୍ମ ଆମ ଠାକୁର ଜଗନ୍ନାଥ ବିଶ୍ୱର ତାଙ୍କ ରଥ ଯାତ୍ରା ପ୍ରସିଦ୍ଧ ନାହି କାହିଁ ଅନ୍ୟତ୍ର ।

  • @ramachandrapanipani7424
    @ramachandrapanipani74245 күн бұрын

    ଭାରତ ଜନତା ସେବାରେ ଦଳ ସୁବ୍ରତୀ ରହୁ ପ୍ରତି କର୍ମୀଏହି ଦଳର ଦେଶ ସେବକ ହେଉ ।

  • @ramachandrapanipani7424
    @ramachandrapanipani74245 күн бұрын

    ସାଢ଼େ ଚାରି କୋଟି ଓଡ଼ିଆ ଏବେ ବଡ଼ ଆତୁର ଦୁଃଖ ଦାରିଦ୍ର୍ୟରୁ ପ୍ରଭୁ ସେ କରିବେହିଁ ଉଦ୍ଧାର ।

  • @ramachandrapanipani7424
    @ramachandrapanipani74245 күн бұрын

    ଜୟ କେଉଁଝର ତାରିଣୀ ! ମାତା ଶ୍ରୀ ଦୁର୍ଗା ଦେବୀ ! ପ୍ରଭୁ ଜଗନ୍ନାଥ ,! ଦିଅନ୍ତୁ ଶକ୍ତି, ପାଦ ସେବିବି । -- ଶ୍ରୀଚରଣ ସେବକ ଶ୍ରୀ ମୋହନ ଚରଣ ମାଝୀ (ତାଙ୍କ ଭାଷଣ ଶୁଣୁ ଶୁଣୁ Comment Boxରେ ସିଧା ଟାଇପିଙ୍ଗ୍ (ଟଙ୍କଣ) କୃତ । ରାମଚନ୍ଦ୍ର ପାଣି ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ, ଭାରତବର୍ଷ । ଜୁଲାଇ ୩, ୨୦୨୪, ବୁଧବାର ।

  • @narayandalai8414
    @narayandalai84147 күн бұрын

    nyaya sanhita Bharat re aji tharu lagu hebaru bahut bahut dhanyabad P M sir

  • @ramachandrapanipani7424
    @ramachandrapanipani74245 күн бұрын

    Swaagata Abhinandana Mukhyamantree Sriyukta Mohan Charan Majhi and other Ministers of Odisha! ସ୍ୱାଗତ ଅଭିନନ୍ଦନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତଥା ଓଡ଼ିଶାର ଅନ୍ୟାନ୍ୟ ମାନ୍ତ୍ରୀଗଣ !

  • @ramachandrapanipani7424
    @ramachandrapanipani74245 күн бұрын

    Be Truthful and build a New developed and Rich Odisha. ଗଢ଼ନ୍ତୁ ଓଡ଼ିଶା ପ୍ରଦେଶ ପୂର୍ଣ୍ଣ ବିକାଶ କରି, ସତ୍ୟନିଷ୍ଠ ହୋଇ, ନିଃସ୍ୱାର୍ଥ ଭାବେ ମା - ସେବା କରି ।

  • @sikanartstudio
    @sikanartstudio7 күн бұрын

    Bhashana bhala dauchhati ... Kintu kama bi tike kariki dekhantu .... Janasdharana khusi hebe .... Nahale apanku madhya by mistake chief minister kahibe.

  • @ramachandrapanipani7424
    @ramachandrapanipani74245 күн бұрын

    ଉତ୍କଳଜନନୀ ଲୋଡ଼ନ୍ତି ପୁଟ୍ର - ପୁତ୍ରୀ ତାଙ୍କରି ତାଙ୍କର କୀରତି ରଖନ୍ତୁ ବିଶ୍ଵ ବିଜୟୀ କରି ।

  • @ramachandrapanipani7424
    @ramachandrapanipani74245 күн бұрын

    ବିନ୍ଦୁରେ ତ ସିନ୍ଧୁ ରହିଛି, ସିନ୍ଧୁ ବିନ୍ଦୁରେ ଭରି ମନୁଷ୍ୟ ମଧ୍ୟରେ ଦେବତା ବ୍ରହ୍ମଭୂତ ସେପରି ।

  • @ramachandrapanipani7424
    @ramachandrapanipani74245 күн бұрын

    ଗରିବ କଲ୍ୟାଣ ଯୋଜନା ବଳେ ଘୁଞ୍ଚାନ୍ତୁ ଦୁଃଖ ଦୁଃଖୀଲୋକ କେହି ନ ରହୁ ସର୍ବେ ଲଭନ୍ତୁ ସୁଖ ।

  • @sashikantanayak4639
    @sashikantanayak46393 күн бұрын

    ୨୪ ବର୍ଷା ପରେ ଓଡ଼ିଆ ଭାଷାରେ କେହି ଜଣେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣି ମୁଁ ଗର୍ବିତ ବିଜେପି ଦଳପାଇଁ ନୁହେଁ ଓଡ଼ିଆ ଭାବରେ ମୁଁ ବହୁତ ଖୁସି । ଆଜି ମୋ ପାଖରେ ଭାଷା ନାହିଁ ।

  • @jitendramahapatra7833
    @jitendramahapatra78334 күн бұрын

    CM sir Pranamo

  • @ajayapatra5964
    @ajayapatra59644 күн бұрын

    Beutiful

  • @ramachandrapanipani7424
    @ramachandrapanipani74245 күн бұрын

    ଓଡ଼ିଶା ମାତାଙ୍କ ସଂସ୍କୃତି, ଭାଷା ବଡ଼ ସୁନ୍ଦର ବିଶ୍ୱରେ ପ୍ରଖ୍ୟାତ କରନ୍ତୁ ଆମ ଏ ସରକାର ।

  • @santoshbarik7533
    @santoshbarik7533Күн бұрын

    Om nua trisakati sarakar cm.mohansarakarko congratulation.salute.Rashtra pita pm.modiji or Hm. Chacha sahaji ka sapan sakara hua hae,bjp sarakar nua odish huahae jai jaganath, gariba dura hoga bharastachar dura hoga.jai utakala janani swagatama.

  • @ramachandrapanipani7424
    @ramachandrapanipani74245 күн бұрын

    ଜୟ ଉତ୍କଳଜନନୀ ! ଜୟ ଭାରତ ମାତା !

  • @user-rz4sf7pt1i
    @user-rz4sf7pt1iКүн бұрын

    Mukymantiodisa ku dnybad Sir amaro guarisuiba boli amor Biswadroici ke odisarerambagbanjanmhale tnkyou

  • @ramachandrapanipani7424
    @ramachandrapanipani74245 күн бұрын

    ଜୟ ଜଗନ୍ନାଥ !

  • @ramachandrapanipani7424
    @ramachandrapanipani74245 күн бұрын

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସ୍ୱାଗତ ଅଭିନନ୍ଦନ ନୂଆ ଓଡ଼ିଶା ଗଢ଼ିବାର ପ୍ରତିଶ୍ରୁତି ଦେଉଥିବା ପାଇଁ ।

  • @basantibalapanigrahi5289
    @basantibalapanigrahi5289Күн бұрын

    Administration thik kale sabu problem solve hoijiba.

  • @rkpspecial1770
    @rkpspecial177020 сағат бұрын

    ପଶ୍ଚିମ ଓଡିଶା କୁ କେହି ଦେଖୁ ନାହାନ୍ତି ସାର କିନ୍ତୁ ପଶ୍ଚିମ ଓଡିଶା ରୁ ସବୁ ସମ୍ପଦ ଓଡିଶା ଲୋକ ଲୁଟି ନେଓ ଛନ୍ତି ଏବେବି ପଶ୍ଚିମ ଓଡିଶା ପଛରେ ଅଛି ସୁନ୍ଦର ଗଡ ଝାରସୁଗୁଡା ସମ୍ବଲପୁର ବରଗଡ ଅନୁଗୁଳ ସାର.. ଢିୟାନ ଦିଅନ୍ତୁ

  • @ramachandrapanipani7424
    @ramachandrapanipani74245 күн бұрын

    ଓଡ଼ିଆ ଯୁବକ ଦାଦନ ଆଉ କେବେ ନ ଖଟୁ ନିଜ ରାଜ୍ୟେ ରହି ନିଜର ସିଏ କୁଟୁମ୍ବ ପୋଷୁ ।

  • @manmathmohannayak2855
    @manmathmohannayak28552 күн бұрын

    Thank you CM sir❤

  • @KhirodBarik-su7ld
    @KhirodBarik-su7ld7 күн бұрын

    AAma ku chakiri milila nahin mohan majhi sir aapanna bekari bhata deiparibeki

  • @user-tq2lr9hq3s
    @user-tq2lr9hq3s7 күн бұрын

    Jeahin..niw.odissa..shibaraut. Goudad.samaj..panigrahira..pila.. Blakmel.kori.4. Takeshkori. Nobinpotnayak. ..nare..rajoniti..kori. Lokaku..thoki. Rajnitinare..jatiniti. Barbad..kori..guruguniya.. Kori..marichhanti..nem.. shibarati. Odissa. Kolahandi..jomilutmar..koruchhamti...arae..ku...dhoriki... Niriho..lakoku.nija. Lokaku...gunikari..bandu..chhanti .. Kolori

  • @PrashantDas-pn3kf
    @PrashantDas-pn3kf3 күн бұрын

    Buasan bhuta sunicho kam kariki dhakho Jay jagannath🙏

  • @harekrushnapagal1405
    @harekrushnapagal14053 күн бұрын

    ❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ କାଳିଆ ସାଆନ୍ତେ ଜୟ ❤

  • @kaliakumarnayak6127
    @kaliakumarnayak61277 күн бұрын

    କୁମୁଣ୍ଡି ଜିପି କାଳିଆ କୁମାର ନାୟକ ଜୟ ଶ୍ରୀ ରାମ

  • @ramachandrapanipani7424
    @ramachandrapanipani74245 күн бұрын

    ଓଡ଼ିଶାର ନେତା ବୋଲାନ୍ତି ପ୍ରଭୁ ଶ୍ରୀଜଗନ୍ନାଥ ନାୟକ ସେ ଆମ ନାବର ଏହା ଜ୍ଞାତ ନିଶ୍ଚିତ ।

  • @user-bi7oj4cv7e
    @user-bi7oj4cv7e3 күн бұрын

    ❤mohonzeewhereistheadibasiasmita 8:20

  • @ramachandrapanipani7424
    @ramachandrapanipani74245 күн бұрын

    ମୁଖ୍ୟମନ୍ତ୍ରୀଙ୍କର ଦରଜା ସଦା ଉନ୍ମୁକ୍ତ ରହୁ ପ୍ରଜା ହିତେ ସଡା ସର୍ବଦା ମନ୍ତ୍ରୀମଣ୍ଡଳ ରହୁ ।

  • @prabirameher813
    @prabirameher8137 күн бұрын

    chitfund katha kahuthila Sahara tanka kahiki deuna

  • @gopinathsa1383
    @gopinathsa13832 күн бұрын

    Jia besi kuhe kare nahi kichhi aau kahe kam kare besi

  • @CB_the_Killer
    @CB_the_Killer7 күн бұрын

    Bikri bata band karatu public sector asset Tuma bapa ra property nuhe

  • @user-hi2fd2cw6m
    @user-hi2fd2cw6m6 күн бұрын

    Not suitable CM in odisha bjd jindabad Naveen babu best

  • @ramachandrapanipani7424
    @ramachandrapanipani74245 күн бұрын

    ରାଇକଳା ସରପଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଛନ୍ତି ଏହି ମୋହନ ମାଝୀ ଆମ ଆନନ୍ଦ ।

  • @subhransu9817
    @subhransu98173 күн бұрын

    Odisha re silpa karantu puruna factory kama Kari diantu bekari dura karantu otm kapada mill, tritol suta mil, Rahama kapada mill tritol suta mil emiti jete sabu factory achhi sabu kama Kari diantu bekari dura karantu

  • @user-bv7en9wc4s
    @user-bv7en9wc4s7 күн бұрын

    ସଂଗଠନ ଦରପାଇଁ ନୁହ କାମକରିକୀଦେଖାଅ ମୋଦୀକ କଥା neet ଘୋଟାଲାର ମାଷ୍ଟର ମୋଦୀ ଅସୀମିତା କଥାକହିବା ଆଗରୁ ଭାବ ମୋଦୀ କୁକୁର ହେବା ଭଲ

  • @PrashantDas-pn3kf
    @PrashantDas-pn3kf3 күн бұрын

    Odisha mada bandkar

  • @ramachandrapanipani7424
    @ramachandrapanipani74245 күн бұрын

    ପ୍ରତିଶ୍ରୁତି ଦେଲେ, ପାଳିବେ ଆଶା ରହିଛି ଆମ ଧନ୍ୟବାଦ ଆମ ଘେନନ୍ତୁ, ପ୍ରଭୁ - ପଦେ ପ୍ରଣାମ ।

  • @ramachandrapanipani7424
    @ramachandrapanipani74245 күн бұрын

    ରଥ ଯାତ୍ରା ବେଳେ ସେଠାରେ ଚୋରି କେବେ ନ ହେଉ ଅସାମାଜିକ ଲୋକଙ୍କ ତହିଁ ସ୍ଥାନ ନ ରହୁ ।

  • @ramachandrapanipani7424
    @ramachandrapanipani74245 күн бұрын

    ରତ୍ନ ଭଣ୍ଡାରରେ ରହିଛି ସୁନା, ରୂପା, ରତନ ସୁରକ୍ଷିତ ରହୁ ସମସ୍ତ ଏହା କର୍ତ୍ତବ୍ୟ ଆମ ।

  • @PrashantDas-pn3kf
    @PrashantDas-pn3kf3 күн бұрын

    A mar gotia ral Punjab ro odisha chalukar sir

  • @ramachandrapanipani7424
    @ramachandrapanipani74245 күн бұрын

    ଓଡ଼ିଶାର ବରପୁତ୍ରଙ୍କ ରହୁ ଚିର ସମ୍ମାନ ତୀର୍ଥ ରୁପେ ତାଙ୍କ ଜନମ - ସ୍ଥାନ ହେଉ ଗଣନ ।

  • @ramachandrapanipani7424
    @ramachandrapanipani74245 күн бұрын

    ବିନ୍ଦୁ ସିଏ ସିନ୍ଧୁ ହୋଇଲେ କ୍ଷୁଦ୍ର ହେଲେ ବିଶାଳ, ବ୍ରହ୍ମଙ୍କ ଲକ୍ଷଣ ଏପରି ଯିଏ ଆମ ଠାକୁର ।

  • @NabikushMahakul-es2lk
    @NabikushMahakul-es2lk21 сағат бұрын

    Sotyo.kebe.luchirohena..somostodibyodorsi.chokhure.abirvabohoithae .

  • @SurjitdashA
    @SurjitdashA5 күн бұрын

    Hindu convert ho rahen hai Christian odisha me usko rokiye sir🙏🙏

  • @SantilataPradhan-vu6og
    @SantilataPradhan-vu6og3 күн бұрын

    ତୁ ବେଶି ଗପୁଚୁ

  • @prabirameher813
    @prabirameher8137 күн бұрын

    Dhana 3100 hele chaula kete heba chinta kara sale

  • @user-us4pc1en5p

    @user-us4pc1en5p

    6 күн бұрын

    सबर करो , अपने आप को किउँ गाली देरेहो ।।

Келесі