ଆକ୍ସନ ମୁଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଅହେତୁକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଆକ୍ସନ ମୁଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଦ୍ୟ ସାମଗ୍ରୀ ଏବଂ ପରିବା ଦର ବୃଦ୍ଧିର ସ୍ଥିତି ଅନୁଧ୍ୟାନ ପାଇଁ ବିଭିନ୍ନ ଗୋଦାମ, ମଣ୍ଡି, ବଜାରରେ ପହଞ୍ଚିଛନ୍ତି ମନ୍ତ୍ରୀ ।
#ArgusNews #KrushnaChandraPatra #Visitmarkets #foodpricehike #foodsuppliers #ConsumerWelfare #Minister #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
ଆକ୍ସନ ମୁଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZread : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 29

  • @laxmikantapadhi7947
    @laxmikantapadhi794714 күн бұрын

    Thank ou

  • @sagarsahu5937
    @sagarsahu593714 күн бұрын

    ଖାଲି ଭୁବନେଶ୍ୱର ରେ ବୁଲିଲେ ହେବନି। ଆମ Ganjam dist ଆଡେ ଆଶ ।

  • @subhamcomputer5362
    @subhamcomputer536214 күн бұрын

    ଦରଦାମରେ କୃଷକର ଲାଭ ହେଉ ନାହିଁ

  • @ramsabat5431
    @ramsabat543114 күн бұрын

    Dsesan good sir

  • @jyotiranjan6269
    @jyotiranjan626914 күн бұрын

    Right step

  • @manoranjsahoo9197
    @manoranjsahoo919714 күн бұрын

    Namho namsker sir 🙏 🎉🎉 🎉🎉🎉🎉🎉🎉🎉🎉🎉🎉🎉🎉 25sal ki number 1cm ki Number 1ghotla bajao ka sachie saab ko pata hay

  • @sewanayak945
    @sewanayak94514 күн бұрын

    Yes👍🙏

  • @user-ih1br6qm9s
    @user-ih1br6qm9s14 күн бұрын

    Good job sir 👍👍👍 SBP re tamatar 1kg 50 bbsr re kete

  • @madhabgahan1050
    @madhabgahan105014 күн бұрын

    ସାରେ ଆପଣ ବୁଝନ୍ତୁ କିଣା ହେଉଛି କେଉଁଠି ଓଡ଼ିଶା ନା ଓଡ଼ିଶା ବାହାରେ? କଣ ପାଇଁ ଓଡ଼ିଶା ବାହାରେ?

  • @rameshmohanty1211
    @rameshmohanty121114 күн бұрын

    ଯାହା ଜଣା ପଡ଼ୁଛି ଏ ବିଜେପି ମନ୍ତ୍ରୀ ମାନେ ସୋ ବାଜି ଅଧିକା କରୁଛନ୍ତି ଆକ୍ସନ ସୁନ

  • @swadhinmaharana5989
    @swadhinmaharana598914 күн бұрын

    ଆଜ୍ଞା ଭୁବନେଶ୍ବର ରୁ ପୁରୀ ଯେତିକି ଜାଗାରେ ମନ୍ତ୍ରୀ ମାନଙ୍କ huding ଲଗାଯାଇଛି ସେ ପଇସା କୋଉଠୁ ଉଠା ହେବ ମନ୍ତ୍ରୀ ଉତ୍ତର ରଖିଥିଲେ ଭଲ ହୁଅନ୍ତା

  • @sagarsahu5937
    @sagarsahu593714 күн бұрын

    ମୁଁ news ଦେଖୁଛି bhubaneswar ରେ ଏମିତି କଲୁ ସେମିତି କଲୁ କହୁଛନ୍ତି। ଆଊ ସବୁ dist କଣ ଭୋଟ ଦେଉନେ ନା କଣ ? ସବୁ dist ରେ ବୁଲନ୍ତୁ

  • @prajnashines7180
    @prajnashines718011 күн бұрын

    Middle class family sabu sarkar samaya re abahelita. Sabu jilla re chadhau hau

  • @DeepakKumar-sw8mk
    @DeepakKumar-sw8mk14 күн бұрын

    Khala micha tare banda bulile kn heba... kebe komiba seta kuha taku ....

  • @purusottamnayak7029
    @purusottamnayak702914 күн бұрын

    Where is grain ATM can you explain

  • @prasnnapatra3519
    @prasnnapatra351912 күн бұрын

    Are bhai mu request karuchhi ahu rajanetamananka bisayare kuhuntunahie odisara garibalokamanka bisayare kuhuntu

  • @ganeshdhal135
    @ganeshdhal13514 күн бұрын

    ଯାହା ଜଣା ପଡ଼ୁଛି ଏମାନେ ଖାଇବା ସାମଗ୍ରୀ ରେଟ କମେଇପରିବେନି କିଏ ମନ୍ତ୍ରୀ କଲା

  • @swadhinmaharana5989
    @swadhinmaharana598914 күн бұрын

    ଯେତେ ବଢ଼ିଲେ କି ଛିଡି ଲେ ମନ୍ତ୍ରୀଙ୍କ କଣ ଭାସି ଯାଉଚି ସାଧାରଣ ଲୋକଟିଏ ହଇରାଣ ହୋଇକି ଖାଇବାକୁ ପଡୁଚି ସେମାନେ ଶୁଖିଲା ଟାରେ ନାଟକ ରେ ରୋଲ କଲା ପରିକା କରିବେ au ଆମେ ସମସ୍ତେ ତାଙ୍କ ଭାଷଣ ଶୁଣିଲି ମନକୁ ହାଲକା କରିନେବା କଥା

  • @sudarsanmahana6280
    @sudarsanmahana628014 күн бұрын

    Khali bachana no work

  • @swadhinmaharana5989
    @swadhinmaharana598914 күн бұрын

    ଆଶା ତ ବହୁତ ଅଛି ବିଜେପି ଙ୍କ ସରକାର ଉପରେ ତଥାପି ଆପଣ ଟିକେ ଅଧିକ ସୂଚନା ରଖୁ ଥାନ୍ତୁ ନଚେତ୍ ସବୁ ପାଣି ଫୋଟକା ପାଲଟି ଯିବ

  • @satyaranjandash388
    @satyaranjandash38814 күн бұрын

    ସରକାରଙ୍କୁ ଅନୁରୋଧ କି ଯେତେ ଜଲଦି ପାରିବେ ଅଷ୍ଟମ ବେତନ ଲାଗୁ କରନ୍ତୁ, ତାହେଲେ ପାରିବ rate କମିଯିବ

  • @swadhinmaharana5989
    @swadhinmaharana598914 күн бұрын

    ଭୋଟ ବେଳେ ପଇସା ବଣ୍ଟା ପଇସା କୋଉଠୁ ଉଠାଇବେ ସବୁତ ଜନତା ଙ୍କ ପଇସା ନା ନାହିଁ

  • @damodarmishra1006
    @damodarmishra100614 күн бұрын

    Prati bada hata re sarakari astayi mandi khola jau,jepari kounasi pariba ra mana mukhi dara bepari nei pariba nahin , pariba sarakari mandi ru dokani kinantu.😢

  • @chaturbhujamahakuda3301
    @chaturbhujamahakuda330114 күн бұрын

    Sara, medicine price kam kara jau, mobile recharge upare lagam laga jau

  • @user-du2xt7go7t
    @user-du2xt7go7t14 күн бұрын

    Tamora muhaku lajanahi cac manonku atiyachar

  • @swadhinmaharana5989
    @swadhinmaharana598914 күн бұрын

    ଆପଣ ଅର୍ଗ ସ ନ୍ୟୁଜ୍ ଭାଇ ମାନେ bjd ଯାହା କିଛି କରି କରି ସାରିଦେଇ ଯାଇଚି ତାହା ଯେପରି ବିଜେପି ସରକାର ନ କରନ୍ତୁ ସେଥିପ୍ରତି ଭି ଧ୍ୟାନ ଦିଅନ୍ତୁ ସବୁ ବେଳେ ଏତିକି ଅନୁରୋଧ ଆପଣ ଙ୍କୁ ଆପଣ ଙ୍କ ଚ୍ୟାନେଲ କୁ ଧନ୍ୟବାଦ......

  • @manojkumar-um9si
    @manojkumar-um9si14 күн бұрын

    ବାଳ କରିବ

Келесі