କ୍ରାଇମବ୍ରାଞ୍ଚ ଅଡିଓ ଖୋଲିଦେଲା ତଦନ୍ତର ପୋଲ୍ !

#କ୍ରାଇମବ୍ରାଞ୍ଚ_ଅଡିଓ_ଖୋଲିଦେଲା_ତଦନ୍ତର_ପୋଲ୍ !
#ନିର୍ଦ୍ଦେଶ_ଆସିଲେ_ତଦନ୍ତ_କରିବ_କ୍ରାଇମବ୍ରାଞ୍ଚ !
#କାହା_ରିମୋଟରେ_ନାଚୁଛି_କ୍ରାଇମବ୍ରାଞ୍ଚ
#କିଏ_ପୋଛିବ_ମା_ଆଖିର_ଲୁହ ?
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to politics, sports, gadgets, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZread: / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataSky channel No - 1780
Airtel TV channel No - 609
Dish TV channel No - 1369
d2h channel No - 834
SITI Networks - 18
& other Leading Cable Networks
You Can WhatsApp Us Your News On- 8480612900
#ACFMurdermystery #Gajapati #Crimebranch #DFO #ArgusNews #Odisha

Пікірлер: 949

  • @geetanjalipradhan3962
    @geetanjalipradhan39622 жыл бұрын

    କଣ ବିଦ୍ୟା ଭାରତୀ ପୋଲିସ ଆଉ କଲେକ୍ଟର ଠୁ ନେଇକି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସେ କଣ ସମସ୍ତଙ୍କ ମାଇକିନା ବୋଧେ. ସେଇଥିପାଇଁ ବିଦ୍ୟା କୁ ଜେରାକରା ଯାଉନାହିଁ.ଏ ଭଳି ବେଧେଇ ମାନଙ୍କର ବହୁତ ଲମ୍ବା ହାତ ଥାଏ. ଏମାନଙ୍କୁ କିଏବା ପାରିବ.

  • @sadhana123

    @sadhana123

    2 жыл бұрын

    Bidyabharati ra bahuta lamba taku tadanta ete sahaja nuhe

  • @sadhana123

    @sadhana123

    2 жыл бұрын

    Kie baa kahi chadhiba bidyabharati bhali sundari besya ku,

  • @sudhirdash2121

    @sudhirdash2121

    2 жыл бұрын

    You are right. Only God punishment him.

  • @dayanidhimeher7100

    @dayanidhimeher7100

    2 жыл бұрын

    Right

  • @dharatripanda6095

    @dharatripanda6095

    2 жыл бұрын

    Right sister

  • @biswanathlohar2598
    @biswanathlohar25982 жыл бұрын

    ତଦନ୍ତ କରୁଛନ୍ତି ହେଲେ କିଛି କରି ପାରୁନାହାନ୍ତି

  • @gurucharanrout6526

    @gurucharanrout6526

    2 жыл бұрын

    Time pass

  • @bibekanandamurmu6167
    @bibekanandamurmu61672 жыл бұрын

    ଏଥର DFO,Gurandi IIC,Parlakhemundi OIC,Gajapati SP,Crimebranch ଆଇୟୋଙ୍କୁ କେଉଁ ମେଡାଲ,ଉପାଧି ଦେବାପାଇଁ ସରକାର ବିଚାର କରୂଛି?ଓହୋ ଆଉ ଜଣେ ମହାନାୟକ ରହିଗଲେ ହୋ,ଯାହାଙ୍କ ନେତୃତ୍ୱ ରେ ଟିମ ଓଡିଶା ସମସ୍ତ ଖେଳରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି।ସେ ଟିମ ଲିଡର Mr.Gajapati Collector.

  • @whathappened1377

    @whathappened1377

    2 жыл бұрын

    Sabu khela se mg nabina ra taku chadidela je , se jadi yete vala mg cbi ku daunahi kahinki se mg parama .....

  • @sunarammarandi2745
    @sunarammarandi27452 жыл бұрын

    ଏମିତି ହେଲେ ଲୋକେ ଆଇନକୁ ହାତକୁ ନେବେ ।🙏🙏🙏🙏🙏🙏🙏

  • @rudranarayantripathy9373

    @rudranarayantripathy9373

    2 жыл бұрын

    No need.. Just change this useless government.

  • @rameshrefrigeratorrepairin3728
    @rameshrefrigeratorrepairin37282 жыл бұрын

    ଆଉ ଓଡ଼ିଶା ପୋଲିସ କି ଆଇନ କୁ ଭରସା କରି କିଛି ଲାଭ ନାହିଁ ସବୁ poblic ଏକ ହୁଏ ରାଜ ରାସ୍ତା ଆସ ଆଉ time ନାହିଁ 🙏 Thanks ମିଡିଆ ଭାଈ

  • @dayanidhimeher7100

    @dayanidhimeher7100

    2 жыл бұрын

    Right

  • @biswabhusanswain7528

    @biswabhusanswain7528

    2 жыл бұрын

    Media bhai manaku mora bhauta bhauta dhanyabad

  • @mr.harish4878
    @mr.harish48782 жыл бұрын

    ଆତତାୟୀ ଗୁଳିରେ ମରିବେ ଏମାନେ ଦେଖ ଗୁଳିମାରି ଦିଆଯାଊ ସେ ମନ୍ତ୍ରୀ ହେଉ କି ଡିଏଫ ଓ ହୁଅନ୍ତୁ

  • @happyhappy-ly3lt

    @happyhappy-ly3lt

    2 жыл бұрын

    Yes👍

  • @akshayakumarbhol4132

    @akshayakumarbhol4132

    2 жыл бұрын

    ଏଥି ନିମନ୍ତେ ଉଦ୍ଧାମ୍ ସିଂ ପରି ମନୋବୃତ୍ତି ହେବା ଦରକାର । ବଜାର ରେ ଯାହାକୁ ଯେତେ ଦେଶୀ ପିସ୍ତଲ ମିଳୁଛି ବହୁତ ଶସ୍ତା ରେ ।

  • @sanjeebbiswal3461
    @sanjeebbiswal34612 жыл бұрын

    ଏ ସବୁ ପାଇଁ ନବୀନ ସରକାର ଦାୟୀ

  • @prafullasahu8398

    @prafullasahu8398

    2 жыл бұрын

    Kendra dayee

  • @whathappened1377

    @whathappened1377

    2 жыл бұрын

    Sabu Daari chua taku vote dauchanti na vala bija heithile sina kauta thik kuata vul jani parante.

  • @lipanswain413

    @lipanswain413

    2 жыл бұрын

    @@prafullasahu8398 to pakhare manisha pania nahi...

  • @lipanswain413

    @lipanswain413

    2 жыл бұрын

    @@chandankumardalai6187 se Kn lekhichi....Kendra Kn dayee...sata sunila belaku badhuchiki

  • @chandankumardalai6187

    @chandankumardalai6187

    2 жыл бұрын

    @@lipanswain413 haa thik Katha kahila bhai

  • @birasoren5704
    @birasoren57042 жыл бұрын

    BJD hatao odisha bachao Jay jagannath 🙏

  • @thirdeye9492
    @thirdeye94922 жыл бұрын

    ଏ ଭେଳିକି ସହ ଓଡ଼ିଶାବାସୀ ବେଶ ପରିଚିତ ଆଗରୁ ଏପରି ଶହ ଶହ ଦୃଷ୍ଟାନ୍ତ ଅଛି 😂😂

  • @kumarsubrat6803

    @kumarsubrat6803

    2 жыл бұрын

    Hele sei chora sarkarku tankikhia chaure ame ama Munda biki deiche Bhai nuhe sethi lagi aji ai abasta athi sarkar nuhe odisare kebala rastra Pati sasan heba darkar kana apana chauchanti

  • @sujatamohanty8714

    @sujatamohanty8714

    2 жыл бұрын

    @@kumarsubrat6803 han thik

  • @manaskumar8166
    @manaskumar81662 жыл бұрын

    CBI ku jaldi ye case dia

  • @haraprasadmahanta4657
    @haraprasadmahanta46572 жыл бұрын

    ଛି ଛି ଓଡ଼ିଶା ପୋଲିସ, ଆଉ Crime Branch ଲାଜ ଲାଗିବା କଥା ନ୍ଯାୟ ଦେଇ ପାରୁନ ନ ହେଲେ ସିବିଆଇ ଦେଇଦେବା କଥା, ପରୀ ପରି କେସ୍ କୁ ବାଟ ମରଣା କରିବେ

  • @alltypesvideo7333
    @alltypesvideo73332 жыл бұрын

    Mg he ଆବେ ଲଣ୍ତା ତୁ କି ବାଳ କ୍ରାଇମବ୍ରାଞ୍ଚ ଡରୁଆ।

  • @rajreboot2233
    @rajreboot22332 жыл бұрын

    ଭଲ ସଳା ରାଜନୀତି ଚାଲିଛି ଓଡ଼ିଶାରେ ଯାହାର ହତ୍ୟା ହଉଛି ସବୁ ସେଇ ବିଜେଡିର ମନ୍ତ୍ରୀ ହାତ ରହୁଛି। ଏମାନେ ଲୋକଙ୍କୁ ସୁରକ୍ଷା ଦବା ବଦଳରେ ମାରିଦେବେନା କଣ? ଏବେ ସେ ନବୀନ ବାବୁ ଆଉ ପଣ୍ଡିଆନ କୁ ଦେଖା ଯାଉନାହିଁ କି ଏସବୁ। ଭଲ ମନ୍ତ୍ରୀ ପାୱାର use କରୁଛନ୍ତି ବିଜେଡି ମନ୍ତ୍ରୀ ମାନେ ।

  • @anjananayak4974

    @anjananayak4974

    2 жыл бұрын

    Hm sei neta nka pain sabu nata

  • @user-wc3rq1ki5w
    @user-wc3rq1ki5w2 жыл бұрын

    କିଛି ହୋଇନି.. କିଛି ହେବନି ତାର...ଯୋଉ ପର୍ଯନ୍ତ ଏ ସରକାର ଥିବ... କଣ ଆଉ ତଦନ୍ତ ହେବ ସମସ୍ତେ ତ ଜାଣିଛନ୍ତି ସତ କଣ.. କେବଳ ରହିଲା ନ୍ୟାୟ ଦେବ କି ନାହିଁ.. ହଂ କି ନା ଏତେ ଡ୍ରାମା କଣ ପାଇଁ...

  • @rajreboot2233

    @rajreboot2233

    2 жыл бұрын

    Bhai pura right katha kahucha but aamo odisha loko ku bujhei haba ni sarkar change haba darkar

  • @prasantakumarsahu786

    @prasantakumarsahu786

    2 жыл бұрын

    Bidya bharati And Dfo ra DNA test karajau au call trak karajau sabu ape dhara padijibe

  • @user-wc3rq1ki5w

    @user-wc3rq1ki5w

    2 жыл бұрын

    @@prasantakumarsahu786 dna ରିପୋର୍ଟ ସେଇ ଡ଼କ୍ଟର ଦେବେ... ସତ କୁ ମିଛ କରି

  • @pmsahu2602
    @pmsahu26022 жыл бұрын

    CBI enquiry ଆବଶ୍ୟକ,ଚୋରି, ଡକାୟତି ହିଂସା ଗୁଣ୍ଡା ଗିରି କରି କରି ନେତା ମନ୍ତ୍ରୀ ହୋଇଛନ୍ତି, ମନ୍ତ୍ରୀ ଇଙ୍ଗିତରେ ପୋଲିସ ପରିଚାଳିତ, ଏମାନେ ନ୍ୟାୟ ଦେଇପାରିବେ ନାହିଁ, ଏମାନେ ଅସୁର ଅସୁରୁଣୀ ରକ୍ତରେ ମଣିଷ ଜନ୍ମ ପାଇ ଛନ୍ତି

  • @manjushreemukhi7715
    @manjushreemukhi77152 жыл бұрын

    ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ

  • @debaprasadmishra7416

    @debaprasadmishra7416

    2 жыл бұрын

    କଟକ ରେ ବୁଲି ତାଳଦଣ୍ଡା କେନାଲ ପୋଲ ଉପରେ ଫଟୋ ନେଉଛନ୍ତି

  • @jns6303

    @jns6303

    2 жыл бұрын

    Sala ta kariba kan evening 🍾purata peeiki , morning rea pura free heijauthiba , 99% Odia lokea janinathi bea , Nabin pattnayak Bhadra drink karanti boliki.

  • @seemanayak4849

    @seemanayak4849

    2 жыл бұрын

    ଶୋଇ ଚନ୍ତି ନବୀନ ବାବୁ BJD nay diantu 🙏

  • @anneytimenewscheck5536

    @anneytimenewscheck5536

    2 жыл бұрын

    ଅଣ୍ଡିରା ମାନଙ୍କୁ 10ଲକ୍ଷ ଆଉ ମାଈକିନା ମାନଙ୍କୁ 15ଲକ୍ଷ ଲେଖାଏଁ ବାଣ୍ଟୁଛି !

  • @raghunathghibala5780
    @raghunathghibala57802 жыл бұрын

    କିଛି ହେଉନି କି କିଛି ହେବନି l ସବୁ power full ଲୋକ ଏଠି ଅଛନ୍ତି

  • @satyapapu3789

    @satyapapu3789

    2 жыл бұрын

    Absolutely right

  • @kppatro5273

    @kppatro5273

    2 жыл бұрын

    A pawar full lokonku daireact attack korajibo bich bajarorea ponice meant full reaff

  • @bibhunayak1811
    @bibhunayak18112 жыл бұрын

    CBI.. CBI.. CBI.. Requart.. For this case..

  • @akshayakumarbhol4132
    @akshayakumarbhol41322 жыл бұрын

    କ୍ରାଇମ ବ୍ରାଞ୍ଚ ର ମହାନିର୍ଦ୍ଧେଶକ ତ ଡି ଜି ପି, ଓଡ଼ିଶା, ଆଉ ପୁଣି ନିର୍ଦ୍ଦେଶକ କିଏ ?

  • @saratbehera9269
    @saratbehera92692 жыл бұрын

    ଭଗବାନ ଗୋଲକବିହାରୀ ଙ୍କୁ ଯେତେବେଳେ କୁହାଗଲା ପ୍ରଭୁ ପାଣ୍ଡବ ମାନଙ୍କୁ ଏତେ ନିର୍ଯ୍ୟାତନା ଦିଆଯାଉଛି ଆପଣ କିଛି କରୁନାହାନ୍ତି କାହିଁକି? ଭଗବାନ ଉତ୍ତର ଦେଲେ , ଗାନ୍ଧାରୀ ପୁତ୍ର ମାନଂକ ର ପାପ ର ମାଠିଆ ପୁର୍ଣ୍ଣ ହେବାକୁ ଆଉ କିଛି ସମୟ ଡେରି ଅଛି।ଧର୍ଯ୍ୟ ଧର। ଫଳାଫଳ କ'ଣ ହେଲା ?

  • @prabhanjanpatra4434

    @prabhanjanpatra4434

    2 жыл бұрын

    🙏🙏🙏

  • @utsabmallik1662

    @utsabmallik1662

    2 жыл бұрын

    Right bro

  • @biswabhusanswain7528

    @biswabhusanswain7528

    2 жыл бұрын

    Wow bro wow

  • @satyakesath2221
    @satyakesath22212 жыл бұрын

    Thanks to argus news . You are doing great job.

  • @satyabanbehera6926
    @satyabanbehera69262 жыл бұрын

    Jai ho Argus news

  • @pradippanigrahi1370
    @pradippanigrahi13702 жыл бұрын

    Cbi ତଦନ୍ତ ହେଉ

  • @manasmajhi5810
    @manasmajhi58102 жыл бұрын

    We want justice

  • @djbabunentertainment8516
    @djbabunentertainment85162 жыл бұрын

    ସବୁ ହେଲା ଯେ ବିଦ୍ୟା କୁ କେବେ ଜେରା ହବ... ଶଳା ସମସ୍ତଙ୍କୁ ଜେରା ହଉଚି ବିଦ୍ୟା କୁ ହଉନି ଜେରା

  • @priyabrata2615

    @priyabrata2615

    2 жыл бұрын

    ସେ ବିରିୟାନୀ ଖାଇବାକୁ ଦେଇ ସାରିଛି ସେଥି ପାଇଁ ତାକୁ ଜେରା ହେଉନାହିଁ.

  • @sanjayjena3905
    @sanjayjena39052 жыл бұрын

    Thank you Argus, great courage great coverage.

  • @durjyodhannag
    @durjyodhannag2 жыл бұрын

    ଏହି news chanel କୁ ଧନ୍ୟ ବାଦ

  • @bishalr.695
    @bishalr.6952 жыл бұрын

    Ebe bahariba dfo ra maja midia vaai manaku mora Very very thank you🙏🙏🙏🙏

  • @sambitkumar4807
    @sambitkumar48072 жыл бұрын

    ଜା ଶଳା ଆଉ ଭରସା ନାହିଁ ପ୍ରଭୁ ଜଗନ୍ନାଥ ଆପଣ ହିଁ କିଛି କରନ୍ତୁ 😒

  • @krushnaprasadmahapatro9769
    @krushnaprasadmahapatro97692 жыл бұрын

    ତଦନ୍ତ ନାହିଁ ଫାର୍ସ ଚାଲିଛି ସମସ୍ତେ କର୍ମଫଳ ଭୋଗିବେ

  • @dibya63
    @dibya632 жыл бұрын

    ମୁଁ ଆଗରୁ ବି କହିଥିଲି, ଓଡିଶା ପ୍ରଶାସନ ସାଧାରଣ ଲୋକଙ୍କୁ ବି criminal କରିଦେବ

  • @kanhahomedecorating6602
    @kanhahomedecorating66022 жыл бұрын

    ତୁରନ୍ତ CBI କୁ ଦିଆ ଯାଉ ଏ ମାନେ ହେଲେ ସବୁ ଗୋଟିଏ ଲାଉର ମଂଜି

  • @sidharthasankar9573
    @sidharthasankar95732 жыл бұрын

    Cbi zero, aau police bi zero. Tq. Dosi ku jane ଦଣ୍ଡ ଦବ, ସେ ହେଲା ମହାପ୍ରଭୁ ଜଗନ୍ନାଥ

  • @guruprasannasenapaty3200

    @guruprasannasenapaty3200

    2 жыл бұрын

    Correct

  • @prasantacreations
    @prasantacreations2 жыл бұрын

    ବିଦ୍ୟାଭାରତୀ କୁ ଗିରଫ କରାଯାଉ।

  • @swatirefrigerationodia.4421
    @swatirefrigerationodia.44212 жыл бұрын

    ବିଦ୍ୟାଭାରତିକୁ ଏଥିପାଇଁ ଜେରା ହେଇନି ଯେ cb dfo ଠାରୁ କଣ ସବୁ ବୟାନ ରେକର୍ଡ କରିଛି ସେ ହିସାବରେ ବିଦ୍ୟାଭାରତି ବୟାନ ଦେବ କିନ୍ତୁ ତା ପୂର୍ବରୁ ବାରମ୍ବାର ଅଭ୍ୟାସ କରିବା ଦରକାର, ଏପଟ ସେପଟ ହେଲେ ଧରାପଡିଯିବାର ଭୟ ଅଛି ନା । ଧନ୍ୟ ଆମ ତଦନ୍ତ, ଧନ୍ୟ ଆମ ପ୍ରଶାସନ ।

  • @biswabhusanswain7528

    @biswabhusanswain7528

    2 жыл бұрын

    Eka dhum right.There is no doubt.

  • @Filmiduniya988
    @Filmiduniya9882 жыл бұрын

    ତାଲିବାନ ଶାସନ ଚାଲିଛି ଏଠି ନ୍ୟାୟ ପାଇବା କାଠିକର କଥା

  • @priyabrata2615
    @priyabrata26152 жыл бұрын

    ପୁଲିସ /କ୍ରାଇମ୍ ବ୍ରାଞ୍ଚ ଏସବୁ ଭାଇ ଭାଇ. ଏ ଭଉଣୀ ଗୀହା ମାନଙ୍କୁ କେଉଁ ଭାଷାରେ ଗାଳି ଦିଆ ଗଲେ ସେମାନେ ସୁଧୁରିବେ ସେ ଭାଷା ଆଓ ମିଳୁ ନାହିଁ.

  • @biswabhusanswain7528

    @biswabhusanswain7528

    2 жыл бұрын

    Sabu mg ethi bia pagala samanstye bidyaku group sex kale se bedha ku bhodhe santi miliba

  • @ashokkumardash1032
    @ashokkumardash10322 жыл бұрын

    Binasa heijau a dunriti BJD sarakara.

  • @ranjitkumar992
    @ranjitkumar9922 жыл бұрын

    ବିଦ୍ୟା କୁ କଣ ପାଇଁ ଜେରା କରା ଯାଉନି ନେତା ମନ୍ତ୍ରୀ ପୋଲିସ DFO ସମସ୍ତଙ୍କର କଣ ବିଦ୍ୟା ମାଈପ ଏ ମାଗିହା କ୍ରାଇମବ୍ରାଚ ବି ଗାଣ୍ଡିମାରିଦେଲା ଏ ରାଣ୍ଡି ପୁଅ ସବୁ ସମାନ, ହେ ଜଗନ୍ନାଥ ତମେ ହିଁ ଭରସା ହେ ପ୍ରଭୁ କଣ ଗୋଟେ କରି ସୌମ୍ୟ କୁ ନ୍ୟାୟ ଦିଅ DFO କୁ ଫାଶୀ ଦିଅ ସେ ମରିଯିବା ଦରକାର

  • @srikerenda
    @srikerenda2 жыл бұрын

    ତଦନ୍ତ ନାଁରେ ଗୋଟେ ପାଲା ଚାଲିଛି। ସାଧାରଣ ଜନତାଙ୍କୁ ଏମାନେ ଦିନରେ ଲଣ୍ଠନ ଆଲୁଅ ଦେଖାଉଛନ୍ତି। ସେ ପରିବାରକୁ ଜଗନ୍ନାଥ ଭରସା।

  • @amaprativamanoj6527

    @amaprativamanoj6527

    2 жыл бұрын

    ଜଗନ୍ନାଥ ଏବେ ଛୁଟି ରେ ଅଛନ୍ତି ଭାଇ। ସେ କିଛି କରିପାରିବେନି.... ୟାଙ୍କ ନାଲି ଆଖି ଦେଖି ଜଗା ବି ଡରି ଯାଇଛି ବୋଧେ।

  • @himansumishra133
    @himansumishra1332 жыл бұрын

    This is height of injustice. What Nabin Pattanaik doing.

  • @bimalsahu3804

    @bimalsahu3804

    2 жыл бұрын

    He is taking wines and sleeping

  • @sandhyaray4826

    @sandhyaray4826

    2 жыл бұрын

    Bada hele Sabu. Kichi Kari be,? Baha Baha a great Sara kar,? Sadharan loka. Ku danda,? Bichar. Aau Naya karu. Thiba bada babu nku koti Koti salutu chi chi tumari. A bichar ku mani Baku Padia a samajare. Babu manku Sabu Jani praman kuade Chau Hoi gala lokamane ki vharsarakhibe,?

  • @sudhanshusekharnayak1223
    @sudhanshusekharnayak12232 жыл бұрын

    CRIME BRANCH BI CHAMACHA , NYAA MILIBANI. CBI INVESTIGATION DARAKARA.

  • @dpindian6750
    @dpindian67502 жыл бұрын

    Great Argus News 🙏🙏🙏 please be continue till justice to Soumya bhai

  • @kshanadamishra3990
    @kshanadamishra39902 жыл бұрын

    Crime branch ର ଅଭିଜ୍ଞ ଅଧିକାରୀ ମାନେ ଆପଣଙ୍କୁ ହାତଯୋଡ଼ି ଅନୁରୋଧ ଆଉ କେତେ ଦିନ ନେବ ? କାହା ନିର୍ଦେଶ କୁ ଆଉ ଅପେକ୍ଷା କରିଛ? ସେ ବୃଦ୍ଧ ବାପା ମା ଙ୍କ ଆଖୀ ର ଲୁହ ର ମୂଲ୍ୟ ସେ ଅଦୃଶ୍ୟ ନିର୍ଦେଶକାରୀ ଙ୍କ ଠାରୁ ବହୁତ ଭୟଙ୍କର ହେଇଯିବ. ଚାକିରୀ କୁ ବଞ୍ଚାଇବା ପାଇଁ case କୁ ବାଟ ବଣା କରନ୍ତୁ ନାହିଁ.

  • @mrniranjan2829
    @mrniranjan28292 жыл бұрын

    Dfo colector MLA suspend Heba wait Kara

  • @whathappened1377

    @whathappened1377

    2 жыл бұрын

    Bala ta karibe se mg nabina thiba jaye rajya ra kalanka jibani seta gale rajya ra bhagya badaliba

  • @amarmohapatra1642
    @amarmohapatra16422 жыл бұрын

    Mausa,banduka kina...sidha futei dia Dfo,bidya,collector,SP,iic,Vivekananda swain..ku..

  • @prafullasahu8398
    @prafullasahu83982 жыл бұрын

    Thanks Argus news

  • @sunilmishra1736
    @sunilmishra17362 жыл бұрын

    ଧନ୍ୟବାଦ୍ ମନ୍ତ୍ରିକୁ କୁ ବାହାରକୁ ଆଣିଥିବାରୁ

  • @swarnapravamishra1710
    @swarnapravamishra17102 жыл бұрын

    Justice for Samyaranjan Mohapatra we want CBI inquiry

  • @biprapriya
    @biprapriya2 жыл бұрын

    Who is monitoring the CBI??

  • @tapankumarbehura740

    @tapankumarbehura740

    2 жыл бұрын

    CBI is autonomous body

  • @sripatitalasaruda9940
    @sripatitalasaruda99402 жыл бұрын

    Only CBI

  • @kalandinayak463
    @kalandinayak4632 жыл бұрын

    We want to justice for srm. Jago Odisha basi Jago.

  • @chandrasekharmohanta6334
    @chandrasekharmohanta63342 жыл бұрын

    Who is monitoring by Odisha crime branch?

  • @rashmiranjan4173

    @rashmiranjan4173

    2 жыл бұрын

    Pandian

  • @kasinathmala9614
    @kasinathmala96142 жыл бұрын

    CBI

  • @chandanbindashcp1873
    @chandanbindashcp18732 жыл бұрын

    CBI ଦରକାର୍ 🙏🙏🙏

  • @sidharthaparida9016
    @sidharthaparida90162 жыл бұрын

    Great job....as expected. We can never get justice in this state. So every one, be very careful. Save ur own life.

  • @subratrout8171
    @subratrout81712 жыл бұрын

    Nabin sir please justify soumya babu au gote request ye curuption mantri ku age jail re pura jau🙏

  • @ranjeetmaurya5199

    @ranjeetmaurya5199

    2 жыл бұрын

    Naveen patnaik au chali parunahi au se ki state chaleiba

  • @bijayaswain169

    @bijayaswain169

    2 жыл бұрын

    Odia bujhile sina kn haba

  • @sandhyaray4826

    @sandhyaray4826

    2 жыл бұрын

    Jete babu asile tadanta. Kari dosi ku danda debe hele Sabu mane. Ziro Hoi Chaligal,,?

  • @sandhyaray4826

    @sandhyaray4826

    2 жыл бұрын

    Sadharan jadi sata. Ki Micha. Re tank kan are Pade. Se pura dam re. Taku gharu. Dhari thana. Vhitarenanhi bahe seki vhitaeaku. Chadi Thante

  • @sandhyaray4826

    @sandhyaray4826

    2 жыл бұрын

    Ate bada Kanda kale milimisi Mari Dia gala Jani sudha dosi ghare jai ki tadanta. Kale,? Bahut badhia apanmane chi tum chakiri badhia ama. Sara kar,?

  • @sattamatkaatoz3253
    @sattamatkaatoz32532 жыл бұрын

    ସାରା ଓଡ଼ିଶା ଅପେକ୍ଷା ରେ ଏହି ଖବର ପାଇଁ thanks for more information Argus chanell

  • @tofankumar9413
    @tofankumar94132 жыл бұрын

    Jay hoo argus news

  • @satyajitpatra1663
    @satyajitpatra16632 жыл бұрын

    BJD govt totally failed to maintain law and order system.

  • @creative2410
    @creative24102 жыл бұрын

    Odisha West government

  • @FF-zs7on
    @FF-zs7on2 жыл бұрын

    ତୁଦନ୍ତ ଏ ସରକାର ଏପରି ଦେଶଦ୍ରୋହିମନଙ୍କୁ ଲାଇନ୍ କରି ଗୁଳି ନତୁବା ଶୁଳୀ କରନ୍ତୁ ଏଥିରୁ ବାଦ୍ ପଡିଲେ ଆମେ ଜନତା ଛାଡିବୁନି ସାଧାରଣ ଜନତା ହାତକୁ ଆଇନ୍ କୁ ଯିବାକୁ ଦେଉଛନ୍ତି ଭ୍ରଷ୍ଟ ସରକାର ,ଜୁଆଡେ ଦେଖ ଏହି ପରି ଭେଳିକି ଭଳି ବ୍ୟଭିଚାର ପାସାଣ୍ଡ ମାନେ କଣ ଭାବୁଛ ନିଜକୁ, ଦିନେ ମରିବ ବୃଦ୍ଧ ହେବରେ

  • @getall3497
    @getall34972 жыл бұрын

    ଏଥି ପାଇଁ ଆମ ଓଡ଼ିଶା ବାସୀ ଦାୟୀ, ଗୋଟିଏ ସରକାର କୁ ବାର ବାର ଭୋଟ ଦେଇ ଜିତାଇ ବାର ପରିଣତି, ଓଡିଶା ବାସୀ କେରଳ ଲୋକଙ୍କୁ ଅନୁସରଣ କରିବା କଥା, 5 ବର୍ଷ କୁ ଥରେ ସରକାର ଚେଞ୍ଜ କରନ୍ତି, ସେଇଥି ପାଇଁ କେରଳ ଭଲ ସୁରକ୍ଷିତ ରାଜ୍ଯ ର ଉଦାହରଣ ପାଲଟିଛି ଦେଶରେ

  • @018rajat8

    @018rajat8

    2 жыл бұрын

    Right bro

  • @akbofficial143
    @akbofficial1432 жыл бұрын

    Argus news is real news👍💯

  • @alokbiswal5124
    @alokbiswal51242 жыл бұрын

    Crime branch fail, depression in power

  • @jayshrikrishnarooftopgarde5203
    @jayshrikrishnarooftopgarde52032 жыл бұрын

    ନବୀନ ପଟ୍ଟନାୟକଙ୍କୁ ଆଉ ଭଲ ଗତି ନାହିଁ, ଗୋଟିଏ ଛୋଟ ପିଲାଟିକୁ ପଚାରିଲେ ବି କହୁଛି ତା ସ୍ତ୍ରୀ ବିଦ୍ୟା ମାରିଛି , ପୋଲିସ୍ ଗଲା କ୍ରାଇମବ୍ରାଞ୍ଚ କୁ ସମସ୍ତେ କହିଲେ ଭଲ ଜେରା ଚଲାଇଛି ତଦନ୍ତ ଠିକ୍ ବାଟରେ ଯାଉଛି ଏବେ ପୁଣି କ୍ରାଇମବ୍ରାଞ୍ଚକୁ ବି ଚାପ ପଡିଗଲା, ଏବେ କଣ ହେବ, ନବିନାର କାଳ ପୁରିଗଲା ବୋଧହୁଏ,ଜଣେ ନିରିହ ପରିବାର ନ୍ଯାୟ ପାଇ ପାରୁନି କି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେଇପାରୁନି ଏ ରାଣ୍ଡୁଆ ସରକାର, ଜଗନ୍ନାଥଙ୍କ ରାଜ୍ଯ ଓଡ଼ିଶାରେ ଏମିତି କରିପାରନ୍ତି ସରକାର, ସମୟ ପୁରିଲା ମାଣ ପୁରିଲା ସେର ବି ପୁରିଲା,

  • @Rajababu-gk6kp
    @Rajababu-gk6kp2 жыл бұрын

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡିଶାବାସୀ କୁ ବୋକା ବନାଇବାରେ ଏକ ନମ୍ବର.....? ଆଉ ଅପରାଧୀ ମାନଙ୍କୁ ସପୋର୍ଟ କରିବା ଏକ ନମ୍ବର......? ଅପରାଧ କାର୍ଯ୍ୟ କଳାପ ବିସ୍ତାର କରିବା ଏକ ନମ୍ବର.....? DFO କୁ ଆରେଷ୍ଟ ନ କରି ଆଧିକ ଦିନ ତଦନ୍ତ ଡେରି କରିବା ପାଇଁ ଆଦେଶ ଦେବା ଏକ ନମ୍ବର.....। ଓଡ଼ିଶାର ଦାଘୀ ନେତା, ଅଭିଯୁକ୍ତ ମନ୍ତ୍ରୀ ,ମାନଙ୍କୁ ଆପଣାର କରିବା ଏକ ନମ୍ବର....?

  • @balaramgouda1696
    @balaramgouda16962 жыл бұрын

    Dosi ku danda milu ki namilu public janisarileni dosi kie?prahasana chaleichanti1st Odisha police than crime branch..we want CBI investigation..

  • @sangeetasshar1357
    @sangeetasshar13572 жыл бұрын

    MG POLICE MG CRIME BRANCH MU BHALARE JANICHI SEMANANKA KHELA AU EBE ODISHA RA SABU LOKA JANISARILENI POLICE , CRIME BRANCH,AU SARKAR RA ASALA RUPA. PURA CHAIN TA MG

  • @ArunDas-hc5zz
    @ArunDas-hc5zz2 жыл бұрын

    ଓଡ଼ିଶା ପୋଲିସ କାମ କୁ ବିଶ୍ୱାସ ମହି, ଯେଉଁଠି ମନ୍ତ୍ରୀ, ଜିଲ୍ଲା ର ସବୁ ଅଧିକାରୀ ସଂମ୍ପୃକ୍ତ ଓ ସରକାର ତତ୍ପର ନୁହନ୍ତି, ସୁତରାଂ CBI ତଦନ୍ତ ଆବଶ୍ୟକ , ଏ ଠାରେ ମୁଁ, ମ, ଙ୍କ ଅଫିସ ସନ୍ଦେହ ମୁକ୍ତନୁହେ,

  • @kalpatarupatra3657
    @kalpatarupatra36572 жыл бұрын

    ଦୋଷୀଙ୍କୁ ଜଳା ଜାଉ ସମସ୍ତ ଙ୍କ ସମୁଖରେ

  • @SatyaPrakash-gq4pb
    @SatyaPrakash-gq4pb2 жыл бұрын

    Samasta odisha basinku naya darakar na hele samagra odisha basi raja rasta ku jibu

  • @srajendra7660
    @srajendra76602 жыл бұрын

    Dfo control karuthile SP, Collector, Tahasildar aau doctor nku matra Bidya Bharati nka hatha muthare thile swaym DFO manibaku padiba Bidya Bharati nku.

  • @CreationOdia1234
    @CreationOdia12342 жыл бұрын

    ଏତିକି କହୁଛି ହେ ପ୍ରଭୁ ବିଦ୍ୟାଭାରତୀ କୁ କଲବଲ କରି ମାର

  • @deepakmohapatra931
    @deepakmohapatra9312 жыл бұрын

    ମାଘିଆ ଦୃନିତୀ ଭ୍ରଷ୍ଟ ଓଡ଼ିଶା ସରକାର

  • @dipak-creations2305
    @dipak-creations23052 жыл бұрын

    Social media vote kro loko jha kohibea sea hobo

  • @satyakesath2221
    @satyakesath22212 жыл бұрын

    All intellectual will agree with your questions

  • @migrantramrasmilifestyle
    @migrantramrasmilifestyle2 жыл бұрын

    ଏଥିରେ ସବୁ ବିଜେଡି ପୋଲିସ, ଆଉ BJD crime branch ସବୁ ଜଡିତ ଅଛନ୍ତି, କେବଳ CBI jadi kichhi ଖୋଲାସା କରି ପାରିବ ନହେଲେ ଫାଇଲ ବନ୍ଦ ହେଇଯିବ

  • @kalpatarumallik7330
    @kalpatarumallik73302 жыл бұрын

    ସିବିଆଇ ତଦନ୍ତ ହେଉ ନ ହେଲେ ନବୀନ ପଟ୍ଟନାୟକ ଇସ୍ତଫା ଦେଉ

  • @sadasibabehera982
    @sadasibabehera9822 жыл бұрын

    E sabu game chalichhi

  • @jns6303
    @jns63032 жыл бұрын

    Aarea hatabhga Craime Branch dala , dekharea , jawan - Odia pua kemiti bahara Stati rea 56" sinaa dekheai Salman Khan , ku search Kari deala , aau Craime Branch Dala Sabu naapusaka (Hinjada).

  • @biswabhusanswain7528

    @biswabhusanswain7528

    2 жыл бұрын

    Crimebranch to bou bia

  • @saratbanchhor5739
    @saratbanchhor57392 жыл бұрын

    କ୍ରାଇମ୍ ବ୍ରାଞ୍ଚ ଅଫିସରମାନେ ସବୁ ଚୋର ଘଣ୍ଟିଆ ବଦମାସ ଗୁଡାକ । ଏମାନେ ଅଯଥାରେ ସମୟ ନେଲେ । ଏମାନଙ୍କୁ ବିଶ୍ୱାସ ଆଉ କେବେ କୌଣସି ପରିସଥିତିରେ କରିବେ ନି ଓଡିଶାବାସୀଙ୍କୁ 🙏 ଅନୁରୋଧ କରୁଛି ।ଏମାନେ ସବୁ ରାଜନୀତିର ଗୋଲାମୀ ।

  • @trilochanswain3201
    @trilochanswain32012 жыл бұрын

    ଅଯଥାରେ ଗରିବ ଲୋକଙ୍କର ହଜାର ହଜାର ଟଙ୍କା ରେ କ୍ରାଇମ ବ୍ରାଞ୍ଚ ମଉଜ କରୁଛି . ଅଯୋଗ୍ୟ କ୍ରାଇମ ବ୍ରାଞ୍ଚ .

  • @manaskumar8166
    @manaskumar81662 жыл бұрын

    Samastanku line re khada kariki goli maridaba darkar

  • @hemantabagh9814

    @hemantabagh9814

    2 жыл бұрын

    Absolutely right bro....with Navin Patnayak and his corrupted murderers criminal and Repist Sarpanch MLA MP and Ministers also

  • @jibanajagankhuntia2918
    @jibanajagankhuntia29182 жыл бұрын

    Mu gote bjd members hela ea 21 year bjd rahilani tara chera helani au gote party asu odisha change haba darakara

  • @bapulu5743

    @bapulu5743

    2 жыл бұрын

    Thikk bhai e party badaliba darkar odisha ta ku kisa kari sarilenii

  • @santoshi4869
    @santoshi48692 жыл бұрын

    Only CBI investigation 🙏🙏,

  • @susantanath8775
    @susantanath87752 жыл бұрын

    🚩🦋🌹🏹🇮🇳🏹🌹🦋🚩ମେରା ଦେଶ୍ ମହାନ🙏🏻🙏🏻🙏🏻🙏🏻🙏🏻

  • @ashokroutray4658
    @ashokroutray46582 жыл бұрын

    SARAKAR CHIRA NIDRA RE SOICHHANTI....

  • @psahoo1307
    @psahoo13072 жыл бұрын

    Bahut Bada Munda kama karuchi...!!! Teni naya paiba kasta...!! Tebe ama bhali sadharana Janata nka dhana jibana aee rajyare kn surakshita ????? Sei Jagannath hi saha bharasa...🙏🙏

  • @bapulu5743

    @bapulu5743

    2 жыл бұрын

    Jay JAGANNATH

  • @akshayakumarbhol4132
    @akshayakumarbhol41322 жыл бұрын

    ଜ୍ଞାନ ବାବୁ ନାମର ମର୍ଯ୍ୟାଦା ରଖିବେ ବୋଲି ଆଶା ।ଯଦି କାହାଦ୍ଵାରା ପ୍ରଭାବିତ ହୋଇ ବାଟ ହୁଡ଼ିବେ, ତେବେ ନ୍ୟାୟପାଳିକା ସ୍ତରରେ ରେ ଜ୍ଞାନ ହଜିଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

  • @Raja.Arya.1959
    @Raja.Arya.19592 жыл бұрын

    ପରୀ ଘଟଣା ଏହି ପରି ଥିଲା, ଆମ ରାଜ୍ୟରେ ଏକି ବିଚାର ଚାଲିଛି ?କ୍ରାଇମ୍ ବ୍ରାଞ୍ଚକୁ କାହିଁକି ବିଶ୍ୱାସ ରଖୁଛ? । ଏହା ସରକାରଙ୍କର ଅଟେ । CBI ତଦନ୍ତ କାହିଁକି ହେଉନାହିଁ ମୋର ଅର୍ଗସ ନିଉଜ୍‌ କୁ ପ୍ରଶ୍ନ ଏପରି ଗହଳି କରି ଯଦୁପୁର ସରପଞ୍ଚ ବଳି ପଡିଲା।

  • @NM-mq6xw
    @NM-mq6xw2 жыл бұрын

    Officer Thu minister sabu misiki marichanti soumya sir nku.

  • @chinmayakumarsahoo7620
    @chinmayakumarsahoo76202 жыл бұрын

    Police bala Gariba Upare Ghaita Sajanti but, Politician manankara Rakhita . A only lingering heba Results Zero.

  • @akshayakumarbhol4132
    @akshayakumarbhol41322 жыл бұрын

    ଏଣିକି କେବଳ ପିଟାପିଟି ହେବା ହିଁ ସାର ହେବ । ଓଡ଼ିଶାବାସୀ ସେଥିପାଇଁ ପ୍ରସ୍ତୁତ ହୁଅନ୍ତୁ ।

  • @pabitrakumarpradhan4093
    @pabitrakumarpradhan40932 жыл бұрын

    Dhanya ama police, CBI tadanta darakara

  • @manojkumarswain9742
    @manojkumarswain97422 жыл бұрын

    MG gura misi maridela....DFO historia...

  • @ranjitkumar992
    @ranjitkumar9922 жыл бұрын

    କ୍ରାଇମବ୍ରାଞ୍ଚ ଅଫିସର ତୁ ଏଡ଼େ ମାଗିହା ତମ ଘରେ କୁକୁର ଗାଣ୍ଡିମାରୁ ରେ ମାଗିହେ ପେଲେଇ ପୁଅ ଶଳେ ବିଦ୍ୟା କୁ ନିଅ ସମସ୍ତେ ମିଶିକି ଗିହ ରେ ଗେହି ପିଏ

  • @anjananayak4974

    @anjananayak4974

    2 жыл бұрын

    Chhi ki bhasa

  • @user-xd4yc3rv5p
    @user-xd4yc3rv5p2 жыл бұрын

    ଓଡ଼ିଶାରେ ବ୍ୟୁରୋକ୍ରାଟ ମାନେ ମନ୍ତ୍ରୀ ଙ୍କ ଚୁସିବାକୁ ଭଲ ପାଆନ୍ତି, ତେଣୁ ସତ ଏଠି ସାତ ସପନ ଶଲାଙ୍କୁ କଣ ଗାଳି ଦେଲେ କାନରେ ବଜିବ ତାହା ଭାବୁଛି........... ଶଳା "ଚୋଲିକେ ପିଛେ କ୍ୟା ହୈ" ସମସ୍ତେ ଜାଣିଲା ପରେ ବି ଅନ୍ଧାର ଗଡିଆରେ ହଲଉଛନ୍ତି .........

  • @heartbookworld12
    @heartbookworld122 жыл бұрын

    ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ନିଶ୍ଚୟ..

  • @tks...92
    @tks...922 жыл бұрын

    Kichi ki habani athi , sahu case re a govt minister samil rahuchanti . Kounasi bi result bahari bani

Келесі