Listen ! Here's What Naveen Patnaik's Nephew Arun Patnaik Has To Say On His Enter Into Politics

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Visit: kanaknews.com/
KZread: / kanaktvonline
Twitter: / kanak_news
Facebook: / kanaknews
Playlists-
Big Debate- • Big Debate: Grounded A...
One to One- / watch
v=OvDWzu1jCco&list=PLAfchLMlcCeUPb0xj4SZtmDbVvP0iF-14
Loka Nakali Katha Asali: • Loka Nakali Katha Asal...
Manoranjan Mishra Live: • Manoranjan Mishra Live...

Пікірлер: 762

  • @ratikanta_1438
    @ratikanta_1438Ай бұрын

    ହେ ପ୍ରଭୁ ୟେ ବି ଓଡ଼ିଆ ଜାଣିନାହାନ୍ତି, ଜୟ ଜଗନ୍ନାଥ 🙏

  • @jhulidigal7791

    @jhulidigal7791

    Ай бұрын

    😂😂😂😂 Tama coment dekhiki hasa control hruni😂

  • @hnmusic3636
    @hnmusic3636Ай бұрын

    Only Naveen Sarkar odishare amaku shree Naveen Patnaik darkar achhanti❤❤

  • @moinuddinkhan5281

    @moinuddinkhan5281

    Ай бұрын

    Amara kichi darkar nahi bas Naveen pattanayak sir darkar👍💯👍💯

  • @mobinkhan8852

    @mobinkhan8852

    Ай бұрын

    100

  • @lalatendupradhan5528

    @lalatendupradhan5528

    Ай бұрын

    Bala miliba

  • @user-bh8xl6tk1j
    @user-bh8xl6tk1jАй бұрын

    How polite Arun Pattnaik is ❤❤ whole family is royal humbe educated ❤❤

  • @moinuddinkhan5281

    @moinuddinkhan5281

    Ай бұрын

    Right👍💯

  • @aanandrao2408
    @aanandrao24083 жыл бұрын

    ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ ଉତ୍କଳ ନେତା ନିଜେ ନାରାୟଣ

  • @jagabandhupattanayak5782
    @jagabandhupattanayak57823 жыл бұрын

    ଓଡିଶା ଏକମାତ୍ର ରାଜ୍ୟ ଯଉଠି ନିଜ ରାଜ୍ୟ ର ଭାଷା ଅବହେଳିତ

  • @azadmohammed1911

    @azadmohammed1911

    Ай бұрын

    ଓଡ଼ିଆ ଭାଷା ଜାଣି ନ ? ଓଡ଼ିଆ ଜାତି ର ଛୁଆ ତମେ !

  • @Finestkitchen

    @Finestkitchen

    Ай бұрын

    😢

  • @KalpanaMangaraj

    @KalpanaMangaraj

    Ай бұрын

    Kemiti haba sabu bapa mane ta tanka pilanku English mideum patha padheile odia vasa ra kemiti pragati haba😊

  • @rabindrarouta2465
    @rabindrarouta2465 Жыл бұрын

    ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦେଜନମି ନାହିଁ""" ତାଙ୍କୁଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ,.......... ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏

  • @GobindaChandraSatapathy-se5yr

    @GobindaChandraSatapathy-se5yr

    Ай бұрын

    ଦୁର୍ଭାଗ୍ୟ ଏ ଓଡ଼ିଆ ଙ୍କର, ଯେଉଁ ବିଜୁ ଙ୍କୁ ନେଇ ଓଡିଶା ରେ ତାଙ୍କୁ ସଂମାନ ରେ ତୁମ୍ବିତୋଫାନ ସେହି ବିଜୁ ଙ୍କ ଦାୟାଦ ମାନଂକର ଓଡ଼ିଆ ପ୍ରତି କେତେ ଯେ ଆଗ୍ରହ ଜଣାପଡୁଛି, ସେ ଇଣ୍ଡୋନେସିଆ ରେ କଣ ହେଲା ନାହିଁ ଆମ ଓଡ଼ିଆ ଙ୍କ କି ଉପକାର ସାଧିତ ହେଲା ଏ ଓଡ଼ିଆ ଜାଣିବା ଦରକାର, କିନ୍ତୁ ବିଜୁ ଙ୍କୁ ଛାଡି ଅନ୍ୟ ଯେଉଁ ମହାପୁରୁଷ ଏ ଓଡିଶା ତଥା ଓଡ଼ିଆ ଭାଷା କୁ ଗୌରବନୀତ କରି ଥିଲେ ସେମାନଙ୍କର ଦାୟାଦ ନିଶଛୀନ୍ତ ଭଲଭାବେ ଓଡ଼ିଆ କୁ ଜାଣି ଥିବେ, ତେଣୁ ଏବେ ଓଡିଶା ଦେଖୁ କେବଳ ନବୀନ ନୁହଁ ବିଜୁ ଙ୍କ ସମ୍ପୂର୍ଣ ବଂଶଜ ଙ୍କ ଓଡ଼ିଆ ପ୍ରୀତି, ସେଥିପାଇଁ ପ୍ରାୟ ବିଜୁ ଶେଷ ସମୟ ଏମାନଙ୍କ ପାଖରେ ନଥିଲେ, ତେଣୁ ବିଜୁ ଓଡ଼ିଆ ଙ୍କର, ତାଙ୍କ ପରିବାର ନୁହଁ, ଜଗନ୍ନାଥ ତାଙ୍କ ଆତ୍ମା କୁ ସଦଗତି ଦିଅନ୍ତୁ, ବିଜୁ ଅମର ରହେ,

  • @ratnakarkar7354
    @ratnakarkar73543 жыл бұрын

    ଜେଜେ ତେଲେଙ୍ଗା, ଆଈ ବଂଗାଲୁଣି, ମା ପଞ୍ଜାବୀ, ସ୍ତ୍ରୀ ଫ୍ରେଞ୍ଚ୍, ଏମାନେ କିପରି ଓଡ଼ିଆ ହେଲେ ବୁଝି ହେଉନାହିଁ

  • @riky6403

    @riky6403

    Ай бұрын

    😂😂😂

  • @biranchinarayanmahalik897
    @biranchinarayanmahalik8972 жыл бұрын

    ଆଉ ଗୋଟେ Cartoon😄🤣 ଇଏ ବି ଓଡ଼ିଆ ନୁହେଁ,,,

  • @NareshKanhar-fj9mr
    @NareshKanhar-fj9mrАй бұрын

    କନକ ନ୍ୟୂଜ ଭାଇମାନେ ଅରୂଣପଟନାକ ଙ୍କୁ ଓଡିଆ ପ୍ରଶ୍ନ ପଚାର ଓଡ଼ିଆ ରେ କଥା ହୁଅନ୍ତୁ଼ ଓଡ଼ିଆ ଭାଷା କହିନ ପାରିଲେ ତଡ଼ି ଦିଅନ୍ତୁ

  • @alfasonali4698

    @alfasonali4698

    Ай бұрын

    Hn hn tanka family function re tanku tadiba tme ki ajab loka emane

  • @odiasong539
    @odiasong539Ай бұрын

    ଓଡ଼ିଆ ଶିଖ ତାପରେ ମୁଖ୍ୟ ମନ୍ତ୍ରୀ ହବ ବାଳ କୁଆଡୁ କୁଆଡୁ ଆଉଛ ସବୁ

  • @JOGESWAR128
    @JOGESWAR1284 жыл бұрын

    ଗର୍ବ କଥା ....ମାତ୍ର ଅରୁଣ ପଟ୍ଟନାୟକ ଙ୍କୁ ନେଇ କନକ ଟିଭି ର ଭବିଷ୍ୟତ ରାଜନୀତି କୁ ନେଇ ପସନ୍ଦ ହେଉନି...

  • @user-yj6te6wp2r
    @user-yj6te6wp2rАй бұрын

    This guy speaks exactly like Naveen style. Short and sweet.

  • @madankisan9527
    @madankisan95273 жыл бұрын

    ପ୍ରବାଦ ପୁରୁଷ ଓଡ଼ିଆ ମାନେ କହୁନାହାନ୍ତି କେବଳ ବିଜେଡ଼ି ବାଲେ କହିଛନ୍ତି ନବୀନ ଭୟରେ

  • @bikashswain6959
    @bikashswain69594 жыл бұрын

    ଓଡିଆ ମାନେ ଦେଖ ଜୋଉ ପରିବାର କୁ ଓଡିଆ କହିବା ଆସୁନି ସେମାନକୁ କନକ ଲତା କିପରି ଭାବରେ ମହାନ କରୁଚି

  • @bhagirathijena6551

    @bhagirathijena6551

    4 жыл бұрын

    Right sir

  • @bigdady1281

    @bigdady1281

    2 жыл бұрын

    Odisha re uneducated voter adhika tenu genda dala bar bar jiti jauchi

  • @manasranjansahoo3050
    @manasranjansahoo30503 жыл бұрын

    ଆରେ ନିଜ ଭାଷା କହିବାକୁ ଡର ଲାଗୁଛି ରାଜନୀତି କ'ଣ କରିବ 😭😭😭😭😭

  • @malaymohapatra1706
    @malaymohapatra17064 жыл бұрын

    1:49 - ଆଲଗାପ୍ରକାର୍ ବେଜିତ୍

  • @experimentodia

    @experimentodia

    3 жыл бұрын

    🤣🤣

  • @sanjibrout424
    @sanjibrout4244 жыл бұрын

    Thanks The Great man Storng Biju Babu Amar Rahya

  • @ranjankumarmallick1157
    @ranjankumarmallick11574 жыл бұрын

    କନକ ନ୍ୟୁଜ୍ ଦେଖିବା ଓଡ଼ିଆ ରେ ପ୍ରଶ୍ନ କଲାନି

  • @mobitech4203
    @mobitech42034 жыл бұрын

    Report--what is your hobbies? 😜😜😜😜

  • @deepaksahoo2239
    @deepaksahoo22393 жыл бұрын

    One thing I have to add our Oriya reporter must develop the communication skill in English and in Hindi.

  • @sumittete801

    @sumittete801

    3 жыл бұрын

    He is not even good at communication in odia...forget about other languages 😂

  • @shubhamkumarhealthandyoga3938

    @shubhamkumarhealthandyoga3938

    2 жыл бұрын

    also one thing I want to inform you... that is not Oriya that is Odia

  • @rameshchjena6348
    @rameshchjena63484 жыл бұрын

    ଓଡ଼ିଶା ରେ ଇଂରେଜ୍ ଶାସନ୍ ଚାଲୁଛି କେହି ବି ପାଟି ଖୋଲୁ ନାହାନ୍ତି dinga mara

  • @Senapati_Ankit

    @Senapati_Ankit

    4 жыл бұрын

    Bhai kebala Odisha nuhne pura Bharat Varsha aji Bi mentally gulam acchi uropean countries mansnkra

  • @adityapb9629

    @adityapb9629

    4 жыл бұрын

    Maghia Randi pua nabina patanyk ama upare atyachara karichu au vote paibani to putura vote paibani ethara Congress sarakar jitiba Bjd hariba Congress jitiba

  • @ansumanayushansumanayushma5176

    @ansumanayushansumanayushma5176

    4 жыл бұрын

    Right

  • @abhisekjagadev2832

    @abhisekjagadev2832

    4 жыл бұрын

    Right

  • @abhinandannayak6703

    @abhinandannayak6703

    3 жыл бұрын

    You illiterate morons would never understand the continuous efforts of government for development

  • @basantasahoo425
    @basantasahoo4253 жыл бұрын

    ଏମାନଙ୍କୁ କାହାକୁ ବି ଆମ ମାତୃଭାଷା ଆସୁନି

  • @sarojrout7956
    @sarojrout79564 жыл бұрын

    ଏମାନେ କେବେ କଳିଙ୍ଗ ଷଣ୍ଡ ବିଜୁ ବାବୁ ଙ୍କ ପୁଅ କି ନାତି ହୋଇ ନଥିବ? ବନ୍ଦେ ଉତ୍ତକଳ ଜନନୀ @$

  • @huiraj

    @huiraj

    4 жыл бұрын

    Ha ha ...

  • @bapujinayak6539

    @bapujinayak6539

    4 жыл бұрын

    Right bhai

  • @pragatiamant7076

    @pragatiamant7076

    4 жыл бұрын

    Dude....r u understand English?...

  • @laxmannaik3239

    @laxmannaik3239

    4 жыл бұрын

    ଇଏ ମାଗ୍ୟା ଗୁଡାକ ଓଡ଼ିଆ ମାନଙ୍କୁ ଲୋଟୁଛନ୍ତି ଓ ବାହାର ଦେଶ କୁ ଯାଇ ୟେସ କରୁଛନ୍ତି

  • @lki890

    @lki890

    4 жыл бұрын

    😂😂

  • @pinturock4993
    @pinturock49934 жыл бұрын

    କେହି ଶଳା ଓଡିଆ କହି ପାରୁନି ଏ ମାନେ କଣ ରାଜନୀତି କରିବେ

  • @career8939

    @career8939

    4 жыл бұрын

    ଭାଇ ମୁ ଏଇ vedio କୁ ଖାସ ଏଇଥି ପାଇଁ ଦେଖୋଲି , କି ନବୀନ ର ପୁତୁରା ଓଡ଼ିଆ କହିପାରୁଛି ନ ନାହିଁ । ଧିକ ବେ ମଣିଷ ପଣିଆ କୁ ।

  • @rudranarayanbarik9745

    @rudranarayanbarik9745

    4 жыл бұрын

    Right

  • @nnb7902

    @nnb7902

    4 жыл бұрын

    Odia re mobile ku kan kuhanti bhai mane

  • @career8939

    @career8939

    4 жыл бұрын

    @@nnb7902 ଦୁରଭାସି ଯନ୍ତ୍ର

  • @abhinandan2664

    @abhinandan2664

    4 жыл бұрын

    @@career8939 seita ta telephone.

  • @akhayakumarswain8391
    @akhayakumarswain83913 жыл бұрын

    I am very sad about arun patnayak's speech because odisha culture is odia language but he can't know odia .....jay hind

  • @kcpradhan8285

    @kcpradhan8285

    2 жыл бұрын

    ok I'll look l ll l

  • @shubhamkumarhealthandyoga3938

    @shubhamkumarhealthandyoga3938

    2 жыл бұрын

    even Navin Patanaik can't speak odia

  • @sarbeswarmohanto2207

    @sarbeswarmohanto2207

    2 жыл бұрын

    @@kcpradhan8285 to

  • @Mr.Munna_

    @Mr.Munna_

    Жыл бұрын

    Bhai naa tame odia janichha naa bhala English 😂😂😂😂 Tame odia re lekhithile bhala hoithanta😂😂

  • @Mr.Munna_

    @Mr.Munna_

    Жыл бұрын

    Bhai "He can't know Odia" hebani.. "He doesn't know Odia" heba Or He can't speak Odia heba 😂😂😂

  • @silentripu2875
    @silentripu28754 жыл бұрын

    ଅରୁପ ପଟଟନାୟକ ଶଳା ଜାଣିନି ଓଡିଆ ମାଘିଆ କନକ ଟିଭି ବେହିଆ ଙ୍କ ଭଳି କିଛି ସମୟ ପାଇଁ English ରେ ପଚାରୁ ଥିଲା ମାଘିଅା

  • @nareshmahanta8303

    @nareshmahanta8303

    3 жыл бұрын

    ମା ଗିହା ମରୁନୁ ତୁ

  • @nnb7902
    @nnb79024 жыл бұрын

    Nonsense kanak news reporter,,,,A little knowledge of reporting, way of speaking degraded the value of news.

  • @pabitrafun1344
    @pabitrafun13444 жыл бұрын

    ଓଡ଼ିଆ କହିଲେ ମାଗୀହା କୁ ଭୋଟ ଦେବି ନହେଲେ ନାଇ 😂😂

  • @ritusahoo3176

    @ritusahoo3176

    4 жыл бұрын

    Tu gandi marei ha magiha

  • @gyanendrasamal68

    @gyanendrasamal68

    4 жыл бұрын

    thik katha bhai

  • @ranjankumarnaik3997

    @ranjankumarnaik3997

    4 жыл бұрын

    Right

  • @bikramdas2109

    @bikramdas2109

    3 жыл бұрын

    😂😂😀😀..right bro

  • @bichitraswain8841

    @bichitraswain8841

    3 жыл бұрын

    No Problem.

  • @nirmalsenapati2406
    @nirmalsenapati24064 жыл бұрын

    Sala sabu gote gote engrej

  • @bijayanandaprusty6222
    @bijayanandaprusty62224 жыл бұрын

    ନବୀନ ବାବୁ ଙ୍କ ପରେ ଆମ ଓଡିଶା ର ଜଦି କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହେଲେ ଭୋଟ ଦେବେ କିନ୍ତୁ ଏ ମାନଙ୍କୁ ନୁହଁ

  • @bigdady1281

    @bigdady1281

    2 жыл бұрын

    No only vote for pattnayak dynasty

  • @bibhunayak9709
    @bibhunayak97094 жыл бұрын

    ଆଉ ଗୋଟେ ଇଂଗ୍ରେଜ ଓଡିଶାର ମୁଖ୍ୟମନ୍ତ୍ରୀ ହେବ ? ନା ଆଉ ସହି ହେବନି ।

  • @santoshbiswal3057

    @santoshbiswal3057

    Ай бұрын

    Modi bodhe odiaa tamaku kehi g......

  • @spandanmishra456
    @spandanmishra4564 жыл бұрын

    ଆଜି ଯଦି ବିଜୁ ବାବୁ ଥାନ୍ତେ, ତେବେ ତାଙ୍କ ଆତ୍ମା ନିଶ୍ଚୟ କାନ୍ଦି ଥାନ୍ତା । ତାଙ୍କ ରି ନାମରେ ଦଳ ଗଢ଼ି ତାଙ୍କ ପୁଅ 4 ଥର ଓଡ଼ିଶା କୁ ଲୁଟିଲେ । କୁଆଡ଼େ ଗଲା ସେ ସୁନାର ଓଡ଼ିଶା 🤔 ? ଶିକ୍ଷା , ସ୍ୱାସ୍ଥ୍ୟ , ଗରିବୀ ରେ ଓଡ଼ିଶା ଆଜି ରେକର୍ଡ କଲା ।

  • @singingwitharts7564

    @singingwitharts7564

    3 жыл бұрын

    Right

  • @audiobookshindi4877

    @audiobookshindi4877

    2 ай бұрын

    Biju Bahu ra 5,6 ta wife 20,30 chua

  • @hemantakumarmohanty849
    @hemantakumarmohanty8494 жыл бұрын

    ଓଡ଼ିଆ ରେ ଭାଷଣ ଦେଲେ ଆମେ ଭୋଟ ଦେବୁ ବୋଲି କହୁଛୁ

  • @mrganulolodia1491
    @mrganulolodia14913 жыл бұрын

    ତାହେଲେ ଇଏ କି ଗଣତନ୍ତ୍ର ଶାସନ... ବିଜୁ ବାବୁ 🙏ଜଣେ ଯୋଗ୍ୟ ନେତା ଥିଲେ... ତାପରେ ତାଙ୍କ ପୁଅ... ପୁଣି ତାଙ୍କ ପୁତୁରା... ତାହେଲେ କଣ ଏବେ ବି ରାଜ ରାଜୁଆଡା ଶାସନ ଚାଲିଛି କି 🤔🤔🤔

  • @madankisan9527
    @madankisan95273 жыл бұрын

    ଓଡ଼ିଶାର ମହା ପୁରୁଷ ମାନେ ଗଲେ କୁଆଡେ ସେମାନଙ୍କ ନା ଏମାନେ ନେଉ ନାହାନ୍ତି ଖାଲି ବିଜୁ ନାମ ଜପ କରୁଛନ୍ତି ନବୀନ ଭୟରେ

  • @susantajena5866

    @susantajena5866

    2 жыл бұрын

    Sata katha kahila bhi 👍👍

  • @bharatbhusanmohanta7628

    @bharatbhusanmohanta7628

    Ай бұрын

    Bhari sotya ta tu😂😂😂😂😂

  • @ranjankumarmallick1157
    @ranjankumarmallick11574 жыл бұрын

    ସେମାନେ କନ୍ ଇଂରେଜ ଥିଲେ କି ଓଡ଼ିଆ ଭାଷା ଜାଣିନାହାନ୍ତି କନକ ନ୍ୟୁଜ ବି ବେହିଆ ଙ୍କ ଭଳି ଭାବୁଛି ଗୋଟେ ଜାତୀୟ ଗଣମାଧ୍ୟମ ନିଜକୁ ଯୋଉଥିପାଇଁ ଇଂରାଜୀ ରେ ପ୍ରଶ୍ନ ପଚାରୁଛି

  • @laxmidharswain4028

    @laxmidharswain4028

    4 жыл бұрын

    ଏମାନେ ସବୁ ବ୍ରିଟିଶ breed, ଆଙ୍କ ଘରେ ମୁସଲମାନ, ଖ୍ରୀଷ୍ଟିଆନ ସବୁ ଅଛନ୍ତି, ଜଗନ୍ନାଥ ମନ୍ଦିର ରେ ପୁରାଇବା ପୂର୍ବରୁ ୟାଙ୍କର ଧର୍ମ ଯାଞ୍ଚ କରିବା କଥା

  • @sushilkumards9134
    @sushilkumards91344 жыл бұрын

    Oh...Babu nku b odia Jana Nahi...kintu fursat milile cm hei jibe...😂😂😂

  • @lipubarik74

    @lipubarik74

    3 жыл бұрын

    U-

  • @muralimohan14306
    @muralimohan143064 жыл бұрын

    Vote ମିଳିବନି ଦୟାକରି ରାଜନୀତିକୁ ଆସନୀ। indonesia ରେ ଲଢ ସେଠାରେ vote ମିଳିବ।

  • @rajivroutray8126
    @rajivroutray81263 жыл бұрын

    It's an odia news channel Odia reporter 1st talks in Odia Then communicates with Arun Pattnaik in hindi Then Arun Sir replies in English And finally the report concludes in Odia Incredible Aame Swabhimani Odia

  • @dip2786

    @dip2786

    3 жыл бұрын

    Our reporters realy need to work on accent and speaking quality...

  • @tapankumar4342
    @tapankumar43424 жыл бұрын

    Why should we go on to elect someone based on their Family, clan, etc. I guess the leadership in Odisha doesn't comes to an end with Naveen Patnaik, Biju Patnaik. Although I have utmost respect for them But I guess whosoever it maybe we should elect someone who knows the state, its people, it working, etc. Not because he is someones Nephew.. And News Channels like u please stop glorifying these people and stop projecting them as the lone hope of all Odias.. We have much better stronger leaders in the state

  • @nescothikasangha7514
    @nescothikasangha75143 жыл бұрын

    ଆଉ ଯାହା ଅଛି ବିକି କି ଖାଇବା ପାଇଁ ନବୀନ ଙ୍କ ପୁତୁରା କହିଲେ

  • @hemantakumarmohanty849
    @hemantakumarmohanty8494 жыл бұрын

    ଓଡିଶାରେ ଓଡ଼ିଆ ଙ୍କ ଦୁଖ ଯିଏ ବୁଝିବେ ତାକୁ ଆମେ ଭୋଟ ଦେବୁ

  • @krushnadeepsonu3552

    @krushnadeepsonu3552

    2 жыл бұрын

    Aap

  • @comedymix4150
    @comedymix41502 жыл бұрын

    Next ଓଡିଶା କୁ ଗଢିବା ଏଭଳି ଲୋକ ଙ୍କୁ ଭୋଟ dabani

  • @pramodakishorkumbhar7918
    @pramodakishorkumbhar79184 жыл бұрын

    gote namuna ta odia bhasa sikhi parilani aau gote namuna aasigala😜

  • @koshandeep8910

    @koshandeep8910

    4 жыл бұрын

    Hahahahaha....🤦🤦

  • @pradeepkumardas7124

    @pradeepkumardas7124

    4 жыл бұрын

    Je odia kohipareni sie odisha chaleiparibani eha bodhe apanka Moto ..ta hele jie Hindi janeni sie to India re rohiparibani

  • @pramodakishorkumbhar7918

    @pramodakishorkumbhar7918

    4 жыл бұрын

    @@pradeepkumardas7124 si a ta kaunasi rajyara bhasa jani thibe . aau gote katha aamar odia kabi lekhi jaichhanti-matrubhumi matrubhasare nahi jara mamata se kahun janiba desa matrukara katha .

  • @mlmdiwana6344
    @mlmdiwana63444 жыл бұрын

    ଏ ମୂର୍ଖ ଓଡ଼ିଆ ଜାଣି ନାହିଁ ଏଟାକୁ ଓଡିଶା ରେ ଜାଗା ଦେବା ଉଚିତ୍ ନୁହେଁ।

  • @subhamconcretebreaker..6019

    @subhamconcretebreaker..6019

    4 жыл бұрын

    Right

  • @subhamconcretebreaker..6019

    @subhamconcretebreaker..6019

    4 жыл бұрын

    Right

  • @sureshsahu294

    @sureshsahu294

    4 жыл бұрын

    ଓଡିଶା କଣ ତାଂକର ନେତା ବାଛିବା ଆମେ

  • @MousumiDas-wk6hk

    @MousumiDas-wk6hk

    Ай бұрын

    Only Naveen patanayak sir 😢😢😢

  • @anusayamohanty1775
    @anusayamohanty17754 жыл бұрын

    Nice

  • @sudipkumarparida3029
    @sudipkumarparida30294 жыл бұрын

    ବିଜେଡ଼ି ଦଳକୁ କେହି ଚଳାଇବାକୁ ନାହାନ୍ତି.... ଏଣୁ ସବୁ ଓଡ଼ିଆ ଜାଣିନ ଥିବା ଲୋକଙ୍କୁ ନେଇ..... 😀😀😀

  • @managobindapatra4764
    @managobindapatra4764 Жыл бұрын

    ଇଣ୍ଡୋନେସିଆ ରେ ଚାକର,ଆସ ଓଡ଼ିଶା ରେ CM ହୁଅ ଯଦି ବିଜୁ ପଟ୍ଟନାୟକଙ୍କ ନାମ ରଖିବାର ଅଛି

  • @Kajal-jz4yb
    @Kajal-jz4yb3 жыл бұрын

    Odisha ku chalei ba loka ta odia kahi parunahanti ki bujhi parunahanti ta tanka putura kemiti kahibe odia 😂😂😂😂😂😂😂🤦🤦🤦🤦

  • @Itsariyan58

    @Itsariyan58

    3 жыл бұрын

    Absolutely right 🤣🤣🇮🇳kichhi kamo nahi

  • @bhismacharyachoudhury9043
    @bhismacharyachoudhury9043Ай бұрын

    Dhanyawad 💐💐

  • @manoramanayak3786
    @manoramanayak3786Ай бұрын

    ଯେଉଁ ମାନେ ଓଡ଼ିଆ ଜାଣି ନାହାନ୍ତି ।ଓଡ଼ିଶା ବିଷୟରେ କିଛି ଜାଣି ନାହାନ୍ତି ସର୍ବ ଉପରେ ଯେଉଁ ମାନେ ଓଡ଼ିଆ ଭାଷା ଶିଖି ନାହାନ୍ତି ସେମାନଙ୍କ ଉପରେ କହିଙ୍କୀ ଭରସା କରୁ ଛନ୍ତି ।ବିଜୁ ବାବୁ ଙ୍କ ଶେଷ ନିଃଶ୍ୱାସ ତ ସେମାନଙ୍କ ସହିତ ନଥିଲେ ।ତେଣୁ ବିଜୁ ବାବୁଙ୍କ ସହିତ ଏମାନଙ୍କ କିଛି ଆନ୍ତରିକ ତା ନଥିଲା ।

  • @anantamoharana2305
    @anantamoharana23054 жыл бұрын

    ସବୁଯାକ ଅଣ ଓଡିଆ

  • @kanhudas3308
    @kanhudas3308Ай бұрын

    Welcome welcome 👏👏👍👍👍👍👍👍👍👍👍👍👍🙋‍♂️🙋‍♂️🙋‍♂️🙋‍♂️🙋‍♂️

  • @HR_ROUT
    @HR_ROUT4 жыл бұрын

    Uttarahikari b English maridela ho narano😂😂😂😂

  • @lipunanayak8899
    @lipunanayak88994 жыл бұрын

    I like the way she reads..........I'm impressed by her.......

  • @kartiraj3635
    @kartiraj36352 жыл бұрын

    The great freedom fighter biju pattanik deserves padma vivusan awards

  • @banditasbiolife9093
    @banditasbiolife90932 жыл бұрын

    U don't ask him about his hobbies... As he is not your colleague 😂 after his avoidance u want to stick with him

  • @puzzles-4329
    @puzzles-43293 жыл бұрын

    Such humiliation lol 😂 should have asked the correct questions

  • @viralodisha1241
    @viralodisha12414 жыл бұрын

    Biju pattnaik greatest man in India

  • @sambhavmishra5204
    @sambhavmishra5204Ай бұрын

    Arun Pattanak is very smart..The reporter was trying to be smart 😂😂

  • @rkp6786
    @rkp6786 Жыл бұрын

    Arun has no idea political based knowledge &he is unfit for indian politics.

  • @umasankarvandrasi6937
    @umasankarvandrasi69374 жыл бұрын

    Naveen Patnaik odishaku develop koribara darkar, sobbu state ru Amara state sabbu ainre pochore achi, plz develop the odisha state, and increase the jobs for educated persons in every districts.

  • @sanjibakumardash7246
    @sanjibakumardash72463 жыл бұрын

    Arun patnayak seems to be a befitting future cm of Odisha, at least he won't be befooled by bureaucracy.

  • @CuriousSchool1

    @CuriousSchool1

    10 ай бұрын

    Darkar nahi

  • @Ambulrai

    @Ambulrai

    9 ай бұрын

    Jama Darkar nahi re baba

  • @suvendra9943
    @suvendra9943 Жыл бұрын

    If your child is staying abroad for a very long time doing study will you tell him to learn Odia or rather you'll tell him to focus on his study.therefore language is not an issue but communication has to be there. The reporter didn't understand his feeling. Hw wanted to say something but the reporter started interpretimg. Because of that he said thank you very much. I've seen all odia reporters are like they just want themselves to be there infront of the camera it's a shame.

  • @raghunathbarikbarik2527

    @raghunathbarikbarik2527

    5 ай бұрын

    Right. Yaar arun ne toh reporter ki izzat bacha li use thank you bolkar

  • @bibhutidehury9223
    @bibhutidehury92233 жыл бұрын

    👍👍

  • @samirbarik5203
    @samirbarik52034 жыл бұрын

    Puni au jane asila odia jani nathiba future cm Chhi chhi

  • @FukreyBoiz908
    @FukreyBoiz908Ай бұрын

    Naveen 's nephew looks like Namibia player David weisie 😂😂😂

  • @noobtriggered9466
    @noobtriggered94664 жыл бұрын

    Apan mane khusi ta ?

  • @rameshchify
    @rameshchifyАй бұрын

    These so-called journalists from Odia media houses are not only embarrassing themselves but also the state. Take, for example, the absurd question, "What is your hobby?" Is that even an appropriate question? Mr. Arun Pattnaik's sarcastic smile in response says it all. This incident highlights the stark contrast between a qualified professional and an underqualified one.

  • @natural9937
    @natural99373 жыл бұрын

    ଆମେ ବିଜୁ ବାବୁଙ୍କୁ ସନ୍ନମାନ କରୁ କାରଣ ସମସ୍ତେ ଜାଣିଛନ୍ତି ହେଲେ ତାଙ୍କ ନାତି ------------------------------------ଆମେ ସନ୍ନମାନ କରୁନା ମେତେତ ରାଗ ଲାଗୁଚି news ଵାଲା ଙ୍କ ଉପରେ

  • @user-rx2he3kd3y
    @user-rx2he3kd3y8 ай бұрын

    ଜୟ ମାତୃଭୂମି

  • @jagannathdehuri5268
    @jagannathdehuri52684 жыл бұрын

    ନବୀନ୍ ପୁତୁରା ଓଡ଼ିଶାକୁ ବିକି ଦେବ.. ଦେଖିବ....

  • @adityapb9629

    @adityapb9629

    4 жыл бұрын

    Se maghia Randi pua nabina patanyak putura ku vote kehi debeni

  • @sarojpattanaik6861
    @sarojpattanaik68614 жыл бұрын

    Listen everyone language it's not matter to in politics.... So what.. He is speaking to English......

  • @raznsamantaray4833
    @raznsamantaray4833Ай бұрын

    😭😭😭😭 arun sir please come back

  • @user-bo2hm6jd4m
    @user-bo2hm6jd4mАй бұрын

    Welcome Prem babu

  • @bharatchandrasahoo3018
    @bharatchandrasahoo30184 жыл бұрын

    Really

  • @user-rx2he3kd3y
    @user-rx2he3kd3y8 ай бұрын

    ଜୟ ମାତୃଭାଷା

  • @rabindramohanta8075
    @rabindramohanta80754 жыл бұрын

    good

  • @biswajeetpatra1494
    @biswajeetpatra1494Ай бұрын

    Thanks

  • @hrusikeshswain754
    @hrusikeshswain7544 жыл бұрын

    Odisha loka Hindi au English kahiba pain phtuchhi.

  • @lopamudrasahoo1623
    @lopamudrasahoo16234 жыл бұрын

    ମାତୃଭାଷା ର କଳଙ୍କିତ ପୁରୁଷ

  • @malikgmail3446

    @malikgmail3446

    3 жыл бұрын

    Right

  • @biswabhusannanda8664
    @biswabhusannanda8664 Жыл бұрын

    Late Biju Pattnaik is the fittest person to receive the Bharat Ratna posthumously. This will increase the prestige of Odisha/India.

  • @panchananapadhiari5368
    @panchananapadhiari53684 жыл бұрын

    He Prabhu Jagannath Rakshya Kara Odisha ku......

  • @ankitapadhi3456
    @ankitapadhi34563 жыл бұрын

    Reporter ta kanak news ra naa tale pakeidela. Odia journalism ku b. Plz choose appropriate reporter for such important events

  • @user-rx2he3kd3y
    @user-rx2he3kd3y8 ай бұрын

    ବନ୍ଦେ ମାଆ ତାରାମ୍

  • @rkp6786
    @rkp6786 Жыл бұрын

    No need to heridetary family members politics in odisha &india also.please stop heridetary politics in India & be introduced in our indian constitution now for better model India.

  • @ncmworld5332
    @ncmworld53322 жыл бұрын

    ପରିବାର ବାଦକୁ କାହିଁକି ଉତ୍ସାହିତ କରାଯାଉଛି।

  • @user-rx2he3kd3y
    @user-rx2he3kd3y8 ай бұрын

    I LOVE MY COUNTRY*ODISAHA

  • @user-jg5kk6ds4q
    @user-jg5kk6ds4qАй бұрын

    Odia bhasha re kuha

  • @MousumiDas-wk6hk
    @MousumiDas-wk6hkАй бұрын

    Only Naveen patanayak sir odisha basi nka dukho bujhiparanti BCS se mrd nuho tankara odisha basi nka prati bahut bhala paiba Achii 😢😢😢😢😢

  • @ramdas9764
    @ramdas97644 жыл бұрын

    Indonesia and Bharat. Another one witch country?

  • @krantikrantithefighter.4409
    @krantikrantithefighter.44094 жыл бұрын

    Ea kie aame ta yaku janinu . Aau kn kehi nahanti cm heba pain mu achhi mo odisha ra chinta bi mora

  • @adityapb9629

    @adityapb9629

    4 жыл бұрын

    Congress sarakar jitiba Bjd hariba

  • @karan987654
    @karan987654Ай бұрын

    Odia sikhiki asile ofisha basi bahut khusi hebe

  • @papunkumar7104
    @papunkumar7104Ай бұрын

    ଧନ୍ୟବାଦ ନବୀନ ସାର୍, ନିଜର ପୁତୁରା ହେଲେ ବି,ଆମଦାନୀ ନେତା ପ୍ରତ୍ୟାଖାନ କରିଥିବାରୁ ......

  • @kailashkar9977
    @kailashkar99774 жыл бұрын

    Very good governance.People r not so fools to elect a particular man for fifth time.Long live.

  • @bharadwaja9142

    @bharadwaja9142

    2 жыл бұрын

    Good governance....???? When Navin pattnaik became CM at that time the BPL list and now BPL list is grater. Also dadan worker is more. His father had industry which his father sold for Kalinga, But Nvina babu and his brother what they have....? Biju babu founder of international Kalinga prize for SC.and tech.in the name of Kalinga but their son what they do.....? By strong will power and leader ship Biju babu did Paradeep daitari high way,paradeep port,Ninl ,rourkela steel plant, like sow many thing but Nvina babu could not able to promot and develop even Software technology park and infocity in Bhubaneswar which was one of the among 4 Software technology park 1st time started in India.

  • @raghumalik5912
    @raghumalik59124 жыл бұрын

    Odia minister ra nati hoi odia jana nh.... Hats off this guy

  • @pabitraswain1273
    @pabitraswain1273Ай бұрын

    ଏଇଟା କେତେଦିନର ନିଊଜୁ

  • @gurubhailifestyle
    @gurubhailifestyleАй бұрын

    ଓଡିଆ ତ କହି ପାରୁନି ସେ ରାଜନୀତି କଣ କରିବ

  • @TapanBehera-tn5ur
    @TapanBehera-tn5urАй бұрын

    Odisha basi chanhuchh ki Laveen sri ama cm taknu dhekhi Baku chanhu chu ❤❤❤❤❤❤❤❤❤

  • @babloorout2317
    @babloorout23173 жыл бұрын

    Bhai plz tame interview niani arun pattnaik naveen pattnaik ra kan haba seta english re bi kahiparuna kou qualifications against re tame job karicha ho?

Келесі